ନବୀନ, ବିଜୟ ,ପ୍ୟାରୀଙ୍କ କାହାଣୀ ; ସମୟ କହିବ ଧୋକାବାଜ୍ କିଏ ? | Odisha Politics | NewsRoom |

  Рет қаралды 51,822

News Room

News Room

Күн бұрын

Пікірлер: 243
@ShivPrasadNayak-pi3pp
@ShivPrasadNayak-pi3pp Ай бұрын
ଏ ମହାଶୟ ହେଉଛନ୍ତି ଅତ୍ୟନ୍ତ ସୁବିଧାବାଦୀ।।
@shivnarayanpattnaik2352
@shivnarayanpattnaik2352 Ай бұрын
ବେଇମାନ କେବେ ସତ କହେ
@sorajkumarkar8992
@sorajkumarkar8992 Ай бұрын
ଫାଲୁତ କଥା କହୁଛି ଅତନୁ, ଚମଚା
@munatv4313
@munatv4313 Ай бұрын
ତମ ଜୀବନ ରେ ଆଉ ଜିତିପାରିବନି ପାରିବନି ଅତନୁ ତମ ଖେଳ ସରିଗଲା
@debiprasad1256
@debiprasad1256 Ай бұрын
😅😅😅
@alokkumarmohanty6399
@alokkumarmohanty6399 27 күн бұрын
@@munatv4313 👍
@kamalakantapanda8822
@kamalakantapanda8822 Ай бұрын
ମନୋରଞ୍ଜନ ବାବୁ ଅତନୁ ବାବୁ ଅଙ୍ଗନ ବାଡ଼ି ଦିଦି ଙ୍କୁ ଫରେନ ନେଇ ବୁଲାନ୍ତି. ସେ କଥା ଲେଖିଛନ୍ତି ନାଁ ନାଇଁ. ବିଜେଡି ବାଳେ ସବୁ ଏହିପରି.
@satishchandrabehera7291
@satishchandrabehera7291 Ай бұрын
ସୁନ୍ଦର ଆଲୋଚନା। ତେବେ ମନକୁ ଛୁଇଁବ ଛୁଇଁବ ହୋଇ ଛୁଇଁ ପାରିଲା ନାହିଁ। ମନୋରଞ୍ଜନ ବାବୁ ମଧ୍ୟ ବହୁତ ଚେଷ୍ଟା କରିଥିଲେ ଅତନୁ ବାବୁଙ୍କ ମୁହଁରୁ ଅଧିକ କିଛି ଶୁଣିବା ପାଇଁ, ହେଲେ ସିଏ ବି ପାରିଲିନି।
@bibekanandarout7443
@bibekanandarout7443 Ай бұрын
ଅତିଥି ମହାଶୟ ମିଛ କହୁଛନ୍ତି ବୋଲି ଧରା ପଡିଯାଉଛନ୍ତି, ଭଲ ଲୋକଙ୍କୁ ଆଣିବାକୁ ଚେଷ୍ଟା କରିବେ ମନୋରଞ୍ଜନ ବାବୁ...
@sorajkumarkar8992
@sorajkumarkar8992 Ай бұрын
ଏମିତି ଫାଲୁତ ଲୋକ ଙ୍କୁ ଆଣନ୍ତୁ ନାହିଁ
@parikshitsamal1025
@parikshitsamal1025 Ай бұрын
ନ ଆଣିଲେ ଲୋକ ଏ ଚରଣ ଛୁଟିଆ ଙ୍କୁ କେମିତି ଜାଣିବେ
@pitabassahu5857
@pitabassahu5857 Ай бұрын
Dayakari thik lokanku anantu
@aduniamodunia6550
@aduniamodunia6550 Ай бұрын
ପୁରା ଦୁନିଆରେ ଏକ ନମ୍ବର ଧୋକେବାଜ ଆଉ ବିଶ୍ୱାସଘାତକ ଜନ୍ତୁ ହେଉଛନ୍ତି ବାବୁ ଅତନୁ , ଯିଏକି ସମୟ ସ୍ରୋତରେ ନେତା ହୋଇଥିଲେ | ଯିଏକି ଆରମ୍ଭ ରୁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲେ ଏବଂ ଶେଷରେ ବି କଳଙ୍କ ର ଟୀକା ନେଇ ବିପୁଳ ଭୋଟ ବ୍ୟବଧାନ ରେ ପରାଜୟ ହୋଇଛନ୍ତି | କେବଳ ସ୍ବର୍ଗତ ପ୍ୟାରୀ ମୋହନ ଙ୍କ ପାଇଁ ଏ ବାବୁ ରାଜନୀତି କୁ ଆସିଥିଲେ ଏବଂ କେବଳ ଏହି ଅତନୁ ବିଜୟ ମହାପାତ୍ର ଙ୍କ ଭଳି ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବି ପଛରୁ ଛୁରୀ ମରିବା ପାଇଁ ଶହୀଦ ନଗର ୧୧୧ ନମ୍ବର ଘରେ ପ୍ୟାରୀ ଙ୍କ ନିର୍ଦ୍ଧେଶ ରେ ଚକ୍ରବ୍ୟୁହ ରଚିଥିଲେ........ ଧୋକେବାଜ..........
