ସତ କହିଦେଲେ ରଥଶର୍ମା, ସେବାୟତଙ୍କ ପାଇଁ..|| Pandit Suryanarayan Rathasharma || Taladhwaja Ratha || OR

  Рет қаралды 362,759

Odisha Reporter

Odisha Reporter

16 күн бұрын

ଦାୟିତ୍ୱହୀନତା ଯୋଗୁଁ ପଡିଗଲେ ବଡ଼ ଠାକୁର ବଳଭଦ୍ର । ସୂର୍ଯ୍ୟନାରାୟଣ ରଥଶର୍ମା ରଖିଲେ ପ୍ରତିକ୍ରିୟା । କହିଲେ ସେବାୟତଙ୍କ ପାଇଁ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaReporteronKZbin
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#Balabhadra #Taladwaja #Incident #OdishaReporter #Puri #rathayatra2024

Пікірлер: 814
@studiokhushi9690
@studiokhushi9690 14 күн бұрын
ଭଗବାନ ଝୁଣ୍ଟି ପଡିଲେ ଟିକେ, ଆଉ ପରୀକ୍ଷା କରୁଥିଲେ ତୁମେମାନେ ନିଜକୁ ବାହୁବଳୀ ସେବାୟତ କହୁଥିଲ ସେଥିପାଇଁ ସେ ତୁମ ବଳ ର ପରାକ୍ରମ ଜାଣିବା ପାଇଁ ଏ ଅଭିନୟ କଲେ , ତୁମ ନିଜକୁ ବାହୁବଳୀ ସେବାୟତ କହିବୁଲୁଥିବା ଗର୍ବ କୁ ଭାଙ୍ଗିଦେଇଛନ୍ତି ସେ ସବୁ ତାଙ୍କ ମାୟା
@sibaramsahu2173
@sibaramsahu2173 14 күн бұрын
Right 😢
@creativechannel5574
@creativechannel5574 14 күн бұрын
Right 👍👍
@GoutamPolai
@GoutamPolai 14 күн бұрын
Right 👍 Jay Jagannath ❤ 🙏
@janmejayarout2993
@janmejayarout2993 14 күн бұрын
Thik katha
@NrProduction143
@NrProduction143 14 күн бұрын
Sata Katha❤
@sadanandasahoo3707
@sadanandasahoo3707 14 күн бұрын
ଠାକୁର ହୁଏତ ଓଡିଶା ବାସୀଙ୍କୁ ଦେଖାଇ ଦେଲେ, ଭକ୍ତି କମ ରାଜନୀତି ବେଶୀ ହେଉଛି।
@learnwithbini6060
@learnwithbini6060 14 күн бұрын
Actually bhae satare
@rajeshraju3141
@rajeshraju3141 14 күн бұрын
Sata Katha bhai
@chittaranjanjena188
@chittaranjanjena188 14 күн бұрын
Sata
@pankajpanda9153
@pankajpanda9153 13 күн бұрын
Perfect comment
@jamesrinku1995
@jamesrinku1995 13 күн бұрын
ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ
@AjayakumarGochhi
@AjayakumarGochhi 14 күн бұрын
ଆପଣ କଥାରେ ମୁଁ ସଂପୂର୍ଣ୍ଣ ରୂପେ ଏକମତ,😭😭😭
@DiptiranjanSahoo-l2p
@DiptiranjanSahoo-l2p 14 күн бұрын
ଏ କଣ ଘଟିଗଲା, ସାରା ଜଗତର ବଡ଼ ଠାକୁର, ଆଜି ପହଣ୍ଡିରେ ହାମୁଡି ହୋଇ ପଡିଗଲେ, ହେନାଥ ଆମଙ୍କୁ ଏ ଅପରାଧରୁ ମୁକ୍ତି ଦିଅ
@ranjan977856
@ranjan977856 14 күн бұрын
Sabu tanka echa
@biswasundarofficial1365
@biswasundarofficial1365 14 күн бұрын
Diptiranjan bhai Apono justification kora tuni podigole Kuho danta kamudi podile eaa kn agyan..Eaa kn kahiba thik
@jamesrinku1995
@jamesrinku1995 13 күн бұрын
ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ 😅
@madhusmitamahapatra-bz9sv
@madhusmitamahapatra-bz9sv 13 күн бұрын
"MANARE BHAKTI RAKHI SEBA KARANTU SEBAYATA SAMAJ" PRABHUNKA PAKHARE FASION KALE EMITI SABU AGHATANA DEKHIBAKU MILIBA AGAMI DINA MANKARE SUDHURIBAKU CHESTA KARANTU NA HELE TRAHI PAIBENI TANKA KOPARU 1 SECOND RE DALI DEBE EITA KHALI GOTE UDAHARAN DEI DEKHEI DELE MAHAPRABHU" SARA SANSARA SAMUKHARE EPARI KARUCHHANTI SEMANE GARBHA GRUHARA BHITARE TA MANA INCHHA KAMA KARUTHIBE SETHIPAIN HUETA MAHAPRABHU SAMASTA BHAKTANKA PAKHARE SABAYATNKU DANDA DEI"
@soumyasuchisnata4845
@soumyasuchisnata4845 14 күн бұрын
ହେ ବଡ଼ଠାକୁର ବଳଭଦ୍ର ଆମେ ମାନୁଛ ଭୁଲ ଆମର ।। ହେ ମଣିମା ଆପଣ ତ ବଡ ନା , ଅବୋଧ ବାଳକ ଭାବିକି ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ ପ୍ରଭୁ।।😢😢
@hariharpradhan1177
@hariharpradhan1177 14 күн бұрын
କୋଟି ଓଡ଼ିଆର ହୃଦୟ ସ୍ପନ୍ଦନ କ୍ଷଣିକ ପାଇଁ ଅଟକିଗଲା ଭଳି ଲାଗିଲା😭😭😭😭
@jagannathkrupa9310
@jagannathkrupa9310 14 күн бұрын
Nihati atakigala
@ranajitkumarmohanty9740
@ranajitkumarmohanty9740 14 күн бұрын
ସମ୍ପୂର୍ଣରୂପେ ଠିକ କହିଛନ୍ତି ଆଜ୍ଞା ll
@madhusudanparida4161
@madhusudanparida4161 14 күн бұрын
