🔴 Laxmi Narayan Kali | ଏ କଳି ଯିଏ ଶୁଣିବ ତାର ଦାମ୍ପତ୍ୟ କଳହ ରହିବ ନାହିଁ | Dr. Ashutosh Prasad Mishra

  Рет қаралды 2,667,757

ODISHA 365

ODISHA 365

Күн бұрын

Пікірлер: 3 200
@santoshkumarmishra3886
@santoshkumarmishra3886 Жыл бұрын
ସୁବଠାରୁ ସୁନ୍ଦର ବଣ୍ଣନା ଲକ୍ଷ୍ମୀନାରାୟଣ କଳି ଖୁବ୍ ମନାଛୁଆଁ
@ashokkumarpatra7377
@ashokkumarpatra7377 Жыл бұрын
ଖୁବ୍ ସୁନ୍ଦର ଆଲୋଚନା ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛି। 🙏🙏🙏 ଜୟଜଗନ୍ନାଥ।
@anitanayak1370
@anitanayak1370 Жыл бұрын
ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା l ଧନ୍ୟବାଦ ଭାଇ, ପ୍ରଭୁ ଜଗନ୍ନାଥ, ମା ମହାଲକ୍ଷ୍ମୀ ଆପଣଙ୍କର କଲ୍ୟାଣ କରନ୍ତୁ l ପ୍ରକୃତରେ ଜଣେ ଓଡ଼ିଆ ଭାବେ ମୁଁ ଗର୍ବିତ ଆମର ଓଡ଼ିଆ ସଂସ୍କୃତି ପାଇଁ l ଜୟ ମହାବାହୁ l
@bharatitripathy4245
@bharatitripathy4245 Жыл бұрын
ସୁନ୍ଦର ଉପସ୍ଥାପନା ମାଧ୍ୟମରେ ଲକ୍ଷ୍ମୀ ନାରାୟଣ କଳିର ବର୍ଣ୍ଣନା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇଛି
@raghunathpanda9469
@raghunathpanda9469 Жыл бұрын
ଓମ୍ ଲକ୍ଷ୍ମୀନାରାୟଣାଭ୍ଯାଂ ନମୋନମଃ। 🙏🙏💐
@Rudrashis.......65
@Rudrashis.......65 Жыл бұрын
ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ 🙏🙏🙏🙏🙏🙏ମାନବୀୟ ଲୀଳା ପ୍ରଭୁ କିଏ ଵା କଳିବ କାହାର ସାହସ ଅଛି ମହାବାହୁ l
@jbpadhi9701
@jbpadhi9701 Жыл бұрын
ଆଶୁତୋଷ ଭାଈ ଆପଣଙ୍କ କଣ୍ଠରେ ସ୍ଵୟଂ ମା ସରସ୍ଵତୀ ଙ୍କ ଆଶିର୍ବାଦ।। ଯେତେ ଶୁଣିଲେ ପୁଣି ଶୁଣିବାକୁ ମନ କରେ।।
@SumitKumarswain123
@SumitKumarswain123 6 ай бұрын
ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ ହେଲା ।ଆଉ ଗର୍ବ ଲାଗୁଛି ଆମ ଓଡ଼ିଆ ମାଟିରେ ଜଗନ୍ନାଥ ମାଟିରେ ଜନ୍ମ ନେଇଛି। ବହୁତ୍ ସୁନ୍ଦର୍ ଆମ ଜଗା ର ସବୁ ଯାତ୍ରା।❤ଜୟ ଜଗନ୍ନାଥ ❤️🙏⭕❗⭕
@tapashkumar9669
@tapashkumar9669 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙇🙇🙇🙇🙇🙇🙇🙇🥰🥰🥰🥰🥰🥰🥰🥰🥰🥰🥰🥰🥰
@paras1prihan
@paras1prihan 2 жыл бұрын
ହେ ଆଶୁତୋଷ ସାର୍ ଆପଣଙ୍କ ବ୍ୟାଖ୍ୟା ଅତ୍ୟନ୍ତ ଉଚ୍ଚକୋଟୀର , ଶୁଣିକରି ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା ଜୟ ଜଗନ୍ନାଥ । ଧନ୍ୟ ଆପଣଙ୍କ ଲିଳା
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@NiranjanPattnaik-dp4rt
@NiranjanPattnaik-dp4rt 6 ай бұрын
😊
@sujataparida8399
@sujataparida8399 6 ай бұрын
Sata katha Paras bhai🙏
@birakishorenayak1690
@birakishorenayak1690 Жыл бұрын
ଜଗତ ଠାକୁର ଓ ଜଗତ ଜନନୀଙ୍କର ଏ କଳି ଶୁଣି ମୋ କର୍ଣ୍ଣ ପଵିତ୍ର ହୋଇଗଲା,ଜନମ ଜୀବନ ମୋର ଧନ୍ୟ ହୋଇଗଲା । ଜୟ ଜଗନ୍ନାଥ ସ୍ୱାମୀ🙏
@gungunpatra3024
@gungunpatra3024 Жыл бұрын
QaP😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@pritamlenkayt5916
@pritamlenkayt5916 Жыл бұрын
JaiJagannath
@Its_shyam97
@Its_shyam97 Жыл бұрын
​@@gungunpatra3024ok .koo
@Its_shyam97
@Its_shyam97 Жыл бұрын
Ooooolll😅o😅😅o😅olooooooooo
@harisahoo8383
