କଣ ପାଇଁ ହେଲା ଏମିତି ଅଘଟଣ ..କେମିତି ପଡିଗଲେ ପ୍ରଭୁ ବଳଭଦ୍ର ..ଆସୁଛି ବିପଦ Puri Balabhadra

  Рет қаралды 724,632

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 648
@Sankuna67
@Sankuna67 2 ай бұрын
ଏଇଟା ସେବାୟତ ମାନଙ୍କ ପାଇଁ ଏକ ୱାର୍ଣିଂ। କାରଣ ସେମାନେ ସେବା କରିବା ପରିବର୍ତ୍ତେ ନିଜର ସ୍ବାର୍ଥ ସାଧନ ରେ ଲାଗି ଅଛନ୍ତି। ପ୍ରଭୁ ବଡ଼ ଠାକୁର ଏଇ ମହାବଳି ସାଜିଥିବା ସେବାୟତ ମାନଙ୍କ ସବୁ ଗର୍ବ ଭାଙ୍ଗି ଦେଇଛନ୍ତି। ଜୟ ଜଗନ୍ନାଥ 🙏🙏
@CreativeNatureLife
@CreativeNatureLife 2 ай бұрын
ହେ ସେବାୟତ ମହାପ୍ରଭୁ ଆପଣ ମାନେ ନିଜକୁ ବାହୁବଳୀ ବୁଲାଉ ଥିଲ,ହେଲେ ମହାପ୍ରଭୁ ବଳିଆର ଭୂଜ ବଳଭଦ୍ର ତାଙ୍କଠୁ କେହି ଦୁନିଆରେ ବଳବାନ ଓ ବଡ଼ ନୁହନ୍ତି,ତେଣୁ ସେ ଆପଣ ମାନଙ୍କର ଗର୍ବ ଭାଗିଛନ୍ତି, ଜୟ ଜଗନ୍ନାଥ ⭕❗⭕
@Gamer_Aisurya_mishra
@Gamer_Aisurya_mishra 2 ай бұрын
Nai agyan e bata bhangara Khaimal nua sebayatanka hatare mahaprvu.asurakhita.emane Dina 2 pm re brhma paribartan karithile.emane maha prabhunku nku upasare bhi rakhichhanti.emane swarha pain kichhi bi Kari paranti.😮😮Jay Jagannath.
@himansusekhardas9749
@himansusekhardas9749 2 ай бұрын
ପାଠ ପଢ଼ି ବି ତୁମେ ଅଶିକ୍ଷିତ ।ନିର୍ଭୁଲ ଓଡ଼ିଆ ଲେଖିବା ଆଗରୁ ଝାଡ଼ା/ପରିସ୍ରା କରିକି ଆସ ।
@bhagbanbehera5601
@bhagbanbehera5601 2 ай бұрын
ସବୁଠୁ ବଡ଼ ପାପୀ ହେଉଛନ୍ତି ସେବାୟତମାନେ, ସେମାନଙ୍କ ଯୋଗୁ ଠାକୁରଙ୍କର ଏ ଅବସ୍ତା
@samratbabu123
@samratbabu123 2 ай бұрын
ବିପଦ ଆସିବା ପୂର୍ବରୁ ଜଗନ୍ନାଥ ଙ୍କ ବଡ଼ ଭାଇ ବଳଭଦ୍ର ଜଣାଇଦେଲେ। ପ୍ରଭୁ ତମେ ହିଁ ସାହା ଭରଷା 🙏🙏🙏
@modernentertainmentchannel7322
@modernentertainmentchannel7322 2 ай бұрын
😂😂😂😂😂
@pratapmoharana9918
@pratapmoharana9918 2 ай бұрын
ପ୍ରଭୂ! ଯାହା ତୁମ ଇଛା ତାହା ହିଁ ହେଉ 🙏
@suryakantamishra-p2t
@suryakantamishra-p2t 2 ай бұрын
​@@modernentertainmentchannel7322maghya
@Sudha_Kitchen
@Sudha_Kitchen 2 ай бұрын
କରି କରାଉ ଥାଏ ମୁଁହି ମୋ ବିନୁ ଅନ୍ୟ ଗତି ନାହିଁ ହେ ମହାପ୍ରଭୁ ହେ ମହାବାହୁ ସବୁ ଆପଣଙ୍କ ଲିଳା ଆପଣଂକ ଦ୍ବାରା ସବୁ ସୃଷ୍ଟି ଆଉ ଆପଣ ହି ରଖ୍ୟାକତ୍ତା 🙏🏻🙏🏻🙏🏻🙏🏻 ଖ୍ୟମା ମଣିମା
@prakashmahapatra2182
@prakashmahapatra2182 2 ай бұрын
କରି କରୁ ଥାଏ ମୁଇଁ. ମୋ ବିନୁ ଅନ୍ୟ ଗତି ନାହିଁ. ସବୁ ସେହି ମହା ପ୍ରଭୃଙ୍କ ଲୀଳା. ଜୟ ଜଗନ୍ନାଥ, ଏ ସଂସାର କୁ ରକ୍ଷା କର. 🙏🙏🙏
@MrDeepakkumardash82
@MrDeepakkumardash82 2 ай бұрын
Nije bhul kariki..odiya nkara gote katha mora bhul nahi sabu jaga ra echa..Jai jagannath❤
@abdgaming21
@abdgaming21 2 ай бұрын
Why God will save world. What people will do then?
