♥️ Puri Ratha Jatra 1972 | How Jagannath not moved from Charamala | Rabindra Narayan Mishra

  Рет қаралды 989,341

ODISHA 365

ODISHA 365

3 жыл бұрын

Ratha Yatra Special Stories by Rabindra Narayan Mishra
{ former Administrator of Puri Shri Jagannath Temple }
This is an information of Rath Yatra of the year 1972.
On the day of rath yatra how Chief minister Nandini Satapathy's word of doing everything in time assurance failed by Mahaprabhu Jagannath is the theme of this video.
Watch & Share Rath Yatra Special Stories with your family & Friends.
#Bahuda #BahudaJatra #BahudaYatra
#Jagannath #RathYatra #Odisha365 #JagannathMahima #Rathyatra_Special_Stories #RabindraNarayanMishra

Пікірлер: 1 400
@bibhuprasadjena4547
@bibhuprasadjena4547 2 жыл бұрын
ପ୍ରାୟ ଏଗାର ବର୍ଷ ପୂର୍ବେ ମୋ ଦିଦି ଆଉ ଭିଣୋଇ ମତେ ପୁରି ଯିବା ଲାଗି ଡାକିଥିଲେ ମୋର କାନ ଭଲ ନଥିଲା ପାଚିଥିଲା doctor କହିଥିଲେ କି ପାଣି ଯେମିତି କାନରେ ନ ପଶେ ନ ହେଲେ କାନ ଖରାପ ହେଇଯିବ ମୋର କାନର ଯନ୍ତ୍ରଣା ଅସହ୍ୟ ଥିଲା ମୁଁ ଟିକେ ହଲିବିପାରୁନଥିଲି ମୁଁ ଯିବିନି ବୋଲି ଭାବୁଥିଲି...... ପୁଣି ଭଗବାନଙ୍କୁ ଡାକିକି ଗଲି ଭଗବାନଙ୍କୁ ଭରଷା କରିକି ସେଠି ସମସ୍ତେ ସମୁଦ୍ରରେ ସ୍ନାନ କଲେ ମତେ Doctor ମନାକରିଥିଲେ କିନ୍ତୁ ମୁଁ କହିଲି ମୋ କାଳିଆ ରେ ମୁଁ କଣ ତୁମକୁ ଦେଖିପାରିବିନି ନ ଗାଧେଇଲେ ଉଠିଲି ଆଉଥରେ କାଳିଆକୁ ଡାକିକି ମୁଁ ସମୁଦ୍ରରେ ବୁଡିଗଲି ଆଉ ମତେ ପ୍ରଭୁଙ୍କ ମୁଖ ଦିଶିଲା ସମୁଦ୍ରର ଲୁଣିଆ ପାଣିରେ ❤❤❤❤ମୁଁ ଉଠିଲି ମୋ କାନର ଯନ୍ତ୍ରଣା ଆଉ ନଥିଲା ମୁଁ ପୁରା ସୁସ୍ଥ ହେଇଗଲି ଭଗବାନ ଙ୍କର କୃପାରୁ ସତରେ ଏମିତି ଏକ ଅବିସ୍ମରଣୀୟ ଘଟଣାର ସାକ୍ଷୀ ହେଲି 🙏❤🙏ଜୟ ଜଗନ୍ନାଥ 🙏❤🙏
@SmileWithPratikshya
@SmileWithPratikshya Жыл бұрын
Mo pakhare sabda v nahi prabhu j mu apanku dakiparibi. . bass sabu bele darshana milu... Mahabahu... Seiii chakka akhire lina heijauu ee jibana🙏🙏🙏
@madhusmitajena3151
@madhusmitajena3151 Жыл бұрын
Mora bi kanare gote Kona thila doctor kahile operation hele bhala haba Munda dho ibaku manakarithile sabubele kanaru Pani gade mu dine jagannath prabhunku bahut dakili kahili Prabhu mu ta apana nku bahut bhala pae Mora kn satare operation kale bhala haba apana kichhi karantu mu dekhili 2 month heigala mo kanaru kichhi Pani gadilani mu bhabili aau ta Pani gaduni mu jou doctor nku dekheithili tanka pakhaku gali sir machine pakeiki aauthare mo kana dekhile kahile kana ta aau dekhajauni se bodhe joint heigala mu janili mo Prabhu mate Daya kale mo kaliadhana
@tituacharya5895
@tituacharya5895 Жыл бұрын
ଜୟ ଜଗନ୍ନାଥ 🙏🙏
@bibhuprasadjena4547
@bibhuprasadjena4547 Жыл бұрын
@@SmileWithPratikshya 🙏❤🙏 Jay Jagannath 🙏❤🙏
@bhabanimohanty8537
@bhabanimohanty8537 Жыл бұрын
@@tituacharya5895 qqqq¹11
@MishraRecords
@MishraRecords 3 жыл бұрын
ତୁ କେଡେ ଭଲ ରେ କାଳିଆ, ମୁଁ ବଡ ପାପୀ ଟାଏ ରେ, ତୋତେ କୋଟି ଜୁହାର 🙏
@VLOGGER_ODIA_SATYA
@VLOGGER_ODIA_SATYA Жыл бұрын
@srikantasahu2330
@srikantasahu2330 Жыл бұрын
Jay Jaganatha
@DebrajRana-ut9tq
@DebrajRana-ut9tq 19 күн бұрын
Jay jagannath......
