ଥାନାରେ ଚାଲିଛି ଆଇଆଇସିଙ୍କ ଦବଙ୍ଗ ଗିରି, ମହିଳା ସାମ୍ବାଦିକଙ୍କୁ କଲେ ଅସଦାଚରଣ...

  Рет қаралды 591,325

Odisha Bhaskar

Odisha Bhaskar

Күн бұрын

Пікірлер: 865
@jitupradhan6888
@jitupradhan6888 2 жыл бұрын
ସାମ୍ବାଦିକା ଭଉଣୀ ଙ୍କ ସାହସ ପାଇଁ ଅଶେଷ ଧନ୍ୟବାଦ.... 👌
@tnanda1432
@tnanda1432 2 жыл бұрын
Hon'ble chief minister sir, kindly follow your late father's foot print and immediately pull down it's all stars from shoulder
@debasahoo1950
@debasahoo1950 2 жыл бұрын
ଏଇ ସାମ୍ବାଦିକ ମାଙ୍କୁ ବହୁତ ଧନ୍ୟବାଦ
@snayak7837
@snayak7837 2 жыл бұрын
ଏ ହେଉଛି ଓଡ଼ିଶା ର , ନ 1ଲାଞ୍ଚୁଆ ପୋଲିଶି , ଟଙ୍କା ନ ପାଇଲେ କାମ କରେ ନାହିଁ, ଏହାର ଖରପ ରେକଡ଼ର୍ ଆଗରୁ ଅଛି
@kailashswainkailashswain6878
@kailashswainkailashswain6878 2 жыл бұрын
ବାରିକର ଆଗରୁ ବହୁତ ରେକର୍ଡ ଅଛି। ସାମ୍ବାଦିକା ମହାଶୟାଙ୍କୁ ଧନ୍ୟବାଦ।
@123abcgugul8
@123abcgugul8 2 жыл бұрын
ଜଣେ ଜଦି ବାରମ୍ବାର ଭୁଲ୍ କରୁଛି ,ଏସବୁ ସରକାର ଜାଣି ମଧ୍ୟ କାହିଁକି ଡିଷିସନ୍ ନେଉନାହିଁ ଏ ବାଳ ସରକାର,, ମୁଁ ଅନୁରୋଧ କରୁଛି ଏଇ ହାରାମ୍ ଜାଦା ବେଈମାନ୍ ଆଇଆଇସି ର ଚାକିରି କଟା ଜାଉ,,,, ସେ ଜଣେ ପୋଲିସ ହୋଇ ନାରୀ କୁ ଅସନ୍ମାନ କରୁଛି ,,,,,,,,,,, ସେଇ ଆଇଆଇସି ଙ୍କୁ ଚାକିରି ରୁ ନିଲମ୍ବିତ କରାଯାଉ🙏🙏🙏🙏 ମୁଁ ଅନୁରୋଧ କରୁଛି
@chakaradharamallick5855
@chakaradharamallick5855 2 жыл бұрын
Cora ce
@pramodbaral9782
@pramodbaral9782 2 жыл бұрын
Mo banda iic ea
@123abcgugul8
@123abcgugul8 2 жыл бұрын
@@pramodbaral9782 Really bro
@adjustablevideo
@adjustablevideo Жыл бұрын
Aau ta suli ku bi kata jau
@lalitmohanmishra3561
@lalitmohanmishra3561 2 жыл бұрын
ଆମ ପୋଲିସ୍ ନା ବାଳ ପୋଲିସ
@pankajkumarofficial1
@pankajkumarofficial1 2 жыл бұрын
Salute ସାମ୍ବାଦିକା
@abhisek997
@abhisek997 2 жыл бұрын
ଓଡ଼ିଶା ପୋଲିସ୍‌ ଜନସାଧାରଣ ମାନଙ୍କ ଅସୁବିଧା ଦୂର କରିବା ପରିବର୍ତ୍ତେ ନିଜ ପକେଟ୍ ଗରମ କରିବାରେ ଲାଗିଛନ୍ତି । ଏଥିପାଇଁ ସରକାର ଉଚିତ ଏବଂ କଠୋର ନିୟମ ପ୍ରଣୟନ କରିବା ଅତ୍ୟନ୍ତ ଜରୁରୀ ।
@munathewriter1234
