ଛାତ ଉପରେ ପଡ଼ିଛି ବୋହୂର ଦରପୋଡ଼ା ଶବ | Lady Found Dead In Suspicious Condition | Balasore |Odisha Reporter

  Рет қаралды 862,770

Odisha Reporter

Odisha Reporter

Күн бұрын

Пікірлер: 446
@jchoudhury274
@jchoudhury274 Жыл бұрын
ଯୌତୁକ ଲୋଭି ଯାକ ବାରମ୍ବାର ଏମିତି ପୋଡ଼ି ମlରୁଛନ୍ତି ଏ ମାନଙ୍କୁ କୋଠର ଦଣ୍ଡ ଦରକାର ଜୟ ଜଗନ୍ନାଥ
@abinsuna438
@abinsuna438 Жыл бұрын
ଧନ୍ୟବାଦ ମହିଳା ମାନେ ଗ୍ରାମ ର ମହିଳା ମାନେ ଏମିତି ହେବା କଥା 👍👍👍👌
@sabitadansana8387
@sabitadansana8387 Жыл бұрын
Yes
@lipikamallick5900
@lipikamallick5900 Жыл бұрын
ଆଗରୁ ଏମିତି ହେଇଥିଲେ ଶାଶୁ ଶଶୁର ଏତେ ବାଟ ଯାଇନଥାନ୍ତେ
@kunilatasahoo3908
@kunilatasahoo3908 Жыл бұрын
ଏଇ ଭଳି ଡାହାଣୀ, ଅଲକ୍ଷଣି,ବଳୁଙ୍ଗୀ ମାନେ ପୁଅ ମାନଙ୍କୁ ହାତରେ ରଖି ବୋହୂ ମାନଙ୍କୁ ଏମିତି ମରୁଛନ୍ତି, ସ୍ବାମୀ ହେଉଚି ପରମ ସୈତାନ୍,ତେଣୁ ମୋର ଏତିକି ଅନୁରୋଧ ତା ପରିବାର ଲୋକ ମାନଙ୍କୁ ଫାଶୀ ଦଣ୍ଡ ଦିଆ ଯାଉ,ବୋହୂ ମାନଙ୍କୁ ବିଭିନ୍ନ ପ୍ରକାରର ଅତ୍ୟାଚାର ଦିଆ ଯାଉଚି,ଯାହା କି ଲୋକ ଲୋଚନକୁ ଆସି ପାରୁନି
@Maagouri2828
@Maagouri2828 Жыл бұрын
R8 hele kn heba swami manak budhi nahi
@princessmama2444
@princessmama2444 Жыл бұрын
Fasi deleta sahajare marijiba taku amiti danda diajiba darkar ki se mariparuthiba ki banchi parunathiba
@puspalataroutray6507
@puspalataroutray6507 Жыл бұрын
Correct
@kedarkumarsenapati
@kedarkumarsenapati Жыл бұрын
swami mane 1St satru wife ra
@sabitadansana8387
@sabitadansana8387 Жыл бұрын
Right
@basantieating7843
@basantieating7843 Жыл бұрын
ଆତ୍ମ ହତ୍ୟା କରିଥିଲେ ଚିତ୍କାର କରି ଥିବ ପରିବାର ଲୋକେ କ'ଣ କରୁଥିଲେ ? ଘର ଭିତରେ ପୋଡ଼ି କରି ଛାତରେ ପକାଇ ଦେଇ ଛନ୍ତି
@puspalataroutray6507
@puspalataroutray6507 Жыл бұрын
Correct
@hinditegvdo9772
@hinditegvdo9772 Жыл бұрын
ନା ନା ସେମିତି ହେଲେ ଯେଉଁଘରେ ପଡିଥିବେ ସେ ଘର ବି ତା ପୋଡ଼ିଯାଇଥିବ ନା ସେମିତି ନୁହଁ ଏଥିପାଇଁ ସମ୍ପୂର୍ଣ ଶାଶୁ ଘର ଲୋକ ଦାୟୀ ହିଁ କିନ୍ତୁ ସେ ଯୌତୁକ ନିଜ୍ୟାତନା ନ ସହି ପାରି ସବୁ ଦିନ ମରି ମରି ବଂଚିବା ଅପେକ୍ଷା ନିଜେ ଆତ୍ମହତ୍ୟା କରିଥାଇ ପାରେ 🙏🙏🙏🙏
@nilendrisahoovlogs312
@nilendrisahoovlogs312 Жыл бұрын
ଘର ଲୋକଙ୍କର ଭି ଭୁଲ୍ ଅଛି..... ସବୁ ଜାଣି ଭି ପୁଣି ଶାଶୁ ଘରେ ରହିବା କଣ ଦରକାର ଥିଲା... ନିଜେ ନିଜ ବିପଦ କୁ ଡାକନି... ଏମିତି ଲୋକଙ୍କ ଠାରୁ ଦୂରେଇ ନିଜେ ସ୍ୱାବଲମ୍ବୀ ହେବା ଦରକାର
@pihu6710
@pihu6710 Жыл бұрын
Jhia ku sasu ghara loka jadi kahibe je aji to bapa ghara ku paleilu sabu dina to bapa ghara Raha boli, ,au thenu sei sasu ghare rahibaku badha
@ayushmurmu9281
@ayushmurmu9281 Жыл бұрын
Emane Joutuko lovi. Ketota jhio ro life nosto koribe...
