ମେଜର-ପୋଲିସ ବିବିଦ: କ୍ରାଇମବ୍ରାଞ୍ଚ ହାତରେ ରୋଡ ରୋମିଓଙ୍କ କାରନାମାର ସାଙ୍ଘାତିକ ତଥ୍ୟ | NandighoshaTV

  Рет қаралды 39,085

Nandighosha TV

Nandighosha TV

Күн бұрын

#bharatpurpolicestation #commissioneratepolice #indianarmy
ମେଜର-ପୋଲିସ ବିବାଦର କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ପୋଲିସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । କେବଳ ମେଜର କି ତାଙ୍କ ବାନ୍ଧବୀ ନୁହେଁ, ୧୪ ତାରିଖ ରାତିରେ ଭରତପୁର ରାସ୍ତାରେ ଅନେକ ମହିଳା ଓ ଯୁବତୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ଦୁର୍ବୃତ୍ତ । ଯାହାର ସିସିଟିଭି ଭିଡିଓ ପାଇବା ପରେ ରୋଡ଼ ରୋମିଓଙ୍କୁ ଧରିବାକୁ ଛାନଭିନ ଆରମ୍ଭ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 135
@encourage.students
@encourage.students 9 сағат бұрын
ଆଇନ ଉଲଂଘନ କରିଥିବା ସମସ୍ତ କର୍ମଚାରୀ ଙ୍କୁ ଅଭୁଲା ଦଣ୍ଡ ମିଳିବା ଦରକାର। ସସ୍ପେଣ୍ଡ ର ମୂଲ୍ୟ କିଛି ନାହିଁ। ସରକାରୀ ନିୟମ ପରିବର୍ତ୍ତନ କରି ପ୍ରଥମେ ଚାକିରୀ ରୁ ଅବସର ଏବଂ ଜେଲ
@jasobantaswain2249
@jasobantaswain2249 9 сағат бұрын
କୋଲକାତା ଲୋକ ଙ୍କ ଠାରୁ କିଛି ଶିକ୍ଷା କରିବାକୁ ହବ ଓଡିଶା ବାସୀ ଙ୍କୁ କିପରି ନ୍ୟାୟ ମାଗିବାକୁ ହୁଏ ସରକାର ଙ୍କୁ
@RajkisorMajhi-c6s
@RajkisorMajhi-c6s 7 сағат бұрын
Bhai sobu .modo .aau .jaga maphia nko . police r mili bhagat
@KunalBarik-uv7jh
@KunalBarik-uv7jh 8 сағат бұрын
ଇ ମାଗିହା Police କୁ କେବଳ ମାଡ଼ ଦରକାର
@bijayalaxmijena644
@bijayalaxmijena644 8 сағат бұрын
ବି ଜେ ପି ସରକାରଙ୍କର ପରୀକ୍ଷାର ବେଳ।ଆଇନ କାନୁନର ଅବସ୍ଥା କୁ ସୁଧାରିବା ପାଇଁ ନଜର ଦିଅନ୍ତୁ।
@manasranjanmohanty3270
@manasranjanmohanty3270 7 сағат бұрын
ସେ ବ୍ରାହ୍ମଣ ପୋଲିସ କୁ ଶୀଘ୍ର ମାରି ନହେଲେ ଆତଙ୍କ ହେବ ପୋଲିସ ଜନତା
@basantakumarpanda9022
@basantakumarpanda9022 10 сағат бұрын
ସରକାର ଚିନ୍ତା କରିବାର ସମୟ ଆସିଛି।ମଦରୁ ରାଜସ୍ବ ଆ ଦାୟ ବଡ଼ ନା ନାଗରିକମାନଙ୍କ ସୁରକ୍ଷା ବଡ ?