Absolutely correct comments by pandit Rath Sharma. 🙏
@subasnayak1510
@subasnayak1510 14 күн бұрын
ଠିକ ସେତିକି ବେଳେ ଆମ ର ଆଡ଼େ ଦି ଚାରିଟା ଲୋକ ଙ୍କର ହାଟ ଆଟାକ ହେଇ ଯାଇଛି
@biranchinarayansahoo9907
@biranchinarayansahoo9907 14 күн бұрын
ବଡ଼ ମଣିମା କ୍ଷମା ପ୍ରାର୍ଥନା କରୁଛୁ🙏🙏🙏😔😔
@user-vl3rv7cd8z
@user-vl3rv7cd8z 14 күн бұрын
ସେବାୟତ ମାନେନିଜର ଭୁଲ ପାଇଁ ଅନୁତାପ ଓ ଦୁଃଖ ପ୍ରକାଶ କରିବା ଉଚିତ, ବଡ ଠାକୁର କ୍ଷମା କରିଦେବେ. 🙏🙏🙏
@rahulkumarrk3459
@rahulkumarrk3459 14 күн бұрын
ସେବାୟତ ଆଉ ପଣ୍ଡା ସବୁ ଫଟୋ ଉଠେଇ instagram ରେ ଛାଡ଼ିବା ରେ ବ୍ୟସ୍ତ । ଖାଲି ସୁନା ଚେନ୍ ପକେଇ ବୁଲିଲେ ହବନି । ଭକ୍ତି ଠାକୁରଙ୍କୁ କର। Social media ରେ like comment ପାଇବା ପାଇଁ ଠାକୁରଙ୍କ ସହ ଖେଳନି। ମହାପ୍ରଭୁ 🙏🏻
@gitasahoo3331
@gitasahoo3331 14 күн бұрын
Right😂Jay Jagannath 😢😢
@LalatenduMohanty1972
@LalatenduMohanty1972 14 күн бұрын
Right ,social media is main factor, Admn should not allow mobile those involved in pahandi
@accropolymetal8146
@accropolymetal8146 13 күн бұрын
Thik kahicha, Rath jatra re sebayat Rath upre kana karuchanti ,
@interestingodisha4045
@interestingodisha4045 14 күн бұрын
ଭାଷା ନାହିଁ ଏହି ବେହ୍ୟl ସେବାୟତ ଜଉ ନିଷ୍ଠା ହୀନ ହେଇଗଲାଣି.....ଭାଷା ନାହିଁ ଏମାନଙ୍କୁ ନିନ୍ଦିବ ପାଇଁ
@Sisterslifestyle2024
@Sisterslifestyle2024 14 күн бұрын
ଭଲ ହେଇଛି ଆଘାତ ହେଉଛନ୍ତି ଖାଲି। ମାରିନାହାନ୍ତି। ପକା ବଦମାସ୍ ଦଳ ୟେ ପଣ୍ଡା।ସବୁବେଳେ ଭକ୍ତ ମାନକୁ ଦୁର୍ବ୍ୟବହାର କରିଆସିଛନ୍ତି।।ସେଥି ପାଇଁ ଭୋଗିଲେ। ଜଗା ତୋ ନିର୍ମୟା ଟା।ହେଲେ ବଳିଆ ଦେଖେଇଲା ସବୁ ଅନ୍ୟାୟ ର ମୂଲ୍ୟ।
@sunitananda3332
@sunitananda3332 14 күн бұрын
Emane panda nuhen, daitapati sebaka
@subhashota2480
@subhashota2480 14 күн бұрын
ଆପଣଙ୍କ କଥାରେ ମୁଁ ଏକମତ । ଅର୍ଥ ଲାଳସା ଯୋଗୁଁ ସେବା ପାଇଁ ନିଷ୍ଠା ଅଭାବ ।😡
@ranajitkumarmohanty9740
@ranajitkumarmohanty9740 14 күн бұрын
ଯେଉଁଠି ଅହଙ୍କାର ଥାଏ ଏଭଳି ହୁଏ ll ଶାସକ, ଭକ୍ତ ଓ ସେବକ ମାନେ ଲୋକଙ୍କୁ ଦେଖାଇବା ପାଇଁ ନୁହେଁ ଅନ୍ତରରେ ଭକ୍ତି ଥିବା ଦରକାର ll ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏 ଆମକୁ କ୍ଷମା କରିଦିଅ ପ୍ରଭୁ 🙏🙏🙏
@bnmohanty2553
@bnmohanty2553 14 күн бұрын
ଆପଣ ଠିକ କହିଛନ୍ତି ସେବାୟତମାନଙ୍କ ଆତ୍ମଗର୍ଵ ଏବଂ ଅବହେଳା ପାଇଁ ଆଜି ଏପରି ଅଘଟଣ ଦେଖିବାକୁ ମିଳିଛି ଜୟ ଜଗନ୍ନାଥ 🙏🙏🙏
@papunadethi9371
@papunadethi9371 14 күн бұрын
ହେ ଦାରୁବ୍ରହ୍ମ ଶ୍ରୀ ବଳିଆର ଭୁଜ ମହା ବାହୁ ହେ ଜଗନ୍ନାଥ କରୁଣା ରଖ ମହା ବାହୁ
@janmejaytripathy4386
@janmejaytripathy4386 14 күн бұрын
ମୋ ବଡଠାକୁର କେତେ କଷ୍ଟ ହେଇଥିବ ତୁମ ଶ୍ରୀଅଙ୍ଗ କୁ, ଜଗାକୁ କହିବ ଦେହ ଟିକେ ଚିପି ଦେବ, ମୁଁ ଜାଣିଛି ଆଜି ରାତିରେ କାଳିଆ ବହେ ଶୁଣିବ ବଡଠାକୁର ଠୁ,ସବୁ ଦେଖିଜାଣି ଚୁପ ରହି ନାଟକ ର ଦର୍ଶକ ସାଜେ, ଏବେ କଣ କରିବୁ?? ଏବେ ବଡଠାକୁର Action mode ରେ ନାଟୁଆ, ଏବେ ତୋତେ କିଏ ବହେ ବକିଲେ,ତୁ ମୁହଁ ଶୁଖାଇଲେ ,ଯାଇ ମୋତେ ଶାନ୍ତି ଲାଗିବ। ପାପି କୁ କ୍ଷମା ଦେବୁ ଆଉ ନିରିହ ଲୋକଟା ମରିବ, ଆଉ ଚଳିବନି ରେ ତୋ ନାଟକ ଏବେ ମୋ ବଡଠାକୁର ନ୍ୟାୟ କରିବେ ଆଉ ତୁ ବି ମଥା ପାତି ସମ୍ମତି ଦବୁ।।
@pallabipriyadarshani9399
@pallabipriyadarshani9399 14 күн бұрын
Apnka lekha heart touching ❤,🙏
@prasantabagh432
@prasantabagh432 13 күн бұрын
​@@pallabipriyadarshani9399❤❤❤❤❤❤❤❤❤❤❤❤❤❤❤
@abanissssssss9621
@abanissssssss9621 12 күн бұрын
ଏହା ହି ସତ୍ୟ।
@businessaffairs1557
@businessaffairs1557 14 күн бұрын
ହେ ପ୍ରଭୁ ତୁମେ ତ ଅଚଳ ମହାମେରୁ 🙏ତୁମକୁ କଣ ସତରେ ସେବାୟତ ଗଣ ରୋକିପାରିବେ 🙏ପ୍ରଭୁ କାଇଁ ଏମିତି କଲ 🥺କେଉଁଠି ଯଦି ଭୁଲ ରହିଲା କ୍ଷମା କର 🙏
@pralayaofficial1060
@pralayaofficial1060 14 күн бұрын
ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ଭାବେ ଏକମତ 😭😭😭
@balrambehera5159
@balrambehera5159 14 күн бұрын
ଜୟ ବଳଭଦ୍ର ବଡ଼ ଠାକୁର ରକ୍ଷା କରନ୍ତୁ ଓଡିଶାବାସୀଙ୍କୁ
@kapilpati6291
@kapilpati6291 14 күн бұрын
Sata katha..
