KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ସମୁଦୁଣୀଙ୍କୁ ଜଣାହୋଇନି ମନମୋହନଙ୍କ କଥା | Manmohan Singh’s Daughter Married Odisha’s Ashok Patnaik | OR
7:01
ବର୍ଷିଲେ ନବୀନ,କାଉଣ୍ଟର କଲେ ଧର୍ମେନ୍ଦ୍ର|BJD Foundation Day|Naveen Patnaik|Dharmendra Pradhan Counter BJD
11:51
Cool Items!🥰 New Gadgets, Smart Appliances, Kitchen Tools Utensils, Home Cleaning, Beauty #shorts
00:40
REAL or FAKE? #beatbox #tiktok
01:03
Try this prank with your friends 😂 @karina-kola
00:18
ЧТО ЖЕ МЫ КУПИЛИ СОБАКЕ ВМЕСТО ТАБАЛАПОК😱#shorts
00:34
"ଯେଉଁମାନେ ହ୍ୟୁମାନ ସାଗରଙ୍କୁ ବନେଇଥିଲେ ତାଙ୍କ ପାଇଁ କ୍ଷେପଣାସ୍ତ୍ର ସାଜିଛନ୍ତି ହ୍ୟୁମାନ "ରୁଦ୍ରମନ Human Sagar
Рет қаралды 104,664
Facebook
Twitter
Жүктеу
1
Жазылу 2,9 МЛН
Odisha Bhaskar
Күн бұрын
Пікірлер: 864
@RsunanditaRsunandita
5 ай бұрын
ଆପଣ ହିଁ tk ବୁଜିଲେ sir...ଆପଣଙ୍କ ସମାଲୁଚନା ପାଇଁ କୋଟି କୋଟି ପ୍ରଣାମ 🙏🙏🙏🙏🙏
@KushaHikabadi
5 ай бұрын
ଟିକ sir 🙏
@rajadalabehera9948
5 ай бұрын
Your filling very nice sir tik tik tik MY dream human singer sir 🥰😊
@bhairabbhoi9498
5 ай бұрын
❤
@rajkumariranajit2054
5 ай бұрын
ବା ବା sir ଆପଣ କୁ ମୋର୍ ହୃଦୟ ରୁ ନମସ୍କାର ❤❤❤
@LaksmanBag-ct5bo
5 ай бұрын
Ok
@Knowledge4572
5 ай бұрын
ତୁମ କଥା ଶୁଣି ଭଲ ଲାଗିଲା ସାର୍ ଆପଣଙ୍କୁ ପ୍ରଭୁ ଜଗନ୍ନାଥ 🙏 ସବୁ ଆଶୀର୍ବାଦ ଥାଊ।। ଜୟ ଜଗନ୍ନାଥ ❤ ଜୟ ମା ସମଲେଶ୍ଵରୀ 🙏 ।।
@natkirtanparibar1368
5 ай бұрын
ଆପଣ ବୁଝି ପାରୁଛନ୍ତି ମୁ ବଲାଙ୍ଗୀର ର ଭଗବାନ ତମୁକୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏🙏🙏
@YadabPradhan-fr6qs
5 ай бұрын
sir ଆପଣ କଟିଏରେ ଜଣେ ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତୁ
@milanchandguru6259
5 ай бұрын
ଏହି ପରି ଉତ୍ତମ ବୁଝାମଣା ର ଜ୍ଞାନ ଚକ୍ଷୁ ଖୋଲି ଦେବାରୁ ବହୁତ୍ ଧନ୍ୟବାଦ୍, ଏହା ସମାଲୋଚକଙ୍କ ହିଂସ୍ର ମୋନଭାବର ଜ୍ଞାନ ଚକ୍ଷୁ ଖୋଲୁ।
@RahulaMallick-zu9fn
5 ай бұрын
ହିମାନସାଗର ଭଲ ଗୀତ ଗାଉଥିବାରୁ ସହିପାରୁ ନାହାନ୍ତି l
