Who Authorized the Police Gathering Amid Bharatpur PS Scandal? Conspiracy Suspicions Surface

  Рет қаралды 5,837

OTV

OTV

Күн бұрын

#କିଏ_ଦେଇଥିଲା_ପୋଲିସ_ମେଳିକୁ_ଅନୁମତି ?
ଭରତପୁର ଥାନା କଳଙ୍କକୁ ନେଇ ଦେଶବ୍ୟାପୀ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ସେ ବେଳରେ ଆଇନଶୃଙ୍ଖଳା ରକ୍ଷାକୁ ପଛ କରି ତମାମ ଥାନା ଛାଡ଼ି କାହା ଅନୁମତିରେ ମେଳି କରିଥିଲେକମିଶନରେଟ୍ ପୋଲିସ୍ କର୍ମଚାରୀ? ଯେଉଁ କାଣ୍ଡ ପାଇଁ ଓଡ଼ିଶାର ମୁଣ୍ଡ ତଳକୁ ହୋଇଯାଉଥିଲା, ସେତେବେଳେ ପୀଡ଼ିତାଙ୍କର ଚରିତ୍ର ସଂହାର କଲାଭଳି ଗୋଟିଏ ପରେ ଗୋଟିଏ ଭିଡିଓ କିଏ ଭାଇରାଲ୍ କରୁଥିଲା? ଯାହାକୁ ନେଇ ସନ୍ଦେହ ବଢ଼ିଥିବାବେଳେ ଶହେ ଦିନର ମୋହନ ସରକାରଙ୍କୁ ବଦନାମ୍ ପାଇଁ ଷଡ଼ଯନ୍ତ୍ର ହୋଇଥିବା ନେଇ ଉଠିଲାଣି ଚର୍ଚ୍ଚା।...
#OdishaPolice #Gathering #BharatpurPS #ArmyOfficerCase #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 345
@sanjaykumishra5186
@sanjaykumishra5186 2 сағат бұрын
ଅନ୍ୟ ରାଜ୍ୟରେ ପୋଲିସ ସଙ୍ଘ ବେଆଇନ
@deepakswain391
@deepakswain391 2 сағат бұрын
ଆଙ୍କୁ କାଢି ଦିଆ ଯାଉ ନୂଆ ଷ୍ଟାଫ ରଖା ଯାଉ
@bikramkesharibehera3080
@bikramkesharibehera3080 Сағат бұрын
Very Good
@JayantakumarJayanta-y7l
@JayantakumarJayanta-y7l Сағат бұрын
Bhai nua loka ku posting deleb semiti haba rajya re police padab jamaru rakha na jau
@armylovers1799
@armylovers1799 33 минут бұрын
Nua rakhile kn haba.....semane kn ta katha re chalibe
@armylovers1799
@armylovers1799 33 минут бұрын
Badhia haba choro tuma ghare padibe
@prabhututorial3849
@prabhututorial3849 Сағат бұрын
ସମସ୍ତ ପୋଲିସ ଙ୍କୁ ଜବ ରୁ ବାହାର କର
@armylovers1799
@armylovers1799 34 минут бұрын
Tu banchibu ta police na rahile
@pradipray6127
@pradipray6127 Сағат бұрын
ଇଏ ସମସ୍ତକୁ ବାହାର କରାଯାଉ ନୂଆ ନିଯୁକ୍ତି କରାଯାଉ ଏଇ ମାନେ ସରକାର କୁ ବଦନାମ କରିଛନ୍ତି
@armylovers1799
@armylovers1799 38 минут бұрын
Au se jhia odisha ku badnam karini ta
@Pradipkumarmallik_2015
@Pradipkumarmallik_2015 26 минут бұрын
YES
@hemantdas8218
@hemantdas8218 13 минут бұрын
​@@armylovers1799. Kau b police station ku jai dekha police nka behavior ,janijiba😂😂
@avayakumarbarik2882
@avayakumarbarik2882 2 сағат бұрын
ପ୍ରଥମେ ପୋଲିସ କହୁ ସିସିଟିଭି କ୍ୟାମେରା କଣ ପାଇଁ ଲଗେଇ ନଥିଲେ।ପୋଲିସ ପ୍ରମାଣ ନଷ୍ଟ କରିଛି କଣ ପାଇଁ।
@ashutoshnayak5945
@ashutoshnayak5945 Сағат бұрын
CCTV lageiba kana police ra duty ki... Na cctv ra maintenance kariba police ra duty
@chinmayeerakesh7414
@chinmayeerakesh7414 Сағат бұрын
@@ashutoshnayak5945 police ra kama nuha , kintu higher authority ku a bisyare kebe janechhanti ki ? kebe thu nahi cctv na cctv thila taku lucha jaichhi ?
