ନବୀନ ସରକାର ଯିବା ପରେ ମିଳୁନି କରୋନା ମହାଯୋଦ୍ଧାଙ୍କ ପତ୍ତା

  Рет қаралды 95,605

Reporters Today

Reporters Today

Күн бұрын

#ReportersToday
ନବୀନ ସରକାର ଯିବା ପରେ ମିଳୁନି କରୋନା ମହାଯୋଦ୍ଧାଙ୍କ ପତ୍ତା
#NewsUpdate #SubrotoBagchi #NaveenPatnaik #BJD #coronatime #PressMeet #lokasebabhawan #reporterstoday
Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism.
🔺🔺🔺
Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society.
🔺🔺🔺
“ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
🔺🔺🔺
👇SUBSCRIBE NOW !!! 👇
🔥🔥🔥 bit.ly/3PVNxLH 🔥🔥🔥
🔴Visit Our Website: odianews.repor...
🔴Read our daily newspaper "Mahabharata”:- mahabharataepa...
🔴KZbin: / reporterstoday
🔴Facebook: / reporterstodayofficial
🔴Twitter: / reporterstodays
🔴Instagram: / reporters_today
🔺🔺🔺

Пікірлер: 387
@bipinknowledgebank3211
@bipinknowledgebank3211 27 күн бұрын
କିଛି ନ ଯାଣି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ
@Odiaclasic
@Odiaclasic Ай бұрын
କରୋନା ସମୟରେ ସରକାର ର ଜଣେ ମୁଖପାତ୍ର ଭାବେ କାର୍ଯ୍ୟକରୁଥିଲେ କିନ୍ତୁ ବାଗଚି ସାରଙ୍କ ବିରୁଦ୍ଧରେ କୌଣସି ଦୁର୍ନତି ନ ଆଣି ଏପରି ସାମ୍ବାଦିକତା କରିବା ହିଁ ତୁମ ସାମ୍ବାଦିକତାର ଅଯୋଗ୍ୟ ପଣିଆ ପ୍ରମାଣ କରୁଛି
@subhampanigrahy530
@subhampanigrahy530 20 күн бұрын
ସୁବ୍ରତ ବାଗଚି ଜଣେ ମହାନ୍ ଜନ ନାୟକ। ସମସ୍ତ ପୂର୍ବ ପୁରୁଷ ଏବଂ ବର୍ତ୍ତମାନ ଆୟ ସମ୍ପତ୍ତିର ପାଖାପାଖି 70% ଦାନ କରି ଏକ କ୍ୟାନସର ହସ୍ପିଟାଲ ନିର୍ମାଣ କରିଛନ୍ତି।
@hellopatelfamilysamasingha6460
@hellopatelfamilysamasingha6460 17 күн бұрын
Real hero
@deepaknayak541
@deepaknayak541 14 күн бұрын
Mahan parson
@ambikadash2676
@ambikadash2676 8 күн бұрын
He saved 4.5 cores of the people of Orissa during corona
@gopabandhubehera453
@gopabandhubehera453 22 күн бұрын
ଦେଶର,ବଡ,ଶତ୍ରୁ ଦେଶର,ଗଣମାଧ୍ୟମ ବା,ସାମ୍ବାଦିକ ଏମାନେ,ଦେଶକୁ,ଲୁଟୁ,କରୁଛନ୍ତି କିନ୍ତୁ,ଧରାପଡିବେନି,ଏମାନଙ୍କର ମୁଖ୍ଯ କାମହେଲା ଧନଶାଳୀ ଲୋକଙ୍କୁ,ବ୍ଲାକ ମେଲ,କରିକି,ମୋଟାଅଙ୍କର ନୋଟ,ଝାଡିବା,
