କାଳିଆ ଯୋଜନା ବିଷୟରେ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି...

  Рет қаралды 155,782

Odisha Bhaskar

Odisha Bhaskar

6 күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 164
@musicon5982
@musicon5982 4 күн бұрын
ସାର୍ ଜି ଚାଷୀ ମାନଙ୍କୁ ପଇସା ନ ଦେଇ solar plant ଆଉ lift irrigation ସୁବିଧା କଲେ ଚାଷୀ ମାନେ ବାସ୍ତବରେ ଚାଷ କରିବେ ଆଉ ଆମ ରାଜ୍ୟ ସମୃଦ୍ଧ ହେବା ବୋଲି ଆଶା।
@happykidsvivan6671
@happykidsvivan6671 2 күн бұрын
A bhai kara mindset bahut bhala ketaka magana khia achhanti 😅 khali magana darkar....
@djdhanu5763
@djdhanu5763 4 күн бұрын
ସମସ୍ତ ଚାଷ ଜମିରେ ଜଳ ସେଚନର ସୁବିଧା କରାଯାଉ l
@PankajSabar-hu7rw
@PankajSabar-hu7rw Күн бұрын
ଏକ ମାସ ବିତିଗଲାପେର ବି ଗେରେଣ୍ଟି କଥା ଗୁଟେବି କଲେନିି ୨୯ ରେ ସମାପ୍ତ ହେବ ବିଜେପି ସରକାର
@budhiramnahak3209
@budhiramnahak3209 4 күн бұрын
କଥାରେ ସବୁ ଯୋଜନା ସାରି ଦେଲ
@KHERWAL_BAZAAR
@KHERWAL_BAZAAR 2 күн бұрын
କାଳିଆ ଯୋଜନା + PM କିଷାନ = 10,000 ଟଙ୍କା ଦେଲେ ଭଲ ହେବ
@srikantabarik8545
@srikantabarik8545 4 күн бұрын
ପିଏମ୍ କିଶାନ କେନ୍ଦ୍ର ସରକାର ର ଯୋଜନା କାଲିଆ ଯୋଜନା ରାଜ୍ଯ ସରକାର ର ସରକାର କୁଂ ପଚାର ମିଡିଆ ଭାଇ ମାନେ
@bhagabatsoren249
@bhagabatsoren249 6 сағат бұрын
କାଳିଆ ଖାଇଲା ବିଜେପି
@saleskumargiri6187
@saleskumargiri6187 2 күн бұрын
ଟିକିଏ ଦମ୍ ଧରନ୍ତୁ ।ଆମ ଓଡିଶା ର ରଙ୍ଗ ଧିରେ ଧିରେ ଗୋଟିଏ ପରେ ଗୋଟିଏ ବଦଳିବ ।ଆଗରୁ ଯାହା ଥିଲା ଏବେ ସେଥିରେ final touch ଦିଆଯିବ ।
@statusbook3214
@statusbook3214 3 күн бұрын
ଯାହା ପ୍ରତିଶ୍ରୁତି ଦେଇଥିଲେ ସେଗୁଡା ଆଗ ପୁରାଣ କର😅
@BimalBimal-hm2yw
@BimalBimal-hm2yw 2 күн бұрын
ଚାସିଭାଇମାନେ ସବୁଥିରେ ସହଯୋଗ ପାଉଛନ୍ତି ହେଲେ ଗରିବ ମାନେ କିଛି ସହଯୋଗ ପାଉନି ତାଙ୍କର ପାଇ଼ କିଛି ସହଯୋଗ କରୁନ ସାର୍
@Papureaction490
@Papureaction490 4 күн бұрын
ବିଜୁଳି ମାଗଣା କୁଆଡେ ଗଲା କଣ ଆମକୁ ଠକୁଛ ତମକୁ ଧର୍ମ ସହିବ ନାହିଁ ବିଜେପି 🙏
@PardeshiKishan
@PardeshiKishan 3 күн бұрын
Odisha no devlopment
@happykidsvivan6671
@happykidsvivan6671 2 күн бұрын
Magana khia...😅
@Papureaction490
@Papureaction490 2 күн бұрын
@@happykidsvivan6671 ତୁ ବିଜେପି ର ମାଗଣା ଖିଆ କୁକୁର ଶଳା ମୂର୍ଖ ଅନ୍ଧଭକ୍ତ
@user-zr8xo7li3z
@user-zr8xo7li3z 21 сағат бұрын
​@@Papureaction490 ତୁ ଶଳା Congress ra ବୋକା ଚୋଦା ଭକ୍ତ
@Papureaction490
@Papureaction490 21 сағат бұрын
@@user-zr8xo7li3z ହଁ ବେ ମୁଁ ବୋକା ଚୋଦା ଆଉ ତୁ ବିଜେପି ର ପେଳ ଚାଟିବୁ ଯା ଅନ୍ଧଭକ୍ତ ଆଉ ବିଜେପି ର ଦଲାଲ
@Aditya.aditya.
