Policeman Attacks Journalist After Being Questioned, ‘Are You Drunk’

  Рет қаралды 126,827

OTV

OTV

Күн бұрын

କିଛି ପଚାରିଲେ ରାଗି ଯାଉଛନ୍ତି ପୋଲିସ୍ ବାବୁ ଜଣକ। ଫଅ ଫଅ ହୋଇ ମାଡ଼ି ଆସିଲେ। ଆଉ ତା' ପରେ...
#OTV #Balasore #OdishaPolice
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 654
@PrasantKumar-h6f
@PrasantKumar-h6f Ай бұрын
ମାତାଲ ପୋଲିସ ଙ୍କୁ ଚାକିରୀ ରୁ ବାହାର କରାଯାଉ
@golmal420-l2v
@golmal420-l2v Ай бұрын
ପୂର୍ବରୁ ନବୀନ ପଟ୍ଟନାୟକଙ୍କ କୁକୁର ଥିଲା ଏବେ ମୋହନର କୁକୁର 🐕
@fgudurout6138
@fgudurout6138 Ай бұрын
A mane chikiri 6mt sasepente karibe tapare puni chikiri kan tume tankar bala chinde ba
@Quicklearner37
@Quicklearner37 18 күн бұрын
Tu asiki chakiri karide dina sara Rasta side re jagi paribu ta
@kanduribehera506
@kanduribehera506 Ай бұрын
ଖାଲି ରୋଡ ସାଇଡ୍ ରେ ଫୁଂକେଇବେ ନିଜେ ଟିକେ ଫୁଙ୍କାନ୍ତୁ sir ପ୍ଲିଜ଼......
@Sikhyabharati
@Sikhyabharati Ай бұрын
ଜଣେ ଶୃଙ୍ଖଳା ରକ୍ଷାକାରୀ ସରକାରୀ କର୍ମଚାରୀ କିଭଳି ବିଶୃଙ୍ଖଳିତ ଭାବରେ କାର୍ଯ୍ୟରତ ତାହା ଜଣାପଡ଼ୁଛି। ସାମ୍ବାଦିକ ଭାଇ ସାହସିକତାର ପ୍ରମାଣ ଦେଖାଇ ଏକଥା ଲୋକଲୋଚନକୁ ଆଣିଥିବାରୁ ଅଶେଷ ଧନ୍ୟବାଦ୍। ସରକାର ଏଭଳି କର୍ମଚାରୀଙ୍କ ଉପରେ ଅତିଶୀଘ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ🙏
@gurucharanbarik7817
@gurucharanbarik7817 Ай бұрын
ସରକାର ଆହୁରି ପ୍ରମୋଶନ ଦେଇଦେବେ. 😂😂😂😂
@Sikhyabharati
@Sikhyabharati Ай бұрын
@gurucharanbarik7817 😂
@biswalashis123
@biswalashis123 Ай бұрын
ସାମ୍ବାଦିକ ଭାଇମାନେ ଆଦର୍ଶ ସାମ୍ବାଦିକତା କରନ୍ତୁ
@spnayak4747
@spnayak4747 Ай бұрын
Bhai murkha sambadika emane….adarsha emanka thu asha kariba Bekar…
@SURYAsurya-us6wr
@SURYAsurya-us6wr Ай бұрын
Amankara views darkar..
