ନିଜ ପୁସ୍ତକ ସମ୍ପର୍କରେ କଣ କହିଲେ ଗାୟକ ଲକ୍ଷ୍ମୀଧର ରାଉତ ? ଅଧ୍ଯାତ୍ମ ରାମାୟଣ ଲୋକାର୍ପଣ ଉତ୍ସବ

  Рет қаралды 21,554

Shree Jagannath Pala Research Foundation

Shree Jagannath Pala Research Foundation

Күн бұрын

Пікірлер: 48
@bikashchandrasatapathy5579
@bikashchandrasatapathy5579 Ай бұрын
ଗାୟକ ସମ୍ରାଟ, ମହୋଦୟ ଙ୍କୁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଅନନ୍ତ କୋଟି ପ୍ରଣାମ। ତାଙ୍କର ଅଗାଧ ପାଣ୍ଡିତ୍ୟ ଏବଂ ଉଚ୍ଚ କୋଟୀର ପାଲା ପରିବେଷଣ ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ପୁର ପଲ୍ଲୀରେ ଆପ୍ୟାୟିତ। ଜୟ ଜଗନ୍ନାଥ
@laxmankumarnayak3270
@laxmankumarnayak3270 Ай бұрын
ଦ୍ୱିତୀୟ ଈଶ୍ୱରଙ୍କୁ ପ୍ରଣାମ 🙏🙏🙏ଆପଣଙ୍କ ବିନମ୍ରତା ହିଁ ଆପଣଙ୍କ ମହାନତା, ସତରେ କେଡ଼େ ସରଳ ଅଥଚ ବିରଳ ଆପଣଙ୍କ ବ୍ୟକ୍ତିତ୍ୱ 🙏🙏🙏
@laxmansahoo4681
@laxmansahoo4681 Ай бұрын
ଈଶ୍ୱର,ଏକ, 2ୟ ଇଶ୍ୱର ଚଉଦ ବ୍ରହ୍ମାଣ୍ଡରେ ଶୂନ୍ୟ,
@parikhitamohapatra8714
@parikhitamohapatra8714 Ай бұрын
ଗାୟକ ସମ୍ରାଟ ଙ୍କୁ ଆଭୂମ ପ୍ରଣାମ 🙏🙏
@laxmansahoo4681
@laxmansahoo4681 Ай бұрын
ଯେତେ ସୁନ୍ଦର ଲେଖିଲେ ବି, ଯେତେ ସୁନ୍ଦର ପାଲା ଗାଇଲେ, ବି ବ୍ୟକ୍ତିର ବ୍ୟକ୍ତିତ୍ୱ କଳା ପାଣିରେ ଗାଧୋଇ ବା ପରେ ମଧ୍ୟ, ଯଦା ଚର୍ମଣୀ ଚର୍ମଣୀ,,, @,,, ମୁଁ ଥିଲି ତାଙ୍କର ଅତିଥି,, @,, ଅତିଥି ଦେବୋ ଭଵଃ @🎉
@jayantakumardash7835
@jayantakumardash7835 Ай бұрын
Apananka kabya prativaku kotikoti pranam,
@trinathmaharana9420
@trinathmaharana9420 Ай бұрын
କୋଟି କୋଟି ପ୍ରଣାମ 🙏🏻
@soumyendramishra2711
@soumyendramishra2711 Ай бұрын
ଅତି ସୁନ୍ଦର ଉପସ୍ଥାପନା I ପଣ୍ଡିତ ମହାଶୟଙ୍କୁ ବିନମ୍ର ପ୍ରଣାମ I
@hariharamania4614
@hariharamania4614 Ай бұрын
ଆଜ୍ଞା ପ୍ରଣାମ
@biswaranjanbaral2809
@biswaranjanbaral2809 Ай бұрын
ପାଲା ଜଗତର ସମ୍ରାଟ 🙏🙏🙏🙏🙏
@hariharamania4614
@hariharamania4614 Ай бұрын
ଆଜ୍ଞା ପ୍ରଣାମ ଆଗକୁ ବଢ଼ାଇବା ପାଇଁ ପାଦ ଆପଣ ବାଟ ଦେଖାଇ ଛନ୍ତି
@shreematiswainodiapala5162
@shreematiswainodiapala5162 Ай бұрын
🙏🙏🙏🙏 ସତ କୋଟି ପ୍ରଣାମ.
@krushnachandra2689
@krushnachandra2689 Ай бұрын
Jay Jagannath 🙏🙏🙏
@prafullasahoo1199
@prafullasahoo1199 Ай бұрын
Gayak of Samrat, Pranam. PrafullaSahu Retired Headmaster. Classmate of Pramila.
@biranchisamal1360
@biranchisamal1360 Ай бұрын
ଓଡିଶା ର କଳା ଓ ସଂସ୍କୃତି ବଞ୍ଚାଇ ରଖିଥିବାରୁ,ମହୋଦୟ ମାନଙ୍କୁ କୋଟି କୋଟି ଭୁମିଶୢ ପଣାମ 🙏🙏🙏
@arunkumarray6909
@arunkumarray6909 Ай бұрын
God bless you sir 🙏
@jaladharnanda3791
@jaladharnanda3791 Ай бұрын
Simply you are best
@gopinathkar8415
@gopinathkar8415 Ай бұрын
Great son of odisha mother pranam
@gyanaranjandash8413
@gyanaranjandash8413 Ай бұрын
Jay shree guru dev ki jai guru kripa
@pradeeptakumarbehera1527
@pradeeptakumarbehera1527 Ай бұрын
Koti pranam to Sir. 🙏🙏🙏
@ramakantakanungo4465
@ramakantakanungo4465 Ай бұрын
Great pala gayak.
@laxmidharnayak4191
