ପାଠୁଆ'ଙ୍କ ଦୁର୍ଦ୍ଦଶା | Bhitiri Katha 77 | Narayan Mishra | Odisha365 | Fate of educated people

  Рет қаралды 126,641

ODISHA 365

ODISHA 365

Күн бұрын

Пікірлер: 329
@bnroul
@bnroul Жыл бұрын
ଏ ଯୁଗଟା ହେଲା କଳି , ମୁର୍ଖ ବସିବେ ମଞ୍ଚ ଉପରେ ଶିକ୍ଷିତ ମାରିବେ ତାଳି , ଲାଞ୍ଚୁଆ ମିଛୁଆ ସନ୍ମାନିତ ହେବେ , ପାଠୁଆ ଖାଇବେ ଗାଳି , ଏ ଯୁଗଟା ହେଲା କଳି , ଜୟେ ଜଗନ୍ନାଥ
@subashmishra5616
@subashmishra5616 8 ай бұрын
❤ ଆଇ ଏ ଏସ୍ ପାଇଲେ ପୂର୍ଣ୍ଣ ଜ୍ଞାନୀ ଅସାଧାରଣ ଦକ୍ଷତା ଜଣେ ଗଧ ର ଆତ୍ମ ପରିଚୟ ମହାବାହୁ ଶରଣ ମଣିମା ଜୟ ଜଗନ୍ନାଥ
@NabinPratihari-rt6my
@NabinPratihari-rt6my Жыл бұрын
ଜୟ ଶ୍ରୀ ଜଗନ୍ନାଥ sir
@somanathkhara8368
@somanathkhara8368 2 жыл бұрын
ସାର, ଆପଣଙ୍କୁ କୋଟି ଧନ୍ୟବାଦ।ଏତେ ସୁନ୍ଦର କଥା ବୁଝାଇ ପାରୁଛନ୍ତି।ଏହି କଥା ମୁଁ ମଧ୍ୟ ଜାଣି ପାରି ଥିବାରୁ ମୋ ମନରେ ଆନ୍ଦୋଳନ ସୃଷ୍ଟି କରେ।ମନଟି ନିରୁପାୟ।
@nalinisethiy8422
@nalinisethiy8422 2 жыл бұрын
ନମସ୍କାର ଆଜ୍ଞା ! ଆପଣଙ୍କ 365 ଚାନେଲକୁ ଧନ୍ୟବାଦ। ଆପଣ ତ ଜାଣିଛନ୍ତି ଯିଏ ଅର୍ଥାଗମ ବିଦ୍ୟା ପ୍ରାପ୍ତ ହୋଇନି ଶାସ୍ତ୍ରର କଥାନୁଯାଇ ସିଏ ଦୁଃଖୀ । ତେଣୁ ଆଜି ଯିଏ ଯେତେ ପାଠ ପଢିଥାଆନ୍ତୁ ନା କାହିଁକି ସରକାରଙ୍କ ପାଖରେ ଚାକିରୀ କରିବା ପାଇଁ ଅର୍ଥାତ ସରକାରଙ୍କ ହଳିଆ/ମୂଲିଆ କାମ କରିବା ତାଙ୍କର ଲକ୍ଷ୍ୟ । ମାଲିକ ହେବା ପାଇଁ ନୁହେଁ । ଆଜିର ଭାରତବର୍ଷର ଶିକ୍ଷା କେବଳ ଚାକିରୀଆ ଅର୍ଥାତ ମୂଲିଆ/ହଳିଆ ସୃଷ୍ଟି କରିବା ପାଇଁ । ତେଣୁ ଏଥିପାଇଁ ଧ୍ୟାନ ଦିଅ....
