Dharmendra Pradhan Speech In Bhubaneswar : ଓଡିଶାବାସୀଙ୍କ ପାଇଁ କହିଲେ ବଡ଼ କଥା | CM Mohan Majhi

  Рет қаралды 304,319

News18 Odia

News18 Odia

Күн бұрын

Пікірлер: 378
@abhayakumarparida2561
@abhayakumarparida2561 4 ай бұрын
ନିର୍ବାଚନ ସରି ଯାଇଛି।ଆଉ ଭାଷଣ କୁ ପାଥେୟ ନ କରି ଅନ୍ୟାୟ ଭ୍ରଷ୍ଟାଚାର ବିରୁଦ୍ଧ ରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଓଡ଼ିଶାର ଜନସାଧାରଣ ତାହା ହିଁ ଆଶା କରନ୍ତି।ବନ୍ଦେ ଉତ୍କଳ ଜନନୀ।
@SwikrutiMishra-u7z
@SwikrutiMishra-u7z 2 ай бұрын
Np Page😅😅 updated o P
@SwikrutiMishra-u7z
@SwikrutiMishra-u7z 2 ай бұрын
Np Page😅😅 updated o P
@AkshyaKaran
@AkshyaKaran 4 ай бұрын
ବନ୍ଧୁ ଆପଣ କହି ଥିଲେ ଓଡ଼ିଶା ସରକାର ବିଜେପି ଗଠନ କଲେ ବୃଦ୍ଧ, ବୃଦ୍ଧା ଭତା 3000/ କେବେ କରି ବେ,
@kunu1213
@kunu1213 4 ай бұрын
Bhata pain capacity nahin tankara 😢
@AshokPanda-qt4qn
@AshokPanda-qt4qn 4 ай бұрын
Amara Asa Nishyaadijee Sunibe Ame Ahi Arthika Sahajaya ra Apekhyare 100.pare Asa puran hoepare
@kunu1213
@kunu1213 4 ай бұрын
@@AshokPanda-qt4qn 2029 election's thiba au 1 months aagru 3000 kariba election's pain
@GaneswarGaigaria-s5k
@GaneswarGaigaria-s5k 4 ай бұрын
​Oo 1:06
@AshokPanda-qt4qn
@AshokPanda-qt4qn 4 ай бұрын
@@kunu1213 Apana thik kahuchhanti
@santoshpadhykumar9418
@santoshpadhykumar9418 4 ай бұрын
ଓଡ଼ିଶାର ଲୋକ ମାନେ ବାହାର ରାଜ୍ୟକୁ କେବେ ଜିବେନି ଦାଦନ ଖଟିବାକୁ ଭାଷଣରେ କହିଲେ ଭଲ ହୁଅନ୍ତା 😮😮
@surendrakumarparida7765
@surendrakumarparida7765 4 ай бұрын
ବଡ ବଡ କଥା କହିବା କିନ୍ତୁ ତାକୁ କାର୍ଯ୍ୟରେ ପରିଣତ କଲେ ଭଲ,
@jackramsingh2778
@jackramsingh2778 4 ай бұрын
ଓଡିଶା ର ଯୁବକ ଯୁବତୀମାନେ କେଵେ ଠାରୁ ଓଡିଶା ମାଟିରୁ ବାହାରକୁ ନ ଯାଇ ଓଡିଶା ରେ incom କରିବେ ପ୍ରଧାନ babu ଜବାବ ଦିଅ
@banamalisahoo9664
@banamalisahoo9664 4 ай бұрын
odisha lokamane dadan jibe nahi kahi vote nele belajya party ku lazya lagu nahi jaha kahe taha kare nahi
@sankharmajhi45
@sankharmajhi45 4 ай бұрын
25 borso hela nabin sarkar ku jobab magilonahi kon pain lajo tike lagu
@AkshitrutiyaBharati
@AkshitrutiyaBharati 2 ай бұрын
Joy joy 😊 Dharmendra Sir
@maushumisoy904
@maushumisoy904 4 ай бұрын
NEET UG ପ୍ରଶ୍ନ ପତ୍ର ଲିକ୍ କରି କେତେ ହେଲା ?
