ଫରେନସିକ୍ ଲ୍ୟାବ୍ ଖୋଲିଲା ମ୍ୟାଡ଼ାମଙ୍କ ଗୁମର; ଜଳେଶ୍ବର IIC ପ୍ରଜ୍ଞା ମହାନ୍ତିଙ୍କ କାରନାମା ।

  Рет қаралды 199,266

Prameya News7

Prameya News7

Күн бұрын

Пікірлер: 293
@RameshYadav-nd5te
@RameshYadav-nd5te 3 жыл бұрын
ଗୋଟିଏ ମହିଳା ହେଇକି ଅନ୍ୟ ମହିଳା କୁ ଫସେଇ ଦେଲା....ଏମିତି ତାହେଲେ କେତେ ଜଣ ଙ୍କୁ ନିର୍ଦୋଷ ରେ ଇଏ ଫସେଇ ନଥିବ। ଧନ୍ୟବାଦ ସାମ୍ବାଦିକ ଭାଇ ଯେ ଏହି ଖବର କୁ ସମସ୍ତଙ୍କ ନଜର କୁ ଆଣିଥିବାରୁ🙏
@snayak7837
@snayak7837 3 жыл бұрын
ଜୟ ଜଗନ୍ନାଥ 🙏🏻 ଜୟ ନବୀନ🙏🏻ବି ଜେ ଡି 21ବର୍ଷ ଶାସନ ରେ ଓଡ଼ିଶା ରେ ଯେତିକି ଉନ୍ନତି ହୋଇଛି👍🏾 ତା ଠାରୁ ଅଧିକ ଉନ୍ନତି ହୋଇଛି ସରକାରୀ ଚାକିରିଆ ଓ ବଡ଼ ଅଫିସର ଙ୍କ 👍🏾 ପି ସି ଲାଞ୍ଚ ନେଇ ପୋଲିସ ଠାରୁ ପିଅନ ପର୍ଜନ୍ତ୍ 👍🏾ସବୁ କୋଟିପତି 👍🏾21ବର୍ଷ ରେ 21କୋଟି ର ମାଲିକ ହୋଇଛନ୍ତି👍🏾ଦରମାରେ ହାତ ବାଜୁନି 👍🏾ଜଣ ଜଣ ଙ୍କ 10 ରୁ 12 ପ୍ଲଟ ଓ ଫ୍ଲାଟ 👍🏾ମଲା 😭ବେଳ କୁ କଣ ନେବେ 👍🏾ଟଙ୍କା ପାଇଁ ସବୁ ଭୁଲି ଯାଉଛନ୍ତି ସରକାରୀ କର୍ମଚାରୀ👍🏾
@durgacharanpatra4301
@durgacharanpatra4301 Жыл бұрын
ଏଭଳି IIC ମାନେ ବିଜେଡି ଦଳର ପୃଷ୍ଟ ପୋଷକ ରେ ନିଜର ବଦମାସୀ କରିଥାନ୍ତି। ଏମାନଙ୍କୁ ମାନ୍ୟବର ଅଦାଲତ ଙ୍କ ଦ୍ଵାରା ଉଚିତ୍ ଦଣ୍ଡ ମିଳିବା ଦରକାର। ଯେଉଁ ମହିଳାଙ୍କୁ ଏହି ଆଇଆଇସି ଜଣକ ମିଥ୍ୟା କେଶ୍ ରେ ଛନ୍ଦି ଜେଲ୍ ପଠାଇଛି ଉକ୍ତ ମହିଳା ଜଣକୁ ସାଧାରଣ ଲୋକଙ୍କ ସାହାଯ୍ୟ ରେ ଉଚ୍ଚ ଅଦାଲତ ରେ criminal defamation କେଶ୍ କରିବା ଦରକାର୍।
@binodkumarnayak961
@binodkumarnayak961 3 жыл бұрын
ଏମିତି ଆଇଆଇଷି ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଅଛନ୍ତି ଏମାନେ ଦେଶକୁ ସୁରକ୍ଷା କରିବାପାଇଂ ଶପଥ ନେଇ ଚାକିରୀ କରି ଥାଆନ୍ତି କିନ୍ତୁ ଏଇମାନେ ଶୁରଖା ନଦେଇ ନିଯେ ଡକାୟତି ମାନଙ୍କ ସହିତ ମିଶି ନିଯେ ଲୁଟୁଛନ୍ତି ଓଡିଶାରେ ଶବୁ ଅଫିସର ମାନଙ୍କୁ ସି ବି ଆ ଇ ଅଫିସର ଦରକାର୍ 🙏🏻🙏🏻🙏🏻🙏🏻🙏🏻🙏🏻
@gurucharanbarik7817
@gurucharanbarik7817 4 ай бұрын