@Gurandi708
@Gurandi708 14 күн бұрын
ପୁରୀ ପଣ୍ଡା ଜଗନ୍ନାଥଙ୍କ ସେବାରେ ନାହିଁ.ଜଗନ୍ନାଥଙ୍କୁ ଲୁଟିବାରେ ମାହିର
@rakeshkumargarnayak2456
@rakeshkumargarnayak2456 14 күн бұрын
Right 👍
@sasmitanayak1510
@sasmitanayak1510 14 күн бұрын
ହେ ବଡ଼ ବିଗ୍ରହ ଦେବାଦୀ ଦେବ ବଡ଼ ଠାକୁର ସମସ୍ତଙ୍କୁ ଅବୋଧ ବାଳକ ଭାବି କ୍ଷମା କରି ଦିଅ ପ୍ରଭୁ, ଜଗତକୁ ରକ୍ଷା କର ପ୍ରଭୁ, କୋଟି କୋଟି ପ୍ରଣାମ ପ୍ରଭୁ , ଜୟ ବଳଭଦ୍ର, ଜୟ ସୁଭଦ୍ରା ମା, ଜୟ ଜଗନ୍ନାଥ 🙏🙏🙏
@jamesrinku1995
@jamesrinku1995 13 күн бұрын
ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ
@BLPlus6940
@BLPlus6940 14 күн бұрын
ଏ ବ୍ରହ୍ମାଣ୍ଡ, ଜୀବଜଗତ, ସଂସାର ଚଲାଉଥିବା ଭଗବାନ ପଡ଼ିଯିବେ ମାନେ ଘୋର ବିପଦ ମାଡ଼ି ଆସୁଛି। ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର ମଣିମା❤❤
@user-kd8je5bp9s
@user-kd8je5bp9s 14 күн бұрын
ହେ ବଡ଼ ଠାକୁର ସହା ହୁଅ ପ୍ରଭୁ
@patitakumarchoudhury9855
@patitakumarchoudhury9855 14 күн бұрын
ରଥଯାତ୍ରା ରେ ଯେମିତି ଅନାବଶ୍ୟକ ପୋଲିସ ମାଳମାଳ ଦେଖେଇ ହଉଛନ୍ତି ଶ୍ରୀ ବିଗ୍ରହ ନିକଟରେ ଅନାବଶ୍ୟକ ସେବାୟତ ମାଳ ମାଳ ଦେଖେଇ ହଉଛନ୍ତି.
@saradasahoo2409
@saradasahoo2409 14 күн бұрын
ହେ ଅନନ୍ତ ହେ ରୋହିଣୀ ସୁତ ହେ ଶେଷ ନାଗ ହେ ସୁମିତ୍ରା ନନ୍ଦନ ହେ ଉର୍ମିଳାଙ୍କ କାନ୍ତ ହେ ରେବତୀର କାନ୍ତ ହେ ମହାରୁଦ୍ର ଏକି ଲୀଳା ମୋର ଆଖିରେ ଅନବରତ ଅଶ୍ରୁ ମନରେ ଅନେକ ଦୁଃଖ ମୁଁ ସବୁ ସହିବି ମଣିମା କେବେ ତୁମର ନିନ୍ଦା ସହିବିନି
@PuriDarshan
@PuriDarshan 14 күн бұрын
ଜୟ ପ୍ରଭୁ ବଳଭଦ୍ର, ଭଗବାନ ସବୁ ସହିବେ କେବେ କାହାର ଗର୍ବ ଓ ଅହଂକାର ସହିବେନି, ଯେମିତି ଆମ ଏ ପୁରୀ ସେବାୟତ ମାନେ, ଏତେ ଗର୍ବୀ ଓ ଅହକାରୀ ହୋଇଗଲେଣି ଯେ ମହାପ୍ରଭୁଙ୍କ ସମସ୍ତ ଭକ୍ତ ଅଣନିଶ୍ୱାସୀ ଓ ତିକ୍ତ ଅନୁଭୂତି ନେଇକି ଘରକୁ ଯାଉଛନ୍ତି ଆଜି ପ୍ରଭୁ ଦେଖେଇଦେଲେ ଏମାନଙ୍କୁ ନିଜ ପାପ ଓ ଗର୍ବ ଓ ଅହଂକାରକୁ, କେମିତି ପ୍ରଭୁ ଉଠିଲା ପରେ ଖିଲି ଖିଲି ହସୁଛନ୍ତି ଏ ପାପୀ ମାନଙ୍କୁ ଗୋଟେ ଉଚିତ ଶିକ୍ଷା ଦିଆହେଲା, ଯିଏ ପ୍ରଭୁଙ୍କ ଭକ୍ତଙ୍କୁ କଷ୍ଟ ଦେବ ସେ ନିଜ ଭକ୍ତ ପାଇଁ କେମିତି କୋଉ ଉପାୟରେ ନିଜେ ତାଙ୍କୁ ଦଣ୍ଡିତ କରିବେ ଆଜିର ଉଦ୍ଧାହରଣ, ପ୍ରଭୁଙ୍କ କଷ୍ଟ ମୋ ପାଖକୁ ଆସୁହରି ହେ ଜଗତ ଠାକୁର 🙏🙏🙏
@subha.711
@subha.711 13 күн бұрын