@prasankumarkanhor9479
@prasankumarkanhor9479 Сағат бұрын
Laga jaithila...kama bi karuthiba...police nija crime..luchaibar sadakantra
@krishnakisan4070
@krishnakisan4070 Сағат бұрын
Ta hele police station re jiea fir karibaku jiba taku police mada mariba Police ku kna Samvidhan Right deichi
@susmitarout7657
@susmitarout7657 Сағат бұрын
​@@krishnakisan4070Agar marte police to koi nehi jate police station 😂
@lalit98193
@lalit98193 Сағат бұрын
Odisha ରେ ବେକାରୀ ସମସ୍ୟା ବହୁତ୍ ସମସ୍ତଙ୍କୁ badhyata ମୂଳକ ଅବସର ନେବା ପାଇଁ kuahntu ଆଉ new job create କରନ୍ତୁ 🙏
@trilochanbehera6455
@trilochanbehera6455 Сағат бұрын
ଯେଉଁମାନେ ଏଇଠି ଆନ୍ଦୋଳନ କୁ ଯାଇଛନ୍ତି ସେ ସବୁ ପୋଲିସଙ୍କୁ ଚାକିରି ରୁ ବାହାର କରି ନୂଆଁ ପୋଷ୍ଟିଂ କରାଯାଉ
@kabitajani6516
@kabitajani6516 Сағат бұрын
Tame right kahicha bhai
@susmitarout7657
@susmitarout7657 Сағат бұрын
Acha tume bodhe police thu khaicha😂
@iswarnayak1383
@iswarnayak1383 Сағат бұрын
Thik katha
@mauditripati2254
@mauditripati2254 59 минут бұрын
Amane sabu BJD officer
@kitkat...2968
@kitkat...2968 38 минут бұрын
To ghara katha heichi...
@harekrushnadas7825
@harekrushnadas7825 2 сағат бұрын
I hate police department due to their corruptness from top to bottom
@bichitrabiharijena2094
@bichitrabiharijena2094 Сағат бұрын
I strongly agree Adv. Bichitra
@bidursamal5766
@bidursamal5766 Сағат бұрын
ଅକାତ ଅଛି ଯଦି ସବୁ ପୋଲିସ ଇସ୍ତଫା ପତ୍ର ଦେଇ ଘର ଯାଅ
@defenceandpoliceacademy2374
@defenceandpoliceacademy2374 27 минут бұрын
Au interl security L/o duty kie kari ba kie to sasur
@ramakantaanimation
@ramakantaanimation Сағат бұрын
Odisha Police G... ରେ ନିଆଁ ଲାଗିଛି, ନିଜ ଘର ପୋଡ଼ିଗଲେ କେତେ କଷ୍ଟ ହୁଏ ଏବେ ପୋଲିସ ବାଲା ବୋଧ୍ ହୁଏ ଜାଣି ପାରିଲେ କାରଣ ସେମାନେ ସବୁବେଳେ ପର ଘର ପୋଡ଼ିଵାର ଦେଖୁଥିଲେ। ହାରାମି ଲଜ୍ଜ୍ୟା ନାହିଁ ତମମାନଙ୍କୁ।
@biswaranjanmohapatra2518
@biswaranjanmohapatra2518 Сағат бұрын
ସମସ୍ତଙ୍କୁ 🎉 ବିଦା କରାଯାଉ 🎉🎉🎉🎉 ମୋହନ ସରକାର ତୁରନ୍ତ ନୂଆ ପିଲାଙ୍କୁ ସୁଯୋଗ ଦିଅନ୍ତୁ 🎉🎉🎉🎉🎉🎉
@armylovers1799
@armylovers1799 29 минут бұрын
Nua asile kn karibe😂😂😂😂😂
@surajitjana7671
@surajitjana7671 Сағат бұрын
ଯେତେ ମେଳି କଲେ ବି ଆମେ Indian Army ଙ୍କୁ ସପୋର୍ଟ କରୁଛୁ
@bishnupadanayak7869
@bishnupadanayak7869 Сағат бұрын
Army support kara. But se ledy ku nuha. Se lady bahut danger
