Suresh Wadekar & Anuradha sings 'Sindura mathare Tora..' in Odia Movie 'Kanyadan'

  Рет қаралды 2,311,863

odia melody

odia melody

Күн бұрын

Suresh Wadekar & Anuradha sings 'Sindura mathare Tora..' in Odia Movie 'Kanyadan'
Lyrics & Music : Arun Mohanty

Пікірлер: 1 100
@rubinabarik3120
@rubinabarik3120 5 ай бұрын
2024 ରେ କିଏ ଏହି ଗୀତ ଶୁଣୁଛlike କର
@vikramkumar...2265
@vikramkumar...2265 5 ай бұрын
Muu
@bijayatrinathswain8526
@bijayatrinathswain8526 4 ай бұрын
Mu
@babusomya8357
@babusomya8357 4 ай бұрын
👍🏻👌🏻
@jaga325
@jaga325 3 ай бұрын
Yes madam
@pradiptakumarpati8764
@pradiptakumarpati8764 3 ай бұрын
I am pradipta pati from bbsr listening the time tasted song now
@subhalaxmipanda-ek8sd
@subhalaxmipanda-ek8sd 11 ай бұрын
ଆଜି ଵି ମନେ ଅଛି ରବିବାର ହେଲା ମାତ୍ରେ କଳା ଧଳା ଟିଭି ଆଗରେ ବସି ଯିବା ଉତ୍ତମ ମହାନ୍ତି ଭାଇ ବହୁତ ସୁନ୍ଦର
@sanjayrout978
@sanjayrout978 5 ай бұрын
ସ୍ମୃତି ସବୁ ରହି ଯାଇଛି
@arundhatisahoo7835
@arundhatisahoo7835 2 ай бұрын
Right
@himanshunayak194
@himanshunayak194 Ай бұрын
Uttam mohanty handsome face
@sahasransusbarik
@sahasransusbarik 20 күн бұрын
Konarak black and white TV with wooden door. 😂❤❤❤
@bapunibarik2590
@bapunibarik2590 3 жыл бұрын
ଓଡ଼ିଆ ସିନେମା ଜଗତରେ ଉତ୍ତମ ମହାନ୍ତିଙ୍କର ହସ ମୁହଁ ସବୁଠାରୁ ସୁନ୍ଦର। ପିଲା ଦିନ କଥା ମନେ ପଡିଯାଏ ଏ ଗୀତ ଦେଖିଲେ, କେମିତି ପିଲାଦିନେ ରବିବାର ୪ଟା ବାଜିଲେ କଳାଧଳା tv ଆଗରେ ବସିକି ଦେଖୁଥାଉ। ଅତି ସୁନ୍ଦର ସିନେମା।🙏🙏👌👌🍁🍁
@rasmitamrs3428
@rasmitamrs3428 Жыл бұрын
Right aji bi se piladina au rabi bara chhuti 4ta bajile tv📺 dekhiba maja au kanhi
@india1142
@india1142 Жыл бұрын
Right 👍👍👍
@pravatkumarnayak4920
@pravatkumarnayak4920 Жыл бұрын
Really right
@tiki905
@tiki905 Жыл бұрын
Right ❤❤❤
@ranjankumarsahoo5368
@ranjankumarsahoo5368 Жыл бұрын
Raght apana kahuchhanti,,4,hele ame 3 ,2 minutes re rabibar dina tv agre basipaduthilu
@bindassbabul
@bindassbabul 2 жыл бұрын
ମୁଁ ଆଜି ଚାଲେଞ୍ଜ ର ସହିତ ବି କହି ପାରିବି ଯେ ଆମ ଓଡ଼ିଆ ଗୀତ ଆଗରୁ ହୃଦୟ ସ୍ପର୍ଶୀ ଆଉ ମୋନାଲଭା ଥିଲା ବାସ୍ ଲୋକଙ୍କ ପାଖରେ ପହଁଚି ପାରୁନଥିଲା 👌👌👌ଆଉ ଗୋଟେ କଥା ଆପଣ ଏ ଗୀତ କୁ 50 ବର୍ଷ ପରେ ଶୁଣିଲେ ମଧ୍ୟ ଏ ଗୀତ ର ଚାହିଦା ଏମିତି ହିଁ ରହିବ ।💓💓💓💙💙👌👌👌
@prasantapandaprasanta8824
@prasantapandaprasanta8824 2 ай бұрын
Pahanchu thila redio madhyam re
@himanshunayak194
@himanshunayak194 Ай бұрын
Absolutely correct brother ❤❤❤❤
@JayashreeBiswal-84564
@JayashreeBiswal-84564 9 күн бұрын
Hm mu ta aji fast time aa gita sunili😊 bahut sundar 😊​@@prasantapandaprasanta8824
@umeshjena5446
@umeshjena5446 7 ай бұрын
ଛୋଟ ବେଳେ ମୁଁ କହେ ଉତ୍ତମ ମହାନ୍ତି ,ବିଜୟ ମହାନ୍ତି ଦୁଇ ଭାଇ