@Sankuna67
@Sankuna67 2 ай бұрын
@@MrDeepakkumardash82 ଠିକ୍ କଥା କହିଲେ। ଏତେ ବଡ଼ ଦୁର୍ଘଟଣା ଘଟିଗଲା, ଅଥଚ ଏଇ ନିର୍ଲଜ୍ଜ ସେବାୟତଙ୍କ ଗୋଟିଏ କଥା, ସବୁ ପ୍ରଭୁ ଙ୍କ ଇଚ୍ଛା। ଲାଜ ଲାଗିବା କଥା।
@my1989
@my1989 2 ай бұрын
Gurutora hele kn pain bhagawan banchei leni
@patrasatyajeet
@patrasatyajeet 2 ай бұрын
ଜୟ ଜଗନ୍ନାଥ
@sagarnayak1601
@sagarnayak1601 2 ай бұрын
ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଭାଇମାନଙ୍କୁ ଅନୁରୋଧ , ବଡଠାକୁରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣର ଦୃଶ୍ୟ ନିଜ ନିଜ statusରେ ଛାଡନ୍ତୁନି । ଏହା ଅତ୍ଯନ୍ତ ଦୁଃଖଦାୟକ ତଥା ହୃଦୟବିଦାରକ ଦୃଶ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ପ୍ରବଳ ବେଦନା ଦେଉଛି । ମହାପ୍ରଭୁ ବଡବାଡ ସାମନ୍ତ ଆମ୍ଭଦ୍ବାରା ଘଟିତ ଏହି ମହାପରାଧରୁ ଆମ୍ଭମାନଙ୍କୁ ନିଜଗୁଣରେ କ୍ଷମା କରିଦିଅନ୍ତୁ ।
@odishatourist523
@odishatourist523 2 ай бұрын
Right...Amara bada thakura..Prabhu.
@sabyasachi67
@sabyasachi67 2 ай бұрын
Albat ଛାଡ଼ିବୁ। ଘରେ ଘରେ ପହଚାଇବୁ। ପୁରୀ jagannath ମନ୍ଦିରରେ ପୂଜା ହଉନି। ସବୁ ଲୁଟୁଚନ୍ତି । Tulasi ପତ୍ର ପାଇଁ ବି ଦକ୍ଷିଣା ଦେଲେ ମିଳିବ ନ ହେଲେ ମିଳିବନି। Amanku ଖାଲି ଠିକ୍ ଶିକ୍ଷା ଦେଇଛନ୍ତି ଭଗବାନ
@bijaykumarmarandi4047
@bijaykumarmarandi4047 2 ай бұрын
Kain chhadibuni ama echha ..bhala bele to chhadi douchho auu ebe Kain chhadibuni
@rukb86
@rukb86 2 ай бұрын
News channel upload kale kichi helani auu status re dele kan haba
@juleshranjansamanta8613
@juleshranjansamanta8613 2 ай бұрын
ସେବାୟତ ଙ୍କ ଅଧିକ ଗର୍ବ ହେଇଯାଇଥିଲା ସେଥି ପାଇଁ ମହାପ୍ରଭୁ ତାଙ୍କ ଗର୍ବ ଭାଙ୍ଗିଲେ
@stylestar486
@stylestar486 2 ай бұрын
ପାପ ର ଭାରଶ୍ୟାମ ବଢିଗଲା ☝️ ଭଗବାନ ଙ୍କୁ ଉଠେଇବାକୁ ତୁମେ ଅଯୋଗ୍ୟ ☝️
@himansusekhardas9749
@himansusekhardas9749 2 ай бұрын
ଶ୍ୟାମ ମାନେ ସବୁଜ ନା ନୀଳ ମୁଁ ଆଜିଯାଏଁ ଜାଣିପାରିଲିନି ।
@sandhyasamal8106
@sandhyasamal8106 2 ай бұрын
👍
@JagannathPatra-sr6or
@JagannathPatra-sr6or 2 ай бұрын
ପାପି ମାନଙ୍କୁ ସହାଁର ବେଳ ପାଖେଇ ଆସିଲା ! ଜୟ ଜଗନ୍ନାଥ 🙏🙏🙏. ଜୟ ପ୍ରଭୁ ବଳଦେବ ଠାକୁର 🙏🙏🙏
@priyabratamallik3277
@priyabratamallik3277 2 ай бұрын
Rtt
@DipunKumar-my3yr
@DipunKumar-my3yr 2 ай бұрын
Samaste to papiiii
@himansusekhardas9749
@himansusekhardas9749 2 ай бұрын
ତମେ ପାଠ ପଢ଼ି ବି ଅଶିକ୍ଷିତ ।
@manasbarik9243
@manasbarik9243 2 ай бұрын
ତୂମେ ପୂଣ୍ୟ ଆତ୍ମା
@sajankauri851
@sajankauri851 2 ай бұрын
ପାପୀ ମାନଙ୍କୁ ଯିଏ ସଂଘାର କରନ୍ତି ସେ ଭଗବାନ ନୁହନ୍ତି ମାତ୍ର ଯିଏ ଉଦ୍ଧାର କରନ୍ତି ସେ ଭଗବାନ୍
@nagenbihari23
@nagenbihari23 2 ай бұрын
ପୁରୀ ମନ୍ଦିର ର ବ୍ରାହ୍ମଣ ମାନେ ଏକ୍ସପାଏର୍ ହୋଇ ଗଲେଣି, ସେମାନଙ୍କୁ ହଟାଇ ଓଡିଶା ର ପ୍ରେତ୍ୟକ ଜୀଲ୍ଲା ମାନଙ୍କ ରୁ ବ୍ରାହ୍ମଣ ମାନଙ୍କୁ ନିଜୁକ୍ତି କରାଯାଉ। ପୁରୀ ମନ୍ଦିର ବ୍ରାହ୍ମଣ ମାନଙ୍କ ବ୍ୟବହାର ଭାରତୀୟ ଜାଣିଛନ୍ତି
@narottamsahu7530
@narottamsahu7530 2 ай бұрын
@@nagenbihari23 ବହୁତ୍ ଭଲ କହେଲ
@jasnamallickmallick-wn3wo
@jasnamallickmallick-wn3wo 2 ай бұрын
ହଁ ହଁ 🙏🙏ସତ କହିଲ ଭାଇ
@pareshkumar5664
@pareshkumar5664 2 ай бұрын
Right
@NiranjanSethi-e3i
@NiranjanSethi-e3i 2 ай бұрын