@munathewriter1234 11 ай бұрын
ଏଭଳି ମିଡିଆ madam ଙ୍କୁ thanks
@stvodia073
@stvodia073 2 жыл бұрын
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ବାକ୍ୟ ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ
@tnda2
@tnda2 2 жыл бұрын
Hinjeda bira be
@gopabandhubehera453
@gopabandhubehera453 Жыл бұрын
ସାମ୍ବାଦିକ ମାନେ,ମାଳମାଳ,ଅଫିସରଙ୍କୁ,ଟଙ୍କାମାଗୁଛଂତି ଟଙ୍କା,ନଦେଲେ,ଅଫିସର,ନାମରେ,ଇଆଡୁ,ସିଆଡୁ,ଖବର,ବାହାର,କରୁଛ,ଜଦି,ଟଙ୍କା,ମିଳିଗଲି,କହିବ,ବଢିଆ,ଅଫିସର,ଏଇଆ,ହଉଛି,ତମ,ମହିଳା,ସାମ୍ବାଦିକ, ମାନଙ୍କକାମ।
@deepaksahoo2420
@deepaksahoo2420 2 жыл бұрын
I salute this ledy journalist,
@RanjitKumar-bw6in
@RanjitKumar-bw6in 2 жыл бұрын
ସାମ୍ବାଦିକା ମାଡାମ କୁ ବହୁତ ବହୁତ ଧନ୍ୟବାଦ
@TikeswarSa-n3w
@TikeswarSa-n3w Жыл бұрын
ଭଉଣୀ ସାମ୍ବାଦିକା ଙ୍କୁ ମୋର ସେଲୁଟ
@nareshmaharana6786
@nareshmaharana6786 2 жыл бұрын
ଓଡ଼ିଶାର ନାରୀ ସୁରକ୍ଷା ରେ ଆମ ମୁଖ୍ୟ ମନ୍ତ୍ରୀ No - 1
@DEEPAKKUMAR-df3zx
@DEEPAKKUMAR-df3zx 2 жыл бұрын
Hahahahaha 😭🤣😁😁
@manasranjannayak946
@manasranjannayak946 2 жыл бұрын
Dhanyabad ସାମ୍ବାଦିକ ଦିଦି
@jayabirahanuman9404
@jayabirahanuman9404 2 жыл бұрын
ଥାନାର ଅଧିକାରୀ ହେଲେ ତୋ ବାପା ର ଥାନା ନା କଣ,ଥାନା ହଉଛି ପବ୍ଲିକ ର, ପବ୍ଲିକ ର ଭଲ ମନ୍ଦ , ନ୍ୟାୟ ଅନ୍ୟାୟବୁଝିବା ପାଇଁ ସରକାର ଥାନା ର ଉପର ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି, ତା ମାନେ ନୁହେଁ ଯେ,ତୁ ଆଇଆଇସି ବାପା ର ଥାନା ବୋଲି ଧରି ନେଇଛୁ କି,ଦରକାର ପଡିଲେ ,ସେ ଥାନା ତତେ ବି arrest କରିବାକୁ ପଚେଇବ ନାହିଁ ok।
@spectrovision7466
@spectrovision7466 2 жыл бұрын
ଆଉ ଥାନା କଣ ମିଡିଆ ଵୋପାର ? ମିଡ଼ିଆ କଣ ଘଈତା । ସେ କଣ କଲା ତା ଉପର ଅଫିସର ଅଛନ୍ତି । ତୁମେ ନ୍ୟୁଜ୍ କର ଭୂଲ ଜିନିଷ କୁ ଦେଖାଅ । ତୁମେ କଣ ଚାର୍ଜ କରିବ , ତମେ କିଏ କି ??
@bishoyipradip4368
@bishoyipradip4368 2 жыл бұрын
@@spectrovision7466 a babu tume kan police ra pua ki ho
@bijaysatapathy7787
@bijaysatapathy7787 2 жыл бұрын
ଆରେଏ ବିଷ୍ଣୁ ବାରିକ.... Saloon ଖୋଲି ବସ... ଏଠି ki ବାଳ ଅଧିକାରୀ ହେଇଚ କିହୋ?