@RinkyMahananda-qm8vm
5 ай бұрын
Right katha
@ramrajbabu8718
5 ай бұрын
Right❤
@samueljena9399
5 ай бұрын
Right bro
@JasminiKalsai
5 ай бұрын
ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ ପ୍ରକୁତ କଥା ଆପଣ ବୁଝୁଛନ୍ତି ଜଗନ୍ନାଥ ଆପଣଙ୍କୁ ସହା ହୁଅନ୍ତି
@bvijaykumar-z6e
5 ай бұрын
ଧନ୍ୟବାଦ ମୁଁ ଆପଣଙ୍କ କଥାରେ ଏକମତ 🙏🙏🙏🙏🙏👌💯
@OdiaBhaktitv-ps6ct
5 ай бұрын
ଜୟ ଜଗନ୍ନାଥ
@BrundabanMahananda-q7h
5 ай бұрын
God bless you🙏🙏🙏 sir
@BrundabanMahananda-q7h
5 ай бұрын
Thank you sir 🙏🙏🙏
@satrughnanaik4393
5 ай бұрын
ସଠିକ ସମୀକ୍ଷା କରିଛନ୍ତି ଆଜ୍ଞା | ଧନ୍ୟବାଦ 🙏
@PabitraJena-b5b
29 күн бұрын
E bhai nka katha bahut bhala Lage
@BahakBabu52
5 ай бұрын
ବହୁତ ବହୁତ ଧନ୍ଯବାଦ ଆଜ୍ଞା ଆପଣଙ୍କ ମନ୍ତବ୍ୟ କୁ
@chaitanyachhatria3179
5 ай бұрын
ଇଟା ଗୁଟେ ମନେ ରଖା ହ୍ୟୁମାନ ସାଗର ପାଇଁ ତମର ସିନେମା ଚାଲୁଛି ଆଉ ପୂର୍ବ ଓଡ଼ିଶା ର ନା ହଉଛି ଜୟ ମା ସମଲେଇ
@gulshankumarofficial1595
5 ай бұрын
ବହୁତ ସୁନ୍ଦର କଥା କହିଲେ ସାର ମୁ ଜଣେ ଖ୍ରୀଷ୍ଟିଆନ ହେଲେ ବି ଓଡିଶା ର ବଡ଼ ଠାକୁର ଜଗନ୍ନାଥ କୁ ବି ଭଲ ପାଉ କିନ୍ତୁ ଭଗବାନ କୁ ନେଇ ରାଜନୀତି ଆଉ ଜାତି ନୀତି ନ କରିବାଟା ଭଲ
@RajatPradhan-b9c
5 ай бұрын
Sehi baat hai bhai ❤❤
@JOHANBAGHA-cf1sw
5 ай бұрын
ଆପଣ ହିଁ Right kotha କହିଛନ୍ତି ଆଜ୍ଞା ଧନ୍ୟବାଦ
@Prashantbrother1432
5 ай бұрын
ବହୁତ ବହୁତ ଭଲ ଭାବରେ ବୁଝେଇଛନ୍ତି ଆପଣ ,ସବୁ ଠିକ୍ ଠିକ୍ କହିଛ
@OdishUttkal
5 ай бұрын
You are best sir
@steminarani5803
5 ай бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଆପଣ ଠକ୍ କଥା କହୁଛନ୍ତି ସାର୍ ହିଁ ମାନ଼ ସାର୍ ବହୁତ ଭଲ ସେ କାହାକୁ କିଛି କହନ୍ତି ନାହଁ
@mamatamallick1035
5 ай бұрын
ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ ଆପଣ ହିଁ ବୁଝିଲେ
@abiramgamango-nv6hf
5 ай бұрын
ସମସ୍ତଙ୍କର ସର୍ବଧର୍ମର ଲୋକମାନେ ମାନସିକ ସ୍ତରରେ ସୁସ୍ଥ ରହିବା ଦରକାର, ଧର୍ମରେ ଅହିଂସାର ସ୍ଥାନ ନାହିଁ କିନ୍ତୁ ଆମେ ମନୁଷ୍ୟର ହୀନ ମାନସିକତା ଯୋଗୁଁ ସମସ୍ୟା ସୃଷ୍ଟି ହେଉଛି, ଧର୍ମ ହେଉଛି ସତ୍ୟ ଶାନ୍ତି ଓ ଦୟା କ୍ଷମା......,..