ହେ ବଳିଆ ର ଭୁଜ ସତ ସିଂହ ର ବଳ ଯେଉଁ ମହା ମେରୁ ତାଙ୍କ ପଦାରବିନ୍ଦ ରେ ବିନମ୍ର ପ୍ରଣିପାତ🙏ତୁମ ଭକ୍ତ ମାନଙ୍କୁ କ୍ଷମା ଦିଅ ହେ ବଡ ଠାକୁରେ ❤ଦେଶ ବାସୀ ଙ୍କୁ ତୁମ ଭୁଜ ତଳେ ଆଶ୍ରୟ ଦିଅ ପ୍ରଭୁ ଅପରାଧ କ୍ଷମା କର ଗୋସାଇଁ.. ଏ ସୃଷ୍ଟି ତ ତୁମର ଆମେ ତ ତୁମରି ସନ୍ତାନ କୋଟି ଓଡିଆଙ୍କ ପ୍ରାଣ ଧନ ତୁମେ ତୁମକୁ ଆଘାତ ହେଲେ କଣ ଏ ଜାତି ସହି ପାରିବ.. ତୁମ ସାଥେ ପରା ଆମ ପ୍ରାଣ ବନ୍ଧା ହେଇ ରହିଛି.. ତୁମେ ପରା ଭକ୍ତର ଭଗବାନ, ନିର୍ଦ୍ଧନ ର ଗଣ୍ଠି ଧନ, ନିଃସନ୍ତାନ ର କୁଳ ନନ୍ଦନ, ଅନ୍ଧ ର ଲଉଡ଼ି କେମିତି ପ୍ରଭୁ ତୁମେ ପ୍ରିୟ ର ଭକ୍ତ ମାନଙ୍କ ଉପରେ କ୍ରୋଧ ଜର୍ଜରିତ ହୋଇ ପାରିବ.. ତୁମେ ତ ଆମ ବଞ୍ଚିବାର ରାହା ,ଆମ ଜୀବନର ସାହା.. ତୁମେ ତ ସବୁ କରୁଛ ତୁମ ବିନୁ ଆମର ଗତି କାହିଁ ହେ ସାଆନ୍ତେ 😢😢
@ramakrushnadalai2497
@ramakrushnadalai2497 14 күн бұрын
ବଡ଼ ସାଆନ୍ତଙ୍କ ପଛରେ କେହି ସେବାୟତ ନ ଥିଲେ, ସେମାନେ ତାଙ୍କୁ ଯୁଲାଉଥିଲେ ନା ଓହଳି ଥିଲେ , ମନେ ମନେ ଦେବତା
@deepakkumarsahoo5544
@deepakkumarsahoo5544 14 күн бұрын
କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏
@Purnimafamilyvlog-bc3uo
@Purnimafamilyvlog-bc3uo 14 күн бұрын
😭😭😭ହେପ୍ରଭୁ ଜଗତାଠାକୁର, ବ୍ରମ୍ହା❤️🙏❤️ବିଷ୍ଣୁ ❤️🙏❤️ମହେଶ୍ୱର ❤️🙏❤️ ଶାନ୍ତହୁଅ ପ୍ରଭୁ ସଂସାର ର ମଙ୍ଗଳକରପ୍ରଭୁ ବଡଠାକୁର ଗରବ ଗଞ୍ଜନ ପ୍ରଭୁ 😭😭😭❤️🙏🙏🙏🙏❤️❤️❤️ସମସ୍ତିଙ୍କର ଦୋଷ କ୍ଷମା କର
@suryakantamahalik3462
@suryakantamahalik3462 14 күн бұрын
ବଡ଼ ଠାକୁରଙ୍କୁ ପାଦତଳେ ମୋର କୋଟି ପ୍ରଣାମ 🙏🙏🙏🙏🙏 ପ୍ରଭୂ କ୍ଷମା କରିଦିଅ ପ୍ରଭୂ 🙏🙏🙏🙏😭😭😭😭
@balarambehera1127
@balarambehera1127 14 күн бұрын
ପ୍ରଭୁ ଙ୍କୁ ନେଇକି ରାଜନୀତି କରନ୍ତୁ ନାହିଁ ପ୍ରଭୁ ଚେତାବନୀ ଦେଲେ ହୁସିଆର ହେଇଯାଅ
@learnwithbini6060
@learnwithbini6060 14 күн бұрын
Satare right katha
@tanmayasamal9170
@tanmayasamal9170 14 күн бұрын
ଏହାହିଁ ପ୍ରକୃତ କଥା, ଦାୟିତ୍ବହୀନତା ପାଇଁ ଏସବୁ ଅଘଟଣ
@jamesrinku1995
@jamesrinku1995 13 күн бұрын
ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ
@shantanuswain5770
@shantanuswain5770 14 күн бұрын
ଜୟ ଜୟ ଜଗନ୍ନାଥ ସ୍ଵାମୀ 🙏, କୋଟି ଓଡିଆଙ୍କ ମୟୁଡ଼ ମଣି ଆମ ମହାପ୍ରଭୁ ଙ୍କୁ ସେବାୟତ ମାନେ ବେପରୁଆ ମନୋଭାବ ରେ ନେଉଛନ୍ତି। କୋଟି କୋଟି ଭକ୍ତ ଙ୍କ ଭାବାବେଗ ସହ ସେବାୟତ ମାନେ ଖେଳୁଛନ୍ତି। ପଣ୍ଡିତ ରଥଶର୍ମା ମହୋଦୟ ଆପଣ ଠିକ୍ କଥା କହୁଛନ୍ତି ସେବାୟତ ମାନେ ମହାପ୍ରଭୁଙ୍କୁ ବେପରୁଆ ମନୋଭାବ ରେ ଦେଖୁଛନ୍ତି। ମହାପ୍ରଭୁ ନିଶ୍ଚିନ୍ତ ସେମାନଙ୍କୁ ଦଣ୍ଡ ଦେବେ।
@SangramBeuria
@SangramBeuria 14 күн бұрын
