What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha

  Рет қаралды 118,100

Nirbhay

Nirbhay

18 күн бұрын

What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha
#NirbhayGumaraKatha #OdishaPolitics #NavinDas
Odisha's Best Political KZbin Channel.
Odisha's Fastest Growing Political KZbin Channel.
Odisha's Fast Ever Only Political KZbin Channel.
Odisha's Most Popular Political KZbin Channel.
For Latest Odisha Political News Follow us:
KZbin: kzbin.info/door/_Sk...
Facebook: / nirbhayodia
Twitter: / nirbhaytube
Instagram: / in
PH NO -9124469621

Пікірлер: 581
@basantajena5418
@basantajena5418 17 күн бұрын
Sir, ରଥଯାତ୍ରା ପୂର୍ବରୁ ସରକାର କହିଲେ କୌଣସି ସେବାୟତ ଠାକୁର ମାନଙ୍କ ବାହୁରେ ଭରା ଦେଇ ଛିଡା ହେଲେ କାର୍ଯ୍ୟାନୁଷ୍ଠାନ କିନ୍ତୁ ଶ୍ରୀଗୁଣ୍ଡିଚା ଦିନ ହିଁ ଏହାର ଉଲ୍ଲଙ୍ଗନ ହେଲା ଓ ସରକାର ଚୁପ |
@suvashreeray5494
@suvashreeray5494 16 күн бұрын
ସେବାୟତ ଗୋଟେ ଗୋଟେ ଜଗନ୍ନାଥ
@santoshnayak7837
@santoshnayak7837 15 күн бұрын
😊​@@suvashreeray5494
@badrinarayanbiswal
@badrinarayanbiswal 17 күн бұрын
ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ।
@jamunamurmu4427
@jamunamurmu4427 10 күн бұрын
Sir budha ek andhabhakta
@Babajipalei
@Babajipalei 8 күн бұрын
RaEt
@pramodpanda7067
@pramodpanda7067 17 күн бұрын
ସେବାୟତ ମାନଙ୍କର ଖାମଖିଆଲି ନୀତି ଯୋଗୁଁ ପ୍ରଭୂ ପଡିଗଲେ l
@10subrat
@10subrat 17 күн бұрын
Sebayat control kariba government ra responsibility
@mituprdhan2020
@mituprdhan2020 17 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
@khirodhota1440
@khirodhota1440 17 күн бұрын
କଥାରେ ଅଛି ବହୁ ମଣିଷରେ ମୂଷା ମରେନି
@ghasiramsing4216
@ghasiramsing4216 6 күн бұрын
Nabin patanayk maha tautar chura naabin pandian nka bugucha buha.mohan sir nabin patanayk ku sangare nei .chalanti mahon sarakar badanam. haijibaa
@user-qh6ws7eh5e
@user-qh6ws7eh5e 17 күн бұрын
ବଳଦେବଙ୍କୁ ବହୁତ କଷ୍ଟ ହୋଇଥିବ, ପ୍ରଭୁ ବଡ଼ଠାକୁର ସମସ୍ତଙ୍କୁ କ୍ଷମା କରନ୍ତୁ 😢😢😢 ସରକାର ଏହି ମନୁଷ୍ୟକୃତ ଏବଂ ତୃଟିପୂର୍ଣ୍ଣ ସେବା ପାଇଁ ଦଣ୍ଡ ବିଧାନ କରନ୍ତୁ 🎉🎉🎉🎉
@brajakishorepadhi4022
@brajakishorepadhi4022 17 күн бұрын
ହେ ଦୟା କ୍ଷମାର ସାଗର ପ୍ରଭୋ ବଳଭଦ୍ର ଭାଇ। 🙏
@pratapchandrasamal2396
@pratapchandrasamal2396 17 күн бұрын
ସେମାନଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ସବୁଠାରୁ ଅଧିକ ରାଜନୀତି ଆପଣ ହିଁ କରୁଛନ୍ତି। ଆପଣ କଣ ଦଣ୍ଡ ପାଇଛନ୍ତି ମୁଁ ଜାଣେନି। କିନ୍ତୁ ଯଦି ପ୍ରକୃତରେ ଆପଣ ରାଜନୀତି କରୁଥିବେ ତେବେ ନିଶ୍ଚିତ ରୂପେ ତାର ମୂଲ୍ୟ ଦେବେ। ନା ବିଜେପି ନା ବିଜେଡ଼ି କେହି ପିଠିରେ ପଡ଼ିବନି। କ୍ଷମା କାହିଁକି, ଦଣ୍ଡ ନିଶ୍ଚିତ ରୂପେ ମିଳିବା ଉଚିତ୍।
@puspanjalimohanty2623
@puspanjalimohanty2623 14 күн бұрын
Are bhai yeh jane bastard repoter. Han yeh pravu nku nei jou rajaniti karuchi tara phala bi se paichi;tathapi se chetini. 1-2year heba tara pua ra controversial death heichi. Hele se kemti mala accidental death ki murder jana padilani. Aau jadi tara murder heichi taku kie marila ,ki tara nisa sebana re death heichi ki kan kichhi jana padilani. Tathapi yeh pravu Jagannath nku nei sabubele rajaniti karuchi. Bhagwan yaku sadbudhi diantu.