@babudash1336
@babudash1336 2 жыл бұрын
ବାରିକ ବାଳ କାଟିବା କଥା ଆଇଆଇସି କିଏ କଲା ତଦନ୍ତ ହେଉ ।
@Chagala43
@Chagala43 2 жыл бұрын
😅😆😆😆😆😆
@RAJU.TECHNOLOGY-jz9gb
@RAJU.TECHNOLOGY-jz9gb 2 жыл бұрын
ଯଦି ଆଇନ୍ ନିଜ କାମ କରିବାକୁ ଅସମର୍ଥ ତାହେଲେ ସାଧାରଣ ଜନତା ଆଇନ୍ ର ରକ୍ଷା ପାଇଁ ଆଇନ୍ କୁ ନିଜ ହାତକୁ ନେବାକୁ ପଡ଼ିବ
@babunamallick5594
@babunamallick5594 2 жыл бұрын
ଏ ଖବର ଦେଖିଲା ପରେ ଲାଗୁଛି ଏ ଆଇଆଇସି ମହାଶୟ ଲାଞ୍ଚ ଖିଆ ଅଭଦ୍ର
@priyasethi6350
@priyasethi6350 2 жыл бұрын
ସଳାଟା ଚାକିରୀ ପାଇଛି ବୁଲି ,ନିଜକୁ ପ୍ରଧାନମନ୍ତ୍ରୀ ଭାବୁଛି ।
@AjayKumar-rr2mv
@AjayKumar-rr2mv 2 жыл бұрын
ଓଡିଶା ପୋଲିସ କ୍ଷମତା ଶାଳୀ, ଏମାନେ ଚାହିଁଲେ ଏଫ ଆଇ ଆର ରୁ ନାଁ କାଟି ପାରିବେ, କାହାକୁ ମିଥ୍ୟା କେଶ ରେ ଫସେଇ ପାରିବେ ଏମାନେ ଚାହିଁଲେ ଗୋବିନ୍ଦ ସାହୁ ଭଳି ଅଭିଯୁକ୍ତ କୁ ଛାଡ଼ିଦେଇ ପାରିବେ ଦରକାର ପଡିଲେ ଅଦାଲତ ଆଦେଶ କୁ ବି ଫୁ କରି ଉଡେଇଦେବେ l
@sriaurobindoashram7473
@sriaurobindoashram7473 2 жыл бұрын
ଧନ୍ୟବାଦ ଦିଦି
@LipunJally
@LipunJally 7 ай бұрын
Bada bhauni nku bahuta bahuta dhanyabad
@jayantimalik8029
@jayantimalik8029 2 жыл бұрын
ମୋ ଶରକାର ମୋ ପୋଲିସ ର ଲୁକଙ୍କୁ କେମିତି ବ୍ୟବହାର କରୁଚନ୍ତି ଧିକ ଏ ପୋଲିସ ଧିକ ଏ ସରକାର
@rameshmahakud8470
@rameshmahakud8470 2 жыл бұрын
ପୋଲିସ ନୁହଁ ଚୁର ଟା
@kshitishkumar2412
@kshitishkumar2412 2 жыл бұрын
ଥାନା ହେଲା ଏମିତି ଗୋଟିଏ ଜାଗା ସେଠି ଖାଲି ମଦ ପଇସା କାରବାର ହୁଏ
@munathewriter1234
@munathewriter1234 11 ай бұрын
ମାର ଜୋତା ରେ ବାଡ଼େଇ ବାଡ଼େଇ ସେ ଆଇଆଇସି କୁ ବାଡ଼େଇ ବାଡ଼େଇ ଜୋତା ରେ ସେକିଦିୟନ୍ତୁ ପବ୍ଲିକ ଭାଇ ମାନେ ତା ଆଇଆଇସିଁ ମାଇପ ବିଆ ର ଗେହିଁ ଦିଅ
@PinkeswarBhoi
@PinkeswarBhoi 7 ай бұрын
ଏହି ଥାନା ଅଧିକାରୀଙ୍କ ବିଜେଡି ନେତାଙ୍କ ସହ ହାତ ଅଛି ଏଣୁ ଦବଙଗିରି କରୁଛି ।ଧନ୍ୟବାଦ୍ ସାମ୍ବାଦିକା ମହାଶୟା।
@manoranjanpanda5536