@lalitmohanray8790
@lalitmohanray8790 20 күн бұрын
ସେ ଜଣେ ସଫ୍ଟଓୟାର କମ୍ପାନୀର ମାଲିକ। କିଛି ଶହ କୋଟି ତାଙ୍କ ପାଇଁ ବଡ଼କଥା ନୁହେଁ। ଶସ୍ତା ସାମ୍ଵାଦିକତା ଛାଡ଼ନ୍ତୁ
@rajamishra2312
@rajamishra2312 Ай бұрын
ଏତେ କଥା କହୁଥିବା ବ୍ୟକ୍ତି କରୋନା ସମୟରେ ଥିଲେ କୁଆଡେ । କାହିଁ ଦିନେ ତୋ ଲୋକଙ୍କୁ ସାହାଯ୍ୟ କରୁନଥିଲେ। ଯେଉଁ ମାନେ କଲେ ତାଙ୍କୁ ବି ଛାଡ଼ୁନ
@srikantnaik8460
@srikantnaik8460 24 күн бұрын
Free Cancer hospital deichanti
@bhabanibiswal4975
@bhabanibiswal4975 27 күн бұрын
ମୂର୍ଖାମୀ ବନ୍ଦ କର l ଭଣ୍ଡାମୀ ବହୁତ ବଢ଼ି ଯାଉଛି l
@sanjuSingh-qb4ks
@sanjuSingh-qb4ks 28 күн бұрын
ଗୋଟିଏ ପାଗଳ ପ୍ରଳାପ କଲା ପରି ଲାଗୁଛି । ଧନ୍ୟ ରେ ସ୍ୱାର୍ଥପର ମଣିଷ ମଣିଷ ପଣିଆକୁ ଧିକ୍ ।
@bikrammohanty2453
@bikrammohanty2453 25 күн бұрын
ପାଗଳ ପ୍ରଳାପ ନୁହେଁ 😡
@parsuramsahoo7509
@parsuramsahoo7509 15 күн бұрын
@@bikrammohanty2453 ଉନ୍ମାଦ ର ବିଳାପ 😘😘😘😘😘 ଛତ୍ର ଖାଇ
@arunamohanty2986
@arunamohanty2986 10 күн бұрын
Kahinki emiti kahucha chup ruha
@bikrammohanty2453
@bikrammohanty2453 9 күн бұрын
@@arunamohanty2986 kahibara karan hela se jadi kale tahale amara patient sethu kahinki pheri asila without admitting him.
@arunamohanty2986
@arunamohanty2986 9 күн бұрын
@@bikrammohanty2453 kou patient katha mun ta janini kintu subrat sir cancer hospital karichhanti ete donate karichhanti a news chanel Bala view vaon emiti dosa daba thik nuhen proper information karantu tapare news dekhaibe
@powerofbrain393
@powerofbrain393 27 күн бұрын
ଚାପୁଡ଼ା ର ଘେ।ର ଅଭାବ
@debiprasadmishra2699
@debiprasadmishra2699 25 күн бұрын
ପରିବାର ରେ ଯେବେ କାହାକୁ କ୍ଯାନସର୍ ହେବ( ନ ହେଉ,ଭଗବାନଙ୍କ ଅପାର କରୁଣା ରହୁ) ,ତେବେ ମନେରଖନ୍ତୁ ,ଶଙ୍କର-ବାକଚୀ କ୍ଯାନସର ହସ୍ପିଟାଲ କାର୍ଯକ୍ଷମ ହୋଇଗଲାଣି। କ୍ଯାନସର୍ ଚିକିତ୍ସା ପାଇଁ ନିର୍ଭରଯୋଗ୍ଯ ପ୍ରତିଷ୍ଠାନ।
@rabindramishra3319
@rabindramishra3319 20 күн бұрын
Ye cancer hospital re kchhi subidha nahi ,chemo ,pet scan kichhi nahi ,nije jai thare dekhantu