@ratikantanayak534
@ratikantanayak534 2 жыл бұрын
Namaskar sir nirat sata kahta . ATI Sundar upstapna. Dhynabad sir
@kamadevdash6929
@kamadevdash6929 2 жыл бұрын
ଏକଦମ ନିଛକ ସତ କଥା କହିଲେ ସାର୍ 🙏। ପ୍ରକୃତରେ ଆମେ କେବେ ବି ପୂର୍ଣ୍ଣ ସ୍ବାଧୀନ ହାସଲ କରିପାରିନାହୁଁ।
@satyamevajayate6102
@satyamevajayate6102 2 жыл бұрын
100%satya
@sriantaryamipradhan5231
@sriantaryamipradhan5231 2 жыл бұрын
ଏଇଟା କାଳ୍ପନିକ ନୁହେଁ ବାସ୍ତବ ତଥ୍ୟ
@niranjanpuhan9863
@niranjanpuhan9863 Жыл бұрын
Esabu sadharana katha, bele bele adhyatmik alochana kale vala laaganta o atmika santi milanta jaaha, manab jibana ra parama LAKHYA!
@rajkishor6349
@rajkishor6349 2 жыл бұрын
ପ୍ରକୃତ ବାସ୍ତବ କଥା l ସୁଧୁରିବା ର ଏକ ମାତ୍ର ଉପାୟ ପ୍ରକୃତି ର ମହାବିନାଶ/କଳ୍କୀ ଅବତାର
@bijayakumarsarap7192
@bijayakumarsarap7192 2 жыл бұрын
Sir ଆପଣଙ୍କ ର ପ୍ରଥମ ଗଳ୍ପରେ ମୁଁ ଆପଣଙ୍କ ର ଅନୁଗତ ହୋଇଗଲି। ଖୁବ ସୁନ୍ଦର ହେଇଛି
@kkmusic38
@kkmusic38 2 жыл бұрын
ହାଃ ହଃ ହାଃ........ ମୁଁ ତ ସେଇ କଥା ବହୁ ବର୍ଷ ପୂର୍ବରୁ କହୁଛି, ହେଲେ ଶୁଣୁଛି କିଏ ବା ବୁଝିବ କିଏ ଆଜ୍ଞା? ଏବେ ଆଉ ପିଲାମାନେ ପାଠ ପଢିବେ ନାହିଁ ସେଇ ଟାଉଟରୀ କରିବେ ନେତା ହେଇ, କାରଣ ଭାରତ ବର୍ଷର ସବୁଠୁ ଉଚ୍ଚ ଚାକିରୀ ଏଇଟା 🤣🤣
@sanjibsinger2010
@sanjibsinger2010 2 жыл бұрын
ସାର ଏକଦମ୍ ସତ କଥା । ଏବେ ଓଡ଼ିଶାରେ ଓଡ଼ିଆଙ୍କ ଅବସ୍ଥା ସେୟାର । ଭଲ ଯୋଗ୍ୟତା ଥାଇ ସରକାରୀ ଚାକିରୀତ ମିଳୁନି ବେସରକାରୀ କମ୍ପାନୀରେ ମୁର୍ଖ ଓଣଓଡ଼ିଆଙ୍କୁ ହାନଜୀ ହାନଜୀ କରିବାକୁ ପଡୁଛି । ଧନ୍ୟ ଆମ ସରକାର ଧନ୍ୟ ଆମ ରାଜନୀତି । ଏଠି ଓଡ଼ିଆ ବେକାରୀ ଓଣ ଓଡ଼ିଆ ଯୋଗ୍ୟତା ନଥାଇ ମାଲୋ ମାଲ ।
@karismabehera9108
@karismabehera9108 2 жыл бұрын
ଚମତ୍କାର ଉପସ୍ଥାପନା ସାର୍ 🙏 ଏପରି ଶିକ୍ଷଣୀୟ ବିଷୟ ଜାଣିବା ମଧ୍ଯ ଭୁଲ୍ ବୋଲି ମନେହୁଏ 🙃 ଧନ୍ଯ ଏ ବ୍ୟବସ୍ଥା ଏବଂ ଧନ୍ଯ ଏହାର ଗତି 😖
@bhimsensahu5001
@bhimsensahu5001 2 жыл бұрын
Prakruta patha padhichha janiba kapikari patha