@harisahoo8383 Жыл бұрын
​@@Its_shyam9717:05 17:07 😮
@Onlyentertainment3897
@Onlyentertainment3897 Жыл бұрын
ବହୁତ୍ ସୁନ୍ଦର୍ ବାଖ୍ୟା ,,ହେଲେ ବହୁତ୍ ଅର୍ଥ ରଖିଦେଲେ ବ୍ୟାଖ୍ୟା କଲେନାହିଁ ,,ଜୟ ଜଗନ୍ନାଥ
@bharatsahoo9195
@bharatsahoo9195 Жыл бұрын
ହେ ପ୍ରଭୁ ଏ ଅଧମ ପାଞ୍ଚ ଥର ଶୁଣି ଲିଣି ତଥାପି ମୋ ମନ ଶାନ୍ତି ହେଉନି କି ସୁନ୍ଦର ପ୍ରଭୁ ଙ୍କର କଳି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@Life_with_Utkalika
@Life_with_Utkalika Жыл бұрын
Pura sata Swami stri jhagada re jaha sabu hue kete Sundar rupe bujheile...mana trupta heigala❤️😍 Jay Jagannath 🙏 Jay maa Laxmi 🙏
@dibakarharijan5748
@dibakarharijan5748 11 ай бұрын
🌺🙏🙏🙏🙏🙏🌺🌺🌺🌺🙏⭕‼️⭕Jay shree laxmi narayan sunibaku bohut bohut sundar lagila sir apananku pranam jay shree jagannatha 🙏🏻🌺🌺🌺🌺🌺🙏🙏🙏🙏🙏
@sitalsomya7384
@sitalsomya7384 Жыл бұрын
ମନ ଖୁସି ହେଇଯାଉଛି ଡ ମିଶ୍ର ଙ୍କ କଥା ଶୁଣି ବାସ୍ତବ ରେ ଲୀଳାମୟ ଙ୍କର କି ଲୀଳା ଜୟ ଜଗନ୍ନାଥ❤
@stylishboy568
@stylishboy568 Жыл бұрын
😮😅😮😮😮😮😮😮😮😮😮😮😮😅😊
@bharatidhir7454
@bharatidhir7454 2 жыл бұрын
ହେ ମହାପ୍ରଭୁ ମା ଙ୍କ ସହିତ ଏ କି ପ୍ରକାର କରି ର ଲୀଳା ଧନ୍ୟ ପ୍ରଭୁ ଧନ୍ୟ ହୋଇ ଗଲି ଏହାକୁ ଶ୍ରବଣ କରି ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@Sanjeeb5077
@Sanjeeb5077 Жыл бұрын
କେତେ ସୁନ୍ଦର ଆମ ଓଡ଼ିଆ ସଂସ୍କୃତି 🙏 ଜୟ ଶ୍ରୀ ଜଗନ୍ନାଥ ⭕❗⭕
@padmajasatpathy6364
@padmajasatpathy6364 Жыл бұрын
Sir ଖୁବ୍ ହୃଦୟସ୍ପର୍ଶୀ ବର୍ଣ୍ଣନା। ଯିଏ ଶୁଣିଲେ ବି ଯେତେ ନାସ୍ତିକ ହୋଇଥିଲେ ମଧ୍ୟ ଭକ୍ତି ଆସିବ ନିଶ୍ଚୟ।
@shreetamvlogs
@shreetamvlogs 6 ай бұрын
Jay Jagannath ❤
@samarkumarharichandan5378
@samarkumarharichandan5378 2 жыл бұрын
ଆଶୁତୋଷ ବାବୁଙ୍କ ବର୍ଣ୍ଣନା ଶୈଳି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ହୃଦୟସ୍ପର୍ଶୀ 🌻🙏🏼🌺
@durgamadhabpanda281
@durgamadhabpanda281 2 жыл бұрын
Manibaku padiba bhai
@snehalatanayak9580
@snehalatanayak9580 2 жыл бұрын
💕💕💕
@bimal185
@bimal185 6 ай бұрын
Thanks
@rubinalenka1394
@rubinalenka1394 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙌🙏 ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ 😊 ମହାପ୍ରଭୁ ଆପଣଙ୍କୁ ଖୁସିରେ ରଖନ୍ତୁ ✨🙏
@basantideikhordhaarunima
@basantideikhordhaarunima Жыл бұрын
ଜଗତଠାକୁର ଓ ମାଆ ଠାକୁରାଣୀ ଙ୍କ ମାନବୀୟ ଦାମ୍ପତ୍ୟ କଳହ କୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାର ଶୈଳୀ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଭାବଗର୍ଭକ ହୋଇଛି, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ସାଥିରେ ରହିଥାଉ।ଜୟ ଜଗନ୍ନାଥ 🙏🙏💐💐
@santoshkumardas3299
@santoshkumardas3299 9 ай бұрын
ସତରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି, ଜଗନ୍ନାଥଙ୍କ ମହିମା ଅପାର, ଯେତେଥର ଶୁଣିଲେ ବି ଶୁଣିବାକୁ ଭଲଲଗୁଛି