ଆପଣ ବଡ଼ ବାଡ଼ ସାମନ୍ତ ମହାପ୍ରଭୁ ସମସ୍ତଙ୍କୁ କ୍ଷମା କରିଦିଅ ନ୍ତୁ ସାନ୍ତେ 🙏🏻🙏🏻🙏🏻
@anantaprasadpraharaj559
@anantaprasadpraharaj559 2 ай бұрын
ତୋ ମାୟା ତୋତେ ଅଗୋଚର ମୁଁ ଛାର ମଣିଷ ମାତର। ତା ଇଛାରେ ସବୁ ହେଉଛି ବୋଲି ଆମେ ଭାବିବା ଦରକାର।🙏🙏ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 💐🙏🙏❤️
@ashokkumarsahoo8044
@ashokkumarsahoo8044 2 ай бұрын
କିଛି ବର୍ଷ ପୂର୍ବେ ମହାପ୍ରଭୁ ଙ୍କ ର ଏହି ସେବା ରେ ନିୟୋଜିତ ଥିବା ସେବାୟତ ମାନେ ଯୁଆନ ପହିଲମାନ ଥିଲେ,ଦୁଇ ବେଳା ଜୋର୍ କୁସ୍ତି ଦଣ୍ଡ ବୈଠକ ଦଉଡ଼ି ଚଢିବା ମୁଦଗର ବୁଲେଇବା ଆଦି କସରତ କରୁଥିଲେ,ବର୍ତ୍ତମାନ୍ ହାତ ଗଣତି କିଛି ସେବାୟତ ଜିମ୍ ଯାଇ ଷ୍ଟେରେଡ ପାଉଡର tablet ଖାଇ ବଡି ବନାଇଛନ୍ତି,own power nill, ଆଉ ପ୍ରାୟ କୌଣସି ଜାଗା ଘରେ କୁସ୍ତି ଦେଖା ଯାଉ ନାହିଁ, ପ୍ରାୟ ଭୁବନେଶ୍ୱର କୋଉଥି ପାଇଁ ଯାଉଛନ୍ତି କାହାକୁ ଅଜଣା,ଆଉ ବଳ ଆସିବ କୋଉଠୁ ଶେଷ ନାଗ ଙ୍କୁ ସମ୍ଭାଳିବେ, ଜୟ ଜଗନ୍ନାଥ ଏହା ମୋ ଅନ୍ତର ର ବ୍ୟଥା
@rajenbiswal1405
@rajenbiswal1405 2 ай бұрын
ହେ ପ୍ରଭୁ କ୍ଷମା କର 😢😢😢
@hrudanandamajhi4441
@hrudanandamajhi4441 2 ай бұрын
ହେ ମହା ଵାହୁ ଜଗତର ଠାକୁର ରକ୍ଷା କର ଚକାନୟନ 🙏🙏
@basantadalai5951
@basantadalai5951 2 ай бұрын
ମହା ବିପଦ ର ଇଏ ହଉଛି ବହୁତ ବଡ ଆଗୁଆ ସୂଚନା ଜଣେଇଦେଲେ ବଳଭଦ୍ର ମହାପ୍ରଭୁ ହେ ପ୍ରଭୁ ତୁମେ ଇଏ କଣ ସୂଚନା ଦେବାକୁ ଚାହୁଁଛି କଣ ଆଗକୁ ହବ ଇଏ ସାରା ସଂସାରକୁ ରକ୍ଷା କର ପ୍ରଭୁ 🙏🙏🙏ଜୟ ଜଗନ୍ନାଥ
@narayandalai9799
@narayandalai9799 2 ай бұрын
ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩 ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩 ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩 ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿 ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏
@AaradhyaRath
@AaradhyaRath 2 ай бұрын
ସେବାୟତ ମାନଙ୍କ ର ଆଚାର ବ୍ୟବହାର ଅଲଗା haei ଗଲାଣି ..ଠାକୁର ଙ୍କୁ ଆଉ ମାନୁନାହାନ୍ତି....
@odishatourist523
@odishatourist523 2 ай бұрын
Thiki katha...panda mane seba re kichi bhul karithile tenu..adrusya sakti tanku(panda ) mananku...mada dei theli dei tale chapi dele...nije Prabhu..mada dele
@Bargarh11
@Bargarh11 2 ай бұрын
ଖାଲିସୁନା ଚେନ ଟା ଦେଖେଇବାରେ ବ୍ୟସ୍ତ ଏମାନେ।
@odishatourist523
@odishatourist523 2 ай бұрын
Waw Mazza asigala
@BanuaBanu-u7m
@BanuaBanu-u7m 2 ай бұрын
Khali suna 6en nuha amane kahu6nti a thakura kebala tankara au purire janma nei6nti boli tanka manare bahut garbha ahnakara heigalani sara bisware tatha tana hela parebi ea bhabu6nti thakura kebala tankara pulaa tanka paisa heigalani au seba jemti pau6nti mana e6are karu6n6i tankara ta mina tanka sunare garam hei rahu6i na au seba jemti hau6i hau kn darkara hau6ita au kalijuga sesa habara sanketa sabu asu6i gote pare gote sei panda manaka duwara
@ajitbiswal308
@ajitbiswal308 2 ай бұрын
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ ରକ୍ଷା କର ହେ ,ସବୁତ ତୁମ ଇଚ୍ଛା ପ୍ରଭୁ 🙏🙏🙏🙏🙏
@Babaphakiryoutube
@Babaphakiryoutube 2 ай бұрын
ଯେତିକି ସେବାୟତ ଲାଗିବା କଥା ଅଧିକ ସେବାୟତ ହେବାଦ୍ବାରା ଭିଡ଼ରେ ପଛ ସେବାୟତ ଠେଲି ଦେଉଛନ୍ତି ଦୃଶ୍ୟ କୁ ଠିକ୍ ରେ ଦେଖନ୍ତୁ ଜାଣି ପାରିବେ ସବୁ ଭୁଲ୍ ସେବାୟତର ଜୟ ଜଗନ୍ନାଥ 🙏
