Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police

  Рет қаралды 150,355

News18 Odia

News18 Odia

Күн бұрын

Пікірлер: 539
@JaiUtkalaMaa
@JaiUtkalaMaa Ай бұрын
ଲୋକଙ୍କ ଟ୍ୟାକ୍ସରେ ଦରମା ନେବେ। ସରକାରୀ ପଇସା ଚୋରୀ କରିବେ। ଚୋର ଠୁ ବଟି ନେଇ ଛାଡି ଦେବେ। ଆପତି କଲେ ଲଙ୍ଗଳା କରି ଥାନାରେ ବାନ୍ଧି କି ବାଡେଇବେ। ମିଛ କେଶରେ ହାଜତରେ ଭର୍ତି କରିବେ। ଏଥରକ ଜନତା ଜାଗ୍ରତ ହେଲେ । ଏ ଅନ୍ୟାୟ ଚଳିବ ନାହିଁ।
@Blacktiger248
@Blacktiger248 Ай бұрын
Bhai Pura 100% Sata Katha Kahile ❤
@mundarama1122
@mundarama1122 Ай бұрын
Sata right
@satyendrabanarjee4518
@satyendrabanarjee4518 Ай бұрын
ଆଜ୍ଞୟାଁ ଆଳୁ ବସ୍ତା ଭିତରେ ଦୁଇ,ତିନୋଟି ପଚା ଆଳୁପାଇଁ ବସ୍ତାସାରା ଆଳୁ ସଢ଼ି ଯାଇପାରେ.ତେଣୁ ସମୟ ପୂର୍ବରୁ ପଚା ଆଳୁ ବାହାର କରିଦେବା ବୁଦ୍ଧିମାନର କାମ🙏🙏
@chandrasekhar01
@chandrasekhar01 Ай бұрын
Best analogy
@Blacktiger248
@Blacktiger248 Ай бұрын
Angyan Jaha Kahile Sata Kahile ❤
@jagannathmajhi8131
@jagannathmajhi8131 Ай бұрын
⁰​@@chandrasekhar01
@biruamamalaxmi541
@biruamamalaxmi541 Ай бұрын
@@satyendrabanarjee4518 ସମାଜ ଖରାପ ସେଇ ସମାଜରୁ ହିଁ police ଆସିଚି
@Dada-wo5xl
@Dada-wo5xl Ай бұрын
ପୂର୍ଣ୍ଣ ସହମତ
@JyotsnaraniMahunta
@JyotsnaraniMahunta Ай бұрын
ଭାଇ ଜଣକ କହିଲେ ସଞ୍ଜୀବ ପଣ୍ଡା ଜଣେ ଭଲ ପୋଲିସ, ସଞ୍ଜୀବ ପଣ୍ଡା କେମିତି କା ବିଜେଡି ର ଗୋଲାମୀ ତହା ACF ସୈମ୍ୟରଞ୍ଜ ମହାପାତ୍ର କେସ୍ ରେ ଓଡ଼ିଶା ବାସୀ ଭଲଭାବରେ ଜାଣି ଛନ୍ତି।
@anilbabuni4050
@anilbabuni4050 Ай бұрын
Are bhai se BJD gamcha pakei chi mane paka bjd loka hei thiba 😄
@banarassbanara1626
@banarassbanara1626 Ай бұрын
ବହୁତ ଭଲ program ଏଥିରେ ସମସ୍ତଙ୍କର ମତାମତ ଜାଣି ହେବ...
@JaiUtkalaMaa
@JaiUtkalaMaa Ай бұрын
ଆଜିକା ସମୟରେ ପାନ ଦୋକାନରେ ବି ସିସି ଟିଭି ଲାଗିଛି। ଥାନାବାଲା କହିଁକି ସିସିଟିଭି ଖୋଲି ଦେଲେ ।
@skjena5530
@skjena5530 Ай бұрын
ଓଡିଶା ପୋଲିସ ଙ୍କୁ ଆଉ ଲୋକେ ଭରସା କରୁ ନାହାନ୍ତି
@biruamamalaxmi541
@biruamamalaxmi541 Ай бұрын
@@skjena5530 #ନ କଲେ ଦରମା କମିଯିବ ବୋଧେ
@rashmiranjanghadei5470
@rashmiranjanghadei5470 Ай бұрын
Madam ଯୋଉ କଥା କହିଲେ, ବଦବଡିଆଙ୍କ ହାତରେ handcup ପଡେନି କିନ୍ତୁ ଗରିବଙ୍କ ହାତରେ ହାଣ୍ଡକପ୍ ପଡେ। ଏହା ସତ୍ୟ ଯାହା ମିଡ଼ିଆ ଗ୍ରାଉଣ୍ଡ ଜିରୋ କଥା ଜାଣିନାହାନ୍ତି। ଗୋଟେ ଧନୀ ଲୋକ କୋର୍ଟ ରୁ ଜେଲ୍ foreward ହେଲାବେଳେ ଯିଏ ଟଙ୍କା ଦେଲା ପୋଲିସ୍ କୁ ତା ହାତରେ ହାଣ୍ଡକପ୍ ଲଗେନି ଆଉ ଗରିବ ଲୋକ ପଇସା ଦେଇପରେନି ତେଣୁ.........
