ବାବୁଙ୍କୁ ନାଲି ଆଖି ଦେଖାଇବା ପାଇଁ ବବିଙ୍କ ଦରବାର! || BJD Leader Meeting || Jajapur Collector || OR

  Рет қаралды 104,585

Odisha Reporter

Odisha Reporter

Күн бұрын

ଜିଲ୍ଲାପାଳ ଏସପିଙ୍କୁ ନେଇ ଯାଜପୁର ସର୍କିଟ ହାଉସରେ ବିଜେଡିର ଟ୍ୟୁସନ୍ ଦରବାର ! ଜିଲ୍ଲାପାଳ ଏବଂ ଏସପିଙ୍କୁ ବିଜେଡି ନେତା କୁଆଡ଼େ କଲେ ଟ୍ୟୁସନ୍ ! ଡାକିଲେ ପ୍ରମିଳା ଆଉ ବାବୁଙ୍କୁ ତାଗିଦ କଲେ ବବି ଦାସ ! ସରକାର ବଦଳିବାରେ ପରେ ଆଉ ବାବୁ କଥା ମାନୁନଥିବାରୁ ତାଗିଦ୍ ! କୁସୁମା ଅନିୟମିତତା ସାଙ୍ଗକୁ ବିଜେଡି କଣ୍ଟ୍ରାକ୍ଟରଙ୍କ ପାଉଣା ବନ୍ଦ ବଢାଇଲା ଟେନସନ୍ ! ବେଆଇନ ଭାବେ ବିଜେଡି ନେତା କାମ କରିଥିବା ନେଇ ବିଜେପିର ଅଭିଯୋଗ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #BJD #Jajapur #pranabprakashdas #pramilamallik #BiswaranjanMallick #Sharmisthsethy #JajapurCollector #JajapurSP

Пікірлер: 277
@pravatkumarsutar2431
@pravatkumarsutar2431 2 ай бұрын
Bjp କଣ କରୁଛି ଯଥା ଶୀଘ୍ର ଆକ୍ସନ ନେଉ bjp
@sushilbehera820
@sushilbehera820 2 ай бұрын
Bhai niyajiba dhire dhire 5years padichi sabu bhitaraku jibe
@stuluachary
@stuluachary 2 ай бұрын
ଜିଲ୍ଲାପାଳ ଏସପିକୁ ତୁରନ୍ତ ବଦଳାନ୍ତୁ ମୋହନ ଚରଣ ମାଝି ସରକାର
@AjayakumarGochhi
@AjayakumarGochhi 2 ай бұрын
ଚୋରି ଦୁର୍ନୀତି କରିବ ତାପରେ ପୁଣି ଦାଦାଗିରି। ଏ ମାନଙ୍କୁ ପ୍ରଥମେ ମାଡ଼ ଦିଅ ତାପରେ କେସ ଦିଅ
@satyabehera9431
@satyabehera9431 2 ай бұрын
ସବୁ ବିଜେଡି ର ଦଲାଲ।ଜିଲ୍ଲାର କଲେକ୍ଟର ଆଉ ଏସପି ଉପରେ ପ୍ରଥମ ଚାକିରୀ ନିଲମ୍ବନ କରାଯାଉ।ତା ପରେ କଡ଼ା କାଯ୍ୟାନୁଷାଠ ଗ୍ରହଣ କରାଯାଉ।ଏ ଦୁଇ ଅଫିସର ଖେଳ କରୁଥିଲେ ।
@SureshPusti
@SureshPusti 2 ай бұрын
ଏଇ ଚୋର ଚୁରୁଣୀ କଂ ଉପରେ ମୋହନ ମାଝି ସରକାର୍ ଏକସନ୍ ନେଉ ନାହାଁନ୍ତି କାହିଁକି,
@RanjanKumar-mx1ki
@RanjanKumar-mx1ki 2 ай бұрын
ବିଜେପି active mood ହଉନି ବୋଲି ସେମାନେ ସକ୍ରିୟ ହୋଉଛନ୍ତି
@samirpanda9982
@samirpanda9982 2 ай бұрын
ଏହି 15 ଦିନରେ ପକ୍ଷପାତିତା ହେଇଗଲା! ସଲେ ଚୋର। ହାରି ଯାଇଚନ୍ତି ବୋଲି ବିଶ୍ଵାସ ବୋଧେ ହେଉନି।
@OmjayeshreeVighnaharta
@OmjayeshreeVighnaharta 2 ай бұрын
ବିଜେପି ସରକାର ଜଲ୍ଦୀ ଆକର୍ଷଣ କରୁ ଜୟଶ୍ରୀ ରାମ ମୋହନ ସାର୍
@santoshkumarmishra2620
@santoshkumarmishra2620 2 ай бұрын
କିଛି କରିପାରିବେନି ପୂରୁଣା ନେତା. ଏବେ ମୋହନ ସରକାର
@jayanteenanda768
@jayanteenanda768 2 ай бұрын
କାହିଁକି ସରକାରୀ ବାଵୁ ପରାଜିତ ଦଳଙ୍କକଥାରେ ଉଠବସ୍
@harishmallck2
@harishmallck2 2 ай бұрын