@RAKESHKUMAR-on9sm
@RAKESHKUMAR-on9sm 9 сағат бұрын
24 years bjd rahila kichi kari parilani ..bjd asibaru esabu kete case start heichi
@villagelifestyle8149
@villagelifestyle8149 7 сағат бұрын
ଆଞା ଖୋଦ ଭୁବନେଶ୍ୱର ଏମିତି ହେବ ତ ଗ୍ରାମ ମାନକ କଥା ନକହିଲେ ଭଲ ବଦ୍ଦି ପିଧିବ ବୋଲି ସମସ୍ତକ ମା ଭଉଣୀ ଏକ ହଵ ସବୁ mg
@gyanaranjanrout5826
@gyanaranjanrout5826 8 сағат бұрын
ସବୁ ଠାରୁ ଅଲଗା
@gourcharanmahapatra295
@gourcharanmahapatra295 9 сағат бұрын
ଏବେ ନିଦ ଭାଙ୍ଗୁଚି। ଏ ରୋଡ ରୋମିଓ ମାନଙ୍କର ଏଇ ସବୁ ଆକ୍ସନ କଣ ଜାଣିନଥିଲେ ଆମ ପୋଲିସ ଭାଇ। କାହିଁକି ଏତେ ଖରାପ ସ୍ତରରେ ଆମ ରାଜ୍ୟ ପୋଲିସ।
@tnanda1432
@tnanda1432 8 сағат бұрын
ସେହି ନେତାମାନେ ପୋଲିସ୍ ଦ୍ବାରା ବିଜେପିକୁ ମାଡମାରୁ ଥିଲେ ସେହି ଚାନେଲ ଗୁଣଗାନ କରୁଥିଲା। ଏବେ ସବୁ ପଲଟି ମାରିଲେ ହେଲେ ଥାନା ବାଲା ଅଭ୍ୟାସ ବଦଳେଇଲେ ନାହିଁ
@RIC..
@RIC.. 5 сағат бұрын
Police ta nije gunda
@RasmitaSwain-ke4tt
@RasmitaSwain-ke4tt 7 сағат бұрын
ଆମେ ନାରୀ ମାନେ କେତେ ସୁରକ୍ଷିତ ଦେଖିଲେ ଜଣାପଡୁଛି😢
@suparfonyfamily
@suparfonyfamily 7 сағат бұрын
Police ନା ରେ ଷ୍ଟେସନ ରେ rapist ରହୁଛନ୍ତି କି,ବ୍ରିଟିଶ ଆଇନ ଲାଗୁ ରହୁଚି କି ଷ୍ଟେସନ ରେ,ଫସି ଦେଇ ଆଇନ ସମାନ ବୋଲି ପ୍ରମାଣ ଦଉ କୋର୍ଟ
@harapriyamohapatraharapriy739
@harapriyamohapatraharapriy739 10 сағат бұрын
Actually 5% police chhadidele baki sabu kharap loka....
@bigbosssiba5442
@bigbosssiba5442 7 сағат бұрын
Wrong 1% hi bhl loka baki sbu Kn au khibi Kete jnku bhut badhib Kahiki na ki6i t bhl ta baharibni hi mo muha ru emankr pai
@mysarthakcreations
@mysarthakcreations 6 сағат бұрын
​@@bigbosssiba5442Right bhai
@Naru99712
@Naru99712 8 сағат бұрын
CM sir plz eamiti police ku jaldi. Service ru bahiskar karantun and court. Chalana kari. Uchit danda deaintu
@achyutpurohit5488
@achyutpurohit5488 8 сағат бұрын
Suspension is not a punishment,They should be dismissed immediately..
@janakilatapatra580
@janakilatapatra580 10 сағат бұрын
Suspend is not sufficient
@manoranjanbarik6834
@manoranjanbarik6834 9 сағат бұрын
Kn dismiss kari debe na kn
@Mr_goodguy7
@Mr_goodguy7 9 сағат бұрын
Kahara statement ku partially consider nakariki proper enquiry heu au matter Ku solve kara jau...jadi police dosi proof heuchhi ta dismiss kariki arrest karajau....
@KrishnaKumari12596
@KrishnaKumari12596 7 сағат бұрын
ଏ ସବୁ ମଦ ର କାରଣ, ମଦ ଦୋକାନ ଜବତ କରାଯାଉ
@jayantidas8179
@jayantidas8179 4 сағат бұрын
Police b kn mada pi thila?
@HoneyMohanty
@HoneyMohanty 7 сағат бұрын
ଓଡିଶା ର ବହୁ ପୋଲିସ ଥାନା ରେ ରାତିରେ ଧନ୍ଦା ହୁଏ Surprise cheking spay camera re ସବୁ ଧରା ପଡିବ
@satyabrataparida2508
@satyabrataparida2508 7 сағат бұрын
ସଲା ପୋଲିସ ଯଦି ଏମିତି କରିବ ଲୋକ ଯିବେ କାହା ପାଖକୁ
@rajkishorpadhan9584
@rajkishorpadhan9584 7 сағат бұрын
ଇ ମାଗିହେ ଚୁର ଗୁଡ଼ିକ POLISH ହେଇଚନ । ହେଥିର ଲାଗି ଭାରତରେ POLISH କୁ ଘୃଣା କରନ୍ତି.କୁକୁର ଭଲିଆ । IICର ମାଇକିଣା ସହିତ ଏମିତିଆ କରାଯାଉ ସମସ୍ତଙ୍କ.ସାମ୍ନାରେ ବ୍ରା.ଖୋଲାଯିବାର କଥା । ଆମର ଏରିଆ ରେ ଖୁଜୁଚି IIC କୁ ।
@priyankamaharana7693
@priyankamaharana7693 5 сағат бұрын
CM sir 🙏 aapan kebe bujhibe .sabu sarile.