@shishirmohapatra7163
@shishirmohapatra7163 2 жыл бұрын
ପ୍ରଭୁ ଜଗନ୍ନାଥ ।ଆପଣଙ୍କ ବିନା କଣ ସଂସାରରେ ସଦଗତି ଅଛି।ଆପଣ ତ ବିଶ୍ବ ନିଅନ୍ତା ।ଜୟ ଜଗନ୍ନାଥ 🙏🙏🙏।
@ssentertainmentsmovies
@ssentertainmentsmovies 2 жыл бұрын
ମୋ ସାଙ୍ଗରେ ରେ ବି ଏମିତି କିଛି ଚମତ୍କାର ଘଟିଛି। ଯାହା କି ମନେ ପଡ଼ିଲେ ଆଖିରୁ ଲୁହ ଝରି ପଡ଼େ। ସେ ଲୀଳା ମୟ ର ଲୀଳା କେବଳ ସେ ହିଁ ଜାଣେ। ଜୟ ଜଗନ୍ନାଥ
@subhasrisamanta
@subhasrisamanta Жыл бұрын
Can you share your experience
@mamatabarik385
@mamatabarik385 3 жыл бұрын
ହେ ଜଗନ୍ନାଥ!ହେ କାଳିଆ ଠାକୁର!ତୁମ କରୁଣା ହେଲେ ଏ ସଂସାର ଏମିତିକା ଘୋର ବିପତ୍ତିରୁ ଉଦ୍ଧାର ପାଇବ ପ୍ରଭୁ।ହେ ଗର୍ବ ଗଞ୍ଜନ!ରକ୍ଷା କର ପ୍ରଭୁ।ଜୟ ଜଗନ୍ନାଥ 🙏
@Q-uee
@Q-uee 3 жыл бұрын
ବିଶ୍ଵ ଯଦି ଆତ ଜାତ ତୁମ୍ଭ ଇଛା ମତେ ମୋ ଇଛା ଅନିଚ୍ଛାର ଯାଏ ଆସେ କେତେ ଜୟ ଜଗନ୍ନାଥ 🙏
@krishnamastivlogs3144
@krishnamastivlogs3144 3 жыл бұрын
Kete hurday sparsi bhaba🙏jay jagananath
@rabinarayangiri3177
@rabinarayangiri3177 3 жыл бұрын
ହେ ପ୍ରଭୁ, କି ମହିମା ତମର. ତମ ବିନୁ ଆନ ଗତି ନାହିଁ. ତମେ ଲୀଳାମୟ. ତମେ ପରଂବ୍ରହ୍ମ. ଏ ଅକିଞ୍ଚନର ଶତକୋଟି pranama. ଘେନ ହେ କଲଠାକୁର. ଜୟ ଜଗନ୍ନାଥ.
@ratankumarmahapatra7086
@ratankumarmahapatra7086 2 жыл бұрын
ଲୀଳା ମୟ ମହାପ୍ରଭୁ ତୁମେ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩🚩🚩
@subhammishra1801
@subhammishra1801 3 жыл бұрын
କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ 🙏🏻🙏🏻🙏🏻🙏🏻🙏🏻🙏🏻
@nukulchandrasahoo9318
@nukulchandrasahoo9318 3 жыл бұрын
ଗାଳି ସହେ ମାଡ ସହେ ସବୁ ସହି ହସୁଥାଏ ,,,, ହେଲେ ସହେନାହିଁ ସେ ବଡିମା,,, ଜଗନ୍ନାଥ ମହିମା, ଜଗନ୍ନାଥ ମହିମା । ଜଗନ୍ନାଙ୍କ ମହିମା ଅପାର । ଜୟ ଜଗନ୍ନାଥ 🙏🙏🙏
@AamaGaonAamaMati
@AamaGaonAamaMati Жыл бұрын
ଏ ଅଧମ ପାପୀ ପୁତ୍ର ର ଦୋଷାଦୋଷ କ୍ଷମା କରିବ ପ୍ରଭୁ 🙏🙏🙏 ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@patrasaroj781
@patrasaroj781 Ай бұрын
🐶😛🚔😍❤️
@rakeshchandramallick7442
@rakeshchandramallick7442 20 күн бұрын
ମୋର କାଳିଆ ସହ ଭାବ !0! ମୁଁ ସ୍ୱପ୍ନରେ ଦେଖିଚି ପ୍ରଭୁ ଜଗନ୍ନାଥ କୁ ମୁଁ ସୌପନ ରେ ପ୍ରଭୁ କୁ, ପାଣି ଭିତ ରୁ ଉଠି କି ଆଣି ଚି,... ଆଉ ପ୍ରଭୁ ଶ୍ରୀ କିଷ୍ଣ କୁ ଆଣି ଚି.. ମୋର life ରେ କେବେ ଭୁଲି ପାରି ବି ନି 🙏🙏🙏ଜୟ ଜଗନ୍ନାଥ 🙏
@Unnani
@Unnani 3 жыл бұрын
Mu Rabindra sir nka sabu anubhuti sunichi hele e jeun anubhuti thila taha manaku ati anandita o bhaba bihwala karidela. JAY JAGANNATHA
@janmejaytripathy4386
@janmejaytripathy4386 3 жыл бұрын
Mo aja mote kohithile....m Se nije dekhithilee....
