ପଡକାଷ୍ଟରେ ଓଡ଼ିଆ ବୁଝିଲେ,ଶିଖିଲେ,କହିଲେ...| EP - 71 | Podcast With Sanjeev Kapoor

  Рет қаралды 359,015

Argus Digital

Argus Digital

Күн бұрын

ରୋଷେୟା ଜୀବନ: ମାସକୁ ରୋଜଗାର ଅଢେଇ କୋଟି...
#arguspodcastwithsangram #SangramwithArgus #KichiKathaKichiBarta #odiapodcast #ArgusDigital #InterviewwithSanjeevKapoor #SanjeevKapoor #Arguspodcast
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
KZbin- / @argusdigital.official
Instagram: / argustvdigital

Пікірлер: 639
@Suvicharodia1
@Suvicharodia1 26 күн бұрын
ଓଡ଼ିଆ ପ୍ରଶ୍ନ ହିନ୍ଦୀ ରେ ଉତ୍ତର ଅତି ଚମତ୍କାର ପୋଡ଼ କାଷ୍ଟ ❤❤ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ସଂଗ୍ରାମ ସାର🙏🙏
@sadhupatra3663
@sadhupatra3663 26 күн бұрын
Nice❤❤
@biswajitmoharana3466
@biswajitmoharana3466 26 күн бұрын
Dubbing heichhi Sangram Sir nka voice. Se aage Hindi re question karichhanti then tanka part ta dubbing heichhi
@Argusdigital.official
@Argusdigital.official 25 күн бұрын
Thank you
@lifewithspirituality3557
@lifewithspirituality3557 22 күн бұрын
​@@biswajitmoharana3466nhi nhi only odia re question karichanti
@Trisha_Trisha_
@Trisha_Trisha_ Күн бұрын
Argus ra ae podcast chhada au kau b news program bhala nahni😂like godi media 😅😂
@satyasankar1
@satyasankar1 25 күн бұрын
ବହୁତ ସୁନ୍ଦର ଓ ମହାନ୍ ବ୍ୟକ୍ତିତ୍ଵ ର ଅଧିକାରୀ Sanjeev Kapoor। Down to Earth ଏବଂ ଜଣେ True Indian।
@aryanraut7812
@aryanraut7812 26 күн бұрын
ଓଡ଼ିଆ ପ୍ରଶ୍ନ, ହିନ୍ଦୀ ଉତ୍ତର ଅବିଶ୍ୱସନିୟ Great Podcast ❤❤
@Argusdigital.official
@Argusdigital.official 25 күн бұрын
Thank you
@LORD_JAGANNATH_OFFICIAL09
@LORD_JAGANNATH_OFFICIAL09 26 күн бұрын
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ 🙏
@ommprakashsahoo6280
@ommprakashsahoo6280 26 күн бұрын
thik kahile
@bijulisahoo9462
@bijulisahoo9462 26 күн бұрын
Sir nka pain ame bahut khusi❤❤
@KavitaNaik-o1x
@KavitaNaik-o1x 26 күн бұрын
Puri ra panda mane kanha sudharigale...
@anneray1980
@anneray1980 26 күн бұрын
Absolutely 😊, bahut bhala manisha
@rashmiranjanmohapatra2181
@rashmiranjanmohapatra2181 26 күн бұрын
😂😂why
@odishashorts_sk
@odishashorts_sk 26 күн бұрын
ଭାଷା ଭିତ୍ତିରେ ରାଜ୍ୟ କୁ ଭାଗ କରି ଦେବାକୁ ଲାଗିଥିବା ଲୋକଙ୍କ ପାଇଁ ଏଇ episode ଭଲରେ ଦେଖି ବୁଝିବା କଥା ଯେ ଆମର ମନ ଆଉ ଧ୍ୟାନ ଲୋକଙ୍କ ସହ ମିଶିଲେ ଭାଷା କିଛି ଅଟକାଇ ଦିଏ ନାହିଁ🎉🎉❤❤
@binatirani8303
@binatirani8303 22 күн бұрын
It's fact. It's also msg to those person who are demanding separate "kaushal Rajya ".
