କେବଳ ରଥଯାତ୍ରାରେ ଆମକୁ ଦର୍ଶନ କରିବାର ସୁଯୋଗ ମିଳେ,ଆଉ ଟିକେ ପାଖରୁ ଦର୍ଶନ କରିବାର ସୁବିଧା ମିଳିଥିଲେ...

  Рет қаралды 1,062,686

Nandighosha TV

Nandighosha TV

Күн бұрын

Пікірлер: 1 200
@sanatanamoharana3818
@sanatanamoharana3818 2 жыл бұрын
ସେ କେତେ ଭଲ ପାଉଛନ୍ତି ଆମ ସଂସ୍କୃତିକୁ 🙏 ଯାହା ପ୍ରଭାବ ରେ ସେ ଓଡ଼ିଆ ଶିଖିଲେ,। ଜୟ ଜଗନ୍ନାଥ 🙏🙏🙏🙏ଭଲ ବାର୍ତ୍ତା ଆମ ଓଡ଼ିଶା ପାଇଁ ପ୍ରେରଣାଦାୟୀ। 🙏 ଧନ୍ୟବାଦ ନନ୍ଦିଘୋଷ ଟିଭି
@sugyanipradhan1343
@sugyanipradhan1343 2 жыл бұрын
P P P
@tusharparamguru7738
@tusharparamguru7738 2 жыл бұрын
Sundar katha kahile 👌 👌🙏🙏🙏🙏👌👌
@sanatanamoharana3818
@sanatanamoharana3818 2 жыл бұрын
ଧନ୍ୟବାଦ ଭାଇ
@ganeshbirua7197
@ganeshbirua7197 2 жыл бұрын
Kalia premo Re Bedesini love from jay Jagannath
@BC-RabindraDasAdhikary
@BC-RabindraDasAdhikary 2 жыл бұрын
Kintu Nabin pasipada😂
@santoshkumarnayak5457
@santoshkumarnayak5457 2 жыл бұрын
ଦେଶୀ ବିଦେଶୀ ର ଭେଦଭାବ ଦୂର ହେଉ, ଯିଏ ପ୍ରକୃତ ଭକ୍ତ ତାଙ୍କୁ ଜଗନ୍ନାଥ ଦର୍ଶନର ସୁଯୋଗ ସବୁବେଳେ ମିଳୁ । ଜୟ ଜଗନ୍ନାଥ 🙏🏻
@abhinash9133
@abhinash9133 2 жыл бұрын
Dhanyabad bhai tame thik katha kahicha bhai. Ama Jagannatha sabu dharma ra thakura.
@Humanity299
@Humanity299 2 жыл бұрын
ଭେଦ ଭାବ ନାହିଁ। ବିଦେଶୀ ପୁରୀ କୁ ବହୁତ ଥର ଆକ୍ରମଣ କରିଛନ୍ତି ସେଥିପାଇଁ ସେ ଡରୁଛନ୍ତି। ଛଳରେ ଅପମାନ ବି କରିପାରେ ବୋଲି। କିନ୍ତୁ, ସାବଧାନ ର ସହ ଏମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ କରାଇବା ଉଚିତ୍।
@VaralaxmiStation
@VaralaxmiStation Жыл бұрын
Really right bhai
@Hemantabhoiofficial
@Hemantabhoiofficial Жыл бұрын
Right
@jmproduction5876
@jmproduction5876 Жыл бұрын
Right
@dibyanarayannayak2192
@dibyanarayannayak2192 2 жыл бұрын
ଶୁଣିକି ମନ ଖୁସି ହେଇଯାଉଛି। ଜୟ ଜଗନ୍ନାଥ 🥰🙏
@odiahindu
@odiahindu 2 жыл бұрын
Han re bhai mora bi
@hellohappy6535
@hellohappy6535 2 жыл бұрын
ବିଦେଶୀ ଙ୍କ ତୁଣ୍ଡରେ ଓଡ଼ିଆ କଥା ଶୁଣି ଖୁସି ଲାଗୁଛି କେତେ ଭଲ ପାଇବା ଜଗା ପାଇଁ। ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ😢
@besttraditionalupdate
@besttraditionalupdate 2 жыл бұрын
ଆରେ ଵଃ କେତେ ସୁନ୍ଦର ଉପସ୍ଥାପନା ପୁଣି ଆମ ଓଡ଼ିଆ ଭାଷା ରେ ସତରେ ଆଜି ବୁଝା ପଡ଼ିଲା ଆମ ଓଡ଼ିଶା କୁ ଆମ ଓଡ଼ିଆ ଭାଷା କୁ ବିଦେଶୀ ଲୋକ କେତେ ପସନ୍ଦ କରୁଛନ୍ତି,ବହୁତ୍ ଖୁସି ଲାଗୁଚି ଏ ସବୁ ଦେଖି,ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସାହା ହୁଅ,,,🙏🙏🙏
@ashiqqueen7053
@ashiqqueen7053 2 жыл бұрын
Kintu odisha loka bidesi mananku amt vla pauchanti ki
@RunuBehera-lj8gg
@RunuBehera-lj8gg Жыл бұрын
Hele odisha ra loka nija bhasa odia o nija sanskuti ku chhadi kn kn sabu karuchhanti seita semananku janathiba dukha laguchhi
@Chikunlifestyle1
@Chikunlifestyle1 2 жыл бұрын
ନବୀନ ପଟ୍ଟନାୟକ sir ଏମିତି କହିଥାନ୍ତେ ଯଦି ଓଡ଼ିଆ ଓଡିଶାବାସି proud feel କରିଥାନ୍ତେ.... Greetings from the bottom of my heart to you madam for learning Oriya 🙏
@rutuparnanayak3276
@rutuparnanayak3276 2 жыл бұрын
Nabin jinku direct count .
