ରେଭେନ୍ସାରେ ହାତ ମାରିବନି, ନହେଲେ ଏହା ତୁମ ଅବକ୍ଷୟର କାରଣ ପାଲଟିଯିବ : ସଂଘମିତ୍ରା ଜେନା AISF , ସଭାନେତ୍ରୀ |

  Рет қаралды 228,545

Nandighosha TV

Nandighosha TV

Күн бұрын

#revenshaw_university #aisfleader #namechange #politics #nandighoshatv #odisha
ରେଭେନ୍ସାରେ ହାତ ମାରିବନି, ନହେଲେ ଏହା ତୁମ ଅବକ୍ଷୟର କାରଣ ପାଲଟିଯିବ ବୋଲି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ AISF ସଭାନେତ୍ରୀ ସଂଘମିତ୍ରା ଜେନାଙ୍କ ଖୋଲା ଚେତାବନୀ । କହିଲେ- ନା ବଦଳାଇଲେ ଯଦି ଗୁଣାତ୍ମକ ଶିକ୍ଷା ମିଳିବ ତେବେ ରେଭେନ୍ସାକୁ ନରେନ୍ଦ୍ର ମୋଦୀ କିମ୍ବା ନିଜ ନାଁ ଧର୍ମେନ୍ଦ୍ର ପ୍ରଧାନ ଦେଇ ଦିଅନ୍ତୁ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 200
@prasantapattanaik862
@prasantapattanaik862 18 күн бұрын
ରେଭେନ୍ସା ର ନାଁ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ଭାବେ ଦେଇ ନଥିଲେ ଯେ ଏହାର ନାଁ ବଦଳେଇବା ତାଂକ ବ୍ୟକ୍ତିଗତ ମତ ହେଇ ପାରିବ ନାହିଁ। ବିଶିଷ୍ଟ ଶିକ୍ଷାବିତ୍ମମାନେ ଏଇ ରେଭେନ୍ସା ରୁ ଆସିଛନ୍ତି, ତାଂକୁ ଆଗ ପଚାର। ଶିକ୍ଷା ବ୍ୟବସ୍ଥାକୁ ଭାରତ ରେ ଆଗ ସମ୍ଭାଳ,ଭଲ ଗୁଣାତ୍ମକ ଶିକ୍ଷାଦାନ କର ।
@abhinandansutar197
@abhinandansutar197 18 күн бұрын
ଯାହାର ହୀନ ମାନସିକତା... ସିଏ ସେମିତି ହିଁ କହିବ ତେଣୁ ଧର୍ମେନ୍ଦ୍ର ଗୋଟେ ମିଛୁଆ ଟାଉଟର.. No 1
@umasekharpatnaik
@umasekharpatnaik 18 күн бұрын
Where is VK Pandiyan
@Rashje
@Rashje 18 күн бұрын
ରେଭେନ୍ଶାବ କିଏ ତମ ଘଇତା... 🤣🤣🤣
@Rashje
@Rashje 18 күн бұрын
ତୋର ଇଂରେଜ ମାନସିକତା ଯାଇନି ବୋଧେ.... ରେଭେନ୍ଶା କିଏ ତୋ ଘଇତା 😂😂😂
@abhinandansutar197
@abhinandansutar197 18 күн бұрын
@@umasekharpatnaik he join in bjp party ofc new delhi by amit saha
@abhinandansutar197
@abhinandansutar197 18 күн бұрын
@@Rashje ତୋ comment ରୁ ଜଣାପଡୁଛି ତୁ ନିହାତି ଗୋଟେ ଅନ୍ଧଭକ୍ତ...ଭାରି ବାଧୁଛି ନାହିଁ ରେ
@SMILAN_143
@SMILAN_143 18 күн бұрын
ସଂଘମିତ୍ରା ଭଉଣୀ ଠିକ୍ କଥା କହିଛନ୍ତି, ମାଡ଼ି ଚାଲ ଜୟ ଜଗନ୍ନାଥ ❤❤❤❤❤
@TAPAN777
@TAPAN777 18 күн бұрын
Sanghamitra mam nka sabu Katha chariadu bujhi thik kuhanti Sethi pain tanka speach ❤❤❤❤❤❤❤❤
@nayakpratima
@nayakpratima 18 күн бұрын
I agree with you madam..all should be known whatever our history.. support u
@Rashje
@Rashje 18 күн бұрын
ପେଳ କଥା କହିଛନ୍ତି......😂😂😂 ସେ କଣ ତୋ ଘଇତା... 🤣🤣🤣
@Rashje
@Rashje 18 күн бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???
@rauskh.com1856
@rauskh.com1856 17 күн бұрын
@@Rashje ravenshaw ta bapa nuha dharmendra ta bapa,,,jiye ta maa ku lageithila au tu janma heichu
@mohanmallick9882
@mohanmallick9882 18 күн бұрын
ଧରମେନ୍ଦ୍ର ଶିକ୍ଷା ମନ୍ତ୍ରୀ ନୁହେଁ ଦୀକ୍ଷା ମନ୍ତ୍ରୀ। ଇତିହାସ ଶେଷ କରୁଛି ।
@GkguruRoyal
@GkguruRoyal 18 күн бұрын
It should be changed. Because the college is in the Name of England Man.
@odisha4818
@odisha4818 18 күн бұрын
​@@GkguruRoyal tame university kari thila ki change kariba
@laxmidharjena598
@laxmidharjena598 18 күн бұрын
Change ହେବା ନିହାତି ଆବଶ୍ୟକ ଆଜ୍ଞା!!!! ଆମ ଦେଶର ବୀର ମହାପୁରୁଷ ଙ୍କ ନାମ ରେ ସବୁ କିଛି ହେଉ । British ମୋଗଲ ମାନଙ୍କ ନାମ ରେ କାହିଁକି ଆମ ଶିକ୍ଷାନୁଷ୍ଠାନ ର ନାମ ରହିବ
@laxmidharjena598
@laxmidharjena598 18 күн бұрын
​@@GkguruRoyalନିଶ୍ଚିତ sir 🎉
@sureshandharua7891
@sureshandharua7891 18 күн бұрын
Neet 😢😢nta😂
@Deva5577-i3c
@Deva5577-i3c 18 күн бұрын
ଧର୍ମେନ୍ଦ୍ର ପ୍ରଧାନ କ୍ଷମା ମାଗୁ
@GkguruRoyal
@GkguruRoyal 18 күн бұрын
It should be changed. Because the college is in the Name of England Man.
