News Fuse 01 November 2024

  Рет қаралды 84,509

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 70
@143Susanta
@143Susanta Ай бұрын
ମତେ ବହୁତ ଦୁଃଖ ଲାଗୁଛି ଏମିତିକା ଦୁସ୍ୟ ଦେଖି ଆମର ଏତେ ଭକ୍ତି ଯେ ଏମାନଙ୍କୁ ଟିକେ ଭଲରେ ଭଷାଣି କରିବା ଦୂର କଥା ହେଲେ ତାଙ୍କୁ ଏତେ ଅପମାନ କରନ୍ତୁନି 🙏🏿🙏🏿🙏🏿 ଅନୁରୋଧ କରୁଛି ଜୟ ଜଗନ୍ନାଥ ଆଙ୍କୁ ଟିକେ ବୁଦ୍ଧି ଦିଅନ୍ତୁ ପ୍ରଭୁ 🙏🏿🙏🏿🙏🏿
@dhanubehera5177
@dhanubehera5177 Ай бұрын
ବିସର୍ଜନ ପଦ୍ଧତି ପ୍ରତି ଧ୍ୟାନ ଦିଅନ୍ତୁ ସବୁ ପୂଜା କମିଟି ବୃନ୍ଦ ❤ ଧନ୍ୟବାଦ ❤
@SanchitRanjan-u2d
@SanchitRanjan-u2d Ай бұрын
Eita comedy ra bisaya nuhe .... narana bhai ku bi serious heba darkar
@Manas_panigrahi
@Manas_panigrahi Ай бұрын
ଠାକୁରଙ୍କ ପ୍ରତି ଥିବା ଭକ୍ତି ଭାବ ଦେଖି ମୋ ଖୁସିର ସିମା ନାହିଁ। ଯାହା ହେଉ ଆମ ହିନ୍ଦୁ ମାନଙ୍କର କି ଭକ୍ତି ଓଃ ପୁରା ପ୍ରମାଣ ଦେଉଛନ୍ତି ଆଉ...
@JimutbahanKand
@JimutbahanKand Ай бұрын
ବହୁତ୍ ବଢିଆ ଲାଗୁଛି
@krishnaprasadrath
@krishnaprasadrath Ай бұрын
Badhiya episode 🙏 Jai ♥️🇮🇳🔥 Hind 🙏
@bishnupatibehera8025
@bishnupatibehera8025 Ай бұрын
ବାରମ୍ବାର ନାରାୟଣ ଶବ୍ଦକୁ ବେବହାର କରାଯାଉଛି କଣ ପାଇଁ ୟା ର ଉତ୍ତର ଆଗାମୀ ଅଧ୍ୟାୟ ରେ ଦେବା ପାଇଁ ଅନୁରୋଧ
@krishnanaikbrothers6459
@krishnanaikbrothers6459 Ай бұрын
My favorite news fews sir Jay Jagannath 🙏
@soumyaranjanbarik4734
@soumyaranjanbarik4734 Ай бұрын
ପୂଜା କମିଟି ଯେପରି ସସମ୍ମାନେ ମୂର୍ତ୍ତୀ ଗୁଡିକ ମଣ୍ଡପକୁ ଆଣୁଛନ୍ତି ସେହିପରି ସମ୍ମାନର ସହ ବିସର୍ଜନ କରିବା ଉଚିତ୍
@manjupravamishra8000
@manjupravamishra8000 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@sureshmajhimunna6585
@sureshmajhimunna6585 Ай бұрын
ପୂଜା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଥିବା ପୂଜା କମିଟି ପକ୍ଷରେ କେନ୍ନ ମାଧ୍ୟମରେ ଭଗବାନ ଙ୍କୁ ବିସୋଜନ କରାଯାଉ,,ଜୟ ଜଗନ୍ନାଥ 🙏🙏🙏
@geetanjaliacharya6079
@geetanjaliacharya6079 Ай бұрын
God bless you to your family sir 🙏
@sudhansukumarbal3419
@sudhansukumarbal3419 Ай бұрын
Many many thanks
@bobbyswain8559
@bobbyswain8559 Ай бұрын
ଦେବା ଦେବୀ ମାନେ ଏମିତି ମେଲାଣି ଦେଖିଲେ ଆଗ ଥରକୁ ସେମାନେ ଆଉ ଆସିବାକୁ ଇଛା ତ କରିବେନି ବରଂ କହିବେ ମୂର୍ଖ ମାନବ ଆମକୁ ଆଉ ପୂଜା କରନା କି ଏତେ କଲବଲ କରନା,ତମ ବାଟରେ ତମେ ରୁହ ଆମ ବାଟରେ ଅଛୁ। ଏସବୁ ଦେଖି ହେଉନି ଆଜ୍ଞା,ଏତିକି କହିବି ଯେଉଁମାନେ ବି ଅନୁଷ୍ଠାନ କରି ପୂଜା କରୁଛନ୍ତି ,ସମସ୍ତ ଙ୍କୁ ଅନୁରୋଧ ଈଶ୍ବର ଙ୍କୁ ସମ୍ମାନର ସହ ସ୍ବାଗତ କରନ୍ତୁ ଭକ୍ତି ଓ ସମ୍ମାନ ର ସହ ପୂଜା କରନ୍ତୁ ଆଉ ସମ୍ମାନର ସହ ମେଲାଣି ଦିଅନ୍ତୁ। 🙏 pls.