@subhadrahembram6515
@subhadrahembram6515 3 жыл бұрын
@@janmejaytripathy4386 wow!!
@bbiswal910
@bbiswal910 Жыл бұрын
କେତେ ମୁଁ ଡାକୁଛି ତୋତେ ରେ ମୋ ର କଳା ଠାକୁର ତୁଳସୀ ବନେଇ ଶ୍ରୀଅଙ୍ଗେ ରଖ ସାଆନ୍ତେ ମୋର ❤️କାଳିଆ ସାଆନ୍ତ ❤️
@soumyakant934
@soumyakant934 3 жыл бұрын
Satare Jagannath mahaprabhu nka sambandhare Mora eka bishesh anubhuti achhi Mora clg re exam thae exam sarila pare mun gharaku baharila blku dekhili bike leak, clg pakhre gote bike repair dokan thae mun jtble bike leak maribaku gali se bike repairing loka kahila mun kariparibini mun khali dokan kholichhi abhada asile ghar ku jibi mun sethu kahili hu kara jadi abhada asila mo kama adha re rakhiki gharaku jiba heri. Epate mun Mane mane Jagannath nku dakili hey prabhu ethi au jou dokan achhi band achhi mo ghara ethu 40 k. m. Mun kmt jibi. Prabhu tame jadi satre thiba tahele mo bike leak mariba complete haba au tapre abhada asiba. Bike tiari karuthiba loka ti majhire majhire rahuthae puni kama karuthae. Au seshare seia hela mo bike leak mara sarila au sange sang abhada asila. Satre mo jaga ke de mahan😍.. Jay Jagannath🙏
@arunasatpathy1399
@arunasatpathy1399 3 жыл бұрын
¹
@Son_of_lord_vishnu
@Son_of_lord_vishnu 3 жыл бұрын
Ooh 🙏🙏☺️. God bless you always bhai
@sambitkumar6239
@sambitkumar6239 3 жыл бұрын
Jay Jagannath 🙏🙏🙏
@RupeshKumar-ki1ei
@RupeshKumar-ki1ei 2 жыл бұрын
Jay Jagannath
@janmejaytripathy4386
@janmejaytripathy4386 3 жыл бұрын
Mo aja mote ae katha ti kohithilee... I miss u aja...♥️♥️♥️
@sabitaswain5513
@sabitaswain5513 3 жыл бұрын
ଗର୍ବ ଗଞ୍ଜନ ନରହରୀ ଭାବକୁ ନିକଟ ଅଭାବକୁ ଦୂର..... କୃପାମୟ କରୁଣା ସିନ୍ଧୁ 🕉️🕉️🕉️🙏🙏🙏🙏
@shaktiSart
@shaktiSart 3 жыл бұрын
ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି,,, ଜୟ ଜଗନ୍ନାଥ
@laxmibehera9658
@laxmibehera9658 Жыл бұрын
@@shaktiSart kj ml ljmmjjjjmlj
@kariamarandi9397
@kariamarandi9397 3 күн бұрын
​@@shaktiSartଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
@shadows7666
@shadows7666 3 жыл бұрын
ହେ ମାଧବ ମଧୁ ସୁଦନ ଶ୍ରୀ କୃଷ୍ଣ ଗୋବିନ୍ଦ ନାରାୟଣ
@papunswain574