@laxmidharnayak4191 Ай бұрын
ମହାଶୟ ପ୍ରଣାମ।
@DijendraRout
@DijendraRout Ай бұрын
Heartly salute
@prabhakargouda9978
@prabhakargouda9978 Ай бұрын
Great Sir 🙏🙏🙏
@NabkishorBarik
@NabkishorBarik Ай бұрын
Yes,Jarada Besya and other characters so much good for Ramayana, thanks honourable Rout mahashaya
@suvashchandraswain391
@suvashchandraswain391 Ай бұрын
Great
@radhakantajena7474
@radhakantajena7474 Ай бұрын
Jayajaganath
@DillipKumarmallick-u9z
@DillipKumarmallick-u9z Ай бұрын
Sir God bless you
@bijayakumarnanda8896
@bijayakumarnanda8896 Ай бұрын
Noble personality
@NityanandaMohapatra-c7o
@NityanandaMohapatra-c7o Ай бұрын
ମହାନ୍ ଗାୟକଙ୍କର ମହାନ୍ କୃତି ଚିରଦିନ ଅମଳିନ ରହିବ । ପ୍ରଣାମ ।
@sarojnayak5548
@sarojnayak5548 Ай бұрын
Great sir,
@purnasahoo4672
@purnasahoo4672 Ай бұрын
Good effort made by you. Nameste
@BRAJAMOHANMISHRA-pt1gv
@BRAJAMOHANMISHRA-pt1gv Ай бұрын
Agadhaya panditya ra adhikari manaku mora antarika Namaskara jaya jagannath
@PruthunathGiri
@PruthunathGiri Ай бұрын
ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ ମହାଶୟଙ୍କୁ ଅନନ୍ତ କୋଟି ପ୍ରଣାମ ଜଣାଉଛି ,‌ ତାଙ୍କ ରଚିତ ଆଧ୍ୟାତ୍ମ ରାମାୟଣ ପୁସ୍ତକ ଟି କିପରି ମିଳି‌ପାରିବ ଜଣାଇଲେ ଉପକୃତ ହୁଅନ୍ତି । ମୋ ଯୋଗାଯୋଗ ନମ୍ବର ୭୩୨୭୦୩୯୪୪୯ 🙏🙏🙏
@Sahooramakanta-yj4vx
@Sahooramakanta-yj4vx Ай бұрын
No doubt you are a great palagyak
@Sahooramakanta-yj4vx
@Sahooramakanta-yj4vx Ай бұрын
And God bless you with long live
@jaylaxminarayan4337
@jaylaxminarayan4337 Ай бұрын
ଥରୁଟିଏ ଆପଣଙ୍କ ଗୁରୁ ଙ୍କ ଉପରେ କୁହନ୍ତୁ
@sanatanadash3915
@sanatanadash3915 Ай бұрын
ଯେଁଉ ମାନେ ମହତ୍ ତାଙ୍କ ମନରେ ଗର୍ବ ନଥାଏ
@tapankumarraut1166
@tapankumarraut1166 Ай бұрын
ମହାନ୍ ବ୍ୟକ୍ତିତ୍ବର ପରିଚୟ ଦେଇଛନ୍ତି ଆଜ୍ଞା l
@arpitasahoo9019
@arpitasahoo9019 Ай бұрын
🙏🙏🙏
@raghunathmishra2403
@raghunathmishra2403 Ай бұрын
🙏🙏🙏🙏🙏
@nalinikanta7225
@nalinikanta7225 Ай бұрын
Your great sir
@damodardash615
@damodardash615 Ай бұрын
🌹🙏🙏🙏🌹
@samirkar4502
@samirkar4502 Ай бұрын
🙏🙏👌🎊👍
@jyotirmayadas4981
@jyotirmayadas4981 Ай бұрын
ସପ୍ରେମ ସାରସ୍ବତ ପ୍ରଣାମ।ପୁସ୍ତକଟିଏ କେଉଁଠି କିଣିବାକୁ ମିଳିବ,ଜଣାଇ ଫୋନ୍ ନମ୍ବର୍ ଦେଲେ ଖୁସି ହେବି।
@manaswinisatapathy6176
@manaswinisatapathy6176 Ай бұрын
Safala pala gayak
@gayadharsahu6740
@gayadharsahu6740 Ай бұрын
GREAT SIR.
@parameswarbarik3692
@parameswarbarik3692 Ай бұрын
Great sir 🙏🙏🙏
Players vs Pitch 🤯
00:26
LE FOOT EN VIDÉO
Рет қаралды 118 МЛН
My MEAN sister annoys me! 😡 Use this gadget #hack
00:24
Jagannath Behera Mangalacharana
33:34
Shree Jagannath Pala Research Foundation
Рет қаралды 721 М.
Players vs Pitch 🤯
00:26
LE FOOT EN VIDÉO
Рет қаралды 118 МЛН