ଦୀନକୃଷ୍ଣଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ || Bharatpur Police Station || Odisha Reporter

  Рет қаралды 259,912

Odisha Reporter

Odisha Reporter

Күн бұрын

Пікірлер: 650
@ArunDas-hc5zz
@ArunDas-hc5zz Ай бұрын
ସବୁ ଦିନ ନୁହେଁ ଚାନ୍ଦିନୀ ରାତି । ନିଶ୍ଚୟ ପହିବ ପାପର ରାତି ।
@soumyanayak7755
@soumyanayak7755 Ай бұрын
BJD asile phuni yankara chandni rati asiba
@TechnoUncle-l6l
@TechnoUncle-l6l Ай бұрын
Suspend ବା ନିଲମ୍ବନ ବଦଳ ରେ ବହିଷ୍କାର ଶବ୍ଦ ଥିଲେ ବୋଧହୁଏ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା ।
@aproudjagannathbhaktkaling6054
@aproudjagannathbhaktkaling6054 Ай бұрын
Based
@SapanSankar
@SapanSankar Ай бұрын
Iic ଦିନକୃଷ୍ଟ ଶଳା ବଡ଼ ହାରାମି ତୋ ପାଇଁ ଓଡ଼ିଶା ପୋଲିସ୍ ର ନା ଖରାପ ହେଉଛି
@RupNarayanMajhi
@RupNarayanMajhi Ай бұрын
ଏମିତି କିଛି କର୍ମଚାରୀଙ୍କ ପାଇଁ ପୁରା ବିଭାଗ ବଦନାମିର ଶୀକାର ହେଇଯାଉଛି ।
@linaranipatra5779
@linaranipatra5779 Ай бұрын
Badha chhua ta
@RadhamohanDas-l5m
@RadhamohanDas-l5m Ай бұрын
ନ୍ୟାୟ ପାଇବା ଆଶାରେ ଥାନା କୁ ଗଲେ ନ୍ୟାୟ ମିଳିବା କଷ୍ଟ ।ଏହା ଓଡ଼ିଶା ର ସବୁଠି ।
@Matruprasd
@Matruprasd Ай бұрын
ଦିନକୃଷ୍ଣ IIC କୁ ତୁରନ୍ତ ଗିରଫ କରାଯାଉ
@amrjitbiswal7243
@amrjitbiswal7243 Ай бұрын
ଦୀନକୃଷ IIC କୁ ଚାକିରୀ ରୁ ବହିଷ୍କାର କରାଯାଉ
@adventurebuddy5937
@adventurebuddy5937 Ай бұрын
Khali suspension nuha termination
@chiranjivraul7175
@chiranjivraul7175 Ай бұрын
​@@adventurebuddy5937 Right. Termination with no pension and other retirement benefits. His assets should also be probed and confiscated if irregularities are found. Further he along with his four subordinates must be arrested and face trial for assaulting the lady.
@amitt319
@amitt319 Ай бұрын
ଆଉ jail ହବନି ?
@jeebanjyotimishra7395
@jeebanjyotimishra7395 Ай бұрын
ପୁଲିସ ନିଯୁକ୍ତି କଳଙ୍କ ମୁକ୍ତ ହେବା ଉଚିତ.
@prasanjitnath4592
@prasanjitnath4592 Ай бұрын
ହେଇପରିବନି ଭାଇ
@kishorchandra2531
@kishorchandra2531 Ай бұрын
ଏ ଶଳା IIC କୁ ଚପଲ ମାଡ଼ ଦରକାର। ଏ ଲୋକ ପୂର୍ବ ସରକାରର ଚାଟୁକାରି ଥିଲା।
@dehurydillip
@dehurydillip Ай бұрын
A sala ku bandhiki mada darjar
@BikramLenka-iw2gq
@BikramLenka-iw2gq Ай бұрын
Bhai mo sahitabi amiti heichi paradeep re
@rameshchandrasahoo8872
@rameshchandrasahoo8872 Ай бұрын
Bhai ye sala sabu thana re yehi pari khali janata nku luto, jiye desh pai janata nka surakhya pain jiban debaku prastut taku ye mane kna Karu chhanti ! Yanku guli Mari deba vala
@srushtikanta2969
@srushtikanta2969 Ай бұрын
Police wala see samyara thiba sarkar upare nirvar kare !