@sanajapradhan-xn5yy
@sanajapradhan-xn5yy 18 күн бұрын
Yes
@laxmidharjena598
@laxmidharjena598 18 күн бұрын
ଆମ ବୀର ମହାପୁରୁଷ ଙ୍କ ନାମ ରେ ସବୁ କିଛି ରାସ୍ତା ଘାଟ ଗଳି ଠୁଁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ବି ସେଇ ମାନଙ୍କ ନାଁ ରେ ରହୁ
@lezurrbolt4308
@lezurrbolt4308 18 күн бұрын
Jama nuhan
@nidhiramjena2398
@nidhiramjena2398 18 күн бұрын
Dharmendra Pradhan taa bopa naan re Revenshaw university ra naan karideu. Vala heba.
@jyotiranjanmohanty3221
@jyotiranjanmohanty3221 18 күн бұрын
ଶିକ୍ଷା ମନ୍ତ୍ରୀ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ର ଆବଶ୍ଯକତା ଦରକାର ନାହିଁ। ଦଳର ଅନୁଗତ ବା ଚାମଚା ହେବା ଦରକାର।
@gajendramajhi3718
@gajendramajhi3718 18 күн бұрын
ଓଡ଼ିଶାର ବିଜେପି ଦଳର କାର୍ଯ୍ୟ କର୍ତ୍ତା ପାଗଳ ହୋଇଗଲେଣି ସରକାର ଙ୍କର ମୁଣ୍ଡ ଠିକ୍ କାମ କରୁ ନାହିଁ
@MahimaniTudu
@MahimaniTudu 18 күн бұрын
Pura thik kotha kahichanti bhai😂😂
@pratapmaity2499
@pratapmaity2499 18 күн бұрын
ପାଗଳ ନୁହଁ ପାଗଳ କୁକୁର ପାଲଟିଛି। ଡର ଲାଗୁଛି କାମୁଡି ଲେ ରେବିଜ୍ ଭେକ୍ସିନ ନେବାକୁ ହେବ
@kirankumarofficial7132
@kirankumarofficial7132 18 күн бұрын
True 😄😄
@Rashje
@Rashje 18 күн бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???
@jamesrinku1995
@jamesrinku1995 18 күн бұрын
​@@Rashjeତୋର ଇଂରେଜ ମାନସିକ ଯାଇଛି କି ରେ ମୂର୍ଖ ନିଜକୁ ଆଗ ପଚାରେ ତାପରେ ଆଉ କାହାକୁ କହିବୁ।ସମସ୍ତଙ୍କ କମେଣ୍ଟ ରେ ଭୁକୁଚୁ କୁକୁର । ଯଦି ତୋର ଯାଇଛି ତେବେ 1866, commissioner, 20,000 ଓଡ଼ିଆ ରେ ଲେଖୁନୁ । ଗଧ ମୂର୍ଖ
@sapankumarbhoi
@sapankumarbhoi 18 күн бұрын
Sanghamitra Madam is absolutely right.
@rinkubarik2806
@rinkubarik2806 18 күн бұрын
ଧର୍ମେନ୍ଦ୍ର ପ୍ରଧାନ ବାପା ବୃଦ୍ଧ ହେଇ ଗଲେଣି ତାଙ୍କର ନାଁ ବଦଳାଇ ପାରିବକି
@saratdalai9265
@saratdalai9265 18 күн бұрын
SiR ସେଇଟା ତା ମାଆ କହିପାରିବ
@Rashje
@Rashje 17 күн бұрын
@ramaniroutray2262 ନାମ change ହେଲେ ଅସୁଭିଧା କଣ? ନା college କୁଆଡେ ପଳେଇବ 🤣🤣🤣🤣
@Lipsadhruv756
@Lipsadhruv756 16 күн бұрын
ବାପା ର ମୃତ୍ୟୁ ପରେ ପୁଅର ନାମ ଯୋଡି ହୋଇ ଯାଏ, ଅମୁଁକ ବାପା ଚାଲିଗଲେ,ଅମୁଁକ ସାର୍ ଭଲଥୀଲେ,ଅମୁଁକ ବୁଢା ଭଲ
@MohammedYounus-ds9ii
@MohammedYounus-ds9ii 15 күн бұрын
ତୋ ନିଜ ନା ବଦଳେଇ ପାରିବୁ କି
@aymuoss1885
@aymuoss1885 14 күн бұрын
Bala katha kuhani . Revenshaw kaha name re dia heichi dekh first...
@RakeshSahoo-l6o
@RakeshSahoo-l6o 18 күн бұрын
ପେପର୍ ଲିକ୍ କେମିତି ହେଉଛି ସେଇଟା ଦେଖା ଯାଉନି ବାହାରିଲା ନା ଚେଞ୍ଜ୍ କରିବାକୁ
@janhitkari4244
@janhitkari4244 18 күн бұрын
kan na hauchi revensaw re😂
@Rashje
@Rashje 18 күн бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???ମଧୁ ବାବୁ ନାମ କାହିଁକି ନ ରହିବ??
@Rashje
@Rashje 18 күн бұрын
@@RakeshSahoo-l6o ରେଭେନ୍ଶା ନା change କରି ଠେଇ THE GREAT କଳିଙ୍ଗ university ରଖା ଯାଉ....ରେଭେନ୍ଶା କଣ ତମ ଘଇତା କି??