@rozalin91
@rozalin91 Жыл бұрын
Khub Sundar! laxminarayanaya namah🙏
@balaramranasingh2357
@balaramranasingh2357 Жыл бұрын
ଜୟ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ମା ମହାଲକ୍ଷ୍ମୀ ଙ୍କ କଳି ଆହା କି ଅପୂର୍ବ ଶୁନ୍ଦର ❤❤❤
@SaritaBal-tq3ke
@SaritaBal-tq3ke 9 ай бұрын
Harekrishna guruji harikrishna guruji harikrishna guruji harikrishna guruji ❤❤❤❤❤❤joymaa laxmi joymaa laxmi❤❤❤❤❤
@snigdhamahapatra634
@snigdhamahapatra634 Жыл бұрын
ଜୟ ଜଗନ୍ନାଥ ଜୟ ମା ମହାଲକ୍ଷ୍ମୀ 🎉🎉
@kabita_by_jharana
@kabita_by_jharana 10 ай бұрын
ଆଶୁତୋଷ ସାର୍,ପ୍ରଭୁ ଜଗନ୍ନାଥ ସତରେ ଆପଣଙ୍କ କଣ୍ଠରେ ବିଜେ କରିଛନ୍ତି।ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି।ଯେତେ ସୁଣିଲେବି ଆହୁରି ଶୁଣିବାକୁ ଇଛା ହେଉଛି।ଜୟ ଜଗନ୍ନାଥ।🙏🏻🙏🏻🙏🏻🙏🏻🙏🏻
@Bharti-r9i
@Bharti-r9i 6 ай бұрын
《♡◆😊
@kavitapraharaj9829
@kavitapraharaj9829 6 ай бұрын
bahut sundar Jay jagannath
@bineshnayak4767
@bineshnayak4767 6 ай бұрын
Q1
@shreetamvlogs
@shreetamvlogs 6 ай бұрын
Jay Jagannath ❤
@birakishorenayak1690
@birakishorenayak1690 2 жыл бұрын
ଅତିସୁନ୍ଦର କଥାମୃତ, ସୁନ୍ଦର ସଂସ୍କାର । ମନମୁଗ୍ଧକର ଉପସ୍ଥାପନା ।ଜୟ ଶ୍ରୀଜଗନ୍ନାଥ 🙏🙏🙏
@dsp123s.m.garanayk3
@dsp123s.m.garanayk3 Жыл бұрын
P po
@prafullakumarpatel6167
@prafullakumarpatel6167 Жыл бұрын
🎉
@susamapatel1085
@susamapatel1085 6 ай бұрын
Jay Jagannath,Jay Maa Mahalakshmi.
@sunilnath3572
@sunilnath3572 Жыл бұрын
🙏❤️🙏 ଆଶୁତୋଷ ଭାଇ ଙ୍କ ଉପରେ ମହାପ୍ରଭୁ ଙ୍କ କୃପା ସଦାସର୍ବଦା ରହିଥାଉ 🙏❤️🙏
@awcbargaon-2aww634
@awcbargaon-2aww634 Жыл бұрын
Prabhu nka ehi ratha Yatra praman kare j Prabhu bhakta vatsala .......Jay Jagannath 🙏🙏🙏🙏🙏🙏Swami Nayan patha gami
@LaxmikantaBadanayak555
@LaxmikantaBadanayak555 6 ай бұрын
ଆପଣଙ୍କ ସୁନେଇବାର ଜଉ ଶୈଳୀ ବହୁତ ସୁନ୍ଦର ପ୍ରଭୁ ଆଖି ଛଳ ଛଳ ହେଇ ଯାଉଛି ଧନ୍ୟ ତୁମର କହିବାର ଶୈଳୀ ଧନ୍ୟବାଦ୍ 🙏
@sumantakumarpradhan2319
@sumantakumarpradhan2319 2 жыл бұрын
Wow... ସୁନ୍ଦର ଓ ଚମତ୍କାର ବ୍ୟାଖ୍ୟାନ.! 🙏 ଜୟ ଜଗନ୍ନାଥ
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@pravakarparida3042
@pravakarparida3042 2 жыл бұрын
ପ୍ରଣାମ ସ୍ୱାମୀଜୀ, ବହୁତ ଆକର୍ଷଣୀୟ,ବହୁତ ଭଲ ଲାଗିଲା, ଜୟ ଶ୍ରୀ ଜଗନ୍ନାଥ
@SupreetaMohanty
@SupreetaMohanty Жыл бұрын
Mo Prabhu jagannath nka ra jay ❤❤❤ my love jagakalia 🌹💐
@rutuparna-priyadarshini446
@rutuparna-priyadarshini446 2 жыл бұрын
ବହୁତ୍ ସୁନ୍ଦର.. 🙏ଜୟ ଜଗନ୍ନାଥ ବଳଭଦ୍ର ଭାଇ ସୁଭଦ୍ରା ମା ଲକ୍ଷ୍ମୀ ମା 🙏
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@satyabhamabehera768
@satyabhamabehera768 Жыл бұрын
Babu tumar kahiba saili ati sundar ❤❤❤❤❤❤❤.Jay Jagarnath Jay Maa Laxmi.🎉🎉🎉🎉❤❤❤❤.