@snigdhamohanty5260
@snigdhamohanty5260 Сағат бұрын
Tu kemiti janilu danger boli. A selected video ru. Sia ta hack pain ladhichi. Tu gote coward
@pravatkumarsethy1205
@pravatkumarsethy1205 51 минут бұрын
​@@bishnupadanayak7869 tame kemiti janila
@Rseducation143
@Rseducation143 35 минут бұрын
We support Indian Army
@nilendrisahoovlogs312
@nilendrisahoovlogs312 25 минут бұрын
Han ame bhi army jhia ulagna hei mada piki batare nachile bhi support karibu😂😂
@nityaomshanti
@nityaomshanti 2 сағат бұрын
Army meli hele sambhaliba
@JagannathSahoo-vb4rj
@JagannathSahoo-vb4rj 2 сағат бұрын
ପୋଲିସ ଅଧିକାରୀ ସବୁ ଚୋର , ଭଲ କାମ କର ଭଲ ଚାଟ୍ କରିବି
@Imspirelite
@Imspirelite Сағат бұрын
Bhai sabu police semiti nuha keteta mgh nka pai total department badnam
@bjpppp1234
@bjpppp1234 Сағат бұрын
Athiki jouguda aasichhanti sabu Chora,Jia Choraku Support karuchi Sia sabuthu bada chora​@@Imspirelite
@Imspirelite
@Imspirelite Сағат бұрын
@@bjpppp1234 seta bi sata Katha kintu sie 5% mgh kn pai total department badnam
@sasankabiswasray
@sasankabiswasray 2 сағат бұрын
All should removed from job.
@sarfaroshkitamanna8388
@sarfaroshkitamanna8388 Сағат бұрын
😂😂😂😂 tu kana bhagwan
@SanjayaBiswal-go7qb
@SanjayaBiswal-go7qb Сағат бұрын
​@@sarfaroshkitamanna8388 Na be sie to bou ghaita....au tu behave chhua...
@sitasmitasamantaray6493
@sitasmitasamantaray6493 Сағат бұрын
​@@sarfaroshkitamanna8388 Na Police manual ta padhichanty ta janichanty jj ... Only except the situation of emergency.. without any instructions...state forces like police can't allowed to from Assembly
@susmitarout7657
@susmitarout7657 Сағат бұрын
Who are you removed police force
@susmitarout7657
@susmitarout7657 Сағат бұрын
​@@SanjayaBiswal-go7qbur word showing ur carecter 😂
@ashokakumarlenka7457
@ashokakumarlenka7457 Сағат бұрын
କୁତ୍ତେ ର କୁତ୍ତା ମେଳି
@sanjaykumishra5186
@sanjaykumishra5186 2 сағат бұрын
କାହାଠୁ ଅନୁମତି ନେଇ ଏ ସମାବେଶ
@saratbhoi4792
@saratbhoi4792 Сағат бұрын
Tor Maa ghudaghehi k pachari Kari re Maa ghihaa😢😢😢😢😢
@bichitrabiharijena2094
@bichitrabiharijena2094 Сағат бұрын
ଏହି ଘଟଣା ରେ ସାଧାରଣ ଲୋକ ମେଳ ହେଇଥିଲେ ପୋଲିସ ମାଗି ଥାନ୍ତେ order from court etc.