@Babylovesbabu
@Babylovesbabu 2 ай бұрын
ମୋ ପ୍ରଭୁ ଙ୍କ ର କିଛି ହୋଇନି ତ 😭😭😭😭😭
@mukulbabavlogs6588
@mukulbabavlogs6588 2 ай бұрын
Baliara bhuja mahabahu sesa naga ananta sie sie dunia re sarbasaktiman tankara kn haba
@sundardas4981
@sundardas4981 2 ай бұрын
Are besi aao kan habo hato gado to nahi bhangibo kano hon tike mundo phathi thobo fastaid ku nele thik hobo 😂😂😂😂😂😂😂 nija ku sambhali paruni tote kanun sambhalibo
@laxminarayansethy2332
@laxminarayansethy2332 2 ай бұрын
ପ୍ରଭୁ ବଳଭଦ୍ର 🙏ମା ସୁଭଦ୍ରା 🙏ଜୟ ଜଗନ୍ନାଥ🙏 ରକ୍ଷା କର🚩
@Jagannathadham
@Jagannathadham 2 ай бұрын
ମୋହା ପ୍ରଭୁ ସବୁ ତୁମ ଇଛା 🙏🙏🙏😔
@SMSTARSTUDIO
@SMSTARSTUDIO 2 ай бұрын
ହେ ପ୍ରଭୁ କ୍ଷମା କରିବ 🙏🙏🙏 ଜୟ ଜଗନ୍ନାଥ 🙏🙏🙏
@linkankumarbeura9885
@linkankumarbeura9885 2 ай бұрын
ସଂସାର ପାଇଁ ବିପଦ ନାହିଁ କିନ୍ତୁ ପାପି ଦଇତାପତି କ୍ନୁ ଦଣ୍ଡ ଦିଆଗଲା ବୁଝିବା ଦରକାର୍ 👍
@truptiranjan863
@truptiranjan863 2 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🏻 ଓଡ଼ିଶା ବାସୀ ଙ୍କ ପାଇଁ ବିପଦ ସମୟ ଆସି ଗଲା....😢 କିଛି ଗୋଟେ ବଡ଼ ଅଘଟଣ ହେବ ଆମ ରାଜ୍ୟ ବାସୀ ଙ୍କ ପାଇଁ 😢
@psmutiprabha
@psmutiprabha 2 ай бұрын
ବଡ଼ ବିପଦ ମାଡ଼ି ଆସୁଛି ଏ ଜଗନ୍ନାଥ ଧାମ କୁ । ହେ ପ୍ରଭୁ ରକ୍ଷା କର ସମସ୍ତଙ୍କୁ 🙏🙏
@MililataPanda
@MililataPanda 2 ай бұрын
🙏🏻🙏🏻 ତ୍ରହିମା ପ୍ରଭୁ ଓଡ଼ିଶା ବାସୀଙ୍କୁ ରକ୍ଷା କର,ଜୟ ଜଗନ୍ନାଥ ମହାପ୍ରଭୁ ଶରଣ🙏🏻⭕❗⭕
@KALAHANDIDIARY
@KALAHANDIDIARY 2 ай бұрын
Jai jaganath ବେଶୀ ଦଇତା ପତି ସେବାୟତ ରଥ ଉପରେ ରହିଥିଲେ
@sanghamitradas371
@sanghamitradas371 2 ай бұрын
Semane bhabuchanti Puri mandir ra Amara
@arjunpangijindabad6747
@arjunpangijindabad6747 2 ай бұрын
ଏ ପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ସମସ୍ତ ଭକ୍ତ ଙ୍କୁ କ୍ଷମା କରନ୍ତୁ 🙏🙏🙏
@tokpok7954
@tokpok7954 2 ай бұрын
ସବୁ ଗଞ୍ଜଡ଼ିଆ ଏକାଠି ହେଲେ କଣ ହେବ 😮😮😮
@sanghamitradas371
@sanghamitradas371 2 ай бұрын
Emanaku bahara karajau
@tokpok7954
@tokpok7954 2 ай бұрын
@@sanghamitradas371 ଖାମଖିଆଲି କାମ କରୁଛନ୍ତି both ସେବାୟତ, ପ୍ରଶାସନ
@mamunidash1370
@mamunidash1370 2 ай бұрын
ପ୍ରଭୁ ସବୁ ବିପଦରୁ ରକ୍ଷା କରିବ ତୁମେ ହିଁ ଏକା ସାହା ଭରଷା ଜୟ ଜଗନ୍ନାଥ 🙏🙏
@NimaincharanDas-in9ko
@NimaincharanDas-in9ko 2 ай бұрын
😢😢😢 ହେ ପ୍ରଭୁ ବଳଦେବ କ୍ଷମା କରି ତୁମ ଯାତ୍ରା ସଫଳ କରନ୍ତୁ ପ୍ରଭୁ ❤❤🙏🙏😭
@rameshchhota3184
@rameshchhota3184 2 ай бұрын
ଜଗନ୍ନାଥଙ୍କୁ ଦେଖେଇବା ବଦଳରେ ନିଜକୁ କେମରା ଆଗରେ ଦେଖଉଥିବା ରୁ ପରେମଶ୍ବର ଙ୍କ ରାଗ
@minatirout7523
@minatirout7523 2 ай бұрын
ହେ ପ୍ରଭୁ ବଳଦେବ କିଛି ଭୁଲ ଥିଲେ 😭😭🙏🙏ଆନନ୍ଦ ରେ କୁହ ପ୍ରଭୁ ବଡ ଠାକୁର କି ଜୟ
@manoj-jb5lk
@manoj-jb5lk 2 ай бұрын
Sevayat mane papi
@manasdash8604
@manasdash8604 2 ай бұрын
ହେ ପ୍ରଭୁ ସମସ୍ତଦଇତାପତିଙ୍କୁ କ୍ଷମା କରିଦିଅଆଗକୁ କିଛିବି ବିପଦ ମାଡ଼ିନଆସୁ🙏
@Bidusa_rani
@Bidusa_rani 2 ай бұрын
ହେ ପ୍ରଭୁ ଭୁଲ ଥିଲେ କ୍ଷମା କରିବ 🙏😭 JAY SHREE JAGANNATH 🙏❤️❤️❤️
@prashantarout3472
@prashantarout3472 2 ай бұрын
ହେ ପ୍ରଭୁ ଜଗନ୍ନାଥ ତୁମେ ହିଁ ସାହା ଭରଷା
