Tap to unmute

ପ୍ରାଚୀ ଉପତ୍ୟକାର ମଉଡମଣୀ 🙏

  Рет қаралды 892

Unleash the Devil

Unleash the Devil

Күн бұрын

Пікірлер: 24
@vuncupyrdvb6026
@vuncupyrdvb6026 7 ай бұрын
Jay Baba Shovaneswar 🙏
@UnleashtheDevil85
@UnleashtheDevil85 7 ай бұрын
🙏
@anilsilu
@anilsilu 7 ай бұрын
Bahut sunder vlog...so informative....keep it up....
@UnleashtheDevil85
@UnleashtheDevil85 7 ай бұрын
Thanks a lot
@sweetgirlpinkul2612
@sweetgirlpinkul2612 7 ай бұрын
ଆମେ ଜାଗର କୁ ଶୋଭନେଶ୍ୱର ଯାଇଥିଲୁ। ଏହା ପ୍ରଥମ ଥର ପାଇଁ ଆପଣଙ୍କ ଚ୍ୟାନେଲ ରେ ୟୁଟ୍ୟୁବରେ ପହଞ୍ଚିଲା ।
@UnleashtheDevil85
@UnleashtheDevil85 7 ай бұрын
Thanks
@sweetgirlpinkul2612
@sweetgirlpinkul2612 7 ай бұрын
@@UnleashtheDevil85 wellcome
@riteshrout1974
@riteshrout1974 7 ай бұрын
Very nice Bhai ati sundar lagila
@UnleashtheDevil85
@UnleashtheDevil85 7 ай бұрын
Thanks
@riteshrout1974
@riteshrout1974 7 ай бұрын
Har har Mahadev 🙏🙏🙏
@soumyaranjansahoo2308
@soumyaranjansahoo2308 6 ай бұрын
Thank you so much ate sundar Mandi dekhiki mana bhari gala
@UnleashtheDevil85
@UnleashtheDevil85 6 ай бұрын
Thanks
@sudarshanpradhan606
@sudarshanpradhan606 7 ай бұрын
Apana haripur ra paschimabhimukhi sambhu baba pratapeswar nka pithara vlog karantu (chilka)
@UnleashtheDevil85
@UnleashtheDevil85 7 ай бұрын
Ok
@banaranjanmohanty2127
@banaranjanmohanty2127 4 ай бұрын
ଜୟ ବାବା ଶୋଭନେଶ୍ୱର 🙏ଯାହା ହେଉ ଭାଇ ଆପଣ ପ୍ରାଚୀ ଭ୍ୟାଲି ଭିଡ଼ିଓ ପୋଗ୍ରାମ କରି ଆମ ଏରିଆ ର ବହୁତ ପ୍ରାଚୀନ କୀର୍ତ୍ତି ରାଜି କୁ ଲୋକଲୋଚନ କୁ ଅଣିଥିବାରୁ ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ 🙏 ମୁଁ ଆପଣଙ୍କ ପ୍ରାଚୀ ଭ୍ୟାଲି ର ସମସ୍ତ ଭିଡ଼ିଓ ଦେଖିଛି, ଜୟଦେବ ପୀଠ ରେ ଆପଣ ଜୟଦେବ ଙ୍କର ବାସସ୍ଥଳୀ ଓ ତାଙ୍କର ମୂର୍ତ୍ତୀ ପୂଜା ହେଉଥିବା ସ୍ଥାନ ହେଖେଇଲେନି l ବହୁତ ବହୁତ ଧନ୍ୟବାଦ 🙏
@UnleashtheDevil85
@UnleashtheDevil85 3 ай бұрын
🙏
@AshokaManjariNayak
@AshokaManjariNayak 6 ай бұрын