@papunswain574 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏 sir ଆପଣଙ୍କୁ 🙏🙏 ବହୁତ ବଢିଆ ଲାଗିଲା ଏଇ ଅମ୍ବୃତ ବାଣୀ ଜୟ ମହାପ୍ରଭୁ ଜୟ କାଳିଆ ସାନ୍ତ 🙏🙏🙏🙏
@subratdash3664
@subratdash3664 3 жыл бұрын
ଜୟ ଜୟ ଜଗନ୍ନାଥ 🙏🙏 ଦିବ୍ୟ ସୁନ୍ଦର ଉପସ୍ଥାପନା 🙏🙏
@purusottamreddy2992
@purusottamreddy2992 3 жыл бұрын
ଆପଣ ଏମିତି ମହାବାହୁ ଙ୍କ କଥା କହୁ ଥାଆନ୍ତୁ ,,, ଆମେ ଏମିତି ଶୁଣୁଥିବା । ଆପଣ ବହୁତ ଭଲ କୁହୋନ୍ତି । ବହୁତ୍ ଭଲ ଲାଗେ ଆପଣ ଏମିତି କହିଲେ । ବହୁତ୍ ଖୁସି ଲାଗେ ।।। ହରିବୋଲ
@sarbeswarbarik3992
@sarbeswarbarik3992 3 жыл бұрын
ମହାପ୍ରଭୁଙ୍କର ଜୟ ହେଉ 🙏🏻
@naturelovermisssuna2754
@naturelovermisssuna2754 2 жыл бұрын
ଜୟ ଜଗନ୍ନାଥ 🙌🙏🙌 ପ୍ରଭୁଙ୍କ ମହିମା ଅପାର 🥰🥰 ମହାପ୍ରଭୁ ଜଗନ୍ନାଥଙ୍କ ମହିମା କଥା ଶୁଣି ଭକ୍ତି ଆନନ୍ଦରେ ମୋ ଦେହର ଲୋମ ଟାଙ୍କୁରି ଉଠିଲା ⭕❗⭕
@nabakishornayak2760
@nabakishornayak2760 Жыл бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏🙏 ଆପଣଙ୍କ ଲାଗି ଆଜି ଆମେ ମହାପ୍ରଭୁଙ୍କ କଥା ଶୁଣି ପାରୁଛନ୍ତି ପ ପ୍ରଭୂ ଆପଣଙ୍କୁ ବହୁତ ଭଲରେ ରଖନ୍ତୁ 🙏🙏🙏
@bishnupadajena1942
@bishnupadajena1942 3 жыл бұрын
କୋଟି କୋଟି ପ୍ରଣାମ କାଳିଆ ଠାକୁର 🙏🙏🙏🙏🙏
@anasuyaudgata7882
@anasuyaudgata7882 3 жыл бұрын
Joy Jagannatha
@universallaw7291
@universallaw7291 3 жыл бұрын
1972 ମସିହା ରେ ଛେରାପହଁରା କିଏ କରିଥିଲେ?ଗଜପତି ମହାରାଜା ନା ଆଉ କିଏ?ଭୁଲ୍ କରିବ ତ ଦଣ୍ଡ ପାଇବ।ସେ ଦିନ ପ୍ରଭୁ ଜଗନ୍ନାଥ ଯାହା କରିଥିଲେ ପୁରା ଠିକ୍ କରିଥିଲେ💪👍
@sdigitize6006
@sdigitize6006 Жыл бұрын
Mishra Sir worked as Devotee at Sri Temple . His devotion is Inspiring. He speaks as it is.
@rudranarayansahoo5674
@rudranarayansahoo5674 2 жыл бұрын
ବହୁତ୍ ଭଲ ଲାଗିଲା ଏତେ ସବୁ ପୁରୁଣା କଥା ଶୁଣି 😘
@subhap7868
@subhap7868 3 жыл бұрын
ମହାପ୍ରଭୁ ହେ........ ତୁମେ ହିଁ ସତ,ହେ କୃପାନିଧି ତୁମ ବିନୁ ଅନ୍ୟ ଗତି ନାହିଁ ମଣିମା 🙏🙏.....
@motivationalvideo2673
@motivationalvideo2673 2 жыл бұрын
ହେ ପ୍ରଭୁ ବିଶ୍ଵ ନିଅନ୍ତା ସମସ୍ତ ଜନ ଓ ସାର ପୃଥିବୀର କଲ୍ୟାଣ କର ପ୍ରଭୁ, ଜୟ ଜଗନ୍ନାଥ
@JAYSINGH-xl1zb
@JAYSINGH-xl1zb 3 жыл бұрын
जय जग्रनाथ महाप्रभु. जय बलभ्रद जी. जय माता सुभ्रद्रा जी. आप ने महाप्रभु जग्रनाथ जी कि महीमा बता कर हम सभी पर उपकार किया है। इस उम्र में आपने सन् 1972 कि स्मरण को बता कर हमें हमारे इतिहास को ताजा कर दिया है।आप कि विनम्राता और ज्ञान को शत् शत् नमन। जय सिंह. बिरमित्रापुर. उडिसा. दिनांक.28.07.2021.