@SeturajPradhani
@SeturajPradhani 20 күн бұрын
କିନ୍ତୁ ଏତେ ହିନ୍ଦୀ ପ୍ରେମୀ ହେବା କଥା ନୁହେଁ 😂 , ଅନ୍ୟ ଭାଷା ପାଇଁ ନିଜ ଭାଷାକୁ ହୀନ ମାନିବା ଅତ୍ଯନ୍ତ ଲଜ୍ଜା ଜନକ
@chandramachoudhury9421
@chandramachoudhury9421 25 күн бұрын
ନାରୀ ମାନଙ୍କୁ କେତେ ସଂମାନ ଦେବା ଉଚ୍ଚ ନଜର ରେ ଦେଖିବା, ଭାଷା ରେ ଶାଳୀନତା, ଓଡିଶା ର ଖାଦ୍ୟ କୁ କେମିତି ବାହାରେ ପ୍ରସିଦ୍ଧ କରିବା ❤️ବହୁତ ଭଲ ଲାଗିଲା 🙏
@akb1433
@akb1433 26 күн бұрын
ଓଡ଼ିଆ ଭଲ ରେ ବୁଝିପାରୁଛନ୍ତି ବହୁତ ବଡ କଥା କିନ୍ତୁ ଏଠି ଆମ ଓଡ଼ିଆ celebrity କିଛି ଦିନ ଓଡିଶା ବାହାରେ ରହିଲେ ଓଡ଼ିଆ ବୁଝିପାରୁନାହାନ୍ତି
@Samratsdailylife
@Samratsdailylife 26 күн бұрын
Thik kahilr
@gayatreesamantaray209
@gayatreesamantaray209 26 күн бұрын
Vai se sabu bujhiparanti hele styl mariki kuhanti ame bujhiparunu ,kahiparunu.😅
@arunamohanty2986
@arunamohanty2986 25 күн бұрын
😂😂😂😅right
@ChandanSibu
@ChandanSibu 25 күн бұрын
🎉🎉
@jayanteesahoo8023
@jayanteesahoo8023 25 күн бұрын
Bilkul thik kahuchanti mu b Mumbai re thila bele odia lokanku dekhichi bahut guilty feel karanti nijaku odia kahiba au odia re katha kahiba 🙏
@rakeshmohanty8419
@rakeshmohanty8419 25 күн бұрын
ବହୁତ ସୁନ୍ଦର ପଡକାଷ୍ଟ.....ଓଡ଼ିଆ ହେଇକି ଯୋଉମାନେ ଓଡ଼ିଆ କହିବାକୁ ଖରାପ ଭାବୁଛନ୍ତି ତାଙ୍କୁ ଶିଖିବା କଥା....
@BiswajitPradhan-r4l
@BiswajitPradhan-r4l 7 күн бұрын
Right
@Sanghamitra-k9u
@Sanghamitra-k9u 26 күн бұрын
Excellent combo of Odia and Hindi languages.. Hat's off❤
@Argusdigital.official
@Argusdigital.official 25 күн бұрын
Thank you
@Alishaa1352
@Alishaa1352 26 күн бұрын
Bahut uchha koti ra vyakti nku aniki podcast karuchanti really great ✨and ଓଡ଼ିଆ ରେ ପ୍ରଶ୍ନ- ହିନ୍ଦୀ ରେ ଉତ୍ତର... ଅତି ସୁନ୍ଦର🙏podcast 😇... Thank you sir 🌸...
@Argusdigital.official
@Argusdigital.official 25 күн бұрын
Thank you
@roxysadhu5303
@roxysadhu5303 25 күн бұрын
ଦର୍ଶକ ବନ୍ଧୁ ଆପଣ କେବେ ଅନୁଭବ କରିଛନ୍ତି, ଆମ ଓଡ଼ିଆ ଭାଷା ଏମିତି ଏକ ଭାଷା ଯେଉଁ ଥିରେ କଥା ବାର୍ତ୍ତା କଲେ ସାମ୍ନା ଲୋକ ଯେଉଁ ଭାଷା ର ହୁଅନ୍ତୁ ନା କାହିଁକି ସେମାନଙ୍କୁ ଆମ ର ବାକ୍ୟ ର କିଛି ନ କିଛି ଶବ୍ଦ ବୁଝିବା ରେ କୌଣସି ଅସୁବିଧା ହୁଏନି❤❤ jay ଓଡ଼ିଆ jay ଓଡ଼ିଶା
@binatirani8303
@binatirani8303 22 күн бұрын
🎉🎉🎉🎉🎉🎉🎉
@manoj-jb5lk
@manoj-jb5lk 22 күн бұрын
​@@binatirani8303Good morning Bina.....
@SeturajPradhani
@SeturajPradhani 20 күн бұрын
ତେଣୁ ସେ ହିନ୍ଦିଆ, ବେଙ୍ଗୋଲୀ ସାଙ୍ଗରେ ଓଡ଼ିଆରେ ହିଁ କଥା ହେବ, ବୋକାର ଟା ରେ ହିନ୍ଦୀ ରେ କାହିଁକି କଥା ହେବା 😂
@Gugulifestyle6162
@Gugulifestyle6162 25 күн бұрын
Sir ଆପଣଙ୍କୁ ବହୁତ୍ bhaut ଧନ୍ୟବାଦ ଏମିତି ସବୁ ଭଲ ଲୋକଙ୍କୁ ଡାକୁଛନ୍ତି ❤ଆଉ ବହୁତ ସୁନ୍ଦର ଲାଗିଲା କି ଓଡ଼ିଆ ପ୍ରଶ୍ନ ଓ ଉତ୍ତର ହିନ୍ଦୀ ❤ଆମେ ଓଡ଼ିଆ ଭାରି ବଢିଆ ❤
@Argusdigital.official
@Argusdigital.official 25 күн бұрын
Thank you
@prasantabehera7461
@prasantabehera7461 26 күн бұрын
ଓଡ଼ିଆ ପ୍ରଶ୍ନ ର ହିନ୍ଦୀ ଉତର !! ବହୁତ୍ ବଢିଆ ଇଣ୍ଟର୍ଭ୍ୟୁ
@Argusdigital.official
@Argusdigital.official 25 күн бұрын