@learntogether8344
@learntogether8344 Жыл бұрын
ରାକ୍ଷସୀ ଶାଶୁ.. ଯଦି ଆତ୍ମ ହତ୍ୟା କରିଛି ତେବେ କାହିଁକି....
@lalit98193
@lalit98193 Жыл бұрын
Police ଦୃଢ଼ କାର୍ଯୟାନୁଷ୍ଠାନ ନିଅନ୍ତୁ
@MahaveerSingh-u5y
@MahaveerSingh-u5y Жыл бұрын
ସରକାରଙ୍କୁ ମୁଁ ବିନମ୍ର ସହିତ ନିବେଦନ କରେକି, ଯୌତୁକ ନିର୍ଯ୍ୟାତନା ସହନପାରି କିମ୍ବା ଯୌତୁକ ଲୋଭି ଶାଶୁଘର ଲୋକେ, ବହୁକୁ ମାନସିକ ,ଶାରୀରିକ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମଧ୍ୟ ମାରି ଦେଉଛନ୍ତି। ତେଣୁ ଯୌତୁକ ଜନିତ ଆଇନ କୁ କଡ଼ା କଡ଼ି ଭାବେ ଲାଗୁକରି ଯିଏ ଯଦି ଯୌତୁକ ଦେବ ତାକୁ ଜେଲ୍ ଏବଂ ଯିଏ ଯୌତୁକ ନେବ ତାକୁ ମଧ୍ୟ ଜେଲ୍ ଯିବାର ବ୍ୟବସ୍ଥା ଯଦି ବିଧି ବଦ୍ଧ ଭାବରେ , ଆଇନ ର ଲିଖିତ ରୂପ ରେ ସମସ୍ତ ଙ୍କ ପାଇଁ ଲାଗୁ ହେଲେ। ସମସ୍ତେ ଉପକୃତ ହୁଅନ୍ତେ। 🙏
@presanmallik1494
@presanmallik1494 Жыл бұрын
Right
@sumatibehera7118
@sumatibehera7118 Жыл бұрын
Yes
@Saidevotee04
@Saidevotee04 Жыл бұрын
Right
@rashmitarout9203
@rashmitarout9203 Жыл бұрын
ବହୁତ୍ ବହତ୍ ଧନ୍ୟବାଦ ଏହି ଗ୍ରାମବାସୀଙ୍କୁ। କୋଟି ନମସ୍କାର 🙏🙏🙏🙏
@shashanknanda8699
@shashanknanda8699 Жыл бұрын
ଯିଏ ମଲେ ସେ ମୋ ଶାଳୀ ହୁଅନ୍ତି, ତାଙ୍କ ସତ ବର୍ଷ ର ପୁଅ ଛ ମାସର ଝିଅ ଟିଏ ଅଛି, ତାକୁ ତା ଶାଶୁ ଘର ଲୋକ ବହୁତ ନିର୍ଯାତନା ଦେଉଥିଲେ 😢ସେ ମାନେ ହିଁ ମାରିଛନ୍ତି
@Q-uee
@Q-uee Жыл бұрын
ଯାହା କୁହ ଭାଇ ତୁମ ସଡୁ ଭାଇ ର ପଛରେ ଅଛଡା ବାଉଁଶ ଭରିବା ଦରକାର. ଆରେ ମା ଗିଆ ମା କୁ କୁଣ୍ଢେଇ କି ଶୋଇଲୁନି ମାଈପ କାଇଁ ଆଣୁଥିଲୁ ମା ଗିଆ ତୋର ଭଉଣୀ ଅଛନ୍ତିନା ତୋ ଭଉଣୀ ସହ ତା ଶାଶୂଘର ଲୋକ ଏମିତି କରିଥିଲେ ତତେ କେମିତି ଲାଗିଥାନ୍ତା
@Q-uee
@Q-uee Жыл бұрын
ଭାଇ ନୁମ୍ବର ଟିକେ ଦେଲ ତୁମ ସଡୁ ଭାଇ ର
@shashanknanda8699
@shashanknanda8699 Жыл бұрын
ସେ ଶଳା ହାରାମି ବାହାରେ ଅଛି
@sunilkumar-lo3vu
@sunilkumar-lo3vu Жыл бұрын
Aei bhai mate tike de re ta no se bhauni giha kete no bedhei chhua kire nani giha gote manisa marilu tate fasi dia jau
@shashanknanda8699
@shashanknanda8699 Жыл бұрын
ଆମେ ଚାହୁଁ ଥିଲେ ତାକୁ ନେଇ ଆସିବା ପାଇଁ ସେ କହୁଥିଲା ଯେ ପରେ ହୁଏ ତ ତାଙ୍କ ମନ ପରିବର୍ତ୍ତନ ହେଇଯିବ, ସେ ବହୁତ ସରଳ ନିରୀହ ଝିଅ ଟିଏ.... ଆଉ ତାଙ୍କ ବାପ ଘର ଲୋକ ଗରିବ ଲୋକ....