ତାଙ୍କର ଶିକ୍ଷା ଗୁରୁ ଙ୍କ ସହିତ ଅନ୍ୟ ଗୁରୁ ଗୁରୁ ଜନ ମାନଙ୍କୁ ଲଙ୍ଗଳା କରି ମଧ୍ୟ ରାସ୍ତାରେ ପାଦରେ ଚଲାଇବା କଥା, ଧନରେ ତୁମ - - - - 😂😂😂😂😂
@papunadas4378
@papunadas4378 3 жыл бұрын
ଖାଲି ଟେଷ୍ଟ ପାଇଁ ଯଦି 4 ବର୍ଷ ଲାଗୁଛି ଏଥିରୁ ପୋଲିସ୍ ର ପାରିବା ପଣିଆ ଟା ବି ଜଣା ପଡି ଯାଉଛି।
@abhayvidya
@abhayvidya 3 жыл бұрын
ୟମ୍ ରାଜ୍ କି ଜୟ ହୋ। ଆହୁରି ନୂଆ ନୂଆ ଗୁମର ଖୋଲିବ,ଟିକେ ଅପେକ୍ଷା କରନ୍ତୁ
@jagatkrishna1543
@jagatkrishna1543 2 жыл бұрын
ନକ୍ସଲ ସହଯୋଗ ଏକାନ୍ତ ଆପଶ୍ୟକ୍ । ଏପରି ଲୋକଙ୍କୁ ଦମନ ପାଇଁ
@RajendraKumar-tf9kg
@RajendraKumar-tf9kg 2 жыл бұрын
ଏଭଳି iic କୁ ପ୍ରଥମେ ଚାକିରିରୁ ବାହାର କରି ଜୋରିମାନା ସହ ଜେଲ୍ ଉଚିତ୍ iic ପାଠ ପଢି ନାହିଁ ତାଙ୍କ ସର୍ଟିପିସଟ ଜଞ୍ଚ କରାଯାଉ ଶୀଘ୍ର ଆଉ କିଛି ତଥ୍ୟଏକାଠି କରି କାଞ୍ଜ କରାଯାଉ
@blbapi2025
@blbapi2025 3 жыл бұрын
ଏଭଳି iic କୁ ଚାକିରିରୁ ବାହାର କରି ଜୋରିମାନା କରିବା କଥା 👍
@smile-op2yq
@smile-op2yq 2 жыл бұрын
Na vai jibanaru marideba katha ....ye nari nuha ...ye asuruni ta
@blbapi2025
@blbapi2025 2 жыл бұрын
@@smile-op2yq yes 👍
@gurucharanbarik7817
@gurucharanbarik7817 4 ай бұрын
​@@smile-op2yqନାରୀ ନୂହେଁ ସେ ଅପସରି. 😂😂😂😂😂😂
@srikanta671
@srikanta671 2 жыл бұрын
ବିଆ ଦେଖେଇ କି ଚାକିରି ପାଇଛି ତାକୁ ପଚାର ତା ବିଆ ରେ ଥରେ ଗେହି ଲେ କେତେ ପଇସା ନେବ
@abhayvidya
@abhayvidya 3 жыл бұрын
ୟମ୍ ରାଜ୍ କି ଜୟ ହୋ।କଳିଯୁଗ ଶେଷର ଅନ୍ତିମ ନାରୀ
@ajaybadjena6799
@ajaybadjena6799 Жыл бұрын
ଉକ୍ତ I lC କୁ ତୁରନ୍ତ ଗିରଫ କରାଯାଇ ନିକଟସ୍ଥ ଜେଲରେ ରଖା ଯାଉ, ନିର୍ଦୋଷ ଲୋକ କୁ ଜେଲର ଚାରିକାନ୍ଥ ଭିତରେ ଯେତେଦିନ ପର୍ଯ୍ୟନ୍ତ, ରଖି ଆସିଅଛି ତାକୁ ଚାକିରିରୁ ନିଲମ୍ବିତ କରି ଅଧିକ ବର୍ଷ ପର୍ଯ୍ୟନ୍ତ ରଖିବାର ଦରକାର, ପୋଲିସ କଣ ପଦକ୍ଷେପ ଗ୍ରହଣ କରୁଛି.