@hokule6515
@hokule6515 16 күн бұрын
Satare bhai tome Jane nirbudhia au😂​@@Rashje
@Rashje
@Rashje 16 күн бұрын
@@hokule6515 ହଁ ତୁ ପାଗଳ ଟା, ସତେ ଯେମିତି ବିବେକାନନ୍ଦ ଙ୍କ ସାନ ଭାଇ.... ସୁନ୍ଦରଗଡ଼ିଆ ମେଣ୍ଡାଚୋଦା 🤣🤣🤣
@PramodkuBasantara
@PramodkuBasantara 18 күн бұрын
Sanghamitra ଙ୍କ ଭଳି ଶିକ୍ଷିତ ଲୋକେ ବ୍ୟବସ୍ଥା କୁ ଆସନ୍ତୁ । ନାମ ବଦଳାଇବା ୟାଙ୍କର ପୁରୁଣା ରୋଗ।
@diptisahoo4421
@diptisahoo4421 18 күн бұрын
Au kete dina chatu thiba😂
@snehalataparida5659
@snehalataparida5659 18 күн бұрын
ସମସ୍ତ ଓଡିଶାବାସୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ oppose କର ନହେଲେ ଏମିତି ଓଡ଼ିଆ ଅସ୍ମିତା କହି କହି ପାଞ୍ଚ ବର୍ଷ ଭିତରେ ଏଇ BJP ବାଲା ବଞ୍ଚିବା ବି ବଦଳେଇ ଦେବେ ଏକଛତ୍ରବାଦ ଶାସନ କରି
@sumitrajena9771
@sumitrajena9771 18 күн бұрын
Name : Narendra modi university😂😂 mund kharab BJP kn
@soumyanayak7755
@soumyanayak7755 18 күн бұрын
Ae Murkhaa Ravenshaw kiye janichu? Gopabandhu University haba seta.
@snehalataparida5659
@snehalataparida5659 18 күн бұрын
ତୁ BJP ଚାମଚା bodhe
@manasidash2676
@manasidash2676 17 күн бұрын
​@@soumyanayak7755 aree murkha bjp Bala Khali nija reputation badheibaku chahuchanti 🤬ete bal* re cho*d achi poor education system badlantu.name change karidele unemployed log employed heijibeni
@RanjitaMahakud-wj4ib
@RanjitaMahakud-wj4ib 17 күн бұрын
Kichi na bujhi khali oppose kariba laka ro famous heba gote abhyaas hela ni badaleiba kotha se bharata ro nuha na
@mohanmallick9882
@mohanmallick9882 18 күн бұрын
ଯଦି ନା ବଦଳାଇଯିବ ତେବେ ଘର ବି ଭଙ୍ଗା ଯାଉ ଆଉ ନୂଆ ଘର ତିଆରି ହେଉ।ତେବେ ଠିକ୍ ହେବ
@ganeshramsahu5011
@ganeshramsahu5011 18 күн бұрын
ତାଙ୍କ ନାମ ପ୍ରଥମେ ବଦଳାନ୍ତୁ
@ParidaPlumberCreation
@ParidaPlumberCreation 18 күн бұрын
😂😂😂
@lipun1531
@lipun1531 17 күн бұрын
Jetebele gote muslim name allahbad name badalai ayodhya kara gala sabu ghara bhangi dele ki
@Rashje
@Rashje 17 күн бұрын
@ramaniroutray2262 ନାମ change ହେଲେ ଅସୁଭିଧା କଣ? ନା college କୁଆଡେ ପଳେଇବ 🤣🤣🤣🤣
@somanathbhuyan4572
@somanathbhuyan4572 16 күн бұрын
​@@RashjeKn pain naa cheng haba agnya tika kuhantu
@shrinathsoren-r2t
@shrinathsoren-r2t 18 күн бұрын
ଏଇଟା ଭୁବନେଶ୍ବର ବିମାନ ବନ୍ଦର ସୁନା ଚୋର କଥା ଟlକୁ ଡ଼ାଇ ଭାଟ କରିବା ପାଇଁ ରୋଲ୍ ।
@homegardenfun
@homegardenfun 18 күн бұрын
Right 👍
@pmusic4682
@pmusic4682 18 күн бұрын
Right 👍
@anandamohakuda4943
@anandamohakuda4943 18 күн бұрын
Perfect katha agyan 👍
@Radhakrishnastatus20
@Radhakrishnastatus20 18 күн бұрын
Sata katha kahil
@Radhakrishnastatus20
@Radhakrishnastatus20 18 күн бұрын
Sabu ki6i Planing
@AmitaDigal-j6n
@AmitaDigal-j6n 18 күн бұрын
ଆଜ୍ଞା ଶିକ୍ଷା ମନ୍ତ୍ରୀ ଅନ୍ୟ କାମଗୁଡିକ ଦେଖନ୍ତୁ। ନାମ କେବଳ ପରିବର୍ତ୍ତନ କରି ଚାଲିଛନ୍ତି ।କି ଯୁଗ ହେଲାଣି । ଦିନ ମାସ ବର୍ଷ ଭଳି ନାମ ବଦଳାଇ ଚାଲିଛନ୍ତି।
@kalpanamohapatra1528
@kalpanamohapatra1528 18 күн бұрын
ଧନ୍ୟବାଦ
@swastiprasaddas5508
@swastiprasaddas5508 18 күн бұрын
ମନ୍ତ୍ରୀ ମହାଶୟ କ"ଣ ପାଇଁ ଏ ଚିନ୍ତା ଧାରାକୁ ମନକୁ ନେଉଛନ୍ତି. ନାଁ ବଦଳାଇ ବାକୁ ଜୋର୍ ଲଗାଇ ଲେ ଲାଭ ହେବନି ଭୟଙ୍କର ଅବକ୍ଷୟ ହେବ. ଯୋଉ ନାଁ ରେ ଅଛି ଏ ହେଉଛି ଓଡ଼ିଆ ର ଐତିହ୍ୟ. ଆକୁ ନଷ୍ଟ ନ କରାଯାଉ.
@balaramnayak9067
@balaramnayak9067 18 күн бұрын
ଧର୍ମେନ୍ଦ୍ର ପାଗଳ ହେଲାନି
@khantiodia1289
@khantiodia1289 18 күн бұрын
ସଂଘମିତ୍ରା ଭଉଣୀ ସବୁବେଳେ right କଥା କୁହନ୍ତି
@mrsailendra7476
@mrsailendra7476 18 күн бұрын
ଧର୍ମେନ୍ଦ୍ର ପ୍ରଧାନ କୁ ଦେଶରୁ ହଟାଅ 👌
@rajkumariranajit2054
@rajkumariranajit2054 18 күн бұрын
ଫାଲତୁ BJP କୁ ହଟାଯାଉ ଛିଃ ଛିଃ ରେ BJP
@R.NMURMU-js7sc
@R.NMURMU-js7sc 18 күн бұрын
ଧର୍ମେନ୍ଦ୍ର ପ୍ରଧାନଙ୍କ ଆଉ ମୁଣ୍ଡ କାମ କରୁନି
@rashachakra3332
@rashachakra3332 18 күн бұрын
ବିଜେପି ସରକାର ରେ ସମସ୍ତେ ନିଜ ପୋଷ୍ଟ ପାଇଁ ଅଯୋଗ୍ୟ.....
