Why is Naveen affected by comments on Pandian?

  Рет қаралды 13,757

Nirbhay

Nirbhay

Күн бұрын

Пікірлер: 206
@jeetendrakumarmohanty2963
@jeetendrakumarmohanty2963 2 сағат бұрын
ଧନ୍ୟବାଦ୍ ମହାଶୟ, ଆପଣଙ୍କ ଆଲୋଚନା ଅତି ସୁନ୍ଦର, ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ, ମଣିଷ ଭଳି ଭାବିଲେ ନାହିଁ, ଗର୍ବ ଓ ଅହଂକାର ଶ୍ରୀ ଜଗନ୍ନାଥ ସହି ପାରିଲେ ନାହିଁ, ସେଥିପାଇଁ ଓଡ଼ିଶାର ଜନସାଧାରଣ ପ୍ରତ୍ୟାଖ୍ୟାନ କଲେ।
@santoshpurohit8540
@santoshpurohit8540 Сағат бұрын
No,No, Pandu ra Katha re padi bodhe, very closely I watched when Mr, pyari Mohapatra was their & Pandu was sub collector Dharamghar
@MaheswarKar-z8g
@MaheswarKar-z8g Сағат бұрын
ନବୀନ ବାବୁ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିନଥିଲେ।
@jyotirmayjena1869
@jyotirmayjena1869 2 сағат бұрын
ବହୁତ ବହୁତ ଅଭିନନ୍ଦନ ଆପଣଙ୍କୁ । ତାହେଲେ ଆପଣଙ୍କ ତୀର ଠିକ୍ ଜାଗାରେ ବାଜୁଛି ।
@shreenibasbhukta9356
@shreenibasbhukta9356 2 сағат бұрын
ପାଣ୍ଡିଆନ ବାବୁଙ୍କ ପାଖରେ ନବୀନ ବାବୁଙ୍କ କିଛି ଗୁମର କାହାଣୀ ମହଜୁଦ ଅଛି ବୋଧ ହୁଏ, ତେଣୁ ନବୀନ ବାବୁ ପାଣ୍ଡିଆନ ବାବୁ ଙ୍କୁ ଡରୁଛନ୍ତି ବୋଲି ମୋର ମତ।
@gandharbanayak5660
@gandharbanayak5660 Сағат бұрын
Aangya nischita👍
@SudanGadatya
@SudanGadatya Сағат бұрын
Excellent.
@BPATRA-by9yz
@BPATRA-by9yz 3 сағат бұрын
ନବୀନ ବାବୁ ଧନ୍ୟବାଦ,ଆପଣ ଙ୍କ ନିର୍ଭୟ ଗୁମର କଥା ନବୀନ ବାବୁ ଦେଖିଥିବେ ଯଦି କିଛି ବୁଝି ପାରି ନ ଥିବେ ତାଙ୍କୁ ଯିଏ ବୁଝାଇ ଥିବ ସେହି ବ୍ୟକ୍ତି ଏ କମେଟ ଦେଇଛି ଜୟ ଜଗନ୍ନାଥ
@jyotiranjan203
@jyotiranjan203 2 сағат бұрын
Sir 🙏
@pratapjena1193
@pratapjena1193 3 сағат бұрын
ନବୀନ ବାବୁ କିଛି ଓଡ଼ିଆ ବୁଝି ପାରୁନାହିଁ, ଏହା ସବୁ ପାଣ୍ଡୁ ର କାମ , ନବୀନ ନାମରେ ପାଣ୍ଡୁ ସବୁ ଲେଖୁଛି। ନବୀନ ନିଜେ ଜାଣନ୍ତି ସେ ଜଣେ ଡ୍ରାମାବାଜୀ ଡକାୟତ କରି ଓଡ଼ିଶାବାସୀ ମାନଙ୍କୁ ଵୋକା ବନାଉଥୀଲେ ।
@RabindranathSahu-w5s
@RabindranathSahu-w5s 3 сағат бұрын