@mrak148
@mrak148 2 жыл бұрын
Nabina ra mala pre b jam pure Odia kahipariba ni
@atalpradhan6472
@atalpradhan6472 2 жыл бұрын
ସତ କଥା କହିଲ ଭାଇ
@jalandharmandika5745
@jalandharmandika5745 2 жыл бұрын
Right kathate kaicha bro
@madhusudanmahakud9141
@madhusudanmahakud9141 2 жыл бұрын
U r right Brother
@sripatitalasaruda9940
@sripatitalasaruda9940 2 жыл бұрын
ନବୀନ ବାବୁଙ୍କୁ ଦେଖାଅ,ପ୍ରକୃତରେ ଓଡ଼ିଶା ପ୍ରୀତି କାହାର.ଜୟ ଜଗନ୍ନାଥ.
@pramodsutar7294
@pramodsutar7294 2 жыл бұрын
Bhai this kahicha
@banamalinayak9917
@banamalinayak9917 2 жыл бұрын
Se mg khali enjoy kariki odiaa lokanku bhuaan bulei gandi marucchhi hele a loka sale taku hin vote deuchhanti odiaa loka satare biswasi au murkha au odiaa lokanku 2024 re jagannath free karibe budhi debe
@janakibarik495
@janakibarik495 2 жыл бұрын
ନବୀନ ପଟ୍ଟନାୟକଙ୍କୁ ମାତୃଭୂମି ମାତୃଭାଷା ପ୍ରତି ପ୍ରିତି ନାହିଁ
@ajaybiswal9211
@ajaybiswal9211 2 жыл бұрын
Right 👍👍👌
@mohantykhoka
@mohantykhoka 2 жыл бұрын
Bhai, Pranam 🙏🏻
@janmejaymohanty1245
@janmejaymohanty1245 2 жыл бұрын
Aji kali ra jhia ମାନେ ଆଉ ସ୍ତ୍ରୀ ଲୋକ ମାନେ ଏମାନଙ୍କ ଠୁ କିଛି ଶିଖନ୍ତୁ
@GURUDAS-iy9nx
@GURUDAS-iy9nx 2 жыл бұрын
ତୁମେ ହଉଛ ସବୁଠୁ ବଡ ଭକ୍ତ କିଏ କହିଲେ ତମେ ଛୋଟ ଭକ୍ତ ବୋଲି ତୁମର ତ୍ୟାଗ ସବୁଠାରୁ ଶ୍ରେଷ୍ଠ ଅଟେ ତୁମେ ବିଦେଶିନୀ ହୋଇକି ମଧ୍ୟ ଏତେ ଭଲପାଇବା ଆମେ ଓଡିଶାବାସୀ ତୁମକୁ ଦେଖିଲେ ଖୁସି ଲାଗୁଚ
@RAMRAM-yb2go
@RAMRAM-yb2go 2 жыл бұрын
ଫରେନର ମାନଙ୍କ ପାଇଁ ମନ୍ଦିର ଭିତର ଏବଂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କିଛି ବ୍ଯବସ୍ତା କରନ୍ତୁ।ଯାହାକି ସେମାନଙ୍କ ଭଲ ପାଇବା ଓ ବିଶ୍ବାସକୁ ଆହୁରି ବଢାଇ ଦେବ। ହେ ଜଗନ୍ନାଥ ଜଗତପତି ନମୋନମଃ
@Surya9827-s1j
@Surya9827-s1j 2 жыл бұрын
ଏମାନକୁ ଙ୍କୁ ସବୁଦିନ ମନ୍ଦିର ରେ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଅନୁମତି ଦିଆ ଯାଉ ଏ ମାନେ ସତ ଭକ୍ତ 😡
@BipinKumar-ll3xe
@BipinKumar-ll3xe 2 жыл бұрын
Right 👍
@dibyajetpradhan2659
@dibyajetpradhan2659 2 жыл бұрын
Right
@pratappradhan9332
@pratappradhan9332 2 жыл бұрын
Right
@tunupattanayakofficial558
@tunupattanayakofficial558 2 жыл бұрын
ଠିକ୍ କଥା
@mrJani4559
@mrJani4559 2 жыл бұрын
Right
@localboylipan1087
@localboylipan1087 2 жыл бұрын
ସେ ପରା ଭକତ ର ଠାକୁର, ଭକତ ଭାବରେ ବନ୍ଧା। ଭକତ ପାଇଁ ସେ ବାହାରି ଆସେ ତା ବଡ଼ ଦେଉଳ ରୁ, ପୁଣି ଭକତ ପାଇଁ ଅଟକି ଯାଏ ବଡ଼ ଦାଣ୍ଡ ରେ । ସଭିଙ୍କ ଠାକୁର ସେ, ଲିଙ୍ଗ, ବର୍ଣ୍ଣ , ଜାତି, ଧର୍ମ ନିର୍ବିଶେଷରେ ସଭିଙ୍କୁ କରେ ଆପଣାର, ସେଥିପାଇଁ ନା ପରା ତାର କାଳିଆ ଠାକୁର। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@santoshroul2587
