ପ୍ରଚଣ୍ତ ରୌଦ୍ରତାପରେ ଜଳକ୍ରୀଡାରେ ମହାପ୍ରଭୁ | Mahaprabhunka Jalakrida | Dr. Ashutosh Prasad Mishra

  Рет қаралды 3,210

ODISHA 365

ODISHA 365

Ай бұрын

ପ୍ରଚଣ୍ତ ରୌଦ୍ରତାପରେ ଜଳକ୍ରୀଡାରେ ମହାପ୍ରଭୁ
Jagannath Mahima Quiz 24 at the end of this video.
ଆମ ଜଗନ୍ନାଥଙ୍କୁ ଆମେ କେତେ ଜାଣିଛେ ୨୪
----------------
Srimandirare Keunthi Jalakrida Mandap Rahichi?
---------------
Dr. Ashutosh Prasad Mishra
Ama Jagannathanku Ame Kete Janiche 24
Odisha 365
----------
ଭିଡ଼ିଓଟିକୁ ଆପଣଙ୍କ ବନ୍ଧୁ ପ୍ରିୟଜନ ଓ ପରିବାରବର୍ଗଙ୍କୁ ସେୟାର କରିବାକୁ ଭୁଲିବେନି |
If You Like Our Content
Join this channel to Support our work:
/ @odisha365
#odisha365 #AmaJagannathankuAmeKeteJaniche #drashutoshprasadmishra #jagannath #jagannathmahimaquiz #jalakridamandap #srimandira #puri #krishna #jagannathpuri

Пікірлер: 78
@RudraprasadMaharana-jw9wc
@RudraprasadMaharana-jw9wc Ай бұрын
ଶ୍ରୀ ମନ୍ଦିର ବେଢା ଭିତରେ ଥିବା ସୂର୍ଯ୍ୟ ଦେବ ଙ୍କ ର ଚୈତ୍ର ଶୁକ୍ଳ ଷଷ୍ଠୀ ଦିନ ରଥ ଯାତ୍ରା ହୁଏ। ଏହାର ଅନ୍ୟ ନାମ ସୌର ଗୁଣ୍ଡିଚା ବା ଚୈତ୍ର ଗୁଣ୍ଡିଚା।ଏହି ଦିନ ସୂର୍ଯ୍ୟ ଙ୍କ ର ପୂଜାର୍ଚନା କରାଯାଇ କ୍ଷୀର କାକରା ସହ ପାଞ୍ଚ ଉପଚାର ରେ ମଣୋହି କରା ଯାଏ 🙏🙏🙏
@anilkusahoo33539
@anilkusahoo33539 Ай бұрын
ଜୟ ଜଗନ୍ନାଥ ସ୍ବାମୀ 🙏⭕‼️⭕🙏 ଶ୍ରୀମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ର ଷଷ୍ଠୀ ତୀଥିରେ ଅନୁଷ୍ଠିତ ହୋଇଥାଏ ଜୟ ଜଗନ୍ନାଥ 🙏⭕‼️⭕🙏
@sunita30022
@sunita30022 Ай бұрын
ଜୟ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଦିନ ଅନୁଷ୍ଠିତ ହୋଇଥାଏ। ଏହା ଶ୍ରୀମନ୍ଦିର ପରିସର ରେ ଅନୁଷ୍ଠିତ ହୁଏ, ସୂର୍ଯ୍ୟ ଦେବଙ୍କ ରଥଯାତ୍ରା ବା ସୌର ରଥଯାତ୍ରା ; ଏହାକୁ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା କୁହାଯାଏ। ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟଦେବ ଙ୍କ ପ୍ରତିମା ରଥ ରେ ବସି ଭିତର ବେଢା ପରିକ୍ରମା କରନ୍ତି, ସନ୍ଧ୍ୟା ଧୂପ ନୀତି ବଢ଼ି ସାରିବା ପରେ ସୂର୍ଯ୍ୟଦେବ ଙ୍କୁ ପଞ୍ଚାମୃତ ରେ ମହାସ୍ନାନ କରାଯାଏ ଏବଂ ଏହା ପରେ ସୂର୍ଯ୍ୟଦେବ ଙ୍କୁ ପଞ୍ଚଉପଚାର ରେ ଭୋଗ ଲାଗି ହୁଏ। 🙏
@bhalchandramishraxf1747
@bhalchandramishraxf1747 Ай бұрын
ଶ୍ରୀ ମନ୍ଦିରରେ ଚୈତ୍ର ଗୁଣ୍ଡିଚା "ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ ।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
@subhrajitswain8904