@PrahalladadashPrahalladadash
@PrahalladadashPrahalladadash 4 ай бұрын
E sabha ta Bhai NEET Paisa re
@NSkantKumar
@NSkantKumar 4 ай бұрын
ପୁରୀ ବ୍ରାହ୍ମଣ ପଣ୍ଡା ମାନଙ୍କୁ 500 କୋଟି ?? ରାଜ୍ୟର ଗ୍ରାମାଞ୍ଚଳ ଅନ୍ୟ ସବୁ ମନ୍ଦିର ମସଜିଦ ଚର୍ଚ୍ଚ ଇତ୍ୟାଦିକୁ କଣ ଅଛି ହୋ ??
@sanghamitranayak1381
@sanghamitranayak1381 4 ай бұрын
Never compare with lord Balabhadra, Jaganath &Subhadra your CM&DCM
@bijayakumarsatapathy3149
@bijayakumarsatapathy3149 4 ай бұрын
It is unfortunate
@pranayakumardas6080
@pranayakumardas6080 4 ай бұрын
Neet ପଇସା ଖାଇଲ 😃
@airjudobiswajitmahari3093
@airjudobiswajitmahari3093 4 ай бұрын
300 unit electric free kebethu haba seita kuhantu
@judhistiraodora2260
@judhistiraodora2260 4 ай бұрын
Surya ghara apply karantu.
@jyotsnamishra2445
@jyotsnamishra2445 4 ай бұрын
ଶିକ୍ଷା ମନ୍ତ୍ରୀ ମହୋଦୟ ଆପଣଙ୍କ ଭାଷଣ ବହୁତ ହି ଭଲ ସେତେବେଳେ ହେଇପାରିବ ଯେତେବେଳେ ବହୁତ ବହୁତ ପରିଶ୍ରମ କରି ଯଉ ପିଲାମାନେ neet exam ଦେଇ କୃତ କାର୍ଯ୍ୟ ହବାର ସ୍ବପ୍ନ ଦେଖିଛନ୍ତି ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ସହଯୋଗ କରନ୍ତୁ. Re neet କରାନ୍ତୁ ନାହିଁ. ବହୁତ ପିଲା ଜୀବନ ହରିବାକୁ ପଛେଇବେ ନାହିଁ. ତେଣୁ ବହୁତ ବହୁତ ଅନୁରୋଧ ପିଲାଙ୍କ ଜୀବନ ସହିତ ଖେଳନ୍ତୁ ନାହିଁ କି ରାଜନୀତି କରାନ୍ତୁ ନାହିଁ.
@biswajitbarik8508
@biswajitbarik8508 4 ай бұрын
Excellent 👍🎉
@jitossa9987
@jitossa9987 4 ай бұрын
Bjp neta Dharmendra Babu 300 unit kebe freekariba bijuli
@judhistiraodora2260
@judhistiraodora2260 4 ай бұрын
Surya ghar apply karantu.