@dibya63
@dibya63 3 жыл бұрын
Immediate remove from police dept.ତାଙ୍କ 5 ବର୍ଷ ର salary ସେ leady ଙ୍କୁ ଦିଆ ଯାଉ
@prasantapanda1703
@prasantapanda1703 3 жыл бұрын
ସେ ଘୋଡ଼ାଗେହି ପାଠପଢି ଚାକିରୀ କରିନି, ଗିହା ଖାଇ ଚାକିରୀ କରିଛି
@sridharpradhan8241
@sridharpradhan8241 3 жыл бұрын
Ea duplicate iic
@Dassamirendra
@Dassamirendra 3 жыл бұрын
ନା ପ୍ରଜ୍ଞା ଅର୍ଥ ଜ୍ଞାନ ର ଗନ୍ତାଘର, କିନ୍ତୁ ବୁଦ୍ଧି ହୀନ ଭଳି କାମ କରିବା l ନିର୍ଦୋଷୀ କୋଉଠି ଦଣ୍ଡ ଦେବା କେଉଁ ଆଇନରେ ଲେଖା ହୋଇଛି l
@muralidhardash6185
@muralidhardash6185 3 жыл бұрын
Being a police officer she should know primari investigation of a brown sugar colour smell etc .She is to be suspended from service .
@prasantapanda1703
@prasantapanda1703 3 жыл бұрын
@@Dassamirendra ନବୀନ ପଟନାୟକ ଆଇନ ରେ ଲେଖା ହେଇଚି
@kumartapan9567
@kumartapan9567 Жыл бұрын
Suspend kara jao immediately
@alokkumarjena6854
@alokkumarjena6854 2 жыл бұрын
ବାଧ୍ୟତାମୂଳକ ବହିସ୍କାର କରିବା କଥା
@udaymaharana1107
@udaymaharana1107 Жыл бұрын
ବ୍ରାଉନ ସୁଗାର୍ ଧରାଜାଇଛୀ ଶତ,,,, କିନ୍ତୁ ମାଡାମ୍ ବିକ୍ରି କରିଥିବେ,,,,ଖୋଳ ଭଲକି ପୁରା ଶାବଳ ପୁରେଇକି ଖୋଳ ମାଡାମ୍ ଖେଳ କରୀଛନ୍ତୀ
@bipinbiharimahapatra2802
@bipinbiharimahapatra2802 10 ай бұрын
ପ୍ରଥମେ ଏହାଙ୍କୁ ବହିଷ୍କାର କରାଯାଉ, ତାହାପରେ ତାଙ୍କ ଦ୍ବାରା ରୁଜୁ / ତଦନ୍ତ ହୋଇଥିବା ପ୍ରତ୍ୟେକ ମକଦ୍ଦମା ସମ୍ପର୍କରେ ସି ବି ଆଇ ତଦନ୍ତ କରାଯାଇ ସମୁଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଇଏ ଜଣେ ନୁହେଁ ଏମିତି ଅନେକ ଅଛନ୍ତି ପୋଲିସ ବିଭାଗରେ, ଯେଉଁମାନେ ଆତ୍ମପ୍ରଚାର ପାଇଁ ନିରୀହଙ୍କ ଜୀବନ ସହିତ ଖେଳୁଛନ୍ତି । ଅବଶ୍ୟ ବିଳମ୍ବ ହୋଇପାରେ, କିନ୍ତୁ ଏମାନଙ୍କ ବଂଶ ବୁଡିବା ସୁନିଶ୍ଚିତ ।
@jhasketanpradhan602
@jhasketanpradhan602 11 ай бұрын
ସବୁ ଜାଗାରେ ଚାଲିଛି କିଛି ନୂଆ ନୁହେଁ ତାକୁ ରେପ୍ କର ତା ପରେ ଦେଖିବା
@akshayakumarbhol4132
@akshayakumarbhol4132 5 ай бұрын
Gang rape.