ଆପଣଂକ ଗଣ ମାଧ୍ୟମରେ ପ୍ରମିଳା ମାଲିକ madam ଙ୍କୁ ଗୋଟାଏ ପ୍ରଶ୍ନ ସେ ଠାରେ ଆଶି ଡାଲି ଦୁର୍ନୀତିର ସତ୍ୟ ପ୍ରକାଶ କରନ୍ତୁ
@rrout3325
@rrout3325 2 ай бұрын
ଆଗରୁ କୁଆଡେ ଯାଇଥିଲେ ଏହି ମହିଳା ସବୁ ଚୋର ଗୋଟିଏ ଜାଗାରେ ଏକାଠି ହୋଇଛନ୍ତି । ତାଙ୍କୁ ଯାଜପୁର sp ତୁରନ୍ତ ଗିରଫ କରିବା ଦରକାର।ଆଗରୁ ସବୁ ଠିକ୍ ଥିଲା ଏବେ କଣ ହେଲାକି ।ଦୟାକରି କହିବେକୀ
@HimansuSahu-n5n
@HimansuSahu-n5n 2 ай бұрын
ଡାଲି ଚୁରନୀ BJD ଚୁର
@NirakarBiswal-zg4tn
@NirakarBiswal-zg4tn 2 ай бұрын
ଡାଲି ଚୋରଣି କିଛି ଜାଣି ନାହିଁ ।
@RashmikantPradhan-qx1eg
@RashmikantPradhan-qx1eg 2 ай бұрын
Ta munha ta to Chorani bhali se kan sadhu bhali dekhajauchi ?
@meradil2338
@meradil2338 2 ай бұрын
Pramila chorani ku aga CBI tadanta heba darkar.
@brajakishorepadhi4022
@brajakishorepadhi4022 2 ай бұрын
ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକରୀ କି ହୋଇବ ଗାଇ। ନବୀନ ତୁ କିଏ ବେ ବହୂଜନମତ ଆଗରେ। ପାଟିରେ ଲାଗିଥିଲା.....
@basantajena3220
@basantajena3220 2 ай бұрын
Collector upare action niajau
@dillipkumarpanda2875
@dillipkumarpanda2875 2 ай бұрын
ପ୍ରମିଳା ଘରକୁ କିଛି ଡାଲି ପଠା ଯାଉ
@bikashkumarbarik1297
@bikashkumarbarik1297 2 ай бұрын
Quickly action to state government
@bijaykumarbijay2228
@bijaykumarbijay2228 2 ай бұрын
One man army liku bhai,
@manoranjsahoo9197
@manoranjsahoo9197 2 ай бұрын
Bjp government jinda bad Bjp government jinda bad Bjp government jinda bad Bjp government jinda bad
@saratsahu2427
@saratsahu2427 2 ай бұрын
Best MLA ❤Dharmasala
@KrupaDansana-si4zr
@KrupaDansana-si4zr 2 ай бұрын
Himansu bhai jindabad jay bjp
@rameshchandraroutray7307
@rameshchandraroutray7307 2 ай бұрын
CBI raid required against BJD early
@bijayadas1200
@bijayadas1200 2 ай бұрын
Yes Right 👍
@SuriyaMurmu-p4p
@SuriyaMurmu-p4p 2 ай бұрын
Himang. Sa. Sekhar. Gret. Hero
@LelinDey
@LelinDey 2 ай бұрын
ତୁମ ଗୁଡ଼ାଙ୍କୁ କଣ ନ୍ୟାୟ ମିଳିବ 😆😆😆 । ତୁମେ କେତେ ଜଣକୁ ନ୍ୟାୟ ଦେଇଛ ଡାଲି ନାନୀ 😜
@bhaskarprasadmishra6639
@bhaskarprasadmishra6639 2 ай бұрын
ନିଜକୁ ତାମିଲ ପାଣ୍ଡୁ ର କ୍ରୀତଦାସ ବୋଲି ଦାବି କରି ଆସୁଥିବା ଲୋକ ର ଜିଲ୍ଲାପାଳ ଓ ଏସପି ଙ୍କୁ ତାଗିଦ୍ କରିବାକୁ ସାହାସ କିପରି ହେଲା ଓ କିଏ ତାକୁ ଏ କ୍ଷମତା ଦେଇଛି ତାହା ବର୍ତ୍ତମାନ ର ପ୍ରଶ୍ନ!