@AlokMishra-pu5lq
@AlokMishra-pu5lq 5 ай бұрын
Ame movie dekhila bele jadi kaunasi hug ki kiss scene ase ame sethu uthilki paluthilu phuni se scene sarile asu thili.😂😂😂
@pradyumnapradhan4375
@pradyumnapradhan4375 5 ай бұрын
Me also
@himanshubhusansatapathy85
@himanshubhusansatapathy85 4 ай бұрын
ମୁଁ ବି
@prasantapandaprasanta8824
@prasantapandaprasanta8824 2 ай бұрын
​@@AlokMishra-pu5lqekdum thik katha
@Manoj0212
@Manoj0212 5 ай бұрын
❤❤❤❤ଆମର ନବେ ଦଶକ ପିଲାମାନଙ୍କ ପାଇଁ ୟେ ସବୁ ଗୀତ ଗୋଟେ ଇମଶୋନ ❤️🫡।
@Pabi148
@Pabi148 2 жыл бұрын
ଉତ୍ତମ ଭାଇଙ୍କୁ ଦେଖିଲା ପରେ ଯେମିତି ଲାଗୁଛି ସେ ପୁରୁଣା ଦିନ ଆଉଥରେ ଫେରି ଆସିଛି l ସେ ପୁରୁଣା ଦିନକୁ ଛାତି ତଳେ ଜାକି ମୁ ଗୁମୁରି ଗୁମୁରି କାନ୍ଦେ ଆଉ ଭଗବାନଙ୍କୁ ଭିକ ମାଗେ ସେ ଦିନ ଆଉଥରେ ଫେରିଆସୁ 😔😔
@riteshmajhi8686
@riteshmajhi8686 Жыл бұрын
Amo hrudaya Ra sampati
@tanmayjena3860
@tanmayjena3860 Жыл бұрын
satare bhai mu bi bohut kande se puruna dina au thare feri asantani....old pc jetiki bi achhi sabu film hrudaya ku chuinjaye....love you uttam sir
@kedarbehera9941
@kedarbehera9941 Жыл бұрын
Same to you
@sonalisuni4923
@sonalisuni4923 Жыл бұрын
Bhai kebe kahaku bhala paichanti bodhe
@prakashnayak4570
@prakashnayak4570 Жыл бұрын
💯💯💯💯
@ommnamahshivay-oq1sq
@ommnamahshivay-oq1sq 7 ай бұрын
ତେବେବି କାହିଁ ତତେ ଏତେ ଭଲପାଏ ମୁଁ ଜାଣେନି ମନ୍ଦିର ରେ ଦୀପ ଜାଳେ ତାର କାରଣ ଖୋଜି ପାଏନି❤
@ramakantasingh009
@ramakantasingh009 4 жыл бұрын
ଏତେ ସୁନ୍ଦର ଗୀତକୁ ଭି ମଧ୍ୟ ଲୋକେ ନାପସନ୍ଦ କରିବା , ବହୁତ ଆଶ୍ଚର୍ଯ୍ୟକର କଥା 😲
@balarampradhan9278
@balarampradhan9278 4 жыл бұрын
yhohj😘😆😎😇🤔
@sanjayb8647
@sanjayb8647 4 жыл бұрын
Se mane badhira hei thibe bhai
@ramakantasingh009
@ramakantasingh009 4 жыл бұрын
ହଁ ତୁମେ ବିଲ୍କୁଲ୍ ଠିକ୍ କହିଛ । ଏହା ହିଁ ସତ 👍🏻
@Killhungervlogs
@Killhungervlogs 4 жыл бұрын
Hati chaligale kukura bhukibe ame seguda ignore kariba uchit
@ManojKumarBaliarsingh
@ManojKumarBaliarsingh 4 жыл бұрын
Je hrudayare suni akhiku bhijeithiba se kebe b like nakari rahipariba nai
@prasankumarsahoo6958
@prasankumarsahoo6958 4 ай бұрын
ଆହା କି ମନୋଲୋଭା ଗୀତ, ପ୍ରତିଦିନ ସକାଳ 9.15am ଗିତଗିତିକା ରେ ଗୀତ ଶୁଣି ମୁଁ school ଯାଉଥିଲି
@bhabasindhunaik6932
@bhabasindhunaik6932 4 жыл бұрын
Lockdown ସମୟରେ ଏଇ ଗୀତକୁ କିଏ କିଏ ଶୁଣୁଛ...
@natabardasdas9876
@natabardasdas9876 4 жыл бұрын
bhabasindhu naik ମୁଁ ଶୁଣିଲି
@kunink1876
@kunink1876 3 жыл бұрын
Yar mu sunuchi always
@purnachandrajena7749
@purnachandrajena7749 3 жыл бұрын
Lock down re ghare basi bore haba apekhya emiti gita suni time pass heigale Khyati kana.