@bijaymohanty2248
@bijaymohanty2248 2 жыл бұрын
ଅହଙ୍କାର ଯୋଗୁଁ ଗର୍ବ ବୃଦ୍ଧି ପାଏ । ମନରେ ଗର୍ବ ବୃଦ୍ଧିପାଇଲେ ଗର୍ବଗଞ୍ଜନ ନିଶ୍ଚିତ ତାର ଉତ୍ତର ଦିଅନ୍ତି । ବଳିଷ୍ଠ କ୍ଷମତା ଲୀଳାମୟଙ୍କ ଇଚ୍ଛା ଓ ଅନିଚ୍ଛାରେ ପରିପ୍ରକାଶ ମାତ୍ର,ମାତ୍ର ଜ୍ଞାନୀ ନିଜ ତ୍ରୁଟି ଠିକ ସମୟରେ ବୁଝି ଆତ୍ମ ସମର୍ପଣ କରିଥାଏ,ବିଜାତି ଅଜ୍ଞାନୀ ନିଜ ମନରୁ ସମସ୍ତ ଭୟ ଓ ଆଶଙ୍କା ପରିତ୍ୟାଗ କରି,ଶେଷ ପରିଣାମ କୁ ଅପେକ୍ଷା କରେ ।
@biranchinarayanmohapatra4491
@biranchinarayanmohapatra4491 3 жыл бұрын
କିଏ ଅଭାଗା dislike କରୁଛନ୍ତି। ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ। 🙏🙏🙏
@sadasibapur6792
@sadasibapur6792 2 жыл бұрын
Mlecha
@asmitkumarsahoo8255
@asmitkumarsahoo8255 3 ай бұрын
ମୋର କାଳିଆ ସହ ଭାବ ଜଡ଼ିତ।।।ମୁ କଥା ହୋଇଛି ଓ ସ୍ୱପୋନ ରେ ଦେଖିଚି ଜାଗା କୁ
@user-hv1xo1yc5r
@user-hv1xo1yc5r 2 ай бұрын
🎉
@shradhanjalisahoo2650
@shradhanjalisahoo2650 Ай бұрын
ଜୟ ଜଗନ୍ନାଥ 🙏🙏🙏
@smrutiranjanpuhan2788
@smrutiranjanpuhan2788 Ай бұрын
Jay Jagannath ❤
@alokpanda5471
@alokpanda5471 Ай бұрын
Jay jaganath 🙏🙏🙏🙏
@rahulvlogs246
@rahulvlogs246 26 күн бұрын
Jay Jagannath.
@GopalDas-nj7fi
@GopalDas-nj7fi 3 жыл бұрын
ଜେଜେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।🙏 ଜୟ ଜଗନ୍ନାଥ।♥️♥️ ଜୟ ଶ୍ରୀକୃଷ୍ଣ ।♥️♥️ ଜୟ ଶ୍ରୀ ରାମ । ♥️♥️
@brajamohanty6220
@brajamohanty6220 2 жыл бұрын
ମହାଶୟ ଆପଣଙ୍କ ପଦାରବିନ୍ଦରେ ଅନନ୍ତ କୋଟି ପ୍ରଣାମ। ମୁଁ ହେତୁ ପାଇଲା ବେଳୁ ଦେଖିଛି ତିନି ଠାକୁର ରଥରେ ବସି ସାରିବା ପରେ ଛେରା ପହଁରା ହୋଇଥାଏ।ତା ପରେ ରଥଯାତ୍ରା ଆରମ୍ଭ ହୁଏ। କେବେ ଦେଖାଯାଇନାହିଁ ଜଗନ୍ନାଥ ରଥରେ ପହଣ୍ଡି ନହୋଇ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ହେବାର। ଏପରି କାର୍ଯ୍ୟ ୧୯୭୨ ମସିହାରେ କିପରି ହେଲା।
@sanjaychoudhury8096
@sanjaychoudhury8096 2 жыл бұрын
Jay Jagannath Swami 🙏🙏🙏🙏
@prasenjitsengupta6392
@prasenjitsengupta6392 Жыл бұрын
Om Jagannath Swami Nayana Patha Gami Bhaba Tume . Jay shree Jagannath 🙏🙏🙏🙏🙏
@sinumishra8840
@sinumishra8840 16 күн бұрын
କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏
@rajkumaridevi7450
@rajkumaridevi7450 19 күн бұрын
ଜୟ ଜଗନ୍ନାଥ ସାର୍। ମୁଁ ଆପଣଙ୍କୁ ବହୁତ ଭଲପାଏ। ଆପଣଙ୍କ ସବୁ ସାକ୍ଷାତକାର ଦେଖେ। ଏବେ ରତ୍ନଭଣ୍ଡାର ଖୋଲିବା ନେଇ ଯେତେ ସବୁ ଚାଲବାଜି ଚାଲିଛି, ଆପଣଙ୍କୁ ବହୁତ ମନେ ପଡୁଛି। ଜୟ ଜଗନ୍ନାଥ।
@nishikantapal6481
@nishikantapal6481 2 жыл бұрын
ଜୟ ପ୍ରଭୂ କରୁଣା ସିନ୍ଧୁ 🙏🙏❤️❤️🙏🙏🙏🌹🌹🌹
@12tanmayray12
@12tanmayray12 2 жыл бұрын
ବଡ଼ ଆଶ୍ଚର୍ଯ୍ୟ କଥା ଏଭଳି କଥା କୁ ବି ଲୋକ dislike କରୁଛନ୍ତି 😡
@Odiabohuguddy3970
@Odiabohuguddy3970 2 жыл бұрын
Bichitra dunia
@nukulchandrasahoo9318
@nukulchandrasahoo9318 3 жыл бұрын
ବହୁତ ସୁନ୍ଦର କଥାମୃତ ।
@poonpundas9187
@poonpundas9187 2 жыл бұрын
Jay Jagannath. This is a true fact. During this Ratha Yatra I was in Puri. This event had happened infront of my eyes.