@jayakrishnasunani9613
5 ай бұрын
🎉 veri good sir
@simanchalnag5211
5 ай бұрын
ଆପଣ ଙ୍କୁ ହୃଦୟ ରୁ ଧନ୍ୟବାଦ ଆଜ୍ଞା ଆପଣ ପୁରା ଠିକ୍ ବୁଝି ଛନ୍ତି l❤❤❤❤
@RajaSurujal
5 ай бұрын
ମଜା ଆସିଗଲା ସାର ଆପଣ ଭଲକି ବୁଝିଛନ୍ତି, ଆପଣଙ୍କ ଭଳି ଯଦି ମୋ କଟକିଆ ଭାଇ ମାନେ ବୁଝନ୍ତେ ଆମ ଓଡିଶା ମୋ ଓଡିଶା କେତେ ଦୂର ନ ଜାନ୍ତା ନମସ୍ତେ ସାର ❤❤❤❤
@ManojBidika-h3y
5 ай бұрын
ଆପଣ ସତ କଥା କହିଲ ସାର୍ ଆପଣ ଭଲ ବାବରେ ଜାଣିଛନ୍ତି thank you ❤❤❤❤
@ranjitdigal2495
5 ай бұрын
ସାର୍ ମୁଁ ଆପଣଙ୍କ କଥାରେ ଏକମତ 👍🙏
@BinodGamango-mk5by
5 ай бұрын
Ki koila sir dil se love you apono tik bujilo
@kichakeswarifilms
5 ай бұрын
ଜୟ ଜଗନ୍ନାଥ.. ମହାପ୍ରଭୁ ଙ୍କ କୃପା ଥାଉ
@dhanwatariBirua
5 ай бұрын
ପ୍ରଥମ ରେ ଆପଣଙ୍କୁ ଧନ୍ୟବାଦ ସାର୍, ଆପଣଙ୍କ ର ପରିକା ବୁଝିବା ଲୋକ ବହୁତ କମ୍ ଏମିତି ଲୋକ ମାନଙ୍କର କଥା କୁ ବିଚାର କରନ୍ତି ଧନ୍ୟବାଦ,,
@nandinisahu1449
5 ай бұрын
Apankar katha manke paila sir...right katha kahele.. Tq
@TechnicalBroSk
5 ай бұрын
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା ❤❤❤
@rahulksinger3219
5 ай бұрын
ଶୁଣ ରେ କଟକିଆ ପୁଏ ଅ ଭାଇନା କଣ କହୁଛନ୍ତି କୋଟି କୋଟି 🙏🙏🙏🙏🙏sir
@rudradevblog2186
5 ай бұрын
👏👏ଜୟ ଜଗନ୍ନାଥ 👏👏
@iswarnayak1383
5 ай бұрын
Tu sune bo kan deri kari
@BharatChandraKumbhar
5 ай бұрын
Thik kahila Bhai ,tumaku bahut bahut dhanyabad.
@BhaskarBhue-OD
5 ай бұрын
Mu Bolangir ra sir 🙏 Apankar sabu katha bhal lagila
@senapatisabar-kz5vh
5 ай бұрын
ଆପଣଙ୍କର ହୃଦୟ ବାଗବାନ ଆଶୀର୍ବାଦ କରନ୍ତୁ.....
@PrabhulalTandi-p4m
5 ай бұрын
ଆପଣଂକ ମନ୍ତବ୍ୟରେ ଏକମତ ଧନ୍ୟବାଦ୍ ।
@sanunag9791
5 ай бұрын
Thank you sir Jay maa samalei 🙏🙏
@brundabananag7199
5 ай бұрын
ସୁନ୍ଦର
@ArchanaNayak-cq3we
5 ай бұрын
ଧନ୍ୟବାଦ ସାର୍ ଆପଣଙ୍କ କଥାରେ ବହୁତ ଲୋକ ପରିବର୍ତ୍ତନ ହେବେ,ହେଲେ ଜାପାନୀ କେବେ ହେଲେ ପରିବର୍ତ୍ତନ ହେବ ନାହିଁ
@sbmentertainment8567
5 ай бұрын
ହୃଦୟ ଜୀତି ନେଲେ ସାର୍ 🙏🙏🙏🙏 ଜୟ ଜଗନ୍ନାଥ🙏🙏
@PHILIMANMAJHI-md2rl
5 ай бұрын
100% ଠିକ କଥା କହିଛନ୍ତି sir..