@subasinilenka578
@subasinilenka578 4 ай бұрын
Bhai au asa rakhani .BJP Bala khali bada bada katha kahi janichanti
@subasinilenka578
@subasinilenka578 4 ай бұрын
Au 5barsha re emananku hatei deba
@subasinilenka578
@subasinilenka578 4 ай бұрын
Au 5barsha re emananku hatei deba
@harish5842
@harish5842 4 ай бұрын
Solar panel laga
@sabitridash4005
@sabitridash4005 4 ай бұрын
Jay shree Ram bhai
@Tapasranjanmohanty-gq8ds
@Tapasranjanmohanty-gq8ds 4 ай бұрын
ନିଟ କଥା କୁହନ୍ତୁ ଆଜ୍ଞା ଏଗୁଡ଼ା କିଏ ସୁଣୁଚି
@setpeacelifestyle23
@setpeacelifestyle23 4 ай бұрын
ଓଡ଼ିଶା ରେ କେବେ software company office space ହେବ। ଅନେକ ଗରୀବ ପିଲା Employment ପାଇବ। ବାହାରକୁ ଯିବନାହି କୁହନ୍ତୁ।
@milandpalace1385
@milandpalace1385 4 ай бұрын
where is odia Asmita/
@ମୋହନ_ମାଝୀ
@ମୋହନ_ମାଝୀ 4 ай бұрын
ହାଇ
@badalcreation204
@badalcreation204 3 ай бұрын
Jay jagannath
@bharatinaik6562
@bharatinaik6562 2 ай бұрын
Sir good 👍👍
@SKumar-mu1gw
@SKumar-mu1gw 4 ай бұрын
Good sar😂😂😂
@allodiatech1913
@allodiatech1913 4 ай бұрын
ସାର୍... ମୋର ଜୁଲାଇ ମାସର ବିଜୁଳି ବିଲ୍ ଟା ଆପଣ ଦେଇଦେଇ ଥାନ୍ତୁ , ମୁଁ ସୁରଟ ରୁ ଫେରିଲେ ଦେଇଦେବି |
@judhistiraodora2260
@judhistiraodora2260 4 ай бұрын
Nabina asile deba.
@Deva5577-i3c
@Deva5577-i3c 4 ай бұрын
ଧର୍ମେନ୍ଦ୍ର ଗୋଟେ ଛାତ୍ରହତ୍ୟା କାରୀ
@Odishatechnical677
@Odishatechnical677 4 ай бұрын
Tume kn sakhi thila ki
@Deva5577-i3c
@Deva5577-i3c 4 ай бұрын
@@Odishatechnical677 ତମେ ଗୁଡା ପରା ମୂର୍ଖ ଗୁଡ଼ା ଆଉ କଣ କହିବ ? ଏତିକି ଜଣା ନାହିଁ ଯେ Neet ପାଇଁ ଦେଶରେ ପ୍ରାୟ 12/13 ଜଣ ପିଲା frustrated ହୋଇ ଆତ୍ମହତ୍ୟା କରିଦେଲେ । ଗତ କାଲି ବି କୋଟା ରେ ଆଉ ଜଣେ ଛାତ୍ର suicide କରିଛି।ମୋଦି ସରକାର ତାଙ୍କ family କୁ କ୍ଷତିପୂରଣ ଦେଲାଣି ନା ସେମାନଙ୍କ ଘରଲୋକଙ୍କୁ ସାନ୍ତ୍ବନା ଦେଲାଣି ? ଧର୍ମେନ୍ଦ୍ର ଆଗ କହିଲା ନିଟ୍ର ରେ କିଛି ଘାଂଘ୍ ଲି ହୋଇନି ପରେ କହିଲା ଅନିୟମିତା ହୋଇଛି।ତେଣୁ ଇଏ ଛାତ୍ର ହତ୍ୟାକାରୀ ନୁହେଁ ଆଉ କଣ ? ଜ୍ଞାନ ରଖି comments ଲେଖିଛି ଖାଲି ରେ ନୁହେଁ
@DHARANIDHARMUNDA-wy6mo
@DHARANIDHARMUNDA-wy6mo 4 ай бұрын
ଆଗରୁ ସବୁ ପିଲା ଡାକ୍ତର ହୋଇ ପାରୁଥିଲେ । ଓଡ଼ିଶାର କୋଟି କୋଟି ଛାତ୍ର ଡାକ୍ତର ହୋଇ ବାହାରିଛନ୍ତି ​@@Deva5577-i3c
@deepakkumargachhayat2218
@deepakkumargachhayat2218 4 ай бұрын
Present sir
@PramodBhai-hf4ke
@PramodBhai-hf4ke 4 ай бұрын
Thank
@CAREWORLDNGONEWS
@CAREWORLDNGONEWS 4 ай бұрын
"THE BEST SPEACH -UNIQUE LEADER" WE SALUTE TO Hon'ble Minister Sri DHARMENDRA PRADHAN &All Ministers..