ପ୍ରାଚୀ ର ଦ୍ଵାଦଶ ଶମ୍ଭୁ ଙ୍କ ଭିତରେ ଅନ୍ୟତମ ଶ୍ରୀ ଶ୍ରୀ ଶୋଭନେଶ୍ଵର ମନ୍ଦିର ଏକ ଗଙ୍ଗ ବଂଶୀୟ କୀର୍ତ୍ତି। ଆପଣ ଭୁଲବଶତଃ ଗଙ୍ଗା ବଂଶୀୟ ବୋଲି କହିଛନ୍ତି। ଇଂରାଜୀ ରେ ଅବଶ୍ୟ ବନାନ ସମାନ। ଏହା ପୂର୍ବେ ପୁରୀ ର ଏମାର ମଠ ର ଅଧୀନରେ ଥିଲା। ମନ୍ଦିର ର ନାମକରଣ ଏହାର ସ୍ଥପତି ଶୋଭନ ଙ୍କ ନାଁ ରୁ ହେଇଥିବାର ଜନଶ୍ରୁତି ଅଛି।
@UnleashtheDevil85
@UnleashtheDevil85 6 ай бұрын
Thik, mun English re padhi odia re translation kare. Pila dine padhichi odia re ganga bansha kintu gote flow re kahila bele e truti hue.
@samirsethi9747
@samirsethi9747 7 ай бұрын
କଣ ତମେ ଏତେ ଦିନ ହେଲା କୁଆଡେ ଯାଇଥିଲ ତମରି ଭିଡିଓ ଆସୁନଥିଲା ସତରେ ଭଲ ଲାଗୁନଥିଲା ଏବେ ଆସୁଛି ତମରି ଭିଡିଓ ମୁଁ ଦେଖୁଛି ଭାରି ଭଲ ଲାଗୁଛି ସତ ବହୁତ ଭଲ ❤❤❤❤❤
@UnleashtheDevil85
@UnleashtheDevil85 7 ай бұрын
Video chalichi na
@diptimayamishra6975
@diptimayamishra6975 7 ай бұрын
Bhai shishuannta matha ku jantu please
@UnleashtheDevil85
@UnleashtheDevil85 7 ай бұрын
Jibi next time
@narasingaraokanapaka3541
@narasingaraokanapaka3541 7 ай бұрын
Location pl
@UnleashtheDevil85
@UnleashtheDevil85 7 ай бұрын
maps.app.goo.gl/9SDjwRVockE13nmD6?g_st=ic
ନିଆଳୀମାଧବ ନାମରେ ଖ୍ୟାତ 🙏
17:02
So Cute 🥰 who is better?
00:15
dednahype
Рет қаралды 18 МЛН
VIP ACCESS
00:47
Natan por Aí
Рет қаралды 20 МЛН
小丑女COCO的审判。#天使 #小丑 #超人不会飞
00:53
超人不会飞
Рет қаралды 11 МЛН
Berber Empires: Zirids, Almoravids and Almohads DOCUMENTARY
22:58
Kings and Generals
Рет қаралды 550 М.
Morning view ଟା ଅଲଗା ପ୍ରକାର ❤️
15:39
Unleash the Devil
Рет қаралды 301
Varanasi Street Photography Under Pressure + POV + Tips & Ideas
13:08
Abhishek Scariya
Рет қаралды 16 М.
The Khazars - Jewish Turkic Nomads Of The Eurasian Steppe
18:19
The Histories
Рет қаралды 263 М.
Baba goda lokanath mandira 29/01/2024 monday🙏#jaybabalokanath #khordha
4:59
ଜଗନ୍ନାଥ ଙ୍କ ଆଶ୍ରିବାଦ 🙏jagannath dham odissa 🙏
Рет қаралды 618
ଅତ୍ୟନ୍ତ ସୁନ୍ଦର ଓ ମନୋରମ ❤️
14:09
Olasuni Gumpha|Jajpur|ଓଳାଶୁଣୀ ଗୁମ୍ଫା|
29:27
Insight Odisha
Рет қаралды 12 М.
So Cute 🥰 who is better?
00:15
dednahype
Рет қаралды 18 МЛН