@manojmahananda-wl4gd
@manojmahananda-wl4gd Ай бұрын
ଦିନବନ୍ଧୁ କୁ ଟୋଟାଲ କୈଣସି ଶରକାରି କାମ ନ ମିଳୁ ତାର ଶବୁ ପରପଟି ଶରକାର ନେଇ ଗରୀବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ
@kailashnayak7643
@kailashnayak7643 Ай бұрын
Right
@aproudjagannathbhaktkaling6054
@aproudjagannathbhaktkaling6054 Ай бұрын
ଭାଇ ତମ ଓଡ଼ିଆ ବନାନ ସବୁ ଅତି ଉଚ୍ଚକୋଟୀର 😅
@harioumsharanamofficial9780
@harioumsharanamofficial9780 Ай бұрын
ଏମିତି କାହାଣୀ ପ୍ରାୟ ସବୁ ଜାଗାରେ, ସାମାନ୍ୟ ଅର୍ଥ ଲୋଭ ରେ ହେଉ ବା ପଦବୀ ର ଅହଙ୍କାର ରେ ହେଉ ଅଭିଯୋଗକାରୀ ଙ୍କୁ ହିଁ ଅଭିଯୁକ୍ତ ବନାଇ ଦିଅନ୍ତି
@Siddhant110
@Siddhant110 Ай бұрын
ICC କୁ ଗିରଫ କରାଯାଉ ତାଙ୍କ ଘରେ ବୁଲଡୋଜର ଚଢ଼ାଯାଉ ସେ ସାଇଜି ହୋଇଯିବ 😮😮😮😮
@englishmaster437
@englishmaster437 Ай бұрын
Right 👍
@belalsensenapati1300
@belalsensenapati1300 Ай бұрын
ମୋହନ ସରକାର ପାଇଁ ଏ ଚାଲେଞ୍ଜ। ସେ କଠୋର ପଦକ୍ଷେପ ନିଅନ୍ତୁ ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।
@rajeshparida3219
@rajeshparida3219 Ай бұрын
ଆମ ଦେଶରେ ନ୍ୟାୟ ପାଳିକା ବୋଲି କିଛି ନାହିଁ ନ୍ୟାୟ ପାଇଁ ଥାନା କୁ ଜିବା ସବୁଠାରୁ ଦ୍ରୁଭାଗ୍ୟଜନକ ଥାନା କୁ ଜାଇଥିବା ଲୋକ ସେଠାରେ ନିଜେ ମାଡ଼ ଖାଇ ଆରେଷ୍ଟ ହେଇ ଜାଉଚି ଆମ ଦେଶରେ ପୋଲିସ ମାନେ ଇଗ୍ରେଜ ମାନଙ୍କ ପରି ସାସନ କରୁଛନ୍ତି
@Faltutokarafaltuvideo
@Faltutokarafaltuvideo Ай бұрын
ଏବେ ଯାଏଁ ବିଜେପି ର ଆଇନ ମନ୍ତ୍ରୀ ଙ୍କ ବାଇଟ ଆସି ପାରିଲା ନାହିଁ କାହିଁକି ବିଜେପି ନେତା ମନ୍ତ୍ରୀ ମାନେ କାହିଁକି ଚୁପ ହେଇ ବସି ଛନ୍ତି ଏମିତି ବିଜେଡି ର ପୋଷା କୁକୁର ଙ୍କ ପ୍ରତି ଏତେ ଭଲ ପାଇବା କାହିଁକି ବିଜେପି ଦେଖାଉଚି 👈କଣ ମୋହନ ମାଝୀ ସରକାର ର କିଛି ବି ଓଉକାତ ନାହିଁ 👈
@sushantasahu1858
@sushantasahu1858 Ай бұрын
ଏମିତି ପୋଲିସ୍ ପାଇଁ ତୋ ଲୋକେ ମାଓବାଦୀ ରେ ମିସୁଛନ କାରଣ ନିୟ ନପାଇବାରୁ
@padminikishan5886
@padminikishan5886 Ай бұрын
Sata Katha
@R10-g8u
@R10-g8u Ай бұрын
?​@@padminikishan5886
@satyafitnessallunboxingrev8607
@satyafitnessallunboxingrev8607 Ай бұрын
Right
@satyafitnessallunboxingrev8607
@satyafitnessallunboxingrev8607 Ай бұрын
A mane majboor Karu chhanti maobadi heba pain
@FAKIRJENA-du2zs
@FAKIRJENA-du2zs Ай бұрын
ଆରେ ଦିନl କୁ ପାଣ୍ଡୁ ନବୀନ ଯୋଡ଼ି ଆଶୀର୍ବାଦ ଦେଇଛନ୍ତି ଆଗରୁ। ତେଣୁ ମାଝି ସରକାର ଏହି ମୋଟୁ କୁ ମୋଟେ ଛାଡ଼ିବା କଥା ନୁହଁ।
@shyamsundarmohanty2122
@shyamsundarmohanty2122 Ай бұрын
ଏଥିରେ ପରା ଭଣଜା ସଂପୃକ୍ତ
@englishmaster437
@englishmaster437 Ай бұрын
Kya baat hai bhai
@sushilmishra8728
@sushilmishra8728 Ай бұрын
ଏ IIC କୁ ଜେଲ୍ ପଠାଇବା ଦରକାର। ଆପଣଙ୍କ ମତ କଣ ଜଣାନ୍ତୁ?