@debasmitaparida2072
@debasmitaparida2072 16 күн бұрын
​@@rabindramishra3319Nua arambha heichi dharjya dhara agaku sabu miliba
@susantasahoo9544
@susantasahoo9544 Ай бұрын
ଘଟଣାର ସତ୍ୟତା ଉପଯୁକ୍ତ ପ୍ରମାଣ ସହ ପ୍ରକାଶ କରନ୍ତୁ ।ନଚେତ୍ ଆପଣଙ୍କ ସମ୍ବାଦ ପାଇଁ ଦୁଃଖ ପ୍ରକାଶ କରନ୍ତୁ ।
@Manu-nz8gx
@Manu-nz8gx 17 күн бұрын
Yes
@mandardharjena2450
@mandardharjena2450 Ай бұрын
କିଛି ଅସାଧୁ ସାମ୍ବାଦିକ ଖାଇଗଲେ ଦୁନିଆକୁ
@ranjanpati1272
@ranjanpati1272 26 күн бұрын
ଆଜିକାଲି ଭଲ କାମ କଲେ ସମାଲୋଚନା..... କିନ୍ତୁ ଚୋର ମାନଙ୍କୁ ସମ୍ମାନ।
@user-jy4cm7lw7v
@user-jy4cm7lw7v 28 күн бұрын
ବଦମାସ୍ news channel
@RanjitMahanandia-sp9eh
@RanjitMahanandia-sp9eh Ай бұрын
ଧନ୍ୟ ତୁମ ସାମ୍ବାଦିକତା ଛି କେଡେ ଅଲାଜୁକ ତମେ କିଛି ନ ଜାଣି ଏଭୋଲି news ପରିବେଷଣ କରୁଛ କଣ ଜାଣିଛ ବାଗିଚି sir ଙ୍କ ବିଷୟରେ ଧିକ୍ ତୁମ ସାମ୍ବାଦିକତା
@asishkumardas2598
@asishkumardas2598 Ай бұрын
ବେକାର ସାମ୍ବାଦିକତା
@friend9449
@friend9449 Ай бұрын
ପେଲା ଖିଆ ସାମ୍ବାଦିକତା ଛାଡ଼ିଦେ ଯା ମୂଲ ଲାଗିବୁ ଲୋକଙ୍କ ଭଲପାଇବା ମିଳିବ
@jagateswarbehera6809
@jagateswarbehera6809 25 күн бұрын
Thik
@deviprasaddalei8609
@deviprasaddalei8609 26 күн бұрын
ମୂର୍ଖ News ବାଲା
@subratmaharathy435
@subratmaharathy435 22 күн бұрын
ବିନମ୍ରମତା ର ସହ ଏହି ଗଣମାଧ୍ୟମ ସଂସ୍ଥା କୁ ଅନୁରୋଧ କରୁଛି ଯେ ଓଡ଼ିଶାବାସୀ ଙ୍କୁ ସୁବ୍ରତ ବାଗଚି ଙ୍କ ବିଷୟରେ ବିଭ୍ରାନ୍ତିକର ତଥ୍ୟ ନ ଦେଖାଉ।ସୁବ୍ରତ ବାଗଚୀ ଙ୍କ ଏତେ ଟଙ୍କା କେମିତି ତାହା ଯଦି ଜାଣିନ ତେବେ ଜାଣିବାକୁ ଚେଷ୍ଟା କର। ତାଙ୍କ ସନ୍ତାନ ଭାରତ ବାହାରେ ବଡ଼ ବଡ଼ ପଦବୀ ରେ ଅଛନ୍ତି।ସୁବ୍ରତ ବାଗଚୀ ଙ୍କ ନିଜସ୍ଵ କମ୍ପାନୀ ଥିଲା।ସେ ବହୁ ପାଠ ପଢ଼ି ବହୁ ଜ୍ଞାନ ର ଅଧିକାରୀ ହୋଇଛନ୍ତି।ତମ ଭଳି ସେ ମୁର୍ଖ ସାମ୍ବାଦିକ ନୁହଁନ୍ତି
@goutamnathpradhan5628
@goutamnathpradhan5628 Ай бұрын
ବେକାର ଖବର ପ୍ରସାରଣ କରନି ମୋଦି ବିଷୟରେ କିଛି ଜଣା ନଥିବା କଥା କୁହ ଅମ୍ବାନୀ,ଆଦାନି ଏତେ ଟଙ୍କା କୋଉଠୁ ଆଣୁଛନ୍ତି ପଚାର
@user-nu1fy1ew5o
@user-nu1fy1ew5o 18 күн бұрын
ଆମ୍ବନି, ଆଦାନୀ ତୋ ମା କୁ ଗେହୀ ପଇସା କମାଇ ଛନ୍ତି .........