@BishnuprasadNanda-fh1ux
@BishnuprasadNanda-fh1ux Ай бұрын
ସସ୍ତା ଲେଖା ଲେଖି ଜାନକୀ ବାବୁଙ୍କ ଭଳି ଭଦ୍ରଲୋକଙ୍କୁ କଳଙ୍କିତ କରିଥିବା ବ୍ୟକ୍ତିଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ
@alokkumarmohanty6399
@alokkumarmohanty6399 27 күн бұрын
@@aduniamodunia6550 thik katha lekhi chhanti
@mithunbadatya-uz3lr
@mithunbadatya-uz3lr Ай бұрын
ଏମିତି ସୁବିଧା ବାଦି ନେତାଙ୍କୁ invite କରନ୍ତୁ ନାହିଁ ସେ ଘୋଷିକି ଆସିଛନ୍ତି ନବୀନ ବାବୁ ମୋ ନେତା ଏହି କଥା ହିଁ କହୁଛନ୍ତି ନିଜ ଜୀବନର କିଛି ଭଲ ଅନୁଭୂତି କହିବେ ନାହିଁ.
@FAKIRJENA-du2zs
@FAKIRJENA-du2zs Ай бұрын
News room down ହୋଇଯିବ ଯଦି ଏହି ଭଳିଆ ଟାଉଟର ଲୋକକୁ ଆଣି ଗପେଇବ।
@chaitanyabariki810
@chaitanyabariki810 Ай бұрын
ମିଛୁଆ ଅତନୁ ଘରଭଙ୍ଗା ଅତନୁ ସର୍ଵ ଖିଆ ଅତନୁ 😂😂😂😂😂😂😂😂😂😂😂😂😂😂😂😂😂😂😂😂
@shyammoharana
@shyammoharana 21 күн бұрын
Ati sundar
@dhirendrakumardas4226
@dhirendrakumardas4226 Ай бұрын
ସମୟ‌ କହିବ ଧୋକାବାଜ କିଏ?? ର ଉତ୍ତର ହେଉଛି। " ଧୋକା ବାଜ ହେଉଛି ଇଏ ମାନେ ଏହି ଲୋକଟି....
@surendrakumarsethy8816
@surendrakumarsethy8816 Ай бұрын
ଆପଣ କେତେ ନେଇଛଙି ଅତନୁ ଠାରୁ ।
@ashokkumarsahoo7041
@ashokkumarsahoo7041 Ай бұрын
ମନୋରଞ୍ଜନ ବାବୁ ଘୁଷୁରୀ ଗୁଡ଼ାଙ୍କୁ news channel କୁ ଆଣି କାହିଁକି ସମୟ ଅପଚୟ କରୁଛନ୍ତି?