@englishmaster437
@englishmaster437 Ай бұрын
I support you.
@debm4154
@debm4154 Ай бұрын
Ei bharatpur ra pura staff ku dismiss karantu sarkar
@SudhirNayak-b8g
@SudhirNayak-b8g Ай бұрын
Police magia ku mada darakar
@pradiptarout4070
@pradiptarout4070 Ай бұрын
ଆଇନ କରା ଯାଉ ପୋଲିସ ଚୋର ନ ଧରିଲେ ଦରମା ନାହିଁ
@amitt319
@amitt319 Ай бұрын
ସେମାନେ କଣ ଦରମାରେ ଚଲୁଛନ୍ତି କି ? ତାଙ୍କର ଦରମା ସେମିତି ବି ଦରକାର ନାହିଁ 😅
@fearless4421
@fearless4421 Ай бұрын
ପୋଲିସ ଚାକିରି କେବଳ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଦେଲେ ସାଧାରଣ ଜନତା ସୁରକ୍ଷା ପାଇବେ ।
@devdutt8084
@devdutt8084 Ай бұрын
ଗେଣ୍ଡା ଦଳ ଆକୁ କୁଆଡେ ଆଦଶ୍ର ଥାନା ବୋଲି କହି ଉଦ୍ ଘାଟନ କରିଥିଲା।ସବୁ ଦୃନୀତି ପୋଲିସ୍ ଦଳ ଏଇଠି ଅଛନ୍ତି ଲାଗୁଛି ଏମାନଙ୍କୁ ଚାକିରିରୁ ବହିସ୍କାର କରାଯାଉ।ଏହି ଭଳିଆ ପୋଲିସ କର୍ମଚାରୀ ଙ୍କ ଯୋଗୁ ଆଜି ଓଡିଶା ଏବଂ ପୋଲିସ ବିଭାଗ ର ପ୍ରତିଛବି ଖରାପ ହଉଛି। ଜୟ ଜଗନ୍ନାଥ 🙏🏻
@radhebhai7850
@radhebhai7850 Ай бұрын
Abe Sarakara kia 😂
@rameshchandrasahoo8872
@rameshchandrasahoo8872 Ай бұрын
Bala, police station kuaade adarsh hoi pare ? Sobu janata nku topic chadhanti
@susantasamantray6335
@susantasamantray6335 Ай бұрын
ଗେଣ୍ଡା ଦଳର ଆଦର୍ଶ ପୋଲିସ
@kaberisahusahu3506
@kaberisahusahu3506 Ай бұрын
​@@radhebhai7850abe sarkar Jia thauna kahili bjd sarkar police ku odisha ra gunda karithila
@kaberisahusahu3506
@kaberisahusahu3506 Ай бұрын
Tahar phala abe a sarkar bhoguchanti
@Faltutokarafaltuvideo
@Faltutokarafaltuvideo Ай бұрын
ମୋହନ ସରକାର ଙ୍କୁ ମୋର ଅନୁରୋଧ ଯେ ପୋଲିସ ମାନଙ୍କ ଉପରେ କିଛି ଗୋଟେ ଗାଇଡ଼ ଲାଇନ ନିହାତି ଆସିବା ଦରକାର 👈
@sarojkumarnayak9448
@sarojkumarnayak9448 Ай бұрын
ଦୀନକୃଷ୍ଣ ପୋଲିସ କୁ ଶୀଘ୍ର ଚାକିରୀରୁ ବହିଷ୍କୃତ କରି ଅବସର ଦେବା ପାଇଁ ନୂତନ ସରକାର ଙ୍କୁ ଅନୁରୋଧ।
@हम_हिंदू_हैं
@हम_हिंदू_हैं Ай бұрын
ପୋଲିସ ହେଉ ଚୋର ଦୁଇଙ୍କର କାମ ଏକା
@happyworld2135
@happyworld2135 Ай бұрын
ନିଲମ୍ବିତ ନୁହେଁ ୟାକୁ ଚାକିରି ରୁ ବହିସ୍କ୍ରୁତ କରାଯାଉ
@amitt319
@amitt319 Ай бұрын
Jail କାହିଁକି ହବନି .. କଣ ପୋଲିସ ବୋଲି ?