କେବଳ ସେବକ ଏବଂ ସେବାୟତମାନେ ଦାୟୀ ଦାୟୀତ୍ବ ନେଇଥିବା ସେବାୟତ ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ
@rasmitapalei2100
@rasmitapalei2100 14 күн бұрын
ପ୍ରଭୁ ଜଗନ୍ନାଥଙ୍କ ଠାରୁ ବଡ ଠାକୁ ବହୁତ ରାଗି 🙏 କିଛି ଭୂଲ ଥିଲେ ସେ ଏତେ ସିଘ୍ର କ୍ଷମା ଦେବେ ନାହିଁ 🙏🙏
@jamesrinku1995
@jamesrinku1995 13 күн бұрын
ଜୀବ ଓ ନିର୍ଜୀବ ଭିତରେ ପାର୍ଥକ୍ୟ ଜାଣିବା ଦରକାର। ନିର୍ଜୀବ କୁ ପ୍ରଭୁ କହିବା ଓ ହାତୀ ଗୋଡ କୁ ଛୁଇଁ ଗଛ କହିବା ଅନ୍ଧ ଅଟେ
@bapundas349
@bapundas349 13 күн бұрын
He moha ପ୍ରଭୁ ଜଗନ୍ନାଥଙ୍କ ସାହା ହୁଅ,,🙏🙏🙏🙏
@bikashkumarsamal2824
@bikashkumarsamal2824 14 күн бұрын
ହେ ପ୍ରଭୁ ବଡ ଠାକୁର ❤❤❤🙏🙏🙏♥️♥️♥️🙏🙏🙏🙏🙏🙏🙏🙏🙏🚩🚩🚩🚩
@prasannabehera7221
@prasannabehera7221 14 күн бұрын
ଏ ଘଟଣା ପାଇଁ ଆମେମାନେ ଦୁଃଖିତ ,ହେ ମହାବାହୁ ଆମ୍ଭମାନଙ୍କୁ କ୍ଷମା କରିଦିଅ
@madhusudanparida4161
@madhusudanparida4161 14 күн бұрын
Absolutely correct comments by Pandit Rath Sharma. 🙏
@user-zv7hc7zo9h
@user-zv7hc7zo9h 13 күн бұрын
ମାତ୍ରାଧିକ ସେବାୟତ ରଥଉପରେ ରହିବାର ନଥିଲା। ସେବାୟତ ଭାଇ ମାନଙ୍କୁ ଏତିକି ଅନୁରୋଧ। ବର୍ଷ ସାରା ମହାପ୍ରଭୁ ଙ୍କ ପଖେରେ ରହିଲେ। ରଥ ଯାତ୍ରା ସମୟରେ ଟିକେ ଭକ୍ତମାନଙ୍କୁ ସୁଯୋଗ ଦିଆଯାଉ ମହାପ୍ରଭୁଙ୍କୁ ଦେଖିବାକୁ।
@Opqr-13
@Opqr-13 14 күн бұрын
ରଥଯାତ୍ରା କେଉଁ ରାଜ୍ୟ ସରକାର କରୁ ନାହାନ୍ତି କି ପ୍ରଶାସନ କରୁ ନାହିଁ , ଏହା ନିଜେ ମହାପ୍ରଭୁ କରୁଛନ୍ତି, ତାଙ୍କ ଆଜ୍ଞାମାଳ ନ ଆସିଲେ କିଛି ବି ହୋଇ ପାରିବ ନାହିଁ। ବଡ ଠାକୁର ସ୍ଵୟଂ ମହମେରୁ, ତାଙ୍କୁ କିଏ ସମ୍ଭାଳି ପାରିବ , ବଡ ଠାକୁର ହେଉଛନ୍ତି ସ୍ଵୟଂ ସେଶନାଗ, ମହାପ୍ରଭୁ ଙ୍କ ବଡ ଭାଇ ଯିଏ କି ସବୁ ଦେବତା ଙ୍କ ଠାରୁ ବଡ ତାଙ୍କୁ ପହଣ୍ଡି ରେ ଅସାବଧାନତା ରେ ନେବା ର ଫଳ ଏଇଟା ଅନ୍ୟ କିଛି ବି ନୁହେଁ ,
@gangadharsatapathy316
@gangadharsatapathy316 14 күн бұрын
ସମ୍ପୂର୍ଣ୍ଣ ଦାୟିତ୍ଵ ହିନ କାର୍ଯ୍ୟ। ଯାହା କହୁଛନ୍ତି ଅକ୍ଷରେ ଅକ୍ଷରେ ସତ୍ୟ। ଧନ୍ୟବାଦ୍ ଆପଣଙ୍କୁ।
@jemadeisanta9627
@jemadeisanta9627 13 күн бұрын
JAGADA 🙏 koti koti pranam JAGADA bhaladra n Maa Subhadra 🙏 Missing you 😢😢... Missing you my 3 family...I hope you always stay with me..
@prasantapati559
@prasantapati559 14 күн бұрын
Jaha hela bhala helani. Bahuta dukha laguchi. Pravu khyama Kari dia.