@bhoibiswanath4
@bhoibiswanath4 2 ай бұрын
ବବି ଦାସ ଙ୍କୁ ଛାଡ ନାହିଁ,
@ranjannayak7751
@ranjannayak7751 2 ай бұрын
ମୂଖ୍ୟ ମନ୍ତ୍ରୀ ଟିକେ ନରମା ଅଛନ୍ତି
@rajeshkumarsahoo8700
@rajeshkumarsahoo8700 2 ай бұрын
ସେମିତି ବାଳ ବବି ର ଗୁଣ ଯାଇନି
@ranunayak5735
@ranunayak5735 2 ай бұрын
IAS officer lPS officer ମାନଙ୍କର ଚାଟୁକାରିତା ଏଯାଏ ଯାଇନାହିଁ ତେଣୁ ଏମାନଙ୍କ ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ
@sadanandmohanty3537
@sadanandmohanty3537 2 ай бұрын
Jay sriram Jay jagannath Jay Odia 🙏🙏🙏🙏🙏🙏💐
@prasantamaharana6593
@prasantamaharana6593 2 ай бұрын
ତାଗିଦ କରିବାକୁ ଏମାନେ କିଏ... ଏଇ ଅଫିସର ମାନେ କାହିଁକି ଗଲେ.. ଏଇ ଅଫିସର ମାନେ ଆଗରୁ ଚମଚା ଥିଲେ ବୋଧେ?
@prasantdas8010
@prasantdas8010 2 ай бұрын
The c.m should be more active like the c.m in U.P. and strict action should be taken without further delay
@tapaskumarbal70
@tapaskumarbal70 2 ай бұрын
Liku buai🎉🎉🎉
@narayansamal6551
@narayansamal6551 2 ай бұрын
Jaldi action BJP government
@pbsamal
@pbsamal 2 ай бұрын
Tamsha chalichi full on.
@DillipKumar-zv5mw
@DillipKumar-zv5mw 2 ай бұрын
ଏମାନଙ୍କ ମୁହଁରୁ ଜଣା ପଡୁଛି, ବହୁତ୍ ଖାଇ ଛନ୍ତି, ଆଉ ମିଳିଲାନି ବୋଲି ଛଟପଟ ହେଉଛନ୍ତି,...... ବବି,ପ୍ରମିଳା, ନଣ୍ଡା ଜିତୁ ମିଶି ଯାଜପୁର କୁ ଖାଇଦେଲେ
@Lipu-b6l
@Lipu-b6l 2 ай бұрын
ଜୟ ଜଗନ୍ନାଥ 🙏🙏🙏
@kklenka4052
@kklenka4052 2 ай бұрын
କାହାକୁ ପଚାରିକି ସର୍କିଟ ହାଉସୁ ରେ ମେଟିଙ୍ଗ କରିଥିଲେ
@bnmcreations4670
@bnmcreations4670 2 ай бұрын
କଣ କରିବେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି
@ganeshpathy431
@ganeshpathy431 2 ай бұрын
ପ୍ରଥମେ ପ୍ରମିଳା ମଲ୍ଲିକଙ୍କୁ ଗିରଫ କର। ତୁମେ ଯଦି ତୁରନ୍ତ ପଦକ୍ଷେପ ନ ନେବ ତାହା ହେଲେ ବବି ଦାସ ର ବହପ ବଢିଯିବ
@bibekanandamishra4519
@bibekanandamishra4519 2 ай бұрын
Got to take action against collector and SP
@trilochanpatnaik6321
@trilochanpatnaik6321 2 ай бұрын
BJD ଦଳରେ କେହି ବୋଧେ ପକ୍ଷପାତ କରୁ ନ ଥିଲେ? ପ୍ରମିଳା ମଲ୍ଲିକ ଙ୍କ ମୁଁହ ରେ କିଛି ଶୋଭା ପାଉନି।
@manoranjsahoo9197
@manoranjsahoo9197 2 ай бұрын
Bjp party jinda bad Bjp party jinda bad Bjp party jinda bad
@ManjariManjari-p6f
@ManjariManjari-p6f 2 ай бұрын
Collector nku suspend karajau.meeting re attend kariba abasyakata kana.CM should be interfere.