@MuKalyani
@MuKalyani 2 жыл бұрын
🙏🙏
@kuchpalkitchenmein7608
@kuchpalkitchenmein7608 Жыл бұрын
Please tell us thr gyst in English. I couldn't follow him, no caption is there.
@prabhu289
@prabhu289 3 жыл бұрын
Jai Jagannath...Jai Jagannath...Jai Jagannath...So inspirational incident....
@debasispradhan4887
@debasispradhan4887 3 жыл бұрын
ଜୟ ଜଗନ୍ନାଥ🙏 ଧନ୍ୟ ଧନ୍ୟ ଧନ୍ୟ ହୋଇଗଲି ଆପଣଙ୍କୁ ଶ୍ରବଣ କରି♥️🙏
@chinmay_kar
@chinmay_kar 2 жыл бұрын
ମୋ ପ୍ରଭୁ ଆଉ ତାଙ୍କ ମହିମା ସବୁବେଳେ ମହାନ | ହେ କୃପାସିନ୍ଧୁ ଆପଣଙ୍କ କୃପା ହେଲେ ଜଣେ ପଙ୍ଗୁ ଭି ପାହାଡ ଚଢି ଯାଇପାରେ | ହେ ପରମାନନ୍ଦ ପରମେଶ୍ୱର ଆପଣଙ୍କ କୃପାଦୃଷ୍ଠି ଏ ସଂସାର ଉପରେ ସଦା ସର୍ବଦା ଥାଉ ଆଉ ମୋ ଭଳି ତୁଚ୍ଛ ଭକ୍ତକୁ ଆପଣଙ୍କ ପରମ ସାନ୍ନିଧ୍ୟ ପ୍ରାପ୍ତ ହେଉ | ଜୀବନରେ ପ୍ରତିଟି ମୁହୂର୍ତ୍ତେ ମୋ ଦ୍ୱାରା କୌଣସି ନା କୌଣସି ପାପ ହେଉଛି | ଆପଣ ସେ ପାପରୁ ମୋତେ ମୁକ୍ତ କରନ୍ତୁ ପ୍ରଭୁ | ଜୟ ଶ୍ରୀ ଶ୍ରୀ ଶ୍ରୀ (ଅନନ୍ତ କୋଟି ଶ୍ରୀ ) ଜଗନ୍ନାଥ ମହାପ୍ରଭୁ 🙏 ଆପଣଙ୍କ ଚରଣରେ କୋଟି କୋଟି ପ୍ରଣାମ 🙏🙏🙏
@user-mk5rb6sm7s
@user-mk5rb6sm7s 19 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
@DEVSHILPI2021
@DEVSHILPI2021 3 жыл бұрын
Every odia should watch this...🙏🏻
@ODISHA365
@ODISHA365 3 жыл бұрын
Thanks Invite your family & friends to watch & subscribe Odisha365
@twinklyjena9757
@twinklyjena9757 3 жыл бұрын
Jay jagannath Sorry I'm 12 hour late to watch this vdo Jay jagannath
@subhashree-shreyanshikhurd9956
@subhashree-shreyanshikhurd9956 Жыл бұрын
ଜୟ ଜଗନ୍ନାଥ 🙏 ଆପଣଙ୍କୁ ବହୁତ ଧନ୍ୟବାଦ ଆମଙ୍କୁ ଏଇ କଥାଟି ଶୁଣାଇଥିବାରୁ
@srisaidesignvastu9209
@srisaidesignvastu9209 2 жыл бұрын
ଜୟ ଜଗଦିଶ ହରେ । କେଶବ ଧୃତ ଜଗନ୍ନାଥ ଶରୀର ଜଗଦୀଶ ହରେ ।
@PREMANANDAPAUL-wb5bg
@PREMANANDAPAUL-wb5bg Жыл бұрын
🙏 ଜୟ ଜଗନ୍ନାଥ ମହାପ୍ରଭୁ ପାଦେ ଶରଣ 🙏
@sanjubalapradhan6048
@sanjubalapradhan6048 9 күн бұрын
ଜୟ ଜଗନ୍ନାଥ ସ୍ବାମୀ 🪔🙏 ତୁମର ଲୀଳା।
@dipanjandutta7361
@dipanjandutta7361 2 жыл бұрын
HEY KALIA....HEY MAHALAXMI.....HEY BALABHADRA......HEY SUBHADRA MATA....amar sob icche puron koro pravu.....tumi to jano sob......kripa koro prabhu...❤❤❤🙏🙏🙏🙏👏
@upendranathkar3554
@upendranathkar3554 3 жыл бұрын
Jagannath, The Lord of all the universe can give us the bhakti to call Him.Pure heart, sacred thought are the lovable traits to attract the Lord jagannath towards you.