@soumyaranjanbarik4734
@soumyaranjanbarik4734 Ай бұрын
ଯାତ୍ରା ଷ୍ଟେଜ୍ ସବୁବେଳେ ହଟ୍ ଆଇଟମ୍ ଡ୍ୟାନ୍ସ ଦେଖିବାରେ ଅଭ୍ୟସ୍ତ ତେଣୁ ଏ ଶାଳୀନତାପୂର୍ଣ ନାଚ ପସନ୍ଦ ହେଲାନି ଏଥିପାଇଁ ଷ୍ଟେଜ୍ ଭାଙ୍ଗିଲା
@kshyamanidhimahakur3521
@kshyamanidhimahakur3521 28 күн бұрын
Super
@143Susanta
@143Susanta Ай бұрын
ଏଇ ଯାତ୍ରା ମଞ୍ଚକୁ ଯିଏ ସଜେଇଛି ତାକୁ ଆଗ ରାଷ୍ଟ୍ରପତି ତତ୍କାଳ ପୁରସ୍କାର ଦବା କଥା 😂🤣😂 ଧନ୍ୟ କାହାର କିଛି ହେଇନି ଜୟ ଜଗନ୍ନାଥ 🙏🏿🙏🏿🙏🏿
@mkgvolgar
@mkgvolgar Ай бұрын
ନବୀନ ରାଜ୍ୟରେ ଚାଉଲ ଦୁର୍ନୀତି ଶୁଣିଥିଲି ହେଲେ ବର୍ଷେ ନ ଯାଉ ଯାଉ ମୋହନ ରାଜ୍ୟରେ ବି ଦୁର୍ନୀତି କି ରାଜନୀତି ବାପା 🤪
@143Susanta
@143Susanta Ай бұрын
ଭାଇ ସବୁ ଆଜି ସଫା କରିଦେବେ ଆଜି ଯୋଉ ଭଳିଆ ରେନିକଟ ଆଉ ହେଲମେଟ ପିନ୍ଧିଛନ୍ତି ମତେ ଲାଗୁଛି ଭାଇ ଆଜି ସବୁ ସଫା କରିଦେବେ ଆଉ ପୁରସ୍କାର ପାଇବେ ବୋଧେ
@soumyaranjanbarik4734
@soumyaranjanbarik4734 Ай бұрын
ଏ ଗାଡିର ଫିଟନେସ ଦେଖିଲେ ଲାଗୁଚି ଏହା 1900 ମସିହା ଗାଡି ହୋଇଥିବ
@soumyaranjanbarik4734
@soumyaranjanbarik4734 Ай бұрын
ଭାଇ ଯେପରି ଶିଉଳି ସଫାକରୁଛନ୍ତି ମାର୍ଗଶୀର ମାସରେ ମା ଲକ୍ଷ୍ମୀ ଆଗ ତାଙ୍କ ଘରକୁ ଯିବେ
@HarekrushnaSwain-l9t
@HarekrushnaSwain-l9t Ай бұрын
ପଶାସନ ଏହା ପ୍ରତି କାର୍ଯ୍ୟ ଅନୁଷ୍ଠାନ ନବା ଦରକାର
@RajeshKumar-vm9lx
@RajeshKumar-vm9lx Ай бұрын
Right
@romanchaldharua1778
@romanchaldharua1778 Ай бұрын
Emiti visarjan lajja
@akashonlineeducation7447
@akashonlineeducation7447 Ай бұрын
ଓଃ କି ଭକ୍ତି, ଏମିତି କରୁଛନ୍ତି ଯଦି ଭଲ ହେବ ପୂଜା କରନ୍ତୁ ନାହିଁ।
@Sunadharsaunta
@Sunadharsaunta Ай бұрын
Sabu area re dillor Bala semiti amo koraput to besi
@jagannathmaharana1414
@jagannathmaharana1414 Ай бұрын
କେବଳ ଜଣେ ଡିଲର ଙ୍କ ଓଜନ ମେସିନ ର ଏ ଅବସ୍ଥା ନୁହେଁ ରେ ନାରଣ ସାରା ଓଡ଼ିଶା ର ଡିଲର ମାନଙ୍କ ର ଓଜନ ମେସିନ ର ସମାନ ଅବସ୍ଥା ତତ୍ ସଙ୍ଗେସଙ୍ଗେ ପ୍ରତ୍ୟେକ ଦୋକାନ ରେ ଥିବା ଓଜନ ମେସିନ ର ବି ସମଦଶା କାରଣ ବେପାରୀ ଓ ସରକାରୀ ମାପ ଓଜନ ତନଖି ବିଭାଗ ବାବୁ ମାନଙ୍କ ର ମଧୁ ଚନ୍ଦ୍ରିକା ର ୟେ ଗୋଟିଏ ନମୁନା ମାତ୍ର। ଦଣ୍ଡିମରା ନବୀନା ତ ଗଲେ , ଦେଖିବାକୁ ବାକି ରହିଲା ଆମ ମୋହନା ଙ୍କ ନାଁ ରେ ଏ ଦଣ୍ଡିମରା ଉପାଧି ଟା ଲାଗୁଛି କି ନାହିଁ ??