@tkp2882
@tkp2882 Ай бұрын
ଏମିତି ଓଡ଼ିଶାର ସବୁ ଥାନାରେ ହେଉଛି
@anirudhabiswal4234
@anirudhabiswal4234 Ай бұрын
Quick action taken by Govt.of Odisha.
@niranjanpanda8574
@niranjanpanda8574 Ай бұрын
New Mohan Govt should take action not only Bharatpur police but also other police ,, who neglect their duty.
@sanjeevkumarsoren1534
@sanjeevkumarsoren1534 Ай бұрын
Mohan majhi is with police 😂😂😂
@gagannayak2276
@gagannayak2276 Ай бұрын
ଶିଳାକୁ, ଧକା ମାରି ଚାକିରି,ରୁ,ଵିଦାକର
@manoranjanparida7874
@manoranjanparida7874 Ай бұрын
ଅନିଦିଷ୍ଟ ପର୍ଯ୍ୟନ୍ତ ବସେଇ ଦିଅ , କିଛି କାମ ନାହିଁ,,ଘର କୁ ପଠେଇ ଦିଅ ,, କାମ ନାହିଁ କି ଦରମା ନାହିଁ,,,,ସବୁ ଠିକ୍ ହେଇ ଜିବେ,,,, କ'ଣ ହେବ ନେତାଙ୍କ ର ଚାଟୁଦାର ଦରକାର,, ରଖିବେ ,,,
@BibhutibhusanDash-pv3xi
@BibhutibhusanDash-pv3xi Ай бұрын
କଣ କଲମ ଖୋଜିବାକୁ ଦୁଇ ଦିନ ଲାଗୁଥିଲା
@niranjannayakgreatodisha2342
@niranjannayakgreatodisha2342 Ай бұрын
ତୁରନ୍ତ ଏହି ଶଳା ପୋଲିସ କୁ ଚିଡ଼ିଆ ଖାନା ବାଘ କୁ ଖାଇବାକୁ ଦିଆ ଯାଉ
@Uttam-o6j
@Uttam-o6j Ай бұрын
ପାଗଳ ପୋଲିସ
@manojsahu2039
@manojsahu2039 Ай бұрын
Police department କୁ ଅନୁରୋଧ,IPS Dr Abhishek pallab ଭଳି ହେବା ପାଇଁ ଚେଷ୍ଠା କରନ୍ତୁ ଦେଖିବେ ରାଜ୍ୟରେ ପ୍ରଶାସନ ଓ କ୍ରାଇମ୍ ରେ ବହୁ ପରିମାଣରେ ପରିବର୍ତ୍ତନ ଆସିଯିବ
@sanjaykumarnayak3521
@sanjaykumarnayak3521 Ай бұрын
Mohan sarkar nku request Sadhana Jantanka pain Helpline jari karantu.jemiti Sadhana janta direct Sarkar nku Avijog sunai paribe
@BibekBiswal-v1x
@BibekBiswal-v1x Ай бұрын
IIC ku Jharpada send kara
@amitt319
@amitt319 Ай бұрын
ନା କଟକ ଭୁନେଶ୍ବର ରେ ତାର ବହୁତ୍ connection...