@user-yo3pu4bb1v
@user-yo3pu4bb1v 16 күн бұрын
ଜଗନ୍ନାଥଙ୍କ ବିନା ସବୁ ଅସମ୍ଭବ , ଆମେ ଛାର ମାତ୍ର
@satyanarayanamishra365
@satyanarayanamishra365 18 күн бұрын
Only living clear hearted can feel the power of Lord Jagannath-- Bhabagrahi Mahabahu 🙏🙏🙏 Heart touching video dear sir--thanks
@harapriyachoudhury4245
@harapriyachoudhury4245 2 жыл бұрын
Jay Jagannath Swami,Jay Jagannath Seami, Jay Jagannath Swami,Jay Jagannath Mahaprabhu 🙏🏽🙏🏽🙏🏽🙏🏽🙏🏽❤❤❤❤❤❤❤❤❤❤❤❤❤❤❤
@ripuchandrasahoo9279
@ripuchandrasahoo9279 3 жыл бұрын
ଜୟ ଜଗନ୍ନାଥ🙏
@motivation1019
@motivation1019 Жыл бұрын
Ati sundar gyan, explanation. Jai Jagannath 🙏
@bhagabanpradhan4180
@bhagabanpradhan4180 20 күн бұрын
ଜଗତର ନାଥ ଜଗନ୍ନାଥଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ❤❤❤
@diptimayeebehera564
@diptimayeebehera564 3 жыл бұрын
Jaya Jagannath 🙏🙏🙏❤️
@jyotsnaranipanda4793
@jyotsnaranipanda4793 3 жыл бұрын
Sir ,pranam. Sir I want to meet you, to touch your feet...the way you are blessed by Mahaprabhu because of your humbleness...the way you have devoted yourself in service of Mahaprabhu...Sir please bless me...🙏
@suchismitasahoo8093
@suchismitasahoo8093 5 күн бұрын
Mo Mahaprabhu nk Sri Charan tale koti koti pranam 🙇🙇
@user-vd1zr5kx6z
@user-vd1zr5kx6z 13 күн бұрын
ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏
@lightingseven5492
@lightingseven5492 3 жыл бұрын
ଓଁ ନମଃ ଭାଗବତେ ବାସୁଦେବାୟ 🙏🙏🙏🌹🌹🌹🌹🌹
@damodarpradhan2963
@damodarpradhan2963 3 жыл бұрын
Jay jagannath
@sucharitasarangi6034
@sucharitasarangi6034 Жыл бұрын
Bhul
@biswarekhamamslearningchan6273
@biswarekhamamslearningchan6273 3 жыл бұрын
Hey pravu tumaku koti pranam
@sarojindian
@sarojindian 3 жыл бұрын
ଜଗନ୍ନାଥ ସୱାମି ନୟନ ପଥଗାମୀ ଭବତୁ ମେ 🙏🏼
@dr.lokanathpaital5839
@dr.lokanathpaital5839 2 жыл бұрын
Prabhu sabu tuma ichha. Jay Jagannath
@sunilnath3572
@sunilnath3572 3 жыл бұрын
❤️🙏❤️ JAY JAGANNATH MAHA PRABHU NKARA JAY HEU ❤️🙏❤️
@prakashsisa7304
@prakashsisa7304 2 жыл бұрын
Jay Jagannath Swami 🙏🙏🙏
@badrinarayansingh3591
@badrinarayansingh3591 2 жыл бұрын
କରି କରଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ। ଜୟ ଜଗନ୍ନାଥ 🙏🙏🙏🙏🚩🚩🚩🚩
@Foodrecipes054
@Foodrecipes054 14 күн бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻
@manaswineepattanaik8339
@manaswineepattanaik8339 2 жыл бұрын
Jay Jagannath 🙏
@abhipshatripathy584
@abhipshatripathy584 3 жыл бұрын
Jai Jagannath
@saratkumarkar-amillionmemo395
@saratkumarkar-amillionmemo395 3 жыл бұрын
କି ଚମତ୍କାର ବର୍ଣନା 🙏🏼🙏🏼
@suryajena4223
@suryajena4223 5 ай бұрын
ହେ ମହାପ୍ରଭୁ ହେ ନାରାୟଣ ହେ ଅନ୍ତର୍ଯ୍ୟାମୀ 🙏🙏🙏