@jitendrajitendra9045
@jitendrajitendra9045 2 ай бұрын
ସବୁ ପଛରେ ଥିବା ସେବାୟତ ଙ୍କର ଦୋଷ
@BHAKTIArchana
@BHAKTIArchana 2 ай бұрын
କରି କରାଉ ଥାଇ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ....ସେ ହିଁ ସବୁ ମୂଳ ର କାରଣ ଓଡ଼ିଶା ବାସି ଚିନ୍ତା କର ନାହିଁ ତାଙ୍କ ଶରଣାଗତ ହୁଅନ୍ତୁ ସେ ସବୁ ବିପଦ ରୁ ରକ୍ଷା କରିବେ ଯିଏ ଅଧର୍ମ ଅନାୟ ରେ ଥିବ ସେ ହିଁ ଡରିବ🙏🙏
@bichindrapangi9600
@bichindrapangi9600 2 ай бұрын
Jai jagannath 🙏🙏🙏🌺🌄❤️
@soudaminipattnaik7100
@soudaminipattnaik7100 2 ай бұрын
ଭଗବାନ ଜଗନ୍ନାଥ ସେବାୟତ ମାନଂକୁ ସତବୁଧି ଦେଇ ସହାୟ ହୁଅନ୍ତୁ
@RojalinSahoo-mq8lm
@RojalinSahoo-mq8lm 2 ай бұрын
ହେ ଚତୁର୍ଥl ମୂରତି ଏ ସାରା ସଂସାର କୁ ରକ୍ଷା କର ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳ ଭଦ୍ର ଜୟ ଶ୍ରୀ ଶୁଭାଦ୍ରା ମାତା ଜୟ ଶ୍ରୀ ସୁଦର୍ଶନl✋🖐️
@binayakumarramramdalbehera728
@binayakumarramramdalbehera728 2 ай бұрын
ରଥ ଉପରେ ଯେତିକି ରହିବା କଥା ତା ଠାରୁ ଅଧିକ ସେବକ ଥିଲେ ,ସେଥିପାଇଁ ଏମିତି ହେଲା , ଠାକୁରଙ୍କ ପଛ ପଟରୁ ରଶି ଦ୍ଵାରା ଆୟତ୍ତ କରିବାର ଥିଲା,
@AjitDas-cp3xk
@AjitDas-cp3xk 2 ай бұрын
❤କରି କରାଉ ଥାଇ ସେହି ଚାନ୍ଦା ଖାତାରେ ନା ନାହିଁ , ତା ମାୟା ତାକୁ ଅଗୋଚର ,କାହୁଁ ଜାଣିବେ ନରଛାର ,❤ଜୟ ଜଗନ୍ନାଥ ❤
@jyotirmayeesahoo3230
@jyotirmayeesahoo3230 2 ай бұрын
ରଖେ ହରି ତ ମାରେ କିଏ ମାରେ ହରି ତ ରଖେ କିଏ 🙏 ମୁଁ କହୁନି eita ମିଛ ବୋଲି ମୁ ମଧ୍ୟ live ଚାଲୁଥିବା ବେଳେ ଦେଖିଥିଲି ଏଇ ଦୃଶ୍ୟ ଜୟ ଜଗନ୍ନାଥ 🙏
@KausallyMallik
@KausallyMallik 2 ай бұрын
ହେ ପ୍ରଭୁ ଭୁଲ ଥିଲେ କ୍ଷମା କର ଜୟ ଜଗନ୍ନାଥ
@basantarout9538
@basantarout9538 2 ай бұрын
ସେବାୟତ ମାନଙ୍କ ସେବା ରେ କିଛି ନା କିଛି ତ୍ରୁଟି ରହିଚି, ସେଥି ପାଇଁ ଏମିତି ଅଘଟଣ ଘଟିଲା.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@bijaypatra9105
@bijaypatra9105 2 ай бұрын
ବଡ଼ ଠାକୁର କର ମୁହଁ ଚେଛି ଦେଲ ତମ ମାନ କର ବିପଦ ଘନେଇ ଆସିଲା ରେ ସରକାର ହୁଅ ନହେଲେ ସେବ୍ୟୟତ ତମ ମାନଙ୍କର ବିଚାର କରିବ କାଳିଆ 🙏
@AratiSanta-s2q
@AratiSanta-s2q 2 ай бұрын
ହେ ଭଗବାନ ରକ୍ଷା କର ଏ ସଂସାର ଙ୍କୁ🙏🙏🙏 ଜୟ ଜଗନ୍ନାଥ ସ୍ୱାମୀ ନଜନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@luckybehera9
@luckybehera9 2 ай бұрын
ଜୟ ଜୟ ଜଗନ୍ନାଥ
@pappuprakash8477
@pappuprakash8477 2 ай бұрын
ହେ ପ୍ରଭୁ ⚫‼️⚫ରକ୍ଷା କର ଏ ଜଗତକୁ 🙏🙏🙏🙏🙏🙏
@kumarraju957
@kumarraju957 2 ай бұрын
ଜୟ ଶ୍ରୀ ଜଗନ୍ନାଥ 🚩🚩🙇🙏🙏
@manojkumarraj656
@manojkumarraj656 2 ай бұрын
କଳିଯୁଗ ଶେଷ ର ସଂକେତ ।
@humdevdutt2801
@humdevdutt2801 2 ай бұрын
😂😂
@OmmPrakashMishra-r5j
@OmmPrakashMishra-r5j 2 ай бұрын
Are bhai jaha haba kn kali juga ra sesa karana 🤦🏻🤦🏻
@haresh8896
@haresh8896 2 ай бұрын
Yanku jagannath phone kariki kahithile ta kahuchanti au😂😂
@badalswain9875
@badalswain9875 2 ай бұрын
ମହା ପ୍ରଭୁଙ୍କର ଏଇଟା ଗୋଟେ ସଂକେତ ସେବାୟତ ମାନେ ସୁଧୁରି ଯାଆ ନହେଲେ ଆହୁରି ଭୋଗିବ ମହା ପ୍ରଭୁଙ୍କୁ ନାଏକି ଯାହା ସବୁ କରୁଛ ଆଘକୁ କିଛି ଭଲ ହବନି ଜୟ ଜଗନ୍ନାଥ 🙏🙏🙏🙏🙏
@pradeepbiswal8217
@pradeepbiswal8217 2 ай бұрын
ଜଗନ୍ନାଥ ମନ୍ଦିରରେ ଘରଇ କରଣ କଲେ ସେବା ଇଅ ତ ମାନେ ଠିକ୍ ହୋଇଯିବ
@emperorc-wpti108
@emperorc-wpti108 2 ай бұрын
ହେ ପ୍ରଭୁ😢 🙏ତ୍ରାହିମାମ୍..