@mkumar4593
@mkumar4593 Сағат бұрын
​@@bichitrabiharijena2094 se pacha re v govt ra hata thae. Jani paru na both hue Bina order re police lathi charge kari pare ni. Home minister ra order re hai thaye
@prabirjena2147
@prabirjena2147 Сағат бұрын
ସମସ୍ତ ସରକାରୀ କର୍ମଚାରୀ ଅନୁଧ୍ୟାନ କରିବା କଥା ସେଇମାନଙ୍କୁ ଯେଉଁ ରାଜନୈତିକ ମାଲିକ ଓ ସାହୁକାର ମାନେ ଏତେ ବର୍ଷ ପର୍ଯ୍ୟନ୍ତ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରି ଆସୁଥିଲେ, ଆଜି ଯେତେବେଳେ ଅସୁବିଧା ପଡ଼ିଲା ସେହି ରାଜନୈତିକ ସାହୁକାର ଓ ମାଲିକମାନେ ପୁଣି ନିଜ ରାଜନୈତିକ ଅଭିସନ୍ଧି ପୂରଣ ପାଇଁ ସେହି ସରକାରୀ କର୍ମଚାରୀଙ୍କୁ ଦୋଷ ଦେଇ କାଠ ଗାଡାକୁ ଠେଲି ଦେବାକୁ ପଛାଇଲେ ନାହିଁ , l ସରକାରୀ କର୍ମଚାରୀ ଙ୍କୁ ଆଜି ସାଧାରଣ ଜନତା ବିଶ୍ବାସ, ସମର୍ଥନ ତ ଦୂରର କଥା ସନ୍ଦେହ ଓ ଘୃଣା କରୁଛନ୍ତି l ଏଥିରୁ ବୁଝିବା କଥା ରାଜନୈତିକ ବ୍ୟକ୍ତି କାହାର ନୁହଁନ୍ତି l ସରକାରୀ କର୍ମଚାରୀ ନିଜ କର୍ତ୍ତବ୍ଯ, ଦାୟିତ୍ଵ ଧର୍ମ ପାଳନ କରିଲେ କେହି ଆଙ୍ଗୁଠି ଉଠାଇ ପାରିବେ ନାହିଁ l
@soumyaranjanmohapatra7933
@soumyaranjanmohapatra7933 Сағат бұрын
ପୂର୍ବ ବିଜେଡି ସରକାର ଏସବୁ ଚାଲ୍ କରୁଛି
@AmitYooo
@AmitYooo Сағат бұрын
Boka ta kire
@manasranjandash8094
@manasranjandash8094 2 сағат бұрын
Immediately dismiss job. And immediately new required ment.
@RamMurmu-j6i
@RamMurmu-j6i 2 сағат бұрын
Ai police officer mananku somoste chakriru nilam karntu
@jranjan8337
@jranjan8337 Сағат бұрын
Govt should take disciplinary action against these people !!
@bishnubehera181
@bishnubehera181 Сағат бұрын
Otv ପାଗଳ ହୋଇ ଯାଇଛି
@tanmayadalai9114
@tanmayadalai9114 Сағат бұрын
ଏତେ ବେଳକୁ ମଞ୍ଜି ଖବର ଆସିଲା
@nakulnaik1423
@nakulnaik1423 55 минут бұрын
ନୂଆ ନିଯୁକ୍ତି ଦିଆ ଯାଉ
@LingarajNayak-o7b
@LingarajNayak-o7b 2 сағат бұрын
All stap rejected
@ranjanbal58
@ranjanbal58 Сағат бұрын
ଯାହା କଥାର ପଡ଼ି ମେଳ ବାନ୍ଧି ଚନ୍ତି ଏକା ଥରେ ରଙ୍ଗ ବାହାରିଯିବ
@gayadharmtbehera7113
@gayadharmtbehera7113 Сағат бұрын
Police ku dismiss karajau
@DanduPradeeppatra
@DanduPradeeppatra Сағат бұрын
Indian army jinda bad
@premanandaparida-ln5tx
@premanandaparida-ln5tx Сағат бұрын
ଏମାନଙ୍କୁ ଡିସମିସ କରାଯାଉ
@pradeepnayak8670
@pradeepnayak8670 Сағат бұрын
ଓଡିଶା ପୁଲିସ ଓଡିଶା କୁ bodlam କରିଦେଲ...
@niranjanmohapatra9421
@niranjanmohapatra9421 Сағат бұрын
On duty, police strike is against conduct rules. May be taken disciplinary action against them. The strike period should be treated as Break in service. On duty Army has not taken such type of steps being a disciplined organization of India.