@santoshroul2587 2 жыл бұрын
ଏ ଭଳି news ଦେଖାଇଲେ ଭଲ ଲାଗିବ .... ଭକ୍ତି ରେ ରୁହ madam ସେ ତୁମକୁ ଯାଇ ଦେଖl କରିବେ। " ସେ ପା ଭକତ ଭାବରେ ବନ୍ଧା "
@Surya9827-s1j
@Surya9827-s1j 2 жыл бұрын
ଦେଖୋରେ Hindu ସମାଜ ର ଯୁବ ପିଢ଼ି ନିଜ ଧର୍ମ କୁ ଆଗୋ ନିଜେ ଭୋଲପାଓ 😡🚩
@dilhaihindustani8662
@dilhaihindustani8662 2 жыл бұрын
Jete degree🎓 nele kn heba nija dharma prati hauthiba akramana ku jie jani paruni tathu bada murkha kehi nahanti
@rajabehera3117
@rajabehera3117 2 жыл бұрын
kzbin.info/www/bejne/ZqSnp2eiaJd1odk
@myvillage7762
@myvillage7762 2 жыл бұрын
ଆପଣଙ୍କୁ ଆମ ଓଡିଶା ଏବଂ ଜଗନ୍ନାଥ ଦେଶ (ପୁରୀ )ଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ
@sunakarsethy6921
@sunakarsethy6921 2 жыл бұрын
ହେ ମହାପ୍ରଭୁ ଜଗନ୍ନାଥ ତାଙ୍କ ମନଭିତରେ ଯେତେ ସବୁ ଆଶା ଅଛି ତାଙ୍କର ସବୁ ଆଶାକୁ ପୂରଣ କର ପ୍ରଭୂ ଏମିତି ତାଙ୍କ ମନ ଭିତରେ ଜଗନ୍ନାଥ ପ୍ରତି ଶ୍ରଦ୍ଧା ଓ ଭକ୍ତି ସବୁବେଳେ ଥାଉ ଜୟ ଜଗନ୍ନାଥ
@niranjanbehera2019
@niranjanbehera2019 2 жыл бұрын
ନବୀନ ବାବୁ ଏମାନଂକ ଠାରୁ ଓଡ଼ିଆ ଶିଖ 🙏🙏🙏
@Zachariah0505
@Zachariah0505 2 жыл бұрын
🤣
@arunanayak7020
@arunanayak7020 2 жыл бұрын
🙏🙏🙏🙏🙏
@bp6197
@bp6197 2 жыл бұрын
😂😂😂 o bhai mouj kardi 😂
@suvendupradhan4055
@suvendupradhan4055 2 жыл бұрын
Jaha heini balya kale,taha kii haba budha kale🤣🤣🤣
@mrniranjan2829
@mrniranjan2829 2 жыл бұрын
ମୋ ମାଟି ଧନ୍ୟ ମୋ ଓଡିଶା ଧନ୍ୟ ଆଉ ବ୍ରହ୍ମiଣ୍ଡ ପତି ବ୍ରହ୍ମiଣ୍ଡ ନାୟକ କୋଟି କୋଟି ମାନବ ଙ୍କ ର ନାଥ ଜଗତର ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🌹
@srikantapanda1969
@srikantapanda1969 Жыл бұрын
ବହୁତ ସୁନ୍ଦର ଓଡିଆ କହୁଛନ୍ତି ମହାଶୟା । ଭଗବାନ ଜଗନ୍ନାଥ ଆପଣଙ୍କର ତଥା ଆପଣଙ୍କର ପରିବାର ପ୍ରତି ସଦାବେଳେ କୃପା ରଖିଥାନ୍ତୁ । ଜୟ ଜଗନ୍ନାଥ 🙏🙏🙏
@barshabhumia4011
@barshabhumia4011 2 жыл бұрын
ଆମ ଓଡ଼ିଶା ପାଇଁ ବହୁତ୍ ଗୌରବ ❤️ ସିଏ ଓଡ଼ିଆ ଭାଷା ବହୁତ ସୁନ୍ଦର ଭାବରେ କହୁଛନ୍ତି ❤️😇 I love this women 😘
@kalinga2nihon
@kalinga2nihon 2 жыл бұрын
ଓଡ଼ିଆ ଶୁଣି ମନ ଖୁସି ହୋଇଗଲା। ଆମ ନବିନା ଓ ପାଣ୍ଡୁ ଟିକିଏ ଦେଖିବା କଥା।
@happyworld2135
@happyworld2135 2 жыл бұрын
😂😂😂😂👍
@ranjanmajhi6266
@ranjanmajhi6266 2 жыл бұрын
😃🤣😂😂 Mgh Nabin
@prasannamohapatra1315
@prasannamohapatra1315 2 жыл бұрын
ବହୁତ ସୁନ୍ଦର ଅଣ ଓଡ଼ିଆ ହୋଇ ଓଡ଼ିଆ କହିବା ଓଡ଼ିଆ ସଂସ୍କୃତି ଆପଣେଇ ଓଡ଼ିଶା କୁ ଏତେ ଭଲପାଇବା। ଅନ୍ତତଃ ପକ୍ଷେ ଯେଉଁ ଓଡ଼ିଆ ମାନେ ପାଶ୍ଚାତ୍ୟ ସଭ୍ୟତା କୁ ଅନୁସରଣ କରୁଛନ୍ତି ସେମାନେ କିଛି ଏ ମାଆ ପାଖରୁ ଶିଖନ୍ତୁ,,,ଜୟ ଜଗନ୍ନାଥ
@Chalo_Trip
@Chalo_Trip 2 жыл бұрын
😀🤣😃ପାଣ୍ଡୁ କିଏ କି ରେ 😃😄?
