ପାଣିଚିଆ ସମ୍ବନ୍ଧ | Samaj O Sanskruti | Baishnaba Charan Mohanty | Odisha365 | Family Relation

  Рет қаралды 9,655

ODISHA 365

ODISHA 365

Күн бұрын

ପାଣିଚିଆ ସମ୍ବନ୍ଧ
ଡାଲି ପାଣିଚିଆ, ତରକାରୀ ପାଣିଚିଆ ଆଦି ଆପଣ ଶୁଣିଥିବେ କିନ୍ତୁ ସମ୍ବନ୍ଧ କଣ ପାଣିଚିଆ ହେଇପାରେ
ଦେଖନ୍ତୁ ସମାଜ ଓ ସଂସ୍କୃତି କାର୍ଯ୍ୟକ୍ରମ କେବଳ ଓଡ଼ିଶା 365 ୟୌଟୁବ ଚ୍ୟାନେଲରେ ବୈଷ୍ଣବ ଚରଣ ମହାନ୍ତି ଦ୍ୱାରା ଉପସ୍ଥାପିତ |
#samajosanskruti #baishnabacharanmohanty #odisha365

Пікірлер: 23
@ODISHA365
@ODISHA365 Жыл бұрын
ପାଣିଚିଆ ସମ୍ବନ୍ଧ ଡାଲି ପାଣିଚିଆ, ତରକାରୀ ପାଣିଚିଆ ଆଦି ଆପଣ ଶୁଣିଥିବେ କିନ୍ତୁ ସମ୍ବନ୍ଧ କଣ ପାଣିଚିଆ ହେଇପାରେ ?
@akshyasahu4335
@akshyasahu4335 Жыл бұрын
ସାର 🙏, ଢ଼ିଙ୍କିଶାଳ ର ଅତୀତ କୁ ଟିକେ ଉପସ୍ଥାପନା କରିବାକୁ ଅନୁରୋଧ 🙏ସମୁଦୀ ଟିକେ ଧନୀ ଥିଲେ ଗରିବ ଝିଅ କୁ ସୁନ୍ଦରୀ ଦେଖି ବାହା କରି ଆଣୁଛନ୍ତି, ହେଲେ ଗରିବ ସମୁଦୀକୁ ସମୁଦୀ ନ ଡାକି ନାଁ ଧରି ଡାକୁଛନ୍ତି, ସାଙ୍ଗ ହେଇ ଚାହା କପେ ବି ପିଉନାଁହାନ୍ତି ହୋ 🤔
@bijayanayak2120
@bijayanayak2120 6 ай бұрын
ମଉସା଼ ଆପଣ ଏକଦମ୍ ଠିକ୍ କଥା କହୁଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍। ବହୁତ ବହୁତ ଧନ୍ୟବାଦ୍ ଧନ୍ୟବାଦ୍, ଧନ୍ୟବାଦ୍, ଧନ୍ୟବାଦ୍, ଧନ୍ୟବାଦ୍।
@janmejayasahoo7376
@janmejayasahoo7376 9 ай бұрын
Jay Jagannath
@prabhashbarik123
@prabhashbarik123 Жыл бұрын
ଆପଣଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା । ସମ୍ପର୍କ ବନେଇବା କୁ ମତେ ବହୁତ୍ ଭଲ ଲାଗେ । ଯୁଆଡ଼େ ଗଲେ ଦାଦା ନାନୀ ଭାଇ ଭଉଣୀ ସାଙ୍ଗ ସାଥୀ । ଯିଏ ବି କଥା ହଉନି ଖାଲି ଟିକେ ego ପାଇଁ । ସବୁ କୁ ଦୂରେଇ ସମ୍ପର୍କ ବଢାନ୍ତୁ । ଧନ୍ୟବାଦ୍
@kamalmohanty6440
@kamalmohanty6440 Жыл бұрын
God bless you. Apana nka katha sunibaku bahut bhala laguchi. samste samaja sanskruti ku follow kariba darakar. kete badhia katha kahuchanti
@subashpalei4406
@subashpalei4406 Жыл бұрын
Sir, really u are the son of the soil,khanti odia
@niranjanbehura5258
@niranjanbehura5258 Жыл бұрын
ବହୁତ୍ ଶିକ୍ଷଣୀୟ ଉପସ୍ଥାପନା ଜୟ ଜଗନ୍ନାଥ
@krushnasahu7514
@krushnasahu7514 Жыл бұрын
ଆଜ୍ଞା ଏ ବହୁତ ଅଡୁଆ କଥା. ବୁଝାବଣା ଅଭାବ ହେଲେ ସବୁ ସରିଲା.
@p.k.adhikari8562
@p.k.adhikari8562 5 ай бұрын