@itsbikram24
@itsbikram24 Сағат бұрын
ସରକାର ଙ୍କ ବିରୋଧ ରେ ଏ ଷଡ଼ଯନ୍ତ୍ର କରିଛନ୍ତି। କିଏ କରିଛି କାହିଁକି କରିଛି ସରକାର ବାହାର କରୁ। ସରକାର ରେ ରହିବା ପରେ ଯଦି କିଛି କରିପାରିବେ ନାହିଁ । ବିରୋଧ ରେ ରହି କଣ କରିବ । ବିରୋଧି ଦଳର ଦବଦବା ଅଛି ସରକାରୀ କାଳରେ ଏଥିରୁ ସ୍ପଷ୍ଟ।
@ranjanbal58
@ranjanbal58 Сағат бұрын
ଏଇଠି ଯେତିକି ପୋଲିସ ଅଛିନ୍ତି ଚାକିରି ରୁ ବିଦା କରାଯାଉ ଏ ସବୁ ପୋଲିସ ଚାକିରି କରିବାକୁ ଯୋଗ୍ୟ ନୁହଁ ନିଜ duty ଛାଡ଼ି ନିଜ ଅଫିସ ଛାଡ଼ି ମେଳbandhuchanti
@RameshJena-gt6fl
@RameshJena-gt6fl Сағат бұрын
ଚୋର କୁ ଧରିବା ପାଇଁ ସିସି ଟିଭି ପୋଲିସ ମାନଙ୍କ ପାଇଁ ମୋ ବାଳ l ପୋଲିସ ସ୍ତ୍ରୀ ପାଇଁ ସିଶି ଟିଭି ଲଗେଇ ଦେଉଚ l
@soumyaranjanmohapatra7933
@soumyaranjanmohapatra7933 Сағат бұрын
ସବୁ ହେଉଛନ୍ତି ବେଧ ପିଲା
@aryanpatasani3232
@aryanpatasani3232 Сағат бұрын
They liable to be punished.
@khageswarmahanta7319
@khageswarmahanta7319 45 минут бұрын
These all should be absent for one day & without pay
@brajabandhudash1457
@brajabandhudash1457 50 минут бұрын
Mohan government should take serious action against police Suspend DCP and CP
@davidpahad3
@davidpahad3 55 минут бұрын
ଯେଉଁ ଦିନ ରୁ BJP ଓଡ଼ିଶା ରେ ଆସିଲା, ସେହି ଦିନରୁ ଏମିତି ହୋଇଛି। ଆମ ଓଡ଼ିଶା ସ୍ୱଚ୍ଛ, ସୁନ୍ଦର ଓ ନିର୍ମଳ ଥିଲା। ଏହି ସୁନ୍ଦର ଓଡ଼ିଶା କୁ BJP ଅପମାନିତ କରିଛି। ମନେ ରଖ BJP ଯେଉଁଠି ଥାଏ, ଏମିତି ହିଁ ହୋଇଥାଏ। ଏହା RSS ର କାର୍ଯ୍ୟ
@alivapriyadarshinimohapatr3162
@alivapriyadarshinimohapatr3162 40 минут бұрын
ଯିଏ ଭୁଲ୍ କରିଛି ସିଏ ଦଣ୍ଡିତ ହେଉଛି ହେଲେ ଅନ୍ୟ ମାନଙ୍କର ଅସୁବିଧା କ'ଣ ହଉଚି କିଛି ଜାଣି ହେଉନି
@bimanbehura4181
@bimanbehura4181 44 минут бұрын
Suspended every one immediately.
@hemantkumarsingh1387
@hemantkumarsingh1387 13 минут бұрын
Very correct statement by Rajaram Satpathy,Senior journalist.
@peoplescouncilforsocialwel7677
@peoplescouncilforsocialwel7677 Сағат бұрын
Government should take strict action against these officers asap Compulsory Retirement for them😊
@gautamsenapati4591
@gautamsenapati4591 Сағат бұрын
Working police , uniformed personnel are not allowed for protest as per Constitution
@swarnalatabehera8905
@swarnalatabehera8905 39 минут бұрын
ଶଳାଙ୍କୁ ସବୁ ବାହାରକରି ନୂଆ ପୋଷ୍ଟିଙ୍ଗ କର
@niharranjantripathy3800
@niharranjantripathy3800 2 сағат бұрын
As per law they can't go for strike
@radhamadhav230
@radhamadhav230 2 сағат бұрын
What is d reason of ths strike ... seriously...thy gt mad....all r behaving like thives nd criminals....