@hemantabehera4046
@hemantabehera4046 2 ай бұрын
ଦୟାକରି ମେଡ଼ିଆ ଭାଇ ମାନଙ୍କୁ ଅନୁରୋଧ ଏଇ ଦୃଶ୍ୟ କୁ ବାରମ୍ବାର ଦେଖାନ୍ତୁ ନାହିଁ🙏🏻 ଆମକୁ ବହୁତ ମର୍ମାହତ ଲାଗୁଛି 😢
@SubhasiniParida-fh3kc
@SubhasiniParida-fh3kc 2 ай бұрын
Naveen Sir nka luha 😭 dekhi bhagwan sahi parileni .sethi paen papi mananku sanketa dele ...Jay jagannath 🙏
@jayakrushnachoudhury1624
@jayakrushnachoudhury1624 2 ай бұрын
ବିଜେପି ଆସିଲା, କ'ଣ କ'ଣ ଘଟିବ ଠିକଣା ନାହିଁ
@sanghamitradas371
@sanghamitradas371 2 ай бұрын
Tu kahili basiki politics kare au Puri mandir panduku deide sabu lutidaba
@RajeshDas-xn6yn
@RajeshDas-xn6yn 2 ай бұрын
ମୋ ପ୍ରଭୁ ଜଗନ୍ନାଥଙ୍କ ଭଲ ଆଚନ୍ତି ତ
@humdevdutt2801
@humdevdutt2801 2 ай бұрын
ଛି ଛି ନିଜେ ଧରୁଛ, ଆଉ ନିଜେ ବଡ଼ ଠାକୁର କହୁଛ 😂 ନିଜେ ନିଜକୁ ବଚେଇପରିଲେ ନି ବଡ଼ ଠାକୁର 😂 ବଡ଼ ଠାକୁର ପୃଥିବୀ କୁ ଚୁମ୍ବନ ଦେଉଥିଲେ news କର plz😂😂😂
@humdevdutt2801
@humdevdutt2801 2 ай бұрын
Medical କାହିଁକି ନେଲେ, ବଡ଼ ଠାକୁର ଠିକ୍ କରିଥାନ୍ତେ 😂😂😂
@alockjena7169
@alockjena7169 2 ай бұрын
କେମିତି ରହିବେ ତମର ସିନା ପ୍ରଭୁ ଜଗନ୍ନାଥ ଙ୍କ ଚିନ୍ତା କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ତାଙ୍କ ବଡ ଭାଇ ଙ୍କର ଚିନ୍ତା କଣ ପାଇଁ ଆଜି ମୋ ଭାଇ ଝୁଣ୍ଟି ପଡିଲା...
@Musicjunction382
@Musicjunction382 2 ай бұрын
​@@humdevdutt2801ବାଣ୍ଡ ତୁଇ କାନା ବେ ହିନ୍ଦୁ କି ଗୋ ମାଂସ ଖାଉ ବାଲା
@debasmitaparida2072
@debasmitaparida2072 2 ай бұрын
Hau re pua hasutha janinu bada thakura kie.Se Sesanag sankarsana.Se haligale brahmanda thari uthiba.Hala musala dharile pruthibi akasha tini pura kampijiba.Aji se padigale janitha ghor bipatti asuchi.Apekhya kara au alpa dine ghatiba.Setebele bhabuthibu se kie.
@bhagirathiswain2680
@bhagirathiswain2680 2 ай бұрын
Jay ho Bada Thakur Mahaprabhu..Apko koti koti pranam 🌹🙏🙏🙏🌹
@rajatkumarduttabeautyliesi3154
@rajatkumarduttabeautyliesi3154 2 ай бұрын
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻
@pabitrabiswal9744
@pabitrabiswal9744 2 ай бұрын
🙏🙏🙏
@NikhilKumardkl
@NikhilKumardkl 2 ай бұрын
ଖାଲି ଖାଇଲେ କ'ଣ ହେବ ଦେହରେ ବଳ ଥିବା ଦରକାରୀ ଏ ଶଳା ବ୍ରାହ୍ମଣ ମାନେ ଭଗବାନ କୁ ଭଗବାନ ମାନୁ ନାହାନ୍ତି ମୁଁ ରଜ କୁ ପୁରୀ ଯାଇଥିଲି ହେଲେ ଏ ଶାଳା ବ୍ରାହ୍ମଣ ମାନଙ୍କ ବ୍ୟବହାର ଦେଖି ମୁଁ ଭଗବାନ ଆଉ ଦର୍ଶନ କଲି ନାହିଁ
@Volg69Days
@Volg69Days 2 ай бұрын
Jay shree jagannath Swami ⭕‼️⭕🙏🙏🙏🙏🙏🙏🙏❤️🚩 Jay shree bhalbhdra ji 🙏🙏🙏🙏🙏🙏🙏❤️🚩 Jay Maa Subhadra ji ❤🙏🙏🙏🙏🙏🙏🙏🚩kyama kara🙏🙏🙏🙏🙏🙏🙏❤️❤️❤️❤️❤️❤️❤️🚩🚩🚩🚩🚩🚩🚩
@Babylovesbabu
@Babylovesbabu 2 ай бұрын
ପ୍ରଭୁ 😭😭😭
@sureshmajhi4280
@sureshmajhi4280 2 ай бұрын
ଜୟ ଜଗନ୍ନାଥ ଜୟ ମହାବାହୁ ତୁମେ ହିଁ ସାହା ଭରଷା 🙏🙏🙏
@santoshkandi1398
@santoshkandi1398 2 ай бұрын
ଯେତିକି ବିନାଶ ଆସୁଚି, ସେତିକି ସେତିକି ବିପଦ ଆସୁଚି, ପ୍ରଭୂ ରକ୍ଷା କର 😢😢😢😢😢
@ODISHABHAI-eq8jq
@ODISHABHAI-eq8jq 2 ай бұрын
ଆଗ କୁ ଆହୁରି ଭୟଙ୍କର ବିପଦ ଆସିବ, କପି କରି ରଖ,🙏🏻 ମିଥ୍ୟା ଅପ ପ୍ରଚାର କରି ଏ ସରକାର ଶାସନ କ୍ଷମତାକୁ ଆସି ଛି
@jitendradas916
@jitendradas916 2 ай бұрын
Han sata katha. EVM tampering kariki anyaya batare khyamata ku asithiba e dala ku Sqayam Bhagaban Jagannath hin shasti debe.