@sadanbhatra1999
@sadanbhatra1999 15 күн бұрын
Hoi😊
@DillipSundaray-x6j
@DillipSundaray-x6j 18 күн бұрын
ଏ ହେଉଛନ୍ତି ରଙ୍ଗ ବୋଳା ଓ ନାମ ବଦଳା ସରକାର । ସେଥିପାଇଁ ରେଭେନ୍ସା ର ନାମ ବଦଳାଇବାକୁ କହିବା ଟା ସ୍ବଭାବିକ କଥା ।
@MotiveFactLaughs
@MotiveFactLaughs 10 күн бұрын
new govt kama na kari le kari lani like bhubaneswar capital hospital gala belaku kloko kahu chanti aare ranga mistri kahi sei medical kaha bopa banei chi bana hei chi sei time ra cm aau center paisa na ta kana devlop kari bani ki kari le kahiba ranga mistri to bopa dou thila na re center re
@ramaniroutray2262
@ramaniroutray2262 18 күн бұрын
ଗୋଡେଇ ବାଡ଼ଅ ଶଳା ସେ ମୂର୍ଖାକୁ l ଶଳା ଲକ୍ଷେ ଲକ୍ଷେ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳି ଚାଲି ଆସିଲା Revenshaw ନାଁ ବଦଳେଇବାକୁ l Revenshaw Sir ଙ୍କ ଗୁହକୁ ସରି ହବୁନା ତୁ ?
@Rashje
@Rashje 18 күн бұрын
ଏବେ ବି ଇଂରେଜ ମାନସିକତା ଯାଇନି....😂😂😂.. Ravenshaw କିଏ ତମ ବାପା 🤣 ଶଳା ଜଉଲୋକ 1866 ରେ commissioner ଥିବା ବେଳେ 20,000 tonne ଚାଉଳ ଓଡିଶା ରୁ ବେଙ୍ଗଲ କୁ ପଠେଇଦେଲା, ଲୋକ ମଲେ ପୋକ ମାଛି ପରି.... ସେ ଲୋକ ନା କାହିଁକି ରହିବ???
@ramaniroutray2262
@ramaniroutray2262 18 күн бұрын
@@Rashje କାଇଁ ? ତୁମକୁ ଏତେ ବାଧୁଛି କଣ ପାଇଁ ରେ ବାପା ? ଇତିହାସ ଭଲିକି ନ ଜାଣି ଏ ଅଲଣା ଦେଶଭକ୍ତି କୋଉ କାମକୁ ନୁହେଁ l 20,000 ton ଚାଉଳ କେତେବେଳେ ପଠେଇ ଥିଲେ ? ବଙ୍ଗାଳି ଅଫିସର ସବୁ ଭୂଲ ରିପୋର୍ଟ ଦେଇ ଥିବାରୁ ଏମିତି ହେଇଥିଲା l ତା ପରେ ଯେତେବେଳେ ସେ ନିଜେ ଗୋଟେ comittee କରି ସତ ଜାଣିଲେ ଓଡ଼ିଶା ଲୋକ କେମିତି educate ହେବେ ଆଉ ନିଜ ଦାବି ନିଜେ ରଖି ପାରିବେ ସେଥିପାଇଁ school କଲେଜ ଖୋଲିଲେ, ତା ସହ ଓଡ଼ିଆ ଭାଷା ସାହିତ୍ୟ ପାଇଁ ବି ତାଙ୍କର ବହୁତ ଅବଦାନ ଅଛି l ସେତକ ହେଇ ନ ଥିଲେ ତୁ ଆଜିବି ବଙ୍ଗାଳୀଙ୍କ ଗୁଲାମୀ କରୁ ଥାନ୍ତୁ ରେ ପୁଅ 😂😂😂 l ଟିକେ history ପଢିକି ତା ପରେ କମେଣ୍ଟ କରିବାକୁ ଆସେ 😂😂 l
@Rashje
@Rashje 18 күн бұрын
@@ramaniroutray2262 କଣ ବୋକା ଚୋଦା ଭାବୁଛୁ??..... ମୂର୍ଖ ଇତିହାସ ବିଷୟରେ ବାଳ ଜାଣିଛୁ... 🤣🤣🤣 ଯେଉଁ ଲୋକ 10 ଲକ୍ଷ ଓଡିଶା ଲୋକଙ୍କ ମୁର୍ତ୍ୟୁ ପାଇଁ ଦାଈ ତା ନାଁ କାହିଁକି ହବ?? କାହିଁକି ଓଡ଼ିଆ ନାଁ ନ ରହିବ? ମହାରାଜ କୃଷ୍ଣ ଚନ୍ଦ୍ର ଭଞ୍ଜ ଦଓ ଟଙ୍କା ଦେଇଥିଲେ କାହିଁକି ତାଙ୍କ ନାମ ନ ରହିବ....history ପଢ଼ିଛି ବୋଲି କହୁଛି... ତୋ ଭଳିଆ ମୂର୍ଖ ନୁହେଁ
@diptisahoo4421
@diptisahoo4421 18 күн бұрын
​@@ramaniroutray2262Chatiba ra sima thaye re chatukar kete au golami kariba😂
@Rashje
@Rashje 18 күн бұрын
@@ramaniroutray2262 ଗୋଇଠା ମାରି ବିଷ୍ଣୁ... 😜😜😜 10 ଲକ୍ଷ ଲୋକ 2 ବର୍ଷ ରେ ମଲେ... ସେ କେବଳ ଗାଦି ଜଗିଥିଲା..., ସେ ଗୋଟେ ହତ୍ୟାକାରୀ ତା ନାଁ ରହିବନି ଆଉ.