@arabindapradhan5552
@arabindapradhan5552 Жыл бұрын
ଦୁଇଜଣ ବୁଢ଼ା ଓ ବୁଢ଼ୀ ବହୁଟିକୁ ମାରିଥିବେ ଲାଗୁନି, ବୁଢ଼ା ବୁଢ଼ୀ ସହ ଆଉ କିଏ ଏଥିରେ ସଂପୃକ୍ତ ଅଛି, ପୋଲିସ ଅନୁସନ୍ଧାନ କରୁ।
@bharatasahu1628
@bharatasahu1628 Жыл бұрын
ଅତ୍ୟନ୍ତ ହୃଦୟ ବିଦାରକ
@trinathbehera2792
@trinathbehera2792 Жыл бұрын
ଏମାନଙ୍କୁ ଉଚିତ୍ ଦଣ୍ଡ ଦରକାର
@Kapil-uh6yd
@Kapil-uh6yd Жыл бұрын
ଏଇଟା ପୁରା ଭାବେ ହତ୍ୟା ଯଦି ସେ ଦୁର୍ଘଟଣା ରେ ମରିଥାନ୍ତା ତ ରୋଷେଇ ଘରେ ମରିଥାନ୍ତା ଆଉ ତା ଘର ଲୋକେ ହସ୍ପିଟାଲ ନ ନେଇ ଛାତ ଉପରେ ପଡ଼ିବାର ଦେଖୁଛନ୍ତି କେମିତି
@ritanjalimuduli5195
@ritanjalimuduli5195 Жыл бұрын
ଏ ବୁଢ଼ୀ ମିଛ କହୁଛି ବୋହୁ ର କିଛି ହେଇନି ସେ ମନକୁ ମରିଗଲା ଛି ସେ ବୋହୁ ର ଅଭିଶାପ ପଡିବ ତମେ ସବୁ ଛଟ ପଟ ହେଇ ମରିବ.
@seedreamsinyourwoneyes
@seedreamsinyourwoneyes Жыл бұрын
Satare jadi tama katha satare parinata huaanta tahale emiti narirupi rakhasunijaka sahasa karunathante au Jane nari ra jibana nebaku. Eimtika rakhasuni jaka emiti kartuya Kariki sabubele bhalare santire sukhare hi rahuchanti
@puspalataroutray6507
@puspalataroutray6507 Жыл бұрын
E budhi pura michhei aku fasi dia jau
@sasmitaputi5497
@sasmitaputi5497 Жыл бұрын
ଏ ଘଟଣା ସହଜରେ ଧାରା ପଡିବ ଯଦି ମ୍ରୁତକ ର ପିଲାଙ୍କୁ ପଚରାଯାଏ
@Kapil-uh6yd
@Kapil-uh6yd Жыл бұрын
ଏ ଶାଶୁ ମୁହଁ ରେ ଟିକେ ବି ଦୁଃଖ ନାହିଁ
@Jashan-d3z
@Jashan-d3z Жыл бұрын
ଏ case ରେ ତ ଶାଶୁ ସ୍ୱାମୀ ଶଶୁର ସବୁ ନିର୍ଦୋଷ ରେ ଖଲାସ ହେବେ, ଆଇନ କଣ କରି ପାରିବ, ଗାଁ ଲୋକଙ୍କୁ ଡାକି ପଂଚାୟତ ବସାଇ ଦଣ୍ଡ ଦିଅ
@candyy3687
@candyy3687 Жыл бұрын
Semanku bhi semti jali diya jau
@MoonLight0466
@MoonLight0466 Жыл бұрын
ଯେବେ ବୋହୂ ସହ ସେମାନେ ଆଗରୁ ଖରାପ ବ୍ୟବହାର କରୁଥିଲେ ସେତେବଳେ ସାଇପଡିଶା ଏ କାମ କରିଥିଲେ ଆଜି ଏ ସବୁ ହେଇ ନ ଥାଆନ୍ତା
@user-bikash479
@user-bikash479 Жыл бұрын
Right
@prasantapadhi4934
@prasantapadhi4934 Жыл бұрын
Thanks all the 👍💯 cooperative villagers
@dillipputhal9299
@dillipputhal9299 Жыл бұрын
Thanks to brave of villagers, every village should take some steps, after that all types crime rate will definitely decrease,
@shashanknanda8699
@shashanknanda8699 Жыл бұрын
ହଁ ଯେ ଏବେ ସେ ଗାଁ ର 50 ଜଣ ମହିଳା ଉପରେ police ଆକ୍ସନ ନେବାକୁ ଯାଉଛି...