Thank you
@anupamadas6512
@anupamadas6512 25 күн бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ସଂଗ୍ରାମ । ଭିଡିଓ ଖୁବ୍ ଭଲ ଲାଗୁଛି ବିଶେଷ କରି ଆଜି ର । ଓଡିଆ ରେ ପ୍ରଶ୍ନ ହିନ୍ଦୀ ରେ ଉତ୍ତର , ଭାରି ଆନନ୍ଦ ଉଲ୍ଲାସ ଲାଗିଲା । ଜଯୂ ଜଗନ୍ନାଥ ।
@Argusdigital.official
@Argusdigital.official 25 күн бұрын
Thank you
@silibehera4840
@silibehera4840 25 күн бұрын
Right 👍
@SarojranjanNayak-h6d
@SarojranjanNayak-h6d 25 күн бұрын
Jay jagannath bande utkala janani bahut sunder
@LipsaRaniMangaraj
@LipsaRaniMangaraj 25 күн бұрын
Odisha r loko priyanta ebe janibku paili...bharat sara re❤.. thankyou so much sangram sir
@Argusdigital.official
@Argusdigital.official 25 күн бұрын
Thank you
@Ku_Dushmanta
@Ku_Dushmanta 26 күн бұрын
ଓଡ଼ିଆ ରେ ପ୍ରଶ୍ନ ହିନ୍ଦୀ ରେ ଉତ୍ତର ବହୁତ୍ ବଢିଆ ଲାଗିଲା ସଞ୍ଜୀବ କପୁର ଙ୍କ ମହାନ୍ ଖାଦ୍ୟ ତାରକା ଙ୍କ ଏଭଳି ସରଲତା ବହୁତ୍ କମ୍ ଲୋକଙ୍କ ଭିତରେ ଦେଖିବାକୁ ମିଳେ 🙏
@biswaranjansahoo5169
@biswaranjansahoo5169 24 күн бұрын
Never Missed any Episode Sangram Sir,but the best thing is in this Podcast:-Questions are in Odia and ans in Hindi..!!❤❤
@Argusdigital.official
@Argusdigital.official 24 күн бұрын
Thank you
@Sujatascutelife
@Sujatascutelife 26 күн бұрын
seriously my fvrt chef sir sanjeev kapoor in fvrt podcast....with my mother language odia..what a combination❤
@Anonymous79-00
@Anonymous79-00 26 күн бұрын
ଏଥିରୁ ଜଣାପଡିଲା ଓଡ଼ିଆ ହିନ୍ଦୀ ଭାଇ ଭାଇ 😊ସବୁ୍ଠୁ ସୁନ୍ଦର ପୋଡ଼ କାଷ୍ଟ୍।
@razeofficial8095
@razeofficial8095 25 күн бұрын
କେବେନୁହଁ। ଓଡିଆ ଆଉ ହିନ୍ଦୀ ଅଲଗା ଓଡିଆ ଭାଷା ହିନ୍ଦୀ ଭାଷା ଠୁ ବହୁତ ପୁରୁଣା ପାଖାପାଖି ୧୫୦୦ ବର୍ଷ …. ତେଣୁ ଆମେ ଓଡିଆ ଭାରି ବଢିଆ ଆମ ଭାଷା ସବୁଠୁବଢିଆ ❤❤
@Argusdigital.official
@Argusdigital.official 25 күн бұрын
Thank you
@razeofficial8095
@razeofficial8095 25 күн бұрын
@@Argusdigital.official ସଂଗ୍ରାମ ସାର୍ ଗୋଟିଏ ଥର ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଡାକନ୍ତୁ
@SUBHAMKUMAR22761
@SUBHAMKUMAR22761 25 күн бұрын
​@@razeofficial8095Odia and Hindi are Indo aryan Language and both are derived from Sanskrit so similarly are there
@sidharthadas124
@sidharthadas124 25 күн бұрын
ଓଡ଼ିଆ ଭାଷା ଆଉ ହିନ୍ଦୀ ଭାଷା ଉଭୟ 60% ମିଶି ଯାଉଛି।
@mrchikun7
@mrchikun7 23 күн бұрын
He deserve ପଦ୍ମଶ୍ରୀ ❤
@bibek252
@bibek252 25 күн бұрын
Bahut bhala lagila. Kemiti Sanjeev sir perfectly odia bhuji correct answer dau chanti. Proud to be an Odia
@debasishmohanta631
@debasishmohanta631 26 күн бұрын
ବହୁତ୍ ସୁନ୍ଦର ପ୍ରଶ୍ନ ଓଡ଼ିଆ ରେ ଉତ୍ ର ହିନ୍ଦୀ ରେ ବୁଝିକି ସଞ୍ଜୀବ ସାର ଦେଉଛନ୍ତି ❤
@swastinsahoo2397
@swastinsahoo2397 26 күн бұрын
I think he is using some device convert odia to hindi
@Argusdigital.official
@Argusdigital.official 25 күн бұрын
Thank you
@FlavourCreationsbySmita
@FlavourCreationsbySmita 25 күн бұрын