@rameshmalikeducationacadem9697
@rameshmalikeducationacadem9697 2 жыл бұрын
ବାସ୍ତବ କଥା (sir) ଆପଣଙ୍କୁ ବହୁତ ଧନ୍ୟବାଦ 🙏🙏🙏🙏l ଆମ ରାଜ୍ୟରେ ଏମିତି ଚାଲିଛି
@rudrantakcreation590
@rudrantakcreation590 2 жыл бұрын
Bhala lagila story
@thenayak8723
@thenayak8723 2 жыл бұрын
ଆପଣ ମାନେ କେବଳ ସାଂସାରିକ life ରେ ପଶି ରହିଲେ , Family centric ହେଇ ରହିଲେ . ଯଦି ସାରା ଦୁନିଆକୁ ନିଜ family ଭାବି ଥାନ୍ତେ ତାହାହେଲେ ଆପଣ ମଧ୍ୟ ଗୋଟେ ଉଚିତ ସାଂସାରିକ କର୍ମଯୋଗୀ ବାବା ହେଇ ପାରିଥାନ୍ତେ | ବାବା କେହି ଆପେଆପେ ହୁଏନା | ଚେତନାର ଜାଗୃତି ହେଲେ ମଣିଷ ଅସାଧ୍ୟ କାମ କରିପାରେ | ସେ ଚେତନକୁ ସେ କେଉଁ କାର୍ଯ୍ୟରେ ଲଗାଉଛି ( ଉଚିତ କିମ୍ବା ଅନୁଚିତ ) ତାହା ମଣିଷ ଉପରେ ନିର୍ଭର କରେ |
@sujitsamal5076
@sujitsamal5076 2 жыл бұрын
ସମ୍ପୁର୍ଣ୍ଣ ଠିକ ଭାଇ।।। ଧନ୍ୟବାଦ୍
@sanjaynaik6849
@sanjaynaik6849 2 жыл бұрын
ବେପାର ବେପାର ବାବା ବେପାର ପା... ଯଉ ବେପାରରେ ବିଶ୍ୱାସ-ଭୟ-କାଳ୍ପନିକ. ତଥାପି ଲୋକେ ଚାଲିଚନ୍ତି ଆଉ...
@suudarsansahoo9950
@suudarsansahoo9950 2 жыл бұрын
Bahut badhia lagila, great inspiration
@sushantakumar3045
@sushantakumar3045 Жыл бұрын
ପ୍ରକୃତ ବାସ୍ତବ କଥା। ମନ କୁ ଛୁଇଁଲା।
@KrishnaNayak-s1h
@KrishnaNayak-s1h 10 ай бұрын
🙏🙏🙏speechless speechless
@mohantavlog958
@mohantavlog958 2 жыл бұрын
You are right sir, thanks 🙏 for you
@rajyogaandvalueeducation5607
@rajyogaandvalueeducation5607 2 жыл бұрын
yoga, meditation, science and spirituality,value education, ayurveda , naturepathy ,indian knowledge systems
@yadudas5802
@yadudas5802 Жыл бұрын
ଏହାର ଜ୍ୱଳନ୍ତ ଉଦାହରଣ ହେଲେ - ମାନବ ପ୍ରେମୀ ଆଦିତ୍ୟ ଦାସ ସରକାର ବିରୋଧରେ,ମଦ ବିରୋଧରେ ଯିବାରୁ ନିଜ ଜୀବନ ହାରିଲେ, ଏମିତି ଆହୁରି ବି ବହୁତ ବହୁତ ଲୋକଙ୍କ ଜୀବନ ଯାଉଛି
@Kartikmathstudypoint
@Kartikmathstudypoint Ай бұрын
Ekdam right❤
@babacreation1287
@babacreation1287 Жыл бұрын
Many many Thanks sir.