@jayalaxmiparida6344
@jayalaxmiparida6344 Жыл бұрын
​@@shashanknanda8699w
@fakirmohansahoo2079
@fakirmohansahoo2079 Жыл бұрын
ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@kirtanmahakudmahakud9220
@kirtanmahakudmahakud9220 Жыл бұрын
ସେ ବୁଢିକୁ ବେଣ୍ଟି ଗୋଡ଼େଇ ତାକୁ ପେଟ୍ରଲ ପକେ ଇଜାଳିଦିଅ ତାପରେ ଜାଣିବ
@Q-uee
@Q-uee Жыл бұрын
ଆରେ ମା ଗିଆ ମୋ କମେଣ୍ଟ ପଢିକି reply ଦେବୁ ସେ ଜାଳିବା ବେଳେ ଯୋଉ କଷ୍ଟ ପାଇଥିବା ତତେ sodiki ସେ କଷ୍ଟ କଣ ତୋତେ ଅନୁଭବ କରେଇ debi
@chilikaqueenmamuni6680
@chilikaqueenmamuni6680 Жыл бұрын
ସେଇ ଭଉଣୀ କୁ ନ୍ୟାୟ ଦିଆଯାଊ ନ ହେଲେ ସଵୁ ଗରିବ ଝିଅ ଏହାର ଶୀକାର ହେଵେ ସବୁ ଶାଶୁ ଏଇଭଳି ଗରିବ ଝିଅ ମାନଂକ ସହ କରିଵେ ପ୍ଲିଜ୍ ତାଙ୍କୁ ଦଣ୍ଡ ଦିଆଯାଉ
@bharatpradhan2462
@bharatpradhan2462 Жыл бұрын
ଜଣେ ନାରୀ ମଲା ପୁର୍ବରୁ ମହିଳା ସମିତି ଉଧାର କରିପାରିଲେ ନାହିଁ ‐କାହିଁକି.? ମଲାପରେ ନିଜ ମହିଳା ସମିତିର ଆଡବେଟାଇଜ କରିବାକୁ ଆଶିଛ.😢. କିଛି ନହେଲେ ଆଇନ ଆଉ ସେ ନାରୀର ବାପଘର ଲୋକଙ୍କୁ ଏନାରୀ ଟିକୁ ଜୀବିତହ୍ଯାଣ୍ତେଭର କରିପାରିଥାନ୍ତ.ଶ୍ୱାଥପର କାହିଁକିହଉଛ ‐ବଞ୍ଚିବା ଆଉ ବଞ୍ଚେଇବା ଶିଖ.ଖାଲି କଣ ଡକ୍ଟର ପୋଲିଷ ,ଅଗ୍ନିଶ୍ରମ,ଆର୍ମି ଏମାନେ ଜିବନ ଉଧାର କିରି ସୁରକ୍ଷା ଦେବେ ,ଆମେ ଭାରତିୟ ନାଗରିକ ହିଶାବରେ ଆମର କୌଣଶି ଦାଇତ୍ୱା ନାହିଁକି?
@suchitrasathapathy8592
@suchitrasathapathy8592 Жыл бұрын
ଜନସାଧାରଣ ଏମିତି ସଚେତନ ହେବା ନିହାତି ଜରୁରୀ।great job
@subhadramalik2566
@subhadramalik2566 Жыл бұрын
Hn bohu marijiba pare amiti sachetana heba katha.