@dharmikajit
@dharmikajit 10 күн бұрын
ଧନ୍ୟବାଦ ଦିଅ ଧର୍ମେନ୍ଦ୍ର ବାବୁ କ୍ନୁଁ ତାଙ୍କ ପାଁଇ ରେଭେନ୍ଶା ଇତିହାସ ଓଡିଶା ବାସି ଜାଣି ଲେ ଓ ତୁମେ ମାନେ ଏବେ ଭୁକୁଛ
@akshaykumardas9496
@akshaykumardas9496 18 күн бұрын
ଶଳା ଚୋର ଧର୍ମେନ୍ଦ୍ର ଶିକ୍ଷା ବିଷୟ ରେ କିଛି ବି ଜଣା ନାହିଁ, ଖାଲି BJP ସରକାର ରେ ରହି ନାମ ବଦଳେଇ ବା ରାଜନୀତି ଛଡ଼ା ଆଉ କିଛି ଜଣା ନାହିଁ,
@Odisha_News_Live
@Odisha_News_Live 18 күн бұрын
*'ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ନାଁ ପରିବର୍ତ୍ତନ ପ୍ରସ୍ତାବକୁ ଗ୍ରହଣ କରିପାରୁନି'* ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ରେଭେନ୍ସାର ପୂର୍ବତନ ଛାତ୍ର ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମୁଁ ରେଭେନ୍ସାର ପୂର୍ବତନ ଛାତ୍ର ଭାବେ ପ୍ରସ୍ତାବକୁ ଗ୍ରହଣ କରିପାରୁନି । ସେଇଦୃଷ୍ଟି ଓ ବ୍ୟକ୍ତିଗତ ଦୃଷ୍ଟିରୁ ଧର୍ମେନ୍ଦ୍ରଙ୍କଙ୍କ ପ୍ରସ୍ତାବକୁ ବିରୋଧ କରୁଛି । ମାତ୍ର ଗୋଟିଏ କଥା ପାଇଁ ଧର୍ମେନ୍ଦ୍ରଙ୍କୁ ଧନ୍ୟବାଦ ଦେଉଛି । ଧର୍ମେନ୍ଦ୍ର ତାଙ୍କ କ୍ଷମତା ପ୍ରୟୋଗ କରି ନାଁ ବଦଳାଇ ନାହାନ୍ତି । ବଦଳାଇବାକୁ ପ୍ରସ୍ତାବ ଦେଇ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ରାଜନୈତିକ ଦଳ ଭିତରେ ଏହା ଏକ ସ୍ୱାଗତଯୋଗ୍ୟ ଲକ୍ଷଣ । କୌଣସି ପରିବର୍ତ୍ତନ ପାଇଁ ସେ ଏକ ବିତର୍କର ଆହ୍ୱାନ ଦେଇଛନ୍ତି । ଗତକାଲି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁକ୍ତି ବାଢ଼ିଥିଲେ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିବା ଦରକାର କି ନାହିଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଉଚ୍ଚଶିକ୍ଷାର ଏନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ ।
@ranjanbaral9351
@ranjanbaral9351 18 күн бұрын
ନାମ ପରିବର୍ତ୍ତନ କରିଦେବେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ ନାମ ପରିବର୍ତ୍ତନ କରି ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରିପାରନ୍ତି ସେମାନେ ସବୁ ବଦଳେଇ ଦେଇ ପାରିବେ। ଯଦି ରେଭେନ୍ସାଙ୍କ ସମୟରେ ନ‌ଅଙ୍କ ଦୁର୍ବିକ୍ଷ ହୋଇଥିଲା ବୋଲି ବଦଳିବ ତାହେଲେ ପଟେଲଙ୍କ ସମୟରେ କିଛି ଖରାପ ହୋଇଯାଇଥିଲା କି?
@JagaJaga-tc9jb
@JagaJaga-tc9jb 18 күн бұрын
Bhai ek dum thik Modi namare stadium hela, Patel nka Nama Kati
@diptisahoo4421
@diptisahoo4421 18 күн бұрын
​@@JagaJaga-tc9jbTu kete patha padhichu re Sardar vallavbhai patel pura complex ta ra name juthi re ki kebala cricket stadium taku Modi name re kara jaeichi. Baki tame britisher mana nka chamcha 😂 congress wala ahuri jorse chatukarita re lagija.
@SantushMajhi-r3c
@SantushMajhi-r3c 18 күн бұрын
Dharmendra ନିଜକୁ କଣ ଭାବୁଛନ୍ତି ରେଭେନ୍ସା କଲେଜକୁ ନାମ ପରିବର୍ତ୍ତନ କଲେ ଶିକ୍ଷାରେ ପରିବର୍ତ୍ତନ ହେବ।
@GkguruRoyal
@GkguruRoyal 18 күн бұрын
It should be changed. Because the college is in the Name of England Man.
@bisnuprasadrana6319
@bisnuprasadrana6319 18 күн бұрын
Then why u said it in English?? 🤣
@sarojkumarbehera6697
@sarojkumarbehera6697 18 күн бұрын
ଧର୍ମେନ୍ଦ୍ର ପାଗଳ
@prabinkumarnayak5324
@prabinkumarnayak5324 18 күн бұрын
BJP ବାଲଙ୍କାର କାମ ହେଲା ଲୋକ ମାନକ ଭିତରେ ବିଦ୍ୱେଷ ସୃଷ୍ଟି କରି ରାଜନୀତି କରିବା, ଏ matter ରେ କିଛି ଲୋକ ସପୋର୍ଟ କରିବେ, କିଛି ବିରୋଧ କରିବେ, ବେଶ୍ ଏହି ଠାରୁ ରାଜନୀତି ଷ୍ଟାର୍ଟ
@lipun1531
@lipun1531 17 күн бұрын
​@@bisnuprasadrana6319india name puni thare british india rakhideba ki?? Bhala heba
@pujaraninaik7906
@pujaraninaik7906 18 күн бұрын
ସଂଘମିତ୍ରା wow wow wow. ଅତୁଳନୀୟ ଜବାବ. ତାଙ୍କ ସାମ୍ନା କରିବାକୁ ହେଲେ ବହୁତ ଭାବିକି ଠିଆ ହେବାକୁ ପଡିବ .