@sanjaynayak80
@sanjaynayak80 Ай бұрын
Wrong reporting about Subrat Bagchi
@deepaksahoo1062
@deepaksahoo1062 Ай бұрын
He is the real hero in this time
@Arrsoubhagya
@Arrsoubhagya 25 күн бұрын
Ete kharap kari kuhani Anku, e jane pratishtha byakti eku ରାଜନୀତିକୁ ନଆଣିଲେ ଭଲ।😮😮😮😮
@prasannakumarnayak2278
@prasannakumarnayak2278 Ай бұрын
ସିଏ ତାଙ୍କ କ୍ୟାନସର ହସ୍ପିଟାଲ ବୁଝୁଛନ୍ତି,,,
@NewHorizon02
@NewHorizon02 26 күн бұрын
Cancer hospital south ra sankar hospital bujhuchi. Bagchi is only donated money to sankar hospital
@babulubariha2098
@babulubariha2098 Ай бұрын
ତୋ ବୋଉ କଷ୍ଟ ରେ ଯେଉଁ ଧନ୍ଦା କରୁ ଥିଲା ସେଇ ଧନ |
@sugyanimishra7144
@sugyanimishra7144 28 күн бұрын
Your reporter is doing false propaganda against Sri Bagchi. Your reporter has no knowledge about Subrata Bagchi.
@pradeeppradhan1943
@pradeeppradhan1943 Ай бұрын
Generous person Mr Bagchi
@sumantsenapaty1929
@sumantsenapaty1929 15 күн бұрын
Odisha needs 100 Bagchis to prosper .A great enterprising personality n social service provider.
@amiyajena76
@amiyajena76 12 күн бұрын
Great personality
@swarnamohanty3121
@swarnamohanty3121 21 күн бұрын
Bagchi Cancer hospital re tu treatment hebu.
@user-cd5ly8dj3x
@user-cd5ly8dj3x 26 күн бұрын
ବେକାର ଖବର । ମିଛ ସମ୍ବାଦ। ଶଳା ଟାଉଟର ଚ୍ୟାନେଲ
@user-cd4xc4cf4b
@user-cd4xc4cf4b Ай бұрын
ବାଳ newes ପ୍ରସାର କରୁଛ
@sanjayasahoo9278
@sanjayasahoo9278 Ай бұрын
Na re bhai satabdhira sabuthu useless news.
@subratasahoo3068
@subratasahoo3068 Ай бұрын
Stop this nonsense, do u know about him,
@sureshchandrasarangi9878
@sureshchandrasarangi9878 20 күн бұрын
Bagchi is the great son of Odisha.An enterpreneur,educationist,debator,philanthropist,humanitarian,public intellectual.Speaking against him means the social media is intolerant and if we make charecter assasination, Odisha can not grow.This is post truth at its worst
@sarojiniprusty2908
@sarojiniprusty2908 24 күн бұрын
Subrat Bagchi has a great personality........