@BEBINA-123
@BEBINA-123 Жыл бұрын
Tq u to brave villagers plz take action for this family members
@debasisswain4699
@debasisswain4699 Жыл бұрын
Very sad news
@harikrushnapatanayak825
@harikrushnapatanayak825 Жыл бұрын
Right karicha bhauni Mane samastanku pitiba katha
@suhasahoo5143
@suhasahoo5143 Жыл бұрын
Right✅
@Cartoontoon645
@Cartoontoon645 Жыл бұрын
ଏଟା ମା ବାପା ର ଭୁଲ୍, ଜେ ନିଜ ଛୁଆକୁ ସହିବା ସିଖାଉଚି ,ସେମାନେ ଦିନେ ନା ଦିନେ ନିଜ ଝିଅଙ୍କ ଏ ଅବସ୍ଥା ଦେଖିବା ପାଇଁ ରେଡ଼ି ଥାଅ। ଯେ ସହିଲା ସେ ମଲା।। ଏତିକି ଝଗଡ଼ା ମାରପୀଟ ଯଦି ହେଉଥିଲେ , ତେବେ ତାର ସମସ୍ୟା ର ସମାଧାନ ନ କରି ଛାଡିକି ଆସୁଥିଲେ କଣ ପାଈଁ? ଯାଉଠେ ଝିଅ ମାଡ଼ ଖାଉଚି, ସେଇଠି ନିଜ ଜନ୍ମ କଲା ଝିଅକୁ ମରଣ ମୁହଁ କୁ ବାପା ମା ହିଁ ଠେଲୁଛନ୍ତି
@subhadramalik2566
@subhadramalik2566 Жыл бұрын
Right jhia banchithiba bele ta katha kehib suna ntini mala pare jete sabu tamsa
@shashibhusanrout6877
@shashibhusanrout6877 Жыл бұрын
Very heart breaking😢😢😢😢
@subashchandramallick7696
@subashchandramallick7696 Жыл бұрын
ହେ ପ୍ରଭୁ ଜଗନ୍ନାଥ
@numerologistsannjoy5996
@numerologistsannjoy5996 Жыл бұрын
ଭଲ କରିଛନ୍ତି ଗାଁ ଲୋକେ 🙏🙏🙏
@sujitkumarmajhi7515
@sujitkumarmajhi7515 Жыл бұрын
ତଦନ୍ତ କରାଯାଉ
@rasmitamahapatra1047
@rasmitamahapatra1047 Жыл бұрын
Se sasu ku bi semiti podidio
@sarupabrek3343
@sarupabrek3343 Жыл бұрын
ଧନ ଲୋଭୀ ରାକ୍ଷସ ମାନଙ୍କୁ ମାରି ଦିଅନ୍ତୁ
@jenajena626
@jenajena626 Жыл бұрын
Maa ❤thanks
@patitakumarchoudhury9855
@patitakumarchoudhury9855 Жыл бұрын
ପୋଲିସ, ଆଇନ,ବ୍ୟବସ୍ଥା,କୋର୍ଟ, ଓକିଲ ସାମ୍ବିଧାନି ସବୁ ସବୁ ବେଧ, ସ୍ପଟ ମାଡ଼ ହେବା ଠିକ, ଆଇନ ବ୍ୟବସ୍ଥା ନ୍ୟାୟ ଦେବ ନାହିଁ.
@subashchandramallick7696
@subashchandramallick7696 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ
@chandrasekharsanta-bj2ux
@chandrasekharsanta-bj2ux Жыл бұрын
ଫାସୀ ଦିଅ ସେମାନଙ୍କୁ 😢
@bahubaliking5342
@bahubaliking5342 Жыл бұрын
ସେ ଘର ଲୋକ ଙ୍କୁ ବି ପେଟ୍ରୋଲ ଢ଼ାଳି ମାରିଦିଅ । ସେ ଶାଶୁ ଶଶୁର ବହୁତ କଷ୍ଟ ରେ ମରିବା ଦରକାର।
@Q-uee
@Q-uee Жыл бұрын
ଆରେ ସ୍ୱାମୀ ମାଗିଆ ମାଦୁରଚୋଡ଼ ତୋ ମାଇକିନା ତୋତେ କିଛି କୁହେନା ତୋ ମା ତା ପରମ ବେଧେଇ ଟା
@AdrushyaOfficial
@AdrushyaOfficial Жыл бұрын
ସବୁ ଶାଶୁ ଭୁଲ୍ ନୁହଁନ୍ତି, ସବୁ ହତ୍ୟା ପାପ ନୁହେଁ। ଆମ ଦୃଷ୍ଟି ଭଙ୍ଗୀ ବଦଳେଇବାକୁ ପଡ଼ିବ ଆଉ ଏଇ କିଛି ଭୁଲ ଲୋକଙ୍କ ପାଇଁ ଆମ ସମାଜ ଶୁଣିଛି
@prasantnaik6473
@prasantnaik6473 Жыл бұрын
ହେ ଭଗୱାନ ଦୁଇ ଦୁଇଟା ଛୁଆ ଥାଇ କି ଦୌତୁକ ନିର୍ଯ୍ୟାତନା ତନା ସେ ଛୁଆ ମାଙ୍କଠୁଁ ଅମୁଲ୍ୟ ସମ୍ପଦ ଆଉ ନାହିଁ ହୀରା ଠୁ ବଲି ଦୁଇ ଛୁଆ ଅଛନ୍ତି ପୁଣି ଯୌତୁକ ର ଲାଲଶା ସେ ବଧୂ ହତ୍ୟା ଏମାନଙ୍କ ପ୍ରତି କଡା କାନୁନ ବ୍ୟବହାର କରାଯାଉ l ଯେଉଁ ମାନେ ବି ଯୌତୁକ ଲାଲସାରେ ବଧୂ ହତ୍ୟା କରୁଛନ୍ତି କାହାକୁ ଛଡା ନ ଯାଉ l ଜୟ ଜଗନ୍ନାଥ 🙏🙏🙏ମହାବାହୁ ରକ୍ଷା କର 🙏🙏l
@rasmitamahapatra1047
@rasmitamahapatra1047 Жыл бұрын
Bhaut bhala
@kshitishkumar3927
@kshitishkumar3927 Жыл бұрын
Jay Jagannath
@rohitrachanavlogs
@rohitrachanavlogs Жыл бұрын
ଆହୁରି ଦିଅ ମା ମାନେ,,,,, ଚୁଟି ଘୁଶା ଡ଼ି କି ମାର
@sabitadansana8387
@sabitadansana8387 Жыл бұрын
Thanks to all villagers
@pradiptadas7381
@pradiptadas7381 Жыл бұрын