@Chandannayak-zy4ol
5 ай бұрын
ଧନ୍ୟ ବାଦ ସର୍ ଆପଣଙ୍କୁ ସତ୍ୟ କଥା କହିଲେ❤
@BabinDigal
5 ай бұрын
Sir apananka katha bahuta bhala lagila thank you
@skd5218
5 ай бұрын
ଆପଣ ଙ୍କ କଥା ରେ ୧୦୦% ସତ୍ୟତା ଅଛି ।ଖୁବ ସୁନ୍ଦର୍ ଉପଉପସ୍ତାପୋନା
@gitanjalinayak9555
5 ай бұрын
ଧନ୍ୟବାଦ ସାର୍ 🙏🙏🙏🙏
@LukoMajhi
5 ай бұрын
ଏହି ଭିଡ଼ିଓ ଦେଖିଲା ପରେ ଭାସ୍କର ନ୍ଯୁଜକୁ ବହୁତ ଧନ୍ୟବାଦ।କାରଣ ଏତେ ଦିନ ପରେ ଭଲ ଲୋକଙ୍କ ପାଖରେ ପହଞ୍ଚିଛି । ଯେଉଁ ବ୍ୟକ୍ତି ଜଣକ ପ୍ରକୃତ ସତ କଥା କହନ୍ତି ଆଉ ତାକୁ ମଧ୍ୟ ହୃଦୟ ରୁ ଅଶେଷ ଧନ୍ୟବାଦ।
@Ramesh-Podh
5 ай бұрын
Jay maa samalei jay jagannath right bro
@himatpani4807
5 ай бұрын
ସାର, ଆପଣ ଠିକ ଭାବରେ ବୁଝେଇ କହିଥିଲେ, ଧନ୍ୟବାଦ 🙏
@premmandirproduction7519
5 ай бұрын
ବର୍ତ୍ତମାନ ର ଏକ ବିବାଦୀୟ ସ୍ଥିତି ଭିତରେ ଓଡିଆ ସଙ୍ଗୀତ ଜଗତ।ପ୍ରଭୁ ଙ୍କ ଭଜନ ର ସ୍ବର ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ରୁକୁ ସୁନା,ପପୁ ପମ ପମ (ତତ୍ତ୍ଵ ପ୍ରକାଶ ଶତପଥୀ) ଙ୍କ ପରି ଅନେକ କଣ୍ଠଶିଳ୍ପୀ ଆଜି ଭଜନ ସ୍ବରରେ କଣ୍ଠଦାନ କରିବାର ହେଉ କିମ୍ବା ଗାଇବାକୁ ନେଇ ଛନ୍ଦି ହୋଇପଡିଥିବା ର ଦେଖାଯାଉଛି। ତେବେ ଅନେକ ସମାଲୋଚକ ସାଜି ଏହି ବିବାଦୀୟ ସ୍ଥିତି କୁ ଆହୁରି ଜଟିଳ କରୁଛନ୍ତି। ତେବେ ମୁଁ ଅଧମ ଭାବରେ କେତୋଟି ପ୍ରଶ୍ନ କରିବା କୁ ଚାହିଁବି... ୧-ଆଧୁନିକ ସ୍ବର କୁ ନେଇ ଅନେକ ଭଜନ କରାଯାଇଛି ଯେମିତି କି ମୁଁ ଅନେଶତ ରାଣୀ ରାଜା ଭଜନ ସ୍ବରରେ ମୁଁ କାଳିଆ ରଜା ର ପ୍ରଜା ପୁଣି ନିକଟ ଅତୀତରେ ଝିପିଝିପି ମେଘ ରେ ଆଲବମ ସଙ୍ଗୀତ କୁ ନେଇ ଆଗେ ଆଗେ ବଳିଆ ସଙ୍ଗୀତ ବିଶେଷ ଲୋକପ୍ରିୟ ହୋଇଛି କିନ୍ତୁ ପ୍ରଥମେ ଆଲବମ ର ସ୍ବର ହେବାର ପରେ ସେହି ସ୍ବର ରେ ଭଜନ ନିର୍ମାଣ କରିବା କ'ଣ ଭୁଲ ନୁହେଁ କି? ୨- ଅନେକ ନାମ ସଂକୀର୍ତ୍ତନ ଦଳ ଆଜି ଆଧୁନିକ ସ୍ବରରେ ଟିପ୍ ଟିପ୍ ବର୍ଷା ପାଣି,ନବମ ଶ୍ରେଣୀ ଝିଅ ଆଦି କୁ ନେଇ ହରି ନାମ ଜପ କରୁଛନ୍ତି କ'ଣ ତାହା ଅପରାଧ ନୁହେଁ। କେବଳ ଧର୍ମ କୁ ନେଇ ବିଭେଦ କରିବାକୁ ଚାହୁଁଥିବା କିଛି ବିଶେଷଜ୍ଞ ମାନଙ୍କୁ ମୋର ଛୋଟ ପ୍ରଶ୍ନ ଟିଏ..... @ ଧର୍ମ ବନାମ ରାଜନୀତି # ସତ୍ୟ ବନାମ ବାସ୍ତବତା
@parthananda5208
5 ай бұрын
You are right sir thanks your message.