Evergreen Chef...Namaskar ...Nice to see you in Odisha. ❤😊
@PadukaSparsh
@PadukaSparsh 26 күн бұрын
Sadangi babu & Argus digital ku asesa asesa dhanyabad ...podcast re Jane hindi lokanka sahita Odia re bartalapa kariba pai ...Odia bhabe bahut garbita 🙏🙏🙏
@Argusdigital.official
@Argusdigital.official 25 күн бұрын
Thank you
@KoshalGaonKhabar
@KoshalGaonKhabar 24 күн бұрын
ପଦ୍ମଶ୍ରୀ ହଲଧର୍ ନାଗ ଦଦା କେ ଘାଏ ଡାକହୋ ସଂଗ୍ରାମ ଦାଦା 🙏🚩
@sunilsahani4531
@sunilsahani4531 23 күн бұрын
ଦିଗ୍ଦର୍ସନ ସମ୍ମାନ ଯୋଗ୍ୟ
@sunilsahani4531
@sunilsahani4531 23 күн бұрын
ଡାକିଲେ ବହୁତ୍ ଭଲ ହେବ
@SeturajPradhani
@SeturajPradhani 20 күн бұрын
ସେ ଗୁଟେ ପାଗଲ୍ ବୁଢ଼ା ଏଁ, 😂
@happyd6145
@happyd6145 19 күн бұрын
Koshala saga aila re😂😂😂
@jitendriya13
@jitendriya13 17 күн бұрын
Right 🥰🙏
@nishu7799
@nishu7799 16 күн бұрын
ଅତି ସୁନ୍ଦର ତଥା ଅନନ୍ଯ ପୋଡ୍-କାଷ୍ଟ । ହୁଏତ ଏହି ପ୍ରକାରର ପୋଡ୍-କାଷ୍ଟ ପ୍ରଥମ। ଅନେକ ଧନ୍ଯବାଦ , ବହୁତ ବଢିଆ ଲାଗିଲା।
@Sunu7290
@Sunu7290 25 күн бұрын
Most Awaited Podcast. It says there is no language barrier for any kind of communication. This is most happiest podcast I have ever seen. Thank you Sangram Bhai & the Team.😊
@Argusdigital.official
@Argusdigital.official 25 күн бұрын
Thank you
@ranjan2020
@ranjan2020 25 күн бұрын
2007 ରେ ମୁ ମୁମ୍ବାଇ ରେ mba. କରୁଥିଲି. .ଜୁହୁ Beach ରେ ଆମେ ସକାଳେ ବୁଲିବାଳୁ ଯାଇଥିଲୁ କିଛି Friend କ ସହ ‘’‘ ସଂଜୀବ Sir ସକାଳେ Morning walk କରୁଥାନ୍ତି ’‘ ସମସ୍ତ. କ ସହ ଭଲ ରେ ମିଶନ୍ତି ଆଉ Good Morning Kuhanti. ....Bahut simple..Ame bhi tanku Good Morning kahilu bas tanka smile & Simplicity Bahut Bhala
@goutamsahoo1236
@goutamsahoo1236 25 күн бұрын
ଭାଈ ଆପଣଙ୍କ ସବୁ ଅଧ୍ୟାୟ ମୁଁ ଦେଖେ, ଆପଣଙ୍କ ସବୁ ସୋ ବହୁତ୍ ସୁନ୍ଦର ମୋର ଆପଣଙ୍କୁ ଗୋଟିଏ ଛୋଟ ଅନୁରୋଧ ଆପଣ ଥରେ ଡ଼କ୍ଟର ଅଚ୍ୟୁତ ସାମନ୍ତ ସାର୍ ଙ୍କୁ ଥରେ ଡାକନ୍ତୁ ଏବଂ ତାଙ୍କର ଜୀବନ ଓ ତାଙ୍କ ବିଷୟରେ ସମସ୍ତଙ୍କୁ କିଛି ଜଣେଇବା କୁ ଅନୁରୋଧ
@techelite17
@techelite17 23 күн бұрын
ଏଇ podcast ହଉଚି aurgus news ଆଉ ଓଡ଼ିଶା ର ସବୁଠାରୁ ବେଷ୍ଟ podcast । ❤❤❤❤❤
@bijayapanda4162
@bijayapanda4162 25 күн бұрын
ବହୁତ ସୁନ୍ଦର ଲାଗିଲା ସଂଗ୍ରାମ ବାବୁ ଙ୍କ ପ୍ରଶ୍ନ ଶୁଣି ❤
@Argusdigital.official
@Argusdigital.official 24 күн бұрын
Thank you
@Madhu-us2yn
@Madhu-us2yn 26 күн бұрын
Odia question ku Hindi answer nice Podcast 👌👌👌👌👌👌👌 thank you sangram ,🙏🙏🙏 sir apana sabubele emitika loka nku Podcast re Samil karanti jaumane Podcast re basiba pain jogya 😊😊😊😊mor Argus Podcast sabuthu fevorite aau sangram sir nka upastapana 👍👍👍👍👍👍🕊️🕊️🕊️🕊️jay Jagannath 🙏🙏⭕‼️⭕🕊️🕊️♥️♥️
@Argusdigital.official
@Argusdigital.official 25 күн бұрын
Thank you
@Homesweethome1434
@Homesweethome1434 25 күн бұрын
ମୁଁ sanjeev sir ଙ୍କ ବହୁତ୍ ଭିଡିଓ ଦେଖିଚି କିନ୍ତୁ ଆଜିର ଏହି ଭିଡିଓ ମୋତେ ବହୁତ୍ ଭଲ ଲାଗିଲା କାରଣ ମୋ ଓଡ଼ିଆ ଭାଷା ସେ ବୁଝି ପାରିଲେ ଉତ୍ତର ଦେବା ପାଇଁ ଚେଷ୍ଟା କଲେ।ଯଦି ପଦୀଏ ଓଡ଼ିଆ କହି ଥାନ୍ତେ ତାହେଲେ ମୁଁ ଆହୁରି ବେଶି ଖୁସି ହୋଇ ଥାନ୍ତି