@NEW1AYANSH
@NEW1AYANSH Ай бұрын
Chala sagada re hata maruchi au kn hebo 😂😂😂
@RasmitaSwain-ke4tt
@RasmitaSwain-ke4tt Ай бұрын
ଶଳା ପୋଲିସ୍ ମାଡ଼ ଅଭାବ ହେଉଛି
@swapnajittarai
@swapnajittarai Ай бұрын
ଠିକ୍ ହେଇଚି ମାଆଘିଆ ଢୋ ଟିଭି ରିପୋଟର୍ କୁ ❤❤❤❤u police officer
@ashokkumarmishra1193
@ashokkumarmishra1193 Ай бұрын
ଏ ସାମ୍ବାଦିକ ବାବୁ ଙ୍କର ପ୍ରଥମେ ଭୁଲ, ତାଙ୍କର ପ୍ରଶ୍ନ ପଚାରିବାର ତରିକା ଏପରି କି ଯେ କେହି ବି କ୍ଷୁବ୍ଧ ହେବା ସ୍ଵାଭାବିକ। ପ୍ରଥମେ ପରିସ୍ଥିତିକୁ ଦେଖନ୍ତୁ ଓ ପ୍ରଶ୍ନ କରନ୍ତୁ, ତୁମେ କିଭଳି ସମ୍ମାନର ସହ କଥା ବାର୍ତ୍ତା କରୁଛ ଭିଡିଓ ରୁ ଜଣା ପଡୁଛି,( Example - S P. kahiba, ତୁମକୁ ବୋଧେ ଜଣା ନାହିଁ S.P. ଙ୍କର ଯୋଗ୍ୟତା ଓ ତୁମ ଯୋଗ୍ୟତା ଭିତରେ ପାର୍ଥକ୍ୟ କେତେ )ଏଥିରୁ ତୁମ ସାମ୍ବାଦିକତା କରିବାର ଜ୍ଞାନ କେତେ ସୂଚିତ କରୁଛି) ଦ୍ଵିତୀୟତଃ ସେ ମଦ ପିଇଛନ୍ତି ବୋଲି ତୁମେ କିପରି ଜାଣିଲ ଓ ସିଧା ସଳଖ କେତେ ପିଇଛ ବୋଲି ପ୍ରଶ୍ନ କରୁଛ, ତୁମେ କଣ ଡାକ୍ତର,ସୀମା ଭିତରେ ରହି ସାମ୍ବାଦିକତା କର ଓ କିପରି ପ୍ରଶ୍ନ କରାଯାଏ ତାଲିମ୍ ନିଅ ଉଚିତ୍ ସମ୍ମାନ ପାଇବ ନଚେତ୍ ଏଭଳି ସର୍ବ 4:58 ସାଧାରଣ ଙ୍କ ସମ୍ମୁଖରେ ନିଜର ଇଜ୍ଜତ ହରେଇବ।
@prakashsamal8479
@prakashsamal8479 24 күн бұрын
ମୋତେ ଲାଗୁଛି ଆପଣ 10 ବର୍ଷ କଉ high court ରେ judge ଥିଲାଭଳି ଏତେ ଜଲଦି judgement କରିନେଲେ ନଚେତ ଆପଣ ଗୋଟେ police ଅଧିକାରୀ ଭାଇଚାରା ଦେଖେଇଲେ
@prakashsamal8479
@prakashsamal8479 24 күн бұрын
ଆପଣଙ୍କୁ police ଅଧିକାରୀ ଙ୍କର ଅଭଦ୍ରାମି ଦେଖାଗଲା ନାହିଁ
@PriyabrataBehera-f5w
@PriyabrataBehera-f5w Ай бұрын
ରାସ୍ତାରେ ଗାଡି ଡ୍ରାଇଭର ମାନେ ମଦ ପିଇଛନ୍ତି କି ନାହିଁ ଫୁଙ୍କୁ ଛନ୍ତି ଆଓ ଯଦି ମଦ ପିଇ ଥିବେ ପୁରା ମୋଟା ଅଙ୍କର ଫାଇନ୍ . କିନ୍ତୁ ପୁଲିସ ସାରେ ମାନେ ମଦ ପିଇ କି ଡ୍ୟୁଟି କରିପାରିବେ ସେଥିରେ କିଛି ଅସୁବିଧା ନାହିଁ .
@rakeshkumarmahanta9931
@rakeshkumarmahanta9931 Ай бұрын
​@@Raju676ijawan nka saha police ku compare karani....jawan nka pada dhuli ku b police habani.....
@gurucharanbarik7817
@gurucharanbarik7817 Ай бұрын
ଯବାନଙ୍କ ବାଳକୁ ଏମାନେ ଯୋଗ୍ୟ ନୁହନ୍ତି, 😊😊😊
@defenceintel
@defenceintel Ай бұрын
​@@Raju676i ପିଇବାକୁ କେହି ମନା କରୁ ନାହାନ୍ତି. କିନ୍ତୁ ପିଇକି ଡିଉଟି କରିବାକୁ ଆପଣ ଅଧିକାର ଭାବୁଛନ୍ତି କି? ଆପଣ ବି ବୋଧେ ପିଇକି ଡିଉଟି କରନ୍ତି 😂🤣??
@Dulagobindasahu
@Dulagobindasahu Ай бұрын
Right katha
@Raju676i
@Raju676i 29 күн бұрын
@@rakeshkumarmahanta9931 to Kain bando ku police ro form apply korucho . 400 post ku 4lakh pila apply koruche.