@drnedits-oz3yn
5 ай бұрын
I love human bhai
@lazarmandalmusic8105
5 ай бұрын
ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଆଜ୍ଞା।
@rudradevblog2186
26 күн бұрын
ଧନ୍ୟବାଦ ଭାଇ 👏👏👏
@Lucky_EduWorld
5 ай бұрын
Odisha needs people like you....selfless mentality....
@susilpradhansusilpradhan9937
5 ай бұрын
Wao sir kati kati parnam
@Pradipsahu1234
5 ай бұрын
Right ❤
@suryakantanag5554
5 ай бұрын
ସାର୍ ଆପଣ ସତ କଥା କହୁଛନ୍ତି। ଧନ୍ୟବାଦ୍।
@rudradevblog2186
5 ай бұрын
ଆପଣ ଏକ ଦମ ଠିକ କହିଲେ 👏ଜୟ ଜଗନ୍ନାଥ 👏👏
@status4u267
5 ай бұрын
ସତ କଥା ଭାଇ ପଶ୍ଚିମ ଓଡ଼ିଶା ର ପିଲା ବଳି ଇଶ୍ରା କରୁଛନ
@odiastories9832
5 ай бұрын
ସଭେ ନୁହେଁ 🙏@@status4u267
@Peter772
5 ай бұрын
ଆପଣ ସବୁ କଥା ବୁଝିଥିବାରୁ ଆପଣଙ୍କୁ କଟି କଟି ପ୍ରଣାମ 🙏🙏🙏🙏sir
@jalendharbacheli5145
5 ай бұрын
ରାଇଟ୍ ❤
@ManasranjanMahanandia-ec7rd
5 ай бұрын
ପରବର୍ତ୍ତୀ ସମୟରେ ଅପଣଙ୍କୁ ଟାର୍ଗେଟ ରେ ରହିବେ ଲୋକ କାହିଁକିନା ଆପଣ ପଶ୍ଚିମ ଓଡିଶା କଳାକାର ବିଷୟରେ କିଛି ସତ କଥା କହିଛନ୍ତି
@dharmeshnayak9074
5 ай бұрын
ଆପଣଂକ ଚିନ୍ତା ଧାରା ବହୁତ ଭଲ ଲାଗିଲା ସାର ଧନ୍ୟବାଦ
@kilogram382
5 ай бұрын
Right sir 👍 sir ଭଜନ ଗୀତକୁ ବୋତଲ ଭାଙ୍ଗିବି ଗୋରୀ ୟେ ଯୋଉ ଗୀତ ଗାଇ ଗାଇ ନାଚୁଛନ୍ତି ଏମାନଙ୍କୁ ଦେଖା ଯାଉନି କେବଳ ହୁମନ ଭାଇ ଙ୍କୁ ହିଁ ଟାର୍ଗେଟ କରୁଛନ୍ତି।
@gobindamajhimedia1801
5 ай бұрын
ବହୁତ ଭଲ sir
@saimonbadaraita3582
5 ай бұрын
ଠିକ୍ କଥା କଇଲେ Sir ✝️✝️♥️♥️♥️♥️♥️
@bigtvsantali
5 ай бұрын
Sir ଆପଣଙ୍କ ଭଳି ସମସ୍ତଙ୍କ ମନଭାବ ହେବା ଦରକାର like ୟୁ ସାର respect from ବାରିପଦା
@tanunial4462
5 ай бұрын
Sath katha sir 🙏🙏 100%Right
@jbproduction1099
5 ай бұрын
ଏହି ବ୍ୟକ୍ତି ହେଉଛନ୍ତି ପ୍ରକୃତ ସୁଦ୍ଧ ହିନ୍ଦୁ, sir ବହୁତ ବଡ଼ିଆ କହିଲେ 👍
@baibasutabhoi3439
5 ай бұрын
ଯାହା ହେଉ ଜଣେ ତ ବୁଝି ପାରିଲା Thanku sir
@yadavvvvvvvvv
5 ай бұрын
Right katha
@Pradeepkumarmangaraj-op9ge
5 ай бұрын
Great person sir
@terenaam731
5 ай бұрын
Best answer 🙏
@arunsindurofficialodisha
5 ай бұрын
ଥାନ୍ୟବାଦ sir ଆପଣ ବୁଝି ପାରିଛନ୍ତି ❤❤❤❤❤