@Aditya.aditya. 3 күн бұрын
ପ୍ରକୃତ ଚାଷୀ କିଏ ଆଗ ଚିହ୍ନଟ କରାଯାଉ , ତା ପରେ ସୁବିଧା ଯୋଗାନ୍ତୁ, ନହେଲେ ପୂର୍ବ ଭଳି କେବଳ କୁଜି ନେତା ହିଁ ସୁବିଧା ପାଆନ୍ତି ,ଚାଷୀ ଏ ଅଫିସ ରୁ ସେ ଅଫିସ ବୁଲି ବୁଲି ହାଲିଆ ହୋଇ ଯାଆନ୍ତି
@ramaapradhan5425
@ramaapradhan5425 4 күн бұрын
ଶୀତଳ ଭଣ୍ଡାର ଉପରେ ଗୁରୁତ୍ଵ ଦେବା ପାଇଁ ପଦକ୍ଷେପ ନିଆଯାଇ ଥିବାରୁ ଆମ ଲୋକପ୍ରିୟ ସରକାରକୁ ଅନେକ ଧନ୍ୟବାଦ,
@P16648
@P16648 3 сағат бұрын
PM କିଶାନ କେନ୍ଦ୍ର ସରକାରଙ୍କ ଯୋଜନା ନବୀନ ପଟ୍ଟନାୟକ କାଳିଆ ଯୋଜନା ମୋହନ ସରକାର ଯୋଜନା କେବେ ଆସିବ ମିଡ଼ିଆ ଭାଇ ପଚାରନ୍ତୁ
@SanjayPadhan-xl6cu
@SanjayPadhan-xl6cu 3 күн бұрын
କାଳିଆ ଯଜନା କାହାକୁ ମିଳୁଥିଲା କାହାକୁ ଯେ ମିଳୁ ନାହିଁ ଏସବୁ କହିବା ବାହାନା ମିଡ଼ିଆ ଆଗରେ
@KhageswarBaula-zb3ys
@KhageswarBaula-zb3ys 4 күн бұрын
ରାତି ପାହିଯିବ ମୋହନ ବାବୁ |
@satyanayakodiavlogs
@satyanayakodiavlogs 4 күн бұрын
ଆଲୋଚନା ଆଲୋଚନରେ ରହିଯିବ ନାହିଁ ତ????????? ଏମିତି କେତେ ଗଲେଣି କେତେ ଆସିଲେଣି କିଛି ହେଇପାରୁହିଁ!!!
@SantoshkumatPanda
@SantoshkumatPanda 20 сағат бұрын
ସାର ଆପଣଙ୍କ କଥା କହିବାର ଶୈଳୀ ରୁ ଅମକୁ ଲାଗୁଚି 90 ଦଶକରେ ଯେମିତି ଆକାଶବାଣୀ ରେଡ଼ିଓ ରେ କୃଷି ସଂସାର କାର୍ଯ୍ୟକ୍ରମ ଚାଲିଛି, ଆପଣ ଅଭ୍ୟାସ କରି ଆସନ୍ତୁ ଗଣମାଧ୍ୟମ ସାମ୍ନା କୁ
@biswaranjanjena2124
@biswaranjanjena2124 4 күн бұрын
Naveen dauthila ..tame dia kalia yojana...na hele nex time g mareiba...