@AbhinaPatra-i7y
@AbhinaPatra-i7y Ай бұрын
Sara odisha nka katha kuhantuni all r not same bro
@Manas_panigrahi
@Manas_panigrahi Ай бұрын
ଶିଉଳି ସଫା କରୁଥିବା ଲୋକ ଆମ ଏରିଆର 😂😂 ନାରୀଙ୍କୁ ନାରାୟଣ ଡରିଛନ୍ତି ଆମେ ତ ସାଧାରଣ ମାନବ ଏଥିରୁ ଅନୁମାନ କରନ୍ତୁ ମୁଁ କ'ଣ କହିବା ପାଇଁ ଚେଷ୍ଟା କଲି।
@143Susanta
@143Susanta Ай бұрын
ଡିଲର ଵାଲା କେବେବି ସୁଧୁରିବେନି ଏମିତିକା କରି କଣ ନର୍କ କୁ ଯିବା ପାଇଁ ଚାହୁଁଛ ଓଜନରେ ବି ଠକୁଛ କେବେବି ଧର୍ମ ସହିବନି ତମକୁ 😂🤣😂
@soumyaranjanbarik4734
@soumyaranjanbarik4734 Ай бұрын
ଅଫିସ୍ ରେ ଅଣ୍ଡା ମାଡ କରାଯାଇନି ଭୋଜିପାଇଁ ଆସିଥିଲା ବୋଧେ ଗୋଡଖସିଯିବାରୁ ଏପରି ଅବସ୍ତା ନାରଣ ଭୁଲ୍ ବୁଝୁଚି
@santoshjena450
@santoshjena450 Ай бұрын
Puja committee bhai nku anurodh 🙏 jadi thakur bisarjan kariba byabastha (water body) nahin ba bisarjan kariba jani nahanti dayakari puja karantu nahin ebnga ama thakur nka epari apaman karantu nahin🙏
@basantinayak1660
@basantinayak1660 Ай бұрын
Dealer mane sabu emiti Dandi palla re thakuchhanti, tenu new dandi pala use karajiba utchit
@balarammallick9372
@balarammallick9372 Ай бұрын
50 କିଲରେ ଦୁଇକିଲ ସାରା ଓଡ଼ିଶାରେ ମାରୁଛନ୍ତି
@sushantakumardas3807
@sushantakumardas3807 Ай бұрын
ଭାରି ଦୁଖ ଲାଗିଲା ବୋେଧ ଦଶ ଭୋଗିବେ
@SKGAMING99575
@SKGAMING99575 Ай бұрын
Odisha Sara dilar sabu seia.
@monalisapradhan3788
@monalisapradhan3788 Ай бұрын
Narana bhai aita thakura nka melani chalichi na murti bhanga. Padhati mu janiparuni 🤔 daya kari amt karantuni 🙏
@Manas_panigrahi
@Manas_panigrahi Ай бұрын
ମଞ୍ଚ ସଜାଡ଼ି ଥିବା ଲୋକ ବୋଧହୁଏ bjd ଦଳର ଆଉ ନାଚୁଥିବା ଲୋକ ବିରୋଧୀ !!😅😅
@hiranyakalarHiranya
@hiranyakalarHiranya Ай бұрын
Super dance
@Nehru-meher
@Nehru-meher Ай бұрын
ମନରେ ଜଦି ଭକ୍ତି ନାହିଁ ତାହେଲେ ମନୋରଞ୍ଜନ ପାଇଁ ପୁଜା ର ପ୍ରହସନ କରନ୍ତୁ ନାହିଁ,
@Alekhaprusty-uj8tp
@Alekhaprusty-uj8tp Ай бұрын
ଟିପ ଦେଲୁ 30kg ଚାଉଳ ପାଇଲୁ ,26kg
@143Susanta
@143Susanta Ай бұрын
ଯାହା ହଉ କବାଟର ଆଜି ଯୋଉ ଭଳିଆ ଭାଗ୍ୟ ଆଉ କାହାର ହେବନି କାରଣ ଏଠି ଯୋଉ ଭଳିଆ ଅଣ୍ଡା ଆମ୍ବଲେଟ ହେଇଛି ଗରିବ ଲୋକଙ୍କୁ ଦେଇଥିଲେ ତାଙ୍କର ମାସକ ଖାଇବା ପିଇବା ହେଇଯାଇଥାନ୍ତା
@SubhaLaxmimohanty-jh7pv
@SubhaLaxmimohanty-jh7pv Ай бұрын
ଧର୍ମ ସହିବ ନାହିଁ ଭୋଗିବ ଧମଛଡା
@laxmidharjena8035
@laxmidharjena8035 Ай бұрын
IT IS HAPPENED ACCORDINGLY MANU SAHIN TA.