@tapaswinipati5303
@tapaswinipati5303 Жыл бұрын
ଜୟ ଜଗନ୍ନାଥ।🙏
@manojapalai7512
@manojapalai7512 Жыл бұрын
ଜୟ ମା' ମହାଲକ୍ଷ୍ମୀ.ଶ୍ରୀ ଜଗନ୍ନାଥ....କଥାକାରଙ୍କର ଅଶେଷ ମଙ୍ଗଳ ହେଉ....ବାସ୍ତବରେ ମୋ ଜୀବନ ସହ ଏହି କଥାଟି ସମ୍ପୂର୍ଣ୍ଣ ସମତୂଲ୍ଯ ହେଉଅଛି....ହୃଦୟ ଭରିଗଲା❤.
@susantakumarsahoo9052
@susantakumarsahoo9052 8 ай бұрын
ଆପଣଙ୍କ ମୁଖରୁ ସାଆନ୍ତଙ୍କ କଥା ଅମୃତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ
@NiveditaM
@NiveditaM Жыл бұрын
ବଢିଆ ଉପସ୍ଥାପନା 👏👏👏👏🙏ଜୟ ଜଗନ୍ନାଥ
@sarojinidas7614
@sarojinidas7614 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏 ଜୟ ମାଆ ମହାଲକ୍ଷ୍ମୀ 🙏🙏🙏 ବହୁତ ଭଲଲାଗିଲା । ଜୀବନ ଧନ୍ୟ ହେଇଗଲା। ଆପଣଙ୍କୁ ଧନ୍ୟବାଦ 🙏
@Butterfly143jsb
@Butterfly143jsb Жыл бұрын
ବହୁତ୍ ସୁନ୍ଦର୍,,, ଧନ୍ୟବାଦ୍ ଭାଇ ଏତେ ସୁନ୍ଦର ଭାବେ ବର୍ଣ୍ଣନା କରି ଆମ ସମସ୍ତଙ୍କୁ ଶୁଣାଇ ଥିବାରୁ 🙏🙏🙏
@popshumor4193
@popshumor4193 Жыл бұрын
ବାଃ ବାଃ କେତେ ସୁମଧୁର, ସୁଖକର ଓ ସୁନ୍ଦର ବାଣୀ...... ବହୁତ୍ ସୁନ୍ଦର କହିବା ଶୈଳୀ........ ଜୟ ମା ମହାଲକ୍ଷ୍ମୀ, ଜୟ ଜଗନ୍ନାଥ....🙏🙏🙏🙏
@jpbgaming2928
@jpbgaming2928 Жыл бұрын
Odia0alà😢😢
@architagouda143
@architagouda143 Жыл бұрын
ଏହି ସୁନ୍ଦର ଲକ୍ଷ୍ମୀ ନାରାୟଣ କଳି ଅତି ସୁନ୍ଦର କିନ୍ତୁ ଭଗବାନ କଲେ ଲିଳା ମନୁଷ୍ୟ କଲେ କିଳା
@SwetalipsaSwain-ic3oy
@SwetalipsaSwain-ic3oy Жыл бұрын
Right yrr
@pragnyakhatua
@pragnyakhatua Жыл бұрын
Dhaniya pravu ea utkal matire Janma hoi
@Annapurna-t4m
@Annapurna-t4m Жыл бұрын
ଅତି ସୁନ୍ଦର ଭାବରେ ଏହାକୁ ଉପସ୍ଥାପନା କରିଛନ୍ତି..... ଅନେକ ଅନେକ ଧନ୍ୟବାଦ 🙏
@jasminhemantananda964
@jasminhemantananda964 Жыл бұрын
ଜୟ ଜୟ ଲକ୍ଷ୍ମୀନାରାୟଣ 😊🙏🙏🙏ବହୁତ ସୁନ୍ଦର ଲାଗିଲା ମନ ସନ୍ତୋଷ ହୋଇଗଲା
@Jaga_khusi_
@Jaga_khusi_ 6 ай бұрын
Thank you bhai🙏🏻🙏🏻🙏🏻🙏🏻🙏🏻 Bohut volo lagila mono prano atma santi hai gola jay jagannath 🙏🏻🙏🏻🙏🏻🙏🏻
@Jaga_khusi_
@Jaga_khusi_ 6 ай бұрын
Jate sunile mono bujhuni auhuri sunibaku icha houchi
@dashingarazu4760
@dashingarazu4760 2 жыл бұрын
ଅତି ସୁନ୍ଦର ଉପସ୍ଥାପନା❤️ ଅତ୍ୟନ୍ତ ହୃଦୟ ସ୍ପର୍ଶୀ, ମର୍ମସ୍ପର୍ଶୀ ବାଖ୍ୟାନ 🙏 ପ୍ରଭୁ ଲକ୍ଷ୍ମୀକାନ୍ତ୍ର,କମଳା ପତି ଆପଣଙ୍କ ଶ୍ରୀଚରଣାରବିନ୍ଦର ଅଶେଷ ପ୍ରଣାମ🙏
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@amitkumarrout4633
@amitkumarrout4633 2 жыл бұрын
🙏ଜୟ ଜଗନ୍ନାଥ 🙏 ଅତି ସୁନ୍ଦର ଉପସ୍ଥପନା, ହୃଦୟ ସ୍ପର୍ଷୀ ଆପଣଙ୍କ କଣ୍ଠ ସ୍ବର, ବହୁତ୍ ବଢିଆ ବ୍ୟାଖ୍ୟା କରିଛନ୍ତି ଆପଣ।
@sumitkumarjenavlogs8088
@sumitkumarjenavlogs8088 6 ай бұрын
୨୦୨୪ ରେ କିଏ କିଏ ଶୁଣୁଛନ୍ତି ଲାଇକ କରନ୍ତୁ ❤
@PADMINIANNAMALAI27
@PADMINIANNAMALAI27 6 ай бұрын