@swayampanda4091
@swayampanda4091 7 сағат бұрын
Dismiss the Government Services IOur Chief minister is very good person So action must taken urgently,
@Himanshurout-q3i
@Himanshurout-q3i 7 сағат бұрын
Taku rafe case de jail patha, manybar mohan sir🙏🙏🙏
@saratkumarpanda7007
@saratkumarpanda7007 Сағат бұрын
ଏଠି ତଳୁ ଉପରଯାଏ ସବୁ ଲାଞ୍ଚ ଖୋର। ଦୁଃଖ ଜଣାଇବା କାହାକୁ। ଜଗନ୍ନାଥ ଆପଣ ହିଁ ଭରଷା।
@nityaomshanti
@nityaomshanti 10 сағат бұрын
Police jemiti au road romeo as same Action
@mamulasahoo6042
@mamulasahoo6042 6 сағат бұрын
Thank u dgp sir❤
@sudhanshupattanaik3950
@sudhanshupattanaik3950 8 сағат бұрын
ଅଧିକାରୀ ଗିରଫଦାରି ତୁରନ୍ତ ଆବଶ୍ୟକ
@balaramsahu7561
@balaramsahu7561 7 сағат бұрын
ସେ ଲେଡି କନେଷ୍ଟବଳ କୁ ରାଜ ମହଲ ଛକରେ ଲଙ୍ଗଳା କରି ଦୁଧକୁ ଚିପି ତାର ଦୁଧକୁ ଗୋଇଠା ମାର ଏବଂ ମୋହନ ଆଣି ଦେଖାଅ। ପୁଲିସ ତାକୁ ଥାନାରେ କଣ କରିଥିଲା ସେ ଶଳା କଣ ଭୁଲିଗଲା କି ?
@AnandOram-m3v
@AnandOram-m3v 8 сағат бұрын
Every police station cctv lagiba darkar
@kamarnalibhadra2924
@kamarnalibhadra2924 7 сағат бұрын
DGP ର ଏବେ ଥାନା visit କରିବା ଟା ମନେ ପଡିଲା ।
@mantoshmohanty3712
@mantoshmohanty3712 6 сағат бұрын
😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@thebeautyofnature8820
@thebeautyofnature8820 8 сағат бұрын
ବାଳ djp, ତାକୁ ଗୋଟେ ଜଣା ନାହିଁ ଥାନାରେ କଣ ହେଉଛି 😮😮😮😮😮
@themother482
@themother482 8 сағат бұрын
ବିଜେପି ହଟାଓ ଓଡିଶା ବଞ୍ଚାଓ
@brahmanandanandajena8421
@brahmanandanandajena8421 6 сағат бұрын
Odisha re emiti heba sabu adharam
@debankumardas2909
@debankumardas2909 9 сағат бұрын
ସାର୍ ମୋତେ ଆଉଜଣେ iic ସେମିତି ହଈରାଣ୍ ମୋତେ କରିଛନ୍ତି କାହା କୁ କହିବୁ ମୁ ସମୟ କୁ ଅପେକ୍ଷା କରିଛି କେବେ ଆସିବ
@Kirankk1984
@Kirankk1984 9 сағат бұрын
Actual Duty kana bhuli jaichanti police wala
@PriyattamaSahoo-z8y
@PriyattamaSahoo-z8y 7 сағат бұрын
😮😮lajya lagiba katha
@DasharathiBehera-kf8mo
@DasharathiBehera-kf8mo 6 сағат бұрын
ଏ ସବୁ ଦାଇ ନବିନ
@rajkishorpadhan9584
@rajkishorpadhan9584 7 сағат бұрын
ମାଁଗିହା iic କୁ ଫାଶୀଦଣ୍ଡ ଦିଆଯାଉ ।❤
@kusasanmallik5428
@kusasanmallik5428 6 сағат бұрын
Requre dismissal from service.