@PURNA7382
@PURNA7382 3 жыл бұрын
ମୁଁ ଶୁଣୁଛି
@jayakrushnatandi3163
@jayakrushnatandi3163 3 жыл бұрын
Old is gold
@shibaprasadbarik4918
@shibaprasadbarik4918 Жыл бұрын
ଏ ଗୀତ ଶୁଣିଲା ପରେ କାଇଁ କେଉଁ ଦୁନିଆଁ ରେ ମନ ଲାଖି ଯାଉଛି ।
@abhisheksamal253
@abhisheksamal253 4 жыл бұрын
କୁହନ୍ତି ପ୍ରେମ ❤️ ଭଗବାନ୍ ଙ୍କ ରୂପ. ତଥାପି ପ୍ରେମ କୁ କଣ ପାଇଁ ଆଜି ବି ଏତେ ଖରାପ ଦୃଷ୍ଟି ରେ ଦେଖୁ ଛନ୍ତି. ପ୍ରେମ ❤️ ଜଦି ମନ ରୁ ହେବ, ଆଉ କୌଣସି ସ୍ୱାର୍ଥ ରହି ବନି ଏ ଥିରେ ପ୍ରେମ ଚିର ସ୍ଥାୟୀ ରହିବ. ଦେହ କୁ ଭଲ ପାଅ ନି, ସୁନ୍ଦର ହୃଦୟ କୁ ଭଲ ପାୟ.
@durbashasahani4154
@durbashasahani4154 7 ай бұрын
❤❤❤❤
@Killhungervlogs
@Killhungervlogs 5 жыл бұрын
କି ସୁନ୍ଦର ସଂଗୀତ କି ସୁନ୍ଦର ସୁର କି ସୁନ୍ଦର lyrics Childhood favourite
@guruprasadparhi4039
@guruprasadparhi4039 4 жыл бұрын
The
@manaspradhan9902
@manaspradhan9902 4 жыл бұрын
Grown up with these gem of musics..pila dina smruti
@sumantakumarsahoo4936
@sumantakumarsahoo4936 4 жыл бұрын
Yess
@cpanditray
@cpanditray 4 жыл бұрын
Absolutely...
@bhubanbiharinaik4137
@bhubanbiharinaik4137 3 жыл бұрын
ମୋ ପିଲାଦିନର ସବୁଠାରୁ ପସନ୍ଦର ଗୀତ..... ସୁରେଶ ୱାଡେକର ଓ ଅନୁରାଧା ପଡୁଆଲ ମାଡାମ ବଢିଆ ଭାବେ ଗାଇଛନ୍ତି... ଆଜିବି ଆମ ସେଇ ପୁରୁଣା ରଙ୍ଗୀନ କୋଣାର୍କ ଟିଭି ଆଉ VCR ରେ ଏଇ ଫିଲ୍ମ ଟିକୁ କେତେଥର ଦେଖିଚି ତାର ହିସାବ ମୁଁ ରଖିନି..... ସତରେ କେତେ ଭଲ ଥିଲା ସେଇ ପିଲାଦିନ..🥰🥰👌👌👌
@satyabratapanda7899
@satyabratapanda7899 3 жыл бұрын
After 50 years our next genetation must like and listen this song
@kesharikumar188
@kesharikumar188 3 жыл бұрын
🙏🙏🙏
@jadabkumarsahu440
@jadabkumarsahu440 3 жыл бұрын
Ur right
@mmaboxing3676
@mmaboxing3676 2 жыл бұрын
After rejected 😂
@ssbrogang111
@ssbrogang111 2 жыл бұрын
Yes bro really that's time was good for themes it's can't be reverse😢😢😢😢
@lalanpaikaray2498
@lalanpaikaray2498 2 жыл бұрын
Bujhi parile hela 😜
@kalkiavtar12345
@kalkiavtar12345 4 жыл бұрын
ଏବେ ଓଡ଼ିଆ ସିନେମାରେ ଏଭଳି ସଙ୍ଗୀତ ର ଘୋର ଅଭାବ.... ମୁ ଦୁଃଖିତ ଯେ ଓଡ଼ିଆ ସିନେମା ଆଗ ଭଳି ନାହିଁ ଆଉ
@riteshmajhi8686
@riteshmajhi8686 Жыл бұрын
💯%✓
@user-uh7lo4xg8w
@user-uh7lo4xg8w 4 ай бұрын
Right
@natabardasdas9876
@natabardasdas9876 4 жыл бұрын
ସତରେ ଓଡ଼ିଆ ଆମେ ସମସ୍ତେ ଅତି ସୁନ୍ଦର ଉପସ୍ଥାପନା କରାଯାଇଛି ଏହି ଗୀତ ଭଲଲାଗେ ଏବେ ସେଭଳି ଗୀତ ନାହିଁ ଅତି ଉତ୍ତମ 🙏🌺🙏🙏🌺🙏very nice
@akshayabal1749
@akshayabal1749 4 жыл бұрын
80's & 90's song of Bollywood & Ollywood are always my favorite😍💕.