@subhrajitswain8904 Ай бұрын
ଶ୍ରୀ ମଣିମା ଙ୍କର ଜୟ ହେଉ 🙏 ,ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର ରେ ଅନୁଷ୍ଠିତ ହୋଇଥାଏ, ଜୟ ଜଗନ୍ନାଥ ସ୍ଵାମୀ 🙏
@rahaskumar19
@rahaskumar19 Ай бұрын
ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ 🙏
@mausumiswain7569
@mausumiswain7569 Ай бұрын
ଜୟ ଜଗନ୍ନାଥ 🙏ଶ୍ରୀମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ.. ଜୟ ଜଗନ୍ନାଥ 🙏
@Trupti-Sahoo235
@Trupti-Sahoo235 Ай бұрын
ଜୟ ଜଗନ୍ନାଥ ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ ।
@trilochanrout219
@trilochanrout219 Ай бұрын
ମଣିମା ମହାବାହୁ ବଳିୟାର ଭୁଜ କୋଟି କୈବଲ୍ୟ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଦ ପଦ୍ମରେ ଏ ଅଧମ୍ମ ର କୋଟି କୋଟି ପ୍ରଣାମ 🌹🙏🙏🙏🙏🌹 ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ରେ ଅନୁଷ୍ଠିତ ହୋଇଥାଏ, ବର୍ଷକୁ ପାଞ୍ଚଗୋଟି ଗୁଣ୍ଡିଚା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ, ଆଷାଢ଼ ଶୁକ୍ଳ ଗୁଣ୍ଡିଚା, ଆଶ୍ଵିନ ରେ ଦୁର୍ଗାମାଧବ ଉପାସନା ଶାକ୍ତ ଗୁଣ୍ଡିଚା, ମାଘମାସ ଶୁକ୍ଳ ପକ୍ଷ ତିଳ ସପ୍ତମୀ ରେ ସୈାର ଗୁଣ୍ଡିଚା, ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥି ରେ ଚୈତ୍ର ଗୁଣ୍ଡିଚା ଓ ନବକଳେବର ସମୟରେ ଗୁପ୍ତ ଗୁଣ୍ଡିଚା ଅନୁଷ୍ଠିତ ହୋଇଥାଏ, ଚୈତ୍ର ଗୁଣ୍ଡିଚା ରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ନିତି ପରେ ସୂର୍ଯ୍ୟ ଦେବଙ୍କୁ ପଞ୍ଚାମୃତ ରେ ସ୍ନାନ କରାଯାଇଥାଏ ଏହାପରେ ସୁର୍ଯ୍ୟ ମନ୍ଦିର ରେ ଥିବା ରୋଷଘରେ ପ୍ରସ୍ତୁତ ହୋଇଥିବା କୋରା ଖିରି କାକରା ଓ ଲଡୁ ପ୍ରସାଦ ସୂର୍ଯ୍ୟ ମନ୍ଦିର ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଭୋଗ ଲାଗିଥାଏ, ଏହାପରେ ମହାପ୍ରଭୁଙ୍କ ବିଜେପ୍ରତିମା ଜଗମୋହନ ରୁ ସାତ ପାହାଚ ଦେଇ ଏକ ସ୍ବତନ୍ତ୍ର ରଥରେ ବିରାଜିତ ହୁଅନ୍ତି ଓ ଶ୍ରୀମନ୍ଦିର ବେଢା ପରିକ୍ରମା କରନ୍ତି, ମହାପ୍ରଭୁ ବିଶ୍ୱବାସୀଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ଜୟ ଜଗନ୍ନାଥ 🌹🙏🙏🙏🙏🌹
@ShradhanjaliMohapatra-nz5pi
@ShradhanjaliMohapatra-nz5pi Ай бұрын
ଚୈତ୍ର ଶୁକ୍ଳ ଷଷ୍ଠୀ ତିଥିରେ ଚୈତ୍ରଗୁଣ୍ଡିଚା ଅନୁଷ୍ଠିତ ହୁଏ ।
@odiatokabapun2523
@odiatokabapun2523 Ай бұрын
ଶ୍ରୀମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ର ଶୁକ୍ଳ ଷଷ୍ଠୀ ତୀର୍ଥରେ ଅନୁଷ୍ଠିତ ହୋଇଥାଏ ଜୟ ଜଗନ୍ନାଥ 🙏🙏🙏
@madhusmitamohanty8320
@madhusmitamohanty8320 Ай бұрын
ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନ ଚୈତ୍ର ଗୁଣ୍ଡିଚା ଅନୁଷ୍ଠିତ ହୁଏ। ଜୟ ଜଗନ୍ନାଥ 🙏