@manoranjanpanda5536 Жыл бұрын
ଆଇ, ଆଇ, ସି, ଙ୍କର ଦେଖ ଦବଗଂ ଗିରି, ଥାନାଟା କୁଆଡେ ୟୋର, ନା ତାବାପର ଯାଗାରେ, ଏତେ ଅହଂକାର, ଏହା ଗଣତନ୍ତ୍ର ରେ ଚଳିବନି, ଲୋକଙ୍କ ପାଇଁ ଚାକିରୀ କରି ଲୋକଙ୍କ ପ ଇସାରେ ଏତେ ଦାଦାଗିରି, ଛି ଯାଣିପାରୁନି,
@baidharsahu7903
@baidharsahu7903 2 жыл бұрын
ଏହି ଭଳି କେତେ ଜଣ ହାତଗଣତି ଶଳା ପୋଲିସ ଙ୍କ ପାଇଁ ସମସ୍ତ ପୋଲିସ ଅଧିକାରୀ ମାନେ ବ୍ଲେମେ ହେଉଛନ୍ତି.... ଜୟ ଓଡ଼ିଶା
@satyabratasahoo7126
@satyabratasahoo7126 2 жыл бұрын
IIC should be arrested
@ppconstruction6629
@ppconstruction6629 2 жыл бұрын
Great my sister🙏🙏🙏🙏God Bless you 👍
@priyabrata2615
@priyabrata2615 2 жыл бұрын
ପୁଲିସ ଲାଞ୍ଚ ନ୍ ପାଇଲେ ସେ କିଛି ବୁଝିବ ନାହିଁ.
@bhagabatkathapratapnanda6308
@bhagabatkathapratapnanda6308 2 жыл бұрын
ଚତୃର୍ଥ ସ୍ତମ୍ଭ ❤❤❤🙏🏻
@manoranjan647
@manoranjan647 Жыл бұрын
ହେବା କଥା ଲୁଟୁ ବାଲେ ସମୟ ଆସିଲେ ଭଦ୍ର ଦେଖାଇ ହୁଅନ୍ତି।ଭଲ କରିଛି ପୋଲିସ।
@brahmaachary3955
@brahmaachary3955 11 ай бұрын
ମହିଳା ସାମ୍ବାଦିକା ଙ୍କୁ ବହୁତ ଧନ୍ୟବାଦ୍ ସହ ପୋଲିସ ଆଇ,ଆଇ, ସି,ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଠିକ କି ନାହିଁ
@samaruhernna4118
@samaruhernna4118 2 жыл бұрын
ତୁରନ୍ତ ପଦଖେପ ନିଅନ୍ତୁ ସରକାର ଆଇଆଇସିର ଏକି ବ୍ୟବହାର
@pramodapradhan9257
@pramodapradhan9257 Жыл бұрын
ନବୀନ ସରକାରଙ୍କ ଏହା ମହିଳାଙ୍କୁ ସ୍ନମାନ ତେଣୁ କାର୍ଯ୍ୟାନୁଷ୍ଠାନ କାହଁକି ନେବେ
@prananathpati9976
@prananathpati9976 2 жыл бұрын
ଗନ୍ଦିଆ ଥାନାର ଗନ୍ଧିଆ ଆଇ ଆଇ ସି।
@BudhiaHansdah-c8r
@BudhiaHansdah-c8r 10 ай бұрын
ସାମ୍ବାଦିକ କେତେ ସମ୍ମାନରେ କଥା ହୁଏ କି ବାଳନା
@sanjibray3786
@sanjibray3786 2 жыл бұрын
Brave lady
@balabhadra5458
@balabhadra5458 2 жыл бұрын