@saumyakantaswain9984
@saumyakantaswain9984 Сағат бұрын
ସରକାର ନିକମା
@asutosh501
@asutosh501 Сағат бұрын
ଠିକ କଥା 🙏
@saumyakantaswain9984
@saumyakantaswain9984 Сағат бұрын
ତମ ଗୃହ ବିଭାଗ ଗୁଇନ୍ଦା କଣ କରୁଥିଲେ
@SB-fi9up
@SB-fi9up 32 минут бұрын
Yes its time to United
@NabkishorBarik
@NabkishorBarik Сағат бұрын
Mohan government should watch/want/inquiry about United of police,
@PradeepKuDas-ls5xf
@PradeepKuDas-ls5xf Сағат бұрын
ବିରାଟ ଷଡ଼ଯନ୍ତ୍ର
@krushnabehera9269
@krushnabehera9269 2 сағат бұрын
BJD ହାତ ଅଛି
@akpanda833
@akpanda833 35 минут бұрын
Need investigation & failure DGP Odisha . DCP & COMMISSIONER FAILURE OF COMMAND . SACK ACP. WHO is main leader . Arrest required
@trinathmahanta7322
@trinathmahanta7322 Сағат бұрын
ବହୁତ ସୁନ୍ଦର 🙏🙏🙏🙏ପ୍ରୟାସ ନିହାତି ସତ୍ୟତା ସାମ୍ନାକୁ ଆଣନ୍ତୁ ଆମେ ଅପେଖାରେ
@bairagidas4240
@bairagidas4240 Сағат бұрын
Some retired police are instigating them.
@drpanda9462
@drpanda9462 49 минут бұрын
All of them must be dismissed from the service.Who permitted them to do so?
@bideshiradhyradhyguruji6460
@bideshiradhyradhyguruji6460 Сағат бұрын
ଆମ ଓଡ଼ିଶା ରେ ବହୁତ ପିଲା ଅଛନ୍ତି ପୋଲିସ୍ ଚାକିରି ପାଇଁ
@armylovers1799
@armylovers1799 28 минут бұрын
Govt ku kuha post bahara karu ...bahut subhadra tanka dela abe posting karu
@pradeeprout7802
@pradeeprout7802 43 минут бұрын
Respect to all INDIAN ARMY 🙏🙏🙏🙏🙏🙏🙏
@vigyan657
@vigyan657 36 минут бұрын
Those police who strike dismiss them,,, and do new appointment...
@mihirdwivedi8843
@mihirdwivedi8843 Сағат бұрын
It's Pandian's plan .
@prasankumarpani7825
@prasankumarpani7825 Сағат бұрын
Unruly odisha police
@ranjitjyotiranjanbiswal9579
@ranjitjyotiranjanbiswal9579 Сағат бұрын
Police must agree that their image has been very ugly.
@ShivaniJeena-k7z
@ShivaniJeena-k7z 40 минут бұрын
Right 👍
@SankerMeher
@SankerMeher 32 минут бұрын
OTV apankau bahut bahut dhanyabad
@aryanpatasani3232
@aryanpatasani3232 Сағат бұрын
As per constitution, a serving belt force & police can't protest against Government. This is not civil service .
@rinkumallick8172
@rinkumallick8172 Сағат бұрын
Corrupted police sabu strike re
@bhabanisankarpujari5049
@bhabanisankarpujari5049 Сағат бұрын
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଛରେ
@TapankumarPattanayak
@TapankumarPattanayak 2 сағат бұрын
Bjd.ra plans
@chinusahu6919
@chinusahu6919 57 минут бұрын
Police strike kar sakta hai but Army kuch bhi ho jae kabhi bhi strike nahi karte.