@sumantakumar77
@sumantakumar77 4 ай бұрын
Jay Jagannath
@MinaketanmohantyMohantyminaket
@MinaketanmohantyMohantyminaket 4 ай бұрын
ଆଜିର ମଞ୍ଚରେ ପ୍ରକୁତ ପଦ୍ମ ଫୁଟିଛି ଧର୍ମେନ୍ଦ୍ର ଭାଇଙ୍କ ମୁଖରୁ, ଜୟ ଶ୍ରୀରାମ ଧର୍ମେନ୍ଦ୍ର ଭାଇ 🙏🙏🌹🌹🙏🙏
@manaranjanmuna
@manaranjanmuna 4 ай бұрын
ଜୟ ଶ୍ରୀ ରାମ 🙏🙏
@Jayshreeramjayhanuman-tc4jc
@Jayshreeramjayhanuman-tc4jc 4 ай бұрын
ଜୟ ଜଗନ୍ନାଥ ସ୍ବାମୀ
@srikantapandit
@srikantapandit 2 ай бұрын
Nice speech 👏 by our honourable education minister Mr Dharmendra Pradhan sir...Who is pranam to our Mayurbhanj Maharaja Shriram Chandra Bhanjdeo...ji
@niranjanpanda8574
@niranjanpanda8574 4 ай бұрын
ଦୁର୍ନୀତି ଚାପି ଗଲାକି?
@rajeshkumarsahoo8700
@rajeshkumarsahoo8700 4 ай бұрын
୩୦୦୦ ଭତ୍ତା କର ଜଲ୍ଦି ସଂକଳ୍ପ ପତ୍ର ରେ ଲେଖିଛ ଆଉ ଡେରି କରନି କାମ ନକଲେ 2029 କୁ ସବୁ ଫୁଟାଣି ଛଡେଇଦେବୁ
@chitrarekha5206
@chitrarekha5206 4 ай бұрын
Odisha ra CM Kie
@Skybluewindcool
@Skybluewindcool 4 ай бұрын
Nabin pattnaik ra bapa Mohan charan majhi
@Deva5577-i3c
@Deva5577-i3c 4 ай бұрын
​@@Skybluewindcoolମହୁମାଛି ଯେତେ ଜନ୍ମ ପାଇଲେ ବି ବିଜୁ ପଟ୍ଟନାୟକ ହୋଇପାରିବ ନାହିଁ👍👍👍
@sabitasahoo5208
@sabitasahoo5208 4 ай бұрын
​@@Deva5577-i3cRight
@chitrarekha5206
@chitrarekha5206 4 ай бұрын
Ete bada kathha kuhantu nahni
@kanhudas3308
@kanhudas3308 4 ай бұрын
ଓ ବିଜେପି ସରକାର ଆମ ଓଡିଶା ପାଇଁ କହିଲେ କଛି ନାହଁ କାମ କରିକି ଦେଖାଓ ନହଲେ ଉପୁଡି ଜୀବ ଏ ବିଜେପି ସରକାର 🙏🙏
@ManoranjanRay-b5w
@ManoranjanRay-b5w 4 ай бұрын
ଯାଲୋ ଯା ସରିଗଲା,ରାଜ୍ୟ ସଭାପତି ଙ୍କ ନାମ ଟିକୁ ଉପସ୍ଥାପନ କଲେନାହିଁ
@HrishikeshJena
@HrishikeshJena 4 ай бұрын
ଦରମା ତ ଗାଣ୍ଡିରେ ଦମଅଛି ମିଡିଆ ୟୁଟଭ ର ନମ୍ବର ଦେତସାଗରେକଥାଅଛି
@satyaranbida4592
@satyaranbida4592 4 ай бұрын
.ସମୟ.ଆସିଛିଆଜି.ଏଵେ.ମନ୍ତ୍ରୀମଣ୍ଡଲଙ୍କୁ.କହୁଛି.ପାଞ୍ଚଵଷର୍ଷରେ.ସୁନାର.ଓଡିଶାଟିଏ.କରନ୍ତୁ.ଏହା.ମୋପାଖରେ.ଅନୁରୋଧ
@tapankumarswain4437
@tapankumarswain4437 4 ай бұрын
Good
@srinibasjena1101
@srinibasjena1101 4 ай бұрын