@jayantakumarmuduli8652
@jayantakumarmuduli8652 3 ай бұрын
ସେ ପୁରୁଣା ଦିନ କୁ ଆଉ ଯେତେ ଖୋଜି ଲେ ମିଳିବ ନାହିଁ, କେବଳ ଖାଲି ଅତୀତ ଦେଇଥିବା ଦୁଃଖ, ଯନ୍ତ୍ରଣା, ବିରହ ସବୁ ଆଖି ଆଗେ ନାଚିଯାଇ କହିବ, ଆରେ କାହିଁ ମୋତେ ମନେ ପକାଇ ଖୋଜୁଛୁ ମୁଁ କଣ ଆଉ ଫେରିବି, ବେଳ ହେଲାଣି ପରା ବେଡିଙ୍ଗ, ପତ୍ର ବାନ୍ଧି ଅଫେରା ରାଇଜକୁ ଯିବୁ ପରା 😭😭😭
@rajendrakumarnayak5023
@rajendrakumarnayak5023 3 жыл бұрын
ଅତି ସୁନ୍ଦର ଗୀତ ସତେରେ ବହୁତ ମନେପଡେ ପିଲାଦିନ କଥା। କେତେ ସୁନ୍ଦର ଥିଲା ସେ ଗୀତ ଆଉ ଅଭିନୟ।ବର୍ତ୍ତମାନ ଓଡ଼ିଆ ନିର୍ଦେଶକ ଶିଖିବା ଦରକାର କାହିଁକି ଓଡ଼ିଆ ଫିଲ୍ମ ସେତେବେଳେ ଲୋକମାନେ ଦେଖୁଥିଲେ। ever green song।
@ommsaimuduli7617
@ommsaimuduli7617 3 жыл бұрын
ସତରେ ସେଦିନ ମାନଙ୍କର ଗୀତ ହୃଦୟକୁ ଛୁଇଁ ଯାଉଥିଲା ଆଉ ଆଜି..!! ଏତେ ସୁନ୍ଦର ଗୀତ.... ବାର ବାର ଶୁଣିବାକୁ ଇଚ୍ଛା ହୁଏ।
@Rajjinu
@Rajjinu 5 жыл бұрын
2019 re bi suno thiba friend mane please liek
@lipakparhi4389
@lipakparhi4389 4 жыл бұрын
Emiti song tiaari hau hele market re bahut chaiba loka mane any time mane rakhibe plz odia song puni ferei aanantu aajika song vala laguni
@madhusmitadash721
@madhusmitadash721 4 жыл бұрын
Yes
@amangouda8512
@amangouda8512 4 жыл бұрын
My favorite song
@tribalcommunityandculture357
@tribalcommunityandculture357 4 жыл бұрын
2020
@mamitameher9464
@mamitameher9464 4 жыл бұрын
My favourite song
@ManojKumarBaliarsingh
@ManojKumarBaliarsingh 4 жыл бұрын
After listening the song.. I am just speechless....this song can't be replaceable in any era.. just strike the 💓
@nirimalnayak5458
@nirimalnayak5458 4 жыл бұрын
Abslutley right bro
@sagarkumarpal
@sagarkumarpal 3 жыл бұрын
Perfect said 👍
@bijaykumar4561
@bijaykumar4561 3 жыл бұрын
One of the best song I have ever heard, I am not a contemporary audience at that time when this film was released, this song more heart touching for those are fallen in love. Nice song
@musicalsonia6229
@musicalsonia6229 3 жыл бұрын
Uttam sir is the legend of odia industry 🙏❤️
@radhakrushnapanigrahy1703
@radhakrushnapanigrahy1703 2 жыл бұрын
Hi L like your comments. It is a golden song.
@meera88465
@meera88465 6 жыл бұрын
I was a big Fan of Mr.mohanty from my childhood......Evergreen Uttam sir...
@user-jk1bm7rb4j
@user-jk1bm7rb4j 5 жыл бұрын
Me allso my dear
@wisdomvehicle707
@wisdomvehicle707 5 жыл бұрын
ପ୍ରେମାନନ୍ଦ, ଅଭିଜିତ ଦୁଇଜଣ ଏଇ ଗୀତ କୁ ଶୁଣରେ,,,ତୁମେ ଦୁଇଟା ଓଡ଼ିଶାର କଳଙ୍କ,,, କେଡେ ସୁନ୍ଦର ଏ ଗୀତ ଲାଗୁଛି,, ମନମୁଗ୍ଧକର,,ଆମ ଓଡ଼ିଶାର ପ୍ରେମର ବୀରହ ଗୀତ,,
@AjaySinghPandit
@AjaySinghPandit 3 ай бұрын