@sandeepkumarnanda
@sandeepkumarnanda Ай бұрын
ମହାପ୍ରଭୁ ଙ୍କ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରେ ପାଳିତ ହୁଏ। ଜୟ ଶ୍ରୀ ଜଗନ୍ନାଥ ମଣିମାଙ୍କର ଜୟ ହେଉ।
@Lipkumar123
@Lipkumar123 Ай бұрын
ଜୟ ଜଗଦୀଶ ହରେ❤❤❤🙏🙏🙏ାା ଜୟ ହରି ଶ୍ରୀହରି ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏 ାା
@sibanandarauta4219
@sibanandarauta4219 Ай бұрын
ଜୟ ଜଗନ୍ନାଥ, ଚୈତ୍ର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ହୁଏ
@AJJAYQJNUMEROLOGY
@AJJAYQJNUMEROLOGY Ай бұрын
Jay sree Jagannath Mahaprabhu tumara jaya hau prabhu 🙏
@skrushnareddy6796
@skrushnareddy6796 Ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଓମ୍ ନମଃ ଶ୍ରୀ ଜଳ କ୍ରୀଡା ନମଃ ଓମ୍ ନମଃ ଶ୍ରୀ ମଦନ ମୋହନ ନମଃ ଓମ୍ ନମଃ ଶ୍ରୀ ରାଧା ମାଧବ ନମଃ ଓମ୍ ନମଃ ଶ୍ରୀ ଶୁ ଦେବୀ ନମଃ ଓମ୍ ନମଃ ଶ୍ରୀ ଭୁ ଦେଵୀ ନମଃ ଓମ୍ ନମଃ ଶ୍ରୀ ଦୂର୍ଗା ମାଧବ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🪔🥀🌅🌅🌷🌹🌸🌻🍁🌼🌼💐🌺💮🌸🌸🍁🍁💐💐🌺💮🪔🥀🥀🌅🌷🌿🌹🏵️🙏🙏🕉️🪔🪔🥀🌅🌅🌷🌹🌸🌻🍁🌼💐🌺💮⭕‼️⭕
@smitamishra2599
@smitamishra2599 Ай бұрын
Mahaprabhu he tamaku koti koti pranam 🙏🏻🙏🏻🙏🏻🙏🏻 Pranam Bhaina 🙏🏻
@tapaskumarpradhan7375
@tapaskumarpradhan7375 Ай бұрын
Lord of the Beginning Sri Maha Ganapati, Lord of the Multiverse Sri Mahaprabhu Jagannath, Protector of the Multiverse Sri Hanuman, Guardian of the Multiverse Sri Kaalbhairav and Mother of the Cosmos Maa Lalita Maha Tripurasundari ko mera koti koti sastang dandvat pranam Jai Jai Sri Maha Ganapati Jai Jai Maa Lalita Maha Tripurasundari Jai Jai Maa Adi Parashakti Jai Jai Jagat Maa Mahamaya Jai Jai Jagat Pita Sadashiv Jai Jai Kaalbhairav Jai Jai Mahakaal Jai Jai Mahakaali Jai Jai Mahavishnu Jai Jai Mahalakshmi Jai Jai Brahmadev Jai Jai Maa Mahasaraswati Jai Mahaprabhu Nirakar Param Brahma Jai Jai Mahaprabhu Jagannath Maryada Purushottam Ram Teri Sada Jai Ho Bhagwan Ram Lakshman Janki Jai Bole Mahakaal ki Jai Jai Sri Ram Jai Jai Sri Janki Jai Jai Sri Krishna Jai Jai Sri Radhe Jai Jai Sri Kalki Jai Jai Sri Vaishno Jai Jai Sri Balabhadra Jai Jai Bharat Jai Jai Hind Bharat Maa ki Jai