good debate
@rajeshkumarsahoo2846
@rajeshkumarsahoo2846 4 ай бұрын
ମୁଁ ଆପଣଙ୍କୁ ଅନୁରୋଧ କରୁଛି ସର୍ ତାଳଚେର ରୁ କଟକ ମେଡିକାଲ କୁ ଯିବା ପାଇଁ ସମୟ ୨ ଘଣ୍ଟା ରୁ କମ୍ ହଉ ଜୟ ଶ୍ରୀ ରାମ
@kanaikrushnadey1349
@kanaikrushnadey1349 3 ай бұрын
Jay Jagnath
@duryodhanmatia
@duryodhanmatia 2 ай бұрын
, ଏହି ପାଞ୍ଚ ବର୍ଷରେ ଯାହା କରୁଛ କର 2029 ନିର୍ବାଚନ ରେ bjp ସବୁ ଦିନ ପାଇଁ ଓଡ଼ିଆ ରୁ ନିର୍ମୂଳ ହେବ
@HrudanandaBehera-hn5gy
@HrudanandaBehera-hn5gy 4 ай бұрын
Dharmendar sir namaste namaste
@RanjanPrusty-lp7hg
@RanjanPrusty-lp7hg 4 ай бұрын
Dhire kuhantu NEET question leak heijiba. Jay EVM
@gokulmeher3861
@gokulmeher3861 4 ай бұрын
Neet ghotala kete cr paila padhan Babu au odissa 2029 re bida heba
@KailashBehara-i9w
@KailashBehara-i9w 4 ай бұрын
❤❤❤❤❤
@krishnaprasadrath
@krishnaprasadrath 4 ай бұрын
🙏 Jai ♥️🇮🇳🔥 Hind 🙏
@BhaskarMohapatra-r8l
@BhaskarMohapatra-r8l 4 ай бұрын
Aapan bhal speech dianti
@JagadishBhue-r4g
@JagadishBhue-r4g 4 ай бұрын
Jay shriram
@niranjansrichandan5368
@niranjansrichandan5368 4 ай бұрын
Jay Shree Ram 🙏
@kishorpradhan2019
@kishorpradhan2019 4 ай бұрын
@MohanDash-q2t
@MohanDash-q2t 4 ай бұрын
Jay jagannath ❤️❤️❤️ jay maa samlei ❤️❤️❤️
@gajendramajhi3718
@gajendramajhi3718 4 ай бұрын
ମହାସୟ ଇଲେକ୍ସନ ପୁର୍ବରୁ ଯେଉଁ ଭାଷଣ ଦେଉଥିଲେ ତାକୁ କାର୍ଯ୍ୟକାରୀ କରନ୍ତୁ
@themothermarine7152
@themothermarine7152 4 ай бұрын
ଟିକିଏ ଅତୀତ ଦୁର୍ନୀତି ନିବାରଣ ଉପରେ କିଛି କହି ଲୋକଙ୍କୁ ଦେଇଥିବା କଥା ଉପରେ ଗୁରୁତ୍ବ ଆରୋପ କରନ୍ତୁ। ବନ୍ଦେ ଉତ୍କଳ ଜନନୀ ବନ୍ଦେ
@SunakarNayak-cj8qv
@SunakarNayak-cj8qv 4 ай бұрын
କଳାକାର ମାନଙ୍କ ପାଇଁ ଭତ୍ତା ବୃଦ୍ଧି ପାଇଁ ଅନୁରୋଧ କରୁଛି,,, ଆପଣ ରାଜନଗର ନିର୍ବାଚନ ମଣ୍ଡଳୀ କୁ ଆସି ଦେଖି ଯିବାକୁ ଅନୁରୋଧ।
@cutequeengaming5434
@cutequeengaming5434 4 ай бұрын
Kali jibay basi tha
@TheEducationHub-dz9gn
@TheEducationHub-dz9gn 4 ай бұрын
Not only speech, only work
@bidukisan7226