@Lalatkeshari12
@Lalatkeshari12 Ай бұрын
ଏ ସାମ୍ବାଦିକ କୁ ବି ସାମ୍ବାଦିକତା ଜଣା ନାହିଁ.... ତତେ ସେମିତି ହିଁ ଦରକାର ରେ.... ନିଜେ କହୁଛି ସେ sp କହିବ.... ତୁ ଆଗ ତୋ ଭାଷା, ଶାଳୀନତା ଠିକ କରେ ତା ପରେ ସାମ୍ବାଦିକ ହବୁ l
@MUKHPRAKASH
@MUKHPRAKASH Ай бұрын
BHAI KHUSI BI LAGUCHI, DUKHA BI LAGUCHI
@roosterboy-k8p
@roosterboy-k8p Ай бұрын
Right ❤❤
@chinmayadash4817
@chinmayadash4817 Ай бұрын
Right
@mukkamadi8183
@mukkamadi8183 Ай бұрын
😂😂😂😂😂
@MadanmohanBarik-b7c
@MadanmohanBarik-b7c Ай бұрын
ଦୁହେଁ ଦୁହିଁଙ୍କ ପାୱାର ଦେଖୋଉଛନ୍ତି।ଏମିତି ପୋଲିସ ଅଧିକାରୀ କୁ ଏମିତିକା ମିଡ଼ିଆ ଠିକ୍। 🙏🙏🙏🔱ହର ହର ମହାଦେବ🔱🙏🙏🙏
@pramodjhankar9720
@pramodjhankar9720 Ай бұрын
ସାମ୍ବାଦିକଙ୍କୁ ଅନୁରୋଧ କଣ୍ଟ୍ରୋଲ ରେ ରୁହନ୍ତେ, ମଦ ଗୋଟିଏ ସରକାରୀ ଜିନିଷ ପିଇଲା ବାଲା ମଧ୍ୟ ସରକାରୀ ଏଥିପାଇଁ କିଛି ଅସୁବିଧା ନାହିଁ
@padminijena8261
@padminijena8261 Ай бұрын
ଧନ୍ୟରେ କିଏ ଦେ ଲେ ଚାକିରି ସାରଙ୍କୁ 🙏 ଧନ୍ୟରେ ଗଣ ତନ୍ତ୍ର କୁ 👌
@ranajitkumarmohanty9740
@ranajitkumarmohanty9740 Ай бұрын
ଏବେ news channel ଵାଲା ଠିକ ଖବର କମ ବେଶି ସରକାରଙ୍କ କୁକୁର ଭଳି କାମ କରୁଛନ୍ତି ll Police ଭାଇଙ୍କୁ salute. ଅଯୋଗ୍ୟ ସାମ୍ବାଦିକ ମାନଙ୍କୁ ପ୍ରତିଦିନ ଏମିତି ମାଡ଼ ଦରକାର ll
@Pravat299
@Pravat299 Ай бұрын
ସରକାର ବି ଆପଣଂକର ଗୃହ ବିଭାଗ ବି ଆପଣଙ୍କ ହାତରେ ଅଛି ସାମ୍ବାଦିକ ବି ଆପଣଙ୍କର 😅😅😅 ଖାଲି ମଝିରେ ମୋହନ ବାବୁ ଯାହା ଘାଣ୍ଟି ପେଲି ହବା କଥା 😅😅😅
@Odiaranjan848
@Odiaranjan848 Ай бұрын
Kintu mada pa naveen peeba sikhei dehichi kn kariba ghare ghare mada 😂😂
@sampatmohanty1674
@sampatmohanty1674 Ай бұрын
This is pure instigating to bring rude behaviour out of him, the journalist is also enjoying the moment this totally forgot TRP only, he really needs to understand what real journalism is, also OTV shouldn't raise this type of coverage, this is clear POKING, the journalist' s behaviour is also very casual towards the police who is in duty...
@mkditr
@mkditr Ай бұрын
ଅତ୍ୟନ୍ତ ନିରପେକ୍ଷ ଭାବେ କହୁଛି ଏଇ ସାମ୍ବାଦିକ ଭାଇ ଙ୍କୁ ସାମ୍ବାଦିକତା କରିବାକୁ ଦିଆ ନ ଯାଉ. ଜାଣି ଶୁଣି ରଗାଉଛନ୍ତି ଆମ ପୋଲିସ ଭାଇ ଙ୍କୁ.
@defenceintel
@defenceintel Ай бұрын
ସେଇତ ହେଉଛି କଳା. ରଗେଇଲେ ଯଦି ଜଣେ ରାଗିଯିବ ତାହେଲେ ସେ ଚାକିରୀ କରିବା ଯୋଗ୍ୟ ନୁହେଁ. ଯଦି ପୋଲିସ ହାତରେ ବନ୍ଧୁକ ଥାନ୍ତା ତାହେଲେ ତ ରାଗିକି କଣ କରି ପକେଇବ. ଏମିତିକା ଲୋକକୁ ଚାକିରୀ ଦେବା କଥା ନୁହେଁ. ଚାକିରୀ ଇଣ୍ଟରଭିୟୁରେ ଧର୍ଯ୍ୟ ପରୀକ୍ଷା ବି ହେବା ଦରକାର.