@ritamohanty7997
@ritamohanty7997 Ай бұрын
❤ JayJagannath ❤ChaitraMasaShasteere❤ JayJagannath ❤
@rakeshkumarkhatua1200
@rakeshkumarkhatua1200 Ай бұрын
ଜୟ ଜଗନ୍ନାଥ ମହାରାଜ 🙏
@smitamahalik9180
@smitamahalik9180 Ай бұрын
ଶ୍ରୀ ରାଧା
@user-xi8eb8tz3g
@user-xi8eb8tz3g Ай бұрын
Jay Mahaprabhu Jay Jay shree Mahaprabhu 🙏🙏🙏❤️❤️♥️
@snehalatasahoo6020
@snehalatasahoo6020 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ❤🙏
@qi82
@qi82 Ай бұрын
Omm jay shree jagannatha hare hari omm
@SudamSwain-oy9iw
@SudamSwain-oy9iw Ай бұрын
ଜୟ ଜଗନ୍ନାଥ
@Litu905
@Litu905 Ай бұрын
Jay shree Jagannath mahaprabhu 🙏🙏🙏🙏
@milansahu8713
@milansahu8713 Ай бұрын
Jai jai jagannath 🪷🪷🪷🪷🪷🪷🪷🪷🪷❤❤❤❤❤❤❤
@user-ww5zj6jb6x
@user-ww5zj6jb6x Ай бұрын
Jai shree jagannath 🕉️🙏⭕❗⭕🙏
@piyushranjanmeher4181
@piyushranjanmeher4181 Ай бұрын
Jay Jagannath 🙏🙏🙏 Chaitra sukla sasthi
@ArunKumar-nx3kr
@ArunKumar-nx3kr Ай бұрын
Jay Jagannath mahabahu
@monalisarout2207
@monalisarout2207 Ай бұрын
ମହାପ୍ରଭୁ ହେ ❤❤❤
@sabitasahoo714
@sabitasahoo714 Ай бұрын
ଜୟ ଜଗନ୍ନାଥ🙏🙏
@rashmitapanda3166
@rashmitapanda3166 Ай бұрын
Jai shree jagannath 🙏🙏🙏
@swadhinmishra9440
@swadhinmishra9440 Ай бұрын
ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଅନୁଷ୍ଠିତ ହେଇଥାଏ ଯାହା ସମଗ୍ର ବିଶ୍ୱରେ ସୌର ଗୁଣ୍ଡିଚା ବା ଚୈତ୍ର ଗୁଣ୍ଡିଚା ନାମରେ ବିଦିତ।। ଜୟ ଜଗନ୍ନାଥ
@sushreedash4109
@sushreedash4109 Ай бұрын
Jay Jagannath 🙏🙏🙏🙏🌹🙏
@saritapanda4814
@saritapanda4814 Ай бұрын
JAY JAGANNATH JAY JAGANNATH JAY JAGANNATH🌹🙏🙏 ⭕❗⭕🙏🙏🌹
@peacepoint3
@peacepoint3 Ай бұрын
ଚୈତ୍ର ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ପରିସରରେ ସୂର୍ଯ୍ୟଦେବଙ୍କର ରଥଯାତ୍ରା ବା ସୌର-ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାକୁ ‘ଚୈତ୍ରଗୁଣ୍ଡିଚା' ବା 'ସୌର-ଗୁଣ୍ଡିଚା' କୁହାଯାଏ। ଏଥିରେ ଶ୍ରୀମନ୍ଦିର ବେଢ଼ାରେ ପୂଜିତ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର ବେଢ଼ା ପରିକ୍ରମା କରିଥାଆନ୍ତି।କ୍ଷୀର କାକରା ଭୋଗ ଆଦି ପଞ୍ଚ ଉପଚାର ପଦ୍ଧତି ରେ ନିବେଦିତ ହୁଏ।ଏତତଭିର୍ଣ୍ଣ ଶୈବ ଗୁଣ୍ଡିଚା, ଶ୍ରୀଗୁଣ୍ଡିଚା, ଶାକ୍ତ ଗୁଣ୍ଡିଚା ଓ ଗୁପ୍ତ ଗୁଣ୍ଡିଚା ମଧ୍ୟ ପାଳନ କରାଯାଏ ।