@PramodSahu-vk2fg
@PramodSahu-vk2fg 6 сағат бұрын
ବିଜେପି ସରକାର ଆସିଲେ ଚାଷୀ ର ଆସା ପୁରଣ ହବ ବୋଲି ଆସା କରାଯାଉଥିଲା ଦେଖିବା ଆମର ପ୍ରିଅ ମୁଖ୍ଯମନ୍ତ୍ରୀ କଣ କରୁଛନ୍ତି
@buddhimantapan1482
@buddhimantapan1482 4 күн бұрын
ଓଡ଼ିଆ ଅସ୍ମିତା କଥା କହୁଛ ଆଉ ଓଡିଶା କୁ orissa ବୋଲି କହୁଚ ଏଇଟା ଓଡ଼ିଆ ଅସ୍ମିତା କି
@gadadharbehera2520
@gadadharbehera2520 2 күн бұрын
ସାରେ ଜଳସେଚନ ପ୍ରକଳ୍ପ ସମ୍ପର୍କରେ କୁହନ୍ତୁ, ଚାଷୀମାନେ ଜଳ ପାଇବେ କେମିତି,
@GOURAHARIMOHANTA-db5zz
@GOURAHARIMOHANTA-db5zz 18 сағат бұрын
କାଳିଆ ମିଳୁଛି pm kissan ମିଳୁନାହିଁ, ଆଗରୁ ମିଳୁଥିଲା.
@P16648
@P16648 3 сағат бұрын
କହିବେ ମଧୁର ବଚନ ମିଳି ସିଶି ଖାଇ ଯିବେ ରନ୍ତ ଭଣ୍ଡାର ଧନ
@diptimayeedash2194
@diptimayeedash2194 2 күн бұрын
ମୋ ବାଳ ନା ତମ କୁଜିନେତା ଜୋଉଭଳି ଗାଁ ମାନଙ୍କରେ ସବୁ ଖାଇବା ପାଇଁ ପାଗଳ କୁକୁର ଭଳି ହେଲେଣି ତମେ ଖାଲି ଆରମ୍ଭ କର ଖାଇ ଭୁସିଦେବେ ଆଉ ବାଳ ଥିବଜେ କାମ ହବ ଏମିତି ହେଲେ ଚାସି ମାନେ ପାଉଥିଲେ କାଳିଆ ଜୋଜନାରେ ଆଉ ତମେ ଜୋଉଭଳି କହିଲଣି କିଛି ରହିବନି ଖାଇଜିବେ ସବୁ ନବିନ୍ ବାବୁ କଣ ପାଗଳ ଥିଲେ ଚାସି ମାନଙ୍କୁ ଡାଇରେକ୍ଟ ପଇସା ଦଉଥିଲେ ଭୁଲ୍ ଥିଲେ କ୍ଷମା କରିବେ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ
@bajendrakandpan7435
@bajendrakandpan7435 Күн бұрын
ଚାଷୀ କୁ ପାଣି ଜଗାଇଲେ ଭଲ ପଇସା ଦେଲେ ହେବ ନାହିଁ
@bapujijena4378
@bapujijena4378 4 күн бұрын
Cm sir thanks Jay shree Ram
@DolamaniBhoi-rs4zl
@DolamaniBhoi-rs4zl 5 күн бұрын
ପଇସା କେଭେଁ ମିଳିବ sir
@davidpahad3
@davidpahad3 2 сағат бұрын
BJP ଯୋଜନା ବିଷୟରେ କହେ କିନ୍ତୁ କରିବାରେ ଅସଫଳ ଅଟେ। BJD କରେ, ତା ପରେ କହେ। କାଳିଆ ଯୋଜନା ରେ ସମସ୍ତେ ଉପକୃତ ହୋଇଛନ୍ତି। ଏହି ମୋହନ ମାଝୀ BJP ଓ rss ଦ୍ଵାରା ଓଡ଼ିଶା କୁ ବିକିବାକୁ ଗଲାଣି।
@kalandimurmu3303
@kalandimurmu3303 Күн бұрын
କାଳିଆ, ବଳଭଦ୍ର, ସୁଭଦ୍ରା, ସମସ୍ତଙ୍କ ନାମରେ ଯୋଜନା ପ୍ରସ୍ତୁତ ସରିଯାଇଛି। ମହାପୁରୁଷ ନାମରେ ମଧ୍ୟ ସରିଛି। 😂କଙ୍ଗ୍ରେସ୍, ବିଜେଡି, ବିଜେପି ।
@NabaghanaBehera-kv1lr
@NabaghanaBehera-kv1lr 2 күн бұрын
Electric bill free kuade gola 😂😂
@happykidsvivan6671
@happykidsvivan6671 2 күн бұрын
Free Free Magana khia 😂😂😂😂
@happykidsvivan6671
@happykidsvivan6671 2 күн бұрын
Besaram tike laja laguni....