@dibakarnayak4530
@dibakarnayak4530 Ай бұрын
ଚନ୍ଦ୍ରଶେଖରପୁର INFOCITY ଥାନାରେ IIC ମହା ଲାଞ୍ଚୁଆ ।ଆମର ଗୋଟିଏ କେସରେ ଚାର୍ଜସିଟ୍ କୋର୍ଟକୁ ପଠାଇବା ପାଇଁ ୬୦୦୦ଟଙ୍କା ଲାଞ୍ଚ ଦେବାକୁ ପଡ଼ିଥିଲା।ଏହା ଏହି ଜୁନ ମାସର ଘଟଣା।
@subashchandra5589
@subashchandra5589 Ай бұрын
😂
@JRP414
@JRP414 Ай бұрын
Repoud hebo hebe toma paisa hei video chadio tanku 😂😂😂
@RAJATPATEL22
@RAJATPATEL22 Ай бұрын
Kau case re 6000 laguchi ki..😮
@susantabarik1112
@susantabarik1112 Ай бұрын
ଲୋକଙ୍କ ମତାମତ ରୁ ଜଣାପଡୁଛି ପୋଲିସ ପ୍ରତି କେତେ ଅସନ୍ତୁଷ୍ଟ।
@FishFireFood
@FishFireFood Ай бұрын
Sabu police hele chora
@pradeepkumarsinha803
@pradeepkumarsinha803 Ай бұрын
ବେକାର ସମସ୍ୟାର ସମାଧାନ ପାଇଁ ଏକମାତ୍ର ବାଟ ହେଉଛି ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀ/ଅଧିକାରୀମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ। କାରଣ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ସରକାରୀ ଚାକିରି ଅପେକ୍ଷାରତ।
@santoshkumarmishra2620
@santoshkumarmishra2620 Ай бұрын
ବର୍ତ୍ତମାନ ଫୁଲିସ୍ କୁ ମାଡ ମାରିବାର ଷମୟ ଆସିଛି. ବିଜୁ ବାବୁଙ୍କ ମାଡ ଉପାଖ୍ଯାନ ମୋହନ ସରକାର ଲାଗୁକରନ୍ତୁ.
@manoranjan2516
@manoranjan2516 Ай бұрын
😂😂😂😂
@murmubarial8904
@murmubarial8904 Ай бұрын
ହୋ ପୋରା
@santoshkumarmishra2620
@santoshkumarmishra2620 Ай бұрын
FIR ଦେବାମାତ୍ରେ ପୋଲିସ୍ ସଂଗେସଂଗେ FIR COPY ଆବେଦନକାରୀଙ୍କୁ ଦିଆଯିବାପାଇଁ ସରକାର ନିୟମ କରନ୍ତୁ.
@Mercy789
@Mercy789 Ай бұрын
Bhai Online FIR register kara Police au kichi kari paribani. Tama pakhare copy bi rahila je tame patheicha boli
@BABU-b6o
@BABU-b6o Ай бұрын
ସବୁ govt କର୍ମଚାରୀ ମାନେ PC ରେ କାମ କରନ୍ତି
@CHIRANJEEVSWAIN-q5u
@CHIRANJEEVSWAIN-q5u Ай бұрын
Odisha govt ta joda ta sangare
@jalandharpadhan759
@jalandharpadhan759 Ай бұрын
ମୋହନ ତୁମ ବଂଶୀ ର ଧ୍ୱନି ଟିକେ ଶାଣିତ ହେବା ଦରକାର l
@kishoregupta4617
@kishoregupta4617 Ай бұрын
ପୁରା system ଖରାପ ....ପ୍ରତି state ରେ police ର ମୁଖ୍ୟକୁ army ରୁ posting ଦିଆଯିବା ଉଚିତ୍
@RajibkumarBehera-cc4jq
@RajibkumarBehera-cc4jq Ай бұрын
Hm jammu kashmir bhali kale tme jou gandi teki bulucha seita sabada hoijiba
@indiangamers9891
@indiangamers9891 Ай бұрын
My experience police are antisocial because they did not do right
@ysmuna
@ysmuna Ай бұрын
ପୋଲିସ ଙ୍କ ପେଟ ଦେଖୁନ କି 😅😅😅😅
@ashmitswain5045
@ashmitswain5045 Ай бұрын
Bhai Army bala jadi police jagare rahibe sie yanka thu ahuri balijibe .
@dharmendrakaran9956
@dharmendrakaran9956 Ай бұрын
100% r8
@rameshchandranayak8974
@rameshchandranayak8974 Ай бұрын
ଏପରି ପୋଲିସ ମାନଙ୍କୁ ଚାକିରି ରୁ ବହିଷ୍କାର କରି ନୂତନ ନିଯୁକ୍ତି ମାଧ୍ୟମରେ ବେକାରୀ ସମସ୍ୟା ଦୂର କରାଯାଉ।
@biranchinarayanmohanty4699
@biranchinarayanmohanty4699 Ай бұрын
ସାଧାରଣ ଜନତା ଜେତେବେଳେ ଥାନା ବ୍ଲକ ଓ ତହସିଲ ଅଫିସ୍ ରେ କୌଣସି ତାର କାମ ଥିଲେ ଟଙ୍କା ନଥିଲେ କାମ ହେବନି
@KamalakantaNayak-z3o
@KamalakantaNayak-z3o Ай бұрын
ପୋଲିସ ଅଛନ୍ତି ତାଙ୍କର ବଦଳି ହେଲେ ଏରିଆ ର ଲୋକ କାନ୍ଦନ୍ତି। ପୋଲିସ ଅଛନ୍ତି ତାଙ୍କ ବଦଳି ପାଇଁ ଜନତା ମନ୍ଦିର ରେ ଦୀପ ଜାଳି ପ୍ରାର୍ଥନା କରନ୍ତି।
@kanhahomedecorating6602
@kanhahomedecorating6602 Ай бұрын
NH ରେ ଗାଡି ମାନଙ୍କର ରେ ଯେଉଁ ଭଳି ଚାଲାଣ କାଟିବା ପାଇଁ କଣ୍ଟ୍ରୋଲ ରୁମ ଅଛି ? ସେହି ଭଳି ସବୁ ଥାନାର cc କ୍ୟାମେରା ର ଗୋଟେ କଣ୍ଟ୍ରୋଲ ରୁମ କରାଯାଉ
@Colgateicecream_
@Colgateicecream_ Ай бұрын
ଶାସନ ସମ୍ଭାଳିବାକୁ ହେଲେ , ଜନ ଅନୁଶାସନ ନୀତି ନିହାତି ଦରକାର ...