@dushmantkumarnath
@dushmantkumarnath Ай бұрын
All is right
@aswinijena-ck9wb
@aswinijena-ck9wb 20 күн бұрын
ଏ ନ୍ୟୁଜୁ କୁ କିଛି ମିଳୁନି
@user-lt2hg9hj3p
@user-lt2hg9hj3p 20 күн бұрын
Bagchi bahut bhala loka
@pyarimohansethy6954
@pyarimohansethy6954 22 күн бұрын
Bakchi is good and nice person
@tapannayak4187
@tapannayak4187 19 күн бұрын
ଆରେ ଏଇଟା କୋଉ ନ୍ୟୁଜ୍ କଣ କହୁଛି କିଛି ବୁଝି ହେଉନି
@user-cd5ly8dj3x
@user-cd5ly8dj3x 26 күн бұрын
ଏଇଟା ନାରୀ ସାମ୍ବାଦିକା ନା ନାଗୁଣୀ
@dsprakash4u
@dsprakash4u 22 күн бұрын
ଏଇଟା ଅସଭ୍ୟ ନାରୀ
@Slgopp
@Slgopp 12 күн бұрын
ଏ ଇ ଟା ପଇସା ଖିଆ ପିସାଚୀ ନାରୀ... 🤣🤣🤣
@dsprakash4u
@dsprakash4u 22 күн бұрын
ଅଭଦ୍ର ଚାନେଲ
@gurupteesworld5618
@gurupteesworld5618 Ай бұрын
News miluni ta bhala lok nku badanam kariba pain. Ehi chanel ban Kari human re case kariba
@amiyaray6396
@amiyaray6396 Ай бұрын
Wrong reporting about subrat Bagchi.fake reporter.
@KedarJena-ki9el
@KedarJena-ki9el 18 күн бұрын
Enquiry need by govt
@deepaksahoo1062
@deepaksahoo1062 Ай бұрын
Underground nuhe Odisha re cancer hospital Karichanti
@sanjaynayak80
@sanjaynayak80 Ай бұрын
Doing good job by Subrat Bagchi
@soulkiller9197
@soulkiller9197 Ай бұрын
Bina evidence re Khali ta kn gapucha.. defamation case lagiba katha tuma upare
@saraswataparija3
@saraswataparija3 15 күн бұрын
ତମ ନ୍ୟୁଜ୍ ଦେଖିଲା ପରେ କେହି କାହାକୁ ଆଉ ସାହଯ୍ୟ କରିବେ ନାହିଁ।
@user-nd1yt4yc2z
@user-nd1yt4yc2z Ай бұрын
ତମ ସାମ୍ବାଦିକ ହେଉଛି ଓଡିଶା ର କଲଙ୍କ
@sayedjalalhossain7560
@sayedjalalhossain7560 27 күн бұрын
ମୁର୍ଖ ଅଜ୍ଞାନ ସାମ୍ବାଦିକ କିଛି ଜଣା ନାହିଁ
@akshayasamantara5317
@akshayasamantara5317 29 күн бұрын
କିଏ ଖୋଜୁଛି କହିଲୁନି, ତତେ ଦେଲାନି କି କିଛି
@moneydas1
@moneydas1 14 күн бұрын
ମୂର୍ଖ । ସେ ପ୍ରାୟ ୬୫୦୦ କୋଟି ଟଂକା ର ମାଲିକ । ସାରା ଭାରତ ର ଜଣେ ବିଶିଷ୍ଟ ବ୍ଯକ୍ତି ।
@sukantakumarsenapati1723
@sukantakumarsenapati1723 Ай бұрын
Baseless News. Very sad. Chanel should be blocked
@mohanty56
@mohanty56 14 күн бұрын
ସୁବ୍ରତ ବାଗଚି ପ୍ରତି ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। କେବଳ ଅଶିକ୍ଷିତ, ଦୁରାଚାରୀ ମାନେ ଏଭଳି ମନ୍ତବ୍ୟ ଦେଇପରାନ୍ତି। କ୍ୟାନ୍ସର ହସ୍ପିଟାଲ ପାଇଁ କେତେ ଦାନ କରିଛନ୍ତି ଜାଣିଛ। ତୁମ ଵୋପା ଅଜା ଚଉଦ ପୁରୁଷ ରେ ଏଭଳି ଚରିତ୍ର ଟିଏ ଦେଖିବାକୁ ମିଳିବ ?