ସିନ୍ଦୁର ମଥାରେ ତୋର ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ ହାତରେ ଚୂଡ଼ି ତୋର, ମୋ ପାଇଁ ବାଜିବନାହିଁ ପରଦେଶୀ ବୋଲି ଆଜି, ପରଦେଶେ ପର ମୁଁ ହେଲି କେବେ ବି ତୋ ଦୁନିଆରେ, ତୋରି ପାଶେ ଆପଣା ଥିଲି ଫୁଲର ସେ ବନ୍ଧନକୁ କଣ୍ଟା ପରି ସହିଜିବି ଗଜରା ଗଭାରେ ତୋର ମୋ ପାଇଁ କେବେ ସାଜିବନାହିଁ ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି ସିନ୍ଦୁର ମଥାରେ ମୋର, ତୋ ପାଇଁ କେବେ ସାଜିବନାହିଁ ହାତରେ ଚୂଡ଼ି ମୋର, ତୋ ପାଇଁ ବାଜିବନାହିଁ ପିଆସୀ ଆଖିର ଆଶା ଲୁହ ସାଜି ଢେଉରେ ଯାଏ ଓଠକୁ ଛୁଇଁଲା ପରେ ମୋ ଲହୁରେ ଲହରୀ ଢାଳେ ତୋତେ ପାଇବାର ଫୁଲ ଆଉ ଯେତେ ସବୁ ଝଡ଼ରେ ଗଲାଣି ଝଡି ସାରାରାତି ଜାଗି ତାରା ଗଣେ ଏକା, ଜହ୍ନ ଚାଲିଯାଏ ଫେରି ଯୁଗେଯୁଗେ ତୋରି ପାଇଁ ତୋରି ବାଟ ଚାହିଁଥିବି ସିନ୍ଦୁର ମଥାରେ ମୋର, ତୋ ପାଇଁ କେବେ ସାଜିବନାହିଁ ହାତରେ ଚୂଡ଼ି ମୋର, ତୋ ପାଇଁ ବାଜିବନାହିଁ ତେବେ ବି, କାହିଁ ତୋତେ ଏତେ ଭଲପାଏ ମୁଁ ଜାଣେନି ମନ୍ଦିରରେ ଦୀପ ଜାଳେ , ତାର କାରଣ ଖୋଜିପାଏନି ସିନ୍ଦୁର ମଥାରେ ତୋର, ମୋ ପାଇଁ କେବେ ସାଜିବନାହିଁ ହାତରେ ଚୂଡ଼ି ତୋର ମୋ ପାଇଁ ବାଜିବନାହିଁ
@ratikantakuanr7044
@ratikantakuanr7044 2 жыл бұрын
Uttam Mohanty sir.. You are the legendary actor....you will always remembered in the heart of Odia people ...
@rajendrakumarbarik3735
@rajendrakumarbarik3735 Жыл бұрын
Only Superstar of Odia Industry
@mahakudhari
@mahakudhari 6 жыл бұрын
ଏଇ ଓତିଆ ଚଳଚିତ୍ର କନ୍ୟାଦାନ ର ପୁରୁଣା ଗୀତ ମୋର ବହୁତ ପୋସନ୍ଦ କାରଣ ଏଇ ଗୀତରେ ମୋର ପୂରୁଣା. ସୁର୍ତୀ ମୋନେ ପଡେ
@alonebapu5768
@alonebapu5768 5 жыл бұрын
Tanku
@dhanjitbasumatary2705
@dhanjitbasumatary2705 5 жыл бұрын
Okokok
@mantubag9785
@mantubag9785 5 жыл бұрын
Super song... And one of my favorite song...
@sureshraaz5703
@sureshraaz5703 5 жыл бұрын
Super songs all all time time I love that songs
@rasmitamrs3428
@rasmitamrs3428 6 ай бұрын
2024re kiae ae song sunuchha please like me 03.03.2024
@debasishmohanty5984
@debasishmohanty5984 5 ай бұрын
1.4.24 mu sunuchi , aji tike mood off thila, a Gita sunuthili
@silujenasilu5999
@silujenasilu5999 5 жыл бұрын
ବହୁତ ସୁନ୍ଦର ଗୀତ ଧନ୍ୟବାଦ ଭାଇ ଏମିତିକା ଗୀତ ସଂଗ୍ରହ କରୁଥିବାରୁ ଜୟ ଜଗନ୍ନାଥ ସ୍ୱାମୀ🙏
@sumantakumarpradhan2319
@sumantakumarpradhan2319 3 жыл бұрын
Legendary Music composed with melodious voice of Suresh ji...
@ShriKshetraPurusottama
@ShriKshetraPurusottama 4 жыл бұрын
Uttam Mohanty was super handsome, and a fantastic actor, rather a complete actor and high profile actor as well
@sudhanshuparida8473
@sudhanshuparida8473 2 жыл бұрын
Perfectly matched to my love story....I always listen this song in the memory of my lover.....she is now out of my syllabus but still I love her very much....
@narmadatextiles65
@narmadatextiles65 2 жыл бұрын
This is acting and brings pain to heart.if this song reflect to your life it brings much pain indeed.may god give u strength to carry the pain u feel.life goes its own way, many thing we dream dosen't fullfill.so make balance in life and live my brother.be happy.