@odiastories9832
@odiastories9832 Жыл бұрын
ନାଣ୍ଡୁ ଓ ପାଣ୍ଡୁ😂😂
@banyaraninayak6614
@banyaraninayak6614 2 жыл бұрын
I can't control my tears ....how they feel when touch the feet of puri....but we people can't understand our culture...plz ... purely know our culture and teach ur children about this...jay Jagannath 🙏🙏🙏🙏
@gopabandhupatra9655
@gopabandhupatra9655 2 жыл бұрын
Appreciated
@suryakantabisoi828
@suryakantabisoi828 2 жыл бұрын
Same here
@rakeshkumarsahoo4798
@rakeshkumarsahoo4798 2 жыл бұрын
Jay Jagannath🙏🙏🙏
@AmitKumar-xb4nl
@AmitKumar-xb4nl 2 жыл бұрын
Culture katha kahuchha hele English re lekhuchha
@debasmitapanda1590
@debasmitapanda1590 2 жыл бұрын
Wowoo Ma'am 🙏🙏 ki sundor Odia kahuchhanti 👏👏👏
@jeevanclasses1299
@jeevanclasses1299 2 жыл бұрын
Sikho sabu odia Tome sabu hindi chobaucha au foreigner sabu odia
@Trueloveyouth
@Trueloveyouth 2 жыл бұрын
ଏ ମ୍ୟାଡମ ଯଦି ଓଡିଆ ଶିଖୁଛନ୍ତି ନବୀନ ବାବୁ ଆପଣ ଶିଖୁଛନ୍ତି ମ୍ୟାଡମ ଆପଣଙ୍କ ଭକ୍ତିକୁ କୋଟି ପ୍ରଣାମ ଜୟ ଜଗନ୍ନାଥ 🚩😍🙏
@RAJESHpradhan01994
@RAJESHpradhan01994 2 жыл бұрын
ହେ ପ୍ରଭୁ ଆଜି ଯଦି ଆପଣ ବାସ୍ତବରେ ଭକ୍ତ ର ଡାକ ଶୁଣି ପାରୁଛନ୍ତି ତେବେ ଯେଉଁ ମାନେ ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ ରହି କେବଳ ନିଜ ସ୍ବାର୍ଥ ପାଇଁ ଆଜି ଓଡିଶାକୁ ଠକି ଚାଲିଛନ୍ତି ସେମାନଙ୍କ ପରିବାର କୁ ଅଚିହ୍ନା ରୋଗ, ବ୍ୟାଧି, ଅଶାନ୍ତି ରେ ଭରିଦିଅ। ଜୟ ଜଗନ୍ନାଥ 🙏🙏🙏
@kishoremohanmohapatra9508
@kishoremohanmohapatra9508 2 жыл бұрын
ଏ ଭକ୍ତ ଆମ ଖନ୍ତାପଡା ମଠରେ ରହନ୍ତି। ଜୟ ଜଗନ୍ନାଥ 🙏🙏🙏🙏
@hrushikeshbehera6616
@hrushikeshbehera6616 2 жыл бұрын
ଜଗନ୍ନାଥ ପରମାତ୍ମ। ତାଙ୍କୁ ଯେ ଭାବେ ସେ ତାଙ୍କର ଭାବ ପାଏ ।ଳୟ ଜଗନ୍ନାଥ ।
@gyananjayacreations7496
@gyananjayacreations7496 2 жыл бұрын
ତୁମେ ମହାନ୍ ଭକ୍ତ, ଜୟ ଜଗନ୍ନାଥ🙏🙏🙏🙏🙏
@ranjeetkumarbehera7914
@ranjeetkumarbehera7914 2 жыл бұрын
Dhanya tume Tume nischaya jane bada bhakta... Ethire sandeha nahin... Jay shree Jagannath 🙏🙏🙏
@-eb7is
@-eb7is Жыл бұрын
ରଥଯାତ୍ରା ସମୟରେ ଭକ୍ତ ଭଗବାନ ଅପୁର୍ବ ମିଳନ।
@basirekhamohapatra947
@basirekhamohapatra947 2 жыл бұрын
That's called jaga's magic.❤️
@ganeshchandrabehera3058
@ganeshchandrabehera3058 2 жыл бұрын
ବହୁତ ସୁନ୍ଦର ଲାଗୁଛି madam ଙ୍କ କଥା ଶୁଣିବାକୁ।
@surendranayak791
@surendranayak791 2 жыл бұрын
Tuma katha suni ki Mora mana pura khusi heujaechi..Jay Jagannath 🙏🙏🙏
@princechiku5138
@princechiku5138 2 жыл бұрын
Proud of you mam thank you for a devotee of lord Jagannath 👍
@India11646
@India11646 2 жыл бұрын