@pramodpanda4674
@pramodpanda4674 17 күн бұрын
ଦୋଷ ନୁହେଁ, ଏହା ସେବାୟତ ମାନଙ୍କ ମଧ୍ୟରେ ରହିଥିବା ମନାନ୍ତରକୁ ବାହାରକୁ ନେଇ ଆସିଛି।କ୍ୟାମେରାରେ ତାହା ସ୍ପଷ୍ଟ ଦେଖା ଦେଇଛି। ସେମାନଙ୍କ ବାରମ୍ବାର ଭୁଲ ପାଇଁ କ୍ଷମା ତୃତୀୟ ପକ୍ଷ ମାଗିଲେ, ଆତ୍ମ ନୀରିକ୍ଷଣ କେବେ ହେବ? ସେଥି ନିମନ୍ତେ ଦଣ୍ଡ ଆବଶ୍ୟକ ରହିଛି।
@10subrat
@10subrat 17 күн бұрын
Govt official nku dekhaheu nahi
@user-tm1kk4sd3q
@user-tm1kk4sd3q 17 күн бұрын
ଅର୍ପଣ ରଥ ନାମରେ ବିଜେଡ଼ି, ମହାପ୍ରଭୁ ଜଗନ୍ନାଥଙ୍କୁ ରାସ୍ତାରେ ବୁଲାଇବା ଯୋଗୁଁ ଦଳ ହାରିଲା । ସେତେବେଳେ ମଧ୍ୟ ମୁଁ ଏକଥା କହିଥିଲି । ଠାକୁର କେବେ କ୍ଷମା ଦେବେନି ।
@RajeshKumar-rh5uc
@RajeshKumar-rh5uc 17 күн бұрын
ବହୁତ୍ ବଢିଆ କଥା କହିଲେ sir ନିଚୟ କିଛି ଅସୁବିଧା ଅଛି ବାକି ରହିଲା ରତ୍ନ ଭଣ୍ଡାର ଖୋଲା ହେବା ସମୟ ।
@alokranjanpanda7046
@alokranjanpanda7046 17 күн бұрын
Sir Khubsundar Upastapana kari chanti. Apanaku mangala karantu sabubele ame emiti upastapana pauthau.
@chandankumarpatra58
@chandankumarpatra58 17 күн бұрын
ବହୁତ ଦୁଃଖ ଲାଗୁଛି
@ashokkumarpanda5127
@ashokkumarpanda5127 17 күн бұрын
Jay Shree Jagannath 🙏🏼🙏🏼
@FAKIRJENA-du2zs
@FAKIRJENA-du2zs 17 күн бұрын
ଆପଣ ଏକ ବର୍ଷ ଅପେକ୍ଷା କଲେ BJP ର ଭୁଲ ଚୁଲ୍ ଧରିବେ। ଏବେ ମୋଟେ ଛାନିଆ ହୁଅନ୍ତୁ ନାହିଁ।
@janakiballavdash73
@janakiballavdash73 17 күн бұрын
ଏହା ଦୂର୍ଘଟଣା କହି ଏଡେଇ ଦେଲେ ଚଳିବନି। ହଜାର ହଜାର ବର୍ଷର ଇତିହାସରେ ଏହା ପ୍ରଥମ ଘଟଣା। ଏହା ପ୍ରଶାସନିକ ଅବହେଳା ଵୋଲି ଏଡେଇ‌ ହେଵନି। ଆବହମାନ କାଳରୁ ଆମେ ଦେଖି ଆସୁଛୁ ଯେ ରଥଯାତ୍ରାରେ ପ୍ରତ୍ୟେକ ରଥରେ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ପ୍ରାସାସନିକ ଅଧିକାରୀ ଭାବେ ଜିଲ୍ଲାର ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ (ମନ୍ଦିର )ଓ ଆରକ୍ଷୀ ଅଧିକ୍ଷକ ରଥରେ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହୁଥିଲେ। ଏହି ଘଟଣା ସମୟରେ କିଏ ସେଠାରେ ଉପସ୍ଥିତି ଥିଲେ କୁହନ୍ତୁ ? ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଭାବାବେଗ ସହିତ ଜଡିତ ଏତେବଡ଼ ଯାତ୍ରାରେ ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁ଼ଃଖ ପ୍ରକାଶ କରିଦେଲେ ସମସ୍ୟାର ସମାଧାନ ହୋଇଗଲା କି? ପୁରୀର ପ୍ରଶାସନ ଭିତରେ ଷଡ଼ଯନ୍ତ୍ରର ଗନ୍ଧ ଆସୁଥିଲା ପରି ମନେ ହେଉଛି।
@10subrat
@10subrat 17 күн бұрын
Completely government failure
@rashmibijaykumarmishra5543
@rashmibijaykumarmishra5543 17 күн бұрын
@@janakiballavdash73 yes true
@suvashreeray5494
@suvashreeray5494 16 күн бұрын
ରଥରେ ଜନେ ଜନେ OAS ଅଫିସର 24 hours ଡ୍ୟୁଟି କାହିଁକି ପଡ଼ୁନାହିଁ l ଗୋଟେ ରଥରେ ଜନେ ଆଜିପରି 24 ଘଣ୍ଟା ଡ୍ୟୁଟି ଦର୍କାର ଭବିଷ୍ୟତ ପାଇଁ
@sridhardas8509
@sridhardas8509 15 күн бұрын
ବିଜେପି ସରକାର ସମୟରେ ବଡ ଠାକୁର ତଳେ ପଡ଼ିଗଲେ ସେକଥା ତମେ କାଢୁଆ ସାମ୍ବାଦିକ ଆଉ ଆଲୋଚନା କାହିଁକି କରରୁନ ?
@amitakar948
@amitakar948 17 күн бұрын
ଜୟ ଜଗନ୍ନାଥ 🙏🏿
@swarnalatasenapati8610
@swarnalatasenapati8610 17 күн бұрын
ଆପଣକଂ ପ୍ରୋଗ୍ରାମ ବହୁତ ବହୁତ ସୁନ୍ଦର। ଧନ୍ୟବାଦ
@sidhakatha_2021
@sidhakatha_2021 17 күн бұрын
ଆପଣଙ୍କର ଆଶଙ୍କାହିଁ ସତ ହେବ । ରତ୍ନଭଣ୍ଡାର ଖୋଲିବ ହେଲେ ରତ୍ନ ନଥିବ ଶୂନ୍ୟ ଶୂନ୍ୟ ମହାଶୂନ୍ୟ !!!