@prahallladsahoo4235
@prahallladsahoo4235 41 минут бұрын
Fighting for justice
@KSurjyaNarayanDora
@KSurjyaNarayanDora Сағат бұрын
Jie bhul karibe suspend Kara new vacancy bahara Kara emanankara Masti bahut bhabuchanti kehi kichi karibeni suspend Kara Imidietely
@jagannathsahoo8329
@jagannathsahoo8329 Сағат бұрын
Yes
@kashinathdash4772
@kashinathdash4772 17 минут бұрын
ଶୃଙ୍ଖଳିତ ସଂସ୍ଥା ରେ ବିଦ୍ରୋହ ର ନମୂନା ।। ଏହା ପଛରେ ଆକା କିଏ ? ଲୋକତନ୍ତ୍ର ରେ ପୋଲିସ ବ୍ୟବସ୍ଥା ଶାସନ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ।। ପ୍ରାସାସନିକ ସ୍ତରରେ, ଯଦି ପ୍ରଶାସନ ର କୌଣସି ବିଭାଗ ପ୍ରାସାସନିକ ନିଷ୍ପତ୍ତି କୁ ପ୍ରଭାବିତ କରୁଥିବା ପ୍ରତ୍ୟେକ କାର୍ଯ୍ୟ କଳ।ପ କୁ ଶାସନ ବ୍ୟବସ୍ଥା ବିରୋଧୀ ବୋଲି ଗ୍ରହଣ କରାଯାଏ।।
@manoranjanmohapatra6629
@manoranjanmohapatra6629 Сағат бұрын
One day salary band karajau Darkar padile dismis karajau
@bibhudash9127
@bibhudash9127 Сағат бұрын
Shameless police men for a criminal police only, this seems to very dangerous for democratic country India.shameless activities by police support on duty, very unfortunate
@rajkishorerout1324
@rajkishorerout1324 Сағат бұрын
Thik kari chaanti
@Risi8687
@Risi8687 Сағат бұрын
Working officer mane meli kemiti karu chhanti
@sukantakumarsahoo9340
@sukantakumarsahoo9340 33 минут бұрын
All are culprits........ We do not have in trust about police department....... Shameful odisha police....... Government should take strong action........ Police officer are forgot, all are getting salary from citizen of odisha money
@SukantMohanty-u8i
@SukantMohanty-u8i Сағат бұрын
This is unconstitutional.police can't gather. Who has instructed.surely senior cop, how discipline our state police is clearly seen. Babu mane this is police, not a political party nor a NGO.
@gourcharanmahapatra295
@gourcharanmahapatra295 54 минут бұрын
ଏପରି କରି କଣ କହିବାକୁ ଚାହୁଁଛନ୍ତି। ଏହା ରୁଲ ରେ permission ଅଛି ତ? And they are releasing edited video to hide their acts. It's obvious.
@amohapatra123
@amohapatra123 Сағат бұрын
Our system is worst day by day.give VRS those r involved in bribe,Corruption and neglect in work
@sundargarhsng9463
@sundargarhsng9463 Сағат бұрын
Exactly.
@adityamallick7881
@adityamallick7881 24 минут бұрын
ଯଦି ପୋଲିସ ମେଳି ରେ ମୋହନ ମାଝୀ ବଦନାମ୍ ହୋଇ ଯାଉଛନ୍ତି ... ତେବେ ସେନା ମେଳି ରେ ପ୍ରଧାନମନ୍ତ୍ରୀ ବଦନାମ୍ ହେଉ ନାହାନ୍ତି କି??? ଯଦି ମେଳି ପାଇଁ ପୋଲିସ ଦୋଷୀ .... ତେବେ ସେନା କାହିଁକି ଦୋଷୀ ନୁହେଁ ???? ନ୍ୟାୟ ଟା କଣ ଗୋଟେ ପାଖିଆ ....
@gyanendrajena7315
@gyanendrajena7315 57 минут бұрын
ପୋଲିସ ମେଳି ପଛରେ, ଆଗରୁ ଯିଏ ପୋଲିସକୁ ଚୋରି ଶିଖାଇ ଥିଲେ।
@manprit7937
@manprit7937 Сағат бұрын
total odisha police ku strict kara jau crime bhaduchi
@rajkishorerout1324
@rajkishorerout1324 Сағат бұрын
OTV has lost the credibility
@hareshchandranaik8065
@hareshchandranaik8065 Сағат бұрын
Please police help to others kindly at police station
@AnkitaMishra-e1g
@AnkitaMishra-e1g Сағат бұрын
ଲୋକ କେବେ ଓଡ଼ିଶା ସହ ଛିଡା ହେବା ଆରମ୍ଭ କରିବେ?? କେବେ ଆସ a state United ହେବେ। so called ଧରମ ଭାଇ publicity stunt ଚକର ରେ ଓଡ଼ିଶା କୁ ବଦନାମ୍ କରିଦେଲ । ରହିଯା ରେ ଭାଇ ଆଉ ନିନ୍ଦା ସହି ହଉନି ଓଡ଼ିଶା ର। ଶାନ୍ତି ପ୍ରିୟ ସବୁଠୁ safe State ଗୋଟେ ଝିଅ ର ଗୋଟେ statement ପାଇଁ ରାତା ରାତି ସମସ୍ତଙ୍କ ପାଈଁ ଅସୁରକ୍ଷିତ ହୋଇଗଲା ??? ହଟାତ୍ bhubaneswar Police କୁ ଭଲ କହୁଥିବା ଲୋକେ start କରିଦେଲେ publicity stunt?? Actually sata ଏଇୟା ଯିଏ victim card ଖେଳି ପାରିଲା ଯିଏ public attention seeke କରି ପାରିଲା ସେ ଏବେ କାର digital ଦୁନିଆ ରେ ସବୁ କରି ପାରିବ। ଆଉ ଆମର ଅନ୍ଧ ଲୋକ ଘରେ ବସି କୁମ୍ବୀର କାନ୍ଦଣା କୁ ବିଶ୍ୱାସ କରି Social media war start କରିଦେଲେ।। Wahh wahhhh
@ultimatemotivation1723
@ultimatemotivation1723 Сағат бұрын
Ekdam sahi ....Khali army hi rally kariparibe,army lad mane hi batameezi kariparibe,army man Nasha kariki gadi chaleiparibe lekin tanka against re kichi action hebani....heba taha sahita jiye chup chap sabu sahi jiba....wah re media wah re loka ra andha soch.....!