@Rkd6122
@Rkd6122 Ай бұрын
Remove this type of police man from the department 😮,
@rabindrarathor1013
@rabindrarathor1013 Ай бұрын
ଏ ଦୀନକୃଷ୍ଣ ଆଇଆଇସି କୁ।ତୁରନ୍ତ। ବହିଷ୍କାର କରାଯିବା ସହିତ ଜେଲ୍ ଦଣ୍ଡ ଦିଅନ୍ତୁ ସରକାର ।
@lalitmohanmishra3561
@lalitmohanmishra3561 Ай бұрын
ଇଏ କୋଉ ନୂଆ କଥା ସବୁ ଥାନା ରେ ସମ ଅବସ୍ଥା ଆଉ ଏହାଠୁ ଅଧିକ ଦୁଃଖ ର କଥା, ସବୁ ଗଣମାଧ୍ୟମ ଏହା ଜାଣନ୍ତି, ଗଣମାଧ୍ୟମ ବି ବିନା ପଇସା ରେ କିଛି କରେନି,ପଇସା ନେଇ ଦୋଷୀ ର ଦୋଷ କୁ ଲୁଚାଇ ଦେଉଛନ୍ତି,ଏଣୁ ସାଧାରଣ ମଣିଷ ର ଦୁଃଖ ବୁଝିବାକୁ କେହି ନାହିଁ ,,😭😭😭 ଗୋଟିଏ ଗୋଟିଏ କଥା ସିନା ବାହାରକୁ ଆସୁଛି,କିନ୍ତୁ କୋଟି କୋଟି କଥା ଚପି ଯାଉଛି 😭😭😭
@manasranjandas7669
@manasranjandas7669 Ай бұрын
କମିଶନରେଟ ପୋଲିସ ଅବସ୍ଥା ଏଇୟା ତ , ଆଉ କୁଆଠି କଣ ଥିବ 😢
@sunamarandi2089
@sunamarandi2089 Ай бұрын
ପୁଲିସ ବାଲା ଜାଣିବା ଦରକାର ଯେ ଏବେ BJD ସରକାର ନାହିଁ
@sarojmishra7932
@sarojmishra7932 Ай бұрын
Don't give promotion to constable & ASI unless they complete 20 yrs service.
@HemantakumarJena-gz5xu
@HemantakumarJena-gz5xu Ай бұрын
ଏ ଶଳାକୁ ମାଲ୍ କାନ୍ ଗିରି ପଠାଅ ସାଇଜି ହେଈଜିବ
@sunilkumarrout1788
@sunilkumarrout1788 Ай бұрын
Se IIC ku public samna ku chhadi diantu Public gote dina re taku size kari debe
@SubhendukumarSahani
@SubhendukumarSahani Ай бұрын
ଜୟ ଶ୍ରୀ ରାମ
@RD123.........
@RD123......... Ай бұрын
ସବୁ ଥାନା ରେ ଏମିତି police ପ୍ରଥମେ case register କରେନି, ସମାଧାନ ପାଇଁ ଉଭୟ ପକ୍ଷ କୁ କୁହେ, ଯଦି ନ ହୁଏ case register ହୁଏ
@janardandas4258
@janardandas4258 Ай бұрын
ଏମିତି ହୁଏ ବୋଲି.. ଆଇନ୍ ସେୟା ନା କଣ?
@kailashchandrajena8405
@kailashchandrajena8405 Ай бұрын
Dedhamas helani kichhi karinahin.....Puni kahuchhi tume se lok ku dekhei dia....Puni Kan gunda Ghar Jai mad khaib...cc tv ru gundaku Jani paruni? Sat katha hela police kichhi karibaku Chahun nahin. Yemane rahile kehi nyay paibe nahin...Sarkar yemananku bida karantu.
@RockyBhai-t5y
@RockyBhai-t5y Ай бұрын
Ye family jhagada nai .....je miseibe
@dailylife1956
@dailylife1956 Ай бұрын
Yes thik katha
@sanjayakumardash9704
@sanjayakumardash9704 Ай бұрын
We request to mohan sir to take action against them
@NiranjanMohanty-z8t
@NiranjanMohanty-z8t Ай бұрын
ଏଇ ମାନେ ବିଜେଡ଼ି ଲୋକ
@ManojaManoj1977
@ManojaManoj1977 Ай бұрын
ସେ ଭାବୁଥିଲେ ତାଙ୍କ ବାପାଙ୍କ ଜଗିରୀ
@krushnasahoo155
@krushnasahoo155 Ай бұрын
ସ୍ୱଆଧିନ ଦେଶର ସନ୍ତାନ ଆମେ ଓଡିଶା ଆମର ଜନମ ଭୂଇ
@Lituharichandan
@Lituharichandan Ай бұрын
British police Act badalajau..ethira police janata nka pakha uttara dai nuhain ...kebala Political leaders o officer nka surakhya o seba pain tarpar ..