@jchoudhury274
@jchoudhury274 2 ай бұрын
ଦୁର୍ନୀତି ଗ୍ରସ୍ତ କରନ୍ତି ମେଳି CBI ଜା ଲ ପଡ଼ିବ କି ପାଳି ନୂଆ ସରକାର କୁ ଦବେଇ ଦେବା ବଲେ ବଲେ dhaba ଆଉ ଖଲିବା
@pruthirajjena349
@pruthirajjena349 2 ай бұрын
BJD neta ku arrest Kara
@bijayrout5369
@bijayrout5369 2 ай бұрын
Dali chorani ku aga dhara
@BibhutiDad
@BibhutiDad 2 ай бұрын
Great thinking
@ranjannayak7751
@ranjannayak7751 2 ай бұрын
BJP କେବେ arrest କରିବ, ତମେ power ରେ ଅଛ
@BinodNayak-u6i
@BinodNayak-u6i 2 ай бұрын
BJP ର administration ଠିକ୍ ନାହିଁ।
@ajitrout1146
@ajitrout1146 2 ай бұрын
Bhouta bhala kahila liku bhai👌👌👌👌👌
@ajitkumarsamal7202
@ajitkumarsamal7202 2 ай бұрын
BJD neta nka rights nanhi semane government employee meeting dakibe
@dinabandhumendili7019
@dinabandhumendili7019 2 ай бұрын
Right sir madi chala🎉
@dasharathiroutray7176
@dasharathiroutray7176 2 ай бұрын
Rejected political people should not interfere in govt matters
@krushnamohanprusty2728
@krushnamohanprusty2728 2 ай бұрын
ବିଜେଡି ଦଳର ଦୁର୍ନୀତି ଗ୍ରସ୍ତ ମନ୍ତ୍ରୀ ବିଧାୟକ ମାନଙ୍କ ସହ ଜିଲ୍ଲାପାଳ ଓ ପୋଲିସ ଅଧିକାରୀ ମାନଙ୍କର କି ଆଲୋଚନା ? ଯଥାଶୀଘ୍ର ତଦନ୍ତ କରି ଏମାନଙ୍କୁ ଜେଲ ପଠାଇବାର ବ୍ୟବସ୍ଥା କରାଯିବା ଆବଶ୍ୟକ । ଏମାନେ ନିଜକୁ ଜମିଦାର ସ୍ତରରେ ରଖିବାର ଆପଚେଷ୍ଟା କରୁଛନ୍ତି ଯାହା ମୁଖ୍ୟମନ୍ତ୍ରୀଙ୍କୁ ଭବିଷ୍ୟତରେ ମହଙ୍ଗା ପଡ଼ିପାରେ ? ଓଡ଼ିଶାର ଜନତା ବିଜେପି ନେତା ମାନଙ୍କର ବିଜେଡି ଦଳ ସହ ସଲାକୁସ୍ତି ଦେଖିବାକୁ ବହୁ ଭୋଟ ରେ ଜିତାଇ ନାହାଁନ୍ତି ! 🎉
@mishrasubha2008
@mishrasubha2008 2 ай бұрын
ଏଇଟା ତ ଖୋଲାଖୋଲି ଦାଦାଗିରି..... ସରକାରୀ ବାବୁ ସବୁବେଳେ ରାଜନେତା ଦ୍ୱାରା ବିକ୍ରି ହେଉଛନ୍ତି
@sudhirsahoo7942
@sudhirsahoo7942 2 ай бұрын
Bobby tagid Kari kan tadhiba Tara durniti pedi mohan sarkar kholantu CBI lagaidiantu thanda hoijiba
@itsbikram24
@itsbikram24 2 ай бұрын
ଏହି ଭଳି କଣ ସରକାରୀ ଅଫିସର୍ ଦୀଳୟ ନେତାଙ୍କ ପାଖ କୁ ଯାଇ ପାରିବେ ? ପ୍ରଶାସନ ସରକାର ପାଇଁ କାମ କରୁନାହିଁ କି ବିଜେପି ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ ଏବଂ କାର୍ଯାନୁଷ୍ଠାନ ଗ୍ରହଣ କରନ୍ତୁ ।