2024 କଣ 2025 କଣ ମହାପ୍ରଭୁଙ୍କ କଥା ଯୁଗ ଯୁଗର । ଜୟ ଜଗନ୍ନାଥ ।ଯଦି ଭାବ ଥିବ ନା ସବୁ ଭଲ ଲାଗିବ।ଆମ୍ବୃତ ପରି 🙏🙏🙏🙏 ଏ ସବୁ ସୁଣିଲେ ବହୁତ୍ ପୁଣ୍ୟ ମିଳେ ।🥹🥹 ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@sumitkumarjenavlogs8088
@sumitkumarjenavlogs8088 6 ай бұрын
@@PADMINIANNAMALAI27 Mana kala puni kie mu sei katha kahili yei vdo to 2 barsa tala ra 2022 re post hei thila 2024 re kaha kaha Mobile ku jaichi aau kie kie sunicha boli apana kn bujhile ki madam ji😄
@SituswainSwain
@SituswainSwain 6 ай бұрын
Hnnnn mu
@SituswainSwain
@SituswainSwain 6 ай бұрын
Anjali mohanty sunuchanti
@sumitkumarjenavlogs8088
@sumitkumarjenavlogs8088 6 ай бұрын
@@SituswainSwain 😄😄😄 ଧନ୍ୟବାଦ୍ ଜୟ ଜଗନ୍ନାଥ
@bikramkhatua6743
@bikramkhatua6743 Жыл бұрын
ବହୁତ୍ ସୁନ୍ଦର ଉପସ୍ଥାପନା ଆ ହା ବଢିଆ ବଢିଆ ❤❤❤❤❤❤❤
@dayanidhimishra2145
@dayanidhimishra2145 Жыл бұрын
🙏🌹Jay Jagannath prabhu🙏🌹 🌹🙏Jay Maa Mahalaxmi devi 🙏🌹
@raghunathmandal204
@raghunathmandal204 6 ай бұрын
ଅତି ସୁନ୍ଦର ଭାବରେ ଆପଣ ବ୍ୟଖା କରିଛନ୍ତି। ହୃଦୟସ୍ପର୍ଶୀ, ମନ ଆନନ୍ଦିତ ହୋଇଗଲା। ❤❤❤
@Arpita-rv4yn
@Arpita-rv4yn Жыл бұрын
ବହୁତ ସୁନ୍ଦର ପୁରୁଣା ଧନ୍ୟବାଦ୍ ଭାଇ ❤❤🙏🙏🙏🙏🙏🙏🙏
@hemantasethy8437
@hemantasethy8437 Жыл бұрын
ହେ ଜଗନ୍ନାଥ 🙏 ଅତୀତ ର କି ସୁନ୍ଦର କଥା ଟିଏ ମିଶ୍ର ସାର ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
@kanya_kumari_shorts18
@kanya_kumari_shorts18 Жыл бұрын
Bahut Sundar lagila 😀😀😀🥰🥰🥰🙏🙏🙏🙏🙏
@chhandachhatrapal88
@chhandachhatrapal88 Жыл бұрын
Ate Prema ate bhaba ate bhakti rasare pari Purna amruta Maya katha pratham thara suni aanandare aakhi ru luha roki parilini 🙏🙏🙏 Jaya jagannath Jaya ma lakhmi
@gitanjalitripathy5389
@gitanjalitripathy5389 Жыл бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏତିକି କରୁଣା ହେଉ, ତୁମନାମ ଚିନ୍ତି ତୁମ ନାମ ଗାଇ ମୋଜୀବନ ଚାଲିଯାଉ 🙏🙏
@sradhanjalimajhi7475
@sradhanjalimajhi7475 6 ай бұрын
Maa Laxmi au mahaprabhu kanr Lila suni mora hrudaya dhanya hei gala prabhu koti koti pranam prabhu 🙏🙏🙏🙏💐💐🙏🙏💐💐🙏🙏🙏🙏🙏🙏🙏🙏 Jai maa Laxmi jai jagannath Swami 🙏🙏🙏
@miss_rupali8390
@miss_rupali8390 Жыл бұрын
Jay Jagannath Swami Nayana patha gami 🙏 bhava tume 🙏🙏🙏🙏🥰🥰🥰🥰🥰 jay Jagannath 🙏🙏🙏
@basantapany9713
@basantapany9713 2 жыл бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ବାପା ବହୁତ ଭଲଲାଗିଲା। ଜଗନ୍ନାଥ ତମକୁ ଭଲରେ ରଖୀଥାନ୍ତୁ।
@sobhasahusahu7993
@sobhasahusahu7993 Жыл бұрын
ବହୁତ୍ ସୁନ୍ଦର କଥା ଜୟ ମା ଲକ୍ଷ୍ମୀ ନାରାୟଣ ଜୟ
@pradhanpunam9322
@pradhanpunam9322 Жыл бұрын
ଏ କଥା ଶୁଣିଲେ ମନ ଦୁଃଖ ଥିଲେ ବି ଶାନ୍ତି ହୋଇଯାଏ ଜୟ ଜଗନ୍ନାଥ