@subhransudalai8360
@subhransudalai8360 2 ай бұрын
@JayaMeher-b5x
@JayaMeher-b5x 2 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@ReenkuVlogs
@ReenkuVlogs 2 ай бұрын
ସବୁ ପାନ ପୁଡ଼ିୟା ମାଂସାହାରି ଖାଇ ବଡ଼ଠାକୁର କୁ ଛୁଇଁବେ ତ କଣ ହେବ ଦୁନିଆ,,,, ବେଶୀ,,,, ବ୍ରାହ୍ମଣ ମାନେ,,,, ପୁଜା କରୁଛନ୍ତି ,,,,ଜୟ ଜଗନ୍ନାଥ 🙏🌻🙏
@dharmendrabehera837
@dharmendrabehera837 2 ай бұрын
କାହିଁକି ପଡିଗଲେ? କାରଣ ଭକ୍ତ ମାନଙ୍କୁ ଠକି ଥିବାରୁ। ସର୍ବ ସାଧାରଣ ଲୋକଙ୍କ ର ପଇସା ଲୁଟି ମୋଟା ମୋଟା ସୁନା ଚେନ୍ ଗଳାରେ ପକେଇ ବଡ଼ ବଡ଼ ପେଟ କାଢି ବହୁତ୍ ଉତ୍ପାତ ହେଉଥିଲେ ବଡ଼ ଠାକୁର ଆଉ ସହି ପାରିଲେନି। ନାଁ କଣ ଆମେ ବ୍ରାହ୍ମଣ ଭଗବାନ ଙ୍କ ସହିତ ସମାନ। ଭଗବାନ୍ କାହାର ବି ଅନ୍ୟାୟ କେବେ ବି ସହି ନାହାନ୍ତି। ଜୟ ଜଗନ୍ନାଥ
@AnnoyedNeuron-uj5zs
@AnnoyedNeuron-uj5zs 2 ай бұрын
Jay jaganntha
@subasnayak1510
@subasnayak1510 2 ай бұрын
ଆହତ ହେଇଥିବା ସମସ୍ତ ଙ୍କ ଭିତରୁ ବୋଧେ ଜଣେ ମେଡିକାଲ ଯାଇନାହାନ୍ତି
@diptipanda6348
@diptipanda6348 2 ай бұрын
🙏🏻ଜୟ ଜଗଦୀଶ ତୁମେ ହିଁ ସା ଭରସା 🙏🏻ଜୟ ଜଗନ୍ନାଥ
@gyanendranayakkumar5071
@gyanendranayakkumar5071 2 ай бұрын
ଆଉ ମହାପ୍ରଭୁଙ୍କ ଶେବା ଠିକିରେ ହଉନି...ଅଶୁଭଶଙ୍କେତ...ଏସେବାୟତ ଢୁଙ୍ଗି ପାଖଣ୍ଡି ପାପି ଗର୍ବୀ ଅହଁକାରି ହେବାୟତ
@urbashivlog
@urbashivlog 2 ай бұрын
Jay jagannatha 🙏
@yudhisthir123
@yudhisthir123 2 ай бұрын
Aasigala maha. Bipada🙏🙏rakhta kar🙏🙏🙏🙏🙏🙏
@biswambharmanahira966
@biswambharmanahira966 2 ай бұрын
ହେ ଭଗବାନ ଏ କଣ କଲେ ପ୍ରଭୁ
@sribatsapanigrahi5662
@sribatsapanigrahi5662 2 ай бұрын
ଏହାର ଶାନ୍ତି ପାଇଁ ଯଜ୍ଞାନୁଷ୍ଠାନ ସହ ବଳଦେବ ଜୀଉଙ୍କ ସହସ୍ର ନାମାଭିଷେକ ଓ ହୋମ ବିଧାନ କରି ବାକୁ ଅନୁରୋଧ
@BhimaBhoi-x7h
@BhimaBhoi-x7h 2 ай бұрын
ଜୟ ଜଗନ୍ନାଥ ❤❤👍🥰🥰🔥🔥🙏🙏🙏🙏🙏💐🙏💐🙏😎
@gyanaranjanswain3682
@gyanaranjanswain3682 2 ай бұрын
ହେ ପ୍ରଭୁ କ୍ଷମାକର ।🙏🙏🙏😢😢😢
@debendranarayandash9040
@debendranarayandash9040 2 ай бұрын
ତୁ କେମିତି ଜାଣିଲୁ ଆଗରୁ କେବେ ହୋଇନଥିଲା ବୋଲି ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଇଭଳି ହେବ
@Swainjayanti12
@Swainjayanti12 2 ай бұрын
ଅନ୍ୟାୟ, ଚାଲିଛି, ସମସ୍ତେ drhamarechala
@sradhaomm139
@sradhaomm139 2 ай бұрын
He Jagannath
@satrughanbehera7871
@satrughanbehera7871 2 ай бұрын
ପାଦ ଖସିଲେ ଜଣକର ଖସିବ ସମସ୍ତେ ପଡିଲେ କେମିତି ଆଗକୁ ବିପତି ମାଡି ଆସୁଛି ରତ୍ନ ଭଣ୍ଡାର ଖୋଲିଲେ ମରିବ ସବୁ
@ganeshbhoi2233
@ganeshbhoi2233 2 ай бұрын
🙏🙏ଖେମା କରିଦିଅ ହେ ପ୍ରଭୁ
@prasantapattanaik862
@prasantapattanaik862 2 ай бұрын