ଉଚିତ୍ ପଦକ୍ଷେପର ପ୍ରଶ୍ନ ଉଠୁନାହିଁ। ଏ ସରକାର ଦୁର୍ନୀତି ଶିଖେଇଛି ଆଉ କହିଛି ତୁ ନ ଡରି ଦୁର୍ନୀତି କର ଅସୁବିଧା ହେଲେ ଆମ ସରକାର(ବିଜେଡ଼ି) ତୋ ପଛରେ ଅଛି। ତେଣୁ ଡର କାହାକୁ ଭୟ କାହାକୁ, ବିଜେଡ଼ି ଅଛି ପରା ଚଉ ବାହାକୁ।
@ratnakarbiswal2264
@ratnakarbiswal2264 2 жыл бұрын
Police ସରକାର ର , ନାରୀ ସଶକ୍ତିକରଣ ବି ସରକାର ର ଦେଖିବା ସରକାର କଣ କହୁଛନ୍ତି
@ullashmaharana6320
@ullashmaharana6320 2 жыл бұрын
ପୋଲିସ୍ ବାବୁ ବୁଝିପାରୁ ନାହାନ୍ତି, ପବ୍ଲିକ୍ tax ଦେଲେ ,ସେ ଦରମା ନେଉଛନ୍ତି ,ସେବକ ହୋଇ ପବ୍ଲିକଙ୍କୁ ନାଲି ଆଖି ନ ଦେଖାନ୍ତୁ ।
@aaobusinesskare7788
@aaobusinesskare7788 2 жыл бұрын
salute to the reporter
@keshabkumarmoldtek7445
@keshabkumarmoldtek7445 2 жыл бұрын
SP sir look into the matter and take action on him immediately.
@smrutiranjandas9469
@smrutiranjandas9469 2 жыл бұрын
All are equal...
@mangalcharanmunda6077
@mangalcharanmunda6077 Жыл бұрын
ଏମିତି ଅଫିସର୍ ପାଇ ପୋଲିସ department badnam ଏବଂ ପୋଲିସ ପାଖକୁ ଯିବାପାଇଁ ଇଚ୍ଛା କରନ୍ତି ନାହିଁ ପବ୍ଲିକ,ଲେଡୀ ସାମ୍ବାଦିକ ପାଇ ସାଲୁଟ
@piyushrajkumar15
@piyushrajkumar15 2 жыл бұрын
ଏ ମୂର୍ଖଟା କୁ ପୋଲିସ ଚାକିରୀ ଦେଲା କିଏ ଯିଏ ଦେଇଛି ସେ ହାରାମିକୁ ଆଗେ ମାଡ ଦରକାର ତାପରେ ଏଟାକୁ ଥାନା ଭିତରୁ ପଦାକୁ ଘୋଷାରି ଆଣି ତଳେ ପକେଇ ଚଢି ଯିବା ଦରକାର. ସମୟ ପାଖେଇ ଆସିଲାଣି ଏବେ ସମ୍ବିଧାନର ମୌଳିକ ଅଧିକାର ଜନତା ବ୍ୟବହାର କରିବା ଦରକାର.
@Nitish86858
@Nitish86858 10 ай бұрын
God bless you sambadika
@papunadas4378
@papunadas4378 2 жыл бұрын
ଏ କଳୁଷିତ କଳଙ୍କ ବେହିଆ ଅଫିସର ଙ୍କୁ ଏମିତି ଜବାବ୍ ନିହାତି ଆବଶ୍ୟକ....
@motilaldash4645
@motilaldash4645 Жыл бұрын
ଧନ୍ୟବାଦ ସାମ୍ବାଦିକା ଙ୍କୁ
@jeetendapanda2591
@jeetendapanda2591 2 жыл бұрын
The IIC must be placed under suspension with immediate effect & should not be posted as IIC during his entire career.