@Kailashmehera73
@Kailashmehera73 Ай бұрын
Oooo 😂 police v kn madha peibha tk katha kie apan v pei jautibea na helea
@mkditr
@mkditr Ай бұрын
@@Kailashmehera73 ପୋଲିସ ମଦ ପିଇଛି କି ନାହିଁ କିଏ କହିବ. ସାମ୍ବାଦିକ ଭାଇ କହିଦେଲେ ପାଟି ବାସୁଛି, ସେଇଟା କଣ ଗୋଟେ proof. ଆଉ କେହି ଯଦି କହିଥାନ୍ତେ ଯେ ପାଟି ରୁ alcoholic smell ଆସୁଛି, ତା ହେଲେ ଆମେ conform ହୋଇ ଥାଆନ୍ତେ.
@Binodkumarpanigrahi2187
@Binodkumarpanigrahi2187 Ай бұрын
ଏ ସାମ୍ବାଦିକ ବାବୁ ତୁମେ ଜାଣିବା ଦରକାର ଯେ ଏ ସରକାର ବିଜେପି ର, ତୁମ ନେତା ବିଜେପି ର, ତେଣୁ କିଛି ଆଶ୍ଚର୍ଯ୍ୟ ହେବା କୌଣସି କାରଣ ନାହିଁ ଏମିତି ଅନେକ୍ ହେବ, ସରକାର ନିକମା ସରକାର l
@somanathmohapatra7505
@somanathmohapatra7505 Ай бұрын
Reporter ମାନେ ନିଜକୁ ସର୍ବଜ୍ଞ ଭାବିଲାଣି ସବୁବେଳେ ଯାହାକୁ ନାଇ ତାହାକୁ ଓଲଟା ପୋଲ୍ଟା question କରିକି confuse କରିବେ ତା ପରେ ତାଙ୍କ ଶହ ଯୁକ୍ତି ଲlଗିବେ। ଏଠି ପୋଲିସ ବାବୁ ଙ୍କର ଯେତିକି ଭୁଲ ନାହିଁ ମିଡିଆ ଭାଈ ଙ୍କର୍ ବହୁତ୍ ଭୁଲ ଅଛି। କଥା ପଚାରିବାର ତରିକା ଅଲଗା ଅଛି ଏମିତି ସେମିତି ପଚାରିଲେ ଯିଏ ବି ହେଲେ ରlଗିଯିବ।
@diptiranjansingh3896
@diptiranjansingh3896 Ай бұрын
ସାମ୍ବାଦିକ ମାନେ ବିବହୁତ ଉଦ୍ଧତ ହେଲେଣି
@sahoosarbeswar1624
@sahoosarbeswar1624 Ай бұрын
ଏଠି ପୋଲିସ କଣ ଠିକ୍ କରିଛି କି ପ୍ରଥମେ ତ ମଦ ପିଇକି duty କରିଛି
@generaliquest4397
@generaliquest4397 Ай бұрын
Worst journalism by otv
@BramhaNandaPanda-o5y
@BramhaNandaPanda-o5y Ай бұрын
ଓଟିଭି ସାମ୍ବାଦିକ ବନ୍ଧୁ ମାନଙ୍କର ସାଙ୍ଗ ବୋଧେ SP ସେଥିପାଇଁ କହୁଛନ୍ତି SP ଆସିଲେ କହିବ
@Tobedeleted1
@Tobedeleted1 Ай бұрын
ପୋଲିସ ୱାଲା ମଣିଷ ନୁହଁନ୍ତି କି? ତାକୁ ମାଡ଼ ବାଜିଛି ଆଉ ଏ ମିଡିଆ ୱାଲା ପଚାରୁଛି ମଦ ପିଛ କି ନାଇଁ....