@debaswinishasany5904
@debaswinishasany5904 25 күн бұрын
Very down to earth person..best podcast..tnx to urgus chanel🎉🎉🎉
@Argusdigital.official
@Argusdigital.official 24 күн бұрын
Thank you
@minulatachanda123
@minulatachanda123 20 күн бұрын
joy jagannath ହିରୋ ନମ୍ବର 1 🙏🏻🙏🏻🙏🏻🙏🏻🙏🏻ସଙ୍ଗ୍ରମ୍ ସାର 🙏🏻🙏🏻🙏🏻👍👍👍🙏🏻
@shubhashreemaharana7430
@shubhashreemaharana7430 24 күн бұрын
Bohut hi sundar podcast 😊 Jemiti lagila ame nije sir nka Saha Katha heuthilu❤
@Argusdigital.official
@Argusdigital.official 24 күн бұрын
Thank you
@iamipsitasamal2561
@iamipsitasamal2561 26 күн бұрын
ସଂଗ୍ରାମ ସାରଙ୍କୁ ମୋର ଅନୁରୋଧ 🙏🏼 ସାର ଆପଣ ଚିନ୍ମୟ ପଣ୍ଡା ସାରଙ୍କ ପୋଷ୍ଟକ୍ୟାଷ୍ଟ କରନ୍ତୁ 🙏🏼
@mantusahu8079
@mantusahu8079 25 күн бұрын
@purnapradhan9553
@purnapradhan9553 17 күн бұрын
❤ଜୟ ଜଗନ୍ନାଥ❤ଅତି ସୁନ୍ଦର ଭାବରେ ଓଡିଆ ପ୍ରଶ୍ନ ର ଉତ୍ତର ହିନ୍ଦୀରେ ଦେବା କୋଚିତ ଦେଖାଯାଏ❤ସଞ୍ଜିବ କାପୁର ଭାରତର ଜଣେ ଜଣାଶୁଣା ରୋଷେଇ ର ବିଶାରଦ ବ୍ୟକ୍ତିତ୍ବ❤
@Spoken_Practice
@Spoken_Practice 26 күн бұрын
GM.... You both sir It's our pleasure, privilege and proud to get him here. His profession is represented his attitude, behavior and inner attribute. He has great personality.
@jyotsnamayeejena6763
@jyotsnamayeejena6763 25 күн бұрын
Sir my favourite man.bahat asani se sab rasoi kardete he..
@sarojkumarjena3653
@sarojkumarjena3653 26 күн бұрын
Historic Pod cast of Odia and Hindi, both are Legender ❤❤❤
@Argusdigital.official
@Argusdigital.official 25 күн бұрын
Thank you
@atithimediacreations7791
@atithimediacreations7791 25 күн бұрын
ବହୁତ ଧନ୍ୟବାଦ ସଂଗ୍ରାମ ବାବୁ ଏତେ ସୁନ୍ଦର ବ୍ୟକ୍ତିଙ୍କୁ ଓଡ଼ିଆ ରେ ପଚାରୁଥିବାରୁ 🎉🎉🎉🌹🌹🌹
@Argusdigital.official
@Argusdigital.official 24 күн бұрын
Thank you
@dipasikhanandi1822
@dipasikhanandi1822 14 күн бұрын
One of my favourite person 😊 Sangram sir thanku for calling him😊
@manaswinirath5309
@manaswinirath5309 24 күн бұрын
Salute to u Sangram. Ki badhiaa interview karichanti aapana. Just another level. Right body language, amazing sense of humour and questioning style 👌🏽👌🏽👌🏽👌🏽
@suchitramohapatra7560
@suchitramohapatra7560 25 күн бұрын
One of the best episode kahile bi bhul hebani.bahut bhala and loveable manisha te atanti Sanjeev Kapoor sir,mora childhood ru anku dekhi ashuchi cooking show re judgment karuthile,safe kitchen show manankare,aau aji ama odishare tanku dekhuchhi se puni bahut sundar show podcast re,thanks Sanjeev Kapoor sir and both of sangram sir.🙏
@Argusdigital.official
@Argusdigital.official 24 күн бұрын
Thank you
@rajalaxmisahoo488
@rajalaxmisahoo488 25 күн бұрын
Jay Jagannath. Both are great sir. Thank you for your valuable time sharing.
