News Fuse 09 FEB 2024

  Рет қаралды 42,732

OTV

OTV

Күн бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 41
@143Susanta
@143Susanta 7 ай бұрын
୨୪ ବର୍ଷ ହେଲା ରାଇଜ କଂଗ୍ରେସ ଖେଳି ଖେଳି ହାଲିଆ ଆଉ ୨୦୨୪ ରେ ଏମାନଙ୍କୁ ପ୍ରଭୁ ଜଗନ୍ନାଥ ଭରସା
@prasantapattanaik862
@prasantapattanaik862 7 ай бұрын
ବହୁତ୍ ଗୋଷ୍ଠି ବହୁତ୍ ପ୍ରତିବାଦ କରନ୍ତି। ଆଉ ଏକ ପ୍ରତିବାଦ କରିବାକଥା ଦେଶ ସାରା ଯେ କୌଣସି ଦେବାଦେବୀ ଫଟୋ କେହି ଏମିତି ବ୍ୟବହାର କରିପାରିବେ ନାହିଁ ଓ ବ୍ୟବସାୟ ଜନିତ ପ୍ୟାକେଜ ପ୍ୟାକେଟ ଗୁଡ଼ିକରେ ଫଟୋ ବ୍ୟବହାର କରିପାରିବେ ନାହିଁ।କାରଣ ଏହାଦ୍ବାରା ତାଂକୁ ଅବମାନନା ତ ହେଉଛି ତା'ଛଡା ଏଠି ସେଠି ପଡ଼ିବା ଦେଖିଲେ ବହୁତ୍ ଦୁଃଖ ଲାଗି ଆଖିରୁ ଲୁହ ବାହାରି ଆସେ।
@prasantapattanaik862
@prasantapattanaik862 7 ай бұрын
ସାର୍! ଆପଣଂକ ଉପସ୍ଥାପନା ଓ କଥନଶୈଳୀ ଖୁବ୍ ଭଲ। ମନ୍ତ୍ରୀ ବିଧାୟକମାନେ ଲୋକଂକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କେମିତି କରୁଛନ୍ତି ଟିକେ ଦେଖାନ୍ତୁ ସାର୍।
@kartikeshwar-hz8ih
@kartikeshwar-hz8ih 7 ай бұрын
Jay jagannath
@143Susanta
@143Susanta 7 ай бұрын
ଆମର ଓଡ଼ିଶାର ଗୌରବ ମଧୁବାବୁଙ୍କୁ ଏମିତି ଅପମାନ ସହି ହବନି 🙏🙏🏼 ଦୟାକରିକି ଏମିତି କରନ୍ତୁନି ଆମର ପୂର୍ବ ପୁରୁଷ ମାନଙ୍କୁ ସଂମାନ୍ ଦେଉ ନେ ତ କାହିଁକି ଅପମାନ କରୁଛ
@user-sj6uo1sh4p
@user-sj6uo1sh4p 7 ай бұрын
Jay Jagannath
@Panda-ix5nl
@Panda-ix5nl 7 ай бұрын
ଠିକ୍ କହିଛନ୍ତି ଶ୍ରୀ ହନୁମାନ ପ୍ରଭୁ ଶ୍ରୀ ରାମ ଙ୍କର ନିନ୍ଦା କରୁଥିବା ଲୋକଙ୍କ କେବେବି କ୍ଷମା ଦେବେନି
@geetanjaliacharya6079
@geetanjaliacharya6079 7 ай бұрын
God bless you to your family sir 🙏🏻
@prasantapattanaik862
@prasantapattanaik862 7 ай бұрын
ଖାଲି ଡ୍ରାଇଭରଂକ ଲାଇସେନ୍ସ ଓ କାଗଜପତ୍ର ଠିକ୍ ହେବା ବଡ଼ କଥା ନୁହେଁ।ଏଭଳି ଚାଲିଚଳନ ବ୍ୟବହାର ଓ ଗାଡ଼ି ଚାଳନା ପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବା କଥା।
@krishnanaikbrothers6459
@krishnanaikbrothers6459 7 ай бұрын
Super news sir Jay Jagannath 🙏
@ranjanbehera8745
@ranjanbehera8745 7 ай бұрын
Good morning Sare 🙏🙏🙏 JILA. PURI
@AllhaSuarwala