@rashmibijaykumarmishra5543
@rashmibijaykumarmishra5543 17 күн бұрын
@@sidhakatha_2021 many people apprehend the same
@susamadash3483
@susamadash3483 17 күн бұрын
ଲୁହା କଅଁଳ ହେଲେ ବିଲେଇ କାମୁଡ଼େ,ମୋହନ ସରକାରଙ୍କର ଅଧିକ ବିନମ୍ର ବଦାନ୍ୟତା ଏବଂ ପୁରୁଣା ପୋଷାକଧାରୀଙ୍କର ଷଡ଼ଯନ୍ତ୍ର।❤
@10subrat
@10subrat 17 күн бұрын
Government have all authority to spoil the conspiracy, this government intelligence failure
@rashmibijaykumarmishra5543
@rashmibijaykumarmishra5543 17 күн бұрын
@@susamadash3483 Jee haan
@ashiskumarbehera6185
@ashiskumarbehera6185 17 күн бұрын
ଜୟ ଶ୍ରୀରାମ କୁହନ୍ତୁ
@jupiter4910
@jupiter4910 16 күн бұрын
Jay Jagganatha kahile kn asubidha.
@durgaprasadsamantaray7084
@durgaprasadsamantaray7084 17 күн бұрын
ବଡ ଘର ବଡ ଗୁମର କଥା,ଲୋ ମିତ କାନ ଡେରି ଥା। ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।
@sureshkar1986
@sureshkar1986 17 күн бұрын
ସୁନ୍ଦର ଉପସ୍ଥାପନା କିଛି ଭିତର ର କିଛି ବାହାର ର
@bhupaticharanojha.6870
@bhupaticharanojha.6870 17 күн бұрын
ବର୍ତ୍ତମାନର ସରକାର ନିର୍ବାଚନ ପୂର୍ବରୁ ରଘୁବର ଦାଶ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଦାବି କରୁଥିଲାବେଳେ ଏବେ ଚୁପ କାହିଁକି. ଏ ରିପୋର୍ଟରେ 2000 ମସିହାରୁ 2009 ମସିହା ପର୍ଯ୍ୟନ୍ତ ତତ୍କାଳୀନ ଆଇନ ମନ୍ତ୍ରିଙ୍କ ବିରୁଦ୍ଧରେ କିଛି ନକାରାତ୍ମକ ମନ୍ତବ୍ୟ ନାହିଁତ ?
@jyotirmayjena1869
@jyotirmayjena1869 17 күн бұрын
ରତ୍ନଭଣ୍ଡାର ଲୁଟ ଉପରୁ ନଜର ହଟାଇ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ପାଣ୍ଡିଆନ୍ ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛି ।
@10subrat
@10subrat 17 күн бұрын
Government is responsible for this unfortunate incident
@rashmibijaykumarmishra5543
@rashmibijaykumarmishra5543 17 күн бұрын
@@jyotirmayjena1869 yes yes True
@krushnamohanprusty2728
@krushnamohanprusty2728 17 күн бұрын
ନବୀନ ବାବୁଙ୍କ ଧବଳ ପୋଷାକ ଭିତରଟା ବହୁତ କଳା ଏକଥା ବୁଝିବାକୁ ଓଡ଼ିଶାର ଭୋଟର ମାନଙ୍କ ଚିନ୍ତାଧାରା ବାହାରେ ?🎉
@mr.A2320
@mr.A2320 17 күн бұрын
Tu magiha bhari bhala loka ta . To maa bia re Naveen das banda pasithila seipain to bhalia magiha ra aaji ethi bhukuchii
@SidharthPrasadDas
@SidharthPrasadDas 17 күн бұрын
ଆରେ ବାବୁ ସାଡେ ଠାକୁର ପଡି ଗଲେଣି ସେ ସମ୍ବାଦ କିଛି କୁହ, ଆଜି ବିଜେଡି ସରକାର ଥିଲେ ଓ କି ରଡ଼ା ହୋଇଥାନ୍ତା,ଏବେ ଚୁପ, କାହାର ଦୋଷ ସରକାର ର ନା ସେବାୟତ ଙ୍କର ନା ପ୍ରଶାସନ ର ନା ଠାକୁର ଙ୍କ ଲୀଳା ସେ ବିଷୟ ଭିଡିଓ କର ଟିକେ, ସ୍ୱାଭିମାନୀ ଓଡ଼ିଆ ପା
@debendradhal5935
@debendradhal5935 9 күн бұрын
ଧନ୍ୟବାଦ
@maheswarparihari5189
@maheswarparihari5189 17 күн бұрын
ବଡ଼ଠାକୁରଙ୍କ ଅଘଟଣ ଘଟାଇଥିବା ସେବାୟତ ମାନେ ତାମିଲ ଦ୍ଵାରା ପରଚାଳିତ ନୁହଁନ୍ତି ତ ? ଏହାର ନିହାତି C B I Level investigation ଦରକାର SIR
@krushnakuna1341
@krushnakuna1341 17 күн бұрын
ଠିକ୍ କଥା..