ସତ୍ୟର ସର୍ବଦା ବିଜୟ ହୁଏ ବଡ଼ ଭାଇ। ଖୁସୀ ଲାଗିଲା ନବୀନ ବାବୁ ବିଳମ୍ବରେ ହେଲେବି ନିର୍ଭୟ ଗୁମର କଥା ସତ୍ୟ ଉପସ୍ଥାପନ କୁ ସତ୍ୟ ବୋଲି ମାନିଲେ । ଏହା ସତ୍ୟର ବିଜୟ ବିଳମ୍ବରେ ହେଉ ପଛେ।
@SurendraMishara-h1p
@SurendraMishara-h1p 2 сағат бұрын
ସାଦର ପ୍ରଣାମ, ନବୀନ ପଟନାୟକଙ୍କ ପ୍ରତିକ୍ରିୟା ଶୁଣି ମନେହେଲା ଏହି ପ୍ରତିକ୍ରିୟାଟି ନବୀନବାବୁ ଲେଖିଛନ୍ତି କି ଷଡଯନ୍ତ୍ରକାରୀ ଲେଖିଛନ୍ତି ??? ଏଣୁ ଶ୍ରୀଜଗନ୍ନାଥ ନଵୀଵବାବୁ ତଥା ତାଙ୍କର ଷଡଯନ୍ତ୍ରକାରୀଙ୍କୁ ସଦବୁଦ୍ଧି ଦିଅନ୍ତୁ.. ଜୟ ଶ୍ରୀରାମ 🙏🙏🙏
@swadhikarbetaj3768
@swadhikarbetaj3768 3 сағат бұрын
ଏସବୁ ନବୀନ ବାବୁଙ୍କ ଦ୍ବାରା କଦାପି ଲେଖାଯାଇନାହିଁ କି ସେ କୌଣସିପ୍ରକାର ଓଡ଼ିଆ ସମାଚାର ସେ ଦେଖନ୍ତି ନାହିଁ। ଏପର୍ଯ୍ୟନ୍ତ ବି ତାଙ୍କର ଡମି ମଣିଷଟିଏ ତାଙ୍କ ଅଭିନୟରେ ବ୍ୟସ୍ତ ଅଛନ୍ତି।
@chittaranjanbehera8173
@chittaranjanbehera8173 3 сағат бұрын
Correct, till date, we never ever listened to see or speak odia correctly. Only it is possible through Kartika.
@dr.bhagabansahu1220
@dr.bhagabansahu1220 2 сағат бұрын
100% true 👍
@maheswarprusty3043
@maheswarprusty3043 Сағат бұрын
Your advice and tapik.. Are very good✅👍 congratulations
@manjupravamishra8000
@manjupravamishra8000 Сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🌹।
@ranjitpattanayak4806
@ranjitpattanayak4806 2 сағат бұрын
ଆପଣ ଙ୍କୁ ଅଭିନନ୍ଦନ। ଯାହା ହେଉ ମଞ୍ଜିକଥା ଟି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଷୟ ରେ। ସେ ଓଡ଼ିଆ ଙ୍କ ଆରାଧ୍ୟ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଙ୍କୁ କିପରି ଅପବ୍ୟବହାର କରିଥିଲେ। ଆପଣ ଙ୍କ ନିର୍ଭିକ ସମାଲୋଚନା ମୂଳକ ପଦକ୍ଷେପ କୁ ନେଇ ଧନ୍ୟବାଦ୍।
@kastucharansahu6656
@kastucharansahu6656 3 сағат бұрын
ତୀର ଯେଉଁମାନଙ୍କ ଛାତିରେ ବାଜିବାର ଥିଲା ଲକ୍ଷ୍ଯ ଭେଦ ଠିକ ଅଛି,ଜୟ ଜଗନ୍ନାଥ।
@prasantakumarswain1968
@prasantakumarswain1968 3 сағат бұрын
Sir,It is good analysis in odisha poltics.If B.J.D.comes to power,V.K.pandian would have made the C.M.of Odisha.It is perception odisha ' s people.