@DebendraNayak-r9b
@DebendraNayak-r9b Ай бұрын
ରିପୋର୍ଟର ମହାଶୟ ଟିକେ over acting ହଇଯାଉଛି
@biranchisrichandan8411
@biranchisrichandan8411 Ай бұрын
ଓଡ଼ିଶାର ସାଧାରଣ ଜଳତା ପୋଲିସ୍ ମାନଙ୍କୁ କେତେ ଭଲ ପାଆନ୍ତି ଓ ଥାନା କଥା କହିଲେ ଲୋକଙ୍କ ମନରେ କ'ଣ ଆସେ ସାଧାରଣ ଲୋକଠାରୁ ବୁଝନ୍ତୁ। ଅନ୍ୟ ପକ୍ଷରେ ଓଡ଼ିଶାର ପୋଲିସ୍ ଓ ସାଧାରଣ ଲୋକ ମାନଙ୍କୁ ଥାନାରେ କି ପ୍ରକାର ବ୍ୟବହାର ଦେଖାଏ ତାହା ଜନତାଙ୍କୁ ପଚାରନ୍ତୁ।
@goutamkaran7863
@goutamkaran7863 Ай бұрын
Police 95%chora 5% good person
@mylifestyle2239
@mylifestyle2239 Ай бұрын
Police ବାଲା ଟିକେ ଦେଖ ତୁମ କର୍ମ ଅନୁସାରେ ଜନତା କଣ ଚର୍ଚା କଲେଣି ଟିକେ ଲଜ୍ୟା ଲାଗିବା କଥା police ଉପରେ ଲୋକଙ୍କର ଭରଷା ତୁଟିଗଲା
@biruamamalaxmi541
@biruamamalaxmi541 Ай бұрын
ଯେମିତି ସମାଜ ସେମିତି police. ଏଥି ପାଇଁ ସମାଜ ହିଁ ଦାୟୀ
@sudhansusekharpanda2916
@sudhansusekharpanda2916 Ай бұрын
Samaj change hue kintu police ra low and order au discipline change haba kathaki
@prof.satyajitdas
@prof.satyajitdas Ай бұрын
Ooo.. bhai tu v samaj vitare jauchu kebe thana ku jaiki dekh..alga FIR chadide gote same number re new SIM paen jou FIR service provider ku drkr ta paen v FIR lekheibaku ja se FIR re sign keteble lagiba seita asiki eithi comment karibu..
@biruamamalaxmi541
@biruamamalaxmi541 Ай бұрын
@@sudhansusekharpanda2916 #ଆଉ army wala ରାତି ଅଧ ରେ ମଦ ପିଇ road ରେ ଗୋଣ୍ଡଗଳ କରିବା କଥା କି.ସେ କି captain ଗୋଟେ ଛୋଟ matter କୁ solve କରି ପାରୁନି. ଲକ୍ଷ୍ୟ ଲକ୍ଷ୍ୟ ଦରମା ପାଉଛି ଖାଲି ମଦ ପିଇ ଝିଅ ସହ ତାରେ ନାରେ ହେବା ପାଇଁ କି
@prof.satyajitdas
@prof.satyajitdas Ай бұрын
​@@biruamamalaxmi541se darama hi pauchi upuri nauchi ki..eithi police ta darama as well as upuri lakh lakh kan crore crore re kan ukhadi pakauchi ete paisa neiki.. jaa dekhibu bhai patrolling re jou mada dhara paduchi sei maal peeki on duty re police rahuchanti jdi Captain jiye country protection dauchi se buliparibani rati re.. bhai bhagwan samastanku deichanti janma rati re bulibani dina re buliba kahinahanti tu rati re mada pee ki na pee, rati re baharichu mane checking ra dara kichi na kichi way re police paisa naba..bhai rati re kichi aghatan na ghatu citizen mananku sthipn patrolling hba drkr, na ki rati re buluchi boli taku dharibaku patrolling..jadi citizen rati re tara kichi kama re hau ya kichi v bulibaku hau se khola bina dara re kemiti bulipariba citizen kemiti surakhya paibe kiye rati re baharithile sethipaen patrolling..eithi ta rati re na buliki ghare soithile v gharu chori heijauchi tahale ki bala patrolling bcz patrolling only hauchi gadi rakheiki paisa adaya Kariba paen
@biruamamalaxmi541
@biruamamalaxmi541 Ай бұрын