@PriyabrataSahu-bh7ig
@PriyabrataSahu-bh7ig Ай бұрын
ସାମ୍ବାଦିକ ଭାଇ ତମେ ଶାନ୍ତ ରୁହ
@BramhaNandaPanda-o5y
@BramhaNandaPanda-o5y Ай бұрын
ମଦ ବିଜେପି ସରକାର ବିକୁଛି ତାଙ୍କ ଅଧୀନରେ କାମ କରୁଥିବା ପୋଲିସ ଅଫିସର ମଦ ପିଇଲେ କଣ ହେଇଗଲା
@Nayakvlogs-c2s
@Nayakvlogs-c2s Ай бұрын
ପୋଲିସ୍ ବାବୁ ମଦ ପିଇ ଏମିତି , ମିଡ଼ିଆ ୱାଲାକୁ ମିସ୍ ବେବ୍ କରୁଛନ୍ତି |ସାଧାରଣ ଲୋକଙ୍କୁ କେମିତି ବେବହାର କରିଥିବେ ବା ସୁରକ୍ଷା ଦେଇଥିବେ | ଏହି ପୋଲିସ୍ କୁ କୋଠର ରୁ କୋଠର ଦଣ୍ଡ ସହିତ , ଚାକିରି ରୁ ତୁରନ୍ତ ବିଧାୟ କରାଯାଉ | ଏତିକି ଓଡ଼ିଶା ସରକାରଙ୍କୁ ଅନୁରୋଧ ..?🎉🎉🎉🎉
@DuryodhanSial-ux3lr
@DuryodhanSial-ux3lr Ай бұрын
Police against re immediately action hebaa darkar
@ashokkumarmishra1193
@ashokkumarmishra1193 Ай бұрын
@@DuryodhanSial-ux3lr କଣ ପାଇଁ ଆକ୍ସନ ହେବ କହିବେ କି
@romanmeher1074
@romanmeher1074 Ай бұрын
​@@ashokkumarmishra1193 se action mode re achhnti dekha jauni apanku badhe
@ashokkumarmishra1193
@ashokkumarmishra1193 Ай бұрын
@romanmeher1074 mu thik dekhichhi bodhe apananku dekha jaunathiba,bhala bhabre video dekhantu o uchit mantaby diantu.
@naikvlogsnaik9688
@naikvlogsnaik9688 Ай бұрын
Media Bala bi sima topijau6onti
@im_voldemort
@im_voldemort Ай бұрын
Media thik kama karuchi😊
@jitendradas5108
@jitendradas5108 Ай бұрын
​@im_voldeକଣ ଟା ଠିକ କରୁଚି
@AkshayaShaw
@AkshayaShaw Ай бұрын
Otv news bhainku thik hechi
@munagadtya7039
@munagadtya7039 Ай бұрын
Tume BJD pati kukura te bakir lagu chha bhai
@_MR_PIYUSH_
@_MR_PIYUSH_ Ай бұрын
​@@munagadtya7039sia bjd kukura tu bjp kukura 😅
@ShaktiPal-xj5pk
@ShaktiPal-xj5pk Ай бұрын
ମୁଁ ଭାବିଲି ବୁଲା ମଦୁଆ ଟା ବୋଲି 😂
@yellowarmy1083
@yellowarmy1083 Ай бұрын
Dhanyabad police babu e media bala 3-4 jana nku tk bajiba darkar
@mr.sanjayinformationdiscov3282
@mr.sanjayinformationdiscov3282 Ай бұрын
ଓଡ଼ିଶାରେ ଏବେ ବିଜେପି ପାୱାର ରେ ଆଉ ତାର ମେଡ଼ିଆ ହେଲା ଓଟିଭି, ସେ ପୋଲିସ ଵାଲା ନାମ ନେଲା 🤣🤣🤣🤣🤣
@Veriified
@Veriified Ай бұрын
Something something....❌ 😂 😂 Suspend suspend.....