@maheswarparihari5189
@maheswarparihari5189 2 сағат бұрын
ଜୟ ଜଗନ୍ନାଥ ଯେଉଁ ଲେଖା ଆପଣ ପଢ଼ିଲେ ନବୀନ ବାବୁଙ୍କର ସତ ସାହସ ଅଛି କି ଖୋଲା ମଣ୍ଡପରେ ବିନା ଲେଖାରେ କହି ପାରିବେକି । ନବୀନଙ୍କର ସବୁ ଦୁର୍ବଳତା ପାଣ୍ଡିଆଁନ ଙ୍କ ମୋବାଇଲରେ ଲୋଡ ହୋଇ ରହିଛି , ଯଦି ପଣ୍ଡିଆଁନ ଖୋଲିଦେବେ ଓଡ଼ିଶା ଲୋକ ସ୍ତବଦ ହୋଇଯିବେ ।
@ramachandrapanipani7424
@ramachandrapanipani7424 Сағат бұрын
ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ ।
@akhsyakumarbehera7298
@akhsyakumarbehera7298 Сағат бұрын
ନବୀନ ପଟ୍ଟନାୟକଙ୍କ ସମୟରେ ରାଜାରେ ଅରାଜକତା ଚାଲିଥିଲା ରାଜକୋଷକୁ ପୈତ୍ରକ ସଂପତି ଭାବି ମନଇଛା ଲୁଟ କରି ଖାଇଗଲେ ଏବେ କିଏ ସେ କଥା କହିଲେ ରାତ୍ରଦାହ ହେଉଛି,
@aruppattnaik8368
@aruppattnaik8368 3 сағат бұрын
ନବୀନ ପଟ୍ଟନାୟକ ଙ୍କୁ ପାଣ୍ଡିୟାନ ବୋଧେ ବଶୀଭୂତ ମନ୍ତ୍ର କରିଦେଇଛନ୍ତି ।
@golakbiharisahoo4795
@golakbiharisahoo4795 2 сағат бұрын
ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଜିତି ଯାଇଛନ୍ତି ।
@shyamsundarkhadanga5307
@shyamsundarkhadanga5307 3 сағат бұрын
ସାର୍ ଆପଣଙ୍କ ଅନୁଶୀଳନ କରିବାର ଦକ୍ଷତା କୁ ଧନ୍ୟବାଦ।ସମ୍ପ୍ରତି ପରିସ୍ଥିତିରେ ଯେ କେହି ଅନୁଭବ କରିବା ସୁଖ ଖବର ଏ ଥିରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବାଡ ପଡ଼ିବେ କିମିତି,? ଏବେ ନିର୍ଭୟ କୁ ଘରେ ଘରେ ପରିଚିତ କରାଇ ଆପଣ ସମସ୍ତଙ୍କ ଆଖି ଖୋଲି ଥିବାରୁ ଆପଣଙ୍କୁ ଅଭିନନ୍ଦନ।
@rabishankarraut1977
@rabishankarraut1977 3 сағат бұрын
ନବିନ ବାବୁଙ୍କୁ ଏବେବି ପଚାରନ୍ତୁ, ସେ କିଛି ବି କହି ପାରିବେ ନାହିଁ
@umanandasahoo1588
@umanandasahoo1588 Сағат бұрын
ଆଜ୍ଞା ନମସ୍କାର. ଆପଣଙ୍କ ମତାମତ ଅତି ପ୍ରାଞ୍ଜଳ. ମାର୍ଜିତ ବାସ୍ତବବାଦୀତା ପ୍ରତିପାଦନ କରେ ଯାହା କି ଜନମାନସରେ ଗ୍ରହଣ ଯୋଗ୍ୟ ତଥା ସମାଜର ପରିବର୍ତନର ଶ୍ୱର.
@prasantakumarswain3419
@prasantakumarswain3419 2 сағат бұрын
ଆଜିର ଅଧ୍ୟାୟ ଠିକ୍ " ନିର୍ଭୟ ଗୁମର କଥା " , ବାଜିବା ଲୋକ ଠେଇଁ ଠିକ୍ ବାଜିଥିବ ।
@debasispadhi504
@debasispadhi504 3 сағат бұрын
Jay sri jagannath🙏🙏🙏
@anilguru9947
@anilguru9947 Сағат бұрын
Congratulations Sir,ur analysis is fine and great.
@brajakishorepadhi4022
@brajakishorepadhi4022 Сағат бұрын
ନବୀନ ପଟ୍ଟନାୟକ ବୁଢା ରାମାୟଣ ର କାଳନେମୀ ଛଡା ଆଉ କିଛି ନୁହଁ। ନବୀନ ପଟ୍ଟନାୟକ ର ଆତ୍ମ ଗର୍ବ ଅହଂକାର ଅଧିକ। ଅତଧିକ କୋଢିଆ ଅଳସୁଆ।
@PravatiSahoo-f3e
@PravatiSahoo-f3e 3 сағат бұрын
B ,j,d ta karmafala bhogiba,
@BalaramSaa-z4u
@BalaramSaa-z4u 2 сағат бұрын
💯%right sir
@srtsahoo2862
@srtsahoo2862 2 сағат бұрын
ସୁନ୍ଦର ଆଲୋଚନା
@kailashchandradas8992
@kailashchandradas8992 38 минут бұрын
ଜୟ ଜଗନ୍ନାଥ 🙏
@ramachandrapanipani7424
@ramachandrapanipani7424 Сағат бұрын
ଜୟ ଶ୍ରୀ ଜଗନ୍ନାଥ !