ସମ୍ବନ୍ଧ ପାଣିଚିଆ ହୋଇ ସାରିଛି ତେବେ ଏହା ଯେଉଁ ସ୍ତରରେ ଅଛି ସେହି ସ୍ତରରେ ଆଗକୁ ରହିବ କି ନାହିଁ ତାହା ବି ବିସ୍ମୟ ଘେରରେ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଏବେ ସମ୍ବନ୍ଧ ଓ ସମାଜ ବ୍ୟବସ୍ଥା ର ସ୍ତର ଆଉ ତଳକୁ ନ ଖସୁ। ନମସ୍କାର ଆଜ୍ଞା।
@bijayanayak2120
@bijayanayak2120 6 ай бұрын
ମଉସା , ମୁଁ ଆପଣଙ୍କ କଥାକୁ ବହୁତ ପସନ୍ଦ କରେ ।
@s.kumarstudies4934
@s.kumarstudies4934 Жыл бұрын
ସମସ୍ତେ ତ ନିଜ ସ୍ୱାର୍ଥକୁ ଦେଖିଲେ. ସମ୍ପର୍କ କଥା ପଚାରେ କିଏ?
@santoshipriyadarsinirout2176
@santoshipriyadarsinirout2176 Жыл бұрын
Bahut Sundar sir ..apriya sata katha..🙏
@nityaswarups111
@nityaswarups111 Жыл бұрын
Baishnab Sir nka katha khub sundor
@sarmistharout2728
@sarmistharout2728 4 ай бұрын
Jeje aji kali sambadha re paisa ra ahan bhabana asigalani loka mane ebe khali paisa ku bada bhabi madhura samparka stapana karunahanti
@bijayanayak2120
@bijayanayak2120 6 ай бұрын
ଦୟାକରି ଆପଣ ମୋତେ ରିପଲ।ଏ ଦିଅନ୍ତୁ।
@manasmallick1977
@manasmallick1977 Жыл бұрын
ଖୁବ୍ ସୁନ୍ଦର
@BikeshSahani
@BikeshSahani Жыл бұрын
जय जगन्नाथ महाप्रभु 🙏🙏🙏
@chinmayeepriyadarshinidash4426
@chinmayeepriyadarshinidash4426 Жыл бұрын
All relationships are faded now.. Mother-son, husband wife, mother daughter,father son, father daughter... brother sister.. It depends on our upbringing and culture....still joint family is there....all are fake and so mean so relationships are also like that
@anusayamohanty1775
@anusayamohanty1775 Жыл бұрын
Jay mahaprabhu
@sanghamitramishra6788
@sanghamitramishra6788 Жыл бұрын
Au se sabu dina pheribara nahi khali re munda pitiba katha
@khetramhonchhatoi4822
@khetramhonchhatoi4822 Жыл бұрын
Buvaya budhabudhi nku old age home re rakhile there's no tention
@kamadevajena3248
@kamadevajena3248 Жыл бұрын
Bhala barta
مسبح السرير #قصير
00:19
سكتشات وحركات
Рет қаралды 11 МЛН
When you discover a family secret
00:59
im_siowei
Рет қаралды 34 МЛН
مسبح السرير #قصير
00:19
سكتشات وحركات
Рет қаралды 11 МЛН