@Argusdigital.official
@Argusdigital.official 25 күн бұрын
Thank you
@jyostnamohapatra8839
@jyostnamohapatra8839 25 күн бұрын
Thank you so much Argus🙏🙏 interview sanjib Kapur Nice person 🙏🙏
@Argusdigital.official
@Argusdigital.official 24 күн бұрын
Thank you
@arunamohanty2986
@arunamohanty2986 25 күн бұрын
Nice person sanjeev sir n sangram sir🙏🙏
@sabitarani6363
@sabitarani6363 24 күн бұрын
ଧନ୍ୟବାଦ ସଞିବକାପୁର ମହାଶୟ କୁ, ଯାହାଙ୍କୁ ଜୀଟିଭିର ପରଦାରେ ଖାନାଖଜାନା ସୋରେ ଦେଖିବାକୁ ପାଉଥିଲୁ ବର୍ଷ ବର୍ଷ ଧରି ।ବେଶ ଆମାୟିକ ବ୍ୟକ୍ତିତ୍ଵ ତାଂକ ପରାମର୍ଶ ପ୍ରଥମେ ନିଜ ଭାଷା ଓ ଖାଦ୍ୟକୁ ଆପଣେଇବା , ପ୍ରଚାର ପ୍ରସାର କରିବା
@sudeeptapanda952
@sudeeptapanda952 25 күн бұрын
Just wow🎉🎉 Ques in odia and ans in hindi ..
@privacy3031
@privacy3031 22 күн бұрын
Love from whole odisha , we love and appreciate you Sanjeev sir , thankyou so much for admiring our language and culture also ❤❤❤❤
@jyotirmayeemohanty9890
@jyotirmayeemohanty9890 26 күн бұрын
ନମସ୍କାର,ପୂଜ୍ୟ ବ୍ୟକ୍ତିତ୍ବ
@tusharbalabehera9313
@tusharbalabehera9313 22 күн бұрын
Sanjeev ji r ye katha bahut bhala lagila ki ama ku amara khadya sanskruti upare garva kariba darkar. Odisha basi jo mane bahare rahu chanti semane odiya kahiba v chahantini Jai Utkal.. Jai Jagannath
@CAamitrout
@CAamitrout 23 күн бұрын
Bahut bahut badhiya, se nije hin kahile je odia re prasna kara. What is great mindset.
@BeingB444
@BeingB444 26 күн бұрын
ବହୁତ୍ ସୁନ୍ଦର ଏବଂ ଅନନ୍ୟ ଉପସ୍ଥାପନା
@Argusdigital.official
@Argusdigital.official 25 күн бұрын
Thank you
@ganesh-uw2qr
@ganesh-uw2qr 25 күн бұрын
Bahoot badhia podcast. Hats Off to two great personalities.
@Argusdigital.official
@Argusdigital.official 24 күн бұрын
Thank you
@simapatnaik8813
@simapatnaik8813 24 күн бұрын
Thank you Sangraam babu to make a podcast with this person. Really, so simple in mind and so highly thoughtful soul. How beautifully answers the odia questions.
@swarnaswok2029
@swarnaswok2029 25 күн бұрын
Sanjeev Sir:nkar bahut talent achhi. Sir namaskar . Jaya Jagannath.
@jayakrushnapodh6355
@jayakrushnapodh6355 25 күн бұрын
ସବୁ ବେଳେ ଏତେ ସୁନ୍ଦର ସୁନ୍ଦର ପୋଡକାଷ୍ଟ ଦେଖାଉ ଥିବାରୁ ଧନ୍ୟବାଦ୍ ସାର୍
@Argusdigital.official
@Argusdigital.official 25 күн бұрын
Thank you
@ankitabarik274
@ankitabarik274 23 күн бұрын
Argus is working smart.. hats off to you♥️ keep going 💫
@narayanimohanty1621
@narayanimohanty1621 25 күн бұрын
Great podcast 👌👌👍👍 Sangram Sir You are great
@Argusdigital.official
@Argusdigital.official 24 күн бұрын
Thank you
@rakeshbarik948
@rakeshbarik948 26 күн бұрын
ଓଡ଼ିଶା ହେଉଛି କୃଷି ପ୍ରଧାନ ରାଜ୍ୟ କୃଷକ ଆଗେଇଲେ ଓଡ଼ିଶା ଆଗେଇବ ଜଣେ ପ୍ରତିଭାବାନ କୃଷକଙ୍କର ମୂଲ୍ୟବାନ ମତ ସାରା ଓଡ଼ିଶାର ପ୍ରଚାରିତ ଆପଣଙ୍କ podcast ମାଧ୍ୟମରେ ହେଲେ ତାହା ଓଡିଶା କୃଷକ ମାନେ ପ୍ରଭାବିତ ହୋଇପାରନ୍ତେ, ଦାଦନ ଖଟିବାକୁ ବାହାର ରାଜ୍ୟକୁ ଆମ ଓଡ଼ିଆ ପୁଅ ଆଉ ଯାଆନ୍ତେ ନାହିଁ
@kunjabiharipanda960
@kunjabiharipanda960 20 күн бұрын
👌👌👌ବହୁତ୍ ସୁନ୍ଦର ! କିନ୍ତୁ ଓଡ଼ିଶାରେ ବହୁତ୍ କାଠ ଡଙ୍କି ଅଛନ୍ତି ଯେଉଁ ମାନେ ପଚିଶ ତିରିଶ ବର୍ଷ ଧରି ଡୁବି ରହିଲେ ବି ସେ ଓଡ଼ିଆ ଖିରିର ସ୍ଵାଦ ଚାଖି ପlରି ନାହାନ୍ତି । ଓଡ଼ିଆ ଭାଷା ପ୍ରତି ଖାଲି ଅବଜ୍ଞା ନୁହେଁ , ଘୃଣା ଯୋଗୁଁ ଏ ପରି ଅବସ୍ଥା !