@realodiavlogs
@realodiavlogs 14 күн бұрын
ସମ୍ପୂର୍ଣ ସତ ଆଉ ଖୋଲା କଥା କହିଲେ
@Mr_omprakash_creation_9658
@Mr_omprakash_creation_9658 14 күн бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏😭😭😭😭😭😭😭😭🥺🥺🥺🥺🥺🥺🥺🥺🥺🥹🥹🥹🥹🥹🥹🥹🥹🥹🥹🥹
@happyhappyhappyhappy244
@happyhappyhappyhappy244 14 күн бұрын
ଜୟ ଜଗନ୍ନାଥ 🙏
@factworld672
@factworld672 13 күн бұрын
ମୋହନ ସରକାର ଓଡିଶା ପାଇଁ ବିପଦ ଅଟେ ।ମନ ଇଚ୍ଛା ଚାରିଦ୍ୱାର ଖୋଲିବା ଲୋକଙ୍କ ହାତକୁ ରାଜନୀତିକ କ୍ଷମତା ଆସିଲେ ସେମାନେ କିଛି ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କୁ ଆମେ ମନୋନୀତ କରିଥାଉ ତାର ମନେ ଏଇୟା ନୁହେଁ। କି ଠାକୁରଙ୍କ ର ରୀତି ନୀତି କୁ ଅନେ ନମାନି ମନଇଚ୍ଛା କାମ କରିବା । ଜୟ ଜଗନ୍ନାଥ ❤
@madhusmitamahapatra-bz9sv
@madhusmitamahapatra-bz9sv 13 күн бұрын
Bahut Dukhara katha hele kete sebayatanka manare tike hele bi chinta nahin choranka muhan tana pari answer sabu dauchhanti media re tike ta laja rahiba katha ketebada bhul karuchhanti hele mana re sarag bhari rahichhi tanka mukha mandalare ki hasa hasi se katha barta karuchhanti tanka BAPA ki MAA padijaithile emiti hasi hasi media pakhare kahi parithante, pura sebayata samaj pain prabhunkar satraka ghanti baji sarichhi next time bhul hele pura dalidebe mahaprabhu se dheidele 1 second re se kana kari paranti dustanka sanhar pain. Satarka aau sabadhan hei bhakti bhara chitare seba karantu nahele prabhunka koparu kehi udharakari paribeni jetika young sebayata sabu maja majlisre prabhunka seba karuchhanti tike bi bhakti nahin tanka sebare pura ratha yatra 3 dina ame anuman karichhu alati deuchhanti se alati libhi jauchhi kana prabhunka pain alati danire alati ete kam dauchhanti je se alati libhi jauchhi thare dekheidele ki prakar seba sara sansara dekhucchanti bhul ta luchi jibani bole mahaprabhu e nila kale "SEBAYATA SAMAJ CHETIBA DARKAR KANA TANKAR BHUL NIJE NIJE BAHAR KARI SUDHARIBA PAIN PRAYASA KARANTU NACHET PARINAM BHAYANKARA HEBA" "BHUL KARUTHIBA SEBAYATA SAMAYA THAU THAU SUDHURI JAO" JAY SHREE JAGANNATH🛐🛐🛐"
@srikantaharichandan1464
@srikantaharichandan1464 14 күн бұрын
ସେବାୟତ ମାନଙ୍କ ଅହଙ୍କାର ପାଇଁ ଏମିତି ହେଲା। ଓଡ଼ିଶା ବାସୀ କଦାପି କ୍ଷମା କରିବେନି।
@tejashreepattojoshi1707
@tejashreepattojoshi1707 14 күн бұрын
ଜୟ ଶ୍ରୀ ଜଗନ୍ନାଥ ଅନାଥ ଲୋକଙ୍କର ନାଥ ପ୍ରଭୂ ଭାବଗ୍ରାହୀ ଚରଣେ ଶରଣ। ବହୁତ ବହୁତ ଦୁଃଖିତ ଏମିତି ଘଟଣା।
@theweoponmaster2416
@theweoponmaster2416 14 күн бұрын
ହେ ମଣିମା ଆପଣ ପାଦ ପଦ୍ମରେ କୋଟି କୋଟି ପ୍ରଣାମ 🙇🏻‍♂️🙇🏻‍♂️🙇🏻‍♂️🙇🏻‍♀️
@mukundaghadai6784
@mukundaghadai6784 14 күн бұрын
କ୍ଷମା 😢 ଜୟ ଜଗନ୍ନାଥ 🙏 ଜୟ ବଳଭଦ୍ର 🙏
@bhaskarbehera6354
@bhaskarbehera6354 14 күн бұрын
ରଥଶର୍ମା ମହାଶୟ ଙ୍କ କଥା ଅଜୁକ୍ତି ନୁହେଁ। ଜୟଜଗନ୍ନାଥ।
@rameswarist
@rameswarist 14 күн бұрын
Jay Jagannath 🙏🙏🙏😢
@routking8192
@routking8192 14 күн бұрын
ପଣ୍ଡିତ ରଥଶର୍ମା ଠିକ୍ କହୁଛନ୍ତି
@asesh2007
@asesh2007 14 күн бұрын
ନିଶ୍ଚିତ ଏକ ନିନ୍ଦନୀୟ ଘଟଣା କିନ୍ତୁ ମୁଁ ଅନୁରୋଧ କରିବି କି ଏହାର ପ୍ରଚାର ଓ ପ୍ରସାର ବନ୍ଦ କରାଯାଉ। ଠାକୁର ଥିଲେ, ଅଛନ୍ତି ଓ ରହିବେ ମଧ୍ୟ। ଧନ୍ୟବାଦ
@PrakashSahoo-sl7hx
@PrakashSahoo-sl7hx 13 күн бұрын
କ୍ଷମା କରିଦିଅ ମହାପ୍ରଭୁ ତମ ଛୁଆଙ୍କୁ 😢😢🙏 ଆଉ ଭଲ ବୁଦ୍ଧି ମଧ୍ୟ ଦିଅ 😢😢😢
@bapujeepradhan4915
@bapujeepradhan4915 14 күн бұрын
Right right right right 100% true sir I agree in your bite
@sunitadalabehera7125
@sunitadalabehera7125 13 күн бұрын
Jai Jagannath mere bholebaba 🙏❤️🙏
@abhayajena9099
@abhayajena9099 14 күн бұрын
ଆପଣ ଙ୍କ କଥାରେ ଓଡିଶା ଏକମତ, ଜୟ ଜଗନ୍ନାଥ ସ୍ୱାମୀ, କ୍ଷମା କରନ୍ତୁ ମଣିମା 🙏🙏🙏
@arjunkhuntia8698
@arjunkhuntia8698 14 күн бұрын
ତୁମ ଶ୍ରୀ ଚରଣାର ବିନ୍ଦରେ କୋଟି ପ୍ରଣାମ 🙏🙏🙏
@kumarjaga6872
@kumarjaga6872 14 күн бұрын
ହେ ମଣିମା ଆମ ନିର୍ବୋଧ ଲୋକଙ୍କ ଦ୍ୱାରା ଭୁଲ ହେଇଚି... ମଣିମା କ୍ଷମା କର ଦେବାଧିଦେବ... 🙏🙏🙏...