@pravaskar4895
@pravaskar4895 Ай бұрын
ଜୟ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିର ରେ ସୌର ଗୁଣ୍ଡିଚା ଚୈତ୍ର ଶୁକ୍ଳ ଷଷ୍ଠୀ ରେ ଅନୁଷ୍ଠିତ ହୋଇଥାଏ
@user-fb5kp3mi1u
@user-fb5kp3mi1u Ай бұрын
Jay Shree Jagannath ❤️❤️🙏🙏
@rajiblochanpanigrahi2814
@rajiblochanpanigrahi2814 Ай бұрын
ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥ୍‌ରେ ଅନୁଷ୍ଠିତ ହୋଇଥାଏ ।
@cluenesspartha7791
@cluenesspartha7791 Ай бұрын
ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥୀ, ରୋହିଣୀ ନକ୍ଷତ୍ର ଦିନ ହୋଇଥାଏ .... Jay Jagannath Mahaprabhu ⭕‼️⭕
@pramilapani9960
@pramilapani9960 Ай бұрын
JAY JAGANNATH🙏❤🙏❤
@jayshrijagannath1627
@jayshrijagannath1627 Ай бұрын
Jay shree jagannath Swami ❤️
@milanmaharana683
@milanmaharana683 Ай бұрын
Jay Jagannath 🙏
@rajshreedas6501
@rajshreedas6501 Ай бұрын
Jay shree jagannath 🙏
@bandanaseth5985
@bandanaseth5985 Ай бұрын
Jay Jagannath 🥰🙏
@anjanamishra5544
@anjanamishra5544 Ай бұрын
ଜୟ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻. ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ଷଷ୍ଠୀ ତିଥି ରେ ପାଳନ ହୁଏ. ଆଜି ମୁଁ ପ୍ରଥମ ଥର ଓଡ଼ିଆ ରେ ଲେଖିଲି
@bibhutiroul1506
@bibhutiroul1506 Ай бұрын
Jai Jagannth Jai Maa Laxmi...
@JyotiSahoo-zi5bv
@JyotiSahoo-zi5bv Ай бұрын
ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ସୂର୍ଯ୍ୟଦେବ ଙ୍କ ର ଚୈତ୍ର ଶୁକ୍ଳ ଷଷ୍ଠୀ ଦିନ ରେ ସୌର ଗୁଣ୍ଡିଚା ଅନୁଷ୍ଠିତ ହୋଇଥାଏ । ଜୟ ଜଗନ୍ନାଥ🙏
@priyankamohapatra1647
@priyankamohapatra1647 Ай бұрын
ମୋ ଜଗନ୍ନାଥ ସ୍ୱାମୀଙ୍କ ଶ୍ରୀ ଚରଣ କମଳ ତଳେ ଅନନ୍ତ କୋଟି କୋଟି ପ୍ରଣାମ
@srijagannath2871
@srijagannath2871 Ай бұрын
ଶ୍ରୀ ମନ୍ଦିର ରେ ଚୈତ୍ର ଗୁଣ୍ଡିଚା ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରେ ହୋଇଥାଏ 🙏 ଜୟ ଜଗନ୍ନାଥ ସ୍ଵାମୀ 🙏
@skrushnareddy6796
@skrushnareddy6796 Ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଶ୍ରୀ ମଦନ ମୋହନ ନମଃ ଓମ୍ ନମଃ ଶ୍ରୀ ରାଧା ମାଧବ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🪔🥀🌅🌅🌹🌸🌻🍁🌼💐💮🪔🥀🥀🌅🌷🌹🌸🌻🌻🍁🌼💐🌺💮💮⭕‼️⭕
@srijagannath2871
@srijagannath2871 Ай бұрын
🙏 ଜୟ ଜଗନ୍ନାଥ ସ୍ଵାମୀ 🙏
@ch.abhijeetachary2164
@ch.abhijeetachary2164 Ай бұрын