@bhagbansethi336
@bhagbansethi336 2 жыл бұрын
Koti koti pranma pravu
@sailendramartha6840
@sailendramartha6840 2 жыл бұрын
Guruji pranam, nice story 🙏
@alokranjanbiswal3375
@alokranjanbiswal3375 2 жыл бұрын
Thank you.... You are great sir
@sameerkumartakri6508
@sameerkumartakri6508 2 жыл бұрын
Really sir thanq
@Kisanrajesh
@Kisanrajesh 2 жыл бұрын
Sir, solid khuchan,, 🙏 u r right, 🙏
@motilalsoren2519
@motilalsoren2519 2 жыл бұрын
You are correct sir.........
@pulutadingi
@pulutadingi Жыл бұрын
Thank you sir 👍👍👍👍👍
@dolagobindasahu4917
@dolagobindasahu4917 8 ай бұрын
School ରେ ପାଠପଢୁଥିବା ବେଳେ 1st bench ର ଛାତ୍ର Last bench ଛାତ୍ର କୁ ଶାସନ କରେ କିନ୍ତୁ ଚାକିରି କରୁଥିଲେ IAS,OAS, DOCTOR, ENGINEER etc.ସମସ୍ତେ Back bench ରେ ବସୁଥିବା ଛାତ୍ର ଦ୍ଵାରା ପରିଚାଳିତ ହୁଅନ୍ତି, ଯେହେତୁ ସେ ମନ୍ତ୍ରୀ।Sir, ଆପଣଙ୍କ ଉପସ୍ଥାପନା ଯୁଗୋପଯୋଗୀ, ଧନ୍ୟବାଦ .
@anilkumarrout6830
@anilkumarrout6830 2 жыл бұрын
Apana darsanik sir, manigale samaste
@alokranjanbiswal3375
@alokranjanbiswal3375 2 жыл бұрын
Perfect..... Sir,,, salute.... Sir
@laxmidharmirror5500
@laxmidharmirror5500 2 жыл бұрын
ଏଇ ଆମ ଭାରତ ରେ ଇମିତି ହୁଏ ଏଠି ଶିକ୍ଷା ଏବଂ ମୂଲ୍ୟାୟନ ବେବସ୍ତା ଏବଂ ସରକାରୀ ପଦବୀ ପାଇଁ ଯୋଗ୍ୟତା ତ୍ରୁଟି ପୂର୍ଣ୍ଣ ତାହା ସମୟ ଉପଯୋଗୀ ପରିବର୍ତନ ଜରୁରୀ
@SidharthMishra99
@SidharthMishra99 2 жыл бұрын
ବହୁତ୍ ଭଲ ବାସ୍ତବିକ ଉପସ୍ଥାପନା ମୁଁ ବି Railway ର ଜଣେ Engineer ଆଉ ଏଭଳି ପରିସ୍ଥିତି ମୁଁ ବି face kari ସାରିଛି।
@himansumishra46
@himansumishra46 2 жыл бұрын
Vari vala lagila
@gautamchandrarout605
@gautamchandrarout605 8 ай бұрын
Good analysis sir
@newway4507
@newway4507 2 жыл бұрын
Wow ..... what a presentation 🥰🥰
@smilemobilecare
@smilemobilecare 2 жыл бұрын
Ati sundar sir.
@selfstudy4154
@selfstudy4154 2 жыл бұрын
Sir you are saying partially true.