@sarojinimohanty6701
@sarojinimohanty6701 14 күн бұрын
ହେ ବଡ ଠାକୁର ଆମକୁ କ୍ଷମା କରିଦିଅ।
@SubhaPradhan-lf7bz
@SubhaPradhan-lf7bz 14 күн бұрын
ଅସଲି କଳା ପାହାଡ଼ ଆଗମନର ସଂକେତ. ପ୍ରଭୁ ନିଜେ ନିଜକୁ ରକ୍ଷା କର.ସବୁ ସଲା ସୁତୁରା ଜୟ ଜଗରନ୍ନାଥ 🙏🙏🙏🙏
@buddhadattamishra1590
@buddhadattamishra1590 14 күн бұрын
ମହାବାହୁ ଜଗନ୍ନାଥ ତାଙ୍କ ବଡ ଭାଇ ଦୋର୍ଭ୍ୟାମ୍ ଶୋଭିତ ଲାଙ୍ଗଳଂ ସମଊଶଳଂ କାଦମ୍ୱରି ଚଞ୍ଚଳଂ। ଵଳଭଦ୍ର ଙ୍କୁ ବହୁତ ସମ୍ମାନ ଦିଅନ୍ତି ଭଲ ପାଆନ୍ତି।ସେ ଆଜି ପଡିଗଲେନି ଯେ କୋଟି ଓଡ଼ିଆଙ୍କୁ ଜଣାଇଛନ୍ତି କି ତାଙ୍କ ସେବାରେ ନିଶ୍ଚିନ୍ତ ତ୍ରୁଟି ରହୁଛି।ଏହା ଗର୍ବ ହେଉ କି ଦାୟିତ୍ଵ ହୀନତା ଯାହାବି ଏହା କୁ ସମଗ୍ର ଜଗନ୍ନାଥ ପ୍ରେମୀ ଚିନ୍ତନ କରିବା କଥା।ସେ ପ୍ରଭୁ କାହାର ବ୍ୟକ୍ତିଗତ ସମ୍ପତି ନୁହନ୍ତି ସେ ସଚରାଚର ବ୍ରହ୍ମାଣ୍ଡର ଏକ ମାତ୍ର ମହାନାୟକ । ଆମ ସମସ୍ତଙ୍କ କର୍ତ୍ତବ୍ୟ ତାଙ୍କୁ ସମ୍ମାନ ଦେବା ନିଷ୍ଟା,ସମର୍ପଣ,ଭକ୍ତି ର ସହିତ ତାଙ୍କର ସେବାରେ ନିୟୋଜିତ ହେବା। ଜୟ ବଳଭଦ୍ର,ଜୟ ଜଗନ୍ନାଥ,ଜୟ ସୁଭଦ୍ରା ଦେବୀ
@sudeepkumardian1548
@sudeepkumardian1548 14 күн бұрын
ଶ୍ରୀଯୁକ୍ତ ରଥଶର୍ମା ଠିକ କହୁଛନ୍ତି. ଠାକୁର ପଡିଗଲେ କେମିତି ଲାଗିବ କୋଟି କୋଟି ଜଗନ୍ନାଥ ଭକ୍ତଙ୍କୁ. ସତକର୍ତ୍ତା ଏବଂ ଦାଇତ୍ୱହିନତାର ଅଭାବ
@tapashkumar9669
@tapashkumar9669 11 күн бұрын
ପ୍ରଭୁ ସେବକମାନଙ୍କୁ କ୍ଷମା କରିଦେବ ସାରା ବିଶ୍ବର କଲ୍ୟାଣ ହେଉ ଏମିତି ଅଘଟଣ ଭବିଷ୍ୟତରେ କାହାର ବି ନୟନ ନ ଦେଖୁ 😭🙏🏿 କ୍ଷମା.........
@malayajena3240
@malayajena3240 14 күн бұрын
Jay Jagannath❤❤❤❤❤🙏🙏🙏🙏🙏🙏🙏
@lopamudraswain908
@lopamudraswain908 14 күн бұрын
ହେ ବଡ ଠା‌କୁର ସାହା ହୁଅ 🙏🙏🙏
@BapujiMLT
@BapujiMLT 14 күн бұрын
କ୍ଷମାମ ଦେହି 🙏 ପ୍ରଭୁ
@birasurendrasahu8611
@birasurendrasahu8611 14 күн бұрын
ରଥଶର୍ମା ଯାହା କହିଲେ ସବୁ ସତ କଥା,ପଣ୍ଡା ମାନେ ନିଜକୁ ଭଗବାନ ଙ୍କୁ ବଡ଼ ମଣୁଛନ୍ତି।
@user-cg3ys1km7m
@user-cg3ys1km7m 14 күн бұрын
ସେବାୟତ ଭାଇ ମାନେ ନିଶା ଖାଇ ବାରୁ ଏପରି ଘଟଣା ଘଟିଲା
@PrafullaBehera-zq9vk
@PrafullaBehera-zq9vk 14 күн бұрын
୧୦୦/ ଆପଣ ସତ କହିଲେ 🙏🙏🙏🙏🙏🙏🙏
@user-vh7pj1cl5o
@user-vh7pj1cl5o 14 күн бұрын
Jay Jagannath🙏🙏🙏🙏😭😭😭❤❤❤
@happyhappyhappyhappy244
@happyhappyhappyhappy244 14 күн бұрын
he pravu rakhya kara 😌😭
@ManasSahu-ew1yk
@ManasSahu-ew1yk 14 күн бұрын
ଆପଣ ଠିକ୍ କହିଛନ୍ତି ଦାଇତ୍ୱ ହିନତା
@santanurout877
@santanurout877 14 күн бұрын
Bhakta nku seba dia nali akhi nuha tebe jaga khusi heba
@suryanarayanbehera1304
@suryanarayanbehera1304 13 күн бұрын
Jay jagannath Swami ki jai
@Pandit-booking-odisha
@Pandit-booking-odisha 13 күн бұрын
ଜୟ ଜଗନ୍ନାଥ
@teamsukantabehera6066
@teamsukantabehera6066 14 күн бұрын
ହେ ବଡ଼ବାଡର ମଣିମା 🙏🙏🙏 ଆପଣ ପରମ ଦୟାଳୁ, କ୍ଷମା ପ୍ରାର୍ଥନା କରୁଛୁ ମଣିମା। ଆପଣ ଚାହିଁଲେ ଏକ ନିମିଷକ ମଧ୍ୟରେ ଏ ସଚରା ବ୍ରହ୍ମାଣ୍ଡ କୁ ଧ୍ଵଂସ ବିଧ୍ୟୋସ୍ତ କରିଦେବେ। ଆପଣ ମହାବାହୁ, ଆପଣ ଏ ସଚରା ବ୍ରହ୍ମାଣ୍ଡ ରେ ପରିବ୍ୟାପ୍ତ କ୍ଷମା କରି ଦିଅନ୍ତୁ ମଣିମା, କ୍ଷମା କରିଦିଅନ୍ତୁ 🙏🙏🙏🙏🙏
@sanjuktadas1235