A Pure Devotee or Poor Devotee ........ what would say..... Request to Odisha Govt. to provide special arrangements for foreigner Devotees so that they can have a satisfied glance of Mahaprabhu Jagganath
@Arjunch771
@Arjunch771 2 жыл бұрын
Right right
@lopamudranayak9425
@lopamudranayak9425 2 жыл бұрын
Right
@satyabirsahoo8341
@satyabirsahoo8341 2 жыл бұрын
Great thought 👏👏👏
@mahadebmeher9921
@mahadebmeher9921 2 жыл бұрын
Right please special arrangements forenier devoties
@rameshpadhi9111
@rameshpadhi9111 Жыл бұрын
अति सुन्दर प्रस्तुति धन्यवाद जय सत्य सनातन धर्म जय श्री जगन्नाथ
@sanjibnayak1281
@sanjibnayak1281 2 жыл бұрын
ମୁଁ ଓଡ଼ିଆ ଆଉ ଓଡିଶା ବାସି ବୋଲି ବୋହୋତ ଗର୍ବିତ.. ମୋ ସଂସ୍କୃତି ଭାଷା ଇତିହାସ କୁ ବିଦେଶୀ ମାନେ ଏତେ ଭଲ ପାଉଛନ୍ତି. ଓଡ଼ିଆ ପ୍ରତି ତାଙ୍କର ଏତେ ଭଲ ପାଇବା ଏତେ ଆଗ୍ରହ.. ହେଲେ ଆମେ ଓଡ଼ିଆ ମାନେ ଧୀରେ ଧୀରେ ଭୁଲି ଗଲେଣି
@hiranyasahu5211
@hiranyasahu5211 Жыл бұрын
ମୋତେ ବହୁତ ଖୁସି ଲାଗୁଛି ଯେ ଏହି ବିଦେଶୀ ମାତା ବାହାର ଦେଶରୁ ଆସି ଆମ ରାଜ୍ୟରେ ରହି ଜଗନ୍ନାଥଙ୍କ ଭକ୍ତିରେ ବାନ୍ଧି ହୋଇଯାଇଛନ୍ତି, ଏହି ମାତାଙ୍କୁ ମୋର କୋଟି ପ୍ରଣାମ 🙏🙏🙏।
@Narendra-zc5ds
@Narendra-zc5ds 2 жыл бұрын
*ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ* ପବିତ୍ର *ରଥଯାତ୍ରା* ର ହାର୍ଦ୍ଦିକ ଅଭିନନ୍ଦନ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାରଙ୍କୁ ଖୁସିରେ ରଖନ୍ତୁ 🙏 *ଜୟ ଜଗନ୍ନାଥ*🙏
@arpitshreyans
@arpitshreyans 2 жыл бұрын
ମୋ ଜଗା ର ଡୋରି ଭାରି ନିଆରା🙏🙏🙏🙏🙏
@narasinghamohanty6306
@narasinghamohanty6306 2 жыл бұрын
Woow just feel her feelings....God may bless you Maa
@rakeshkumarnaik3346
@rakeshkumarnaik3346 2 жыл бұрын
ଟିକିଏ ଆମର ମୁଖ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ଦେଖାଅ, ପ୍ରକୃତରେ ଓଡିଆ ଓ ଓଡ଼ିଶା ପ୍ରେମୀ କିଏ ଵୋଲି ।
@sailoverabinashmalik9960
@sailoverabinashmalik9960 2 жыл бұрын
Welcome mam to odisha 🌹
@jagabaliapress6524
@jagabaliapress6524 Жыл бұрын
ସତରେ ଯଦି ଜଗନ୍ନାଥ ଦାସିଆ ବାଉରୀ ଙ୍କୁ ଯେମିତି ଦର୍ଶନ ଦେଇ ଥିଲେ , ଏ ମାଆ ଙ୍କୁ ସେମିତି ଦର୍ଶନ ଦିଅ ଠାକୁରେ। ଜୟ ଜଗନ୍ନାଥ 🙏
@djmusicchinu651
@djmusicchinu651 2 жыл бұрын
ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଠୁ ଯଥେଷ୍ଟ ଭଲ ଓଡ଼ିଆ କହୁଛନ୍ତି ❤❤🙏🙏🙏
@susant5782
@susant5782 Жыл бұрын
କିଏ କହିଲା, ତୁମେ ମନୁଆ ଠାକୁରର ଭକ୍ତ ନୁହଁ ବୋଲି। ତୁମର କଥା ଓ ଭକ୍ତି ତ ହିଁ କହୁଛି ତୁମେ ହିଁ ପ୍ରକୃତ ରେ ଭକ୍ତ। ତୁମର ମନ , ବିଶ୍ୱାସ ହିଁ ଭକ୍ତର ପରିଚୟ । 🙏🙏🙏
@sushantabhuyan2810
@sushantabhuyan2810 2 жыл бұрын
Hey pravu e great devotee nku blessing kara....
@chinmayanayak4936
@chinmayanayak4936 2 жыл бұрын
Proud of you ma'am🙏🙏 Ama ra eathi odia loka nku bi ete jana nathiba .... se jetiki janichanti... #jay_jagannath...