@DevsSambalpuriablogs_5
@DevsSambalpuriablogs_5 16 күн бұрын
ଗୁଟେ କାମ କର ହେ ଧର୍ମେନ୍ଦ୍ର ପ୍ରଧାନ ନାମ ବଦଳାଇ ନରେନ୍ଦ୍ର ମୋଦି କର ତେବେ direct education minster ରୁ pradhan mantri ହେଇଯିବ ଧର୍ମେଦ୍ର
@prangyasagarikaroutray2262
@prangyasagarikaroutray2262 18 күн бұрын
Thik 👍🏻
@progresstogether8317
@progresstogether8317 14 күн бұрын
ସାବାସ୍ ଭଉଣୀ,ତୁମ ଶବ୍ଦରେ ଜ୍ଞାନ ଯେତିକି ଗମ୍ଭୀରତା ସେତିକି...ପ୍ରକୃତ ଓଡ଼ିଆ ଝିଅ,ପ୍ରାକ୍ତନ ଉତ୍କଳର ବୀରା...ମୁଁ ଗର୍ବିତ ତୁମ ଭଳି ଭଉଣୀ ପାଇଁ
@pramilapati3181
@pramilapati3181 12 күн бұрын
But se gote katha bhul kahichhanti . RSS ru kehi freedom fighters nathile boli kahile . Jeunta ku se next time tk rectify Kariba darkar
@saratkumarmeher8270
@saratkumarmeher8270 18 күн бұрын
ବହୁତ୍ ସୁ୍ଦର୍ ଦିଦି ,ପୁରା ପାନେ ଦେଇ ଦେଲ ଧର୍ମେନ୍ଦ୍ର ପ୍ରଧାନଙ୍କୁ 😂😂
@asitjena7769
@asitjena7769 18 күн бұрын
ଧରମା ମୁହଁ ବନ୍ଦ୍ ରଖ୍ ଲୁଚିଯା ନହେଲେ ଧୋଇଦେବେ ଛାତ୍ର ଛାତ୍ରୀ ମାନେ ଆଉ ଜନତା, ମଝିରେ ମଝିରେ ତମ ପାର୍ଟି ଲୋକ କାଇଁ ଏମିତି ହଉଚ
@nareshkumar2680
@nareshkumar2680 18 күн бұрын
ୟେ ସରକାର ଖାଲି ନା ଆଉ ରଙ୍ଗ ବଦଳେଇବା ପାଇଁ ସବୁବେଳ ତତ୍ପର ଯଦି କିଛି କରିବାର ଅଛି ନୂଆ ଯୋଜନା କର ନହଲେ next ଇଲେକ୍ସନ ରେ ତମ ସରକାର ର ନା ଆଉ ରଙ୍ଗ ଦିଟା ଯାକ ବଦଳିଯିବ ନା
@LeehibanandaMohanty
@LeehibanandaMohanty 17 күн бұрын
ସବୁ ଓଡ଼ିଆ ର ଜୀବନ କାନ୍ଦୁଛି ଏଇ BJP ପାଇଁ
@SangharshOdisha-x9n
@SangharshOdisha-x9n 18 күн бұрын
Our cm nabin babu ❤
@unkumar7627
@unkumar7627 18 күн бұрын
ବାଃ ବାଃ ବାଃ। ବହୁତ ବହୁତ ଧନ୍ୟବାଦ 👏👏👏
@itsbikram24
@itsbikram24 18 күн бұрын
ଦେଶ ର ଟୁକଡେ ଟୁକଡେ ପାଇଁ ସ୍ବପ୍ନ ଦେଖୁଥିବା ଦଳ ନେତା ଏଠି ଭାଷଣ ମାରୁଛନ୍ତି ।
@adivasi_tech
@adivasi_tech 18 күн бұрын
@@itsbikram24 ଏଠି ଯେଉଁ ମାନେ ଅଛନ୍ତି ସେମାନଙ୍କର ପୂର୍ବପୁରୁଷମାନେ ନିହାତି ଇଂରେଜ ସରକାରଙ୍କ ଗୋଲାମୀ ଥିଲେ, ନହେଲେ ଗୋଟେ ଇଂରେଜ ନାମ ବଦଳାଇବାରେ କଷ୍ଟ ନ ଲାଗନ୍ତl
@Sonu19999
@Sonu19999 18 күн бұрын
​@@adivasi_techBhai prathame history padha ..ta pare Katha barta Kariba ,, kindergarten ra patha padhi...rajaniti kle chalib ani😂
@GkguruRoyal
@GkguruRoyal 18 күн бұрын
It should be changed. Because the college is in the Name of England Man.
@drkrishnachandramallik8742
@drkrishnachandramallik8742 18 күн бұрын
ତୁ କିଏବେ​@@adivasi_tech
@drkrishnachandramallik8742
@drkrishnachandramallik8742 18 күн бұрын
​@user-pତୁ କି ଏବେ। o9zi5ks2e
@prakash35b
@prakash35b 18 күн бұрын
ସମୟ ସରି ସରି ଆସୁଚି ।
@avimanyusahoo6103
@avimanyusahoo6103 18 күн бұрын
Sister you are Right
@ajitkumarpadhi-h6w
@ajitkumarpadhi-h6w 16 күн бұрын
ଜଣେ କେନ୍ଦ୍ର ମନ୍ତ୍ରୀ ଏପରି କଥା କହିବା ହାସ୍ୟାସ୍ପଦ କଥା। ଏହି ମନ୍ତ୍ରୀ ତେଲ ମନ୍ତ୍ରୀ ଥିବା ବେଳେ କିରାସିନି ବନ୍ଦ ହେଲା। ଯାହା ଧନୀ ଓ ଗରୀବ ଉଭୟ ବର୍ଗ ର ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଲେ। ଯଦି ନାଁ ବଦଳାଇବେ କାହା ନାଁ ଦେବା ପାଇଁ ଚିନ୍ତା କରିଛନ୍ତି।
@gautamsahoo559
@gautamsahoo559 18 күн бұрын
ଏଗୁଡା ସତରେ ପାଗଳ ହେଇଗଲେଣି। ଏତେ ଗନ୍ଧିଆ ରାଜନୀତି ଆମେ କେବେ ବି ଦେଖି ନଥିଲୁ।
@ceekay9911
@ceekay9911 17 күн бұрын
ଧର୍ମେନ୍ଦ୍ର ପ୍ରଧାନ ଜଣେ ଦେଶଦ୍ରୋହି।
@JagabandhuMuduli-r3s
@JagabandhuMuduli-r3s 18 күн бұрын
ଯୋଉ ଦିନ ଓଡିଶା ରେ ବିଜେପି ସରକାର ଆସିଲା ସେଇ ଦିନ ଟୁ ଖାଲି ନାମ ବଦଳା ଚାଲିଛି.... ଆଉ କିଛି ନାହିଁ
@KalpanaOjha-ug6mm
@KalpanaOjha-ug6mm 18 күн бұрын
Right sister 👍🏻TQ god bless you
@smakader187
@smakader187 18 күн бұрын
Yes u r right madam 100,,,🙏🙏🙏👍👍👍 right
@rudraprasadpani9907
@rudraprasadpani9907 18 күн бұрын
Right. Good points.