@PrabhatSahoo-f3e
@PrabhatSahoo-f3e Ай бұрын
Police ku enkaunter karideba darkar up sarkar bhali
@kapinbaliarsingh5647
@kapinbaliarsingh5647 Ай бұрын
Maagiha,,iicdinabanda
@SubhendukumarSahani
@SubhendukumarSahani Ай бұрын
ଜୟ ଶ୍ରୀ କୃଷ୍ଣ
@puspitamohanty936
@puspitamohanty936 Ай бұрын
Hinnah kruoosn hata gala, best deed.
@gurucharansahoo9577
@gurucharansahoo9577 Ай бұрын
ଶଳା ଏ ପୋଲିସ ର ଚେହେରା କହୁଛି ବଡ ବଦମାସ 😠😠😠😠
@rajeshkumarpradhan4928
@rajeshkumarpradhan4928 Ай бұрын
ଭଲ ହେଇଛି ସସ୍ପେଣ୍ଡ ହେଇଛି ଧନ୍ୟବାଦ DG sir👍 ଚୋର ପୋଲିସ କୁ ବିଦାୟ କରନ୍ତୁ
@pratyushbiswal8093
@pratyushbiswal8093 Ай бұрын
ଓଡିଶା ରେ ଶାସନ ନାହିଁ ତାଙ୍କର ବଡ଼ ଅଫିସର ଆକ୍ସନ କିଛି ନଉନାହିଁନ୍ତି କୋର୍ଟ ଆକ୍ସନ ନେଉନି ଅଫିସର ଓଡ଼ିଆ ବୁଝି ପାରୁନାହିଁଟି ମିଡ଼ିଆ ରଡୁଛି କେହି କିଛି ବୁଝି ପାରୁନାହାନ୍ତି ସବୁ ଅଣ ଓଡ଼ିଆ ଅଫିସର ଏବେ ତ ସବୁ ଓଡ଼ିଆ ଅସୁବିଧା କେଉଁଠି ନା ଜାଣି ଶୁଣି ଆକ୍ସନ ନଉନାହିଁନ୍ତି
@soumyaranjanmohapatra7933
@soumyaranjanmohapatra7933 Ай бұрын
ଓଡ଼ିଶାରେ ଯୋଗୀ ଶାସନ ନିହାତି ଦରକାର୍।।
@AnimeshDas108
@AnimeshDas108 Ай бұрын
Suspend ନାହିଁ arrest କର ଏଇ IIC କୁ
@Luckynayak-z4f
@Luckynayak-z4f Ай бұрын
ଦୀନକୃଷ୍ଣ ମାଗିହା ଟା
@tunamallik3341
@tunamallik3341 Ай бұрын
IIC ଦଣ୍ଡ ପାଇବ
@vinaybiswasi3623
@vinaybiswasi3623 Ай бұрын
Reformation of police department is required
@bijaykumarbijay2228
@bijaykumarbijay2228 Ай бұрын
ଏଇ ପୋଲିସ କୁ ମାଡ଼ ଦରକାର
@azadmohammed1911
@azadmohammed1911 Ай бұрын
ଓଡ଼ିଶାର ପୁଲିସ ଅତି ଦିମାଗିଆ ।
@pradeepkumarsinha803
@pradeepkumarsinha803 Ай бұрын
ଓଡ଼ିଶାର ସରକାରଙ୍କୁ ଧିକ୍କାର...ପୂର୍ବ ସରକାରଙ୍କ କାରନାମାକୁ ବି ଧିକ୍କାର, ଲଜ୍ଜା ନଥିଲା କି ସରମ ନଥିଲା।ନେତାମାନେ କଣ ଚାହୁଁଛନ୍ତି ଶ୍ରୀଲଙ୍କା, ବାଂଲାଦେଶ ପରି ସ୍ଥିତି ସୃଷ୍ଟି ହେଉ??? ସମୟ ବଡ ବଳବାନ। ସମୟ ଥାଉ ଥାଉ ସମସ୍ତେ ସାବଧାନ/ସତର୍କ ହୋଇଯିବା ଉଚିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଏହା ମହାପ୍ରଭୁଙ୍କର ସତର୍କ ସୂଚନା ବୋଲି ଧରିନେବା ଉଚିତ।
@MuniMadhi-iz6bq
@MuniMadhi-iz6bq Ай бұрын
ଭରତ ପୁର ଥାନା ନୁହେଁ ଲଙ୍କା ପୁର ଥାନା
@gangadharamohanty1686
@gangadharamohanty1686 Ай бұрын
ଏ ଘଟିୟା ପୋଲିସ ଦିନବନ୍ଧୁ ମିଶ୍ର ନିଶ୍ଚିତ ସବୁ ଦଙ୍ଗାଇ ଓ ଡକାୟତ ମାନଙ୍କ ସହିତ ମିଶି ସାଧାରଣ ଜନତାଙ୍କୁ ଧୋକା ଦେଉଥିଲା -- ତେଣୁ ଏଭଳି ସମାଜ ବିରୋଧୀ ତତ୍ତ୍ଵ କୁ ଚାକିରିରୁ ନିଲମ୍ବିତ ନୁହେଁ ବହିସ୍କାର ସହିତ ଜେଲ୍ ଜୋରିମାନା ନିହାତି ଆବଶ୍ୟକ । ଜୟ ଜଗନ୍ନାଥ ।
@raghunath-bapuni
@raghunath-bapuni Ай бұрын
Jay jagannath
@RAGHUNATHMURMU-tr2it
@RAGHUNATHMURMU-tr2it Ай бұрын
Every odisha people should use camera before crime incidents... Request all people of odisha...