@sudamkumar539
5 ай бұрын
Right kahichhanti sir ❤❤❤❤
@srikant725
5 ай бұрын
Aap k anmol vichar k liye dhanyawad sir
@Ankurdigalofficial
5 ай бұрын
Bahut sundar chinta sir thank you best reply sir
@mlbstar143
5 ай бұрын
Sir 🙏🙏🙏🙏🙏Right
@gudugudi123
5 ай бұрын
❤❤❤❤❤❤ you are great sir
@AbhimanyuMahananda-y3s
5 ай бұрын
You are Great sir. Aapko❤❤❤se salaam
@pin2nandaofficial675
5 ай бұрын
Right sir apana badhia bujhuchanti
@pitacreationankit.6413
5 ай бұрын
Absolutely 💯💯💯❤
@CRICKETJoshClub-qu5qe
5 ай бұрын
Right କହିଲେ sir 💯 to 💯
@Ajsikaofficial
5 ай бұрын
Suprb sir ❤❤❤❤
@sanjunona7020
5 ай бұрын
U r 1000000000000%right ❤❤❤❤❤❤❤❤❤
@binayluha8471
5 ай бұрын
❤❤❤ bahut sunder
@pradeeppradhan9741
5 ай бұрын
ଆପଣ ବହୁତ ବହୁତ ଭଲ ସାର ପରେମଶ୍ବର ଆପଣ ଙ୍କୁ ଆଶୀର୍ବାଦ କରନ୍ତୁ
@sardisepedko5208
5 ай бұрын
Bahut bhala katha kahi le sir...
@rajendrapatra7225
5 ай бұрын
ମୋ ହୃଦୟରୁ ଧନ୍ୟବାଦ୍❤❤ ସାର
@malasinihembram2266
5 ай бұрын
Thanku sir apono bohut volo
@kishorekhalsa2975
5 ай бұрын
Very good Bhaina Jay Koshal jay jagannath
@jalandhartandi9696
5 ай бұрын
Right sir❤
@abhiyamraita988
5 ай бұрын
100 % Right❤❤❤
@anujcap101
5 ай бұрын
❤❤❤sir u r very right
@tarjannag5732
5 ай бұрын
Bahut sundar sir
@KBCreation2555
5 ай бұрын
Right sir Jai jagannath 🙏🙏🙏
@Shyam_Art_111
5 ай бұрын
Respect button for Human sagar ❤❤👇
@SingerSushantKumarMiridia
5 ай бұрын
Ek dam Right Katha ..Kahichhanti Sir..Apananku Bahut Bahut Dhanyabad..🙏🏻
@steminarani5803
5 ай бұрын
ଆପଣ ଯେତେବେଳେ ଗୋଟେ କଥା କହୁଛନ୍ତି ସାର୍ ସବୁ କଥା ଠିକ୍ ସମୟରେ ଠିକ୍ କଥା କହୁଛନ୍ତି ସାର୍ ବହୁତ ବହୁତ ଧନ୍ୟବାଦ୍ ସାର୍ ଆପଣଙ୍କ 🙏🙏🙏❤️🎉
@chudajagat8442
5 ай бұрын
Love you sir thik kahile
7:01
ସମୁଦୁଣୀଙ୍କୁ ଜଣାହୋଇନି ମନମୋହନଙ୍କ କଥା | Manmohan Singh’s Daughter Married Odisha’s Ashok Patnaik | OR
Odisha Reporter
Рет қаралды 103 М.