@bidukisan7226 4 ай бұрын
Jai jagernath❤
@NaliniKansarali
@NaliniKansarali 2 ай бұрын
ଧର୍ମେନ୍ଦ୍ର ପ୍ରଧାନ ମହାଶୟ ! ଆପଣ ପ୍ରଳାପ କରୁଛନ୍ତି ନା ଭାଷଣ ଦେଉଛନ୍ତି ? ତିନି ଜଣ ଛାର ମଣିଷମାନଙ୍କୁ ବଳଭଦ୍ର; ଶୁଭଦ୍ରା ଓ ଜଗନ୍ନାଥ ବୋଲି କହୁଛନ୍ତି । ତେବେ ଆପଣ ଇନ୍ଦ୍ରଦ୍ୟୁମ୍ନ ନା ନୀଳମାଧବ ନା ଆଉ କିଏ ; ଏହା କହୁନାହାନ୍ତି । ଯାହା ଜଣାପଡୁଛି ; ଆପଣଙ୍କର ମୁଣ୍ଡଦୋଷ ଅଛି। ଆପଣ ସେ ତିନି ଜଣଙ୍କ ହାତ ଗୋଡ କାଟି ଠୁଁଠା ଠୁଁଠୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଆପଣ ଅତିଶୀଘ୍ର ଚିକିତ୍ସିତ ହୋଇଯାଆନ୍ତୁ ।ତା ' ପରେ ଯାହା କରିବେ ।
@soyeon_vs_veggies
@soyeon_vs_veggies 4 ай бұрын
Bala
@jeetanayak6628
@jeetanayak6628 4 ай бұрын
#RENEET
@Sknayak8
@Sknayak8 4 ай бұрын
Western Odisha Sambalpur ka Vikas hona jaruri hai
@sarojpradhan830
@sarojpradhan830 4 ай бұрын
Jay Sri Rama Jay jay ❤❤❤❤❤
@pabitraswain1273
@pabitraswain1273 4 ай бұрын
Jay Bjp Jay Odisha Jay Dharmendra Jay Mohan sarkar ❤❤❤❤❤❤
@GVaraprasad-gs4ye
@GVaraprasad-gs4ye 2 ай бұрын
harekmal guarantymal😮11,67acrjomikini 63borsohela jkpm rgda adivasinku sosuchi adivasinetha saportre😅659,93acrjomi kemithiasila😢jaibjp looto adivasinku😢😮😮
@bijayamallick6797
@bijayamallick6797 4 ай бұрын
ସୁନ୍ଦର ଅଭିଭାଷଣ ଯାହା ନୂଆ ସରକାରଙ୍କୁ ନୂତନ ଦିଗଦର୍ଶନ ଦେବ
@madhuribariha4535
@madhuribariha4535 4 ай бұрын
A❤a❤❤❤❤❤❤❤❤❤❤
@Pramodmaharana-sc7kz
@Pramodmaharana-sc7kz 4 ай бұрын
ଜଗନ୍ନାଥ ଙ୍କୁ ନେଇ ଭ୍ରଷ୍ଟାଚାର କରନ୍ତୁନି ପ୍ଲିଜ୍
@setpeacelifestyle23
@setpeacelifestyle23 4 ай бұрын
Odisha re bada bada atalika office complex banantu... Employment karantu... Software company established karantu... MLA mananka hatare acchi.... Karantu.... Jagannath desha ra unati karantu... Odia bhasha ku rastriya bhasha re parinata karantu
@drpriyeshmaharana
@drpriyeshmaharana 4 ай бұрын
Seta Odia loka chahunchanti
@PhakiraJena
@PhakiraJena 4 ай бұрын
Sir why you are not mentioned Manmohan samal.