@abhimanyunayak4246
@abhimanyunayak4246 2 жыл бұрын
Thank your sajesan
@balmikinayak1352
@balmikinayak1352 2 жыл бұрын
ଆଜ୍ଞା ନମସ୍କାର। ଅଙ୍କ ଜ୍ୟୋତିଷ ଉପରେ ଆପଣଙ୍କର ବୈଜ୍ଞାନିକ ଦୃଷ୍ଟିକୋଣ ବହୁତ ତର୍କ ସଙ୍ଗତ ଓ ଶିକ୍ଷଣୀୟ ହୋଇଛି। ଧନ୍ୟବାଦ।
@devKumar-li3vv
@devKumar-li3vv Жыл бұрын
Than you sir you are graet
@trinathnayak9349
@trinathnayak9349 8 ай бұрын
💯% right Sir 🙏💕
@anilkusahoo33539
@anilkusahoo33539 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ସାର୍ ଆପଣ ଆମ ମାନକୁ ଏମିତି ଅନେକ ଅନେକ ନୀତି ବାଣୀ ପରିବେଷଣ କରନ୍ତୁ ଧନ୍ୟବାଦ୍ 🙏🙏🙏🙏🙏🙏🙏👍👍👍👍👍👍👍👍👍
@nandakishorepatra6260
@nandakishorepatra6260 2 жыл бұрын
Absolutely correct sir Thank u
@sanjibdurga6085
@sanjibdurga6085 2 жыл бұрын
Very very thank you sir for such special speach 🙏🙏🙏👍
@priyacharandas653
@priyacharandas653 2 жыл бұрын
ଜୟ ଶ୍ରୀ ଜଗନ୍ନାଥ
@AjitKumar-nr7ot
@AjitKumar-nr7ot 8 ай бұрын
ପ୍ରଥମେ ଆପଣଙ୍କୁ କୋଟି କୋଟି ପ୍ରଣାମ।ଏ କଥା ଟି କହି ସମାଜ କୁ ବହୁତ ବଡ଼ ଶିକ୍ଷା ଦେଇଛନ୍ତି। ଯାହା କି ପ୍ରକୃତ ସତ୍ୟ।
@sukantakumarsahoo7682
@sukantakumarsahoo7682 2 жыл бұрын
Sir, very nice, Realistic
@localnature3692
@localnature3692 2 жыл бұрын
Heart touching story sir..
@Sunitavlogs51
@Sunitavlogs51 3 ай бұрын
Absolutely right sir❤
@tapankumarsenapati52
@tapankumarsenapati52 2 жыл бұрын
Ati sundar sir System kemiti change heba tike kuhant ସାର ମୁ 100% ସହ କହିବି ଯଦି ପ୍ରତେକ ବ୍ଲକ ରେ IAS ମାନଙ୍କୁ bdo posting କରାଯାଏ ବେସି ନୁହଁ 1ଏକ ବର୍ଷ କି 2 ବର୍ଷ ତାହେଲେ ମୋର ଆଶା ଦୁର୍ନୀତି ବହୁତ ମାତ୍ରାରେ କମିବ । peon ମାନଙ୍କୁ ମଧ୍ୟ transfer କରାଯିବା ଦରକାର କାରଣ ସେମାନେ ଗୋଟେ ଜାଗାରେ ରହି ସମସ୍ତ ବିଷୟରେ ଅବଗତି ଥାନ୍ତି ( peon ମାନଙ୍କର ଟ୍ରାନ୍ସଫର ନାହିଁ ହେଲେ ବ୍ଲକ ରୁ ତହସିଲ ,icds, sub-collector ଅଫିସ ଟ୍ରାନ୍ସଫର କରାଯାଏ ତାହେଲେ ଦୁର୍ନୀତି ବି କିଛି ମାତ୍ରାରେ କମିବ ବୋଲି ମୋର ଆସ। କାରଣ ସେମାନେ palitically involved ଥାନ୍ତି ଅଫିସ ର secresy ଏବଂ tanka ମଧ୍ୟ ଅଫିସର ଙ୍କୁ ଅନିକ ଦିଅନ୍ତି । ଯଦି ହୁଏ govt ଙ୍କୁ proposal କରନ୍ତୁ
@allvideoupload7049..