@swarajdarshandas611
@swarajdarshandas611 18 күн бұрын
Video hateidiantu otherwise i will strike defamation, send you legal notice to your channel?
@user-pt8mr5pj9f
@user-pt8mr5pj9f 26 күн бұрын
ଏମିତି ମୁର୍ଖ ସାମ୍ବାଦିକ, ମିଛ ଖବର ପ୍ରଚାର କରି ସମାଜ ରେ ଅସ୍ଥିରତା ଆଣିବାକୁ ଚେଷ୍ଟା କରନ୍ତି। Mr Subroto Bagchi ଗୋଟେ Multinational billion Dollars company ra ମାଲିକ। ସେ ଓଡିଶା କୁ ଆସିବା ପୂର୍ବରୁ ହଜାର ହଜାର କୋଟି ର ମାଲିକ।
@santoshkumarrout5094
@santoshkumarrout5094 15 күн бұрын
ମା ତମେ ସାମ୍ବାଦିକା ନୁହଁ । ତମେ ମାଳିସାହି ଝିଅ ମାଳତୀ ଅପା ଭଡା କ'ଣ ସାରା ରାତି, ଘଣ୍ଟା ହିସାବ,ନାଁ କିଲୋ ଗ୍ରାମ ପିଛା । ରେଟ୍ ଟିକେ ନ୍ୟୁଜ୍ ଚ୍ୟାନେଲ ରେ ପକା । ମୁକେଶ ଅମ୍ବାନୀ କ'ଣ ,ତୋ ବୋଉ ର ଘଇତା, ମାଉସୀ ର ଘଇତା,ନାଁ ନିଜ ଘଇତା ତେଲ ମାରିବାରେ ଗୋଟେ ସୀମା ରହିବା ଦରକାର ।
@mishrabisudhananda3551
@mishrabisudhananda3551 29 күн бұрын
ମୁଁ ଜାଣିବାରେ ମାଇଣ୍ଡ ଟ୍ରୀ କମ୍ପାନୀ ବିକ୍ରି ଲବ୍ଧ ଅର୍ଥ ରୁ ସେ କ୍ୟାନ୍ସର ହସ୍ପିଟାଲ କଲେ,ଦୁର୍ନୀତି କଣ କଲେ?
@MrNeelamadhab
@MrNeelamadhab 16 күн бұрын
Bagchi is a perfect man. This type of propaganda is not acceptable.
@prettyhayati8366
@prettyhayati8366 5 күн бұрын
Bjp ର ନେତା ମାନେ,ପ୍ରତିଦିନ ନବୀନ ର ଗୁହ ଟିକେ ହେଲେ ଖାଅ... ତା ପରେ ରାଜନୀତି କରିବ
@anitaanjaliblogs7109
@anitaanjaliblogs7109 16 күн бұрын
Subrat bagchi great person
@sujitbehera3037
@sujitbehera3037 13 күн бұрын
Tama bala reporting kia pacharuchi
@ManojPatel-ue3ju
@ManojPatel-ue3ju 16 күн бұрын
Bagchi ଭଳିଆ ଲୋକକୁ😢 ବଦନାମ କରି ତୁମର ଚେନାଲ ବନ୍ଦ କରନା
@1983pabitra
@1983pabitra 28 күн бұрын
Don't try to malign image of such Nobel person.