@dillipswain9741
@dillipswain9741 2 ай бұрын
Bhala karichha...kintu pay the bill of the contractor
@bikrambehera4435
@bikrambehera4435 2 ай бұрын
Action against him immediately
@worldtech4717
@worldtech4717 2 ай бұрын
next cm odisha
@Sanjukta-k9k
@Sanjukta-k9k 2 ай бұрын
Bcm
@prasannachoudhury669
@prasannachoudhury669 2 ай бұрын
Sp ku saspend kara
@dhamirona8662
@dhamirona8662 2 ай бұрын
ନାଲି ଆଖି ଦେଖାଇଲେ ଆରେଷ୍ଟ କର ସରକାର
@rudradurga3365
@rudradurga3365 2 ай бұрын
ଜିଲ୍ଲାପାଳ ଓ sp ପ୍ରଭାବିତ ହେଇ ସାରିଛନ୍ତି। ତାର ପରିଣାମ ଆଗକୁ ଯାଜପୁର ବାସି ନିଶ୍ଚିତ ଦେଖିବେ।
@millappradhan7167
@millappradhan7167 2 ай бұрын
ଆଗରୁ କେନ୍ଦ୍ର ମନ୍ତ୍ରୀ ମାନେ ଆସିଲେ କଲେକ୍ଟର SP ଆସୁନଥିଲେ । କିନ୍ତୁ ଏବେ ସରକାର BJP ଥିବା ବେଳେ କେମିତି କଲେକ୍ଟର SP ଗଲେ। CM should take action
@sureshchandradash6900
@sureshchandradash6900 2 ай бұрын
ଏଇଟା ବୋଧହୁଏ ଓଡ଼ିଶାର ଡାଲି ଚୋରଣୀ BJP ନେତାମାନେ ଏସବୁ କ୍ଷେତ୍ରରେ ଓ ସବୁ କ୍ଷେତ୍ରରେ ରକ୍ତମୁଖା ହେବା ଆବଶ୍ୟକ
@dibyajyotiray4263
@dibyajyotiray4263 2 ай бұрын
Right
@Bapujipro
@Bapujipro 2 ай бұрын
ଚୋର ଙ୍କ ବାରବାଟି ଚାଷ
@HareKrushna-f3d
@HareKrushna-f3d 2 ай бұрын
ଏଥର ଆଶା ଛାଡ ୨୪ ବର୍ଷ ଶାସନର ସ୍ବରୂପ ଦେଖିଲ ତ ?ଖାଲି ଶୁଖିଲା ନେତା ହୋଇ ଥିବ ।କଥାରେ କହିଛି ହାତରୁ ଖସିଲେ ଅଣବାହୁଡା ।
@srikantakumarhota6134
@srikantakumarhota6134 2 ай бұрын
ଜଲ୍ ଦି ଗିରଫ କରି ଜେଲ୍ କୁ ପଠାଯାଉ।
@Nirojdash9539
@Nirojdash9539 2 ай бұрын
ହାତୀ ଓ କୁକୁର ବିଜେଡି ଓ ବିଜେପି
@sudhiraparida5763
@sudhiraparida5763 2 ай бұрын
ଅର୍ଗସ ଚାନେଲ ଗୋଟେ ମିଛୁଆ ଚାନେଲ
@mishrasubha2008
@mishrasubha2008 2 ай бұрын
ମୁଖ୍ୟମନ୍ତ୍ରୀ ଏସବୁ ଦେଖି ଚୁପ କାହିଁକି
@pradeepkumarsinha803
@pradeepkumarsinha803 2 ай бұрын
Take strong action against those who have involved in the corruption so that further docoits will not come to the office.