@BanalataNayak-nt6fq
@BanalataNayak-nt6fq 26 күн бұрын
Sangram nije podcast ku ଅତିଥି ହୋଇ ଆସନ୍ତୁ ସେଇ ଗୋଟିଏ episode ପାଇଁ ଅଲଗା ଉପସ୍ଥାପକ କାମ କରନ୍ତୁ।
@Prajukti123
@Prajukti123 26 күн бұрын
ହଁ ଏହା ଆବଶ୍ୟକ।
@SonaliSwamyaPanda
@SonaliSwamyaPanda 25 күн бұрын
ଠିକ୍😊
@amankumarnayak8968
@amankumarnayak8968 14 күн бұрын
Sangram sir nku mara salute ❤
@aestheticnature2794
@aestheticnature2794 26 күн бұрын
Sanjeev sir is very down to earth 😊 very nice podcast
@Argusdigital.official
@Argusdigital.official 25 күн бұрын
Thank you
@dibyaprasadgarnaik2072
@dibyaprasadgarnaik2072 25 күн бұрын
Mind blowing ❤
@sibaprasadmohanty8695
@sibaprasadmohanty8695 25 күн бұрын
That's how podcast should be ❤
@abinashsahoo4245
@abinashsahoo4245 25 күн бұрын
Bahu sundar Sangram Sri , bahut sundar apannankara questions pacharibara tarika ..... Bahut bahut dhanyavad apananku 🙏
@Argusdigital.official
@Argusdigital.official 24 күн бұрын
Thank you
@biswajitsahoo1823
@biswajitsahoo1823 22 күн бұрын
ମୋ ଓଡ଼ିଆ ଭାଷାକୁ ନେଇ ମୁଁ ଯେତିକି ଗର୍ବିତ ଥିଲି, ଆଜି ଆହୁରି ଗର୍ବ ଅନୁଭବ କରୁଛି... ମୁଁ ଓଡ଼ିଆ ଭାରି ବଢ଼ିଆ... ବନ୍ଦେ ଉତ୍କଳ ଜନନୀ 🙏
@ajayjena8466
@ajayjena8466 24 күн бұрын
Sanjev Sir you are really great👏👏👏👏 thank you for understanding odia Language...
@Laxmiipriya
@Laxmiipriya 23 күн бұрын
Mahilaon ko leke unka soch bahat achha hai....bahat achhe person hai .... very honest and down to earth person ❤️
@manoj-jb5lk
@manoj-jb5lk 22 күн бұрын
Hindi bolne wala odia samajh leta hai tu inha hindi chabati hai 😡
@Kalpanakarasoi
@Kalpanakarasoi 25 күн бұрын
Aji mu 1st time pura vidio dekhili ...thanku sir🎉🎉🎉🎉🎉
@Argusdigital.official
@Argusdigital.official 24 күн бұрын
Thank you
@sasmitadashslifestyle
@sasmitadashslifestyle 25 күн бұрын
Bahut sundar hauchi ei karjyakarma mun sabu episode dekhe😮❤❤
@Argusdigital.official
@Argusdigital.official 24 күн бұрын
Thank you
@reetapattanaik3835
@reetapattanaik3835 26 күн бұрын
Amazing😱kemiti odia question bujhi .ete sundar answer douchanti..can't believe this🤔🥺
@tapasswain3231
@tapasswain3231 25 күн бұрын
Odia , Asamess,Marathi, Bangali, Hindi language re Similarity achi
@antaryamimoharanavlog
@antaryamimoharanavlog 22 күн бұрын
ଆମେ ଗର୍ବିତ କି ଆମ ଭାଷା ସାର ବୁଝିପାରିଲେ ❤
@jyotismitasahoo5334
@jyotismitasahoo5334 25 күн бұрын
Sangram sir anchoring style bahut vala laguchi
@Argusdigital.official
@Argusdigital.official 24 күн бұрын
Thank you
@theheritage3181
@theheritage3181 25 күн бұрын
Wow😀
@bhagirathimohapatra3604
@bhagirathimohapatra3604 25 күн бұрын
ୱା ଅବିଶ୍ୱାସନୀୟ ଅଧ୍ୟାୟ 👌👌👌 ଧନ୍ୟବାଦ ଭାଇ 🙏
@Argusdigital.official
@Argusdigital.official 25 күн бұрын
Thank you
@DipaLadu
@DipaLadu 26 күн бұрын
Sangram sir... bahut bada celebrate nku anideichhanti wow... good job sir.....🙏🙏🙏🙏
@Argusdigital.official
@Argusdigital.official 25 күн бұрын
Thank you
@tapasiraybabu7857
@tapasiraybabu7857 25 күн бұрын
You are great sir 🙏🙏🙏🙏
@biswajeetnayak5019
@biswajeetnayak5019 18 күн бұрын
ଯାହା ହଉ ଦେଖିକି ଖୁସି ଲାଗିଲା କି ସଞ୍ଜୀବ ସାର ବି ଓଡ଼ିଆ ବୁଝିପାରୁଛନ୍ତି 😊😊