@anjalipradhan5874
@anjalipradhan5874 Жыл бұрын
Jay jagannath 🙏🙏 Ma lakhmi thakurani 🙏🙏🌹🌹
@PD-yt8by
@PD-yt8by 2 жыл бұрын
Maa lakhmi I m with u ❤️❤️❤️❤️ u r so right as always 😙😙😙
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@snehalatanayak9580
@snehalatanayak9580 2 жыл бұрын
🥰
@pramilapanda6756
@pramilapanda6756 Жыл бұрын
I don't think so 🙁sabuole bhul ,mo Thakur krishna hni thik
@PD-yt8by
@PD-yt8by Жыл бұрын
@@pramilapanda6756 krishna b lakhmi nkara... Maa is always right
@sasadharanayak2318
@sasadharanayak2318 Жыл бұрын
Jay Jagannath Swami nayan patha gami bhava tume 🙏
@aratipanda5792
@aratipanda5792 8 ай бұрын
ଖୁବ୍ ସୁନ୍ଦର ଧାରା ବିବରଣୀ ଆହୁରି ଆହୁରି ଶୁଣିବା କୁ ଇଚ୍ଛା ହେଉଛି, ଉପସ୍ଥାପନା ଶୁଣି କାଳିଆ ସାଆନ୍ତ ଙ୍କ ଆଡ ଙ୍କୁ ମନ ଟାଣି ହେଇ ଯାଉଛି। ବହୁତ୍ ବହୁତ୍ ଧନ୍ୟବାଦ ଏତେ ସୁନ୍ଦର ବ୍ୟାଖ୍ୟାନ ପାଈଁ।
@uniquecollection659
@uniquecollection659 2 жыл бұрын
ସୁନ୍ଦର ବ୍ୟାଖ୍ୟାୟନ,,ଅତି ରୋମାଞ୍ଚକର ଲୀଳା ଶ୍ରୀଠାକୁର ଙ୍କ, ଶୁଣିଲେ ଶୁଣିବାକୁ ଈଛାହୁଏ ।।। ଆପଣଙ୍କ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର।
@jagadishbissoyi206
@jagadishbissoyi206 Жыл бұрын
ଧନ୍ୟ ଜଗନ୍ନାଥ ଧନ୍ୟ ମହା ଲକ୍ଷ୍ମୀ ,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
@digambarmallick5028
@digambarmallick5028 Жыл бұрын
​@@jagadishbissoyi206 my in
@ganapatibagh857
@ganapatibagh857 Жыл бұрын
Jaya jagannath 🙏
@minapravabehera
@minapravabehera Жыл бұрын
​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ CT by bu huh bup
@Mamatarani845
@Mamatarani845 8 ай бұрын
❤🙏
@AkashKumar-n2c
@AkashKumar-n2c 6 ай бұрын
Jay jagannath Jay maa Laxmi 🚩🙏🌺🌺🌺
@ShreeDeviExpress
@ShreeDeviExpress Жыл бұрын
ବହୁତ ସୁନ୍ଦର ଲାଗିଲା,ଆତ୍ମା ଶାନ୍ତି ହୋଇଗଲା ❤❤❤
@sabitapanigrahi4406
@sabitapanigrahi4406 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏ମନୁଆ ଠାକୁର ଆଜି ବାହାରିଛି ମାଆ କୁ ମନେଇବା ପାଇଁ l ସମାଜରେ ସଂସାର କରିବାକୁ ହେଲେ ଭାଇ, ଭଉଣୀ ସହିତ ସ୍ତ୍ରୀ କୁ ମଧ୍ୟ ସମାନ ମର୍ଯ୍ୟାଦା ମିଳିବା ଉଚିତ, କାଳିଆ ତାର ଏ ମାନବଲୀଳାରେ ସମାଜକୁ ଜଣାଉଛି l
@PriyasmitaDash-y3f
@PriyasmitaDash-y3f 6 ай бұрын
Right
@PriyasmitaDash-y3f
@PriyasmitaDash-y3f 6 ай бұрын
😊
@rajashreesahoo5432
@rajashreesahoo5432 6 ай бұрын
Bahut bhala lagila mana khusi heigala Jay Laxmi Narayan
@Bmcreation3750
@Bmcreation3750 6 ай бұрын
Bahut bhala lagila mana khus heigala,Jay Laxmi Narayan
@sujatanayak1022
@sujatanayak1022 6 ай бұрын
😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅?