@NabaghanaBehera-kv1lr
@NabaghanaBehera-kv1lr 2 күн бұрын
@@happykidsvivan6671 tu sobu thuu bodo Magana khia to language ru jona poduche vikari
@user-dv6ml5bu8u
@user-dv6ml5bu8u 4 күн бұрын
ସାର ପରିଶ୍ରମ କୁଳିମଜୁରୀ କରୁଥିବା ଲୋକଙ୍କ ପାଇଁ ଟିକେ ସମୟ ଟିକେ କମ କରନ୍ତୁ ସକାଳ ୯ ଟାରୁ ଆରାମ କରନ୍ତୁ
@chandrasekharbagh8029
@chandrasekharbagh8029 3 күн бұрын
Good job
@RabiJakaka-rd2cr
@RabiJakaka-rd2cr 2 күн бұрын
Sir kanasi jajana କରନ୍ତୁ ନାହିଁ। ପାଣି ସୁବିଧା ଶୀତଳ ବାଣ୍ଡର କରାଯାଉ।କାରଣ Tonka ଦେଲେ ଲୋକେ ମଦ ପିଉଛନ୍ତି।
@muktikantaojha8373
@muktikantaojha8373 2 күн бұрын
ଭୂମିହୀନ ଚାଷୀଙ୍କ ପାଇଁ କ'ଣ କରାଯିବ....?
@bharadhyavlogs2207
@bharadhyavlogs2207 4 күн бұрын
Nice step Go Ahead CM sir 🎉🎉🎉
@BayijantiPingua-rf8sk
@BayijantiPingua-rf8sk 4 күн бұрын
Jay shree jagannath 🙏🙏🙏🙏
@gajananamahakhud3031
@gajananamahakhud3031 2 күн бұрын
ସାର୍ ଜଉମାନେ ସରକାରି ଜମିରେ ଘର ବନାଇଚନ୍ତି ବିଛେ ଦକଲେ ସେ କେମିତି କରିବେ ଟିକେ ଗନମାମ୍ୟମରେ ଜନାଇଳେଭଳ ହେଇନ୍ତା
@dagreswargoud
@dagreswargoud Күн бұрын
ବହୁତ ଲୋକ ଘର ଥାଇ ଜବରଦଖଲ କରି ରଖିଛନ୍ତି
@GOURAHARIMOHANTA-db5zz
@GOURAHARIMOHANTA-db5zz 18 сағат бұрын
ଚାଷୀକୁ ପଇସା କେବେ ମିଳିବ
@srikantamajhi4349
@srikantamajhi4349 2 күн бұрын
pm . Kalia. ଟଙ୍କା ଦୁଇ େଯାଜନାକୁ ସଫଲ କରନ୍ତୁ ଚାଷି ର ଉନତୀହବ
@deepakkumargachhayat2218
@deepakkumargachhayat2218 Күн бұрын
Kalia close
@laxmikantatripathy8488
@laxmikantatripathy8488 2 күн бұрын
Good 👍🎉🎉
@kaliajana7857
@kaliajana7857 5 күн бұрын
Sir.. SITALVANDAR Hou. No. 1.plan
@dushadusha2402
@dushadusha2402 2 күн бұрын
ଆରେ ଭାଇ ଆମ CM ଜାଣିନାହାନ୍ତି ଯିଏ କାଳିଆ ଟଙ୍କା ପାଉଥିଲା ସିଏ pm କିସାନ ଟଙ୍କା ପାଉଛି ଓଡିଶା ରେ ଏବେ ସବୁ ମୋଦି ର ଯୋଜନା ଚାଲିବ NO 1ଲୋକ ଙ୍କୁ ଲୁଟିବା. NO 2 ଓଡିଶା ନୁହେଁ ଗୁଜୁରାଟ ହେବ No 1 NO 3 ଓଡିଶା ରେ ଏକଛତ୍ରବାଦୀ ଶାସନ ଚାଲିବ No4 ଓଡିଶା ରେ ଦାଦନ ସୋଖ୍ୟ ବଡ଼ିବ No 5 ଓଡିଶା ରେ ସବୁ ଜାଗାରେ ଗୁଣ୍ଡାରାଜ କରିବେ No6 ଓଡିଶା ରେ ଯେତେ ସବୁ ବିଜେପି ନେତା ସବୁ ଗୋଟେ ଗୋଟେ ଗୁଣ୍ଡା
@satyanarayansahoo1860
@satyanarayansahoo1860 5 күн бұрын
Farmers's friendly C.M.