@hulashmajhi7571
@hulashmajhi7571 4 ай бұрын
ଗରିବ ଲୋକଙ୍କ ସାହାରା ଗ୍ରୁପର ଟଙ୍କା ଦିଅନ୍ତୁ
@GourangRout-fk7xv
@GourangRout-fk7xv 4 ай бұрын
We need equality inevery respect like,Maharastra state,Gujurat,Tamilnadu etc,hence more central aided projects should be started wef 2024-2025 budget allocation and implementation.
@Das14391
@Das14391 4 ай бұрын
କୁହାଲିଆ ସରକାରଙ୍କ ଏମିତି କଥା
@santilatapanda1386
@santilatapanda1386 4 ай бұрын
Electric free re kebe paibu
@judhistiraodora2260
@judhistiraodora2260 4 ай бұрын
Surya ghar apply karantu.
@judhistiraodora2260
@judhistiraodora2260 4 ай бұрын
Puni Nabin asile miliba. 5 barsa tikia jagidia.
@santilatapanda1386
@santilatapanda1386 4 ай бұрын
NEET paper chore
@saradapatro6820
@saradapatro6820 4 ай бұрын
24Lakha Students ku Jaba do ⚖️ 😭😭😭
@judhistiraodora2260
@judhistiraodora2260 4 ай бұрын
Patha padhe. Chakiri miliba.
@amiyakumarpurohito4747
@amiyakumarpurohito4747 4 ай бұрын
ବୋଧହୁଏ ଧମ୍ରେନ୍ଦ୍ର ବାବୁ ଭୁଲିଗଲେ ଯିଏ ଏକାକୀ BJP ଲଢିବା ପାଇଁ ଅଡ଼ି ବସିଥିଲେ।
@ashokdas9477
@ashokdas9477 4 ай бұрын
well come on tha stage surjya banshi suraj all the best
@sudarsanmaharana230
@sudarsanmaharana230 4 ай бұрын
ଶିକ୍ଷା ରେ ଦୁର୍ନୀତି ପୁରାଇ ଭାଷଣ ମାରୁଥିବା ଅଭଦ୍ର।
@RameshChandraSwain-cf8ty
@RameshChandraSwain-cf8ty 4 ай бұрын
ଓଡିଶା ପୂର୍ବରୁ ଦୁର୍ନୀତି ମୁକ୍ତ ଥିଲା କି?
@sarojpradhan830
@sarojpradhan830 4 ай бұрын
❤❤❤❤❤❤❤❤❤❤❤
@Bibhutibhusanrout-bc4zy
@Bibhutibhusanrout-bc4zy 4 ай бұрын
ସବୁଜିନିଷଦରବଢୁଛିତମେତୁଛାଭାଷଣମାର୍ଛ୍ 10:56
@arjunbehera2391
@arjunbehera2391 4 ай бұрын
Mg... ତିନିଟା ମନ୍ତ୍ରୀ ତୋତେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଦେଖାଦେଉଛି.... ଲାଜ ରଖେ....
@GVaraprasad-gs4ye
@GVaraprasad-gs4ye 2 ай бұрын
adivasi nethanku dekhajavuni goribodukho 😂349plot522,35acrjomi hodop korichi jkpm rgda 63borsoru adivasidomono koruchi jaibjp😢😮😅😊
@HrushikeshNayak-u8n
@HrushikeshNayak-u8n 4 ай бұрын
Jay shree Ram ji varatiya janta pati jindabad Modi ji dharmedra Pradhan all time BJP re Bandhu mora koti koti. Namskar jay varatiy janta pati jindabad jindabad Modi Padma full BJP jindabad jindabad 🎉🙏🙏🙏🙏🙏💐🌹❤️🌷🙏🙏🙏🙏🙏🙏🙏🙏🙏
@GourangRout-fk7xv
@GourangRout-fk7xv 4 ай бұрын
Please take up Utkal University and Revensha University as Central University.