ବାଲେଶ୍ଵର ରେ ଏଶଵୁଚଳେ ଏକୀଛୀ ନୁଆ କଥା ନୁହ
@bijayakumarnayak2113
@bijayakumarnayak2113 Жыл бұрын
ଶାଶୁ ମା ନିରିହ କିଛି ଯାଣିନାହାନ୍ତି । ବୋହୁକୁ ଭୁତ ପୋଡିଦେଲା ।
@ramapradhan1248
@ramapradhan1248 Жыл бұрын
Jay Jagannath 🙏🙏🙏🙏🙏🙏
@user-sradha526
@user-sradha526 Жыл бұрын
Mo Didi ku bi ameti marithele but police kiche karelani 😭😭
@debasisswain4699
@debasisswain4699 Жыл бұрын
Very sad sister 😭😭😭😭
@sarita7390
@sarita7390 Жыл бұрын
Mo piusi ki bi ta diara tanti chipi mari dei thhila
@itheman1613
@itheman1613 Жыл бұрын
​@sarita7390 hey bhagaban! Se diara paapi banchichi na mala ?
@ninjaofficial3370
@ninjaofficial3370 Жыл бұрын
Hey bhgwan 😭 Knhaiki emti kruchanti sabu kete kosto heithibo taku😭😭kete case sabu houchi sudhhru nahanty knhaiki yarr 😭😭jadi siye bhul korichi taku devorce dei dei thantu madarchod mariki kana milila😭
@BidyadharNaik-wo1fx
@BidyadharNaik-wo1fx Жыл бұрын
ଗ୍ରାମର ମହିଳା ଠିକ କାମ କରିଛନ୍ତି
@puspalatabisoyi1999
@puspalatabisoyi1999 Жыл бұрын
Mate bahuta dukha laguchi 😢😢
@pramodkumarparida1707
@pramodkumarparida1707 Жыл бұрын
He bhagwan 😢😢😢
@reenapanigrahi6862
@reenapanigrahi6862 Жыл бұрын
Bahut bhala gan loka ra support nice 👍
@litutripathi-su6gj
@litutripathi-su6gj Жыл бұрын
Very, good
@Q-uee
@Q-uee Жыл бұрын
ୟା ୟେ ଘଇତା ର ଫୋନ ନୁମ୍ବର ଟିକେ ସେଣ୍ଡ kero ମୋ ରକ୍ତ ଟାକୁ ଟାକୁ ହେଉଛି ମାଗିଆ ତତେ ତୋ ବେଧି ଟଙ୍କାକିଆ ରାଣ୍ଡି ମା ଆଉ ତୋ ବାପାକୁ ନିଆଁ ଲଗେଇଦେବା katha😭
@entertainment4you...974
@entertainment4you...974 Жыл бұрын
Very indicent.....In this case police should take serious action against her husband and law's family......if late they may be escape
@sritamsanupradhantapu2899
@sritamsanupradhantapu2899 Жыл бұрын
Jay jaganath 🙏🙏🙏
@hinditegvdo9772
@hinditegvdo9772 Жыл бұрын
ସେ ନିଜେ ଆତ୍ମହତ୍ୟା କରିଛି ଏଇଟା ସତ୍ୟ but ଏଥିପାଇଁ ସେ ଘରର ଲୋକ ଦାୟୀ, ଯୌତୁକ ନିଜ୍ୟାତନା ସହି ନପାରି ସେ ଆତ୍ମହତ୍ୟା କରିଛି 🙏🙏🙏
@saishadiaries1289
@saishadiaries1289 Жыл бұрын
Jadhi emiti situation re pua bahu alaga rahibe then ei society kahiba sasu sasura nku chhadiki jaichhanti,wife boliaa aama pua,au kichhi sasu sasurankara kumbhira kandana dekhiki Loke bi kahibe kemiti bahu,
@gugulutv9080
@gugulutv9080 Жыл бұрын
Right
@rupasmitarupa5011
@rupasmitarupa5011 Жыл бұрын
Niriha jiban ta nasta heigala se paribar ku aini danda dau
@Subhaguli1234
@Subhaguli1234 Жыл бұрын
Jay Jagannath 🙏🙏
@bahubaliking5342
@bahubaliking5342 Жыл бұрын
ସେ ନିଜେ ମରୁ କି ମାରିଦିଆଯାଉ ତାକୁ ବହୁତ କଷ୍ଟ ଦେଉଥିବାରୁ ଏମିତି ହେଲା ସେ ।
@deepaknayak8055
@deepaknayak8055 Жыл бұрын
Right Action
@pushpanjalipushpa2206
@pushpanjalipushpa2206 Жыл бұрын
Right 👍😊
@lbvlogs3844
@lbvlogs3844 Жыл бұрын
Thanks to villagers
@bharatibeura4236
@bharatibeura4236 Жыл бұрын
ଯଦି ଏତେ କଥା ଜାଣିଥିଲ, ଯେ ତୁମ ଝିଅ କୁ ଏଭଳି ନିର୍ଯାତନା ଦେଉଥିଲେ, ତୁମ ଝିଅକୁ ନେଇଗଲ ନି ତୁମ ଘରକୁ ।ମରିଗଲା ପରେ ଏତେ ରଡୁଛ ଯେ ରଡିଲେ କଣ ତମ ଝିଅ ଫେରିବ...ଝିଅ ହତ୍ୟା ପାଇଁ ସମସ୍ତେ ଦାୟୀ....