@PrasantaKumarSahoo-65
@PrasantaKumarSahoo-65 3 сағат бұрын
ଆଜ୍ଞା ନମସ୍କାର, ସେ ଯାହହେଉ ଆମମାନଙ୍କର ବଡ଼ ଭାଗ୍ୟ ଯେ.....ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଆମର କମେଣ୍ଟ କୁ ବି ପଢ଼ୁଥିବେ। ତେବେ news-fuse ରେ କହିଲାଭଳି .. ସୁଧୁରିବା ଲୋକ ସୁଧୁରି ଯାଆନ୍ତୁ। ନହେଲେ ପରିସ୍ଥିତି ଏମିତି ବି........?
@satishchandrabehera7291
@satishchandrabehera7291 3 сағат бұрын
" ନିର୍ଭୟ ଗୁମର କଥା" ଅତ୍ୟନ୍ତ ଶକ୍ତିଶାଳୀ। ଏହା ଆମ ମତ ନୁହେଁ , କୁହନ୍ତି ବଳଶାଳୀ।। ସେଥିପାଇଁ ' ନବୀନ ଦାସ ' ଙ୍କୁ ଆମ ପ୍ରଣାମ। ପ୍ରଭୁ ଜଗନ୍ନାଥ ବଢାନ୍ତୁ ତାଙ୍କର ସମ୍ମାନ।।
@Sahooramakanta-yj4vx
@Sahooramakanta-yj4vx 2 сағат бұрын
Nabin is a devotee of pope
@durgaprasadsamantaray7084
@durgaprasadsamantaray7084 3 сағат бұрын
ଅତି ଦର୍ପେ ହତ ଲଙ୍କା, ଅତି ମାନେଶ୍ଚ କ୍ଉରବାଃ ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗର୍ହୀତମ୍।
@kishorchsrichandan307
@kishorchsrichandan307 2 сағат бұрын
ନିର୍ଭୟ ଗୁମର କଥା କୁ ବିଜେଡି ପ୍ରାୟଯିତ୍ ସୋସିଆଲ ମିଡିଆ ର କମେନ୍ତ୍ ରେ କିଛି ବ୍ୟକ୍ତି ଅତି କଦର୍ଯ୍ୟ ପ୍ରତିକ୍ରିୟା ଦେଉଛନ୍ତି ତାକୁ ମଧ୍ୟ ପଢୁଥିବେ। ଆପଣଙ୍କ ମାଙ୍କଡ଼ କଦଳୀ ଉପାଖ୍ୟାନ ଠିକ୍ ଜାଗାରେ ବାଜିଛି।
@souravmishra2048
@souravmishra2048 Сағат бұрын
The fact is Naveen Patnaik doesn't watch your shows rather Mr Pandian does watch it..
@tuladharpradhan
@tuladharpradhan 2 сағат бұрын
ଆପଣଙ୍କ ସମୀକ୍ଷା ଓ ସହସକୁ ସଲୁଟ
@ChittaranjanNayak-c6g
@ChittaranjanNayak-c6g 58 минут бұрын
Analysis is true
@jayantakumarmohapatra9534
@jayantakumarmohapatra9534 3 сағат бұрын
Naveen doesn't watch your video, but it's someone.
@narasinghdas3623
@narasinghdas3623 Сағат бұрын
ଜଗନ୍ନାଥ ଏମାନଙ୍କୁ ସହିଲେନି, ଆଗକୁ ମଧ୍ୟ ସହିବେନି ଆଉରି ମାଡ ଦେବେ l
@bijayanandadash5344
@bijayanandadash5344 2 сағат бұрын
Beautiful episode 😅
@GolokSahoo
@GolokSahoo 3 сағат бұрын
Truth is always truth. Naveen babu may accept or not.During Election he gave protection to Pandian by saying pandian is not his successor but at that time every thing was finished. After Election when leaders and party workers blamed pandian for defeat of party he came out and told it's "durbhagyojanak.For conspiracy against Naveen babu at Kantabanji he again showed his annoyance.But as an intelligent person he should accept the truth.