@snehalatapanda7749
@snehalatapanda7749 Жыл бұрын
Beautiful song and singing👏
@vj-em7qg
@vj-em7qg 2 жыл бұрын
ଓଡ଼ିଆ ଲୋକ ସବୁବେଳେ talented ଥିଲେ ଖାଲି will ଦରକାର ଓଡ଼ିଆ industry ବି ପୁରା ବିଶ୍ୱରେ ଜଣାଶୁଣା ହେଇଯିବ ।
@pramodmallik
@pramodmallik 4 жыл бұрын
"love" has no meaning other than emotional attachment between two living species. When both opposite sex young couple breaks up and never met again only the memories give live to both hearts. This mesmerising heart touching song is a best therapy to remember each other and live on memories
@jyotirbidsanty8387
@jyotirbidsanty8387 2 жыл бұрын
It's really painfull to live with those memories
@rajibdash625
@rajibdash625 4 жыл бұрын
Living legend of odia film industry Mr uttam mohanty
@malayaranjan4744
@malayaranjan4744 3 жыл бұрын
Emiti lyrics ra ebe song asuni kana pain🙄?kichi gote alga feelings lage e song sunile..❤️
@rima9005
@rima9005 Жыл бұрын
It's almost 2023 and m still vibing this song like hell..😍
@jaykumarjhara
@jaykumarjhara Жыл бұрын
I am 20 years ... But i love this song.. Soo emotional song..and soo.. Pure voice...
@sangitadora9926
@sangitadora9926 2 жыл бұрын
Alws my fvt song....Heart touching song....😍😍😍😍😍👌👍👌
@aurobindanayak3190
@aurobindanayak3190 8 жыл бұрын
uttam sir ...always classic
@laxmansahoo3752
@laxmansahoo3752 11 жыл бұрын
tame jebe chhadichaligala tebe mu bujhi parili why so critical of life.realy i miss u too much.n this song will forever for me.heart touch song with full of tear in eyes.i dont explain in words
@ckpatt9886
@ckpatt9886 3 жыл бұрын
Bro hope you are doing well.
@chinmayeechinu9311
@chinmayeechinu9311 4 жыл бұрын
2020 re kia e song dekhuchanty please like comment
@balaramabehera7533
@balaramabehera7533 2 жыл бұрын
ଚିର ସବୁଜ ରୋମାଞ୍ଚିତ ଆଉ ଦୁଃଖମୟ ଗୀତ ଟିକୁ ଶୁଣିଲେ ଆଜି ବି ଦେହର ଲୋମ ସିହିରି ଉଠେ ଆଉ ମନେ ପକେଇଦିଏ ସେଇ ପୁରୁଣା ସ୍ମୃତି କୁ ଯାହାକୁ ବହୁ ବର୍ଷ ତଳେ ଛାଡ଼ି ଆସିଥିଲି♥️💔💔💔
@dijendrapalai9033
@dijendrapalai9033 6 жыл бұрын
ଏଇ ଗୀତରେ ମୋ ପୁରୁଣା ସ୍ମୃତି ଭରି ରହିଛି
@akshya3587
@akshya3587 5 жыл бұрын
Really bhai
@dolamanisahu8491
@dolamanisahu8491 5 жыл бұрын
My all time favorite song with favorite singers Anuradha & Suresh ji
@sanandamohanty3958
@sanandamohanty3958 5 жыл бұрын
A getati mo jibanra gote hrudayasparsi
@RAlok687
@RAlok687 6 ай бұрын
ଉତମ ଶାରେ ଆପଣ ମୋ ପାଇଁ ଦେବତା ମୋ ଓଡିଆ ସିନେମା ମୋ ପାଇଁ ଗର୍ରବ ମୁ ଆଜି ବି ଏ ସିନେମାକୁ ଝୁରେ ମୁ ଶିଡିରେ ଦେଖିଥିଲି ଆପଣଙ୍କୁ ମୋର ନମସ୍କାର🙏🙏🙏🌹🌹❤️❤️
@advocatesubhalaxmi.mohanty8796
@advocatesubhalaxmi.mohanty8796 6 жыл бұрын
Evergreen song of our industry.
@Givson06
@Givson06 Жыл бұрын
All time favourite this song
@pradipkumarswain6590
@pradipkumarswain6590 5 ай бұрын
ଏହି ଭଳି ଗୀତ ଏବଂ ଆଉ ହୋଇପାରିବ ନାହିଁ, ଶୁଣିବାକୁ ଏତେ ଶାନ୍ତି ଲାଗେ କହି ହେବନାହିଁ ❤❤
@Minnu09
@Minnu09 4 жыл бұрын
Really a heart touching song,from the inside of heart this love came for the song's lyrics 💕💕
@subhambiswal1723
@subhambiswal1723 2 жыл бұрын
ଏଇ ଗୀତ ମୋ ହୃଦୟକୁ ଛୁଉଁଛି..... ଆତ୍ମା ତୃପ୍ତ ହେଇଯାଉଛି..... ଆମର ହୃଦୟର ଭାବନା କୁ ଏଇ ଗୀତ ବର୍ଣନା କରୁଛି.... Emotionally heart touching
@rrbliss8140
@rrbliss8140 4 жыл бұрын
BEAUTIFUL SONG ...all time EVERGREEN song .
@jaysanatan6012
@jaysanatan6012 Жыл бұрын
ଏ ଗୀତ ଶୁଣିଲେ ହୃଦୟ ଏକ ଶାନ୍ତି ମିଳେ। ଏ ଗୀତ ପାଇଁ ହୃଦୟ ର ଗଭୀରତା ରୁ ଅନେକ ସାଧୁବାଦ।💐🙏🙏🙏👌
@ajitkumarpradhan9186
@ajitkumarpradhan9186 4 жыл бұрын
Kya jamana thaa great song great Actor great singor ...