11:51
ବର୍ଷିଲେ ନବୀନ,କାଉଣ୍ଟର କଲେ ଧର୍ମେନ୍ଦ୍ର|BJD Foundation Day|Naveen Patnaik|Dharmendra Pradhan Counter BJD
News18 Odia
Рет қаралды 79 М.
00:40
Cool Items!🥰 New Gadgets, Smart Appliances, Kitchen Tools Utensils, Home Cleaning, Beauty #shorts
Cool Items Official
Рет қаралды 75 МЛН
01:03
REAL or FAKE? #beatbox #tiktok
BeatboxJCOP
Рет қаралды 18 МЛН
00:18
Try this prank with your friends 😂 @karina-kola
Andrey Grechka
Рет қаралды 9 МЛН
00:34
ЧТО ЖЕ МЫ КУПИЛИ СОБАКЕ ВМЕСТО ТАБАЛАПОК😱#shorts
INNA SERG
Рет қаралды 7 МЛН
17:57
ମାମାଙ୍କ ମନ କେମିତି ଚୋରି ହେଲା ? Jatra Artist Mama | Shankar Comedy | Nandighosha Diary
Nandighosha TV
Рет қаралды 285 М.
6:12
'ମତେ ବଞ୍ଚେଇ ଦେଲେ ନଚେତ୍ ମୋ ଶରୀର ସାରା ଓଡ଼ିଶା ଦେଖିଥାନ୍ତା' |BJD Leader Pushpanjali Rana |Ipsita Sahu |OR
Odisha Reporter
Рет қаралды 43 М.
7:11
ମାଡ଼ ମାରିବା ଘଟଣାରେ ମୁହଁ ଖୋଲିଲେ ପୁଷ୍ପାଞ୍ଜଳି, କହିଲେ କାହିଁକି ଘଟିଲା ଏମିତି କିଛି...
Odisha Bhaskar
Рет қаралды 565
22:30
ଏଥର ଡବଲ ତୁରୀ 😂//Girija Comedy // Kaka Comedy // Odia Comedy
Girija Comedy
Рет қаралды 3,1 МЛН
9:26
ବିଜନେସ୍ ଲେଡିରୁ କେମିତି ବନିଲେ ବିଧାୟିକା ?
OTV Infotainment
Рет қаралды 850 М.
12:25
"ହରିଜନ ଶବ୍ଦ ଯଦି ଏତେ ଭଲ ଲାଗୁଛି ତାହେଲେ ସେମାନେ ନେଇଯାନ୍ତୁ ଆଉ ନିଜ ନାଁ ସହ ଲଗେଇ ରଖନ୍ତୁ"ଲିଙ୍ଗରାଜ ଭୋଇ
Odisha Bhaskar
Рет қаралды 1 МЛН
6:26
ଶଙ୍ଖ ଭବନରେ ବଡ଼ ହଲଚଲ | BJD Foundation Day 2024 | Naveen Patnaik | Bhubaneswar | Sankha Bhawan
News18 Odia
Рет қаралды 10 М.
19:35
Reporter Live: Naveen Patnaik Changes Stance On BJD Successor | Know What BJD Supremo Said
Kanak News
Рет қаралды 75 М.
38:32
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି | Singer Barnali Hota | Shankara Comedy | Nandighosha Diary
Nandighosha TV
Рет қаралды 116 М.
7:16
Senior Congress Leader Bhakta Charan Das Criticizes Former Chief Minister Naveen Patnaik
OTV
Рет қаралды 52 М.
00:40
Cool Items!🥰 New Gadgets, Smart Appliances, Kitchen Tools Utensils, Home Cleaning, Beauty #shorts
Cool Items Official
Рет қаралды 75 МЛН