@1984sib
@1984sib 3 сағат бұрын
ଶାସନ ଗାଦି ପ୍ରତି ଏତେ ଲୋଭ କାହିଁକି? ନବୀନ ପଟ୍ଟନାୟକ ଏହା ସ୍ୱୀକାର କରିନେବା ଉଚିତ୍ ଯେ ତାଙ୍କର ସ୍ବାସ୍ଥ୍ୟ ହାନି ଘଟିଲାଣି, ତେଣୁ ସେ ରାଜନୀତି ପାଇଁ ଆଉ ଯୋଗ୍ୟ ନୁହଁନ୍ତି । ନବୀନ ପଟ୍ଟନାୟକ ତୁରନ୍ତ ସନ୍ନ୍ୟାସ ନେବା ଉଚିତ୍।
@SukmarMishra
@SukmarMishra 2 сағат бұрын
Nabin Patnaik welcome 🙏
@nabinbeura3225
@nabinbeura3225 2 сағат бұрын
ଧୃତରାଷ୍ଟ୍ରଙ୍କ ସଭାରେ ଦୁର୍ଯୋଧନ ଓ ଦୂତ ଶ୍ରୀକୃଷ୍ଣ ମଧ୍ୟରେ jeu ସମ୍ପର୍କ ସେହିପରି ଦେଖାଯାଏ ନବୀନ ପଟ୍ଟନାୟକ ଓ ଜଗନ୍ନାଥଙ୍କ ମଧ୍ୟରେ।
@bimalkantatripathy2776
@bimalkantatripathy2776 Сағат бұрын
ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ, ଏମିତି ଗୋଟିଏ ଗୋଟିଏ ଗୁମର କଥା ଖୋଲୁଥା'ନ୍ତୂ।
@Lituharichandan
@Lituharichandan 2 сағат бұрын
Pandian Budhara kichi Gupta katha Rakhi Nabin ku black mail karuchi..Rahya sarkar tadanta Kariba uchit..
@gopalsamall8365
@gopalsamall8365 2 сағат бұрын
ଗୁମର କଥା ଦେବୁଲି ଦାସ ଙ୍କୁ ବିଶେଷ ଧନ୍ୟବାଦ ଦିଅନ୍ତୁ l
@bjayalakshmi7746
@bjayalakshmi7746 3 сағат бұрын
Jay jagananath
@ramachandrapanipani7424
@ramachandrapanipani7424 Сағат бұрын
ଆପଣଙ୍କ କଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଣୁଥିବା ଓ ପ୍ରତିକ୍ରିୟା ପ୍ରକାଶ କରୁଥିବା ଜାଣି ଭଲ ଲାଗିଲା ।
@laxmidharapanda6086
@laxmidharapanda6086 Сағат бұрын
ପାଣ୍ଡିଆକୁ କହିଲେ ନବୀନଙ୍କୁ ବାଧୁଛି !କାରଣ ଏବେ ପାଣ୍ଡିଆନର ବ୍ୟକ୍ତିଗତ ସଚିବ ନବୀନ ପଟନାୟକ ନିଯୁକ୍ତି ପାଇଛନ୍ତି !ଏମିତି କି ଗୁପ୍ତ ରହସ୍ୟ ଅଛି ଉଭୟଙ୍କ ଭିତରେ ଯେ ନବୀନ ପଟନାୟକ ପାଣ୍ଡିଆର ଅଲ୍ଲୀଖିତ କ୍ରୀତଦାସ ବନିବାକୁ ପ୍ରସ୍ତୁତ ! ଅର୍ଥବ୍ୟାପାର ସହିତ ଶ୍ରଦ୍ଧା ବ୍ୟାପାର ଥିବାର ସମ୍ଭାବନା ରହୁଛି, ଚରିତ୍ରରେ ସବୁଦିନ ପାଇଁ କଳାଦାଗ ଲାଗିଯିବାର ସମ୍ଭାବନା ଭୟ !