@soumyaranjanbarik4734
@soumyaranjanbarik4734 Ай бұрын
ପୂର୍ବ ସରକାର ସମୟରେ ମିଲର୍ ମାନେ ଓଜନରେ ଠକାମୀ କରନ୍ତି ହେଲେ ଏଇ ନୂଆ ସରକାର ରେ ମିଲର୍ ମାନେ ଠକୁଛନ୍ତି
@puspanjalipradhan3336
@puspanjalipradhan3336 Ай бұрын
କିଛି ବି ଠିକ୍ ହେଉ ନାହିଁ
@kedarkumar7570
@kedarkumar7570 Ай бұрын
Dillar bhai ku gudai mada darkar
@goutamrana6982
@goutamrana6982 Ай бұрын
Masa dhua chaduchi
@skgenlightenment9225
@skgenlightenment9225 Ай бұрын
Jala pradusana karucha bhagaban naa re .bhagaban manisa dehare ruhanti murti dehare nuhe .loka seba kara asirbada paiba
@Pxjgffchhn
@Pxjgffchhn Ай бұрын
ତୁମ ହିନ୍ଦୁ ଗୁଣ ତ ସେୟା ଏଟା ପୂଜା
@kantilatabohidar677
@kantilatabohidar677 Ай бұрын
😅
@hometventertain
@hometventertain Ай бұрын
Jau police station re cctv kama karuni jadi naxalite 2-4 ta bomb pakeiki jibe kichi jana padibani ei bhali😂😂
@kailashbhoi7499
@kailashbhoi7499 Ай бұрын
Marana kale biparita budhi
@PriyankaSingh-bl3kb
@PriyankaSingh-bl3kb Ай бұрын
😭😭😭😁😁😁🙏🙏🙏👍👍👍🤔
@bindasboybitubrokenheart1189
@bindasboybitubrokenheart1189 Ай бұрын
Jatra mancha khojuchi sahoo Bhauja nahala nisa Maharana tuma sanskrutika karjaya karma karucha sia bhangi jibani
@jilani449
@jilani449 Ай бұрын
Ghor apoman thakuroro Please don't do this
@bindasboybitubrokenheart1189
@bindasboybitubrokenheart1189 Ай бұрын
Ara narana tu jani nahuki Bahaghra para badi muha poda boli sevali gota bhabi daba kan gota
@arunsaibabacateringservice9693
@arunsaibabacateringservice9693 Ай бұрын
Sabu Dilar karuchanti au aga bjd thla au ebe bjp chalichi re bi Semiti au jau sarakara asile bi Dilar karibara gote khusi au
@pareshkumarsutar9464
@pareshkumarsutar9464 Ай бұрын
Mara magiaku
@hi-yx8fc
@hi-yx8fc 19 күн бұрын
Sethi payee odisha re varsh ku 3 thara batya heuchhi odisha re
@hi-yx8fc
@hi-yx8fc 19 күн бұрын
Rakshasha sale
News Fuse 18 Oct 2024
21:06
OTV
Рет қаралды 101 М.
УДИВИЛ ВСЕХ СВОИМ УХОДОМ!😳 #shorts
00:49
Chain Game Strong ⛓️
00:21
Anwar Jibawi
Рет қаралды 34 МЛН
黑天使被操控了#short #angel #clown
00:40
Super Beauty team
Рет қаралды 55 МЛН
News Fuse 29 JULY 2024
22:09
OTV
Рет қаралды 113 М.
News Fuse 20 SEPT 2024
18:57
OTV
Рет қаралды 621 М.
News Fuse | Narana visits Cuttack Bali Yatra 2023
8:44
OTV News English
Рет қаралды 470 М.
News Fuse 22 JULY 2024
21:12
OTV
Рет қаралды 330 М.
News Fuse 06 DEC 2024
20:33
OTV
Рет қаралды 43 М.
УДИВИЛ ВСЕХ СВОИМ УХОДОМ!😳 #shorts
00:49