@Ku_Dushmanta
@Ku_Dushmanta 3 жыл бұрын
ସମୟ ଆସିଲାଣି ପୋଲିସ ବ୍ୟବସ୍ଥାକୁ ନେଇ ବହୁତ ବଡ଼ ସଂସ୍କାର ପୁରା ଭାରତ ବର୍ଷରେ ହଵା ଦରକାର
@padmanavtripathy9193
@padmanavtripathy9193 3 жыл бұрын
ଯଦି ଫଲ୍ସ କେସ ଦାଖଲ କରିଛନ୍ତି, ତେବେ ତାଙ୍କୁ ଚାକିରୀ ରୁ ବହିସ୍କାର କରାଯାଉ।
@ajaybadjena6799
@ajaybadjena6799 Жыл бұрын
ଉକ୍ତ ମହିଳା I I C, କୁ କିପ୍ରକାର ଦଣ୍ଡ ମିଳିଵ କି,କେର୍ଭ ଦଫାରେ ଗିରଫ କରିବ କି ,ଯେଉ ଵଡ ଵଡ ପୋଲିସୀ ଅଫିସର ମାନେ କିଛି ନ ଜାଣି ଵାହାଵା ଦେଉଥିଲେ ,ସେମାନଙ୍କ ଵରୁଧରେ ତୁରନ୍ତ କାଜ୍ୟନୁଷ୍ଠା ହେବା ଜରୁରୀ ,ସେମାନେ ମାସିକିଆ ଵଟି ନେଉଥିଲେ,ନଶ୍ଚୟ,ଏଥିରେ ସନ୍ଧହ ନା ହିଁ
@Godeepak
@Godeepak Жыл бұрын
ମାଡିବସି ପେଲ 👍👍👍
@brajathakur1184
@brajathakur1184 2 жыл бұрын
100ରୁ 20 ଫର୍ସ୍ଟ ଦୋସି ହେଲେ 80 ଫର୍ସ୍ଟ ନିରଦୋସି ଫସୁଛତି
@nspessay8833
@nspessay8833 3 жыл бұрын
Kick out from the police department... Servant of people... Don't challenge the public...
@jayantakumarsandhibigraha8213
@jayantakumarsandhibigraha8213 2 жыл бұрын
ସୋର ଥାନା ରେ ଟିକିଏ ସାମ୍ବାଦିକ ମାନଙ୍କ ନଯର ପଡୃ ଅନୁରୋଧ କରୁଛି ।
@chinmayadas2651
@chinmayadas2651 3 жыл бұрын
ଅପାରଗ ମହିଳା ପୋଲିସ, ନିର୍ଦ୍ଦୋଷ ଯେତେ ଦିନ ଜେଲ ରେ ରହିଲେ ତାକୁ ସେତେଦିନ ଜେଲ ରେ ରଖ, ଏହିପରି ମହିଳା ନାରୀ ଜାତି ପ୍ରତି କଳଙ୍କ, ମଲା ବେଳେ ମୁଁହ ରେ ପାଣି ଦେବାକୁ ବଂଶ ରେ କେହି ନ ଥିବେ
@kailashchandrasahoo3722
@kailashchandrasahoo3722 3 жыл бұрын
ଆକୁ ଶାରା ଜୀବନ ପାଇଁ ଜେଲରେ ବନ୍ଦୀ କରି ରଖଯାଉ ଆଇଆଇସି କୁ
@kalyanpanda5885
@kalyanpanda5885 2 жыл бұрын
ବାଃ ବାଃ ରେ ପୋଲିସ
@ratnakarbehera5275
@ratnakarbehera5275 3 жыл бұрын
Congratulations pragyan mdm
@nabakrushkunda5573
@nabakrushkunda5573 3 жыл бұрын
Action against the IIC
@Gyana-d7o
@Gyana-d7o 4 ай бұрын
ଏହା ଆଜି ଓଡିଶା ପୋଲିସ୍ ର କାର୍ଯ୍ୟ, ଦୀର୍ଘ 20 ବର୍ଷ ହେଲା ପୋଲିସ ଅନ୍ୟାୟ ଅ୍ୟାଚାରକୁ ପ୍ରଶ୍ରୟ ଦେଇ bjd ର ଗୁଣ୍ଡା ସାଜିଥିଲେ,ସବୁ ପୋଲିସ୍ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଜାଉ।
@aasispradhan1564
@aasispradhan1564 2 жыл бұрын
Immediately Dismiss Police service.
@BanabasiNahak-d2k
@BanabasiNahak-d2k Ай бұрын
ଗୋଟି ଗୋଟି କରି ଓଡ଼ିଶାର ସବୁ ଥାନାର କାର୍ଯ୍ୟ କଳା ପ ଏମିତି ,
@prasantamaharana6593
@prasantamaharana6593 3 жыл бұрын
Immediately dismissed kari arrest karajau...