@user-te1sd1qw4k
@user-te1sd1qw4k 4 күн бұрын
ଏବେ ଆରଭଂ ମାଝି ସାର କାଲିଆ ଟକାଂ ନଦେଇ ଜଳସେଚନ ଉପରେ ବିଚାର କରତୁଂ ଏହା ହେଉଛି ଚାସିର ବଡ ସୁଭିଦା ହେବ
@sureshchandrabhoi5409
@sureshchandrabhoi5409 4 күн бұрын
ମୁଖ୍ୟମନ୍ତ୍ରୀ ବାଉଳା ହଉଛନ୍ତି.
@Tenniscricketworlds
@Tenniscricketworlds 4 күн бұрын
ମାନନୀୟ ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ ଓଡିଶା ର ଭାର ନିଜ ମୁଣ୍ଡ ରେ ନେବା ଏତେ ସହଜ ନୁହେଁ ଆପଣ ଏହି 30 ଦିନରେ ବୁଝି ଯାଇଥିବେ
@sadhubhatra8707
@sadhubhatra8707 2 күн бұрын
😊
@rabindraanath
@rabindraanath 4 күн бұрын
ଜୟ ଜଗନ୍ନାଥ ସାର ❤❤
@AnilkumarDas-fi1jg
@AnilkumarDas-fi1jg 2 күн бұрын
Jay Jagannath ❤ sir please age 300 unit fir bijuli debe kahithile dharmendra Babu aaku age kahithiba katha rakhile Odisha loke khusihebe
@SanjayKumar-km5ff
@SanjayKumar-km5ff 2 күн бұрын
Kalia yojana chalu rahu.....
@jitenpradhan5619
@jitenpradhan5619 4 күн бұрын
Sabas to my CM. but plz give free electricity and solar borowel to farmers as soon as possible.
@trinathpujari-er8ii
@trinathpujari-er8ii 4 күн бұрын
CM sir କାଳିଆ ଯୋଜନା ପଇସା ଭୂମିହୀନ ମାନଙ୍କୁ କେବେ ମିଳିବ😂😂🎉🎉🎉
@susantatandia4539
@susantatandia4539 4 күн бұрын
Kalia band kara jau
@kalebdigal7202
@kalebdigal7202 4 күн бұрын
ଖାଲି କଥା ଆଉ କାମ ରେ କିଛି ନାଇ । ସବୁ ତା ରେଟ୍ ବଢେଇ ଦେଲୋ ଆଉ କଣ ଲୋକେ ଲାଭ ପାଇଲେ । BJP ଏତେ ହିନସ୍ଥା ହେଇଗଲା
@anilkumarsethi1765
@anilkumarsethi1765 4 күн бұрын
BJD ସମୟରେ ତତେ 1 ଟଙ୍କାରେ ପରିବା କିଲୋ ମିଳୁଥିଲା
@statusbook3214
@statusbook3214 3 күн бұрын
Right bro
@AjitPadhan-ze8ow
@AjitPadhan-ze8ow 2 күн бұрын
Bjp jindabad
@ghanashyambehera6123
@ghanashyambehera6123 Күн бұрын
New scheme anantu sir for agriculture pai
@sadanandmohanty3537
@sadanandmohanty3537 5 күн бұрын
Jay sriram Jay jagannath Jay Odia 🙏🙏🙏🙏🙏🙏
@pabitramaharana2234
@pabitramaharana2234 4 күн бұрын
Mohan maji is good
@Pankajdas-ln2ej
@Pankajdas-ln2ej 3 сағат бұрын
Jaganath nku mundia mari istafa dei de karana to dwara saga sijibani
@RanjanPradhan-km4sn
@RanjanPradhan-km4sn 2 күн бұрын
ଏକା ନିଷ୍ପତି ନେଇପାରିବେ ନାହିଂ କୀ
@maheseatadharua413
@maheseatadharua413 4 күн бұрын
Jangal jamire besi dadagiri dekhauchanti
@narayanrout9209
@narayanrout9209 3 күн бұрын
Honourable chief minister my best regards you please take nessasary action on rehabilitation in education department there are more than 5 thousand youth have waited corrupted bjd govt did not appointed
@lalitmahato1432
@lalitmahato1432 2 күн бұрын
Jete sighra hebo jete sarkari Vacancy sabu purana kara jau..