@sibakalyanmohanty3552
@sibakalyanmohanty3552 Ай бұрын
ନବୀନ ବାବୁ ବୁଢ଼ା ହୋଇଗଲେ
@aduniamodunia6550
@aduniamodunia6550 Ай бұрын
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଚାଉଳିଆ ବଙ୍ଗାଳପୁର ଗ୍ରାମର ଗାନ୍ଧୀବାଦୀ ମଣିଷ ଗଜେନ୍ଦ୍ର ନାଥ ମହାପାତ୍ର ( ଗଜିସାର ) ଙ୍କୁ ୨୦୦୦ ମସିହା ବେଳେ ଏହି ଅତନୁ ସବ୍ୟସାଚୀ ନାୟକ ଓ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ର ପାଟକୁରା ଥାନାକୁ ସିଧା ସଳଖ ଫୋନ କରି ଗିରଫ କରିବା ପାଇଁ କହିଥିଲେ | ଯେଉଁଥିପାଇଁ ପାଟକୁରା ଥାନାର ସେତବେଳର ଆଇ ଆଇ ସି ସବୁ ସତ ଜାଣିଥିଲେ ବି ନିଜ କୁ ଅସହାୟ ମଣି ଚାକିରୀ ବଞ୍ଚାଇବା ପାଇଁ ଗଜିସାର ଙ୍କୁ ବିଳମ୍ବିତ ରାତିରେ ଥାନାକୁ ନେଇଥିଲେ | ସୌଭାଗ୍ୟ ବଶତଃ କେନ୍ଦ୍ରାପଡ଼ା ର ବରିଷ୍ଠ ଓକିଲ ରବି ମହାନ୍ତି ଗଜିସାର ଙ୍କ ଦୂର ସମ୍ପର୍କୀୟ ବନ୍ଧୁ ହୋଇଥିବା ହେତୁ ତାଙ୍କ ଉଦ୍ୟମ ରେ ଗଜିସାର ଥାନାରୁ ମୁକୁଳି ଥିଲେ | କେବଳ ଅତନୁ ଙ୍କ ପାଇଁ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ପାଟକୁରା ଓ ମହାକାଳପଡ଼ା ଉଭୟ ନିର୍ବାଚନ ମଣ୍ଡଳୀ ର ସମସ୍ତ ଥାନାରେ ଅନେକ ଭଲ ଲୋକଙ୍କ ନାଁ ରେ ହରିଜନ ଓ ମହିଳା ଙ୍କ ଦ୍ୱାରା ମିଛ ମାମଲା କରାଯାଇଅଛି | ଯାହାର ଅଭିଶାପ ସ୍ୱରୂପ ଆଜି ଅତନୁ ଙ୍କ ବିରାଟ ବ୍ୟବଧାନ ରେ ପରାଜୟ ଘଟିଛି.......
@manasdas5715
@manasdas5715 Ай бұрын
ଦୁଃଖଦ, ମହାକାଳପଡ଼ା ରେ ମଧ୍ୟ ଆପଣଙ୍କ ଅଞ୍ଚଳ ପରି ଅନେକଙ୍କୁ ମିଥ୍ୟା ମାମଲାରେ ଛନ୍ଦି ଦିଆଯାଇଛି 😢
@bipinbiharidas8952
@bipinbiharidas8952 Ай бұрын
It's really
@bipinbiharidas8952
@bipinbiharidas8952 Ай бұрын
Manoranjan very good conversation
@ramachandrapanipani7424
@ramachandrapanipani7424 Ай бұрын
ଦୁଇ ଜଣ ସାମ୍ବାଦିକଙ୍କ ମଧ୍ୟରେ ଏହି ଚର୍ଚ୍ଚା ଆଗ୍ରହପ୍ରଦ, ହେଲେ ସତ୍ୟ ଲୁଚି ଯାଉଛି ।
@sangramdalai4310
@sangramdalai4310 20 күн бұрын
Jay nbin
@shyamasundarnayak1186
@shyamasundarnayak1186 Ай бұрын
Jay BJD
@ramachandrapanipani7424
@ramachandrapanipani7424 Ай бұрын
ଆରମ୍ଭରୁ ଶେଷ ଯାଏ ମନୋରଞ୍ଜନ ବାବୁ ଅତନୁ ସବ୍ୟସାଚୀଙ୍କୁ ଘୂରେଇ ତୁରେଇ ଅନେକ କଥା ପଚାରି ସତ୍ୟ ଉନ୍ମୋଚନ କରିବାକୁ ଚାହୁଁଥିଲେ ବି ଉତ୍ତର ଠିକ୍ ଦିଆ ହୋଇ ନାହିଁ । ସତ୍ୟମ୍ ବଦେତ୍ । ଧର୍ମଂ ଚରେତ୍ ।
@dillipkumarmahakul903
@dillipkumarmahakul903 29 күн бұрын
କେନ୍ଦ୍ରାପଡ଼ା ଜିଲ୍ଲା ର ନମ୍ବର 1 ଧୋକା ବାଜ,
@saubhagyabiswal4401
@saubhagyabiswal4401 Ай бұрын
Jay. Jaganath.