@pitabasnayak1987
@pitabasnayak1987 3 жыл бұрын
ଓଡିଶା ପୋଲିସ୍ ମୁଖିଆ ଙ୍କ ଆଖିକୁ କଣ ଦେଖାଯାଉ ନାହିଁ କାହିଁକି
@srikantsahoo6563
@srikantsahoo6563 4 ай бұрын
କେତେ ଜଣ ଦୋଷୀ ମଧ୍ୟ ପଇସା ଖୁଆଇ ଖସି ଯାଇଛନ୍ତି।
@myvillageverybeautiful1270
@myvillageverybeautiful1270 3 жыл бұрын
ଚାକିରୀ ରୁ ବିଦା କର ଚୋରନି
@bairagicharanacharya
@bairagicharanacharya 3 жыл бұрын
କିଏ କାହାକୁ କହୁଚ? ଲାଜ ଲାଗୁନି, brownsugar detect କରିବାକୁ lab କୁ ୧ବର୍ଷ ଲାଗୁଚି?,madam BS ଜବତ କଲାବେଳେ ସେ କଣ ଏକା ଥିଲେ? ସବୁ ଯାକ .........
@laxmishreeparida4006
@laxmishreeparida4006 3 жыл бұрын
Right
@golakbiharisahoo1110
@golakbiharisahoo1110 Жыл бұрын
Govt of mo sarkar refer her name to center for padma bhusan awarde. Jay Jagannath state.
@sudipkumarparida3029
@sudipkumarparida3029 3 жыл бұрын
ପୋଲିସ ଉପରେ ଭରସା ନାହିଁ...
@mahendrajena6768
@mahendrajena6768 3 жыл бұрын
Plz govt should give compulsory retirement IIC
@shishirpradhan7870
@shishirpradhan7870 2 жыл бұрын
Lawyers should go to court agnaist this police officer sentencing a innocent humble lady. Misuse of power
@susantkumarsahoo7226
@susantkumarsahoo7226 2 ай бұрын
Ladies iic ପ୍ରଜ୍ଞା ମହାନ୍ତି କୁ full ମାଡ ମାର....
@debiprasad7193
@debiprasad7193 2 жыл бұрын
Suspend all of then
@MrSuso1978
@MrSuso1978 2 жыл бұрын
ଏ ଗେଣ୍ତା ପୋଲିସ କୁ 👋👋👋👋 ଦରକାର...ନବୀନ ସରକାର ରେ ଏ ସବୁ ହେବା ଥୟ
@sikanartstudio
@sikanartstudio 3 жыл бұрын
Charbi adhikaa heijaichhi ...
@srikantsahoo6563
@srikantsahoo6563 4 ай бұрын
Madam ଙ୍କ ଠାରୁ ସେତିକି ଟଙ୍କା ଭରଣା କରାଯାଉ।
@snigdharani-pl8ze
@snigdharani-pl8ze 4 ай бұрын
ଠାଏ ଠାଏ ଯାବଡା ଦରକାର ଖାଲି ରାସ୍ତା ଉପରେ.
@bhabanisankar6520
@bhabanisankar6520 3 жыл бұрын
I have a question why did the forensic team take so much time for the conclusion
@suphalkumarbehera4231
@suphalkumarbehera4231 Жыл бұрын
Dismiss from her job and arrest
@peanutkumarrath5708
@peanutkumarrath5708 Жыл бұрын
All credit goes to BJD
@pramod5559
@pramod5559 3 жыл бұрын
NHRC re petition file kari taku jail ku pathao.... We know Odisha police never take any action against his department
@santoshkumarmohapatra78
@santoshkumarmohapatra78 4 ай бұрын
ପୋଲିସ talcum ପାଉଡର ଆଉ ବ୍ରାଉନ ସୁଗର ର ଫରକ୍ ଜଣା ନାହିଁ ,ତାପରେ talcum powder ଅଭିଯୁକ୍ତ ନେଉଥିଲେ କଣ ପାଇଁ
@lalpatimohanta571
@lalpatimohanta571 4 ай бұрын
କେସ ରୁଜୁ କଲା ବେଳେ ଯାଞ୍ଚ କରି ଥିଲେକି ।? ନାମ ନେ ।
@tarasbabu430
@tarasbabu430 3 жыл бұрын
Yanku କିଏ ପୁଲିସ ଚାକିରି ଦେଲା କେଜାଣି....ଲଜ୍ଜା ଲଜ୍ଜା ଘୋର ଲଜ୍ଜା
@tapaskumarmohapatra3576
@tapaskumarmohapatra3576 3 жыл бұрын
Govt should take immediate action
@sureshchandradas88
@sureshchandradas88 3 жыл бұрын
Examplery action must be taken against this iic without delay
@sarojpatra9410
@sarojpatra9410 3 жыл бұрын
Emane chakiri kale Desa barabad hoijiba
@Ai_cartoons19
@Ai_cartoons19 3 жыл бұрын
Gniha dabaa darkar
@pranatisamantaray144
@pranatisamantaray144 3 жыл бұрын
Jhia bhala chakiri karichi
@prabinaswain4224
@prabinaswain4224 3 жыл бұрын
Sabu biki deiechi
@brundabanchoudhury8944
@brundabanchoudhury8944 3 жыл бұрын
I think contaband is seized but money does every thing.