@bijayrout5057
@bijayrout5057 17 күн бұрын
Very good analysis and sharing some history. Simply because 1. Odias are an easily pleased people 2. Most odias do not know history and few learn from foreigners (British or simillar), repeating same mistakes of their ancestors , 3. More importantly odisha (odias) hardly have any friends. ( Tamil, Telugu, malayali are friends, help each other as south Indians,
@manojpanda2956
@manojpanda2956 17 күн бұрын
ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଭଲ ଲାଗିଲା, କିନ୍ତୁ ଜଗନ୍ନାଥଙ୍କୁ ମୋର ଶତକୋଟି ନିବେଦନ ଆପଣଙ୍କୁ ମିଛୁଆ ପ୍ରମାଣିତ ନକରି ସତ୍ୟର ଉନ୍ମୋଚିତ କରାନ୍ତୁ ଜୟ ଜଗନ୍ନାଥ 🙏
@rajeshbiswal819
@rajeshbiswal819 17 күн бұрын
Jay Jagannath Ji. Ee sabu topic kothu pauchati , Beautiful
@basantapattnaik7812
@basantapattnaik7812 17 күн бұрын
ସାର ମୁ ବି ଦ୍ଵନ୍ଦ ରେ ଅଛି କିଛି ନହେଇ ଥାଉ ରତ୍ନ ଭଣ୍ଡାର ଭିତରେ ଜଦି କିଛି ହେଇ ଥାଏ ତାହା ପାଇଁ କେବଳ ଜଣେ ଲୋକ ଦାଈ ହେବ
@suryanarayansahu5375
@suryanarayansahu5375 16 күн бұрын
ଏହା ପ୍ରକୃତରେ ରାଜନୀତିର ନାଟକ । ଦେଶ ର ଉନ୍ନତିର ପରି ପେନ୍ଥ। ।
@deepanjalimohanty9756
@deepanjalimohanty9756 17 күн бұрын
ଜୟ ଜଗନ୍ନାଥ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା 🙏🏻🙏🏻🙏🏻
@basantapattnaik7812
@basantapattnaik7812 17 күн бұрын
ସାର ପ୍ରଣାମ 🙏🌹
@prasantbiswal6873
@prasantbiswal6873 10 күн бұрын
ଚାରି ଦ୍ଵାର ଖୋଲିବା ଦ୍ୱାରା ଭିତରେ କୋଣସି, ଦର୍ଶନ ର ସୁ ବ୍ୟବସ୍ତା ନାହିଁ. ଜୟ ଜଗନ୍ନାଥ 🙏🏻🙏🏻
@sarojmahanta6926
@sarojmahanta6926 17 күн бұрын
Jay Jagannath 🙏
@girdharsahu3663
@girdharsahu3663 17 күн бұрын
ସେବାୟତ ମାନଙ୍କ ଅହଙ୍କାର,ସେବା ଭାବ ର ଅଭାବ, ମୋବାଇଲ ଭକ୍ତି ର ଅଦମ୍ୟ ଲାଳସା,ମହାପ୍ରଭୁଙ୍କୁ ଗୌଣ ଓ ନିଜକୁ ଅଧିକା ଦେଖାଇବା ଦ୍ବାରା ଏହା ଘଟିତ ହେଲା,ବୟୋଜ୍ୟେଷ୍ଠ ସେବାୟତ କାହିଁକି ନ ଥିଲେ
@ashokrath548
@ashokrath548 13 күн бұрын
I agree with your assessment Ashok Rath
@swarajkumarbej3768
@swarajkumarbej3768 17 күн бұрын
ସାର୍ ! ଓଡିଶାର ବିଭିନ୍ନ ସମସ୍ୟା ମଧ୍ଯ ରହିଛି।ଏହି ଯେପରି ଗତକାଲି ଜେ ଟି ଏସ୍ ଆଶାୟୀମାନେ ଆନ୍ଦୋଳନ କରୁଥିଲେ।ସେ ବିଷୟରେ ଥରେ ଗୋଟିଏ ଏପିସୋଡ ବନାନ୍ତୁ ନା।
@gajendranathjena356
@gajendranathjena356 17 күн бұрын
ନବିନସରକାର କେବଳ ଦଳ ଓ ନିଜ ସ୍ୱାର୍ଥଛଡା ଅନ୍ୟକିଛି ଚିନ୍ତା କରିନାହିଁ ନବିନ ବିଜେଡି ସରକାର ଦୋଷିକୁ ନିଜର କରିବା ଏବଂ ବିନା ଦୋଷିକୁ ଧମକ ଦେବା ଜନତାଙ୍କ ଭାବାବେଗକୁ ସମ୍ମାନ ଦିଏନି କେବେ ପ୍ରତେକ କଥାକୁ ଦେଖନ୍ତୁ ରତ୍ନଭଣ୍ଡାରକଥା ହେଉ ସରପଞ୍ଚମାନଙ୍କ ଧାରଣା ହେଉ କି ମାଷ୍ଟର ମାନଙ୍କ ଆଶାକର୍ମି ଅଙ୍ଗନୱାଡି ହେଉକି ଚାଷି କୃଷି ସମସ୍ତ ବିଷୟରେ କେବେ ଶୁଣେନାହିଁ ନବିନ ସରକାର ଜାଣିଶୁଣି ବେଖାତିରି କରିଆସିଛି ମତପର୍ବି ସରକାର ବିଜେଡି ସରକାର😂😅😮🎉
@laxmidharapanda6086
@laxmidharapanda6086 17 күн бұрын
ସାର, ଜଗନ୍ନାଥଙ୍କ ପ୍ରତି ବିଶେଷ ଅନୁରକ୍ତି ଓ ଭକ୍ତି ଭାବରୁ ଆପଣଙ୍କ ଆକଳନ ମିଥ୍ୟାହେଉ ବୋଲି ପ୍ରଭୁଙ୍କୁ ଗୁହାରୀ କରୁଛନ୍ତି ! କିନ୍ତୁ ମୋର ଆକଳନ ଅନୁସାରେ ଆପଣଙ୍କ ଆକଳନ 100%ସତ୍ୟ ସାବିତ ହେବାକୁ ଯାଉଛି !