@surendrakumarsethy8816
@surendrakumarsethy8816 Ай бұрын
ଓଡିଶା ର ଲୁଟେରା ଇଏ
@anirudhamahakhud4022
@anirudhamahakhud4022 Ай бұрын
ବିଜେଡିଟିକଟ୍ ନାଇଦେଲେଶତକହିବ
@shyamsundarpanda3094
@shyamsundarpanda3094 Ай бұрын
ମନୋରଞ୍ଜନ ବାବୁ ନା କିଛି ପଚାରିଲେ ନା ଅତନୁ ବାବୁ କିଛି କହିଲେ।
@ramachandrapanipani7424
@ramachandrapanipani7424 Ай бұрын
ଜୟ ଜଗନ୍ନାଥ ! ଜୟ ଉତ୍କଳ ଜନନୀ ! ବନ୍ଦେ ମାତରମ୍ ।
@sonukhansonukhan8387
@sonukhansonukhan8387 Ай бұрын
Mishra. Babunkara. Any. Newus. Room. Bahut. Khusi. Laga. Salut. Thanks
@maheswarpradhan4247
@maheswarpradhan4247 Ай бұрын
Atanu commits a great sin by telling lies before 4.5 crore odias
@asitgantayat6619
@asitgantayat6619 Ай бұрын
24yrs hela ta micha kahi asuchi sie .....ebe kuadu sata katha bahariba
@jayakrishnapanda5424
@jayakrishnapanda5424 Ай бұрын
Nabin is a great villain who destroyed odisha
@AchintyaBiswal
@AchintyaBiswal Ай бұрын
Yes it is true. Huge amount has been spent to defeat Bijoy in Patkura by BJD.
@SANGEETSWAROOPMOHANTY
@SANGEETSWAROOPMOHANTY Ай бұрын
One of the best interview
@DhaneswarDas-v6q
@DhaneswarDas-v6q Ай бұрын
ଏହା ଅତନୁ ଵାବୁ ଙ୍କ ର ହୃଦୟ ଖୋଲା କଥା ମନେ ହୁଏ ନାହିଁ। ଯାହା ଜଣା ଯାଉଛି ଅତନୁ ବାବୁ ନବୀନ ବାବୁ ଙ୍କ ଠାରୁ ପାଣ୍ଡିଆନ୍ ବାବୁ ଙ୍କୁ ଅଧିକ ଭୟ କରନ୍ତି। ଉଭୟ ଙ୍କର ବାର୍ତ୍ତାଳାପ ବହୁତ deplomatic ଥିଲା
@JagabandhuMishra-g7j
@JagabandhuMishra-g7j 22 күн бұрын
Back bite , cobra, result 2024 election
@PublicMood1
@PublicMood1 Ай бұрын
One of the best interview.
@vivekanandashikshakendra5409
@vivekanandashikshakendra5409 Ай бұрын
ଅତନୁ ବାବୁ ଖୋଲାଖୋଲି ଉତ୍ତର ଦେଉନାହାଁନ୍ତି
@BabajiCharanTarai
@BabajiCharanTarai Ай бұрын
Naveen pakhare Bala loka achhanti
@sarojpradhan830
@sarojpradhan830 Ай бұрын
Mor ahi bahimoar darakar bhaiameachhu❤❤❤❤❤❤❤❤
@shyampanda9283
@shyampanda9283 Ай бұрын
ଠିକକଥାଭାଇ!
@ramachandrapanipani7424
@ramachandrapanipani7424 Ай бұрын
ମିଛ କହିବା ରାଜନୀତିର ଏକ ବାସ୍ତବ ଦିଗ -- ମନୋରଞ୍ଜନ ବାବୁ ଏ କଥା କହି କଣ ଇଶାରା କରୁଛନ୍ତି ?