@kanhupanda6920
@kanhupanda6920 2 жыл бұрын
यह खुशी की बात है कि विदेश के लोग भी जगन्नाथ प्रभु को इतना प्यार करते हैं!भारत में आए हुए प्रत्येक विदेशी लोगों का सम्मान किया जाना चाहिए।खासकर अगर महिला हो तो उन्हें और भी सम्मान देना चाहिए।भगवान जगन्नाथ इस महिला का सारा मनोकामना पूर्ण करें।कर भला तो हो भला। भारत माता की जय 🇮🇳🙏 जय श्री राम🙏🙏🙏💐💐💐
@sangitasahu4721
@sangitasahu4721 2 жыл бұрын
Well said
@kahnusahu2449
@kahnusahu2449 Жыл бұрын
Right Hare Krishna 🙏
@bholanathmallick5168
@bholanathmallick5168 2 жыл бұрын
ଆପଣଙ୍କ କଥାବାର୍ତ୍ତା ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ ଆପଣଙ୍କ ଭକ୍ତି ଅସାରସାର🙏🙏🙏🙏
@jijabaibadakumar967
@jijabaibadakumar967 2 жыл бұрын
Jay Jagannath Swami 🙏🙏🙏
@b.susantadas3549
@b.susantadas3549 2 жыл бұрын
ବହୁତ ଖୁସି ଲାଗିଲା... ଏମିତି କଥା ଶୁଣିକି 🙏🙏🙏ସବୁ ସେଇ ଜଗା ର ଇଛା...
@lambodarmallick2410
@lambodarmallick2410 2 жыл бұрын
A foreigner can speak odia and adopted Jaganatha culture really wonderful
@bikrambarik4390
@bikrambarik4390 2 жыл бұрын
This is wonderful feeling when saw God , we can not explain in word..
@jyotiranjan2019
@jyotiranjan2019 2 жыл бұрын
Feeling so proud as an Odia and a Hindu..... Jay Jagannath 🙏🙏
@amiyaswain9053
@amiyaswain9053 2 жыл бұрын
The great soul, i salute you, କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ
@pyaripiyu6419
@pyaripiyu6419 2 жыл бұрын
Tamaku dekhi amaku Dhanya laguchi . Manisha haba ta ei bhali . Nija sabhyata ku agaku badhei chala ei tunguru mungurunku chada . Jagara loka jagannathnka kirti juge juge rahu . Jay Jagannath jay mahaprabhu 🙏🙏🙏🙏😘😘😘
@SudhansuPanigrahi-z1l
@SudhansuPanigrahi-z1l Жыл бұрын
Hiii
@SudhansuPanigrahi-z1l
@SudhansuPanigrahi-z1l Жыл бұрын
Apana kan karuchhanti
@cuttacktokavlogs938
@cuttacktokavlogs938 2 жыл бұрын
I salute to this women 🙏
@durjyadhannayak4645
@durjyadhannayak4645 2 жыл бұрын
ଜଗନ୍ନାଥ ଙ୍କୁ ଯିଏ ଭଲ ପାଇବ, ଜଗନ୍ନାଥ ତାଙ୍କୁ ଭଲ ପାନ୍ତି, ଇଂଲିଶ ଲୋକ ପାଟିରେ ଓଡ଼ିଆ କଥା ଏହା ପ୍ରଭୁଙ୍କ ଅବଦାନ 💐💐💐🙏🙏🙏🙏🙏🙏🙏ଜୟ ଜଗନ୍ନାଥ 🙏💐💐💐
@ugond484
@ugond484 2 жыл бұрын
ଯାହା ହେଉ ଧନ୍ୟ ତୁମ୍ଭେ ମାତା 👉❤🙏🙏🙏
@ManasaRay-ve8ee
@ManasaRay-ve8ee Жыл бұрын
ପ୍ରକୃତ ଭକ୍ତ ଯେଉଁମାନେ ଲୁଟୁ ଛନ୍ତି, ଅନୀତି କରୁଛନ୍ତି ଏମାନେ କୁ ଭକ୍ତ ଯେ। Nice mdm really a divine soul u got
@pankajparida8133
@pankajparida8133 2 жыл бұрын
ଆରେ ଚମତ୍କାର ମା ଆପଣ ପ୍ରଭୁ ଜଗନ୍ନାଥ ଙ୍କର ବିଷୟରେ ବହୁତ କିଛି ଜାଣିଛ !!
@farmcharm
@farmcharm 2 жыл бұрын
ଜୟ ଜଗନ୍ନାଥ, ଦେଶିଆ ମାନେ ଟିକେ ଶିଖିବା କଥା
@satyabanpujari97
@satyabanpujari97 2 жыл бұрын
Jay Jagannath 🙏🙏🙏 Thankyou mam wellcome to Puri🙏🙏🙏
@smrutiranjanparida2203
@smrutiranjanparida2203 Жыл бұрын
Very good devotee ❤❤
@danishthemusiclover3971
@danishthemusiclover3971 2 жыл бұрын
Jay jagannath swami🙏🙏🙏🙏🙏❤❤❤🚩🚩🚩🚩tumo rath tanili prabhu🙏🙏🙏🙏💞💖💖💞💞athara mu dhanya heli
@samtube1490
@samtube1490 2 жыл бұрын
Foreign mausi tame ama CM thu bhala odia kahucha ❤
@PKPG1234...