@allvideoupload7049.. 2 жыл бұрын
I salute sir very good message
@basantinayak1660
@basantinayak1660 2 жыл бұрын
Right katha sir
@coolestbadboi1414
@coolestbadboi1414 2 жыл бұрын
Au doctor, engineer, ias, mantri, baba samaste gunda mananku mananti, chala samaste gunda heba
@nirakarsamantray2480
@nirakarsamantray2480 2 жыл бұрын
R8 sir....Jay jagannath
@Kisanrajesh
@Kisanrajesh 2 жыл бұрын
Sabu jagare corruption sir, corruption kmiti hateiba sir , gote video bnantu aapana,,🙏
@ajayamohapatra9155
@ajayamohapatra9155 2 жыл бұрын
Pura thik
@narottambarik1637
@narottambarik1637 2 жыл бұрын
Puraa right katha
@patitapabanjena2324
@patitapabanjena2324 2 жыл бұрын
Sir Aitha pain dai kia.....? Kn kale sikshya abasta Vala abasta kasiba
@jasoji
@jasoji 2 жыл бұрын
ଏକ୍ ଦମ୍ ସତ ସାର
@sudhanandadalai9848
@sudhanandadalai9848 2 жыл бұрын
By education , we get discipline, humbleness, innocence, & other attributes skills.may not get power that we r aspiring for.... Our education system should enlighten our mind & soul
@odhktech
@odhktech Жыл бұрын
Not agreed bcz some NIT ,IIT,AIIMS students also do criminal activity in college,are not they well educated,Many first class well educated Govt employees, politicians also doing criminal activity and corruption So education is not only important Good manner,"sankskar" is important which can be obtained from parents, Bhagvat Geeta, Ramayan,from culture,from well mannered seniors 😊😊😊
@jayshreebrahma6097
@jayshreebrahma6097 2 жыл бұрын
Sir, 🙏......ଯେଉଁ ଫୁଲ ପାଇଁ ହୋଇଥିଲା କଳି... ସେହି ଫୁଲ ଆଣି ଭେଟିଲା ମାଳି 😄😄 ତାର ଅର୍ଥ କଣ ?ଯେଉଁ IAS ଅଫିସର ନିଜକୁ ପାଠୁଆ ଆଉ ମହା ଜ୍ଞାନୀ ଭାବି ନିଜକୁ ସମାଜରେ ଯୋଗ୍ୟ ପ୍ରମାଣ କରୁଥଲା ସେଥିରେ ନିଜର ଗର୍ବ ପ୍ରତୀତ ହେଉଥିଲା... ସେଥିପାଇଁ ହୃଦୟ କୁ ଆଘାତ ହେଲା ...ପ୍ରକୃତି ର ନିୟମ ପରିବର୍ତନ... ଯାହାକୁ ମୂର୍ଖ, ଚୋର, କୁ ସଂସ୍କାରି କହି ଉପହାସ କରିଥିଲେ. ସେହି ପିଲା.... କିନ୍ତୁ ତାର ପରିସ୍ଥିତି ବିଷୟରେ ଥରେ ପଚାରି ବୁଝି ଥିଲ ... ଖାଲି ମୌଳିକ ଶିକ୍ଷା କିମ୍ବା ଆବଶ୍ୟକ ଶିକ୍ଷା ରହିଲେ ହେବନି ତେଣୁ ଆଧ୍ୟାତ୍ମିକ ଶିକ୍ଷା କୁ ପରିପୂର୍ଣ୍ଣ ଶିକ୍ଷା କୁହାଯାଏ... ଭୁଲ ଥିଲେ କ୍ଷମା କରିବେ 🙏🙏ମୁଁ ମୁଖ୍ୟ ରେ ଦର୍ଶେଇଲି.ଅଜ୍ଞା.... ମୋର ଅନୁରୋଧ ..ଆପଣ ହୃଦୟ ରୁ ବୁଝିବେ.. ପ୍ରଣାମ 🙏