@sanjuktadas1235 14 күн бұрын
Jay jagannath 🙏
@bhagirathipatra451
@bhagirathipatra451 12 күн бұрын
🙏 JAY JAGANNATH 👍👌🚩
@PradeeptaPattnaik-hz1wj
@PradeeptaPattnaik-hz1wj 13 күн бұрын
Perfect. Apanku mora Pranam
@biswajitpattanaik2449
@biswajitpattanaik2449 14 күн бұрын
ଅଣ ଓ ଅନଭିଜ୍ଞ ସେବାୟତ,ଅଭିଙ୍ଗ ସେବାୟତ ଙ୍କ ଅବହେଳା , ଶ୍ରୀ ମନ୍ଦିର ପ୍ରଶାସନ ପୁରାପୁରି ଦାୟୀ ଏହି ମାନଙ୍କ ଉପରେ ଆକ୍ସନ ନେବା ଜରୁରୀ । ଜୟ ଶ୍ରୀ ଜଗନ୍ନାଥ ।
@UpendraNaik-et6lt
@UpendraNaik-et6lt 13 күн бұрын
Hori❤❤❤bol
@anandakumarbehera2027
@anandakumarbehera2027 14 күн бұрын
ନିରାଟ ସତ୍ୟ କଥା ପ୍ରଭୁ କାହାର ଗର୍ବ ରଖି ନାହାଁନ୍ତି ।ଜୟ ଶ୍ରୀ ଜଗନ୍ନାଥ🙏
@kshitishpatra8661
@kshitishpatra8661 14 күн бұрын
Akhire luha asuchi😢😢😢
@jharanamallick5334
@jharanamallick5334 14 күн бұрын
Jay jagannath🙏🙏🙏❤❤❤
@soumyaranjanbeura2433
@soumyaranjanbeura2433 14 күн бұрын
Jay jagannath
@malayaranjanpati94
@malayaranjanpati94 14 күн бұрын
ମଣିଷ ମାତ୍ରକେ ଭୁଲ ହଉ ହଉ ହେଇଗଲା ଜୟ ଜଗନ୍ନାଥ କିଛି ବ୍ୟସ୍ତ ନାହିଁ...🙏🏻😌🙏🏻😌କିଛି ରାଜନୀତି ଆ ଏବେ ବିଜେଡି 😂😂😂😂 ବିଜେପି ହେବେ🙏🏻🙏🏻🙏🏻🙏🏻🙏🏻
@user-vh7pj1cl5o
@user-vh7pj1cl5o 14 күн бұрын
Jay Jagannath🙏🙏🙏🙏😭😭😭😭
@sasibhusansahoo7684
@sasibhusansahoo7684 14 күн бұрын
ଏଥିପାଇଁ ବଳଭଦ୍ର ଙ୍କ ବାଡ଼ଗ୍ରାହୀ ଦାୟି ଯେ ନିଜ ପ୍ରଭୁ ଙ୍କୁ ହେ ଜ୍ଞାନ....
@user-vh7pj1cl5o
@user-vh7pj1cl5o 14 күн бұрын
Jay Jagannath🙏🙏🙏🙏😭😭😭
@sibyshorts
@sibyshorts 13 күн бұрын
ହେ ପ୍ରଭୁ ୟେ କଣ ହେଇଗଲା ? କ୍ଷମା କର ପ୍ରଭୁ । ଏତେ ସେବାୟତ ଥାଇ ମଧ୍ୟ ବଡ଼ ଠାକୁର କେମିତି ପଡିଗଲେ ? ଏ ଦୃଶ୍ୟ ଦେଖିଲା ପର ଠାରୁ ମନ ବିଚଳିତ। ସମସ୍ତ ଙ୍କୁ କ୍ଷମା କରି ଦିଅନ୍ତୁ ପ୍ରଭୁ । 😭😭😭😭
@sandavlogs1697
@sandavlogs1697 14 күн бұрын
He Prabhu val re rakhntu jagatare 😭😭🙏🙏
@debasisdakua7955
@debasisdakua7955 14 күн бұрын
କ୍ଷମା କର ମହା ପ୍ରଭୁ
@PrafullaBehera-zq9vk
@PrafullaBehera-zq9vk 14 күн бұрын
ଏହା ଏକ ଦୁଖ ଦାୟକ ଘଟଣା 🙏🙏
@ramachandrapanda5349
@ramachandrapanda5349 14 күн бұрын
ଭକ୍ତି ରେ କମ,ଦେଖେଇ ସେବା କରିବା ବେଶୀ,ତେଣୁ ଏ ସବୁ ଘଟିବ,ଜୟ ଜଗନ୍ନାଥ,ସଦବୁଦ୍ଧି ଦିଅନ୍ତୁ 🙏🙏ଜୟ ଜଗନ୍ନାଥ 🙏🙏
@bandananahak9203
@bandananahak9203 14 күн бұрын
Jay jagannath 🙏🙏khyama kara prabhu
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 14 МЛН
How Many Balloons Does It Take To Fly?
00:18
MrBeast
Рет қаралды 162 МЛН
ОСКАР vs БАДАБУМЧИК БОЙ!  УВЕЗЛИ на СКОРОЙ!
13:45
Бадабумчик
Рет қаралды 6 МЛН
ПРОВЕРИЛ АРБУЗЫ #shorts
00:34
Паша Осадчий
Рет қаралды 6 МЛН
Jibana Do Chhakire Ashara Alok Ep 421   20 JULY 2024
43:23
| Odisha Reporter
3:36
Odisha Reporter
Рет қаралды 3,6 М.
Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia
10:44
DAD LEFT HIS OLD SOCKS ON THE COUCH…😱😂
00:24
JULI_PROETO
Рет қаралды 14 МЛН