@@prof.satyajitdas # ଲାଞ୍ଚ କିଏ ଦଉଚି କି ଯାହାର illegal ଧନ୍ଧା କରୁଚି ନିଜର ସ୍ବାର୍ଥ ପାଇଁ ସେମାନେ ଲାଞ୍ଚ ଦୋଉଥିବେ Illegal କାମ କର ନାହିଁ କି ଲାଞ୍ଚ ଦିଅ ନାହିଁ ବାସ କାମ ସରିଲା. but captain ମଦ ପିଇ ବୁଲୁକି ଜା କରୁ Public କୁ କଣ ପାଇଁ ରାତିରେ ହଇରାଣ କରିବ ତାକୁ ଅଧିକାର କିଏ ଦେଲା କି. ଆଉ ତମ ମଦୁଆ ଭଉଣୀ safely ଆସିଚି ସେଥି ପାଇଁ ଭଗବାନ କୁ ଧନ୍ୟବାଦ ଦିଅ . ମାଡ଼ ରୁ barti ଯାଇଛି.ସେ 7ଜନ ପିଲା ଭଲ ପିଲା ବୋଲି କି ତମ jiju ଆଉ ଭଉଣୀ ବଞ୍ଚି ଗଲେ ଆଉ କିଏ ଯଦି ହେଇଥାନ୍ତା ବହେ ଛେଚି ଥାନ୍ତେ
@birajinisamantaray2508
@birajinisamantaray2508 Ай бұрын
Yes, ଲୋକ ମାନଙ୍କ ମଧ୍ୟରେ ଫରକ୍ ଦେଖାନ୍ତି, କେତେକ ପୋଲିସ ଅଧିକାରୀ।
@madhabanandaswain4695
@madhabanandaswain4695 Ай бұрын
Madam ଆପଣଙ୍କୁ ଧନ୍ୟ ବାଦ୍
@satrughnasahoo1912
@satrughnasahoo1912 Ай бұрын
Respected sir, many many thanks for your valuable discussion about bad police.🎉🎉🎉
@bhabaniprasadrout
@bhabaniprasadrout Ай бұрын
ଏତେ ଯୁକ୍ତି କଣ? Introgation power ପୋଲିସ ପାଖରେ କିଏ ଦେଇଛି. ବ୍ରିଟିଶ ଶାସନ ସମୟରୁ introgation power ପୋଲିସ କୁ ଦିଆଯାଇଛି. Third ଡ଼ିଗ୍ରୀ kahaku👍ଲାଗୁ କରାଯାଇଛି. ଦଫା ଲଗାଇବା power ଯୋଗୁଁ ଏପରି ହେଉଛି. ତେଣୁ ଦଫା ଲଗାଇବା power ପୋଲିସ ଠାରୁ ଛଡାଇ ନେବା ଉଚିତ.
@Pradeeppradhan.m
@Pradeeppradhan.m Ай бұрын
Khali Bhubaneswar re nuha sabu thanare achhanti 99.9% kharap
@prakashchandraacharya8507
@prakashchandraacharya8507 Ай бұрын
ଜଣେ ମହିଳା ଓକିଲ ପୋଲିସ ର ଆଶ୍ରୟ ପାଇଁ ଯାଇ ଥିଲା ଅର୍ଦ୍ଧ ରାତ୍ରି ରେ। ମାଡ଼ ଖାଇ, ହାଡ଼ ଭଙ୍ଗାଇ, ଉଲଗ୍ନ ଅବସ୍ଥାରେ ବୋହାହେଲେ ଡାକ୍ତରଖାନାକୁ। ତା ସାଙ୍ଗକୁ ପୋଲିସ କେଶ୍ ତାଙ୍କ ବିରୁଦ୍ଧରେ😲। ଅଥଚ ଓକିଲ ମାନଙ୍କ ମଧ୍ୟେ କୌଣସି ପ୍ରତିକ୍ରିୟା ଦିଶୁନାହିଁ। ଓକିଲ ମାନେ ଶୋଇ ରହିଛନ୍ତି କିମ୍ପା ?
@Blacktiger248
@Blacktiger248 Ай бұрын
Jaha Kahila Angya Chora Police Keita Magia Sethipain Ta Michha Kahiba Re Gundarj Karibare Eka Number Nijaku Nije Bhagaban Bhabideuchanti
@Blacktiger248
@Blacktiger248 Ай бұрын
@@MADANMOHANDAS-y8l Se Mada Peuki Jahabi Karu se ta Nisha re achhi na ... sethipain tume taku jail re rakhiki Court Chalan karithanta tanku emitika amanushika bhabare badeiba ta thik nuha naa jadi tuma ghare tuma bapa mada peeki aasiki patitunda karuchanti nishare ta mane kn tanku badeiba naa nisha chadila jayan apakhya karuche tume nije kuha
@maheswarkar2608
@maheswarkar2608 Ай бұрын
​​@@MADANMOHANDAS-y8lମଦ ପିଇଛି ବୋଲି ତାକୁ ତୁମେ ବାଡେଇ ଲଙ୍ଗଳା ହୋଇ ଲିଙ୍ଗ ଦେଖାଇବ ❓ଦାସ ବାବୁ ଲାଜ ସରମ କଣ ଖକୀ ଭୁଲିଗଲା ❓DG ଙ୍କ କୋହଳ ତା କି ଏ ସବୁ ❓
@mundarama1122
@mundarama1122 Ай бұрын
Bjd ବାଲା ପୋଲିସ କୁ ଗୋଲାମି କରିଥିଲେ ପ୍ରତ୍ୟେକ କେସ୍ ରେ ପଇସା ନଉଛନ୍ତି।
@ganeshchoudhury943
@ganeshchoudhury943 Ай бұрын
ଲୋକେ ନିଜର ଚରିତ୍ର ବଦଳିଲେ ପୋଲିସ ନିକଟକୁ ଯିବାଦରାକର ନାହିଁ l
@disomgarhmedia1360
@disomgarhmedia1360 Ай бұрын
ଅଧିକାଂଶ ଥାନାରେ ପୋଲିସ ଠିକ୍ କାମ କରୁ ନାହାନ୍ତି
@SanjipMohanta-j4p
@SanjipMohanta-j4p Ай бұрын
Sister Thankyou
@pranayapattnaik656
@pranayapattnaik656 Ай бұрын
❤ very good programme.