@manoranjandash6633
@manoranjandash6633 Ай бұрын
Dhanya ama ପୋଲିସ. ଆମ ଜନତାଙ୍କ ସରକାର ଘରେ ସୋଇଛି ବୋଧେ. ମୋହନ ସାର ଆପଣ ପୋଲିସ ବିଭାଗକୁ ସଜାଡ଼ନ୍ତୁ କାହିଁକି ନା ସବୁ ଥାନା ର ଅବସ୍ଥା ଏହିଭଳି. ସାଧାରଣ ଜନତା ନ୍ୟାୟ ପାନ୍ତୁ 🙏
@ARMAN-m-g
@ARMAN-m-g Ай бұрын
ଭାଡୁଆ ମାଗିଆ ଟା ତା ମୁହଁ ଦେଖିଲେ ଲାଗୁଚି କେତେ ବଡ ପରମ ମାଗିୟା ଧରମ ଭାଇ
@KishorPattanayak-m9w
@KishorPattanayak-m9w Ай бұрын
ଥାନାଟା,ପୁରାରାଜଭବନପରିହୋଇଛି,ମନେମନେ ବାପା,ଧନ,,
@subasmishra4370
@subasmishra4370 Ай бұрын
Salary recovery karajau
@umeshchandraguin1521
@umeshchandraguin1521 Ай бұрын
ଓଟିଭି ବାଲା ଯାହା ପଛରେ ପଡିବେ ତା ବେଳା ଖରାପ
@belalsensenapati1300
@belalsensenapati1300 Ай бұрын
ଏଇଭଳି ପୋଲିସକୁ ଫାଶୀ ଦଣ୍ଡ ଦେବା କଥା। ତାହେଲେ ପୋଲିସ ଠିକ କାମ କରିଥାନ୍ତା।
@satyasankar1
@satyasankar1 Ай бұрын
ଶୁଣ Police କିପରି ନ୍ୟାୟ ଦେଉଛି ସାଧାରଣ ଲୋକଙ୍କୁ। ଆଉ ସେ IIC ର ମୁହଁକୁ ଦେଖନ୍ତୁ, ଜାଣିପାରିବେ ଲୋକଟା କେମିତି ହୋଇଥିବ।
@ChittaranjanDash-e7f
@ChittaranjanDash-e7f Ай бұрын
ଆଦର୍ଶ ଥାନାର ଆଦର୍ଶ ଅଧିକାରୀ ମାନ୍ୟବର ଦୀନକୃଷ୍ଣ ସାରଙ୍କୁ ରାଜ୍ୟ ସରକାର ପୋଲିସ ପଦକ ଦେବା ଉଚିତ |
@biswaranjanbiswal7612
@biswaranjanbiswal7612 Ай бұрын
ଓଡ଼ିଶା ପୋଲିସ ଙ୍କ fitness ଯାଞ୍ଚ ହେବା ଦରକାର , ଦିନ କୃଷ୍ଣ ଗୋଟେ ଆଳୁ ବେପାରୀ ଭଳି ଦିଶୁଛି 😂
@GunadharMajhi_evrything
@GunadharMajhi_evrything Ай бұрын
ହେ ମାଆ ଗିଆ ତୋ ବି ଜେ ଡି ଲୋକ
@narayanasenapati8828
@narayanasenapati8828 Ай бұрын
iic fasi daijau
@suryanarayansahu5375
@suryanarayansahu5375 Ай бұрын
ସସପେନଡ ଚାକିରି ଜୀବନରେ ପୁରସ୍କାର।
@snvvishwanathamprasantm7867
@snvvishwanathamprasantm7867 Ай бұрын
ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.
@BINDUMATINAYAK-uu8cl
@BINDUMATINAYAK-uu8cl Ай бұрын
Jail
@FsuajaagHsiavavv
@FsuajaagHsiavavv Ай бұрын
ଇଏ ସଳା ପୋଲିସ ନୁହେଁ ମାଗିହା ଟା
@RasmitaSwain-ke4tt
@RasmitaSwain-ke4tt Ай бұрын
Thank you OTV
@Faltutokarafaltuvideo
@Faltutokarafaltuvideo Ай бұрын
ଭିଜିଲାନ୍ସ ଟିମ ତୁରନ୍ତ ରେଡ କରୁ କେତେ ମାଲ ମାରିକି ରଖି ଥିବ ନିଶ୍ଚୟ ଜବର ମାଲ ଇନକମ କରି ଥିବ ବେଶୀ ଚାଲାକିୟା ଟା ଏ ପୋଲିସ ଟା fir କାହିଁକି ରଖୁ ନଥିଲା କାରଣ ଆଗ ପଇସା ଡ଼ିଲିଙ୍ଗ କରୁ ଥିଲା ତା ପରେ fir ରଖି କି ଚୁପ ହେଇ ବସି ଯାଉ ଥିଲା 👈
@parsuramnayak4093
@parsuramnayak4093 Ай бұрын
ଦୀନକୃଷ୍ଣ ର ପ୍ରଵଳ ଦୋଷ ତାକୁ ଚାକିରି ରୁ ବହିସ୍କାର କରାଯାଉ ।
@NityanandaSahoo-ny1ko
@NityanandaSahoo-ny1ko Ай бұрын
ଅପର ପକ୍ଷ ଠୁ ପଇସା ଖାଇଥିବେ
@Santoshpattnayak-1980
@Santoshpattnayak-1980 Ай бұрын
ଏହି ଭିଡ଼ିଓ ଦେଖିଲେ ଲାଗୁଚି police ର ସମ୍ପୁର୍ଣ୍ଣ ଭାବେ ଭୁଲ୍
@srikantamallick1159
@srikantamallick1159 Ай бұрын
BJD ର IIC ଦୀନକୄଷ୍ନ ମିଶ୍ର ନଵୀନ ର ପାଖ ଲୋକ ତା ବାଳ ଉପାଡି଼ ପାରିବନି କାରଣ ନବୀନ ଯାହା କହିଵ ମୋହନ ସରକାର ମାନିବ BJD BJP ଭାଇ ଭାଇ
@123justwow86
@123justwow86 Ай бұрын
ସବୁ ଥାନାରେ ଏଇ ଅବସ୍ଥା
@Unknownjakqjqgsuqoq81882
@Unknownjakqjqgsuqoq81882 Ай бұрын
Odisha Police=Kolkata police 😢😢😢😢😢😢😢😢
@julumantri3100
@julumantri3100 Ай бұрын
Right 👍👍👍👍👍👍
@manojbhumia4960
@manojbhumia4960 Ай бұрын
Very good
@JayHanuman143.
@JayHanuman143. Ай бұрын
Supper system in our odisha wow
@smallvison
@smallvison Ай бұрын
Govt should be strong.
@rakeshmohanty7266
@rakeshmohanty7266 Ай бұрын
This is our Police..just look at
@pptransport7046
@pptransport7046 Ай бұрын
BJD ସରକାର ର ଚାମୁଚା ଥିଲେ ଏହି ପୋଲିସ ଅଧିକାରୀ ମାନେ ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ପରି ବସି ଥିଲେ ହେଲେ BJP ମୁଖ୍ୟ ମନ୍ତ୍ରୀ ମୋହନ ମାଝି sir ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ଆଶା ଓ ବିଶ୍ବାସ 🙏
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 6 МЛН
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 23 МЛН
МЕНЯ УКУСИЛ ПАУК #shorts
00:23
Паша Осадчий
Рет қаралды 1,4 МЛН
Trick-or-Treating in a Rush. Part 2
00:37
Daniel LaBelle
Рет қаралды 44 МЛН
Static Routing Basics
21:00
Haval Darwesh
Рет қаралды 726
Walking on LEGO Be Like... #shorts #mingweirocks
00:41
mingweirocks
Рет қаралды 6 МЛН