@subhabratamishra4465
@subhabratamishra4465 2 сағат бұрын
ଜୟ୍‌ ଜଗନ୍ନାଥ୍ ଆଜ୍ଞା ଆଜି ବି ମୋ ମନ ବହୁତ୍ ଖୁସୀ ଯେ ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ଆଖିରେ ନିର୍ଭୟ‌ କୁ ଦେଖିଛନ୍ତି । ତେବେ ତାଙ୍କୁ ମୋର‌ ଅନୁରୋଧ୍‌ କି ସେ ନିର୍ଭୟ ର‌ ପୂର୍ବ ପାଖୁଡାକୁ ଉପଭୋଗ୍‌ କରନ୍ତୁ ଓ ଆସିବାକୁ ଥିବା ଅଧ୍ୟାୟ‌ ଗୁଡିକୁ ସର୍ବଦା ଶୁଣନ୍ତୁ ।
@kamalakantadas6050
@kamalakantadas6050 2 сағат бұрын
ମହା ପ୍ରଭୁ ଶ୍ରୀ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ । ସମସ୍ତେ ସୁଖରେ ରୁହନ୍ତୁ ।😊
@l.p.rajguru1681
@l.p.rajguru1681 3 сағат бұрын
ସେ ମେଲଟି ନବୀନ ବାବୁକ ଇମେଲ୍ ରୁ ଟାମିଲ ବାବୁ ପଠେଇନାହାଁନ୍ତି ତ କାରଣ ନବୀନ ବାବୁ ଚବିଶ ବର୍ଷ ଭିତରେ କେବେ ତ ଓଡିଆ କହିନାହାଁନ୍ତି କି ଲେଖିନାହାଁନ୍ତି,ଆଉ ଆପଣ ଓଡିଆ ଲେଖାଥିବା ପ୍ରତିକ୍ରିଆ ଦେଖାଇଲେ
@BijayMishra-o8p
@BijayMishra-o8p 19 минут бұрын
ଆମକୁ କୂ ମଧ୍ୟ ଖୁସି ଲାଗିଲା ଆଜ୍ଞା ଯେ ନବୀନ ବାବୁ ଦେଖୁଛନ୍ତି ଆଶ୍ଚର୍ଯ୍ୟ ଲାଗିଲା ପ୍ରତ୍ୟୁତର ଅହଙ୍କାର ଝଲ୍ସୁଥିଲା, ପ୍ରଣାମ
@pramodbhue1986
@pramodbhue1986 2 сағат бұрын
Sat katha sir
@PrafuLa-q5l
@PrafuLa-q5l 3 сағат бұрын
ପାଣ୍ଡୁର ତନ୍ତ୍ର ଶକ୍ତିର ପ୍ରଭାବରେ ନବୀନ ବାବୁ ବଶୀଭୂତ କାରଣରୁ ପାଣ୍ଡୁ ବିରୁଦ୍ଧରେ ଯେତେ ଶୁଣିଲେବି ନବୀନ ବାବୁଙ୍କ ମନ କେକେ ପରିବର୍ତନ ହେବନି l
@RanjanBehera-ge1kf
@RanjanBehera-ge1kf 3 сағат бұрын
☀️Thank You So Much For Your Lovely Presentation...🙏🌷💐 ସତ୍ୟର ସ୍ଵର... "ନିର୍ଭୟ ଗୁମର କଥା " ❣️💜❣️💙❣️💛❣️💙❣️💜❣️ସାମ୍ବାଦିକତା ଜଗତରେ ଧୃବତାରା❣️💜❣️💙❣️💛❣️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️✴️
@ajayakumarrout5854
@ajayakumarrout5854 Сағат бұрын
ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କଳଙ୍କ ।
@chandipadapanda4707
@chandipadapanda4707 Сағат бұрын
ଏହି ପ୍ରତିକ୍ରିୟା ନବୀନ ବାବୁ ଙ୍କ ନାମରେ ଆଉ କେହି ବ୍ଯକ୍ତ କରିଛନ୍ତି ପରି ମନେହୁଏ ।
@akshayakumarnayak492
@akshayakumarnayak492 3 сағат бұрын
Good
@SantoshNayak-x4z
@SantoshNayak-x4z 3 сағат бұрын
Navin pattnayak can see but can not listen.
@lnpranaya4285
@lnpranaya4285 3 сағат бұрын
ଜଣେ ନବୀନ ଅନ୍ଧ ମୁକ ବଧିର ହୋଇ ଗଣତନ୍ତ୍ର ହତ୍ୟା କରିଛନ୍ତି ... ଆଉ ଜଣେ ନବୀନ ଗଣତନ୍ତ୍ର ର ଚତୃର୍ଥ ସ୍ତମ୍ଭ ସାଜି ଏହାକୁ ସୁଦୃଢ କରିବାକୁ ଚେଷ୍ଟା କରୁଛନ୍ତି.. ଭଲ ହୋଇ ଥାନ୍ତା ଯଦି ବିଜେଡି ସରକାର ଙ୍କ ହାତ ନାହିଁ ତ ବିରୋଧୀ ଦଳ ଭାବେ ଆପଣଙ୍କ ପୁଅ ର ମୁର୍ତ୍ୟୁ ର ତଦନ୍ତ ପାଇଁ ଯଦି ନବୀନ ବାବୁ ସ୍ୱର ଉଠାନ୍ତେ ଭଲ ହୁଅନ୍ତା.. ଯଦି ନିର୍ଭୟ ଦେଖିକି ଲୋକ ସରକାର ବଦଳେଇ ଦେଲେ ତାହେଲେ ଏ ନବୀନ ଙ୍କ popularity ତ ସେ ନବୀନ ଙ୍କ ଠାରୁ ବହୁତ ଅଧିକ.. 🤷🏻‍♂️