@subhendusahoo3812
@subhendusahoo3812 4 жыл бұрын
ସିନ୍ଦୁର ମଥାରେ ତୋର ମୋ ପାଇଁ କେବେ ସାଜୀବ ନାହିଁ ହାତରେ ଚୁଡି ତୋର ମୋ ପାଇଁ ବାଜିବ ନାହିଁ ତେବେ ବି କାହିଁ ତତେ ଏତେ ଭଲପାଏ ମୁଁ ଜାଣେନି ମନ୍ଦିର ରେ ଦ୍ବୀପ ଜାଳେ ତାର କାରଣ ଖୋଜି ପାଏନି...
@susantgochhayat1867
@susantgochhayat1867 4 жыл бұрын
ଜୀବନରେ ମୁଁ ଜଦି କିଛି ବି ପାଇଛି କେବଳ ଏଇ ଗୀତର ସାହାଯ୍ୟରେ,, ମୁଁ ବି କିଛି ସମୟ ପର୍ଯ୍ୟନ୍ତ ପାଗଳ ଥିଲି ମୋ ପ୍ରଥମ ପାଈଁ,, I love all of old odia song
@user-ih1fn2pl6t
@user-ih1fn2pl6t Жыл бұрын
ଏହି ସବୁ ଗିତ ସବୁ ଏତେ ମଧୁର ଥିଲା ଯେତେ ଥର ଶୁଣିଲେ ହୃଦୟରେ ବିଚିତ୍ର ଆଲୋଡନ ସୃଷ୍ଟି କରୁଛି ମହାନ ଥିଲେ ଆମର ଓଡ଼ିଆ ଲେଖକ
@Sekhar19947
@Sekhar19947 3 жыл бұрын
Top class songs old Oriya songs are simply perfect
@dillipkumar4607
@dillipkumar4607 5 жыл бұрын
i love uttam mohanty sir
@madhusmitapani8051
@madhusmitapani8051 Жыл бұрын
Nothing can beat the honey soothing texture of the evergreen voice. This is Suresh Wadekar.
@NaikMithun-sk3rk
@NaikMithun-sk3rk 6 ай бұрын
Sayad e bhali composition aau aasibanii...the great Suresh sir❤❤❤
@shaktiranjanbehera5732
@shaktiranjanbehera5732 5 жыл бұрын
My father still used to sing this song today
@parvatipradhanparvatipradh3232
@parvatipradhanparvatipradh3232 Жыл бұрын
It's my favourite song 🌹🌹🌹
@smilewithbaby3321
@smilewithbaby3321 4 жыл бұрын
I LOVE DIS SONG
@surajnayak27
@surajnayak27 3 жыл бұрын
...a journey of love
@bandanasahoo7102
@bandanasahoo7102 4 жыл бұрын
My favorite
@anu7723
@anu7723 Жыл бұрын
Old is gold ❤️🤗 Really heart touching song😘😘
@seshadevsahoo4856
@seshadevsahoo4856 2 жыл бұрын
80'superhit hero Uttam uncle...
@sudhanshubehera1996
@sudhanshubehera1996 3 жыл бұрын
My favorite actor ever in oliwood industries ❤️
@sumitrapradhan9442
@sumitrapradhan9442 4 жыл бұрын
Mu 2020 sunili 👍👍👍
@deepakjena4108
@deepakjena4108 5 жыл бұрын
One of the best song in my childhood days ..I love in this song..... My
@rachitapatra6018
@rachitapatra6018 2 жыл бұрын
Really a heart touching song (I Love This Song 💖💖💖)
@porisethy3642
@porisethy3642 3 жыл бұрын
Heart touching Song ♥️♥️♥️
@hemantaparimanik218
@hemantaparimanik218 4 жыл бұрын
ସୁନ୍ଦର ତୃପ୍ତିର ଅବସାନ ନାହିଁ ଯେତେ ଦେଖୁଥିଲେବି ନୂଆ ଲାଗୁଥାଇ 💖💖💖💖
@01monalisa
@01monalisa Жыл бұрын
I don't know how i express my feelings this song is ❤️❤️❤️❤️❤️
@srikantasahoodkl
@srikantasahoodkl 4 жыл бұрын
Uffff that's the odia meaningful song....Golden Era of odia movie.... MO pila Dina Katha manepaduchi..... Akhiru ape ape luha asijauchi...
@rinaprusty9438
@rinaprusty9438 3 жыл бұрын
This song is realy heart ❤️❤️❤️ touched....today I miss this song ....