@PrabirDas-u8p
@PrabirDas-u8p Ай бұрын
Super michhua, tit for tat
@arunrout7986
@arunrout7986 Ай бұрын
ପାୱାର ବଳରେ ବହୁ ସାଧାରଣ ଲୋକ ଙ୍କୁ ହଇରାଣ କରିଛନ୍ତି,ହାରିବା ତାହାର କାରଣ
@ajayakumarrout3036
@ajayakumarrout3036 Ай бұрын
BEIMAN NABIN , DHOKABAJ NABIN
@PublicMood1
@PublicMood1 Ай бұрын
Now Atanu babu is taking the responsibility for his own defeat but if he had won, he would have given the credit himself or his leader Naveen Patnaik?
@ramachandrapanipani7424
@ramachandrapanipani7424 Ай бұрын
ମାଆଙ୍କ କଥା ମନେ ଥାଉ ଚିରଦିନ । ବାପାଙ୍କ ଆଦର୍ଶ ପାଳି ଚଳନ୍ତୁ ।
@SusamaPradhan-ix1rn
@SusamaPradhan-ix1rn Ай бұрын
Pandian kritadas
@prasannabeura2016
@prasannabeura2016 7 күн бұрын
ପୂରା ମିଛ ଏ କରି ନଥିଲେ ଦାମ ରାଉତ କରିଥିଲେ ଏ ପ୍ୟାରୀ ମହାପାତ୍ର ଙ୍କ ଶିଷ୍ୟ
@ramachandrapanipani7424
@ramachandrapanipani7424 Ай бұрын
ମନୋରଞ୍ଜନ ବାବୁ ଚାଲାକି କରି ପ୍ରଶ୍ନ କରୁଛନ୍ତି । ହେଲେ ଉତ୍ତର ଠିକ୍ ଠିକ୍ ଆସୁନି ।
@LipuBabu-gw9wc
@LipuBabu-gw9wc Ай бұрын
ଲେଖା ଭୁଲୁ ଅଛି
@ramachandrapanipani7424
@ramachandrapanipani7424 Ай бұрын
ବିଜୟ ବାବୁ ଓ ପ୍ୟାରୀବାବୁଙ୍କୁ ଦଳରୁ ବହିଷ୍କାର କରିବା କ'ଣ ଆବଶ୍ୟକ ଥିଲା ?
@AchintyaBiswal
@AchintyaBiswal Ай бұрын
Michhua Atanu.
@ramachandrapanipani7424
@ramachandrapanipani7424 Ай бұрын
ଅତନୁ ମାନେ ଦୁର୍ବଳ ବା ଜଡ଼ ଭରତ ନୁହେଁ; ଦେହହୀନ ବା ବିଦେହୀ ।
@arunrout7986
@arunrout7986 Ай бұрын
ସତ ଜୀବନ ଭିତରେ କେବେ କହନ୍ତି ନାହିଁ
@asutoshacharya1597
@asutoshacharya1597 27 күн бұрын
ଦଲାଲ ଙ୍କ ବୋପା ଏଇଟା
@ramachandrapanipani7424
@ramachandrapanipani7424 Ай бұрын
ରାଜନୀତିରେ ଥାଇ, ମନ୍ତ୍ରୀ ହୋଇ କ'ଣ କଲେ ତାହା ବି ନ ଲୁଚାଇ ଲେଖନ୍ତୁ ।
@FAKIRJENA-du2zs
@FAKIRJENA-du2zs Ай бұрын
ତନୁ ଶବ୍ୟ ସାଚି ଆୟ ବହିର୍ଭୁତ ପଇସା ଗଦା ମାରିଛି। ତାକୁ ଡାକି ଆଣି କାହିଁକି ଗପ ମାରୁଛ ? ଏବେ ଏମିତିକା ଫାଲତୁ ଲୋକକୁ ଆଣି news room ରେ ବସାଇ ଲାଭ କଣ ?