@sachindrajena-dw3bd
@sachindrajena-dw3bd 25 күн бұрын
Dhanybad sangram Babu sanjib sir nka sahit ehi padkast bahut bhala lagila khaskari odia jogu puni thare dhanybad bande utkaljanani
@Argusdigital.official
@Argusdigital.official 24 күн бұрын
Thank you
@babusangram1
@babusangram1 21 күн бұрын
Thank u for. Inviting. My favourite sanjeev kapoor sir Namastey sanjeev kapoor sir❤🎉❤
@kasturimaharana262
@kasturimaharana262 24 күн бұрын
Best podcast with Sanjeev Sir 💐💐💐 Thank you Argus
@suryagouda6951
@suryagouda6951 25 күн бұрын
ମୁଁ ତ କହିବି ସଞ୍ଜୀବ ସାର, ଶତ ପ୍ରତିଶତ ରୁ ଶତ ପ୍ରତିଶତ ଓଡ଼ିଆ ବୁଝୁଛନ୍ତି ସେଥି ପାଇଁ ବହୁତ୍ ବହୁତ ଧନ୍ୟବାଦ୍। ବହୁତ ମହାନ ସଞ୍ଜୀବ ସାର। ସାର ଙ୍କ ବ୍ୟକ୍ତିତ୍ୱ,ଚିନ୍ତାଧାରା ଓ କାମ କରିବା ଶୈଳୀ ସବୁ ଙ୍କ ଠୁ ନିଆରା। ସବୁବେଳେ ପଜଟିଭ ଚିନ୍ତାଧାରା ରଖୁଥିବା ବ୍ୟକ୍ତିତ୍ଵ । ଏହି ପୋଡକାଷ୍ଟ ଟି ଦେଖି ମନ ମୁଗ୍ଧ ହେଇଗଲା । ବହୁତ୍ ବହୁତ୍ ଧନ୍ୟବାଦ୍ ସଂଗ୍ରାମ ସାର ଏହି ପୋଡକାଷ୍ଟ ଟି ପାଇଁ। ଜୟ ଜଗନ୍ନାଥ 🙏
@renubalaparida9261
@renubalaparida9261 17 күн бұрын
ସମସ୍ତଙ୍କ ପାଖରେ ଏଇଭଳି ଓଡ଼ିଆ ଭାଷା କୁ ପହଞ୍ଚାଇବା ଦରକାର 🎉😊
@ritupanda8633
@ritupanda8633 25 күн бұрын
Excellent 👍 interview with Sanjeev Kapoor 😍🎉 Thnxxx sangram Babu for your lovely podcast and blessings 💓 keep it up 🙏🙏
@Argusdigital.official
@Argusdigital.official 24 күн бұрын
Thank you
@sandeepkumarbehera1526
@sandeepkumarbehera1526 24 күн бұрын
It feels great seeing odia news channel doing better than Hindi news channels, which revolves around UP,Bihar,MP,RJ etc
@tufangantayat.
@tufangantayat. 26 күн бұрын
Jai sree ram 🌹 Jai sree krishna Jai sree jagannath nomhho 🌹🙏💯💯💯💯💯
@rangaballavadash197
@rangaballavadash197 25 күн бұрын
Sangram Babu interview bhari vala lagila thank you
@Argusdigital.official
@Argusdigital.official 24 күн бұрын
Thank you
@NeinaAich
@NeinaAich 25 күн бұрын
Thare sangita duniya ra baghuni ....ira mohanty nku dakantu....please ❤
@Rashje
@Rashje 26 күн бұрын
ଧନ୍ୟବାଦ ଅବିଶ୍ୱାନୀୟ ଓଡ଼ିଆ ବୁଝି ପାରିବାପାଇଁ 🙏🙏🙏🙏
@ShubhankarDiaries
@ShubhankarDiaries 23 күн бұрын
Wow kete badhia bodcast sabjib kapoor great❤❤
@hiranyakumarpatra3516
@hiranyakumarpatra3516 25 күн бұрын
Sir bahuth badhia presentation Sir plzzzz Puri bada Panda Nku podcast karantu.bahut Bhala Manisa. Ame tike tanka Thu Ama Kalia katha sunibu
@saumyaranjanpanda7294
@saumyaranjanpanda7294 25 күн бұрын
Bahut sundar
@kishorekumar655
@kishorekumar655 25 күн бұрын
Sangram sir please thare acharya Prasantnku interview pai invite karantu . Bohut kichhi sikhiparibe odisha basi.
@malatimajhi9996
@malatimajhi9996 25 күн бұрын
Bohut sundar podcast👍👍👌
@Argusdigital.official
@Argusdigital.official 24 күн бұрын
Thank you
@yashmamapapa
@yashmamapapa 24 күн бұрын
Bahut sundar podcast.. thanks argas news..
@Silan15
@Silan15 24 күн бұрын
Argus podcast with sangram sir...is just meaningful healthy socialisation ❤🙏
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
IL'HAN - Qalqam | Official Music Video
03:17
Ilhan Ihsanov
Рет қаралды 700 М.
So Cute 🥰 who is better?
00:15
dednahype
Рет қаралды 19 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН