ଭଲ ହୋଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି | Jagannath Mahima | Dr. Ashutosh Prasad Mishra | Anasara

  Рет қаралды 22,970

ODISHA 365

ODISHA 365

Күн бұрын

Content of This Video
----------------------------------
Anasara Asara
Anabasara Rituala
Anasara Rituals in Puri Jagannath Temple
Pati Dian Puja
Phuluri Tela Seva
Modaka Seba
Alaranath Story
Alaranath Brahmagiri
Alaranath History
Who is Alaranath ?
Gajapati Maharaja Sandesh
Puri Gajapati Maharaja
Rukmini Bibaha
Rukmini Harana
Rukmini Harana Rituals
Guali Jatra
Snana Purnima Ritual
Snana Yatra at Snana Mandap
Snana Yatra 2024
netrotsav 2024 date
Netrotsava Rituals
Nabajoubana Darshana
Nabajoubana Darsana
What is Nabajouban Darshan?
Rath yatra 2024
Puri Rath Yatra 2024
Rath Yatra 2024
jagannath rath yatra 2024 date
-------------
Dr. Ashutosh Prasad Mishra
Jagannath Mahima
Odisha 365
----------------
-------------------
#anasara #rathyatra #jagannath #odisha365 #drashutoshprasadmishra #jagannathmahima #rathyatra2024 #rathyatrastatus #purilive #purijagannath #purirathyatra
-----------------------
If You Like Our Content
Join this channel to Support our work:
/ @odisha365

Пікірлер: 185
@geetasamantry5721
@geetasamantry5721 3 ай бұрын
ସତରେ ଆପଣଙ୍କ ମୁହଁ ରୁ ଟିକେ ମହାପ୍ରଭୁ ଙ୍କ ଲୀଳା ବର୍ଣ୍ଣନା ଶୁଣି ଦେଲେ ଆତ୍ମା କୁ ଶାନ୍ତି ମିଳେ ଟିକେ ଖୁବ୍ ଅପେକ୍ଷା କରି ରହିଥାଏ ଆପଣ ଙ୍କ ପାଖରୁ ଏଇ ଭାବମୟ ବାଣୀ ଟିକେ ଶୁଣିବା ପାଇଁ
@nimaicharansaraf9181
@nimaicharansaraf9181 3 ай бұрын
Jay Jagannath 💕
@RASHMIREKHAROUT-pm6bv
@RASHMIREKHAROUT-pm6bv 3 ай бұрын
ଆମ ମହାପ୍ରଭୁ ଶିଘ୍ର ଭଲ ହେଇଯିବେ ଭକ୍ତ ଙ୍କୁ ଦର୍ଶନ ଦେଇ ଦୁଃଖ ହରଣ କରିବେ ଆପଣଙ୍କ ଉପସ୍ଥାପନା ଶୈଳୀ ହୃଦୟ କୁ ଶାନ୍ତି ଦେଉଚି ଜୟ ଜଗନ୍ନାଥ
@pratisekdash4461
@pratisekdash4461 3 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@chinmayabarik6864
@chinmayabarik6864 3 ай бұрын
ଆଜ୍ଞା ଭକ୍ତଚରିତାବୃତ କାର୍ଯ୍ୟକ୍ରମ ଦୟାକରି ଆଣନ୍ତୁ ଆଉ ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲରେ ରଖିଥାନ୍ତୁ ଆମେ ଏହି ଭଳି ଆପଣଙ୍କଠୁ ଶୁଣୁଥାଉ ।
@madhusmitamohanty8320
@madhusmitamohanty8320 3 ай бұрын
କି ସୁନ୍ଦର ଆମ ମହାପ୍ରଭୁଙ୍କ ଲୀଳା। ମହାପ୍ରଭୁ ଆମ ମାନବୀୟ ଲୀଳା କରୁଛନ୍ତି। ତା ଲୀଳା ଦେବେ ଅଗୋଚର କାହୁଁ ଜାଣିବ ନରଛାର। ।ଜୟ ଜଗନ୍ନାଥ 🙏
@AbhiKumar-do3rr
@AbhiKumar-do3rr 3 ай бұрын
Odisha 365 କୁ କୋଟି କୋଟି ଧନ୍ୟବାଦ୍ ମୋ ପୂର୍ବ କମେନ୍ତ ର କଥା ରଖିଥିବାରୁ ଓ ଜରୁଆ ମହାପ୍ରଭୂ ଙ୍କ ସେଇ ଦିବ୍ୟ ଲୀଳା ପୁଣି ଆଉ ଥରେ ପରିପ୍ରକାଶ କରି ଥିବାରୁ ଧନ୍ୟବାଦ୍ ।
@asitrout7659
@asitrout7659 3 ай бұрын
🙏🙏🌹ପ୍ରଣାମ. ଜୟଜଗନ୍ନାଥ
@SasmitaGudu
@SasmitaGudu 3 ай бұрын
କାଳିଆ ସାଆନ୍ତ ଙ୍କୁ ଦେଖିବା ପାଇଁ ଏ ଆଖି ଜୁରୁଛି ଅପେକ୍ଷା କରିଛି ❤❤❤
@rakeshkumarnayak957
@rakeshkumarnayak957 3 ай бұрын
ଆପଣଙ୍କୁ କୋଟି ଜୁହାର ଡାକ୍ତର ବାବୁ 🙏🏻. ଜୟ ଜଗନ୍ନାଥ 🙏🏻🙏🏻
@SwatiSucharita-w1m
@SwatiSucharita-w1m 3 ай бұрын
Jay Mahaprabhu Jay Jay shree Mahaprabhu 🙏🙏🙏❤️♥️
@Manu_stitching
@Manu_stitching 3 ай бұрын
ମହାପ୍ରଭୁଙ୍କୁ ଦର୍ଶନ କରିବାର ଲାଳସା ଆପଣଙ୍କ ବାଣୀ ଶୁଣି ମୋର ଜାଗ୍ରତ ହୋଇଗଲା। ଏପରି ଆମକୁ ମାର୍ଗ ଦର୍ଶକ ହୋଇ ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
@bhagyalatapanda2910
@bhagyalatapanda2910 3 ай бұрын
Jay jagannath swami 🙏🏻🙏🏻🙏🏻🙏🏻🙏🏻🙏🏻
@girdharsahu3663
@girdharsahu3663 3 ай бұрын
ମହାପ୍ରଭୁ ଆପଣ ଙ୍କୁ ଚତୁର୍ବର୍ଗ ଫଳ ପ୍ରଦାନ କରନ୍ତୁ, ଆପଣ ଙ୍କ ସୃଷ୍ଟି ବୋଧ ହୁଏ ମଣିମା ଙ୍କ ଯଶ ଗାନ ପାଇଁ,ଏତେ ଦିନ ହେଲା ଆମେ ସାଧାରଣ ଜନତା କିଛି ଜାଣି ପାରୁ ନ ଥିଲୁ ,ଜୟ ଜଗନ୍ନାଥ
@smitapattnaik3000
@smitapattnaik3000 3 ай бұрын
ମଣିମା ମହାପ୍ରଭୁ 🙏❣️🙏 ବହୁତ ସୁନ୍ଦର ଉପସ୍ଥାପନା ଆଶୁତୋଷ sir 👌👌🙏🥰
@Harekrishna....947
@Harekrishna....947 3 ай бұрын
Haribol
@pramodsahu9090
@pramodsahu9090 3 ай бұрын
Jai shree Jagnnath 🙏🙏🙏
@AlakaSingh-vg6ol
@AlakaSingh-vg6ol 3 ай бұрын
Jay jagannath
@alkamahalik3856
@alkamahalik3856 3 ай бұрын
Bahut sundar ..... Jay jagannath 🙏
@suchitrasahoo9085
@suchitrasahoo9085 3 ай бұрын
Jai Jagannath 🙏
@anupamapattanaik
@anupamapattanaik 3 ай бұрын
Jai jagannath sir
@sabitasahu8843
@sabitasahu8843 3 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କରନ୍ତୁ
@anjanamishra5544
@anjanamishra5544 3 ай бұрын
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻. ହେ ମହାବାହୁ ଶୀଘ୍ର ଭଲ ହେଇ ଏ ଜଗତ ବାସୀଙ୍କୁ ଦର୍ଶନ ଦିଅ. ଏ ପାପ ନେତ୍ର ପବିତ୍ର ହେଉ.
@laxmipriyarout502
@laxmipriyarout502 3 ай бұрын
ଜୟ ଜଗନ୍ନାଥ 🙏🙏
@BiswajitKar-t4f
@BiswajitKar-t4f 3 ай бұрын
Sir jay jagarnnath
@debaduttamohanty9044
@debaduttamohanty9044 3 ай бұрын
He mo manima, He mo kalia saante; Mahaprabhu jaldi sree mandira ku pheri asa prabhu; ae tuchha akhi tamaku jhuruchi ❤❤🙏🙏🪷 Jai Jagannath ❤️ ❤️ 🙏🙏🪷
@kalpanapadhi8709
@kalpanapadhi8709 3 ай бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Jitendrabarik1903
@Jitendrabarik1903 3 ай бұрын
ଦେହ ମନ ପ୍ରାଣ ସବୁ ହେଲା ଶାନ୍ତ ଶୁଣି ଏ ଦିବ୍ୟ କଥନ... କୋଟି ଓଡିଆଙ୍କ ମଉଡମଣି ସେ ସଭିଙ୍କ ପ୍ରାଣସ୍ପନ୍ଦନ.... 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@akashbarik8387
@akashbarik8387 3 ай бұрын
ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕
@NabinPratihari-rt6my
@NabinPratihari-rt6my 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ସାର୍ ଆପଣଙ୍କ ଉପରେ ସର୍ବଦା ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରଦାନ କରନ୍ତୁ। ମୁଁ ସର୍ବଦା ପ୍ରତ୍ୟେକ ଦିନ ଚାତକ ଭଳି ଚାହିଁ ରହିଥାଏ। ଆପଣକଂ କଣ୍ଠ ରୁ ପ୍ରବଚନ ଶୁଣିବା ପାଇଁ ⭕‼️⭕🙇
@henaranibehera4658
@henaranibehera4658 3 ай бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ🙏🙏🙏
@prakasinidas8188
@prakasinidas8188 3 ай бұрын
କୃପାସିନ୍ଧୁ ହେ🌹💗🌹💗🌹
@punammund5934
@punammund5934 3 ай бұрын
MahaPravu nka Leela sabu ete Sundar bhaba re aapana kahuchanti 🙏 Pravu aapanaku sabu bele sustha aau khusi re rakhi thaantu 🙏 Mahaprabhu nka pain ete sundar kabita aau dhaga suniki roma tankuri uthe 🙏 bahut bahut khusi lage se sabu apananka muha ru sunibaku 🙏
@swarnamayeeswain9027
@swarnamayeeswain9027 3 ай бұрын
Jay jagannath Swami Jay maa maha Laxmi ❤❤❤🙏🙏🙏
@anusayamohanty1775
@anusayamohanty1775 3 ай бұрын
Am mahaprabhu❤🎉 sir pranm
@satyabratapanda3137
@satyabratapanda3137 3 ай бұрын
jai jai Shri radhey jai jai jagannath
@swarnapravaguru6909
@swarnapravaguru6909 3 ай бұрын
ଜଏ ଜଗନ୍ନାଥ ମହାପ୍ରଭୁ 🙏🙏 ସାର ଆପଣ ଯେପରି ଉପସ୍ଥାପନ କରୁଛନ୍ତି ଆମେ ବହୁତ କଥା ଜାଣି ପାରୁଛୁଟି ବହୁତ ବହୁତ ଧନ୍ୟବାଦ ସାର 🙏🙏
@anjalipanda1681
@anjalipanda1681 3 ай бұрын
Jai jagannth
@alekhchandramalik740
@alekhchandramalik740 3 ай бұрын
Jay Jagannath Swami 🙏🙏🙏🙏🙏🙏 ll
@mamatapattanayak5854
@mamatapattanayak5854 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ଶରଣମ୍ ଶରଣମ୍ ଶରଣମ୍ 🙏🙏🙏🙏🙏🙏🙏🙏🙏
@puspalataprusty9589
@puspalataprusty9589 3 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏
@dharmendrakhamari4862
@dharmendrakhamari4862 3 ай бұрын
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଜଗନ୍ନାଥଙ୍କ ଲୀଳା ଙ୍କୁ ଆଜ୍ଞା। ଜଗନ୍ନାଥ ସଂସ୍କୃତି ଉପରେ କିଛି ପୁସ୍ତକର ନାମ ବିଷୟରେ ସୂଚନା ଦେଲେ ଖୁସି ହୁଅନ୍ତି ଆଜ୍ଞା।
@prabhasinipani9558
@prabhasinipani9558 3 ай бұрын
Koti koti pranam ashutosh babu jagannatn apankra mangla karantu jai jagannath❤❤❤🌹🌹🌹🙏🏻🙏🏻🙏🏻
@sagarikaswain3378
@sagarikaswain3378 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤🙏❤️
@bhabanitripathy2867
@bhabanitripathy2867 3 ай бұрын
Jaya sri jagannath mahaprabhu
@satyanayak4271
@satyanayak4271 3 ай бұрын
ଆଶୁତୋଷ ମୋ ସାନ ଭିଣୋଇ ! ତୁମର ଏ ଲୀଳା ଗାଥା ର ବର୍ଣ୍ଣନା ହୃଦୟରେ କମ୍ପନ ଜାତ କରିଦିଏ ! ମଣିମା ତୁମକୁ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳେ ରଖନ୍ତୁ😭😭😭😭😭 ! ଜୟ ଜଗନ୍ନାଥ ମହାପ୍ରଭୁ ହେ ❤️❤️❤️❤️❤️❤️🙏🙏🙏🙏🙏
@banajineemishra8887
@banajineemishra8887 3 ай бұрын
ବହୁତ ସୁନ୍ଦର ଉପସ୍ଥାପନା।ଜଗନ୍ନାଥଙ୍କ କୃପାଲାଭ କରନ୍ତୁ ।
@pramilapani9960
@pramilapani9960 3 ай бұрын
JAY JAGANNATH🙏❤🙏❤
@adityadr9982
@adityadr9982 3 ай бұрын
Jai jagannath Swami Nayana patha gami bhaba tume 🙏🙏🙏 manima 😭🙏
@swadhinsingh6469
@swadhinsingh6469 3 ай бұрын
ଜୟ ଜଗନ୍ନାଥ
@akashnath3688
@akashnath3688 3 ай бұрын
Jay sri jagannath 🌹🌹🌹🌹🌼🌼⚫‼️⚫🙏🏻🌹🌹😘😘🌼🪔🌼🌼
@BikeshSahani
@BikeshSahani 3 ай бұрын
🪔🪔🪔जय जगन्नाथ महाप्रभु 🙏🙏🙏
@laxmipriyalenka7016
@laxmipriyalenka7016 3 ай бұрын
Jay Jagannath Swami 🙏🙏🙏🙏
@ashiskumarnanda2340
@ashiskumarnanda2340 3 ай бұрын
ଜୟ ଜଗନ୍ନାଥ ❤
@priyankamohapatra1647
@priyankamohapatra1647 3 ай бұрын
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ
@deepakkumarpanda9350
@deepakkumarpanda9350 3 ай бұрын
ଆଶୁତୋଷ ମହାଭାଗ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ 🙏🙏
@swapnamohanty7027
@swapnamohanty7027 3 ай бұрын
ଜୟ ଶ୍ରୀ ଜଗର୍ନାଥ🙏 ଭକ୍ତ ମାଧବ ଦାସ ଙ୍କ କାହାଣୀ କଣ ଭ୍ରମ କ୍ଷମାର୍ଥେ 🙏🙏
@bibhutiroul1506
@bibhutiroul1506 3 ай бұрын
Jai Jagannath Jai Maa Laxmi.......
@manashpalai5238
@manashpalai5238 3 ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
@subashmishra5616
@subashmishra5616 29 күн бұрын
❤ଓହୋ ଭାଗ୍ୟ ମହାପ୍ରଭୁଙ୍କ ଦିବ୍ୟ ଆଶିଷ ପ୍ରାପ୍ତ ଭକ୍ତ ଡ ଆଶୁତୋଷ ମିଶ୍ର ମହୋଦୟଙ୍କ କଣ୍ଠରୁ ମଣିମା ଙ୍କ ଦିବ୍ୟ କଥାମୃତ ଶ୍ରବଣ କରି କୃତାର୍ଥ ଅଭିଭୂତ ଶରଣ ମହାବାହୁ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମଣିମା ଶରଣ ତବ ପାଦ ପଦ୍ମ ଜୟ ଜୟ ଜଗନ୍ନାଥ
@lilibagh6059
@lilibagh6059 3 ай бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🌻🙏👍❤👌🥰
@prasantabehura9071
@prasantabehura9071 3 ай бұрын
🙏ଜୟ ଜଗନ୍ନାଥ ମହାପ୍ରଭୁ 🙏
@SrutiKalet
@SrutiKalet 3 ай бұрын
जय श्रीं जगन्नाथ स्वामी🥹❤️‍🩹🙏🙇‍♀️💞💫
@ManmathaBihari98
@ManmathaBihari98 3 ай бұрын
ସୁନ୍ଦର ଉପସ୍ଥାପନା ଆପଣଙ୍କର ❤❤❤ ଜୟ ଜଗନ୍ନାଥ ❤❤❤❤
@ANANTDHALVLOGS
@ANANTDHALVLOGS 3 ай бұрын
ଆହା କି ସୁନ୍ଦର ବର୍ଣ୍ଣନା ସୁନ୍ଦର ଅତି ସୁନ୍ଦର୍ jay jagannath 🙏🙏🙏🙏🙏
@omprakashpradhan8701
@omprakashpradhan8701 3 ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏❤️😊🚩 ହରେ କୃଷ୍ଣ 🙏🙏🙏🙏
@TarinisenMohapatra
@TarinisenMohapatra 3 ай бұрын
Jay Jagannath Mo Maha Prabhu Nakara Jay Hau Mo Paribara Tiku Lagila Krupa Thile Ratha Rudha Dekhibi
@TarinisenMohapatra
@TarinisenMohapatra 3 ай бұрын
Jay Jagannath Mo Maha Prabhu Nakara Jay Hau Manima
@mamatadas7018
@mamatadas7018 3 ай бұрын
ଅତି ସୁନ୍ଦର କଥା 👌 ♥️ ଜୟ ଶ୍ରୀ ଜଗନ୍ନାଥ 🙏🏾 ♥️
@kahnucharandash2125
@kahnucharandash2125 3 ай бұрын
ଜୟ ଶ୍ରୀଜଗନ୍ନାଥମହାପ୍ରଭୁ ହେ.......👏
@jagannathjena3128
@jagannathjena3128 3 ай бұрын
ହେଁ କାଳିଆ ସବୁ ତୋରି ଲୀଳା ⭕‼️⭕🚩🙏🙏🙏🙏🙏
@LipsaBehera-kr1qs
@LipsaBehera-kr1qs 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏 ଆଶୁତୋଷ ମହୋଦୟ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରୁଛନ୍ତି 🙏🙏🙏🙏♥️ ମହାପ୍ରଭୁ ଆପଣ ଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ 🙏🙏🙏🙏♥️🌿🌹 ଓମ୍ ନମଃ ଭଗବତେ ବାସୁଦେବାୟ ❤🙏
@MONALISADASH-p4v
@MONALISADASH-p4v 3 ай бұрын
ଆ ହା କି ସୁନ୍ଦର କଥା ଟିଏ। ଜୟ ଜଗନ୍ନାଥ 🙏🙏🙏
@skrushnareddy6796
@skrushnareddy6796 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌸🌷🍂🍂🪔🌼💐🥀🥀🌺🌺🍁🍁🌻💮💮🏵️🌿🙏🕉️🌸🌷🍂🌼💐🥀🌺🍁🌻🌻💮🌹⭕‼️⭕
@bhagyabatigantayat297
@bhagyabatigantayat297 3 ай бұрын
Mo Kaliadhana ⭕‼️⭕🙏♥️🙏♥️Jay Shree Jagannath🙏♥️🙏♥️🙏♥️
@skrushnareddy6796
@skrushnareddy6796 3 ай бұрын
ପୂଜ୍ୟ ଶ୍ରୀ dr. ଆଶୁତୋଷ ଆଶୁତୋଷ ପ୍ରସାଦ ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ। ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟନ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌿🌿🏵️🪔💐🥀🌺🍁🌻💮🌹🌸🌷🍂🌼🌹💮🌻🍁🍁🌺🥀💐🪔🏵️🌿🌿🙏🕉️🙏🕉️🙏🕉️🌸🌷🌼🌼⭕‼️⭕
@akashchandsethi9917
@akashchandsethi9917 3 ай бұрын
ହରେ କ୍ରିଷ୍ଣା, ଜୟ ଜଗନ୍ନାଥ 🙏🙏🙏🙏❤❤❤❤
@rockstartapu2317
@rockstartapu2317 3 ай бұрын
Jai jagannath namoha mohaprabhu ki Jai ho nomo prabhuji 🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏💗🙏
@smitamishra2599
@smitamishra2599 3 ай бұрын
Jay Shri Jagannath 🙏🏻🙏🏻🙏🏻🙏🏻 Mahaprabhu nka Charanarabindare Mora koti pranam 🙏🏻🙏🏻🙏🏻🙏🏻 Pranam Bhaina 🙏🏻
@puspanjalibehera9591
@puspanjalibehera9591 3 ай бұрын
ଅତି ସୁନ୍ଦର ଉପସ୍ଥାପନା...ଜୟ ଜଗନ୍ନାଥ 🙏🙏🙏🙏
@KataPatra
@KataPatra 3 ай бұрын
Jay Jagannath Swami Nayana Pathagami Vhavo Tumea 🙏❤️🌹🚩⭕‼️⭕
@rojalinsantoshmoharana3308
@rojalinsantoshmoharana3308 3 ай бұрын
ଜୟ ଜଗନ୍ନାଥ ମଣିମା 🙏, ଜଗତ ମଙ୍ଗଳ କରନ୍ତୁ
@skrushnareddy6796
@skrushnareddy6796 3 ай бұрын
ଓମ୍ ନମଃ ଶ୍ରୀ ବାସୁଦେବ ନମଃ ଓମ୍ ନମଃ ଶ୍ରୀ ମା ଭୁବନେଶ୍ଵରୀ ଦେବୀ ନମଃ ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ମହା ପ୍ରଭୁ ନମଃ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🙏🕉️🙏🕉️🙏🕉️🕉️🕉️🕉️🕉️🕉️🙏🕉️🙏🕉️🙏🕉️🏵️🏵️🌿🍂🌹💮💮🌻🍁🍁🌺🥀💐🪔🌸🌷🌼🌼🏵️🏵️🌿🙏🍂🌹🌹💮🌻🍁🌺🥀🪔🌷🌼🌼🌷🌸🌸🌼🌷🌸⭕‼️⭕
@shrikhetrabhumi5526
@shrikhetrabhumi5526 3 ай бұрын
ମୋ କାଳିଆ ରେ ତୁ ଏତେ ନିଜର କେମିତି କରିପାରୁଛୁ ମୁଁ କିନ୍ତୁ ହତଭାଗା ରେ ମୋହ ମାୟା ରେ ପଡି ତୋ ପାଖରୁ ଦୁରେଇ ଦୁରେଇ ଯାଉଛି 😞😭 ଜୟ ଜଗନ୍ନାଥ ମୋ ମହାପ୍ରଭୁ ସବୁବେଳେ ପାଖରେ ଥିବୁ ରେ 😭
@pramilabarik3626
@pramilabarik3626 3 ай бұрын
Jay shree Jagannath baba Jagannath tumaku bhalre rakhantu amitisunuthaa banchi thibajaa❤❤🙏🙏
@aradhya..2623
@aradhya..2623 3 ай бұрын
ହେ ମହାବାହୁ 🙏🙏🙏
@madhusmitasethy8687
@madhusmitasethy8687 3 ай бұрын
Jay Shri Jagannath Mahaprabhu 🌷🌷🙏🙏🙏🙏🌷🌷
@Pankajswain-z8p
@Pankajswain-z8p 3 ай бұрын
❤Jay shree jagannath Jay shree ❤🎉 gopinath dava
@suchismitasahoo8093
@suchismitasahoo8093 3 ай бұрын
Mahaprabhu nkar ete bichitra lila bisayare agaru ame kichi jani paru nathilu,ame garv kariba katha bramhandar thakur ama odisha re aam pakhare achanti ,dhanya heigala aam jiban, Mahaprabhu nku koti koti dhanyabad,sir apananku koti koti dhanyabad aam Mahaprabhu nk prati aam r vakti vab jagrat karuthibaru Mahaprabhu nk sri Charan tale koti koti pranam 🙏 🙏 🙏 🙏
@JituSwain-nm7ic
@JituSwain-nm7ic 3 ай бұрын
Jai jagannath mahaprabhu
@ramshankarmohapatro4061
@ramshankarmohapatro4061 3 ай бұрын
Namaskar, bhakta charitra ku puni thare arambha karantu. Jay jagannath
@PujaSubash
@PujaSubash 3 ай бұрын
Sir apanakhu koti koti pranam 🙏🙏❤️❤️🙏🙏 Jay shree Jagannath 🥰😍😘🪷🪷🪷🪷🪷❤️❤️❤️❤️❤️❤️🙏🙏🙏🙏🙏🙏🙏🙏🙏
@suchitmitramohapatra
@suchitmitramohapatra 3 ай бұрын
Jay jagannath... Jay jagannath.. Jay jagannath
@nishikantapal6930
@nishikantapal6930 3 ай бұрын
Prabhu anantakotibramhanda Nayaka nku a adhamara anantakoti pranam anantakoti pranam anantakoti pranam 🙏❤️🙏❤️🙏❤️🙏
@pinakamsahu7150
@pinakamsahu7150 3 ай бұрын
JAY SHREE JAGANNATH
@pramodkumarjena2600
@pramodkumarjena2600 3 ай бұрын
Jay jagannath jay jagannath jay jagannath
@sanghamitramishra6788
@sanghamitramishra6788 3 ай бұрын
Jai Jaggnath Swami 🙏🙏🙏🙏
@aratatarai2196
@aratatarai2196 3 ай бұрын
Jay sri jagannath sir🌹🙏🙏🙏🙏🙏🙏🙏🙏🙏🙏🙏🙏 ..
@chandrachudadas1065
@chandrachudadas1065 3 ай бұрын
JAY JAGANNATH SWAMI 🪔🪷🙏🏻🚩
@sandhyapattnaik2817
@sandhyapattnaik2817 3 ай бұрын
ଜୟ ମୋ ମଣିମା ମହାବାହୁ ଙ୍କର ଯେ ହେଉ 🙏❤️🙏.. ଆଶୁତୋଷ .. ବାବାରେ , ତୁମ ମୁଖରୁ ମଣିମା ଙ୍କର କଥାମୃତ ଶୁଣିଲେ ମନ ବିମୁଗ୍ଧ ହେଇଯାଏ .. ପରମ କାରୁଣିକ କୃପାମୟ ମଣିମା ଏମିତି ତୁମ ତୁଣ୍ଡରୁ ଆମକୁ ତାଙ୍କ ମହିମା ଓ ଲୀଳା ଶୁଣାଉ ଥାନ୍ତୁ ..❤
@chitraajit7630
@chitraajit7630 3 ай бұрын
Ki sunder katha sunibaku miluchi 🙏🙏🙏🙏🙏🙏😭😭
🕊️Valera🕊️
00:34
DO$HIK
Рет қаралды 9 МЛН
Миллионер | 2 - серия
16:04
Million Show
Рет қаралды 1,5 МЛН
Sigma baby, you've conquered soap! 😲😮‍💨 LeoNata family #shorts
00:37
ଶ୍ରୀଜଗନ୍ନାଥଙ୍କ ଜନ୍ମ ରହସ୍ୟ
29:48
Ramachandra Badapanda Samanta (Official)
Рет қаралды 30 М.
🕊️Valera🕊️
00:34
DO$HIK
Рет қаралды 9 МЛН