@Biranchi1998
@Biranchi1998 Ай бұрын
ମନୋରଞ୍ଜନ ସାର୍ ଆପଣ ଚାହୁଁଥିବା ଉତ୍ତର ଟି ଆସିଲା ନାହିଁ, ସାମ୍ବାଦିକତା କୁ ନେଇକି।
@durgasarangi2
@durgasarangi2 Ай бұрын
Bahut badhia achi tathapi atanu sir apana. Ei election jaha sata achi jaha pain bjd harila sata kahiba katha odisha pain ebebi nabin Babu nku bahut bhala panti odisha bashi jaha pain bjd harila jaha janichanti apana sata kahiba katha
@bikrammurmu-hv7mc
@bikrammurmu-hv7mc Ай бұрын
Very nnlce
@arunrout7986
@arunrout7986 Ай бұрын
ବାବୁ ଏ ଥର ବୁମ୍ ଧରି ବୁଲି ବେ
@bikrammurmu-hv7mc
@bikrammurmu-hv7mc Ай бұрын
Very nice
@ramachandrapanipani7424
@ramachandrapanipani7424 Ай бұрын
ଆଶା ଥାଉ ଦେଶ ସେବା ହେଉ । ଓଡ଼ିଶାର ଅସ୍ମିତା ରହୁ । ସତ୍ୟର ପ୍ରତିଫଳନ ହେଉ ।
@TrilochanBarik-gt5xm
@TrilochanBarik-gt5xm Ай бұрын
ବିଶ୍ୱାଘାତକତା ଅର୍ଥ କଣ ବାବୁ ଅତନୁ
@tapankumardhal8935
@tapankumardhal8935 Ай бұрын
.Public, there will never be any change from your behavior which you want to prove through the book writing.... Super mi........., super cho..........
@ramachandrapanipani7424
@ramachandrapanipani7424 Ай бұрын
ବୁଦ୍ଧ, ଗାନ୍ଧୀ, ବାପା, ବୋଉଙ୍କ ଆଦର୍ଶ ଅତନୁ ସବ୍ୟସାଚୀ ଅନୁସରଣ କରୁଛନ୍ତି କି ?
@pravashchandradas6841
@pravashchandradas6841 Ай бұрын
Development 000000 zero..
@srabanakumarbiswal9318
@srabanakumarbiswal9318 Ай бұрын
Jay Atanu bh🎉🎉
@DeepuRana-j8n
@DeepuRana-j8n Ай бұрын
Nice journalism ❤
@ramachandrapanipani7424
@ramachandrapanipani7424 Ай бұрын
ବୁଦ୍ଧଙ୍କ କଥା, ଗାନ୍ଧୀଙ୍କ କଥା ରାଜନୀତି କଲାବେଳେ ମନେ ପଡ଼େ କି ? ଭଲ ଶାଣିତ ପ୍ରଶ୍ନ । ଉତ୍ତର ମଧ୍ୟମାର୍ଗର ।
@ramachandrapanipani7424
@ramachandrapanipani7424 Ай бұрын
ଏତେ ନେତାଙ୍କ ଅନୁଗତ ?....
@hemantaswain1421
@hemantaswain1421 Ай бұрын
Atanu is good for nothing leader. Enjoying legacy power by plyaying shoe polishing character.
@ashokkumarsahoo7041
@ashokkumarsahoo7041 Ай бұрын
Right
@bibhutipradhan432
@bibhutipradhan432 Ай бұрын
ମନୋରଞ୍ଜନ ଭାଇ ଆପଣଙ୍କୁ କୋଟି କୋଟି ନମସ୍କାର
@adityamohapatravlogs09090
@adityamohapatravlogs09090 Ай бұрын
Qsn 💯 answer 0
@ramachandrapanipani7424
@ramachandrapanipani7424 Ай бұрын
୨୦୦୦ରେ ହାରିଥିଲେ, ୨୦୨୪ରେ ହାରିଲେ । ନିଜର ତ୍ରୁଟି ଖୋଜି ପାଉ ନାହାନ୍ତି ?