@surajaroutray391
@surajaroutray391 2 жыл бұрын
iic ra uniform kain?? Gote macha 🐠🐋🐟🐠🐋🐟bikali valia dekhajauchi
@itsmesantanu619
@itsmesantanu619 2 жыл бұрын
@@surajaroutray391 🤣🤣🤣🤣🤣
@sureshsamarath1898
@sureshsamarath1898 2 жыл бұрын
ବହୁତ୍ ଭଲ ହେଇଛି ସାମ୍ବାଦିକା
@nalinibag1349
@nalinibag1349 2 жыл бұрын
Power of nabin babu aapana mane khusi ta
@manoranjan647
@manoranjan647 Жыл бұрын
ସବେ ଲାଞ୍ଚ ନେଉଛନ୍ତି।ଆମପାଖରେ ଖବର ଅଛି।ହା ହା ହା
@gaganbiharibehera3105
@gaganbiharibehera3105 2 жыл бұрын
ସାଧାରଣ ଲୋକଙ୍କ ଠାରୁ ପ୍ରଶାସନ ମନ୍ତ୍ରୀ ପର୍ଜନ୍ତ ଯଦି ସଚ୍ଚୋଟ ତେବେ ସାମ୍ବାଦିକ ପ୍ରଶ୍ନ ର ସଠିକ୍ ଉତ୍ତର ଦେବାପାଇଁ ଅସୁବିଧା କାହିଁକି
@ullashmaharana6320
@ullashmaharana6320 Жыл бұрын
ସାମ୍ବାଦିକାଙ୍କୁ ଅନେକ ଅନେକ ଧନ୍ୟବାଦ
@samaruhernna4118
@samaruhernna4118 2 жыл бұрын
ଏ ଥାନା ହେଉଛି ବିଷ୍ଣୁ ଚରଣ ବାରିକ ଙ୍କ ନା ରେ ଚାଳୁଛି ବଧେ ସେଥି ପାଇଁ ଦାଦାଗିରି ଏଦାଦା ଗିରିବନ୍ କର ପବ୍ଳିକ ଯଦି ଚାହିବେ ତୁମ ର ଏ ଦାଦାଗିରି ପଣବି ଚାଳିଜିବ
@satrughnachhatar4500
@satrughnachhatar4500 2 жыл бұрын
Chhhi . Brave lady. Apanamane khusita.
@parthasarathimaharana4468
@parthasarathimaharana4468 2 жыл бұрын
Media re Emiti jane jane Sambadika darkar Thank you Madam 🙏
@omsai5012
@omsai5012 2 жыл бұрын
Iic ବିଷ୍ଣୁ ବାରିକ ଏହି ପରି ବହୁତ , ଲୋକଙ୍କୁ ହଇରାଣ କରିଛି, ଥାନାକୁ ବାପର ଜଗିର୍ ଭାବୁଛି, ତାଉପରେ କଡ଼ା କାର୍ଯ୍ୟାନୁଷଠାନ ନିଆଯାଉ, God media ଭଉଣୀ 🙏🙏🙏🙏🙏
@biswajeetpatra8000
@biswajeetpatra8000 2 жыл бұрын
Good job madam
@narendranaik6973
@narendranaik6973 7 ай бұрын
ସାମ୍ବାଦିକ ମହିଳା ମାନଙ୍କ ପ୍ରତି ଅସମାନ ପୁଳିଶ
@misterlove7013
@misterlove7013 2 жыл бұрын
Very good 🙂
@SusantkumarPradhan-vw4vm
@SusantkumarPradhan-vw4vm 10 ай бұрын
ସ୍ବାଧିନ ଓ ନିରପକ୍ଷ ଅଧିକା ର ଜନ ତାଙ୍କର। ରହିବା ଦ ରକା ର ।
@MR.Bapinino1
@MR.Bapinino1 Жыл бұрын
Verry verry good
@mutapan7
@mutapan7 2 жыл бұрын
ଆକୁ ଶୀଘ୍ର କୋରାଫୁଟ ନହେଲେ ମାଲକାନଗିରି କୁ ଟ୍ରାନ୍ସଫର କରାଯାଉ ସେଠି ମାଓବାଦୀ ସହିତ ଲଢେଇ ହେଲେ ଠିକ ଜାଣିବ
@bhagabatkathapratapnanda6308
@bhagabatkathapratapnanda6308 2 жыл бұрын
ଜୟ ହୋ
@techb689
@techb689 2 жыл бұрын
The general public should also be held accountable for corrupt government officer,officials, leaders and ministers, not the media.