@Alekhaprusty-uj8tp
@Alekhaprusty-uj8tp Ай бұрын
ସେ ଜଣେ ଭଲ ପୋଲିସ୍ ସାମ୍ବାଦିକ ଜଣଙ୍କ ତାଙ୍କ limit cross କରୁଛନ୍ତି
@JCupload
@JCupload Ай бұрын
ଏଠି ସାମ୍ବାଦିକ ଓ ପୋଲିସ ଉଭୟ ଭୁଲ ଅଛନ୍ତି
@PitabashJani-z9q
@PitabashJani-z9q Ай бұрын
ଡିଉଟି ସମୟରେ କଣ ମଦ ପିଇବା ଦରକାର ପୁଣିଖାଖି ବର୍ଦୀ ରେ ନିଜେ ତ ସୁରକ୍ଷୀତ ନହାନ୍ତି ଲୋକଙ୍କୁ କଣ ସୁରକ୍ଷୀତ ଦେବେ❤❤❤❤
@prahallladsahoo4235
@prahallladsahoo4235 Ай бұрын
2paise journalists
@rajeshbhoi1671
@rajeshbhoi1671 Ай бұрын
Bhala heichi news bala nka munda tanka 100😂
@nilanchalpradhan9202
@nilanchalpradhan9202 Ай бұрын
Ye Reporter ki collector
@subratanayak-tc4kx
@subratanayak-tc4kx Ай бұрын
Se police ku arrest karajau
@saratkumar7096
@saratkumar7096 Ай бұрын
କେହି ବି କିଛି କରିପାରିବେନି ପୋଲିସ୍ ମାନଙ୍କୁ , କାରଣ ତାଙ୍କ ପାଖରେ ପରା bjd ର ପାୱାର ଅଛି ।
@gayadharmtbehera7113
@gayadharmtbehera7113 Ай бұрын
Dhanyawad media Bhai
@UmeshPatracaptain
@UmeshPatracaptain Ай бұрын
Media bala besi dekhei hauchhi
@bhalanathhansdah3012
@bhalanathhansdah3012 Ай бұрын
ବଢିଆ ପୋଲିସ ବାବୁ, ସରକାରଙ୍କ,
@Indian-y2f
@Indian-y2f Ай бұрын
ସାମ୍ବାଦିକ ସହିତ ପୋଲିସ୍ ର ମଧ୍ୟ ବହୁତ୍ ଭୁଲ୍ ଅଛି । ସେ ନିଜକୁ ସର୍ବେ ସର୍ବା ଭାବୁଚି ।
@Its__movies__times__001
@Its__movies__times__001 Ай бұрын
Police Department ପାଇଁ ଏଇ ପୋଲିସ ଗୋଟେ କଣଙ୍କ 😈😈
@TBrother4527
@TBrother4527 Ай бұрын
ଆଉ journalist ସମାଜ ପାଇଁ ଏ ସାମ୍ବାଦିକ ଜଣେ କଳଙ୍କ 😂😂😂
@trinathsahoo5615
@trinathsahoo5615 Ай бұрын
Tu ta sabu janichu
@BalaramKarlia-xu3tx
@BalaramKarlia-xu3tx Ай бұрын
ଏମିଥି polish ବାଲା ଥିଲେ ଓଡ଼ିଶା ଧନ୍ୟ
@secretagent4705
@secretagent4705 Ай бұрын
Immediately suspend
@harekrushnagiri7687
@harekrushnagiri7687 Ай бұрын
Yess
@roosterboy-k8p
@roosterboy-k8p Ай бұрын
ସାମ୍ବାଦିକ ଭାଇ ହେଇଛି କି 🍷🍷🍷 🤣🤣
@Chandan.....2682
@Chandan.....2682 Ай бұрын
କୋଟା ରେ job ଦେଲେ ଏମିତି ଅବସ୍ଥା ହୁଏ।
@priyankaofficialmusic1740
@priyankaofficialmusic1740 Ай бұрын
Chal hat
@Chandan.....2682
@Chandan.....2682 Ай бұрын
@priyankaofficialmusic1740 ??
@maheshkumardharua5020
@maheshkumardharua5020 Ай бұрын
Kota katha Kahani be
@maheshkumardharua5020
@maheshkumardharua5020 Ай бұрын
Samaste saman nuha
@dasarathamarandi2984
@dasarathamarandi2984 Ай бұрын
Tu ma giha besi Gyan de na
@lenka4me937
@lenka4me937 Ай бұрын
On DUTY DRINK 😊🎉
@ChandrasekharSanta-r8l
@ChandrasekharSanta-r8l Ай бұрын
ଏମିତି ପୋଲିସ କୁ sabada କରିବା ପାଇଁ ନକ୍ସଲ ଜନ୍ମ ନେଇଥିଲେ. କିନ୍ତୁ ପୋଲିସ କୁ ବଞ୍ଚାଇବାକୁ ଯାଇ ଆମର ଭାରତୀୟ ନିରୀହ ଯବାନ ଅନେକ ସହିଦ ହେଇଗଲାଣି 😥😥🙏
@mangulicharanjena7380
@mangulicharanjena7380 Ай бұрын
Please cm step nia