@nitupradhan4913
@nitupradhan4913 6 ай бұрын
Satre shree jagannath au maa Laxmi nka kali suniki mana ku bahut khushi lagila, apn sir bahut bhl re explanation karile, 🙏 suniki otha ru hasa jharuchi hele akhire luha 😢 asijauchi , jay Jagannath ⭕❗⭕ 🪔🙏🙏🙏🙏🙏🪔
@laxmipriyasatapathy1727
@laxmipriyasatapathy1727 Жыл бұрын
ଅତି ସୁନ୍ଦର ଉପସ୍ଥାପନା 🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@neetubisoi2276
@neetubisoi2276 2 жыл бұрын
ଜୟ ଜଗନ୍ନାଥ ମହା ପ୍ରଭୁ ଙ୍କ ଲୀଳା ହିଁ ପୁରା ଅଲଗା 😍🙏🥰😇
@aswinisamal7618
@aswinisamal7618 Жыл бұрын
ମନ ଆତ୍ମା ଶାନ୍ତି ହୋଇଗଲା. ଆମ ଓଡ଼ିଆ ପରମ୍ପରା କୁ ଆମେ ସଂମାନ କରିବା 🙏ଜୟ ଜଗନ୍ନାଥ 🙏
@Sashirekhajena9658
@Sashirekhajena9658 Жыл бұрын
ଆତ୍ମା ସନ୍ତୋଷ ହେଇଗଲା ପ୍ରଭୁ କୃପା କର⭕❗⭕🙏 ଜୟ ଜଗନ୍ନାଥ
@Lavya1986
@Lavya1986 2 жыл бұрын
ଜୟ ଜଗନ୍ନାଥ 🙏🏻.. ଖୁବ୍ ସୁନ୍ଦର ବର୍ଣ୍ଣନା.. ଗୋପି ଙ୍କ ପାଇଁ ପ୍ରଭୁ ଙ୍କ ହୃଦୟ ରେ କି ପ୍ରେମ..ଧନ୍ୟ ପ୍ରଭୁ...ଗୋପାଳ ବଂଶ ରେ ଜନ୍ମ ନେଇ ମୁଁ ଧନ୍ୟ ...
@tribhubanatti3412
@tribhubanatti3412 2 жыл бұрын
Bahut dhanyawad Jay Jagannath
@dbnayak_1972
@dbnayak_1972 Жыл бұрын
​@@tribhubanatti3412😊😊
@dbnayak_1972
@dbnayak_1972 Жыл бұрын
@dbnayak_1972
@dbnayak_1972 Жыл бұрын
​😅😅😅😅😅😅😅😅😅😅😅😅😅😅😊😊
@pravaprava5477
@pravaprava5477 6 ай бұрын
Heart touching explanation ❤🙏 Jai Mo Kaliaa Saanta nkara Jai ❤🙏
@asishkumarprustyjitu9987
@asishkumarprustyjitu9987 2 жыл бұрын
ବହୁତ ସୁନ୍ଦର ଲାଗିଲା ଡାକ୍ତର ବାବୁ ଜୟ ଜଗନ୍ନାଥ 🙏🌹
@madhusmitanayak4764
@madhusmitanayak4764 2 жыл бұрын
ଧନ୍ଯବାଦ 🙏ବହୁତ ସୁନ୍ଦର ପରିବେଷଣ ☺ଜୟ ଜଗନ୍ନାଥ❣️
@ramaharipradhan7603
@ramaharipradhan7603 Жыл бұрын
Jay Jagannath 🙏
@angelnainaandsusy6031
@angelnainaandsusy6031 Жыл бұрын
Bahutt sundar 👌 Jay shree Jagannath 🙏 Laxmi Narayan
@AmritaJena-x6d
@AmritaJena-x6d 6 ай бұрын
ଜୟ ଜଗନ୍ନାଥ ❤ କେତେ ସୁନ୍ଦର ଆମର ଓଡ଼ିଆ ସଂସ୍କୃତି 🥰 କେତେ ସୁନ୍ଦର ଲାଗୁଛି ଏ ଉପସ୍ଥାପନ ଶୁଣିବା ପାଇଁ ମନ ଆନନ୍ଦରେ ଭାରି ଯାଉଛି 🙏
@aadhikari7615
@aadhikari7615 2 жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଆଶୁତୋଷ ଭାଇ 🙏ଆପଣଙ୍କର ପ୍ରେତ୍ୟକଟି ବାଣୀ ଅତି ସୁନ୍ଦର🙏ଲକ୍ଷ୍ମୀ ନାରାୟଣ କଳି ଆଗରୁ ମୁ ଆପଣଙ୍କର ଆଉ କେତୋଟି କାହାଣୀ ପ୍ରଭୁଙ୍କ ବିଷୟରେ ଶୁଣିଛି। ଆଜି ମଧ୍ଯ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ବେଳେ ସମ୍ପୂର୍ଣ୍ଣ ଶୁଣିଛି। ଆପଣଙ୍କ ବାଣୀ ବହୁତ ହ୍ରୁଦୟ ସ୍ପର୍ଶୀ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@ODISHA365
@ODISHA365 2 жыл бұрын
Thanks Jay Jagannath Share with your family & friends
@iswarbiswal3556
@iswarbiswal3556 2 жыл бұрын
@iswarbiswal3556
@iswarbiswal3556 2 жыл бұрын
00
@iswarbiswal3556
@iswarbiswal3556 2 жыл бұрын
⁰ĺ⁸
@debasisbehera2791
@debasisbehera2791 6 ай бұрын
Ahaa...ki sundar upastapana...❤❤❤❤❤
@harapriya8885
@harapriya8885 Жыл бұрын
Speechless Really sir you are great.. beautiful and heart touching explanation ....