@BabitaMishra-yx2hr
@BabitaMishra-yx2hr 17 күн бұрын
କାହିଁକି ଖ୍ୟମା , ଦଣ୍ଡ ଦରକାର ।
@jskdeuli8413
@jskdeuli8413 13 күн бұрын
ଆପଣ ନିଜେ ନିଜକୁ ବହୁତ ଜ୍ଞାନି ଭାବୁଛ । ଆପଣମାନଙ୍କ ପରି କିଛି ମିଡ଼ିଆ ବାଲାଙ୍କ ପାଇଁ........... ।
@saratmishra7100
@saratmishra7100 15 күн бұрын
Jay Jagannath.
@babitapattanayak1753
@babitapattanayak1753 11 күн бұрын
କଥା ରେ ସଚୋଟତା ଓ ନିର୍ଭିକତା ନାହିଁ, ଏକ ତରଫା ବା ଗୋଟିଏ ଦଳ ର ପ୍ରଂଶସା ହିଁ ଶୁଣିବାକୁ ମିଳୁଛି
@anupamamishra9496
@anupamamishra9496 17 күн бұрын
Thik kahile umesh babu
@AshokPanda-qt4qn
@AshokPanda-qt4qn 17 күн бұрын
Sir Jai Jaganath 🙏
@AshokPanda-qt4qn
@AshokPanda-qt4qn 17 күн бұрын
Aha Cheta Bani Ama Jagannath Premi Manku.
@AshokPanda-qt4qn
@AshokPanda-qt4qn 17 күн бұрын
Sambalpui SareeDela Jiba pain Darlage Sir
@AshokPanda-qt4qn
@AshokPanda-qt4qn 17 күн бұрын
Apankar mata re Ame100%
@AshokPanda-qt4qn
@AshokPanda-qt4qn 17 күн бұрын
Sata Jai Bada Thakur 🙏
@sukumarrana9091
@sukumarrana9091 17 күн бұрын
ନିଛକ ସତକଥା କହିଲେ । ଧନ୍ୟବାଦ୍ ।
@hrusikeshpradhan3840
@hrusikeshpradhan3840 9 күн бұрын
ମହାଶୟ, ଏକଦମ ସତ୍ଯ କଥା ।🌳🏝️🌲
@durgaduttakanungo1528
@durgaduttakanungo1528 17 күн бұрын
Nabin Babu , congrats ,your analysis on this topic is hundred percent perfect....and purely justified Thanks a lot for your dedication to bring out the truth behind this topic...BUT.....?
@niranjanmohapatra7219
@niranjanmohapatra7219 17 күн бұрын
ଯାହା ମନେ ହୁଏ ପୂର୍ବ ସରକାରଙ୍କ ଦ୍ଵାରା ପରିଚାଳିତ କିଛି ସେବାୟତ ଥିବାରୁ ସେମାନଙ୍କ ମଧ୍ୟରେ ଟାଳଟୁଳ ନୀତି ଯୋଗୁଁ ଏପରି ଅଘଟଣ ଘଟିଥାଇପାରେ ...
@kshyamanidhinayak3095
@kshyamanidhinayak3095 17 күн бұрын
ଜୟ ଶ୍ରୀ ଜଗନ୍ନାଥ
@piyushrajkumar15
@piyushrajkumar15 16 күн бұрын
ନବକଳେବର ଯେବେଠାରୁ ହେଲାଣି ସେହି ଦିନରୁ ଜଗନ୍ନାଥ ଶ୍ରୀ ମନ୍ଦିର ଛାଡି ଚାଲି ଯାଇଛନ୍ତି. ଏବଂ ସେବାୟତ ସେହି ଦିନରୁ ଏତେ ଉଦ୍ଧତ ହେଇଛନ୍ତି ଯେ ଭକ୍ତ ଶ୍ରୀ ମନ୍ଦିର ଯିବା ପାଇଁ ଦଶ ଥର ଭାବିବାକୁ ପଡୁଛି.