@umeshkumarsahu8554
@umeshkumarsahu8554 3 жыл бұрын
Bada badhai police bali
@subhalgiri6181
@subhalgiri6181 4 ай бұрын
Arrest immediately and suspended
@MunnaBal-pe5hf
@MunnaBal-pe5hf 4 ай бұрын
❤❤❤❤
@subashdas2271
@subashdas2271 3 жыл бұрын
ଛି ଛି କାହଁକି ବଦନାମ କରୁଅଛ ପୋଲିସଡିପାଟ କୁ ଲୋକ ଡରିବେନି ପଥର ପକାଇବେ
@bhabanishankarpati466
@bhabanishankarpati466 2 жыл бұрын
Wonderful technique applying madam ..you are applying yours cleverful technique but time always not good for all so be careful..IIC & laboratory staff they all are divided money among them so gave false report
@rudraprasadmishra8277
@rudraprasadmishra8277 2 жыл бұрын
Okkk. Sabu bhala achhi. Kichhi problem nahi Madam . Emiti chalu ketedina chaliba chalu
@nitisavlog7904
@nitisavlog7904 3 жыл бұрын
Perfect
@FREEDOM-PEACE
@FREEDOM-PEACE 3 жыл бұрын
Mohanty kahari nuhanti..
@subratkumarnanda8234
@subratkumarnanda8234 3 жыл бұрын
😀😀😀😀
@janakidash6833
@janakidash6833 11 ай бұрын
ସତ ଗୁଡାକ ajikali ମିଛ ହୋଇଯାଏ.
@amarmohapatra1642
@amarmohapatra1642 3 жыл бұрын
High court re case kara...1 core defermation case kara..SC re case kara IIC sure suspend heba.
@nirmalmohanty9496
@nirmalmohanty9496 3 жыл бұрын
Thik kahicha
@jenamallick2393
@jenamallick2393 2 жыл бұрын
Gho..d....geh.... ....
@rahul23sks
@rahul23sks 3 жыл бұрын
Arey bhai brown sugar bikri karideiki talc powder bharti karideithibe police bale 😂
@Chinu0823
@Chinu0823 3 жыл бұрын
Serious Disciplinary action and hefty defamation suit need to be posed on this corruct and irresponsible police.
@PrakashMishra-g9k
@PrakashMishra-g9k 7 ай бұрын
Taku kar
@sadhana123
@sadhana123 3 жыл бұрын
E iic ku encounter karajau
@debabratbhanja2157
@debabratbhanja2157 3 жыл бұрын
Please dismiss the IIC
@biswanathmaharana6920
@biswanathmaharana6920 Жыл бұрын
Madam hathare japani oil dhari bulucha nti sethi pain tankar kichhi hebane Jaye jagannath🙏🙏🙏
@sudarsansahoo6098
@sudarsansahoo6098 3 жыл бұрын
Should take case human rights actions against that lady police...shame that lady
@baap38
@baap38 3 жыл бұрын
Thanks Guru Bhai bahut bahut dhanyavaad, ye baje streeloko mo gadi michare AdM square ru uthei nei thi le, ta pore paisa neithile
@tnda2
@tnda2 2 жыл бұрын
Ta bia mela kari dia
@RajKumar-cf8dd
@RajKumar-cf8dd 2 жыл бұрын
Ete talcom powder kouthu asila aga tadanta heu
@RajKumar-cf8dd
@RajKumar-cf8dd 2 жыл бұрын
Prameya news should investigation in this evidence .1.2 kilogram talcum powder kie ghare kahinki kn pain rakhiba
@Motoblog1235
@Motoblog1235 3 жыл бұрын
Oho ..bujhihela . Journalist ku dharichhi sethipai ta against re video hauchhi .se police jaha tame Sabu bi seia .mane michhuaaa .sata tame mane bi kahina kebe
@prasantamaharana6593
@prasantamaharana6593 3 жыл бұрын
Aita tanka baa Government au se Governor...Sethi pain Amiti...Pita taku...