@jayantidas8179
@jayantidas8179 Жыл бұрын
Right
@gugulutv9080
@gugulutv9080 Жыл бұрын
Kichhi parent achhanti jhia ku au ta pilanku chaleibaku asamartha ,2nd socity ra ninda , 3rd jaha bi hele jhiare dosa lok kahibe,
@bharatibeura4236
@bharatibeura4236 Жыл бұрын
@@gugulutv9080 ସମାଜ ଓ ଲୋକ ଙ୍କ ପାଇଁ କଣ ଝିଅ ର ଜୀବନ ଜାଳିବାକୁ ଦେବେ?????? ଚଳେଇବେ କାହିଁକି ସେ କଣ କୋଢିଆ ଖଣ୍ଡିଆ ଯେ ନିଜେ ଆଉ ନିଜ ଛୁଆର ଦାୟିତ୍ୱ ନେଇପାରିବନି...
@tapankumarsahoo1856
@tapankumarsahoo1856 Жыл бұрын
Right
@gugulutv9080
@gugulutv9080 Жыл бұрын
@@bharatibeura4236 sabu jhia educated hoi nathanti tenu nije chaliba chhuanku nei chaleiba pai sahas kari pari nathanti
@Linky605
@Linky605 Жыл бұрын
ଯୌତକ ପ୍ରଥା ବନ୍ଦ୍ କରି ଦେବା ଟା ଠିକ୍। ଯୌତକ ପାଇଁ ଏମିତି ବହୁତ ବୋହୂ ଜିବନ ହାରୁଛନ୍ତି।
@jyotisahoo1539
@jyotisahoo1539 Жыл бұрын
Good society 👏👏👏👏👏👏👏
@sanjulatarana8218
@sanjulatarana8218 Жыл бұрын
ତମ ସୈତାନ୍ ଗୁଡ଼ାକୁ ଏବେ କିଛି ଜଣା ନ ଥିବ କାହିଁକି ନା ସବୁ କାମ ସାରିଦେଇଚ ତମ ମାନଙ୍କର ଇଚ୍ଛା ତ ଏବେ ପୂରଣ ହେଇ ଯାଇଚି । ରାକ୍ଷସ ଗୁଡାକ । ସେ ଯେମିତି ପୁଡ଼ି ହେଇ ମରିଚି । ଏମାନଙ୍କୁ ସେମିତି ବିଜ୍ ରସ୍ତ ଉପରେ ଠିଆ କରି ପୁଡ଼ିଦବା ନିହାତି ଦରକାର୍ । ଦେଲେ ଯାଇ । ଏଇ ଭଳି ରାକ୍ଷସ ଗୁଡାକ ସୁଧୁରିବେ ।
@smrutiart5133
@smrutiart5133 Жыл бұрын
Eathi jibana aaga...baba maa nku mora anurodha bada loka dekhi aama mana nku baha karantuni aama ojana dekhi nispati neba darkar kete kete niriha jibana bali paduchi aaji😢
@riteshpallu
@riteshpallu Жыл бұрын
ସେ ବୁଢ଼ୀ କୁ ବି ଟିକେ trail କର ପୁଡ଼ି ହେଲେ କେମିତି ଲାଗେ ସେ ବି ଜାଣିବା ଦରକାର ନା ଆଉ
@prabhakardas4898
@prabhakardas4898 Жыл бұрын
ଏଥିରେ ଝିଅର ଘରବାଲାଙ୍କର ଭୁଲ୍ ଝିଅର ଭୁଲ୍ ଭଲ ଭାବେ ଚିନ୍ତାକର
@ranjandehuri1769
@ranjandehuri1769 Жыл бұрын
He bhagaban kahibaku bhasa baharuni
@mitalinayak779
@mitalinayak779 Жыл бұрын
Good news
@ashutoshbarik9014
@ashutoshbarik9014 Жыл бұрын
Right
@sumanworld9922
@sumanworld9922 Жыл бұрын
ମା ବାପା ଝିଅ କୁ ନିଜ ଘର କୁ ନେଇ ଯାଇ ଥାନ୍ତେ ସେମିତି ଘରେ ରଖୀ କି କଣ ମିଳିଲା
@SatyabhamaSahoo-lv5lq
@SatyabhamaSahoo-lv5lq Жыл бұрын
କଳୀ ଯୁଗ ଏଇଟା ପାପ କରିବାକୁ ଲୋକଙ୍କୁ ଭଲ ଲାଗୁଚି ହେ ଜଗନ୍ନାଥ 😢
@sudhansukumarbal3419
@sudhansukumarbal3419 Жыл бұрын
Right action
@sanjulatarana8218
@sanjulatarana8218 Жыл бұрын