@prakashchandrabehera8222
@prakashchandrabehera8222 7 сағат бұрын
DG sir suliapada police station ku thare asantu visit re agnya aeithi madhya same abasta bharatpur thana bhalia fir rakhunahanti sinior citizen pakharu
@tapaspatra3254
@tapaspatra3254 8 сағат бұрын
DGP sir ta salary paile town re rahile bhitara katha kia pachare
@BijaykumarSahoo-bb7ds
@BijaykumarSahoo-bb7ds 8 сағат бұрын
It is a drama of police officers and govt.Within one our all criminals will surrender or they will be normal. Corruption is open in maximum police station. It was a hope that new govt will be hard and careful for crimes but the same like previous govt. New govt should be very hard to change the duty style of all govt employees. Zero tolerance should be applied.
@chandrakantiraaj8508
@chandrakantiraaj8508 7 сағат бұрын
Mu kana kahibi, thanare police manankara sadharana manisa (mo prati) jepari durbyabahara, mora ichha hue atmahatya kari debaku. Sabu kichhi jagannatha nka upare chhaduchi se hin bichara karibe. Jay jagannatha 🙏🙏
@baralsubash7787
@baralsubash7787 8 сағат бұрын
It's Mohan Sarkar. Double Engine sarkar.
@nibeditaparida1391
@nibeditaparida1391 8 сағат бұрын
Bala DGP
@TusharRanjanMohanty
@TusharRanjanMohanty 7 сағат бұрын
ଏହି ଘଟଣା ପଛରେ ଉଭୟ ପାଣ୍ଡ୍ୟାନ ଆଉ ନେହେରୁ ଙ୍କ ମିଳିତ ଷଡଯନ୍ତ୍ର ର ଗନ୍ଧ ଆସୁଛି
@hemendrakumardalai5342
@hemendrakumardalai5342 8 сағат бұрын
Bharatpur police' income very much
@bagabhaipradhan18
@bagabhaipradhan18 9 минут бұрын
Dismissal and Jail for criminals in Uniform.
@smitaranijena-g9q
@smitaranijena-g9q 6 сағат бұрын
Odisha fully corrupted by IAS,IPS,IFS,state ta khai gale.Durniti ra gantaghar
@amohapatra123
@amohapatra123 9 сағат бұрын
Bbsr is not safe
@chilikataranga6702
@chilikataranga6702 6 сағат бұрын
Great News bhai...kintu BJD sarakara samaya re aapana kouthi soithile..bebina,pari,chhabina aau naba das khabara kanhiki aanuna thila...kan pandian ku dariki. Jaha hau yebe aanuchha thaks you so much
@anilsilu111
@anilsilu111 6 сағат бұрын
Se iic ku dismiss karajau.
@sankhalicharangiri805
@sankhalicharangiri805 8 сағат бұрын
Service ru barkhast karajau mamla khatam
@debasishpatra1366
@debasishpatra1366 7 сағат бұрын
Where is Mr Governor 's Son BJP.Odisha.
@madhusmitabiswal1304
@madhusmitabiswal1304 6 сағат бұрын
Emananku fasi dia jai
@k-adicomedy8266
@k-adicomedy8266 6 сағат бұрын
Emiti police balanku thanaru nilambita kariba sahita, salaku odishare rakheidaba uchiti nuha.. Se jau jagare rahuchi taku public pitantu😢😢😢😢
@janakilatapatra580
@janakilatapatra580 10 сағат бұрын
Semanaku fasi dei dia
@Viralvideos55238
@Viralvideos55238 7 сағат бұрын
Thike katha
@sanjaykumarnayak3521
@sanjaykumarnayak3521 8 сағат бұрын
Rood Romeo nku aga Dhar.Rood Romeo au iic ra madhur relationship thaipare
@sameerkumar6114
@sameerkumar6114 7 сағат бұрын
Sabu culprit police mane micha bayan deuthibe sure, because sethi ta cc tv camera him lagini. Dekha jau. Further action kana heuchi ,samastanku jail jiba darkar,bcz gote sadharana loka name re aou jane jetebele kichi complaint deuchi ,police taku immediately without verification arrest kari court forward karuchi athi police mananku sirf suspend karajaechi
@KrushnaMuduli-yu6nv
@KrushnaMuduli-yu6nv 7 сағат бұрын
Suspend.aga.kari.dismis.kara
@jiteshkumar-wl2gk
@jiteshkumar-wl2gk 8 сағат бұрын
Lajya laguchhi ,,ae police pain ki anane mo rajya ra police ...chhi chhi chhi......