@sabitamangaraj8297
@sabitamangaraj8297 3 жыл бұрын
Prabhu apanaku koti koti pranam
@sabitamangaraj8297
@sabitamangaraj8297 3 жыл бұрын
Jai jagannath swami prabhunka mahima apar
@sabitamangaraj8297
@sabitamangaraj8297 3 жыл бұрын
Prabhu apanaku koti koti pranam
@SibakhateiSibakhatei
@SibakhateiSibakhatei 14 күн бұрын
Jay Jagannath ❤❤🚩🚩
@pk-xi4gt
@pk-xi4gt 2 жыл бұрын
ଜୟ ଜଗନ୍ନାଥ ପ୍ରଭୁ
@someshawarachary4490
@someshawarachary4490 3 жыл бұрын
जय जगन्नाथ स्वामी नयन पथ गामी भब तुमे
@prajeshnayak449
@prajeshnayak449 3 жыл бұрын
Jay Jagannath 🙏🙏
@anuz_kumar
@anuz_kumar 3 жыл бұрын
Jay Jagannath Swami ki ja 🙏🙏🙏😭😭❤️❤️🔥🔥🔥🎉
@manasaranjansahoo3193
@manasaranjansahoo3193 Ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏
@byasdevmohanty7281
@byasdevmohanty7281 3 жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏🌹
@drcsk21
@drcsk21 2 жыл бұрын
Jai Jagannatha❤
@rameshchandrasahoo4364
@rameshchandrasahoo4364 2 жыл бұрын
କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ। ସବୁ ସେହି କାଳିଆର ଇଚ୍ଛା। ଜୟ ଜଗନ୍ନାଥ।
@jasminebehera4256
@jasminebehera4256 16 күн бұрын
Jai Jagannath Mahaprabhu 🙏🙏🙏 Jai Jagannath 🙏🙏🙏🌺🌺
@soulwelfare3976
@soulwelfare3976 2 жыл бұрын
Jai jagannath Swami ji jai baldau bhaiya Jai maata subhadra Jai shree hari krishna jagannath Swami ji 🚩🙏🥺🥺❣️🙏🙏
@sasikantamohanty9623
@sasikantamohanty9623 2 жыл бұрын
ବହୁତ କିଛି ଶିଖିବାକୁ ଜାଣିବାକୁ ପାଇଲି ଅପାଙ୍କର ମାଧ୍ୟମ ରେ. କେତେ ସୁନ୍ଦର କଥା ଭଗବାନ ମହାପ୍ରଭୁ ଙ୍କର...🙏🙏🙏ଜୟ ଜଗନ୍ନାଥ 🙏🙏🙏
@pabitraswain1273
@pabitraswain1273 21 күн бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@aswanibehera8591
@aswanibehera8591 3 жыл бұрын
Jay jagannath Swami 🙏🙏🙏
@arupkumardas7632
@arupkumardas7632 3 жыл бұрын
Jay Jagannath 🙏🙏🙏🙏
@bollywood.music.90s20
@bollywood.music.90s20 Жыл бұрын
Jay Jagannath 🙏❤️🌹🌹❤️🙏🌹🌹🙏🌹🌹
@sanatanbarik6043
@sanatanbarik6043 19 күн бұрын
ହେ ପ୍ରଭୁ ଆପଣଙ୍କୁ କୋଟି ପ୍ରଣାମ🙏🙏🙏🙏😭😭
@pradoshnayak8198
@pradoshnayak8198 3 жыл бұрын
GOD BLESS YOU 🙏🙏❤️JAY JAGANNATH 🙏🙏🙏🙏❤️😭😭
@aloksharma4394
@aloksharma4394 2 жыл бұрын
Jay Jaganath 🙏🙏🙏
@lilibagh6059
@lilibagh6059 Ай бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🙏👍
@nabakishoresamal7817
@nabakishoresamal7817 2 жыл бұрын
କରି କରାଉ ଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ଜୟ ଜଗନ୍ନାଥ
DEFINITELY NOT HAPPENING ON MY WATCH! 😒
00:12
Laro Benz
Рет қаралды 61 МЛН
🤔Какой Орган самый длинный ? #shorts
00:42
Mom's Unique Approach to Teaching Kids Hygiene #shorts
00:16
Fabiosa Stories
Рет қаралды 30 МЛН
Mysteries Of Jagannath Puri Temple ft. Raunak Singh | Realtalk Clips
45:15