@AllhaSuarwala 7 ай бұрын
ମଧୁବାବୁଙ୍କ ଆଖିରେ ତାଲା ମାନେ ଓଡ଼ିଆରେ ତାଲା, ଓଡ଼ିଆରେ ତାଲେ ମାନେ ଓଡ଼ିଆଙ୍କ ଆଖିରେ ତାଲା, ଯେଉଁମାନେ କି ଅପାରଗ ଶାସନ ଦେଖି ପାରୁନାହାଁନ୍ତି।
@soumyaranjanbarik4734
@soumyaranjanbarik4734 7 ай бұрын
ଯେଉଁଠି ଓଡିଶାର ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ହେଇଯାଉଛନ୍ତି ସେଠାରେ କାନ୍ତକବି କଣ୍ଠକବି ଓ ହରେକୃଷ୍ଣ ମହତାବ ହରେକୃଷ୍ଣ ମହାନ୍ତି ହୋଇପାରିବେ ମହାପୁରୁଷ ମାନେ ଏଗୁଡା ଦେଖିବା ଅପେକ୍ଷା ତାଲା ପକେଇଦେବା ଭଲ
@143Susanta
@143Susanta 7 ай бұрын
ଆମର ଓଡ଼ିଶାର ଗୌରବ ପ୍ରଭୁ ଜଗନ୍ନାଥଙ୍କର ଏଭଳି ଅପମାନ 🙏🏼🙏 ହେ ପ୍ରଭୁ ଜଗନ୍ନାଥ ଏମାନଙ୍କୁ ଟିକେ ବୁଧି ଦିଅ ପ୍ରଭୁ 🙏🙏
@soumyaranjanbarik4734
@soumyaranjanbarik4734 7 ай бұрын
ନାରଣ ଭାଇ ଏଭଳି ଡ୍ରାଇଭର ମାନଙ୍କୁ ସରକାରୀ ବସ୍ ଡ୍ରାଇଭର ମହାସଂଙ୍ଘ ର ସଭାପତି କରିଦିଅ ଯିଏ କି ଡ୍ରାଇଭର ମାନଙ୍କୁ ଭଲଭାବରେ ଉପଦେଶ ଦେବେ
@143Susanta
@143Susanta 7 ай бұрын
ଏଇ Driver ଭାଇଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ Driver ଯୋଜନାରେ add କରିକି ପୁରସ୍କାର ଦବାକଥା
@MR.NAHAK-334
@MR.NAHAK-334 7 ай бұрын
କାହିଁକି ନା ଭାଇ ସେ ଜାଣିଛନ୍ତି ରାହୁଲ ଗାନ୍ଧୀ କି ସେ ଯୋଉ ଗାନ୍ଧୀ ଆସନ୍ତୁ ସେ ଜାଣିଛନ୍ତି ରାଜ୍ୟରେ ଆଉ କଂଗ୍ରେସ ଆଉ ଉଧେଇବାର ନାଇ ସେଥି ପାଇଁ ବିଧାୟକ ଆମର ସୋଇଛନ୍ତି ଆଉ😂😂😂😂
@JyotiranjanRoutrya
@JyotiranjanRoutrya 7 ай бұрын
ଚାଲି ନଜାଣୀ ବାଟ ରଦୋସ
@sushantakumarpradhan1719
@sushantakumarpradhan1719 7 ай бұрын
ଏ ଡ୍ରାଇଭର ଗାଡ଼ି ପଛେ ପଛେ ୧୦୮ଆମ୍ବଲାନଶ ପଠାଇ ବାକୁ ସରକାରଙ୍କୁ ଅନୁରୋଧ।
@azharkkhan8822
@azharkkhan8822 7 ай бұрын
👏👏👏👏👏👏👏👏
@munasmruti1888
@munasmruti1888 7 ай бұрын
କ଼ଂଗ୍ରେସ୍ ନେତା ପୁରା ଦୂବଳ
@soumyaranjanbarik4734
@soumyaranjanbarik4734 7 ай бұрын
କଂଗ୍ରେସ ନେତା ମାନଙ୍କର ଜୋସ୍ କୁ ମାନିବାକୁ ପଡିବ କିଏ ବୋଲିଙ୍ଗ୍ କରୁକରୁ ପଡିଗଲେଣି ତ ଆଉ କେଉଁଠି ସଭା ମଝିରେ ନିଦ୍ରା
@k.kamaleswarighatal7347
@k.kamaleswarighatal7347 7 ай бұрын
Super👌
@soumyaranjanmohanty4746
@soumyaranjanmohanty4746 7 ай бұрын
A sabu ama manyabar cm Naveen Mohanty nka daya.