@JogeshwarMahanta-ut3fe
@JogeshwarMahanta-ut3fe Жыл бұрын
Thank you mam
@ranurani6670
@ranurani6670 2 жыл бұрын
Police ra dadagiri chalichi odisha re
@UpendraDash-g3d
@UpendraDash-g3d 7 ай бұрын
ଏଭଳି ପୋଲିସ ଅଧିକାରୀ ଉପରେ କାର୍ଯ୍ଯାନୁଷ୍ଠାନ ହେଉ
@sunilkumarnaik2693
@sunilkumarnaik2693 2 жыл бұрын
immediately take action
@sudhakarm6335
@sudhakarm6335 2 жыл бұрын
Well-done correspondent Maam.... 🇮🇳🇮🇳🇮🇳🙏
@promadamishra1397
@promadamishra1397 2 жыл бұрын
ମହିଳା ସାମ୍ବାଦିକ ଜଣକ ଯେଉଁ ଭଳି କଥା କହିଛନ୍ତି ତାହା ତ ଗାଁ ଗହଳି ର ଅଶିକ୍ଷିତ ମହିଳା ଙ୍କ ଠାରୁ ବଳେ। ଆଇଆଇସି ଙ୍କ ବ୍ୟବହାର ଠିକ୍ ନୁହେଁ କିନ୍ତୁ ସାମ୍ବାଦିକ ଆଢ଼ୁଆଳରେ ମଧ୍ୟ ଅନେକ ଭୁଲ୍ କରୁଛନ୍ତି।ଏଣୁ ନିରପେକ୍ଷ ବିଚାର ଆବଶ୍ୟକ।
@keshabkumarmoldtek7445
@keshabkumarmoldtek7445 2 жыл бұрын
Suspend him immediately as this type behavior to others.
@prafullamohanty4150
@prafullamohanty4150 2 жыл бұрын
I.G.sir a.drastic.action.may.plz.be.taken.as.soon as.possible Failing which.people will lose their morality
@nabamajhi8357
@nabamajhi8357 2 жыл бұрын
No....suspend....😀.....anani a jolohosti sambadika t...ku tk thonda cha....pani dorkar thila....bichora khora re ghanti hei hei body pura gorom heijaichi....jouthi maal matra no milibo seithi bodnam koribe....au maal dele bholo guno gaibe....faltu sambadika....🤣🤣🤣
@b.s.ballveraitchannel1000
@b.s.ballveraitchannel1000 2 жыл бұрын
God sampadika madam
@binapanisethy6298
@binapanisethy6298 2 жыл бұрын
Thanks sister
@DeepakDeepak-zf2lc
@DeepakDeepak-zf2lc 2 жыл бұрын
I AM proud of you madam
@khageswarpadhan6685
@khageswarpadhan6685 4 ай бұрын
ବର୍ତ୍ତମାନ ଥାନା ନୁହଁ ଖାନା ପୋଲିସ୍ ନୁହେଁ ଏମାନେ ଗୋଟିଏ ଗୋଟିଏ PM ଏମାନଙ୍କୁ ପ୍ରତ୍ୟେକ ବର୍ଷ ୧୦ କିଲୋମିଟର ଦଉଡ଼ାଇବା କଥା ।
@bhagirathiprusty7804
@bhagirathiprusty7804 2 жыл бұрын
All should come to the matter for right decision
@ashokbehera4968
@ashokbehera4968 7 ай бұрын
ନିର୍ଭୟ ସାମ୍ବାଦିକ jai sriram
@shakuntalanayak896
@shakuntalanayak896 2 жыл бұрын
Great salute to lady journalist.
@motivationduniya1584
@motivationduniya1584 2 жыл бұрын
ନବୀନ ବାବୁଙ୍କୁ ଅନୁରୋଧ ଏ ମାଆଘିଅl ମାନଂକୁ ବର୍ଡ଼ର ଜଗାନ୍ତୁ,
@rabiparida9482
@rabiparida9482 2 жыл бұрын
ଓଡିଶା ପୋଲିସ ର ସମସ୍ତ କର୍ମଚାରୀମାନଙ୍କୁ ଭାରତୀୟ ସେନାବାହିନୀ ରେ ଅତିକମ୍ରରେ ୬ମାସ ତାଲିମ ନେବା ବାଧ୍ଯତା ମୂଳକ ଆଇନ୍ କରାଯାଉ, ତାହେଲେ ଏମାନେ ବର୍ଦି ର ମୂଲ୍ଯ ବୁଝି ପାରିବେ। ଆପେ ଆପେ ପେଟ କମିବା ସାଂଗକୁ ସାଧାରଣ ଲୋକକୁଂ କେମିତି ସମ୍ମାନ କରା ଯାଏ ଶିଖି ଯିବେ।
@tarunkumarrout2264
@tarunkumarrout2264 2 жыл бұрын
Reporter mam I respect u 👏🙏👍
@pareshsahoo7025
@pareshsahoo7025 2 жыл бұрын
Odisha re police ra dabanggiri
@Chagala43
@Chagala43 2 жыл бұрын
Bala na. Maghianku sekidebe je kuade paleibe. Dadagiri sabu chadijiba
@sarojde9808
@sarojde9808 2 жыл бұрын
ଶଳା ଆଇଆଇସି କୁ ଖାଲି ମାଡ଼ ଦରକାର.....