@BishwanathSethiBishwa
@BishwanathSethiBishwa 18 күн бұрын
ଏହା ଏକ ହୀନ ମନ୍ତବ୍ୟ,ଆଦୌ ଗ୍ରହଣୀୟ ନୁହେଁ ।
@DEBASISHPATRA-wr1tz
@DEBASISHPATRA-wr1tz 16 күн бұрын
ଆପଣ ମାଡ଼ମା next ମୁଖ୍ୟ ମନ୍ତ୍ରୀ ହେବା ଦରକାର ଆମ ଓଡିଶା ପାଇଁ
@dukhishyampradhandukhishya3024
@dukhishyampradhandukhishya3024 18 күн бұрын
Apan hundred percent right katha rakhichhanti, sister, Jay Jagannath, bande utkal janani.
@santilatatripathy7375
@santilatatripathy7375 16 күн бұрын
ନିହାତି ସମସ୍ତେ ବିରୋଧ କରିବେ.
@satyasibarout7881
@satyasibarout7881 18 күн бұрын
ଶେଷରେ ମମତା ଭଳି ହେବ ଛାତ୍ର ଆନ୍ଦୋଳନ ରେ ବଳି ପଡିବ
@dukhishyamdas9176
@dukhishyamdas9176 18 күн бұрын
ଏ ଦଳ ର ଅବଖୟ ହେବା ଧରକାର.
@susantakumarsenapati9752
@susantakumarsenapati9752 18 күн бұрын
Maa tume samaj sebika ru ketebele je rajanetri heigala kichi jana padilani. Babut chalak acha maa tume
@manasranjansamal5171
@manasranjansamal5171 16 күн бұрын
great initiative...well done...
@deepikamarndi5135
@deepikamarndi5135 18 күн бұрын
Very good madam
@sarojinibehera3680
@sarojinibehera3680 18 күн бұрын
ସେ କ'ଣ କେବଳ ନାଁ ବଦଳାଇ ରଂଗ ବଦଳାଇ ସରକାର ଚଳାଇବା ପାଇଁ ଆସିଛନ୍ତି
@bijuharpal8821
@bijuharpal8821 16 күн бұрын
I am proud feel my state Odisha Ravenshaw College Dharmendra Pradhan not knowledge Ravenshaw College about only Ravenshaw College Odisha University
@IndrajitBarik-rd9fl
@IndrajitBarik-rd9fl 16 күн бұрын
Thik katha kahi chanti didi 🙏
@seetanaik8351
@seetanaik8351 18 күн бұрын
Right madam🙏 👍👍👍👍
@hiranranjan4125
@hiranranjan4125 18 күн бұрын
ସବୁ ନିଜକୁ ଜଣେ ଜଣେ ମୁଣ୍ଡି ବାହାରିକି କୁହନି, ଓଡିଶାବାସୀଙ୍କୁ ନେଇକି ଗୋଟେ ଭୋଟିଂ କରାଯାଉ
@mamatabehera6708
@mamatabehera6708 18 күн бұрын
ବିଲକୁଲ୍ ଠିକ କହିଛ ମନ୍ତ୍ରୀଙ୍କର ଇତିହାସ ଜ୍ଞାନ ବହୁତ୍ କମ୍। ପ୍ରତ୍ୟେକ ଓଡ଼ିଶା ବାସୀ ଏହାକୁ ବିରୋଧ କରିବା ଦରକାର,,,
@user-if4cz5cc4e
@user-if4cz5cc4e 17 күн бұрын
You are right
@NiranjanBehera-q8f
@NiranjanBehera-q8f 18 күн бұрын
ବହୁତ ସୁନ୍ଦର ଚିନ୍ତା ଧାରା ଆପଣ ଙ୍କର
@MRHAPPYODISHA
@MRHAPPYODISHA 15 күн бұрын
ଜୟ ଜଗନ୍ନାଥ 🙏....... ମୋ ମତ ରେ ନାମ ବଦଳାଇ ଦିଅ ମନା ନାହିଁ.... କିନ୍ତୁ ଛାତ୍ର ଓ ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷକ, ଶିକ୍ଷା, ଉନ୍ନତି ଦିଗ ରେ ଆଗାଇ ନିଆ ଯାଉ......... ସର୍ବ ପ୍ରଥମେ ଓଡିଶା ର ବିକାଶ କୁ ଧ୍ୟାନ ଦିଆଯାଉ..... 👍
@SibacharanBiswal-qt6ui
@SibacharanBiswal-qt6ui 18 күн бұрын
Right Madam
@NarayanaMatia
@NarayanaMatia 17 күн бұрын
ଯାହା କହିଲେ ଠିକ୍ କହିଲ ସମସ୍ତ ବିଷୟକୁ ନେଇ ଦେଖନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଭାବୁଛନ୍ତି ଯେ ସେ ବିଶ୍ୱର ଖ୍ୟାତନାମା ହଇହୋ ରେଭେନ୍‌ସା କଥା କହୁଛନ୍ତି ହେଲେ ବିଜୁଳି ଫ୍ରି କରିବାକୁ କହିଥିଲେ ଛାଡ଼ ହୋ ସେ କଥା ତ କହୁନାହାନ୍ତି । ସବୁ ଟାଉଟର ଏକାଠି ହୋଇ ମୋଦି ମାଧ୍ୟମରେ ଓଡ଼ିଶାକୁ ବିକି ଦେବେ
@dipusahu5658
@dipusahu5658 18 күн бұрын
Right
@shatrugnasethi625
@shatrugnasethi625 16 күн бұрын
ଠିକ୍ କାହିଁ ଛନ୍ତି ସଂଘମିତ୍ରା ଦିଦି ।
@Akshaybehuria
@Akshaybehuria 18 күн бұрын
Well said. Relevant points.