@deepaksamal8315
@deepaksamal8315 2 жыл бұрын
ଏହିସବୁ କଥା ଶୁଣୁଥିବା ଲୋକ ହିଁ ମହା ମୂର୍ଖ ହେବା ଦରକାର
@maniramsabar4263
@maniramsabar4263 Жыл бұрын
ସାର ଆପଣ ଠିକ ଉପସ୍ଥାପନା କରିଛନ୍ତି
@dipaknaik3431
@dipaknaik3431 2 жыл бұрын
Very thankful sir
@dibakarsethy6478
@dibakarsethy6478 2 жыл бұрын
Sir Satya kahile
@basantinayak1660
@basantinayak1660 2 жыл бұрын
Very Good sir
@manojadalai9840
@manojadalai9840 2 жыл бұрын
Fabulous speech 👍
@Roma-2028
@Roma-2028 2 жыл бұрын
GK ପଢ଼ିକି ଆଇଏଏସ୍...🥰
@bhabanisankarsenapati
@bhabanisankarsenapati 2 жыл бұрын
Right sir🙏
@chandramaninaik4739
@chandramaninaik4739 2 жыл бұрын
Real sir.namaste
@mukundamurariguru6564
@mukundamurariguru6564 2 жыл бұрын
ବହୁତ ସୁନ୍ଦର 🙏🙏🙏🙏🙏🙏
@prabhucharanrout6339
@prabhucharanrout6339 2 жыл бұрын
Very goodteching
@sabitaswain5513
@sabitaswain5513 2 жыл бұрын
ପ୍ରଣାମ ଆଜ୍ଞା ବାସ୍ତବ ଚିତ୍ର ସମାଜ ର
@manojkisku7789
@manojkisku7789 2 жыл бұрын
ସାର ଆପଣଙ୍କୁ କୋଟି କୋଟି ନମସ୍କାର । ଆପଣ ଯାହା କହିଲେ 100 ପତିଶତ ସତ୍ୟ କଥା ।
@LgBoyCreation21
@LgBoyCreation21 2 жыл бұрын
ବୋହୁତ ଭଲ କଥା କହୁ ଛନ୍ତି ଶେଷ ରେ ଯୋଉ କଥା କହିଲେ ପୁରା ସତ
@Sambalpuri-y2bnatural
@Sambalpuri-y2bnatural 2 жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା.. ଏନ୍ତା ଭିଡ଼ିଓ ମାନେ ପୋଷ୍ଟ କରୁନ ଆଜ୍ଞା.. ଲୋକ ଶିଖିପାରବେ ଜାଗୃତ ହେବେ.. ଆର ଥରେ ଧନ୍ୟବାଦ ଆଜ୍ଞା.. 🙏🏻🙏🏻
@lingarajmajhi9410
@lingarajmajhi9410 2 жыл бұрын
Thank you so much sir
@manaranjan512
@manaranjan512 2 жыл бұрын
Absolutely Right
@motivationalpower7317
@motivationalpower7317 2 жыл бұрын
ସାର୍ ଆପଣ ଯାହା କହିଲେ ନିରାଟ ସତ ଟିକେ ବି ମିଛ ନୂହେଁ । ଏବେ ସବୁ ଏମିତି ଚାଲିଛି
@Dillipkumar35
@Dillipkumar35 2 жыл бұрын
Absolutely correct sir.
@sashi-thehardworker8396
@sashi-thehardworker8396 2 жыл бұрын
ଭାଗ୍ୟର ବିଡମ୍ବନା। ଭାରତ ବିଦେଶୀ ହଟାଇ ନିଜକୁ ଶାସନ କରିବାର ଯେଉଁ ସ୍ଵପ୍ନ ଦେଖିଥିଲା । ତାହା ବିଫଳ ହେବାର ମୂଖ୍ୟ କାରଣ ହେଲା ଭୁଲ୍ ଶିକ୍ଷା ପଦ୍ଧତି। ଆମ ପିଲା କେବଳ ଭୈତିକ ଶିକ୍ଷା ଗ୍ରହଣ କରୁଛନ୍ତି। ଏହା ଦ୍ୱାରା ପେଟ ସିନା ପୁରିବ, କିନ୍ତୁ ମଣିଷ ମିଳିବନି। ଅପାଠୁଆ ମନ୍ତ୍ରୀ ହେବେ। ଚଣ୍ଡାଳ ବାବା ହେବେ। ପ୍ରକୃତ ଶିକ୍ଷା ଧର୍ମ ରେ, ଆଧ୍ୟାତ୍ମିକତା ରେ, ଗୀତା, ଭାଗବତରେ।