@MunaBhai-qh9fl
@MunaBhai-qh9fl Жыл бұрын
ଜୟ ଜଗନ୍ନାଥ ସ୍ବାମୀ ମାତା ମହା ଲକ୍ଷ୍ମୀ ନାରାୟଣ ଭେଟ 🙌🌺🙏🙏🏼
@kumodinimeher6899
@kumodinimeher6899 6 ай бұрын
Bahut badhiaa ATI sundar upasthapana. 100 ru 100 like
@anuragyadav-fk1mm
@anuragyadav-fk1mm Жыл бұрын
Very nice lovely story of maa Laxmi ji and jagarnath ji maha prabhu.. Hari bolo.. Thank you 365 channel shiv baba ji bless you all.. For such lovely conversation.
@sureskumarsahoo5519
@sureskumarsahoo5519 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଜୟ ମା ଲକ୍ଷ୍ମୀ 🙏🙏🙏🙏
@pramodnayak1389
@pramodnayak1389 6 ай бұрын
Bahut khusi lagila mana bhitre bhakti ra sagar bhasiasila jay jagannath jay maa laxmi
@singraimurmu4103
@singraimurmu4103 Жыл бұрын
💗🙏 Jay Jagannath 🙏💗ଆହୀ,କି ଆନନ୍ଦ 😊 ଅତି ସୁନ୍ଦର, ହୃଦୟ ସ୍ପର୍ଶୀ 👌💞👌 ଅଶେଷ ଅଶେଷ ଧନ୍ୟବାଦ୍ ଡ.ମିଶ୍ର ଜୀ 👏😇👏
@MaunabatiNag
@MaunabatiNag 6 ай бұрын
Very nice bro ❤❤❤❤❤❤❤❤ bahut sundar ❤❤❤❤❤❤❤❤
@asishdash1223
@asishdash1223 2 жыл бұрын
ଅତି ସୁନ୍ଦର। ଭାବପୂର୍ଣ୍ଣ ପରିବେଷଣ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏
@smrutidas3087
@smrutidas3087 2 жыл бұрын
😍😍😍😍😍😍😍😍😍
@binodhbag5475
@binodhbag5475 Жыл бұрын
ଜୟ ଜଗନ୍ନାଥ ମହା ପ୍ରଭୁ ମୋ ମଣିମା ଚରଣ କମଳେ କୋଟି କୋଟି ପ୍ରଣାମ ପ୍ରଭୁ 🙏😔😔❤️😔🙏❤️❤️🙏🙏
@SatyanarayanSandha
@SatyanarayanSandha 6 ай бұрын
Bahuta sundhar lagu6e jete sunile bi mona bharuni jagatar natha Jay Jagannath 🙏🙏🙏❤️
@rakeshkumarmishra5662
@rakeshkumarmishra5662 2 жыл бұрын
ସୁନ୍ଦର ବ୍ୟାଖ୍ଯା ସାର୍....ସତରେ ବଡ଼ ବିଚିତ୍ର ଆମ ମଣିମା ଙ୍କ ଲୀଳା....ଜୟ ଜଗନ୍ନାଥ 🙏🙏🙏
@arundhatisahoo7835
@arundhatisahoo7835 Жыл бұрын
He Prabhu jàgannath ki lila tumara Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷 Jay Jagannath 🙏♥️🌷
@sunilnath3572
@sunilnath3572 Жыл бұрын
🙏❤️🙏 ଜୟ ମା ଅର୍ଣ୍ଣପୂର୍ଣ୍ଣା ଶ୍ରୀହରିପ୍ରିୟା ଙ୍କର ଜୟ ହେଉ 🙏❤️🙏
@LeviAckerman-rl3pc
@LeviAckerman-rl3pc Жыл бұрын
Jai Jagannat 🙏🙏🙏 Jai maa laxmi 🙏🙏🙏
@bharatimohanty4765
@bharatimohanty4765 Жыл бұрын
Jay Jagannath 🙏🙏 Jay maa Laxmi 🙏🙏
@bharatimohanty4765
@bharatimohanty4765 Жыл бұрын
Jay Jagannath 🙏🙏
Вопрос Ребром - Джиган
43:52
Gazgolder
Рет қаралды 3,8 МЛН