ସେ ପ୍ରଭୁଙ୍କ ଲୀଳା ସେ ଜାଣନ୍ତି।ଭଲ କି ମନ୍ଦ ହେବ ତାଂକ ପଣ୍ଡା ପ୍ରଭୁଙ୍କୁ ପଚାରି ଶୋଇ ପଡନ୍ତୁ।ପ୍ରଭୁ ସ୍ଵପ୍ନରେ କହିବେ।ନ ହେଲେ ଶଙ୍କରାଚାର୍ଯ୍ୟ କି ଗଜପତି କ୍ଷମା ମାଗି ପ୍ରାର୍ଥନା କରି ପ୍ରଭୁଙ୍କୁ ଶୋଇ ପଡିଲେ ୟାର ଅର୍ଥ ପ୍ରଭୁ ସ୍ଵପ୍ନରେ ତାକୁ ନିଶ୍ଚୟ କହିବେ।କାରଣ ଆମେ ସିନା ପାପୀ ମଣିଷ। ସେମାନେ ତ ପ୍ରଭୁଙ୍କ ପରମ ଭକ୍ତ ଓ ଧର୍ମାତ୍ମା।
@nrusinghbehera5015
@nrusinghbehera5015 2 ай бұрын
Prabhu sabu tumalila Jay Jagannath Jay haladhara 😭🙏🏻
@abanidas517
@abanidas517 2 ай бұрын
Jay Jagannath ki jay
@sujatamohanty8744
@sujatamohanty8744 2 ай бұрын
He prabhu 🙏🙏🙏🙏🙏😢
@maminabarik7340
@maminabarik7340 2 ай бұрын
Rakhya kara prabhu...
@Jyotidailyvlog121
@Jyotidailyvlog121 2 ай бұрын
ଗଟେ ଥରେ ପ୍ରଭୁ ଜଗନ୍ନାଥ ଖସି ପଡ଼ିଲେ ଆଉ ଏବେ ପ୍ରଭୁ ବାଲିଆ କଳିଯୁଗରେ ଆଉ କଣ କଣ ଦେଖିବାକୁ ପଡ଼ିବ। ସବୁ ପଣ୍ଡାପୁରହିତ ଙ୍କ ଭୁଲ ତାଙ୍କ ପାଇଁ ଏହି ସବୁ ଦେଖିବାକୁ ପଡ଼ୁଚି।
@manoj-jb5lk
@manoj-jb5lk 2 ай бұрын
Thik kahicha aunty
@ArjuncharanMaharana-mt8qm
@ArjuncharanMaharana-mt8qm 2 ай бұрын
କୁଆଡେ ଗଲା ସେ ପଣ୍ଡା କହୁଥିଲା ନବୀନ ପଟ୍ଟନାୟକ ଖରାପ ଏକଣ ହେଲା ମୋହନ ମାଝି ତୋ ଉପରେ ପ୍ରଭୁ ରାଗି ଛନ୍ତି ତୁ ତୁରନ୍ତ ଗାଦି ଛାଡ଼େ, ଓଡ଼ିଶା ବାସୀ ତମ ପାଇଁ ଅଶୁଭ ସମୟ ଆସିଗଲାଣି,ମୋହନ ଶାସନ ରେ ମରିବ ସବୁ ପ୍ରଭୁ ତମକୁ ଚେତେଇଦେଲେ, ମୋହନ ମାଝି ହଟି ଯାଅ ହଟି ଯାଅ ହଟି ଯାଅ ହଟି ଯାଅ ହଟି ଯାଅ ହଟି ଯାଅ, ଓଡ଼ିଶା ବାସୀ ମରିଯିବେ,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@MovieTrailer666
@MovieTrailer666 2 ай бұрын
ମୋ କଥା ଖରାପ ଲାଗି ପାରେ କିନ୍ତୁ ଥରେ ଭାବ ପୁରୀ ରେ ପଣ୍ଡା ମାନକର କଣ ଭଲ ବ୍ୟବହାର ଦେଖିବାକୁ ମିଳେ ।।।। ଏତେ ଗର୍ବ କଣ ପାଇଁ
@saratkumarnaik9041
@saratkumarnaik9041 2 ай бұрын
Jay Jagannath 🙏🙏🙏🙏....
@REENADIGAL-jk3pc
@REENADIGAL-jk3pc 2 ай бұрын
Jayjagarnnath probhu rakyakara❤❤🙏🙏🙏
@BasantaBhukta-k6y
@BasantaBhukta-k6y 2 ай бұрын
ଭଗବାନ ଜାହା କରନ୍ତି ଶେ ଶବୁ କୁ ମଣିଷ ବୁଝି ପାରେନାହିଁ
@brajeswarisingh909
@brajeswarisingh909 2 ай бұрын
ଈଶ୍ୱର ଅନ୍ୟାୟ କରୁଥିବା ଲୋକଙ୍କୁ ଦଣ୍ଡ ଦେବେ, ସତ, ନ୍ୟାୟ, ଧର୍ମ ରେ ଚାଲିଥିବା ଲୋକଙ୍କୁ କେବେ ଦଣ୍ଡ ଦେବେନି ଯେଉଁ ସେବାୟତ ଙ୍କର କିଛି ଭୁଲ ଥାଇପାରେ,🙏
How To Get Married:   #short
00:22
Jin and Hattie
Рет қаралды 28 МЛН
Which One Is The Best - From Small To Giant #katebrush #shorts
00:17
Kluster Duo #настольныеигры #boardgames #игры #games #настолки #настольные_игры
00:47
Двое играют | Наташа и Вова
Рет қаралды 3,7 МЛН
Rath Yatra 2024 | Shree Jagannath Anubhuti | Pragyan | Alankar TV
16:20
India Beats Pak in WT20 World Cup // SUBHADRA Fund Release on Oct 9
21:44
How To Get Married:   #short
00:22
Jin and Hattie
Рет қаралды 28 МЛН