@puspanjalivlogs7241
@puspanjalivlogs7241 2 жыл бұрын
Nice song 👍👌👌👍👏👏👏
@relaxedmind1184
@relaxedmind1184 2 жыл бұрын
ଏ ଫିଲ୍ମ କୁ ମୁ balck ଆଣ୍ଡ white ଟିଭି ରେ ବହୁତ ଥର ଦେଖିଚି କିଂତୁ ଏବେ ଆଉ tv ରେ ଦଉନି କି ମୁଁ you tub ରେ ଖୋଜି ପାଉନି ଆଉଥରେ ରଙ୍ଗୀନ ପରଦା ରେ ଦେଖିବାକୁ ବହୁତ ଇଚ୍ଛା
@user-pv6ei5jt5l
@user-pv6ei5jt5l 2 жыл бұрын
ମନ କିଣି ନେଉଛି ଏହି ହୃଦୟସ୍ପର୍ଶୀ ସଙ୍ଗୀତ
@rashmiranjan5380
@rashmiranjan5380 6 жыл бұрын
I used to hear this song in my childhood on the radio and it was so mesmerizing..so beautiful memories
@pranobojha5266
@pranobojha5266 5 жыл бұрын
Its very heart touching song.
@ashokkumarpanigrahi2797
@ashokkumarpanigrahi2797 2 жыл бұрын
A very nice song really touched millions of heart 😍 ♥ ♥.. Who's r like this song plz comment here..
@biswajitpujari1222
@biswajitpujari1222 4 жыл бұрын
Uttam sir all songs are my favorite.
@khusi_samal
@khusi_samal 3 жыл бұрын
Spcial thanx to the person who has uploaded this type of songs....evergreen
@jyotsnanayak5857
@jyotsnanayak5857 8 жыл бұрын
best songs
@nirupamabhue1487
@nirupamabhue1487 5 жыл бұрын
I love is song
@gayadharmallick5315
@gayadharmallick5315 4 жыл бұрын
My all time favorite song
@prasanjitmohanty9421
@prasanjitmohanty9421 6 жыл бұрын
Arun Mohanty 🙏 one of the best ever
@SRKUMAR90
@SRKUMAR90 2 жыл бұрын
Listening this at 2.00Am Really reminded my 25yrs old Childhood. Hats off to UTTAM SIR'S ACTING, STILL REMEMBER THOSE DAYS WATCHING HIS MOVIES IN DD1. 👆👆👆👆🙏🙏
@omprakashroutray8155
@omprakashroutray8155 4 жыл бұрын
one of the best lyrics i have ever heard
@ananyasamal2872
@ananyasamal2872 4 жыл бұрын
My favourite song 👌👌👌♥️♥️♥️💙💙💙
@pramodrout59
@pramodrout59 4 жыл бұрын
No words can describe its emotion.. Plz tell me few more songs like this...
@priyabratdebasis2093
@priyabratdebasis2093 2 жыл бұрын
1.Mu ta thili ekutia 2.Aji jaen jaha jani thili taha 3.Hrudaya ra ehi shunyata
@umeshchandrabehera4727
@umeshchandrabehera4727 3 жыл бұрын
The best song of music director subas ram
@anindita9955
@anindita9955 3 жыл бұрын
Gives the best vibe♥🙌
@samarendrarout4341
@samarendrarout4341 Жыл бұрын
Legend... Uttam Sir❤
@rashmitanayak8924
@rashmitanayak8924 Жыл бұрын
I love this song ❤️❤️❤️❤️
@NOOON_PLAYZZZZ
@NOOON_PLAYZZZZ 4 жыл бұрын
My favorite song
@srinibashmallick452
@srinibashmallick452 5 жыл бұрын
Same people are saying sacrifice is another name of love. But what they are thinking on selfish girl who play with emotional guys. Before you love each other Talk to your parents.
@sravikumar9058
@sravikumar9058 4 жыл бұрын
Brother even after knowingly marriage held by elders/parents, nowadays girls and their families play troubles emotionally the guy.I am one of the victim of that issue.
@pritiranjanmohanty9116
@pritiranjanmohanty9116 4 жыл бұрын
Heart touching
@chandanjena5421
@chandanjena5421 Жыл бұрын
what a song, when I listen this song i got strong goosebumps, beautiful lyrics
@srustibeher
@srustibeher Жыл бұрын
Classic of its kind
Apple peeling hack
00:37
_vector_
Рет қаралды 37 МЛН
Oh No! My Doll Fell In The Dirt🤧💩
00:17
ToolTastic
Рет қаралды 13 МЛН
Whoa
01:00
Justin Flom
Рет қаралды 55 МЛН
Bend The Impossible Bar Win $1,000
00:57
Stokes Twins
Рет қаралды 42 МЛН
Katha tho etiki... suna chadhei
5:30
satrujit pattnaik
Рет қаралды 2,4 МЛН
Tu Mora Swapnara... | "Rajani Gandha" Title Song (Odia Movie Song)
5:11
Mu je jane na kaha bata from movie Gapa hele bi sata
5:56
beuram
Рет қаралды 1,3 МЛН
Janha Amaku Luchi Dekhuchi | Odia Song Voice Over | Odisha Radio
4:00
Sakalara pahili gadire Oriya song
4:28
Flavors of Odisha
Рет қаралды 5 МЛН
Apple peeling hack
00:37
_vector_
Рет қаралды 37 МЛН