@debaduttamohanty1188
@debaduttamohanty1188 6 сағат бұрын
😊
@skddigital4973
@skddigital4973 5 сағат бұрын
Pollice ku bhalaki punishment diantu
@pradeepkumarpattnaik412
@pradeepkumarpattnaik412 4 сағат бұрын
ସବୁ ଥାନା ରେ CCTV ଲଗାଯାଉ
@nodout7059
@nodout7059 6 сағат бұрын
Law minister and home minister kn karuchanti.
@sankhalicharangiri805
@sankhalicharangiri805 8 сағат бұрын
Jone major and tanka bandhabi nku police thana re morantanka akroman heuchi. Sarakar kothor danda deba kotha. CM nije bhukta bhogi
@AjaymallikAju
@AjaymallikAju 7 сағат бұрын
Bhai amiti haba kahiki na BJP sarkara gunda sarkara
@sarojdas2090
@sarojdas2090 6 сағат бұрын
MG DEPARTMENT 😂
@rupashree6515
@rupashree6515 Сағат бұрын
ଭୁବନେଶ୍ୱର ରୁ ବସ୍ତି ହଟା ଯାଉ। ବହୁତ ବସ୍ତି ପିଲା ଅଛନ୍ତି ଦିନ ରେ ମଧ୍ୟ ମଦ ପିଇ ଗୁଣ୍ଡା ଗରଦି କରୁଛନ୍ତି। ତା ସହିତ ସବୁ ରେଷ୍ଟୁରାଣ୍ଟ ରାତି 10ଟା ସୁଧା ବନ୍ଦ କରାଯାଉ। ଓଡ଼ିଶାର ପୋଲିସ ମାନଙ୍କ କଥା ନ କହିବା ଭଲ।ମାରି ପିଟି ଖାଇବା ଅଭ୍ୟାସ ଯାଉନି। ଆଉ ଉପୁରୀ ମାଗଣା ରେ ଖାଇବା ମଧ୍ୟ ଅଭ୍ୟାସ ଯାଉନି। ପ୍ରାୟ 90 ଭାଗ ପୋଲିସ ହେଉଛନ୍ତି ଚୋର ଡକାୟତ। ଆମର ସରକାର ଠିକ ନାହିଁ। ନିୟମ ଠିକସେ କିଛି କରୁ ନାହାନ୍ତି। ଖାଲି ହେଲମେଟ ଚେକ କରିବାରେ ବ୍ୟସ୍ତ।ମାରିପିଟି ଖାଇବାରେ ବ୍ୟସ୍ତ। ଗୋଟେ ଏମିତି ଲୋକ ମୁଖ୍ୟମନ୍ତ୍ରୀ ହେଇଚି ଯେ ଖାଲି କୋଉଠି ଯାଇକି ନିଜ କୁ ବାଃ ବାଃ କରୁଛନ୍ତି। କଡା କାର୍ଯ୍ୟାନୁଷ୍ଠାନ କିଛି ବି ନିଆଯାଉନି। ଏଭଳି ସବୁ ପୋଲିସ ଙ୍କୁ ଚାକିରୀ ବହିଷ୍କାର କରିଦେବା ଉଚିତ। ସନ୍ତ୍ରାସବାଦୀ ମାନେ ଏଇ ଡ଼କାୟତ ଚୋର ପୋଲିସ ଗୁଡାଙ୍କୁ ମାରିଦେଲେ ଭଲ ହୁଅନ୍ତା।
@biswalsphysics4932
@biswalsphysics4932 7 сағат бұрын
Kichhi dina nije cm same situation face karithile pa vedio achhi
@nanditasethi396
@nanditasethi396 9 сағат бұрын
cm mohan majhi kan karuchanti??
@nibeditaparida1391
@nibeditaparida1391 8 сағат бұрын
Maipa saha enjoy karuchi
@narendrabehera3671
@narendrabehera3671 8 сағат бұрын
DG. sabu janichi sata kan
@sarojdas2090
@sarojdas2090 6 сағат бұрын
IIC RO JHHEO ACHHI NA NAHI😅🎉
@Sonali28093
@Sonali28093 9 сағат бұрын
Mg police nku jouthi dekhucha anda mada karajiba darkar
@anonymousan5063
@anonymousan5063 6 сағат бұрын
Nothing will happen .he will get his promotion after this event .