@sushantkumarbhol758
@sushantkumarbhol758 17 күн бұрын
ଠିକ୍ ଏହି ପରିସ୍ଥିତି ଯଦି ପୂର୍ବ ବର୍ଷ ହୋଇଥାନ୍ତା ଆପଣଙ୍କ ସ୍ୱର ଆଉକିଛି କହିଥାନ୍ତା । ସାମ୍ବାଦିକ ସତ୍ୟ ବାବୁ ମନୋରଞ୍ଜନ ବାବୁ ଦଳୀୟ ନେତାଙ୍କ ପାଇଁ ସାମ୍ବାଦିକତା କରି ପରିଣାମ ତୁମର ନହେଉ ।
@chaitanyakumbhakar7634
@chaitanyakumbhakar7634 17 күн бұрын
Sir ଆପଣ ଜଉ ଧାରଣ ଦେଉଛନ୍ତି ତାହା ଆଉ କୋଉଠୁ ମିଳିବନାହିଁ।thanks
@jayhind6187
@jayhind6187 13 күн бұрын
ଆପଣଙ୍କ ଆକଳନ ମିଥ୍ୟା ହେଇ ନ ପାରେ ସାର ସମସ୍ତଙ୍କର ସନ୍ଦେହ ବି ସେଇଆ । ଚାବି କୁଆଡେ ଗଲା ତା ର CBI ତଦନ୍ତ କରାଯାଉ ରତ୍ନ ଭଣ୍ଡାର ଗଣତି ମଣତି କରାଯାଇ ୧୯୭୮ ମସିହାରେ କରାଯାଇ ଥିବା ତାଲିକା ସହ ମେଳ କରାଯାଉ । ଜୟ ଜଗନ୍ନାଥ ସ୍ବାମୀ 🙏
@user-dl5mo1gi7s
@user-dl5mo1gi7s 17 күн бұрын
God bles you.take care
@geetaranisamal6638
@geetaranisamal6638 17 күн бұрын
ହଁ ଆଜ୍ଞା, ପୁରା ନାଟୁଆ ନବୀନ
@mr.A2320
@mr.A2320 17 күн бұрын
Tu mg kn
@haraprasadmahanta4657
@haraprasadmahanta4657 16 күн бұрын
❤ ରତ୍ନ ଭଣ୍ଡାର ଭିତରେ କିଛି ନାହିଁ ବୋଧହୁଏ କିଛି ଏବେବି ଷଡ଼ଯନ୍ତ୍ର ଚାଲିଛି
@deepakkumarsahoo5544
@deepakkumarsahoo5544 17 күн бұрын
ଓଡ଼ିଆ ଜାତିର ପ୍ରାଣନାଥ ବଡ଼ ଠାକୁରଙ୍କୁ ତଳେ ପକାଇ ଦିଆଗଲା, ତୁମକୁ ସଦବୁଦ୍ଧି ଦିଅନ୍ତୁ ପ୍ରଭୁ ଜଗନ୍ନାଥ
@bapimishra-sv4oz
@bapimishra-sv4oz 11 күн бұрын
Jai.shree jagannath 🙏
@manojkumarsaint7803
@manojkumarsaint7803 17 күн бұрын
Jay Shree Jagannath ❤❤❤
@santoshmallick1955
@santoshmallick1955 14 күн бұрын
ବ୍ୟବହାର ଦେବା ଜାଣିନଥିବା ବ୍ୟକ୍ତି ବା ଦଳ ବ୍ୟବହାର ପାଇଲେ, ତାର ମୂଲ୍ୟ କଣ ବୁଝିବେ, ମୂର୍ଖଙ୍କ ଭଲ ବ୍ୟବହାର ଦେଲେ ଫଳ ଓଲଟା ହୁଏ, କାରଣ ତାହାର ଯୋଗ୍ୟ ସେମାନେ ନୁହଁନ୍ତି,
@basantibalapanigrahi5289
@basantibalapanigrahi5289 16 күн бұрын
Nice presentation Bole bole dhaba
@gayadhargiri6258
@gayadhargiri6258 15 күн бұрын
Thank you for your analysis of BJD corption
@nabakishoresahoo5712
@nabakishoresahoo5712 15 күн бұрын
ନିଚ୍ଛକ ସତ୍ୟ ଆକଳନ ଓ ଅନୁଶୀଳନ l ଧନ୍ୟବାଦ
@jayadevdash4480
@jayadevdash4480 17 күн бұрын
2023 ରଥ ଯାତ୍ରା ରେ କିଛି ବ୍ୟତିକ୍ରମ ପାଇଁ ସରକାର ଙ୍କୁ ସମାଲୋଚନା କରୁଥିଲେ. ବଦଠାକୁର ଙ୍କୁ ଯାହା ବ୍ୟବହାର କରାଗଲା ଆପଣଙ୍କୁ ବହୁତ ଖୁସି ଲାଗୁଚି. ସମାଲୋଚନା କରିବାକୁ ଭୁଲିଗଲେ. ଆପଣକୁ ନିର୍ଥୀଷ୍ଟ party ର spockperson ହେବା ପାଇଁ ବୋଧହୁଏ ଏପରି ଆପଣଙ୍କ ପ୍ରତିଦିନ ନିକୃଷ୍ଟ analysis କରନ୍ତି.
@user-px1zf3mh8x
@user-px1zf3mh8x 17 күн бұрын
Right. Katha. Editor. Sir❤
@subhransudalai8360
@subhransudalai8360 12 күн бұрын
ଲୁଚେଇବାର କିଛି ନଥିଲା ସେ ଧର୍ମ କୁ ନେଇ ରାଜନୀତି କରୁନଥିଲେ ବିଜେପି ଧର୍ମ କୁ ନେଇ ରାଜନୀତି କରେ, ୪୫ବର୍ଷ ହେବ ଖୋଲି ନଥିଲା ଭଣ୍ଡାର ଆଉ ଲୁଚେଇବେ କଣ? ଅଯୋଧ୍ୟା ରୁ ସଫା ହରିଦ୍ଵାର ରୁ ବି ସଫା ଠିକାଦାରୀ ଶେଷ ଅବସ୍ଥା କୁ ଆସିଲାଣି
@pramodbehera607
@pramodbehera607 17 күн бұрын
ସାର 300 ୟୁନିଟ ବିଜୁଳି ସରକାର କେବେ ଦେବେ? ଏ ବିଷୟରେ ଟିକେ ଆଲୋଚନା କହିଲେ ଭଲହୁଅନ୍ତା,
@nbvlogs6405
@nbvlogs6405 17 күн бұрын
Pm suryaghar yojana re apply kara
@bimalasala
@bimalasala 17 күн бұрын
କାଳିଆ ଯୋଜନା ରେ ୫ ହଜାର କହି ୨ ହଜାର ଦେଲେ ନବୀନ ବାବୁ ସେ ବିଷୟ ରେ କୁହା ହବ
@ashispadhi3477
@ashispadhi3477 17 күн бұрын
300 unit naa pala daba
@Manoranjansahoo34680
@Manoranjansahoo34680 17 күн бұрын