@sujandas6456
@sujandas6456 20 күн бұрын
ବେକାର ରିପୋର୍ଟ ଓ ରିପୋଟର
@sarojkubharati
@sarojkubharati 20 күн бұрын
Owner of LTIMindtree, he is a good person
@nirmalendurout4244
@nirmalendurout4244 29 күн бұрын
Great journalist
@sangramkumarkalu9052
@sangramkumarkalu9052 29 күн бұрын
Andavakta
@niranjanswain1812
@niranjanswain1812 26 күн бұрын
ତୁ ତୋ ଛାତି ରେ ହାତ ରଖି କହ, କେତେ ଜଣ ଙ୍କୁ ଆର୍ଥିକ ବା ମାନସିକ ଭବେ ସାହାଯ୍ୟ କରିଛୁ।
@debap8943
@debap8943 18 күн бұрын
ସଜ ମାଛ ରେ ପୋକ ପକାଇବା ଲୋକ 😔🥺 ଛି, ଥୁଃ !!
@srikantnaik8460
@srikantnaik8460 24 күн бұрын
Kebala 1man odisha cm Mr bagchi
@sarojsahoo1077
@sarojsahoo1077 16 күн бұрын
ସବୁ ଚୋର ଗୋଟେ ଗୋଟେ ଧରା ହେବେ
@SaiRam-sm1dn
@SaiRam-sm1dn 2 күн бұрын
Explan with proof ,we want
@DwarikaMishra-tk3rq
@DwarikaMishra-tk3rq 22 күн бұрын
Should Mr Subrato Bagchi file Deformation case against this You tube news Chanel for this corruption allegations against him? If not he should clarify immediately to the people.
@Slgopp
@Slgopp 12 күн бұрын
ଅସଭ୍ୟ ନାରୀ...ବାଳ ସାମ୍ବାଦିକ ତା କରୁଛ 😂😂😂 ମିଛୁଆ...କିଛି ଜାଣିନ...🤣🤣🤣
@Gurubachan688
@Gurubachan688 18 күн бұрын
Bagchi is good man, don't high shout
@parsuramsahoo7509
@parsuramsahoo7509 18 күн бұрын
ଏଥିରେ ପ୍ରସିଦ୍ଧି ମିଳିବନି, ମାଳିସାହି ଯାଇ ବେପାର କର ବହୁତ୍ ପଇସା ଆଉ ପ୍ରସିଦ୍ଧି ମିଲାଇବ ,ହାଇଲାଇଟ୍ ,ରେଡ ଲାଇଟ୍ ସବୁ ମିଳିବ,।❤🎉🎉🎉🎉🎉🎉🎉❤❤
@keshabpati6127
@keshabpati6127 20 күн бұрын
U are grate kalanka of odisha news
@manojkumarbehera2861
@manojkumarbehera2861 27 күн бұрын
ତୁମେ ମାନେ ବୋଧେ ଆଗରୁ ସିନେମା ହଲ ରେ black ticket କରୁଥିବା ଦଲାଲ। ଏବେ news channel କରି ବସିଛ। ଗଣ୍ଡ ମୂର୍କ ରିପୋର୍ଟର
@bikrammohanty2453
@bikrammohanty2453 25 күн бұрын
ସେ ଏବେ କୋଉଠି କୁହ..
@parthasarathiray5770
@parthasarathiray5770 21 күн бұрын
ଯଦି ଦୁଇ ଦୁଇଟି Cancer Hospital (Bangalore ଓ Bhubaneswar) କଲାପରେ ସେ ଶତାବ୍ଦୀର ଜଣେ କଳଙ୍କିତ ନାୟକ କିପରି ହେଲେ, ଦୟାକରି ଆପଣ ଟିକେ କହିବେ କି? Please comment.
@feelmymusic9903
@feelmymusic9903 26 күн бұрын
A samaja ku neta tharu media bala base nasta karuchanti
@chandrakantadey190
@chandrakantadey190 19 күн бұрын
ଜିୟେ ବୋଟି ନଦେଲା ତା ବିରୁଦ୍ଧରେ ସାମ୍ବାଦିକ ଲାଗିଗଲେ ସେ ଯେତେ ଭଲୋ କାମ କରୁ ସେ ସାମ୍ବାଦିକ ସମାଜ ଲାଗି କଲଙ୍କୋ Mr Bagichi sir is a great person
@supervaluepharma9754
@supervaluepharma9754 22 күн бұрын
LT acquired Mindray and he received the amount for owner share.