@ramachandrapanipani7424
@ramachandrapanipani7424 Ай бұрын
ଦୁଇ ଜଣ ଲେଖନ୍ତୁ । ବୁଢ଼ା ହେବା ପୂର୍ବରୁ ଲେଖନ୍ତୁ ।
@SusamaPradhan-ix1rn
@SusamaPradhan-ix1rn Ай бұрын
Satyaku manibaku. Prastuta nuhen
@sankhalicharangiri805
@sankhalicharangiri805 Ай бұрын
Bijay mohapatra nka niswas re emane dhulisat hoi jibe
@deepess_deepu83
@deepess_deepu83 Ай бұрын
Godi media #manoranjan .... bjp hatao desh bachao
@manasdas5715
@manasdas5715 Ай бұрын
ଗୁରୁଜନ କେବେ କହିନଥିବେ ଜିଏ ପାଣି ମାଗିବ ତାଙ୍କୁ ଦିଆ ନଜାଉ ବୋଲି, କିନ୍ତୁ କ୍ଷମତା ଚୌକିର ଗାରୀମା ରେ ସେତେବେଳେ ନିଜ ନିର୍ବାଚନ ମଣ୍ଡଳୀ ରେ ଅର୍ଧ ଖନନ ହୋଇଥିବା ଏକାଧିକ ନଳକୂପକୁ ସେସ୍ଥାନରୁ ଉଠାଇ ଆଣିବା କେତେ ସମୀଚିନ ଆଉ ପାଣି ଟିକକ ପାଇଁ ଚାତକପରି ଅନାଇ ରହିଥିବା ସେହି ଜନବସତି ର ଜନତାଙ୍କ ମନରେ କି ବ୍ୟଥା ବେଦନା ନହୋଇଥିବ 😢 କ୍ଷମତା ହେଉଛି କ୍ଷଣସ୍ଥାୟୀ ତାର ସଦବ୍ୟବହାର ହେବା ଦରକାର, ଜନତା ଜନାର୍ଦ୍ଦନ ହେଉଛନ୍ତି ବିଚାରପତି ଏବଂ ସର୍ବଶକ୍ତିମାନ🙏 ତଥାପି ମନୋରଞ୍ଜନ ବାବୁଙ୍କ ଶାଣିତ କାର୍ଯ୍ୟକ୍ରମଟି ଭଲଲାଗିଲା 👌👍
@parikshitsamal1025
@parikshitsamal1025 Ай бұрын
ଖୋଜି ଖୋଜି ଏହି ଭଳି ଲୋକଙ୍କୁ ଡାକନ୍ତ ଲୋକେ ଏମାନଂକୁ ଜାଣନ୍ତୁ
@SURESHKINGUKO07
@SURESHKINGUKO07 Ай бұрын
Jay Naveen Sir 💚
@ramachandrapanipani7424
@ramachandrapanipani7424 Ай бұрын
ମନୋରଞ୍ଜନ ବାବୁଙ୍କ ପ୍ରଶ୍ନସବୁ ପୁଣି ବହୁ ବାର ଶୁଣି କ'ଣ ଠିକ୍ କହିଲେ, କଣ ଭୁଲ୍ କହିଲେ, କ'ଣ ଲୁଚାଇଲେ, କ'ଣ କହିଥିଲେ ଆହୁରି ଭଲ ହୋଇଥା'ନ୍ତା ସେ ବିଷୟରେ ଆତ୍ମସମୀକ୍ଷା କରନ୍ତୁ ।
@ranajitjena4668
@ranajitjena4668 Ай бұрын
ପାଣ୍ଡିଆନ ବାବୁ ନୂତନ ଓଡିଶା କରିବା ପାଇଁ ଯୋଉ ଉନ୍ନତି ମୂଳକ କାମ କରୁଥିଲେ ତାହାକୁ କେତେକ ନେତା ଏବଂ ସାମ୍ବାଦିକ ମାନେ ସହିନପାରି ଯେତେକ ଅପପ୍ରଚାର କରି ଓଡିଶା ଜନସାଧାରଣଙ୍କ ପାଖରେ ନିନ୍ଦିତ କରିବାରେ ସଫଳ ହୋଇଥିଲେ.
@alokkumarmohanty6399
@alokkumarmohanty6399 27 күн бұрын
@@ranajitjena4668 you have to search many things about odisa politics.search more.then you will get more knowledge.
@deepess_deepu83
@deepess_deepu83 Ай бұрын
Godi media #manoranjan mishra, ..... EVM sarkar BJP
@jayakrishnapanda5424
@jayakrishnapanda5424 Ай бұрын
Lastly villain nabin also kicked out Atanu
@ramachandrapanipani7424
@ramachandrapanipani7424 Ай бұрын
୨୪ ବା ୨୬ ବର୍ଷ ଧରି ନେତା ନବୀନ ପଟ୍ଟନାୟକଙ୍କ ଅନୁଗାମୀ ହୋଇ ରହିଛନ୍ତି । ଭଲ କଥା । ହେଲେ ଅନ୍ୟାୟ ଆଚରଣ ବା ଅପକର୍ମ ବା ଦୁଷ୍କର୍ମ କରିବାରେ ସହାୟତା କରିବା କ'ଣ ଉଚିତ ?