@prabalranjanbarik3480
@prabalranjanbarik3480 Ай бұрын
ଆଉ ମୁଖ୍ୟ କଥା ଗଣ ମାଧ୍ଯମରେ ଦାୟିତ୍ଵ ଆପଣ ମାନେ କେମିତି ଭୂଲୁଛନ୍ତି, ଅବାନ୍ତର ତଥ୍ଯ ବ୍ୟତିରେକ କଥା କହୁଥିବା ବ୍ଯକ୍ତି ଙ୍କୁ ପ୍ରୋତ୍ସାହନ ଦେଇ ଗଣତନ୍ତ୍ରର ବିନାଶ ରେ ଭାଗିଦାରୀ ହେଉଛନ୍ତି?
@Colgateicecream_
@Colgateicecream_ Ай бұрын
ଶ୍ରୀରାମ ପାଖକୁ ଯଦି , ରାବଣ ରୁପରେ କିଏ ଆସେ , ତେବେ ତାକୁ କ'ଣ କରାଯିବ
@ashokjena9339
@ashokjena9339 Ай бұрын
Billul thik Advocate Mohasaya
@Divyaofficial321
@Divyaofficial321 Ай бұрын
ଆପଣ ମାନେ କାହାକୁ ସପଟ୍ କରିବେ ARMYନାPOLICE
@Pradeeppradhan.m
@Pradeeppradhan.m Ай бұрын
Army
@rajusisa1490
@rajusisa1490 Ай бұрын
Army & police 🇮🇳🙏
@nabajyotisutar4886
@nabajyotisutar4886 Ай бұрын
Army
@biprapriya
@biprapriya Ай бұрын
Army.
@Mnj1993
@Mnj1993 Ай бұрын
99 percentage army ku
@duryodhankhatua1809
@duryodhankhatua1809 Ай бұрын
ଅନକୁ କହିବାକୁ ଦିଅନ୍ତୁ ।ସେ ତ କଥା ଶେଷ କରିବା ଆଗରୁ ମାଈକ୍ରୋଫୋନ ନେଇକି ଅନ୍ୟ ଜଣକ ପାଖକୁ ଚାଳିଜାଉଛ।
@Sikhya555
@Sikhya555 Ай бұрын
ପୋଲିସ ରଫର୍ମ ଅଣାଯାଉ ନଚେତ୍ ଏମିତି ଆଗକୁ ଅନେକ କେସ ଦେଖାଯିବ ପୋଲିସ people ଫ୍ରେଣ୍ଡଲି ହେବା ଦରକାର, ମୁଁ ବି ପୋଲିସ ଦ୍ବାରା ପୀଡ଼ିତ , ଏ ଓଡ଼ିଶା ସାରା ଲୋକ ଭି ପୋଲିସ ଦ୍ବାରା କେବେ ନା କେବେ ପୀଡ଼ିତ ହୋଇଥିବେ 😢.... ଆଗାମୀ ଦିନରେ ଆନ୍ଦୋଳନ କରିବା କୁ ହେବ। ସରକାର ଏହା ପ୍ରତି ଧ୍ୟାନ ଦିଅନ୍ତୁ ।
@prafulladash6726
@prafulladash6726 Ай бұрын
Ye Public Hai Sab Jantehai.
@JaiUtkalaMaa
@JaiUtkalaMaa Ай бұрын
ପୁଲିସ ଚାକିରିଆଙ୍କର ଉପୁରୀ ରୋଜଗାର । ସେଥିଲାଗୀ ସେମାନେ ଖାଇବେ ଦାମିକା ମାଛ ଇଲିସି ।
@MsDelivery
@MsDelivery Ай бұрын
Very good program
@dhirendranathrout3005
@dhirendranathrout3005 Ай бұрын
ପୋଲିସ ଭଲ ନେତା ବି ଭଲ, ମାତ୍ର ଜନତା ଖରାପ୍।
@mohanlalchhatria4983
@mohanlalchhatria4983 Ай бұрын
Janata bi vala
@SadhubrundabanaDasSadhubrundab
@SadhubrundabanaDasSadhubrundab Ай бұрын
Neta bhal nahin s m j
@tankadharmajhi8713
@tankadharmajhi8713 Ай бұрын
ମିଡିଆସାର୍ ଏଭଳି ପ୍ରୋଗ୍ରାମ ପାଇଁ ଧନ୍ୟବାଦ୍
@biswajitghadei-y7l
@biswajitghadei-y7l Ай бұрын
Jay Jagannath
@kusasanmallik5428
@kusasanmallik5428 Ай бұрын
Request to DCP to call for public and police meeting in cuttack and BBSR.
@sanojkumarnayak4626
@sanojkumarnayak4626 Ай бұрын
ସମସ୍ତେ ଟିକେ satyam abe jayate programme...amir khan ଙ୍କ show about police...... ଦେଖନ୍ତୁ...
@technicaldipti3444
@technicaldipti3444 Ай бұрын
5 ବର୍ଷ ରେ ଥରେ ସରକାର ବଦଳିବା ଭଳି ପୋଲିସ ମଧ୍ୟ ବଦଳିବା ଦରକାର
@DevadattaMohanta
@DevadattaMohanta Ай бұрын
Desh or desh janata he.janata shob aapne aap se tikthak.koribe.janata dorbar acha korega.