@PKPG1234... 2 жыл бұрын
ଆମେ ବହୁତ ଲୋକ ଅଛୁ ଯେଉଁମାନେ ଇଂଲିଶ କହିବାକୁ ବ୍ୟାକୁଳ ହେଉ, କିନ୍ତୁ ଏଇ ମହିୟସୀ ମହିଳା ଙ୍କର ଓଡ଼ିଆ ପ୍ରୀତି ଆମ ମାନଙ୍କର ଆଖି ଖୋଲି ଦେଇଛି, ଏହା କେବଳ ଜଗନ୍ନାଥ ଙ୍କ ପାଇଁ ସମ୍ଭବ ହେଇଛି। ଜୟ ଜଗନ୍ନାଥ,🙏🙏 ଜୟ ଓଡ଼ିଶା ଏବଂ ଆପଣଙ୍କୁ ମୁଁ ହୃଦୟରୁ ପ୍ରଣାମ ଜଣାଉଛି 🙏
@sunilkumarpatnaik6953
@sunilkumarpatnaik6953 2 жыл бұрын
Odisha Govt nku request kari...Atleast darsana paain allow karajau foreigners nku RATHA YATRA Day rey...
@anitadas2664
@anitadas2664 2 жыл бұрын
Thick katha govt ebha li devotees pae special allow kareba katha
@saipriyanka1356
@saipriyanka1356 2 жыл бұрын
Khushi laguchi Prabhu 🙏 Tamara amiti bhakta nku dekhi 🙏 Jay shree jagannath 🙏😭❤️
@rakeshjena9570
@rakeshjena9570 2 жыл бұрын
Nabin dekhere odia kahuchi
@ramproduction143
@ramproduction143 2 жыл бұрын
👍👍
@debasmitapanda1590
@debasmitapanda1590 2 жыл бұрын
Exactly 👍 mun ehi katha hin kahuchhi Naveen Babu nku
@ramproduction143
@ramproduction143 2 жыл бұрын
@@debasmitapanda1590 sie aau paribeni
@KDmedia-b6y
@KDmedia-b6y 2 жыл бұрын
😀😀😀😀
@monalisarout2207
@monalisarout2207 2 жыл бұрын
Hey mahaprabhu apana nku kete bhalapauchanti 🙏🏻🙏🏻🙏🏻🥰🥰🥰mo mahaprabhu 🥰🥰🥰⭕❗⭕
@muraligouda4058
@muraligouda4058 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🌹🌹🌹
@ashisdalai2064
@ashisdalai2064 2 жыл бұрын
Satare mu bahut khusi
@jackeeinfostation989
@jackeeinfostation989 2 жыл бұрын
Thank you so much mam. The way you are taking in our mother tongue language odia, really so proud of you.
@laxmikantabiswal3131
@laxmikantabiswal3131 2 жыл бұрын
ତୁମକୁ ମା ମୋର ନମସ୍କାର ତୁମେ ହିଁ ଜଗନ୍ନାଥଙ୍କ ବଡ଼ ଭକ୍ତ ଜୟ ଜଗନ୍ନାଥ
@manoranjanshial5383
@manoranjanshial5383 2 жыл бұрын
ସର୍ବ ଘଟେ ଆତ୍ମା ବିରାଜିତ । ବିଦେଶୀ ମାନଙ୍କର ନୁହେଁ କି ?
@finaofficialvideo9380
@finaofficialvideo9380 Жыл бұрын
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ସଭିଙ୍କୁ କରେ ଆପଣାର । ନା ତାର ପରା କାଳିଆ ଠାକୁର ⭕❗⭕🙏🙏😓😓
@kalandijena2714
@kalandijena2714 2 жыл бұрын
ସେ କହିଲେ ଓଡ଼ିଆ ଲଗିଲା ଭାରି ବଡ଼ିଆ ଜଗନ୍ନାଥ ତଙ୍କ ମନ ସ୍କାମୋନ ପୂରଣ କରନ୍ତୁ
@hmandal8923
@hmandal8923 2 жыл бұрын
Govt should consider the great point....they should provide a way for them to temple gate... Atleast they can see from there... We are too proud for this reconstruction but that should not stop devotees to see their loved God. Its very important
@9xm50
@9xm50 2 жыл бұрын
ପବିତ୍ର ରଥଯାତ୍ରା ର ଅଜସ୍ର ଅଭିନନ୍ଦନ ଓ ଶୁଭକାମନା 🙏🔔⭕❗⭕ଜୟ ଶ୍ରୀ 📿ଜଗନ୍ନାଥ⭕❗⭕🚩🙏 🔔Happy 🎪Rath 🚩Yatra 2022⭕❗⭕🚩 🙏🔔Jay Shree Jagannath Swamy 📿⭕❗⭕🚩🙏
@dumarbhatra7910
@dumarbhatra7910 Жыл бұрын
ଜଗନ୍ନାଥ ଧାମରେ ପ୍ରେମ ଆନନ୍ଦ ସଙ୍ଗୀତ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ଏକ ପ୍ରମୁଖ ସ୍ଥାନ।
@KrupaDarsan
@KrupaDarsan 2 жыл бұрын
ମହାନ ଆତ୍ମା 🙏🙏🙏❤️🙏🙏🙏jay Jagannath 🙏
@finaofficialvideo9380
@finaofficialvideo9380 Жыл бұрын
ନିଜ କୁ ନେଇକି ମୁ ଗର୍ବ ଅନୁଭବ କରୁଛି ଯେ ମୁଁ ପୁରୀ ର ଛୁଆ ବୋଲି। ଆଖିରୁ ମୋର ଅଶ୍ରୁ ଝରି ଆସୁଚି ଏ ବିଦେଶିନୀ ମା ଙ୍କ ଓଡ଼ିଆ ଭାଷା ଶୁଣି😢😢।ଏ ସବୁ ହେଉଛି କାଳିଆ ର ଲୀଳା 🙏🙏 । ଜାତି, ଧର୍ମ, ବର୍ଣ୍ଣ,ନିର୍ବିଶେଷରେ କିଛି ବି ଭେଦ ଭାବ ନାହିଁ।ଏ କଥା ସମସ୍ତେ ବୁଝିବା ଦରକାର। କାଳିଆ ବଡ଼ଦାଣ୍ଡ ଆଜି ସମସ୍ତ ଜାତି ପ୍ରଜାତି ର ଲୋକ ମାନଙ୍କୁ ଏକାଠି କରାଇଛି।। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏ ସବୁ ତୁମରି ଲୀଳା ପ୍ରଭୁ 🙏🙏🙏🙏
@lyricistgovindahansdah
@lyricistgovindahansdah 2 жыл бұрын
Thank you so much for learning odia language 🙏🙏🙏🙏, Really it's blesses by Lord of JAGANNATH.