@binapanibehera6804
@binapanibehera6804 4 ай бұрын
Outsourcing system ku bandha kari beti khatu thiba sarkar pakhare nagarika manku aau kete Dina pare regular Kariba seta kuhantu sir
@tikiliPuhana
@tikiliPuhana 4 ай бұрын
Jay dharmendar paradhan❤
@Natabar16
@Natabar16 4 ай бұрын
ଭାଷଣ ରେ 5 ବର୍ଷ ଚାଲିଯିବ କାମ ଲୋକ ଚାହାଁନ୍ତି
@truptilatabarik8806
@truptilatabarik8806 4 ай бұрын
Ohhhh...Carrier Killer Dharmendra ji
@bhibutipanda3442
@bhibutipanda3442 4 ай бұрын
Jay jagganath
@geetanjalimahanta5837
@geetanjalimahanta5837 4 ай бұрын
ନିହାତି ଭଲ ଖବର
@NilakanthaKalu
@NilakanthaKalu 4 ай бұрын
😮😮😅😅❤❤
@skshitish
@skshitish 4 ай бұрын
Neet ୩୦୦ କୋଟି ଆମ ଓଡ଼ିଆ ଅସ୍ମିତା ଖାଇଦେଲା କେମିତି କଣ ଖାଇଲ କେତେ ଟଙ୍କା ଭୋଟ ପାଇ ବାଣ୍ଟି ଥିଲ କହ ରେ କୁହା ମୁଣ୍ଡା କପିଳା ଏବେ ଓଡ଼ିଆ ଅସ୍ମିତା ଗୁଜୁରାତି ସେ ବିଷୟରେ କିଛି କୁହ
@adivasimulnivasi464
@adivasimulnivasi464 4 ай бұрын
Adivasi ଅଞ୍ଚଳ ରେ କେବେ ପେଶା act ଲାଗୁ କରିବେ
@SabitriDas-u3t
@SabitriDas-u3t 2 ай бұрын
😢 10:07
@MaheshwariMedia
@MaheshwariMedia 4 ай бұрын
୩୦୦ ୟୁନିଟ ବିଜୁଳି ମାଗଣା କେଭେଦେବ ରେ ଧର୍ମେନ୍ଦ୍ର ଗାଡ଼ି ଫାଟୁଚେ ତର ଗିଜେ ଗିହାମୁ ତର ମାକେ ଶବେ ଗିହାମୁ ତତେ ବି ଗିହାମୁ
@RabindraKumarPanda-pk5xu
@RabindraKumarPanda-pk5xu 4 ай бұрын
Highly self-appraisal a speech.
@HrushikeshNayak-u8n
@HrushikeshNayak-u8n 2 ай бұрын
ଆପଙ୍କ ର ଭପଟଙ୍କ। ଗଲା କୁଆଡେ ମିଛ କଥା କାହିଁକି କହି ଲୋକଙ୍କୁ ଠକୁଛ ସିଘ୍ର ଭତ ଦିଅ ନ ହେଲେ ଠକି ନିଜେ ଠକି ଜିବ ଟିକେ ଚିନ୍ତା କଲେ ଭଲ ହେବ 😂
@JagadishPanigrahi.143
@JagadishPanigrahi.143 4 ай бұрын
Kichi haba ni
@subashsethi8883
@subashsethi8883 4 ай бұрын
କଥା ରେ ନୁହଁ କାର୍ଯ୍ୟ ରେଦେଖାଅ
@debaku2506
@debaku2506 4 ай бұрын
Congratulations 🌹❤️💕❤️
小丑揭穿坏人的阴谋 #小丑 #天使 #shorts
00:35
好人小丑
Рет қаралды 38 МЛН
СОБАКА ВЕРНУЛА ТАБАЛАПКИ😱#shorts
00:25
INNA SERG
Рет қаралды 1,8 МЛН
🔵 Unveiling The Truth With Politician Sura Routray || Kanak News
25:06