@Tulubhai275
@Tulubhai275 2 ай бұрын
Very Good mal sir
@malayapanichikun
@malayapanichikun 2 ай бұрын
Himanshu baba please take action
@santoshprasadmishra4977
@santoshprasadmishra4977 2 ай бұрын
All these happened due to inactivness of Mohan Sarkar. Why necessary enquiry has not been initiated against the BJD in Odisha & specially in Jajpur District till yet. Whether there is a deal between Bobby Das and Mohan Majhi ?
@SidharthPrasadDas
@SidharthPrasadDas 2 ай бұрын
କଣ ମହାଭାରତ ଅଶୁଦ୍ଧ ହୋଇଗଲା କି, ଓଡିଶା ରେ ଆଉ କିଛି ପ୍ରସଙ୍ଗ ନାଇଁ କେବଳ ବିଜେଡି ଦଳ କଣ କଲା ବିଜେଡି ନେତା କଣ କଲେ ଏ ହେଉଛି ସମ୍ବାଦ wow
@abhimanyurout1930
@abhimanyurout1930 2 ай бұрын
Sea Coloceter ku aga vitarea pura. Ta parea jajpur sp ku
@peoplescouncilforsocialwel7677
@peoplescouncilforsocialwel7677 2 ай бұрын
Why BJP government is silent. Government should take strict action against these people 😊
@SamendraSethy
@SamendraSethy 2 ай бұрын
Pramila didi niyai maguchhi
@manaswedsmama4841
@manaswedsmama4841 2 ай бұрын
ଏ ଶଳା ଆଉ ଶାଳୀ ମାନଙ୍କ ମୁହଁ ରେ ଟିକେ ବି ଲାଜ ନାହିଁ, ଦେଖୁନ କେମିତି ଦାନ୍ତ ଛୋଡ଼ୁଛନ୍ତି 😂😂😂
@ashisswain8499
@ashisswain8499 2 ай бұрын
Jay nabin
@skjena5530
@skjena5530 2 ай бұрын
Mohan majhi remort control
@rabindranathmishra7809
@rabindranathmishra7809 2 ай бұрын
Sebela pakhal nahin
@Ganeshkumarbehera-i6x
@Ganeshkumarbehera-i6x 2 ай бұрын
👍👍👍
@debadattanayak1422
@debadattanayak1422 2 ай бұрын
ମାତ୍ର 2 ମାସ ହେଇଛି,,ଏତିକି ରେ ଫାଟିଲା 😂
@atsbelalsen
@atsbelalsen 2 ай бұрын
ଠିକାଦାର ପଠାଇଥିଲେ
@rohitsamal8503
@rohitsamal8503 2 ай бұрын
Tk pramila mallick upare cbi chadai ହେଇଯାଉ
@SunilPradhan-ww6sb
@SunilPradhan-ww6sb 2 ай бұрын
Gm pramila
@Prakash-u8w7p
@Prakash-u8w7p 2 ай бұрын
Bjd❤
@laxminarayanray4811
@laxminarayanray4811 2 ай бұрын
ଲିକୁ ଭାଇ ଠିକ କହିଲ
@arupbehera555
@arupbehera555 2 ай бұрын
Mohan sir action karu nahanti
@sudhirsahoo7942
@sudhirsahoo7942 2 ай бұрын
Nirbachan hariba pare bjd ra collecter o SP nka sahita ki baithak
@rabindarnathdash2512
@rabindarnathdash2512 2 ай бұрын
ଡାଲି ଚାଲାଣ କରିବା ପାଇଂ ଦରକାର ପଡିଲା କି ?
@chandrasekharmohanta6334
@chandrasekharmohanta6334 2 ай бұрын
ମଦ କେବେ ବନ୍ଦ ହେବ?
@StarNewsOdia-js1db
@StarNewsOdia-js1db 2 ай бұрын
ଡାଲି ଡା
Kluster Duo #настольныеигры #boardgames #игры #games #настолки #настольные_игры
00:47
А что бы ты сделал? @LimbLossBoss
00:17
История одного вокалиста
Рет қаралды 9 МЛН
Ozoda - Lada ( Official Music Video 2024 )
06:07
Ozoda
Рет қаралды 30 МЛН
BJD leader Naveen Patnaik turns 78 today || Kalinga TV
6:00
Kalinga TV
Рет қаралды 54 М.
Kluster Duo #настольныеигры #boardgames #игры #games #настолки #настольные_игры
00:47