@asishkumarpanda1530
@asishkumarpanda1530 24 күн бұрын
ଏ ଭାଇ ତମ ଭଳି news ଵାଲା ଙ୍କୁ କୋଉ ଭାଷା ରେ ଗାଳି କରାହେବ, ତମେ ନିଜେ ନିର୍ଧାରଣ କର
@samadanga3716
@samadanga3716 Ай бұрын
Cancer hospital ta heichi
@dillippanda8734
@dillippanda8734 22 күн бұрын
Sabu corona jodha ghare ruhantu surakshit ruhantu
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ପୁରା ଖାଇ ଖାଇ ଓଡିଶା କୁ ଖୋଳ କରିଦେଇଛନ୍ତି 😡😡
@skmplanet9591
@skmplanet9591 10 күн бұрын
Strong Action is required against this channel. This channel will harm us all the Odias.
@umashankarindustry2558
@umashankarindustry2558 18 күн бұрын
Tama news ସମାଜ କୁ କଳୁଷିତ କରୁଛି,ତମକୁ ବୋଧେ କିଛି ଲାଞ୍ଚ ଦେଇନାହାନ୍ତି, ତାଙ୍କ IT sector ku biki 340 କୋଟି ଦେଇ କ୍ୟାନ୍ସର hospital kale,Tama ମାଲିକ କି ସମାଜ ସେବା କରିଛନ୍ତି କହିବକି
@RajuBhoi-m1v
@RajuBhoi-m1v 11 күн бұрын
Khabara miluni kn. Karibe
@kpsbidyapati
@kpsbidyapati 26 күн бұрын
M g news
@M.M6976
@M.M6976 15 күн бұрын
Cheapest journalism in now days, Bati pai leni bodhe Baghi babunku, Feel shame that odisha have so worth less web media
@acyutanayak
@acyutanayak 23 күн бұрын
ବକବାସ..
@liptaswain6646
@liptaswain6646 14 күн бұрын
Dear news reporter.first go and search truth then tell.
@bimalanandabrahmachari1000
@bimalanandabrahmachari1000 27 күн бұрын
So far my knowledge goes he is fine gentleman even he has been insulated by BJD Government
@pramodmohanty9800
@pramodmohanty9800 29 күн бұрын
Bala khabar
@kumarprusty9466
@kumarprusty9466 15 күн бұрын
Jaha hau ete borso pore kehi to micha mohamaari ra sata ta samna ku aanibaku saahas korucho.. Salute to this media house.. COVID ae satabdi ra sabuthu bada sodojontro.. Kintu kichi loko ebe b taku sata bhabuchanti
@mirzaarif9202
@mirzaarif9202 18 күн бұрын
Godi midea
@beekaydas
@beekaydas 21 күн бұрын
ସୁବ୍ରତ ବାଗଚି ଭଳି ଲୋକ କୁ ବି ତୁମେ ହାରାମଯାଦା ସାମ୍ବାଦିକ ଛାଡ଼ିଲନି।
Just Give me my Money!
00:18
GL Show Russian
Рет қаралды 1,1 МЛН
when you have plan B 😂
00:11
Andrey Grechka
Рет қаралды 43 МЛН
王子原来是假正经#艾莎
00:39
在逃的公主
Рет қаралды 26 МЛН
I Took a LUNCHBAR OFF A Poster 🤯 #shorts
00:17
Wian
Рет қаралды 15 МЛН
ଭଙ୍ଗାଯିବ ଡିଏନ୍ ରିଗାଲିଆ!
14:02
Conspiracy Against Mohan Within The Party!
25:22
Nirbhay
Рет қаралды 126 М.
Just Give me my Money!
00:18
GL Show Russian
Рет қаралды 1,1 МЛН