@Loki-pg7jr
@Loki-pg7jr 7 сағат бұрын
Tike cspur police station bi visit hau..rank 1 ya ra ba..
@NikunjakishoreSahoo
@NikunjakishoreSahoo 8 сағат бұрын
ARE BHAI A DINA KRUSHNA KEUTHHA CHHUA AAGE DEKH TA PARE JANIBA
@anitadas2664
@anitadas2664 9 сағат бұрын
Emana ku pura job ru kathi deba katha
@samuelsanjibdrummer9771
@samuelsanjibdrummer9771 4 сағат бұрын
remove from service darkar
@mrutyanjaynayakamit7780
@mrutyanjaynayakamit7780 7 сағат бұрын
Jahapai ame achuu banchihe tanku amiti bebahar karuchhi police chichi kn chalichi amiti bhubaneswar re😂
@probot1436
@probot1436 5 сағат бұрын
BBSR not a Safe City😢
@umakantasahoo2720
@umakantasahoo2720 3 сағат бұрын
Balasore district re jaleswar police station re bi same setution
@gaganpanigrahy7667
@gaganpanigrahy7667 20 минут бұрын
Kichi heiparibani e deshare, neta mantri sabu ethi nampusak
@santoshsahoo2727
@santoshsahoo2727 5 сағат бұрын
Mg mada koi dina bandh heba?
@KrushnaMuduli-yu6nv
@KrushnaMuduli-yu6nv 7 сағат бұрын
Odissare.praya.anek.police.bjdia.policebjdia.police.anyakarisosankari
@dilipmallick2596
@dilipmallick2596 8 сағат бұрын
Apna mane kebala bhukibe kichi labha habani bjd thila jeu abasta bjp bi seiaa
@pratapbehera9694
@pratapbehera9694 8 сағат бұрын
Police gudakua80 percent chora
@amiyajena76
@amiyajena76 9 сағат бұрын
Bangladesh heigalap
@sumanpradhan946
@sumanpradhan946 5 сағат бұрын
So low standards and what CM statements on this . Must be nothing. As expected
@thedancinggirlmeenakshimah7408
@thedancinggirlmeenakshimah7408 9 сағат бұрын
Dina krushna maghia ra ghare maa bhauni achhanti ta ?
@MANOJ_KUMAR_SAHOO
@MANOJ_KUMAR_SAHOO 7 сағат бұрын
MG DINAKRUSHNA RA BOU BIA...
@user-qo9nq6ve8b
@user-qo9nq6ve8b 9 сағат бұрын
Bjp sara karanku gari army bhai ex army bhai rastra pati nku janai chakiriru bahi skara karantu
@biswaranjan4500
@biswaranjan4500 4 сағат бұрын
Mgh police mala ekabele nama nama😂😂
@rajanikantabiswal2669
@rajanikantabiswal2669 9 сағат бұрын
ଇଏ ଜାମୁକୋଳି ଗପ
@Himanshurout-q3i
@Himanshurout-q3i 7 сағат бұрын
lanucha iic,kou jail darkar
@SantoshMahapatra-x1u
@SantoshMahapatra-x1u 7 сағат бұрын
Bjdtv
@foundationservices2890
@foundationservices2890 7 сағат бұрын
Haa...haha...haha...no confidence...
@user-qo9nq6ve8b
@user-qo9nq6ve8b 9 сағат бұрын
Manku san mana dia bjp sarakara kahu chanti a dur baba hara kn manku san mana
@rakeshkumaracharyaacharya5842
@rakeshkumaracharyaacharya5842 7 сағат бұрын
A mananku langala kari phasi diajau
@BeHappy-fn6qh
@BeHappy-fn6qh 6 сағат бұрын
Mohan thila ki pathar gadia re
@NiranjanMohanty-z8t
@NiranjanMohanty-z8t 6 сағат бұрын
ମେଜର କାହ୍ନିକି ଏତେ ରାତିରେ ଟୋକି ଧରି ବୁଲୁଥିଲା ???
An Unknown Ending💪
00:49
ISSEI / いっせい
Рет қаралды 49 МЛН
So Cute 🥰
00:17
dednahype
Рет қаралды 55 МЛН
Самое неинтересное видео
00:32
Miracle
Рет қаралды 2,6 МЛН
ଶୋଷୁଛି ଆପୋଲ
3:28
Argus News
Рет қаралды 278 М.