ଜାଣିନୁ କଣ କହୁଚୁ ଲୋ ସାତ ବର୍ଷ ହେଲା ଯେ ନିର୍ଜା ତନା ତୁ ତ ପୁଅ ତ ଝିଅ ତ ସ୍ୱାମୀ ଦଉ ଥିଲ ତୁ କିଛି ଜାଣିନୁ ।ସତୀ ଟା ।
@nirmalasethi4928
@nirmalasethi4928 Жыл бұрын
ଶାଶୁ ସର୍ବ ସାଧାରଣ ଜାଗାରେ କିରୋସିନି ଢାଳିବ ନିଆଁ ଲଗେଇକି ମରିବ,,,
@Skgbul470
@Skgbul470 Жыл бұрын
ସୌକି ରେ ମଲା ଗୋଟେ ଖୁସି ତ,
@dibyasaikeshu2348
@dibyasaikeshu2348 Жыл бұрын
Great emiti gaon ra loka mane heba darka
@jagadishkumarsingh861
@jagadishkumarsingh861 Жыл бұрын
Taku kana khusi laguthila nije petrol dei mariba😢😢jay jagannath swami
@kumarbinay8505
@kumarbinay8505 Жыл бұрын
ଇଚ୍ଛା ହଉଛି ଏମାନଙ୍କୁ ଏମିତି କିରୋସିନ ଢାଳି ମାରିବାକୁ 😡😡😡😡
@satyabatisahoo144
@satyabatisahoo144 Жыл бұрын
Mastermind behind the tragic incident none other than"sasuuuuuu" Want justice 🙏
@ratnakarghatual1078
@ratnakarghatual1078 Жыл бұрын
ଫାସୀ ଦିଅ
@rashmidesai4567
@rashmidesai4567 Жыл бұрын
Justice for women
@dallydhala4796
@dallydhala4796 Жыл бұрын
Budhi ku pahara darkar
@manoranjanbagarty2675
@manoranjanbagarty2675 Жыл бұрын
Good Bhai. Manay good.vhani. Manay
@mansha8618
@mansha8618 Жыл бұрын
grama basi 🙏🙏🙏🙏🙏🙏maridia
@parthagope3998
@parthagope3998 Жыл бұрын
🎉😊
@rajendramallik7573
@rajendramallik7573 Жыл бұрын
ନିଜେ ପୋଡ଼ି ହେଇ ମରିଛି ଯଦି ଯୌତକ ନିଯାତନା ତେବେ କେସ ହୁଇଛିକି
@tabassumbibi4342
@tabassumbibi4342 Жыл бұрын
Thanks villagers
@luckynahak4889
@luckynahak4889 Жыл бұрын
ପ୍ରଭୁ ହେ ଏ ଦିନିଆ ରେ ଏତେ ନିଷ୍ଟୁର ଲୋବା ବି ଅଛନ୍ତି ।ଶୁଣିଲେ କି ଆଖିରେ ଦେଖିଲେ ମଧ୍ୟ ବିଶ୍ଵାସ ହୋଇନି 😢😢😢
@Bijayalaxmivlog
@Bijayalaxmivlog Жыл бұрын
Thik heichi
@tapaswiniaich2721
@tapaswiniaich2721 Жыл бұрын
Jautuka ra gote trend chalichi...pura ghara loka nku jail pathao ....nahale amiti chalithiba..sabuade
@nabamajhi8357
@nabamajhi8357 Жыл бұрын
Chaalu chaalu....
@durgaprasadmajhi6934
@durgaprasadmajhi6934 Жыл бұрын
gan lokonku anek anek dhanyabad kasiki pita samastanku ebe v jautuko pain kete jhionko jiban jauchi
Ashara Aloka: Minor Disturbance Tears Families Apart
12:23
World’s strongest WOMAN vs regular GIRLS
00:56
A4
Рет қаралды 26 МЛН
Hoodie gets wicked makeover! 😲
00:47
Justin Flom
Рет қаралды 60 МЛН
World’s strongest WOMAN vs regular GIRLS
00:56
A4
Рет қаралды 26 МЛН