@shivkumarsoren7911
@shivkumarsoren7911 Жыл бұрын
ଧନ୍ୟ ଆମ ଜଗନ୍ନାଥ ସଂସ୍କୃତି ଧନ୍ୟ ଆମ ଓଡିଶା ମାଟି ଧନ୍ୟବାଦ ବିଦେଶିନୀ ଭକ୍ତ
@MrPinku220
@MrPinku220 2 жыл бұрын
Excellent
@sarojkumarswain7791
@sarojkumarswain7791 2 жыл бұрын
ଏ ଜଣେ ବିଦେଶୀନି ଓଡିଆ କେତେ ସୁନ୍ଦର ଭାବରେ କହୁଛନ୍ତି ଆଉ କିଛି ଓଡ଼ିଆ କହିବାକୁ........,...
@pradhan5587
@pradhan5587 2 жыл бұрын
ଶୁଣ ଆମର ଓଡିଆ ସୁଧୀଜନେ ଆମର ଓଡିଶାର ପରମଂରା
@nareshmoharana1318
@nareshmoharana1318 2 жыл бұрын
ଆପଣଙ୍କ ଇଛା ପ୍ରଭୁ ଜଗନ୍ନାଥ ପୁରଣ କରନ୍ତୁ
@ashiskumargochhayat7764
@ashiskumargochhayat7764 2 жыл бұрын
Jay tetiskoti Deva Devi 🙏🙏🥰
@arabindaprusti4841
@arabindaprusti4841 2 жыл бұрын
ଆପଣଙ୍କୁ କୋଟି ପ୍ରଣାମ ମାଆ।ମାଆ ଯାହା କହୁଛନ୍ତି ସବୁ ଠିକ କହୁଛନ୍ତି।ଏହି ମାଆଙ୍କର ସମସ୍ୟା ଶୀଘ୍ର ସମାଧାନ କରାଯାଉ।ଜୟ ଜଗନ୍ନାଥ।
@ganeshmeher4015
@ganeshmeher4015 2 жыл бұрын
🙏 ❤️🙏ama odisaku asi odia re kahithibaru jai jagannath 🌺🛕🌺🪔
@Rudranarayansahoo5674
@Rudranarayansahoo5674 2 жыл бұрын
Dil Khush hei gala ❤️
@gyanchand8026
@gyanchand8026 2 жыл бұрын
ଓଡ଼ିଶା ବାସୀ ଶୁଣନ୍ତୁ, ବିଦେଶୀ ଭକ୍ତ ଙ୍କୁ,,,,, ଆଉ nabin sir ଆପଣ b tk ଦେଖନ୍ତୁ
@binarana657
@binarana657 2 жыл бұрын
Jai jagannath 🙏🙏🙏
@dptmusic579
@dptmusic579 2 жыл бұрын
🙏ଆପଣଙ୍କ ଚରଣରେ ଦଣ୍ଡବତ, ଭଗବାନ ଆପଣଙ୍କ ପାଖକୁ ଆସିବେ, ନିଜେ ଦର୍ଶନ ଦେବା ପାଇଁ
@Gurubachan688
@Gurubachan688 2 жыл бұрын
Prabhu Jagannath bless you Maa
@girishbhoi1584
@girishbhoi1584 2 жыл бұрын
This is the definition of real love between the devotees and God because I don't know why they(foreigners) can't see him(Lord Jagannath) nearly, they learned odia only for jagannath sanskiti so why our people do this ?
@rameshpanda1968
@rameshpanda1968 2 жыл бұрын
Apananku koti pranam apananka bhakti bujhi Mora Jagannath darshana hoigala Jaya Jagannath
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
Гениальное изобретение из обычного стаканчика!
00:31
Лютая физика | Олимпиадная физика
Рет қаралды 4,8 МЛН