@user-ip8ko2rs8o
@user-ip8ko2rs8o 2 күн бұрын
ଆମକୁ ଖୀସାନ ଟଙ୍କା ମିଳୁନାହିଁ
@BirendasBiren-tz7ly
@BirendasBiren-tz7ly 9 сағат бұрын
Sir bhumihina chasiku pmre samil karajau
@SuraPrasaddas-xq7qo
@SuraPrasaddas-xq7qo 4 күн бұрын
Sir.please.continue.kalia.jyojana.you.may.change.the.name
@SabitaSwain-dy6cc
@SabitaSwain-dy6cc 2 күн бұрын
Prakruta kruska takuhi kissan jojana dia jau
@maheswarbarik9313
@maheswarbarik9313 2 күн бұрын
Bijli bill free kab Tak aayega
@statusbook3214
@statusbook3214 3 күн бұрын
ଖାଲି ମିଛ ପ୍ରତିଶ୍ରୁତି।
@anandamohakuda4943
@anandamohakuda4943 5 күн бұрын
Election istahar ra kama kebe haba, faltu gapo
@SushantabhoiBhoi-kj2sc
@SushantabhoiBhoi-kj2sc 5 күн бұрын
ପଇସା କେବେ ମିଳିବ କୁହ sir
@SushantabhoiBhoi-kj2sc
@SushantabhoiBhoi-kj2sc 5 күн бұрын
ମୁଖ୍ୟ ମନ୍ତ୍ରୀ ମିଛ କହୁ ଛନ୍ତି
@SantoshokumarSamal
@SantoshokumarSamal 22 сағат бұрын
Italian Paisa private doctor PM
@padmanavsenapati9586
@padmanavsenapati9586 4 күн бұрын
Kaliaa yojana re jetikki farmers mane pauthiile setiki ଲୋକ paibe ki nahin sandeh... ଆଉ kahuchhanti ଅଧିକ loka paibe... budget ତମର ଅଛି ta mohan ଭାଇ 😂😂😂😂😂
@manojhalbamahi1211
@manojhalbamahi1211 3 күн бұрын
PM kisan toh Central scheme State scheme kuade gala
@prataprout8546
@prataprout8546 4 күн бұрын
ଗରିବ ଚାଷୀ ପାଇଁ kusi କର sir ଚାଷ time ଆସିଲ୍ୟା sir
@ajaynayak4950
@ajaynayak4950 3 күн бұрын
Sir please kalia yojana land less add to PM kissan
@DushmantaSabar-bh5js
@DushmantaSabar-bh5js 2 күн бұрын
Good morning 😢😢😢
@mrutunjayapadhi
@mrutunjayapadhi 4 күн бұрын
Are bhai aea odia janichhanti hele speche janinahati re kagaj hatare achhi bhalare dekha au amanku china ea kale cm
@deepakkumargachhayat2218
@deepakkumargachhayat2218 Күн бұрын
Finally Kalia close 😅😅😅
@manojadalai4862
@manojadalai4862 Күн бұрын
CM ji, pm kisaan nidhi center govt scams but kalia katha kuha!! Aapana CM not PM
@benunegi7430
@benunegi7430 20 сағат бұрын
Honble cm clerk post +2 karanu, rehaiblesation schme point karantu nahi, pandian amar bhagya ku kharap kala , mohan babu ,districy cadre post district candidate amar dabi honble cm
@subhransudalai8360
@subhransudalai8360 4 күн бұрын
Kichhi kariparibeni, corporate sanstha sabuthu bada chasa karanti aemananka paeen subidha karantu 😂😂😂😂😂😂
@indianclassic4786
@indianclassic4786 2 күн бұрын
300 unit electric bill free kebe hauchi
@sujitbiswal3006
@sujitbiswal3006 6 сағат бұрын
Amara bala kichi milibani Ration card nahi😢
@user-uu6fc5kw5r
@user-uu6fc5kw5r 4 күн бұрын
Laxmi bus re raga badaleala abe kalia jojana ra kn chenje karibaa kuha
@bipinbaliyarsingh1362
@bipinbaliyarsingh1362 Күн бұрын
ମାଇଚିଆ ତା.......