@swainyoutuber9324
@swainyoutuber9324 Ай бұрын
Bhala hoichhi
@chittaranjanchakra35
@chittaranjanchakra35 Ай бұрын
ମୋହନ ଭାଇ କୁ video ପଠାଇ ସେ ଶଳା କୁ suspention କରାଯାଉ
@Debendradas-r8c
@Debendradas-r8c Ай бұрын
ବାହା ବାହାରେ ଆମ ରାଜ୍ୟର ପୋଲିଶ
@subasnayak1510
@subasnayak1510 Ай бұрын
କନେଷ୍ଟବଲ ଟା କିଛି ଦିନ ପାଇଁ ସସ୍ପେଣ୍ଡ ହେଇଯିବ ସାମ୍ବାଦିକ ଟା ବି ଗଲୁଆ ଟା
@starmohapatra
@starmohapatra 26 күн бұрын
ହୀନ ସାମ୍ବାଦିକତା ଆଉ କିଛି ନୁହେଁ।
@gourisankarSethi
@gourisankarSethi Ай бұрын
Sambadik Bhai 😂😂😂😂 . Kie abhadrami Karuchi. Bhai News miluniki. 😂😂😂😂😂😂😂😂😂😂😂😂
@BadalBadalrock
@BadalBadalrock Ай бұрын
😮❤ dekha re
@ddcreations9974
@ddcreations9974 Ай бұрын
ଶୃଙ୍ଖଳା ରକ୍ଷକ ନିଜେ ଶୃଙ୍ଖଳା ଭାଙ୍ଗୁଛି ..... ସାମ୍ବାଦିକ ମାନଙ୍କୁ ଅନୁରୋଧ ଯେ ଏଭଳି ପୋଲିସ ମାନଙ୍କ ଅସଲି ଚେହେରା ନିହାତି ଭାବରେ ସର୍ବସାଧାରଣ ଙ୍କ ନିକଟ କୁ ଆଣନ୍ତୁ
@rinkukisu7911
@rinkukisu7911 Ай бұрын
ପୋଲିସ ହେଲା ଛୋଡ଼ି ହେଇଗଲା ବାଡ଼ଅ, ମଦ ପିଇକି ଛୋଡ଼ି ହବୁ duty ରେ ମଦ ପିଇକି roll କରୁଛୁ, ମାଡ଼ ଦରକାର
@minasahoo9290
@minasahoo9290 Ай бұрын
Police ଚାକିରି କିଏ ଦେଲା , ଏଟା ଗୋଟେ ଦଲାଲ vali ଦେଖାଯାଉଛି,
@AsishGhosh-e3j
@AsishGhosh-e3j Ай бұрын
Jay Mahan
@ଅଭୟ
@ଅଭୟ Ай бұрын
ସରକାର ର ସଚେତନ ଅଭାବ
@ODIACRIMESTORYOFFICIAL
@ODIACRIMESTORYOFFICIAL Ай бұрын
Immediately action neba darkar
@bighnaraajstudio
@bighnaraajstudio Ай бұрын
ଅଧିକାରୀ ବିଚାର କରିବା ଉଚିତ୍
@dilipharichandan4042
@dilipharichandan4042 Ай бұрын
ନବୀନ ପୋଲିସ
@Krishna77787
@Krishna77787 Ай бұрын
Nabin Pattnaik bhabuthiba He Bhagvan ...jaha jie kahila Mate soduchanti loke😂😂
@rameshsabat2367
@rameshsabat2367 Ай бұрын
It's B J D SARKAR POWER IT'S PAST SARKAR SINCE 24YEAR YEARS OLD😎
@odiastories9832
@odiastories9832 Ай бұрын
New govt re jadi jane job paisarila pare Drinks kare Ta Mane kan mohan sarkar dayee hebe ki? Naveen babu kan emananku ethipain job deithila ki emane drinks karantu boli?
@JayadrathaBehera-u6i
@JayadrathaBehera-u6i Ай бұрын
Odisha police responsible 🙏
@Skgbul470
@Skgbul470 Ай бұрын
ଦେଶି ମଦ ର କମାଲ. ବିନା ଚାଖଣା ରେ.
@movishub182
@movishub182 Ай бұрын
ପଇସା ଦେଇକି ଚାକିରି କଲେ ଏମିତି ହୁଏ 😅
@balajipanigrahi906
@balajipanigrahi906 Ай бұрын
Drunk police ku only suspend hoo action cm.mohon majhi sir
@loveandfeelings5788
@loveandfeelings5788 Ай бұрын
Police babunka nuabarsara pake ta neichhi but sambadikanku asalt,au behavior bahut dukha dayak.❤❤❤❤❤
@Radhakanta_Music_Official
@Radhakanta_Music_Official Ай бұрын
ମୋର୍ ସମିଆଁ ଓଡ଼ିଶା ର ନମ୍ବର୍1ନିୟୁଚ୍ ଚେନାଲ୍,ନିବେସ୍ ପାଣଗ୍ରାହୀ ଆଜ୍ଞା ଙ୍କୁ ❤😊🙏
@ganesh_m.18
@ganesh_m.18 Ай бұрын
Chepest OP 😅..!!!