@sisirkantalauria7159
@sisirkantalauria7159 27 минут бұрын
ନବୀନ ଦାସ ଏପରି ଜଣେ ଲୋକ ଯିଏ ନିଜ ଘରେ କଣ ଘଟୁଛି ଜାଣିପାରୁନି, ସିଏ ଅନ୍ୟ ଘରର କଥା କୁ ଭାଷଣ ମାରି କେତେ ଖୁସି ହେଉଛନ୍ତି, ସେ ଭାବୁଛନ୍ତି ଏମିତି କଲେ ତାଙ୍କର କ୍ରେଜ ଶୀର୍ଷରେ ପହଂଚି ଯିବ ବୋଲି ବୋଧେ ଭାବୁଛନ୍ତି
@ramachandrapanipani7424
@ramachandrapanipani7424 Сағат бұрын
ଅହଂକାର ବିମୂଢ଼ାତ୍ମା କର୍ତ୍ତାହମିତି ମନ୍ୟତେ ।
@rajanikantachoudhury2343
@rajanikantachoudhury2343 27 минут бұрын
ଅମସ୍କାର ସାର. କଥାରେ ଅଛି ବଂଶ ବୁଡିବା ସମୟରେ ଘୋଡ଼ାମୁହା ପୁଅ ଜନ୍ମ ନିଏ. ଠିକ ସେମିତି ନବୀନ ଙ୍କ କଥା.
@ramachandrapanipani7424
@ramachandrapanipani7424 Сағат бұрын
ଆମେରିକାରେ ଟ୍ରମ୍ପ ବିଜୟୀ ହେଲେ । ଭାରତ- ଆମେରିକା ସମ୍ବନ୍ଧ ଆହୁରି ଦୃଢ଼ ହେଉ । ୬ । ୧୧ । ୨୦୨୪, ବୁଧବାର
@narasinghdas3623
@narasinghdas3623 Сағат бұрын
ଗୁପ୍ତ ଅନୈତିକ ସମ୍ପର୍କ ବୋଧେ l
@manaswinisahoo6357
@manaswinisahoo6357 Сағат бұрын
ଗୁଣିଗାରେଡ଼ି ପ୍ରଭାବ
@Sahooramakanta-yj4vx
@Sahooramakanta-yj4vx 3 сағат бұрын
Nabin is dhutrasyra
@BhaktaHari-xy3lf
@BhaktaHari-xy3lf 2 сағат бұрын
Ok
@bansidharrout9096
@bansidharrout9096 3 сағат бұрын
100%Right bhai
@hurshikeshmeher2489
@hurshikeshmeher2489 Сағат бұрын
ଅତ ଗର୍ବେ ହତ ଲଙ୍କାରେ ମିଶିବ ଅତୀ ଅହଂକାରୀ ନବୀନ ପଟ୍ଟନାୟକ
@ramachandrapanipani7424
@ramachandrapanipani7424 Сағат бұрын
ବାପା ବିଜୁ ପଟ୍ଟନାୟକଙ୍କ ନାମରେ ଏତେ କିଛି କରିଥଲେ । ତାଙ୍କୁ ଭଲ ପାଉ ନାହାନ୍ତି ?
@kanhucharanmaity7099
@kanhucharanmaity7099 3 сағат бұрын
Jayashrijaganath
@sangalalmunda1730
@sangalalmunda1730 Сағат бұрын
Sat khata sir
@SabitaKhuntia-ih5yq
@SabitaKhuntia-ih5yq 3 сағат бұрын
Jay Jagannath sir namaskar very good analysis right sir 🙏🙏
@bishnuprasaddash1106
@bishnuprasaddash1106 3 сағат бұрын
Naveen kichhi padhantini aei Pandian hin Naveen naan re reply karuchhanti sabuthi.
@MarutiEntertainment5241
@MarutiEntertainment5241 3 сағат бұрын
Jay shree jagannath
@Skstarvlog3735
@Skstarvlog3735 2 сағат бұрын
Naveen ku odia asuni.hele lekhila kie.sei pandu 😂.naveen sudhuribani.sir tk kuhantu naveen ku odia ta asuni lekhila kie
@hotelvishalresidency179
@hotelvishalresidency179 3 сағат бұрын
Naveen Patnaik Nirbhay Gumara Katha dekhanti nahin.Kintu kehi Jane dami Naveen Patnaik achhanti,jie ki Naveen Patnaik Naa re X handle re post karauchanti.