@GobindPradhan-mp7gd
@GobindPradhan-mp7gd 4 күн бұрын
Khali kathare kama kebe haba ,,Khali Katha kahi kahi Tama Dina chalijauchi,,aau kama Kariba kebe
@PardeshiKishan
@PardeshiKishan 3 күн бұрын
Odisha re 🚌 laxmi bus stop 🛑 auto sabu vika magieb
@bidhubhushanaswain6043
@bidhubhushanaswain6043 Күн бұрын
Jay Nabin babu
@sumanatsahujs5742
@sumanatsahujs5742 4 күн бұрын
ଲଷ୍ମୀବସ ଯେନଟା ଚେଞ୍ଜ କଲେ କୋଲରହେନ୍ତା କାଳିଆ ଯୋୟାନ ବୀ ଦିଆ ଯାଉ ନା ଚେଞ୍ଜ କରି କରି
@Sarojmohanta143
@Sarojmohanta143 2 күн бұрын
Bhumihina ru chasiku convert karajau jami thai b bhumihina re samil heichanti
@deepaksahoo708
@deepaksahoo708 4 күн бұрын
Kalia jojona re joumane pauchanti,semananka bhitare kete chasi achhanti verify kara,anahitadhikarinku kata 50% rajaswa banchijiba
@harprasadsenapati3945
@harprasadsenapati3945 4 күн бұрын
Mukhya mantri heba ta Mohan Sir nka bhali
@subhransu9817
@subhransu9817 4 күн бұрын
Odisha re silpa karantu puruna factory kama Kari diantu, bekari dura karantu , otm, Rahama kapada mill, tritol suta mil emiti jete sabu factory achhi sabu kama Kari diantu bekari dura karantu
@amarnayak8086
@amarnayak8086 Күн бұрын
Sir amaku miluni Kalia nanhiki pm kisana nanhi
@deepakmohanty200
@deepakmohanty200 2 күн бұрын
Sir sabu ta kahile krusak sathi katha kichi ta kahileni 17 years hela magana kam karuchu
@archanabarik2330
@archanabarik2330 Күн бұрын
Kalia jojana paisa Kan Paine dela nii...?? 😡😡
@UdaySingh-nf2ti
@UdaySingh-nf2ti Күн бұрын
Nabin.babu.dehu.tile.kalia.jajna.aapno.debo.nani
@user-cz8hy3me5k
@user-cz8hy3me5k Күн бұрын
2023 ra bima Paisa kebe milba
@user-xo8ow9hp5g
@user-xo8ow9hp5g 5 күн бұрын
Jaha kahuthile kichhi ta ajai kama heini .kichhi kama karantu
@niranjanpanda1360
@niranjanpanda1360 2 күн бұрын
Mohan bhai tu istafa dei de Actually ru asa Mla vll laguchi bt CM tu jama face re nuhna
@bndas42
@bndas42 4 күн бұрын
Vumihina Mane kn g mareibe😢
@SMARTRIDERRAHUL
@SMARTRIDERRAHUL Күн бұрын
Sarkar kalle take tui to gariba lonkanku hariyan kaaru6u be mahon majhi ghar bhaguchu gaariba lokanka
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 21 МЛН
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 9 МЛН
Heartwarming: Stranger Saves Puppy from Hot Car #shorts
00:22
Fabiosa Best Lifehacks
Рет қаралды 21 МЛН
DO YOU HAVE FRIENDS LIKE THIS?
00:17
dednahype
Рет қаралды 87 МЛН
THEY WANTED TO TAKE ALL HIS GOODIES 🍫🥤🍟😂
00:17
OKUNJATA
Рет қаралды 21 МЛН