@ramachandrapanipani7424
@ramachandrapanipani7424 Ай бұрын
ସ୍ମୃତି କଥା ଲେଖିଛନ୍ତି । ଆତ୍ମଜୀବନୀ ନୁହେଁ ।
@arunrout7986
@arunrout7986 Ай бұрын
ଗଣତନ୍ତ୍ର ରେ ଯେକୈଣସି ଭଲ କାର୍ଯ୍ୟକ୍ରମ ହୁଏ ସେଠି ରାଜନେତା ମାନେ ବାହାବାହା ନିଅନ୍ତି,ଅଫିସର ମାନେ ନୁହଁନ୍ତି
@ramachandrapanipani7424
@ramachandrapanipani7424 Ай бұрын
ପଛରେ ରହିବା ଭୁଲ୍ ନୁହେଁ । କିନ୍ତୁ ଅନ୍ୟାୟ ପଥ ଅନୁସରଣ କରିବା କ'ଣ ଠିକ୍ ?
@sarojkumarbehera8734
@sarojkumarbehera8734 Ай бұрын
It's a podcast interview of Shri Atanu Sabyasachi. Let him speak and he should be allowed to speak. The problem with Indian journalists is that while taking interview they are not good listeners.
@pinkimayeedas3974
@pinkimayeedas3974 Ай бұрын
A gote chora
@sachitradas6257
@sachitradas6257 Ай бұрын
Bhalkatha kahile atanu bhai
@biswanathbiswal6016
@biswanathbiswal6016 Ай бұрын
ସତ କହିବାକୁ କିଆଁ ଚାହିଁବି ,ସତ କହି କିଆଁ ଦଣ୍ଡ ପାଇବି ?
@tapan_das91
@tapan_das91 Ай бұрын
😮😮
@AmrutDash
@AmrutDash Ай бұрын
ଏଇଟା କଣ ଚମଚାଗିରୀ ନୁହେଁ କି?
@gurukrupa4151
@gurukrupa4151 Ай бұрын
ମୁଁ ନବୀନ ବାବୁଙ୍କୁ ଭଲପାଏ ଆଉ ବିଜୟ ବାବୁଙ୍କୁ ମଧ୍ଯ, ହେଲେ ପ୍ୟାରୀମୋହନ ଙ୍କ କଥାରେ ପରିଚାଳିତ ହୋଇ ନବୀନ ବାବୁ ବହୁତ୍ ବଡ଼ ଭୁଲ କରିଥିଲେ । ଏଇଟା ମୋ ନିଯୋଷୋ ମତ କାରଣ ବିଜୟ ମହାପାତ୍ର ଙ୍କ ରାଜନୈତିକ Carrier Finish କରିଦେଲେ, ସେଇଟା ବହୁତ୍ ଜଣଙ୍କୁ ଆଜିବି ମର୍ମାହତ କରିଛି , କିଛିବି ଠିକ୍ ହେଲାନି ବିଜୟ ବାବୁଙ୍କ ପ୍ରତି ।
@subhrajitsamaljajpur1536
@subhrajitsamaljajpur1536 Ай бұрын
ବିଜୟ ବାବୁ ଓଡିଶା ରାଜନୀତିରେ ଜଣେ ଧୂରୀଣ ରାଜନେତା ❤
@bishnucharantripathy8938
@bishnucharantripathy8938 Ай бұрын
It is also alleged that Bijay Mohapatra betrayed Biju Babu during 1995 election.
@pinkimayeedas3974
@pinkimayeedas3974 Ай бұрын
A gote bajya loka
@AjayaMuduli-l5b
@AjayaMuduli-l5b Ай бұрын
Atanu no 1 dhokabaj
КОГДА К БАТЕ ПРИШЕЛ ДРУГ😂#shorts
00:59
BATEK_OFFICIAL
Рет қаралды 8 МЛН
Каха и лужа  #непосредственнокаха
00:15
小丑揭穿坏人的阴谋 #小丑 #天使 #shorts
00:35
好人小丑
Рет қаралды 54 МЛН
КОГДА К БАТЕ ПРИШЕЛ ДРУГ😂#shorts
00:59
BATEK_OFFICIAL
Рет қаралды 8 МЛН