@subashmishra5616
@subashmishra5616 3 сағат бұрын
❤ ନବୀନ ପାଣ୍ଡୁ ଗହନ ପ୍ରେମ ଗୋପନ କଥା ନ କହିଲେ ଭଲ ଜୟ ଜଗନ୍ନାଥ
@IS21-222
@IS21-222 3 сағат бұрын
ଆଜ୍ଞାଚଉଦ ବର୍ଷର ଶାସକନୁହେଁ ଚବିଶବର୍ଷର ଶାସକ
@AchintyaBiswal
@AchintyaBiswal 2 сағат бұрын
Naveen and Pandian have turned mad. Both have become helpless. So Lord Jagannath forgive them.
@motilaldash4645
@motilaldash4645 3 сағат бұрын
ପାଣ୍ଡିଆନ ବୋଧହୁଏ ଭାରତ ରତ୍ନ ପାଇବା ଅପେକ୍ଷାରେ ଅଛନ୍ତି iii
@ashoksamal7683
@ashoksamal7683 Сағат бұрын
ନବୀନ ଦାସ, ବଳରାମ କାହିଁକି ପଡିଗଲେ ଦୟାକରି କହିବେକି, ବିଜେପି ମୁଖପାତ୍ର
@Dr.HemantaKumar
@Dr.HemantaKumar 3 сағат бұрын
ନବୀନବାବୁ ନିର୍ଭୟ ଦେଖନ୍ତିନି କି ବୁଝନ୍ତିନି ବରଂ ତାଙ୍କ ନାମରେ କେହି ଅନୁଗତ ମତ ଦେଇଛନ୍ତି ବୋଧହୁଏ ।
@kahnucharanbhola3634
@kahnucharanbhola3634 3 сағат бұрын
Nabin babu dekhunahi boli tu kemiti janilu?
@jitendranaik6945
@jitendranaik6945 3 сағат бұрын
Sir, ସବୁ episode ରେ English subtitles ରଖିଲେ ଭଲ ହୁଅନ୍ତା।
@ashutoshdas6203
@ashutoshdas6203 3 сағат бұрын
ଏହା ନବିନ୍ ବାବୁଙ୍କ ପ୍ରତିକ୍ରିୟା ନୁହେଁ ବରଂ ତାଙ୍କ ଛାୟା ନବିନ୍ ବାବୁଙ୍କ ନା ରେ ଲେଖିଛନ୍ତି।
@yudhisthiraswain
@yudhisthiraswain 2 сағат бұрын
Jay shree Ram 🎉🎉🎉
@RudranarayanDas-h1u
@RudranarayanDas-h1u 3 сағат бұрын
ଭରତପୁର ଘଟଣା କଣ ହେଲା
@tukunasahu1772
@tukunasahu1772 2 сағат бұрын
Aapana nka upastapana bahut sundar.. Jagannath aapana nku dirghayu karantu sir...
@kanhucharanmaity7099
@kanhucharanmaity7099 3 сағат бұрын
Jayshrijaganath
@prasantakumarswain3419
@prasantakumarswain3419 2 сағат бұрын
ଡି. କୁଟ୍ଟେ. ଆଇଏଏସ୍ କି ?
@santoshmallick1955
@santoshmallick1955 Сағат бұрын
Husband wife Relation
@rajanikantabiswal2669
@rajanikantabiswal2669 Сағат бұрын
ସାର୍ ନମସ୍କାର ଆପଣଙ୍କ ସତ୍ଯ ନିଷ୍ଠାର ସାମ୍ବାଦିକତା ପରୋକ୍ଷରେ ପସନ୍ଦ କରିଥିବା ରୁ ଆପଣଙ୍କ ମାଧ୍ୟମରେ ସୁଭେଚ୍ଛା ଜଣାଉଛି ସବୁ ଦିନ ଆମ ନିର୍ଭୟ ଗୁମର କଥା ଦେଖୁଥାନ୍ତୁ
@rajanikantabiswal2669
@rajanikantabiswal2669 Сағат бұрын
ନବିନ ବାବୁ
@bhubanmohanty3853
@bhubanmohanty3853 32 минут бұрын
ବୀନ ବାବୁଙ୍କ ମୋହ ଭଙ୍ଗ ହେଇନି
Real Man relocate to Remote Controlled Car 👨🏻➡️🚙🕹️ #builderc
00:24
У вас там какие таланты ?😂
00:19
Карина Хафизова
Рет қаралды 19 МЛН
🔵 SUPER EXCLUSIVE Interview With BJD Leader VK Pandian
33:37
Kanak News
Рет қаралды 303 М.