@chaturbhujamahakuda3301
@chaturbhujamahakuda3301 2 жыл бұрын
Han sir, apana thik kahuchhanti, mun bi seia dekhuchhi
@uttameducation7466
@uttameducation7466 Жыл бұрын
ମୁଁ ଆପଣଙ୍କ କଥାରେ ସମ୍ପୂର୍ଣ୍ଣ ସହମତ ନୁହେଁ । 🙏
@ncmworld5332
@ncmworld5332 2 жыл бұрын
ଏହା ଆମ ଜାତୀୟ ସଂସ୍କାର
@sanjayakumarmohapatra
@sanjayakumarmohapatra 2 жыл бұрын
SIR GANBHANGA O GHARA BHANGA PRABALA
@Humanity299
@Humanity299 2 жыл бұрын
ଶିକ୍ଷା ବ୍ୟବସ୍ଥା ଭଲ ନାହିଁ ଆମର। ଇଂରେଜ ମାନେ ତ ଗୁରୁକୂଳ ବନ୍ଦ କରି ଦେଲେ କିନ୍ତୁ ଆମେ ଏବେ ବି ପରାଧୀନ ଯେ ସେ ଗୁରୁକୂଳ ଆଉ ଖୋଲି ପାରୁନୁ କିନ୍ତୁ ସମସ୍ତ ବାବା ଏମିତି ଠକ ନୁହଁନ୍ତି
@m.pingua9993
@m.pingua9993 2 жыл бұрын
Absolutely right. Now-a-days it's our nation suffering it. You are 🙏🙏🙏
@sagarpandit7029
@sagarpandit7029 2 жыл бұрын
Jay Jagannath
@vibranttingiria3662
@vibranttingiria3662 2 жыл бұрын
Correct sir
@hariharamahanta375
@hariharamahanta375 2 жыл бұрын
ସାର୍ ଆପଣଙ୍କୁ ପ୍ରଥମେ ମୋର କୋଟି କୋଟି ନମସ୍କାର ଜୟ ଜୟ ଶ୍ରୀ ଜଗନ୍ନାଥ ଧର୍ମର ଜୟ ହେଉ ଜୟ ଜଗନ୍ନାଥ
@kunimanipalei5584
@kunimanipalei5584 2 жыл бұрын
Sir apanaka katha satare bastab.
@pradipbehera4191
@pradipbehera4191 2 жыл бұрын
ଏବେ କା ପାଠ ପଢି କୋଉ ଜ୍ଞାନୀ ହୋଇ ଯିବେ ନାହିଁ, ଏ ସବୁ ଚାକିରି ନୁହେଁ ଚକର ର ଉପୁରିଆ ନାମ ଗୋଟେ।
@sureshsahoo6812
@sureshsahoo6812 2 жыл бұрын
Pranam sir 🙏🙏🙏. Ehi kahaniti iskcon baba shree krishna bhakta Amogh Leela Prabhu padankara pravachanru asiachhi.
@manoranjandeep1751
@manoranjandeep1751 2 жыл бұрын
Sata katha eha
@rajeshkumarsahoo8842
@rajeshkumarsahoo8842 2 жыл бұрын
ଆପଣଙ୍କ କଥାରେ ମୁଁ ସମ୍ପୂର୍ଣ୍ଣ ଏକମତ ନୁହେଁ
@saraswatipradhan1165
@saraswatipradhan1165 2 жыл бұрын
Namaskaar🙏🏿🙏🏿
@tnanda1432
@tnanda1432 2 жыл бұрын
କିନ୍ତୁ କଣ କରିବା,କପାଳ ଆଦରି ରହିବା , ବୁଡି ଗଲା ଗୋଡ଼ ତଳକୁ ତଳକୁ
Kabi Samrat Upendra Bhanja- Rajat Kumar Kar and Prafulla Kumar Dash
22:40
Rajat Kumar Kar (Smruti Sansad)
Рет қаралды 26 М.
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.