@sandippraharaj6581
@sandippraharaj6581 16 күн бұрын
ପାଦରେ ପାଦ ଛନ୍ଦା ନାମ ବଦଳେଇବା ମୋ ବାଳ ଧନ୍ଦା ।
@ashutoshray5240
@ashutoshray5240 18 күн бұрын
Well said 👏👏👌💯😎
@priyadarsinirautray4686
@priyadarsinirautray4686 13 күн бұрын
Such a good speech.. Bravo.. Truth to be spoken
@TITILI500
@TITILI500 18 күн бұрын
ଧର୍ମେନ୍ଦ୍ର & ମୋଦୀ university ରଖା ଯାଉ
@bijoykumardas4173
@bijoykumardas4173 18 күн бұрын
ଧର୍ମେନ୍ଦ୍ର ନା କୁ ବଦଲେଇ ଆଗ ପରମା ପ୍ରଧାନ୍ କରନ୍ତୁ ପରେ ଚୋଲ୍ଲେଗେ ନା ବଦଲେଇବେ
@AnkitiWorld98
@AnkitiWorld98 18 күн бұрын
ନାମ ପରିବର୍ତ୍ତନ ଅପେକ୍ଷା ଶିକ୍ଷା ରେ ସୁବିଧା.. ଆଉ ଶିକ୍ଷା କିପରି ଉର୍ନତି ହେବ ତାହା ଚିନ୍ତା କରିଲେ ଟିକେ ବେଶୀ ଭଲ ହୁଁଅନ୍ତା.. ଶିକ୍ଷା ମନ୍ତ୍ରୀ ମହୋଦୟ 🙏🙏🙏
@DhaneshwarNayak-of2rl
@DhaneshwarNayak-of2rl 18 күн бұрын
Right right mama
@hebalnayak984
@hebalnayak984 16 күн бұрын
Excellent 👌
@IASaspairant
@IASaspairant 18 күн бұрын
ଏ ବେଧ ର କିଛି କାମ ନାହିଁ , ଖାଲି ଗୋଟେ ରାଜନେତ୍ରୀ ହେବା କୁ ଚାହୁଁଛି ଗୋଟେ ଭଡ ଭଡ ହେଉଛି , ବେଧ ମୁହଁ କୁ ଫାଳିକିଆ କରି ଫଡ ଫଡ ହଉଛି , ତୁ ବେଧ ଚର୍ଚା ରେ ରହିବା ପାଇଁ Reporter ଙ୍କୁ ପଇସା ଦେଇ , ସବୁଥିରେ Bite ଦେଉଛୁ
@rashmiranjanraut2216
@rashmiranjanraut2216 18 күн бұрын
Hn bhai ea sabu government ku bad kahuchi nije khali bhala
@pramilapati3181
@pramilapati3181 12 күн бұрын
😅
@mohammadshahbaz9862
@mohammadshahbaz9862 18 күн бұрын
Sister you are great
@Sarojmohapatra19
@Sarojmohapatra19 18 күн бұрын
Thik
@kunalkumarpathak6250
@kunalkumarpathak6250 18 күн бұрын
Right Sanghamitra Madam ❤❤❤😊
@user-yg2nl2xn5d
@user-yg2nl2xn5d 18 күн бұрын
Right statement madam.
@sunitadas9344
@sunitadas9344 18 күн бұрын
Yes Mam..you are right
@unkumar7627
@unkumar7627 18 күн бұрын
ଧନ୍ୟବାଦ ଭଉଣୀ। 👏👏👏
@prasantapradhan5485
@prasantapradhan5485 18 күн бұрын
Right 100 percent
@somyasanjayasaiexpress5653
@somyasanjayasaiexpress5653 18 күн бұрын
ଇଂରେଜ ମାନକ ନା କାଟିବା ଦରକାର୍
@sachalabal9308
@sachalabal9308 16 күн бұрын
Right answer to d point are na padhane nua history lekhibe ta pare history heijibe Revenshaw nija garimare gariyan aitihasika pattavumire se swakiya aliva swakshyara bahana kare nama paribarttana hinamanyatara parichayaka Niangilamane ehi apachestaru nibrutta ruhantu samas tanka pain mangala heba jhialo tote sata dhanyabad keep it up
@hsd4526
@hsd4526 18 күн бұрын
British mane kichhi karantu na karantu, kintu deshare anek school, college, university, technical o medical college stapita karithile o tahar upkara aaji deshbashi labha karuchhanti. Revenshaw saheb jadio british thile, kintu se cuttack re school o college pratistha kari odisha bashi nkar aneka upakar karichhanti. Tanka nama badalaiba cuttack basinkar bhayankar apamana heba.
@MahendraSaraf-f6w
@MahendraSaraf-f6w 18 күн бұрын
Sister. You. Are. Right ...
@binayakswain3844
@binayakswain3844 18 күн бұрын
Right ❤
@udayanarayanrath731
@udayanarayanrath731 15 күн бұрын
Very much correct. Truth needs bravery.
@DjDj-hg9no
@DjDj-hg9no 18 күн бұрын
ବାମପନ୍ଥୀ କମ୍ୟୁନିଷ୍ଟ କେବେ ଠାରୁ ଦେଶ ପ୍ରେମୀ ହେଲେଣି
@BasantaBehera-gl3li
@BasantaBehera-gl3li 18 күн бұрын
Right Mam 👍👍👍👍
@ParameswarMuduliTutu
@ParameswarMuduliTutu 18 күн бұрын
ବିଜେପି ସରକାର କୁ ଆସି ପାଗଳ ହେଈ ଗଲାଣି
@SabihaYaqub-md7fp
@SabihaYaqub-md7fp 17 күн бұрын
Iam revenshawvian.. And I'm proud
@niranjandasdas1682
@niranjandasdas1682 18 күн бұрын
Right...
@tarunmoharana5724
@tarunmoharana5724 15 күн бұрын
BAHUT SUNDAR ARGUMENT
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 8 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 7 МЛН
An Unknown Ending💪
00:49
ISSEI / いっせい
Рет қаралды 49 МЛН
Je peux le faire
00:13
Daniil le Russe
Рет қаралды 21 МЛН
У ГОРДЕЯ ПОЖАР в ОФИСЕ!
01:01
Дима Гордей
Рет қаралды 8 МЛН