ବଡଭାଇ, ତମକୁ କଣ କହି ସନ୍ତୁଷ୍ଟ କରିବି ଜାଣିପାରୁନି, ହେଲେ ଏପରି ଏକ ସ୍ପର୍ଶକାତର ବିଷୟରେ ଆଲୋଚନା ହେଉଥିବା ବେଳେ ତମମୁଣ୍ଡରେ 300 ୟୁନିଟ ବିଜୁଳି ଫ୍ରି କଥା ଆସୁଛି କିପରି? ତାର ଅର୍ଥ ତମେ ଗତକାଲିର ବିଷୟରେ କିଛି ଶୁଣିବାକୁ ଚାହୁଁନ, ଠିକ ଅଛି ଏ 300 ୟୁନିଟ ଫ୍ରି ବିଜୁଳି ଦେବାପାଇଁ ତମକୁ କିଏ କହିଥିଲା? ଯଦିବି କହିଥିଲା ତାହା କିପରି 300 ୟୁନିଟ ଫ୍ରି ହେବ ତାକୁ ତମେ ସମ୍ପୂର୍ଣ୍ଣ ଶୁଣିନାହଁ, କୌଣସି କଥାକୁ ପୁରା ନଶୁଣି ତାର ନିର୍ଯ୍ୟାସ ବାହାରକରିବା ଅତ୍ୟନ୍ତ ଅପ୍ରାସଙ୍ଗିକ ହୋଇଥାଏ, ମୋତେଲାଗୁଛି 300 ୟୁନିଟ ମାଗଣା ବିଜୁଳି ବୋଧହୁଏ ତମଉପରେ ଅଧିକ ପ୍ରଭାବ ପକାଇଛି, ଧନ୍ୟବାଦ
@niharikasahoo2632
@niharikasahoo2632 17 күн бұрын
Jai.Jagannath😊
@MuktikantaNayak-iw5rv
@MuktikantaNayak-iw5rv 17 күн бұрын
1978 re khola hoithila Ratna bhandar 36 nuhen 46 barsa purbaru...
@jayakrushnabhanja8993
@jayakrushnabhanja8993 15 күн бұрын
Very right
@geetaranisamal6638
@geetaranisamal6638 17 күн бұрын
ନିଶ୍ଚିତ କିଛି କାରଣ ଅଛି। ନହେଲେ ନବୀନ ସରକାର କାହିଁକି ଖୋଲି ନଥାନ୍ତେ??
@FudanHandah
@FudanHandah 15 күн бұрын
Bahutbodhiya,Gumurakathaku,Upasthanakarithibaru,dhanyabadsahitakati,katinamoskar❤🎉
@jchoudhury274
@jchoudhury274 17 күн бұрын
ଜୟ ଜଗନ୍ନାଥ ବହୁତ୍ ଦୁଃଖଡ ଘଟଣା ସେବାୟତ ଙ୍କ ଖାମ ଖିଆଲ୍ ମନ ବୃତ୍ତି ପାଇଁ ସେବାୟତ ମାନେ ବାରମ୍ ବlର୍ ଭୁଲ୍ କରୁଛନ୍ତି ଜୟ ଜଗନ୍ନାଥ
@user-um7gb1ol1z
@user-um7gb1ol1z 17 күн бұрын
Statement of Sjt Nabin Das,Nirbhaya Gumar Katha is justified .Please continue your voice raising that is keeping impact upon people moving towards positive change in society. Ganeswar Rout.
@MadhabBhola-oo9ud
@MadhabBhola-oo9ud 17 күн бұрын
Jai jagannath
@jayalaxmi5517
@jayalaxmi5517 17 күн бұрын
ଅପେକ୍ଷା ରହିଲା ରତ୍ନ ଭଣ୍ଡାର ର ଖୋଲିବା ସମୟକୁ,ଆଶା କରିବାକୁ ପଡିବ ଯେ ସବୁ କିଛି ରତ୍ନ ଠିକ୍ ଗଣତିର ଥାଉ ବାକି ସବୁ ଭଗବାନଙ୍କ ଉପରେ ବିଶ୍ବାସ ଓ ଭରସା, ଜୟ ଜଗନ୍ନାଥ 🙏
@chittaranjansamal8853
@chittaranjansamal8853 17 күн бұрын
Nice program sir ❤
@pravasinimall8488
@pravasinimall8488 8 күн бұрын
ସେହି ବଡ଼ଠାକୁର ହି ବିଚାର କରିବେ ଜୟ ଜଗନ୍ନାଥ।
@trilochanpatnaik6321
@trilochanpatnaik6321 17 күн бұрын
ଏଥର ବଡ ଠାକୁର ଙ୍କ ଠାରେ ଯାହା ଘଟିଲା ଚାର ମାଳ ଉପରେ ସେଥି ପାଇଁ ଦଇତା ପତି ସେବାୟତ ମାନେ ସମ୍ପୂର୍ଣ୍ଣ ଭାବେ ଦାୟୀ। ପ୍ରଭୁ ଏହାର ଶାସ୍ତି ନିଶ୍ଚୟ ଦେବେ। ଏପରି କେବେ ମୁଁ ଦେଖି ନ ଥିଲି ଗତ ଅଶୀ ବର୍ଷ ଭିତରେ। ଏ ଦୃଶ୍ୟ ଦେଖିଲେ ଆଖିରୁ ଆପେ ଆପେ ଲୁହ ଆସି ଯାଉଛି।
@adwaitakumar2320
@adwaitakumar2320 3 күн бұрын
Right katha
@pratappradhan9565
@pratappradhan9565 17 күн бұрын
Sir good
@alokpahi455
@alokpahi455 17 күн бұрын
Right ❤
@kalandicharandiwedi4641
@kalandicharandiwedi4641 11 күн бұрын
BahutSundarkatha
@niladripradhan1527
@niladripradhan1527 17 күн бұрын
ମାୟା ମରୀଚିକା ମଧ୍ୟରେ ନିର୍ଭୟ ଗୁମର କଥା ଗଙ୍ଗାର ପ୍ଲାବନ ଧାରା ପରି. ନରମ ଲୁହକୁ ବିଲେଇ ଯେପର କାମୁଡେ଼, ଯେଇଁଠି ଆଇନ କାର୍ଯ୍ୟ କରି ସଂସ୍ଥା ଦୁର୍ବଳ ଓ ଚାମଚଗିରି ରେ ଲିପ୍ତ ସେଠାରେ ଦୁରାଚାରି ମାନଙ୍କର ଆଧିପତ୍ୟ ପ୍ରବଳ ରୁ ପ୍ରବଳ. ଏଠି ଜଣ ମାନସର ଭାଵା ବେଗ ସହିତ ଖେଳାଯିବ, ବଡ ଠାକୁରଂକୟ ରଥ ଉପରେ ଦୃବ୍ୟବହାର କରାଯିବ, ଠାକୁରଙ୍କୁ ଦିନ ଦିନ ଧରି ଉପବାସ ମଧ୍ୟ ରଖାଯିବ. ଆଉ ସବୁଠୁ ଦୃଭାଗ୍ୟ ର କଥା କେତେକ ବୈଦୁତିକ ଗଣମାଧ୍ୟମ ଏହାକୁ ଛୋଟ ମୋଟ ଘଟଣା କହି ସରକାରଙ୍କ ଆସ୍ଥାଭାଜନ ହେବ ଠାରୁ ପରିତାପର ବିଷୟ କଣ ହୋଇପାରେ?