@Sapan373
@Sapan373 7 ай бұрын
Bhai niranjan sare Peta teki parunahanti sia kana nachi be
@pravakarswain2804
@pravakarswain2804 7 ай бұрын
ଏ ଭଳି ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରାଇ ତାଙ୍କୁ ବିଚ୍ ରାସ୍ତାରେ ଲଣ୍ଡାକରି ବୁଲାଇବା ଉଚିତ୍ ।
@MR.NAHAK-334
@MR.NAHAK-334 7 ай бұрын
ଏଇଠୁ ଜଣା ପଡୁଚି ଯେ ଖାଲି ଓଡ଼ିଶା ରେ ନୁହଁ କେନ୍ଦ୍ର ରେ ବି କଂଗ୍ରେସ କେତେ ସୁଦୃଢ଼😂😂
@rubisethia6839
@rubisethia6839 7 ай бұрын
Amiti driver pai aji ate sabu accident hauchi 😢
@Mohini-i2m
@Mohini-i2m 7 ай бұрын
Mu shunithili manisha malapare tarapapa punya mapajae kintu athi papara bhara badhigala je a mancha sahiparilani
@sudhansukumarbal3419
@sudhansukumarbal3419 7 ай бұрын
You are doing a great job
@-manas-ranjan-143
@-manas-ranjan-143 7 ай бұрын
ଖାଲି ଏ ଡ୍ରାଇଭର ଭାଇ ଏକା ନୁହଁନ୍ତି ଏମିତି ବିରଳ ପ୍ରାଣୀ ଓଡ଼ିଶାର କୋଣ ଅନୁକୋଣରେ ଅଛନ୍ତି 😂😂କିଏ ମଦ ପିଇ ନାଳ ପାଣିରେ ବୁଡ ଦେଉଛି ତ ଆଉ କିଏ ଦେହରେ cello tape ଲଗେଇ ଗଞ୍ଜେଇ ଚାଲାଣ କରୁଛି।
@bikarmsahoo2745
@bikarmsahoo2745 7 ай бұрын
Tala pakei ki thik Kari chi ... odisha sarakara bhala khelu chhanti ta odisha dadana cup ..sethi paani madhu Babu dekhi Baku chahun nahanti ..
@kpsinghadv9798
@kpsinghadv9798 7 ай бұрын
Congrss agaru kankada thile,ebe bichha mantra najani sapa gatare hata marile padiare padibe.
@user-rl7ke7yr9z
@user-rl7ke7yr9z 7 ай бұрын
Ama chanda bali gadi draivar o mara taku
@jeetbehera6723
@jeetbehera6723 7 ай бұрын
Tama BJP sarakar ta aini kala🙏7sal jele tame sabu dekhaeba😂
@rubisethia6839
@rubisethia6839 7 ай бұрын
Mate bihar ra news maja lagi la😅
@KumarSomanath
@KumarSomanath 7 ай бұрын
Amiti driver pain accident hauchi loka tathabi sudhurunahanti katha re nahi jete mathibu matha saidarapara kate 😂😂
@Mohini-i2m
@Mohini-i2m 7 ай бұрын
A babu to dekhiki prathame khela bhalare sikh padijauchu shasana in karibu tamaku dandabata ama jibana saha khelani
@hemantasahoo3777
@hemantasahoo3777 7 ай бұрын
Bjp midia au kan bala kahiba😅😅😅😅
@satyabrata__official1
@satyabrata__official1 7 ай бұрын
😂😂😂
News Fuse 16 SEPT 2024
21:59
OTV
Рет қаралды 7 М.
Leave My Hand: Loka Nakali Katha Asali | Kanak News
17:56
Kanak News
Рет қаралды 76 М.
Секрет фокусника! #shorts
00:15
Роман Magic
Рет қаралды 99 МЛН
Whoa
01:00
Justin Flom
Рет қаралды 60 МЛН
News Fuse 06 FEB 2024
23:22
OTV
Рет қаралды 86 М.
News Fuse 29 JAN 2024
20:18
OTV
Рет қаралды 51 М.
News Fuse 19 FEB 2024
19:25
OTV
Рет қаралды 156 М.
News Fuse | Special episode on YouTube comments
3:42