@Foodsecurities
@Foodsecurities Ай бұрын
Sabu bhul SP ra ..se IG ..DIG ku bi daru naahi..😂😂😂😂
@AnadiMohanty-f6b
@AnadiMohanty-f6b Ай бұрын
ଓଟିଭି କ୍ୟାମେରାରେ କୟେଦ ହୋଇଥିବା ଘଟଣା , ଯାହାଵି ହେଉ ,,,, କିନ୍ତୁ ଓ ଟିଭି ପ୍ରତିନିଧି ମାନେ ଅଧିକ ସଂଖ୍ୟାରେ ଦେଖେଇ ହେଉଛନ୍ତି ଟିକିଏ ଭାବିବା ହେଉ ତାପରେ ସୁଟିଂ ଚାଲୁ , ଜୟ ଜଗନ୍ନାଥ ସ୍ବାମୀ
@bharatkisathiallkingc.m196
@bharatkisathiallkingc.m196 Ай бұрын
Bhalo auu
@MANOJ-p4u
@MANOJ-p4u Ай бұрын
ଏହି ଶଳାକୁ ବାହାର କର
@PuguluPugilivlogs
@PuguluPugilivlogs 24 күн бұрын
Sambadika bai nku mora salaam
@BirenDhir-i7n
@BirenDhir-i7n Ай бұрын
Suspended
@ODIACRIMESTORYOFFICIAL
@ODIACRIMESTORYOFFICIAL Ай бұрын
ଏହି ଭଳି ଲୋକକୁ ଚାକିରି ମିଳୁଛି କିନ୍ତୁ ଆମ ମାନଙ୍କୁ ଚାକିରି ମିଳୁ ନାହିଁ 🤣
@niharbhuyan9545
@niharbhuyan9545 Ай бұрын
Bahut mast
@DibakaraTandi-yu9me
@DibakaraTandi-yu9me Ай бұрын
Mor samiya❤ ର ଦରକାର ଥିଲା ଏମିତି ପୋଲିସ୍ babu କୁ
@sarbebhabantusukhinahah
@sarbebhabantusukhinahah Ай бұрын
Otv balaku bhala heichi 😅😅😅 jemiti madua police semiti abhadra media balaa😅😅😅
@Jaleswara
@Jaleswara Ай бұрын
ମଦୁଆ ପୋଲିସ୍ ର ଚାକିରି ଗଲାରେ ଭାଇ
@prabinakumarjena1452
@prabinakumarjena1452 Ай бұрын
ଚାକିରୀ ରୁ suspend କରାଯାଉ and immedietly arrest କରାଯାଅ ଦୃଂକେର police ku
@shahbaazmohammad1982
@shahbaazmohammad1982 Ай бұрын
Otv ku thik hai e chi
@somanathmahanta4739
@somanathmahanta4739 Ай бұрын
ପୋଲିସ ତ ଆରେଷ୍ଟ ହେବା ଦରକାର ମେଡ଼ିଆ କୁ ବି ଧନ୍ୟବାଦ ଭାଇ
@mn6036
@mn6036 Ай бұрын
Suspended him
@sikankajal143
@sikankajal143 Ай бұрын
Hospital re ate jore awaz kariba thik ta ?otv bilaku jauni chasi nku dekhauni nija swartha pain media ra faida uthia hauchi
@bijayramsenapati
@bijayramsenapati Ай бұрын
ଅରାଜକତା, ଚାରିଆଡ଼େ ଘୋର ଅରାଜକତା 😢😢
@surenkumarmohanty1895
@surenkumarmohanty1895 5 күн бұрын
I love u meamdia bhai❤
@deepakkumarbehera5418
@deepakkumarbehera5418 Ай бұрын
ଆସ୍କା 80 😂😂😂😂😂
@Rajeshkumar-pe2yy
@Rajeshkumar-pe2yy Ай бұрын
Se media balaku au 2ta darkar thila
@chakradharasahoo5948
@chakradharasahoo5948 Ай бұрын
Emergency out him post
@chikunchiku5587
@chikunchiku5587 Ай бұрын
Reporter ra behave vala laguni.....😮😮
@SatyapriyaDas-t8w
@SatyapriyaDas-t8w Ай бұрын
Ready
@bhupalchandrapujhari7377
@bhupalchandrapujhari7377 Ай бұрын
ଦାଦାଗିରି ପୋଲିସ ବାବୁ
@dillipnayak1185
@dillipnayak1185 Ай бұрын
Suspend karakau police officer ku
Woman opposes excise dept raid in Mohana
4:05
OTV
Рет қаралды 1,7 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 23 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 16 МЛН
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 3,5 МЛН
Mom Hack for Cooking Solo with a Little One! 🍳👶
00:15
5-Minute Crafts HOUSE
Рет қаралды 23 МЛН