@ashoksamal7683
@ashoksamal7683 17 күн бұрын
ଆପଣ ବିଜେପି ରେ ମନ୍ତ୍ରୀ ହେଇ ଯାଆନ୍ତୁ, ଆପଣ ମନୋରଞ୍ଜନ ମିଶ୍ର ଙ୍କ ଠାରୁ ଶିଖନ୍ତୁ, କେମିତି ନିରପେକ୍ଷ
@minakhipadhy5393
@minakhipadhy5393 17 күн бұрын
Mahaprabhu nishchay ae drohi mananku upajukta sasti debe, Jai jagannath 🙏🙏🙏🙏🙏
@Spysince95
@Spysince95 17 күн бұрын
ସାର୍..BJP ବାଲା କହୁଛନ୍ତି, ମଦ ବନ୍ଦ ଆମ ଏଜେଣ୍ଡl ରେ ନାହିଁ। ପ୍ଲିଜ୍ ଲୋକ ଲୋଚନକୁ ଆଣନ୍ତୁ
@chakradharsahoo3684
@chakradharsahoo3684 17 күн бұрын
Ratna bhandar issue is one important issue. Media should be very visilant on detective angle, Odisha people want s it.since government is playing for a long time.
@kalyankumarswain6153
@kalyankumarswain6153 17 күн бұрын
Naveen nka vul pain jagannath danda dele....semane ebe opposition re basileni ..apn jane vl sambadika or bislesaka... sarkar nku paramarsha diyantu rajya ra vikas pain
@DillipKumar-zv5mw
@DillipKumar-zv5mw 17 күн бұрын
ମହାଶୟ, ଆଜିର episode ବହୁତ୍ ଚମତ୍କାର ଥିଲା, ଗୁମର କଥା ଗୁଡିଏ କହିଦେଲେ, ହେଲେ ବାର ଅନୁସାରେ ଆପଣଙ୍କ shirt ଟି ସବୁଜ ହୋଇଥିଲେ ଆହୁରି ସୁନ୍ଦର ହୋଇଥାନ୍ତା
@SuramaDash-gz6yx
@SuramaDash-gz6yx 17 күн бұрын
ଯଦି ଭୁଲ ପ୍ରମାଣିତ ହେବା ପାଇଁ ଇଛା ତେବେ ଆଶଙ୍କାର ପ୍ରଶ୍ନ ଆସିଲା କେଉଁଠୁ?
@debarajsarangi8819
@debarajsarangi8819 17 күн бұрын
Right
@kedarbiswal4575
@kedarbiswal4575 16 күн бұрын
ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ - ଏହା ପ୍ରଶାସନିକ ବିଷୟ।ଏଥିରେ ଵିଚାର ଵିଭାଗୀୟ କର୍ତ୍ତୃପକ୍ଷଙ୍କର ଆବଶ୍ୟକତା କଣ ? ଯଦି ବିଳମ୍ବ ଦରକାର ତାହେଲେ ସେମାନଙ୍କର ଆବଶ୍ୟକତା ଅଛି। ରଘୁଵୀର, ଅରଜିତ କମିଶନ ର ଫଳ କ'ଣ ?
@bhubaneswarsamantaray7936
@bhubaneswarsamantaray7936 17 күн бұрын
Sata katha kahi Nabin Babu.ebama.dakyatPandu ra asali.muhaa.khololi deichhanti.😊
@prafullajena8787
@prafullajena8787 16 күн бұрын
Thank you Mr Nabin Dash for your daringness in bringing facts to pubic
НРАВИТСЯ ЭТОТ ФОРМАТ??
00:37
МЯТНАЯ ФАНТА
Рет қаралды 6 МЛН
Spot The Fake Animal For $10,000
00:40
MrBeast
Рет қаралды 159 МЛН
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 9 МЛН
🔵 Unveiling The Truth With Advocate Piku Patnaik || Kanak News
21:44
PALLI RU DELHI YATRA || A Journey || PRATAP SARANGI
10:59
aaksi utkal
Рет қаралды 260 М.