@budhuraybansingh310
@budhuraybansingh310 3 жыл бұрын
ତାକୁ ଜେଲ୍ କରାଯାଉ ତା ହେଲେ ଜାଣିବ
@sanjibsethi4568
@sanjibsethi4568 Жыл бұрын
Na na se browsugar kuade powder karajaichi..... Brownsugar ku haran chal heiki Se jagare talcom rakhajichi
@abhayarout7978
@abhayarout7978 3 жыл бұрын
Madam nku Mumbai Maharashtra police job darakar.patteidiya. taku chakuri kiya dela be chhi Dhaka mari bahar kara jaou.
@DeepakKumar-sl5ml
@DeepakKumar-sl5ml 3 жыл бұрын
Dhanya ta mind ku 🙏🙏🙏
@izireal-estate3619
@izireal-estate3619 3 жыл бұрын
Talcum powder kemiti Brown sugar?
@MrBimal143
@MrBimal143 2 жыл бұрын
nirdoshi ku doshi sabyasta kari paribe
@Mykrishna13222
@Mykrishna13222 3 жыл бұрын
Madam nije brown sugar bepar karuchanti ki ...
@chittaranjanbarik3410
@chittaranjanbarik3410 3 жыл бұрын
Bedhi Ku malisahi Ku pathaidia.
@Mukeshmukesh-tc3wm
@Mukeshmukesh-tc3wm 2 жыл бұрын
Full badhei
@RoopeshPashayat
@RoopeshPashayat 4 ай бұрын
Odisha bahut atyachar heuchi Sabu rajyara heuchi
@bipinbiharinayak5973
@bipinbiharinayak5973 4 ай бұрын
Police ra natak bjd government re Police business kare white powder
@pradeepta50ss39
@pradeepta50ss39 3 жыл бұрын
Ata jadi semane test kala time re change kari deithiba ta
@shradhanjali2681
@shradhanjali2681 3 жыл бұрын
Heipare lab re change heithiba powder.Madam ku phaseiba pain.police guda kemiti sabu amaku jana.
@swainbijay5107
@swainbijay5107 8 ай бұрын
Dhara hoichhi sata but taku change kara jaaithiba
@rameshmuduli5411
@rameshmuduli5411 3 жыл бұрын
Taku giha darakar
@akshayakumarbhol4132
@akshayakumarbhol4132 5 ай бұрын
ଷ୍ଟେନଲେସ ଷ୍ଟିଲ ରେ ନିର୍ମିତ ବାଣ୍ଡର ମଡେଲ ଟିଏ ଦରକାର , ଚମଡା ବାଣ୍ଡ ନୁହେଁ ।
@sadboypapu3753
@sadboypapu3753 3 жыл бұрын
Odisha Ru BJD Hatao Odisha Bachao
Sex Racket Busted In Bhubaneswar
3:48
Kanak News
Рет қаралды 2,2 МЛН
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 285 МЛН
I Turned My Mom into Anxiety Mode! 😆💥 #prank #familyfun #funny
00:32
Who's spending her birthday with Harley Quinn on halloween?#Harley Quinn #joker
01:00
Harley Quinn with the Joker
Рет қаралды 17 МЛН
Trick-or-Treating in a Rush. Part 2
00:37
Daniel LaBelle
Рет қаралды 34 МЛН
LIVE | 9 PM Prime Time | Breaking News | PrameyaNews7
Prameya News7
Рет қаралды 57
Live Now 🔴Dr. Zakir's Epic Response to Kapil Sharma - Don't Miss!
1:06:14
India vs South Africa HERO CUP SEMI FINAL at Kolkata 1993 Full Highlights
39:47
Anirudh Kalra Cricket
Рет қаралды 520 М.
ROSÉ & Bruno Mars - APT. (Official Music Video)
02:54
ROSÉ
Рет қаралды 285 МЛН