@jogendrapradhan9216
@jogendrapradhan9216 Ай бұрын
We r waiting for justice
@niranjanmohanty6318
@niranjanmohanty6318 Ай бұрын
ତମ ଚବିଶ ବର୍ଷର ସରକାର ସେଥିପାଇଁ ଦାୟୀ ।
@rameshchandradalei4302
@rameshchandradalei4302 Ай бұрын
ଜୋନ change ବଢ଼ିଆ ହୋଉଛି
@brajeswarisingh909
@brajeswarisingh909 Ай бұрын
ବହୁତ ପୋଲିସ ଭାଇ, ଅଛନ୍ତି, ଲୋକଙ୍କୁ ସାହାର୍ଯ୍ୟ କରନ୍ତି, କିଂତୁ କେତେ ପୋଲିସ ଭାଇ ସେମିତି ନୁହଁନ୍ତି,, କଥାକୁ ବଢ଼ା ନ ଯାଇ ତାର ସତ୍ୟା ସତ ଅନୁସନ୍ଧାନ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ l ଆଜି ସବୁ ଅଫିସରେ ସେମିତି ହେଉ ହେଉଛି, ତେଣୁ ସବୁ ଜାଗାରେ ସ୍ୱଛତା ଅଣାଯାଉ, ନୂଆ ସରକାର ଆସିଛନ୍ତି, ସମୟ ଦିଅନ୍ତୁ କଣ କରୁଛନ୍ତି, ଆଗକୁ ଦେଖିବା, ଆଉଗୋଟିଏ କଥା ଗୋଟିଏ ହାତରେ ତାଳି ବାଜେନି, ଭୁଲ ସମସ୍ତଙ୍କର ଥାଇପାରେ l ପୋଲିସ ଭାଇ ନ ଥିଲେ କିଏ କାହାକୁ ମାନିବେନି, ଚୋରି, ଡକାୟତ, ନାରୀ ନିର୍ଯାତନା, ଗଣ ଧର୍ଷଣ ବଢ଼ି ବଢ଼ି ଚାଲିବ l ତେଣୁ ଏହାର ସମାଧାନ ଜରୁରୀ 🙏
@susantabehera5489
@susantabehera5489 Ай бұрын
Cctv footage achhi ki nahin check karajau jadi achhi dekhajau jahar bhul achhi taku punishment diajau se police heu ki army heu.
@DanduPradeeppatra
@DanduPradeeppatra Ай бұрын
Right sir
@budhukhuntia6808
@budhukhuntia6808 Ай бұрын
ସ୍କୁଲ ଯେମିତି ଦଣ୍ଡ ମୁକ୍ତ କରାଯାଇଛି ଓଡିଶା ର ସବୁ ପୋଲିସ ଷ୍ଟେସନ କୁ ଦଣ୍ଡମୁକ୍ତ କରାଯାଉ
@bidyadhardash2619
@bidyadhardash2619 Ай бұрын
👍🏻
@pravasranjannayak2144
@pravasranjannayak2144 Ай бұрын
Very good programme I salute media
@biruamamalaxmi541
@biruamamalaxmi541 Ай бұрын
ସମାଜ ଯେମିତି police ସେମିତି. ସମାଜ ଯେମିତି ବ୍ୟବହାର ଦେଖାଇ ସେମିତି ବ୍ୟବହାର ପାଏ.
@Blacktiger248
@Blacktiger248 Ай бұрын
Hmmm Re Tu Kete Bhadra Dekhau Policenku Aau Kete Tu Bhadra Bebhahara Pau Se Katha Samaste Janichanti Ete Bhadra Choda Naa
@TapankumarDora-m4w
@TapankumarDora-m4w Ай бұрын
ସଳା ଲୋକଙ୍କ ଟଙ୍କା ଖାଉଛ ଦରମା ପାଉଛ ସମାଜ କୁ ଖରାପ ବୋଲି ଲେଖୁଛ ଲାଜ ଲାଗୁନି
@biruamamalaxmi541
@biruamamalaxmi541 Ай бұрын
@@TapankumarDora-m4w #ସତ ଟା ହଜମ ହେଲା ନାହିଁ ବୋଧେ
@Blacktiger248
@Blacktiger248 Ай бұрын
@@biruamamalaxmi541 Bala ta sata kahilu samajaku kn kala samaja kichhi karini samajaku nasta karuchi e manisha mane ta hele samajaku katha uthaucha kn pain tu kn samaja re jaunu ki
@namitadei6286
@namitadei6286 Ай бұрын
Good programme. Good programme. All innocent people will raise their voice. Democracy is for the people , by the people and of the people. Jai hind.
@sarojmikubehera5039
@sarojmikubehera5039 Ай бұрын
Sata katha kounasi thanare fir rakhantini
@bichitrabiharijena2094
@bichitrabiharijena2094 Ай бұрын
ଆଜି କାଲି news media କୋଉ ଯାତ୍ରା ଡାଇଲଗ ଠାରୁ କାମ ନୁହେଁ ବହୁତ ବଢିଆ ଉପସ୍ଥାପନା
@fagulakra520
@fagulakra520 Ай бұрын
Justice⚖ for Ankita
@arunapanigrahi437
@arunapanigrahi437 Ай бұрын
Police should not do like Bharatapur.
@RasmitaSwain-ke4tt
@RasmitaSwain-ke4tt Ай бұрын
ଓଡିଶା ପୋଲିସ୍ ସବୁ ଏମିତି
@manaskumarrout6830
@manaskumarrout6830 Ай бұрын
Good opinion
@pranayapattnaik656
@pranayapattnaik656 Ай бұрын
Police reforms must be done quickly
@rabinarayanbidyadhar9069
@rabinarayanbidyadhar9069 Ай бұрын
Police dipatment is very cruces for moeny
@maakitchenette
@maakitchenette Ай бұрын
ସବୁ ପୋଲିସ ଅଧିକାରୀ ସମାଜ କାଳୀଙ୍କ
@pravasranjannayak2144
@pravasranjannayak2144 Ай бұрын
Mind blowing performance.
@Colgateicecream_
@Colgateicecream_ Ай бұрын
ରାବଣକୁ ଶାସନ କରିବା ପାଇଁ , ଶ୍ରୀ ରାମଚନ୍ଦ୍ର କ'ଣ କରିଥିଲେ ...
@jnanadiptasamantaray1562
@jnanadiptasamantaray1562 Ай бұрын
ଭଲ ଲାଗିଲା, ମୋ ଓଡ଼ିଶା ର ଲୋକେ କର୍ତ୍ତବ୍ୟ ଓ ଦାୟିତ୍ଵ ଶବ୍ଦର ବ୍ୟବହାର କରିବା ଆରମ୍ଭ କଲେଣି, ଆଗକୁ ଧିରେ ଧିରେ ଯେତେବେଳେ ଅଧିକାଂଶ ଲୋକ ଅର୍ଥ ବୁଝି ପାରିବେ, ତା ପରେ କାମରେ ଅବଶ୍ୟ ଲଗାଇବେ । ବିଶ୍ବାସ । କିନ୍ତୁ ବିନା ଆଦର୍ଶ/ ଗୁରୁ ରେ ସମ୍ଭବ ମନେ ହୁଏ ନା । ଆଦର୍ଶ ତ ଅଛନ୍ତି ପ୍ରତ୍ୟେକ ଙ୍କ ଜୀବନରେ, କାହାରି କାଳି, ତ କାହାର ଜଗନ୍ନାଥ, କାହାର ତାରିଣୀ, ତ କାହାର ମଙ୍ଗଳା, କାହାର ଶିବଙ୍କ ଅନେକ ନାମ । କେମିତି ହେବ ଏକାଦର୍ଶ ? ଜଣେ ଜୀବନ୍ତ ଶରୀର ଙ୍କର ଦରକାର । ସିଏ, ଯାହାଙ୍କ ର ମା -ବାପା, ଜନ୍ମ ସ୍ଥାନ-ଗାଁ, ସାଙ୍ଗ ସାଥି, ପରିବାର, ବନ୍ଧୁ ବାନ୍ଧବ, ଥିବ । ସିଏ ଖାଉଥିବେ, ପିଉଥିବେ, ଶୋଉଥିବେ ଠିକ୍ ଆମରି ମଣିଷର ଭଳି ସବୁ ହେଲେ ସହଜ ହୁଅନ୍ତା । ମଣିଷ ଶରୀର ଅଧାଗଢ଼ା କାଠ, ପଥର, ହୋଇ ନ ଥିବା ଦରକାର । ଏମିତି ହେଲେ ସିଏ ଶ୍ରୀରାମ, ଶ୍ରୀକୃଷ୍ଣ, ଶ୍ରୀଚୈତନ୍ୟ, ଶ୍ରୀରାମକୃଷ୍ଣ, ଶ୍ରୀ ରସୁଲ ବି ହୋଇ ପାରନ୍ତି । ହଁ ଏମାନଙ୍କ ଭିତରେ ଯିଏ ଲାଟେଷ୍ଟ ହେଲେ ବୋଧହୁଏ ଆହୁରି ଭଲ ହୁଅନ୍ତା । ହେଉ ପ୍ରଭୁ ଶ୍ରୀଜଗନ୍ନାଥ ଆଉ ଶ୍ରୀ ଜୀବନ୍ନାଥ ଙ୍କ ଦୟା ହେବ !!!!!!
@JayguruPrathana
@JayguruPrathana Ай бұрын
ଆପଣ ଯାହାକୁ ପଚାରନ୍ତୁ ପୋଲିସଙ୍କ ଉପରେ କାହାର ଭରଷା ନାହିଁ କାରଣ ଏଠି a to z ସମସ୍ତେ ଲାଞ୍ଚୁଆ , ଟଙ୍କା ନଦେଲେ କେହି ସୁଣିବେନି
@tecnicalacademy2147
@tecnicalacademy2147 Ай бұрын
Law garib lokanka pain dhanilokañka pain nuhein.
@janakidash6833
@janakidash6833 Ай бұрын
@pravasranjannayak2144
@pravasranjannayak2144 Ай бұрын
Media bhai emiti programme karantu . I really salute. Aap ko pata nehi aap log kitna help karte hai public ka.
@Pradeeppradhan.m
@Pradeeppradhan.m Ай бұрын
Sata katha pura system kharap
@ysmuna
@ysmuna Ай бұрын
ପୋଲିସ ଭୁଲ କଲେ କିଛିନାଇଁ ପବ୍ଲିକ କଲେ କିଳା ଡବଲ Engine ଚାଲିଛି ଭାଇନା 🕺🕺🕺🕺💃💃💃🙏🙏🙏
@Blacktiger248
@Blacktiger248 Ай бұрын
Hmmm Bhai Jaha Kahila Padachata Kete Jana PANDURA Aabhyas Heijaichanti Sethipain Ta Emitika Gundarj Chalauchanti Chora, Gundarj Karuthiba Keteka Police
@RasmitaSwain-ke4tt
@RasmitaSwain-ke4tt Ай бұрын
Madam ଠିକ୍ କହିଛନ୍ତି
@santoshrout1122
@santoshrout1122 Ай бұрын
Bhalai police perfect
@JaiUtkalaMaa
@JaiUtkalaMaa Ай бұрын
ଆମେରିକାରେ ସବୂ ପୋଲିସର ପୋଷାକରେ କ୍ୟାମେରା ଲାଗି ଥାଏ। ତାଙ୍କର ସବୁ ଚାଲି ଚଳନ ରେକର୍ଡ ହୁଏ। ନହେଲେ ସେମାନେ ନିଜ ପାଓବାରର ବ୍ଯବହାର କରି ନିଜେ କ୍ରାଇମ କରିବେ।
@defenceandpoliceacademy2374
@defenceandpoliceacademy2374 Ай бұрын
Bhal huanta he
@HemantaMaharana-vj8sg
@HemantaMaharana-vj8sg Ай бұрын
ବିଜେଡିର ପୋଲିସ ହଟାଜାଉ
@sanayamajhi4032
@sanayamajhi4032 Ай бұрын
Bhai suna news bhai.police posting central posting kara jau.
@GangadharKandi-pz4rn
@GangadharKandi-pz4rn Ай бұрын
ଜାଗିଉଠ ଜନତା ଜାଗିଉଠ
@nihar7726
@nihar7726 Ай бұрын
Police rakhyasa
@biruamamalaxmi541
@biruamamalaxmi541 Ай бұрын
High way ରେ helment check କରିବ 😅😅 accident ହେଇକି road ଜାମ ହେଇକି public ମରିଯିବେ ରେ ଆଣ୍ଠୁ ରେ ବୁଦ୍ଧି ଥିଲେ ଯାହା ହବ
@ganeshchandrabehera6367
@ganeshchandrabehera6367 Ай бұрын
G gangajal jaisa hona chahie police
@RatikantaJena-sf7tt
@RatikantaJena-sf7tt Ай бұрын
Army sasanan lagu kara
@himanshukumarmohanty8900
@himanshukumarmohanty8900 Ай бұрын
Duty is God,,
@ShyamsunderbeheraMuna
@ShyamsunderbeheraMuna Ай бұрын
Madam right
@roshnimohapatra2797
@roshnimohapatra2797 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏 ପୋଲିସ ଭାଇ କଂର ଭିତରେ ଅଛନ୍ତି ଅଳ୍ପ କିଛି ଜଣ ଭଲ ଲୋକ, ସାଥିରେ ଅଛନ୍ତି ରକ୍ତ ଶୋଷା ଜୋକ ଯେଉଁ ମାନେ ଅଟନ୍ତି ନର୍କ କୀଟ .......
@ghanasahu4136
@ghanasahu4136 Ай бұрын
❤🎉
@biruamamalaxmi541
@biruamamalaxmi541 Ай бұрын
ତମେ ସବୁ ଯୋଗ୍ୟ ଯୋଡ଼ି ଆଶା କରେ ଆପଣ ମାନେ police ରେ join କରନ୍ତୁ ଭଲ ହବ
@Blacktiger248
@Blacktiger248 Ай бұрын
Tu Kn Job Pain Jogya Nuha Ki 😆😆😆 Naa Anganabadi Baranda Dekhinu😆😆😜😆😆
@biruamamalaxmi541
@biruamamalaxmi541 Ай бұрын
@@Blacktiger248 #ନା ଦେଖିନି ତୁ ଦେଖିଛୁ ଯୋଡ଼ି ସେଇଠି ଶୋଇପଡ଼
@Blacktiger248
@Blacktiger248 Ай бұрын
@@biruamamalaxmi541 Aasunu Gandita debu mu soichi 😀😜
@biruamamalaxmi541
@biruamamalaxmi541 Ай бұрын
@@Blacktiger248 #ତ ଭଉଣୀ କୁ ନେଇ ଯା
@Blacktiger248
@Blacktiger248 Ай бұрын
@@biruamamalaxmi541 To Bhauni Ra Kn Mela Heijaichi Maja Lagibani Sethipain Kahuchu Kire Biachodira Pila Magia To Bhauni Bia Re Ghian Magia
@sanojkumarnayak4626
@sanojkumarnayak4626 Ай бұрын
ଯିଏ ଯେମିତି ସମାଜରୁ ଆସିଥିବ..... ସେଇପରି ସ୍ଵଭାଵ ହେଇଥିବ....... ଓଡ଼ିଶାର ଲୋକ ଆମେରିକା ଭଳି ସେବା ଖୋଜିବା ନିହାତି ହାସ୍ୟାସ୍ପଦ
@bamdevsethy7523
@bamdevsethy7523 Ай бұрын
Odisha pollce 2 no coor
@gokulchandra9249
@gokulchandra9249 Ай бұрын
1860 Police Act should be reform. Jay Hind.
@disomgarhmedia1360
@disomgarhmedia1360 Ай бұрын
ପୋଲିସ ଚାପ ରେ FIR ନେଉ ନାହିଁ
@MaheswarMallick-o3b
@MaheswarMallick-o3b Ай бұрын
ସବୁ ପୋଲିସ ବଦମାସ ଓ ଲାଞ୍ଚୁଆ ଏ ମାନଙ୍କୁ jail ରେ ପୁରା ଯାଉ.
@panigrahisatya-
@panigrahisatya- Ай бұрын
ଆଜ୍ଞା ସେଠାରେ ଲାଗିଥିଲା ଘଟଣା ପରେ କାଢି ଦିଆଯାଇଛି ।
@kanhahomedecorating6602
@kanhahomedecorating6602 Ай бұрын
24ବର୍ଷ ଭିତରେ ପରି, ପିହୁ, ବେବିନା, ମମିତା, ସୋମ୍ୟରଞ୍ଜନ,....... ଆହୁରି ଅଛନ୍ତି ବିଜେଡି ଉତ୍ତର ଦେଉ
小路飞还不知道他把路飞给擦没有了 #路飞#海贼王
00:32
路飞与唐舞桐
Рет қаралды 77 МЛН
Family Love #funny #sigma
00:16
CRAZY GREAPA
Рет қаралды 46 МЛН
Hoodie gets wicked makeover! 😲
00:47
Justin Flom
Рет қаралды 117 МЛН