@BobbyNayak-h3z
@BobbyNayak-h3z 2 сағат бұрын
Aei somonthonku aka thore guli koridio somajore anyya adhiko houchi
@tubulaswaintubulaswain4135
@tubulaswaintubulaswain4135 28 минут бұрын
India army 🙏🙏♥️♥️
@tapassen.2244
@tapassen.2244 Сағат бұрын
All Responsibility is Admistation off Police , State Want for Justice ⚖️
@nilendrisahoovlogs312
@nilendrisahoovlogs312 21 минут бұрын
ଝିଅଟା ମଦ ପିଇକି ବାଟରେ ନାଚିଲା କଣ ଖରାପ କଲା 😂 ଝିଅଟା ଜଙ୍ଗଲି ରାସ୍ତାରେ କାର ହଲାଉଥିଲା କଣ ଖରାପ କଲା 😂 ଝିଅଟା ଟୋକାଙ୍କୁ ଦେଖି ଖରାପ ଇଙ୍ଗିତ କରୁଥିଲା କଣ ଖରାପ କରିଥିଲା😂 ପୋଲିସ ଏମିତି ଝିଅଙ୍କୁ ଚା ପାଣି ଦେଇ ବସାଇବାର ଥିଲା ଆଉ ଦରକାର ପଡ଼ିଥିଲେ ଆମ୍ବୁଲ ପାଣି ଦେଇ ନିଶା ଛଡେ ଇବାର ଥିଲା ।। ପୋଲିସ ଭୁଲ୍ କଲା। ସମସ୍ତଙ୍କୁ dismissed kara 😂😂😂
@prahallladsahoo4235
@prahallladsahoo4235 39 минут бұрын
Why calling pidita
@sukantakumarmohanty4095
@sukantakumarmohanty4095 Сағат бұрын
ଲାଗୁଛି ମୋହନ ସରକାର ବିଫଳ ହୋଇଛି
@kumaruttam8566
@kumaruttam8566 14 минут бұрын
strict action should be taken against idiot police
@RanjitSahu-cu4qy
@RanjitSahu-cu4qy 2 сағат бұрын
Pandian ra plan
@snigdhamohanty5260
@snigdhamohanty5260 57 минут бұрын
Pandian jadi karuchi a sarakar chudi pindhi ghare soipadu
@tapasnayak9257
@tapasnayak9257 Сағат бұрын
If Army's Can support each other,,,Then why not police ...?
@madhusudanmohanty4319
@madhusudanmohanty4319 Сағат бұрын
This is indiscipline.
@padmanavparhi9602
@padmanavparhi9602 51 минут бұрын
Please case hand over to army
News Fuse 23 SEPT 2024
20:53
OTV
Рет қаралды 998
Minecraft Creeper Family is back! #minecraft #funny #memes
00:26
LIFEHACK😳 Rate our backpacks 1-10 😜🔥🎒
00:13
Diana Belitskay
Рет қаралды 3,4 МЛН
The joker favorite#joker  #shorts
00:15
Untitled Joker
Рет қаралды 11 МЛН