@jugajyotimahanta5623
@jugajyotimahanta5623 2 жыл бұрын
99.9% policemen are this type
@ଓଡ଼ିଆଖଟି
@ଓଡ଼ିଆଖଟି 2 жыл бұрын
Absolutely right mam
@balaramnath2903
@balaramnath2903 2 жыл бұрын
ନବିନ ସରକାର ମାନେ ଏଠି ସବୁ ସମ୍ବବ,ନବିନ ଅଛିମାନେ ତାର ବାଳ ବଙ୍କା ହବନି
@sumantahansda1644
@sumantahansda1644 2 жыл бұрын
Good job
@jagannathsarangitravelblog7018
@jagannathsarangitravelblog7018 2 жыл бұрын
Great sister....
@subashchandrachoudhury8279
@subashchandrachoudhury8279 2 жыл бұрын
ଏ ସରକାର ଥିବା ଯାଏ ଏମିତି ହବ
@JAGATJITMOHANTY-h3z
@JAGATJITMOHANTY-h3z 4 ай бұрын
ପୋଲିସ ର 80% କଥା କୁ ମାନ୍ୟବର କୋର୍ଟ ଗ୍ରହଣ କରନ୍ତି ନାହିଁ
@KalyanKalyan-rv7mu
@KalyanKalyan-rv7mu 8 ай бұрын
ଧନ୍ୟ ବାଦ ଦିଦି
@ranjankanhar5906
@ranjankanhar5906 Жыл бұрын
ଜଣେ ପୋଲିସ ଚାକରି ଟିକେ ପାଇଲେ ସେ ଇନ୍ଦ୍ର ଚନ୍ଦ୍ର ମାନୁନାହିଁ ଆଉ ବଡ ବଡ଼ ଅଫିସର ମାନଙ୍କ କଥା ତ ନ କହିବା ଭଲ
@debendranarayandash9040
@debendranarayandash9040 8 ай бұрын
ଥାନା ଆଇଆଇସିକୁ ବାଡା ଦେଖାଯିବ
@chandanpradhan7662
@chandanpradhan7662 2 жыл бұрын
Suspend this nonsense officer.
@sonupradhan3721
@sonupradhan3721 2 жыл бұрын
ବାଳନା ମିଡ଼ିଆ କଣ ମୁଣ୍ଡି ତାକୁ ଅଧିକାର ଦେଲାକିଏ
@sandhossandhos465
@sandhossandhos465 2 жыл бұрын
ଅତି ସୁନ୍ଦର ଦି ଦି
@chumkusambalpuri
@chumkusambalpuri 2 жыл бұрын
ନାଇଁ ନାଇଁ ନାଇଁ ଆମ ଓଡିଶା ରେ ଏମିତି ହୁଏନି
@rantunarayanmohanty2450
@rantunarayanmohanty2450 2 жыл бұрын
Good👍👍
ВЛОГ ДИАНА В ТУРЦИИ
1:31:22
Lady Diana VLOG
Рет қаралды 1,2 МЛН
Every team from the Bracket Buster! Who ya got? 😏
0:53
FailArmy Shorts
Рет қаралды 13 МЛН
One (Hindi Dubbed) - Full Movie |  Mammootty | Murali Gopy | Joju  | South Movie
2:15:18
ସ୍ତ୍ରୀଙ୍କୁ ନେଇ ଗାଡ଼ି ଚୋରି
6:43
ВЛОГ ДИАНА В ТУРЦИИ
1:31:22
Lady Diana VLOG
Рет қаралды 1,2 МЛН