Jay Jagannath!! Shri Mandira re Chaitra Shukla sasthi tithi re bhagaban Surjya Narayan nka Saura Gundicha Anusthita hue
@Mantu_world
@Mantu_world Ай бұрын
ଜୟ ଜଗନ୍ନାଥ, ଶ୍ରୀ ମନ୍ଦିର ରେ ଦକ୍ଷିଣ ଗୃହ ଓ ଭଣ୍ଡାର ଗୃହ କେଉଁଠି ଅଛି l ଆଉ ଶ୍ରୀ ମନ୍ଦିର ରେ ମନ୍ଦିର ଭିତରେ କେତୋଟି ବିଗ୍ରହ ଅଛି, ଯଥା :- ରାମ, ମଦନ ମୋହନ,କୃଷ୍ଣ,ଶୟନ ଦେବତା ଆଉ କିଏ ଅଛନ୍ତି
@prakasinidas8188
@prakasinidas8188 Ай бұрын
ହେ ମଣିମା ମହାବାହୁ 🌹❤️🙏❤️🌹
@lalitaprabhabehera458
@lalitaprabhabehera458 Ай бұрын
ଜୟ ଜଗନ୍ନାଥ କାଳିଆ ସାଆନ୍ତ ହେ ।
@AbhiKumar-do3rr
@AbhiKumar-do3rr Ай бұрын
ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଏହା ଅନୁଷ୍ଠିତ ହୋଇଥାଏ ।
@socialvision6771
@socialvision6771 Ай бұрын
ପଣା ସଂକ୍ରାନ୍ତି
@adityadr9982
@adityadr9982 Ай бұрын
Chaitra sukla sasti thiti jai jagannath
@sonaliisspeaking
@sonaliisspeaking Ай бұрын
ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଚୈତ୍ର ମାସର ଷଷ୍ଠୀ ତିଥିରେ ଅନୁଷ୍ଠିତ ହୋଇଥାଏ।
@purnachandramallik4875
@purnachandramallik4875 Ай бұрын
ଚୈତ୍ର ମାସ, ଶୁକ୍ଳ ପକ୍ଷ, ଷଷ୍ଠୀ ତିଥିରେ ଶ୍ରୀମନ୍ଦିର ପରିସର ମଧ୍ଯରେ ଚୈତ୍ର ଗୁଣ୍ଡିଚା ବା ସୌର ଗୁଣ୍ଡିଚା ( ସୂର୍ଯ୍ଯଦେବଙ୍କ ରଥଯାତ୍ରା) ଅନୁଷ୍ଠିତ ହୋଇଥାଏ। ଏହି ତିଥିରେ ସୂର୍ଯ୍ଯଦେବଙ୍କ ବିଜେ ପ୍ରତିମା ରଥରେ ବସି ବେଢା ପରିକ୍ରମା କରିବା ସହ ସନ୍ଧ୍ଯାଧୂପ ନୀତି ବଢିବା ପରେ ବିଜେ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଯାଇ ବେଶ ହେବାସହ କ୍ଷୀରି,କାକେରା,ଲଡୁ ଇତ୍ଯାଦି ଲାଗିହୋଇ ପଞ୍ଚୋପଚାରରେ ପୂଜା ବଢିଥାଏ। 😘😘ଶ୍ରୀ ଜଗନ୍ନାଥ😘😘
@yashjena3126
@yashjena3126 Ай бұрын
Shree mandira bhitare surya narayanka chaitra gundicha ba saura gundicha , chaitra masa ra sukla pakhya ra saathi tithi re anusthita hue❤jay jagannath🙏
@chandrachudadas1065
@chandrachudadas1065 Ай бұрын
Durga astami
@sagarikamaharatha9210
@sagarikamaharatha9210 Ай бұрын
Chaitra sukla sasthi tithire soura gundicha ba chaitra gundicha anusthita hoithae
@papumajhi5541
@papumajhi5541 Ай бұрын
Chaitra sukla sasthi Surya narayana nka Soura gundicha anustita hue
@rajeshpradhan3591
@rajeshpradhan3591 Ай бұрын
Chaitra sukla sasti tithi
@leezabehera5539
@leezabehera5539 Ай бұрын
Chaitra sukla sathi
@mamunikundu9309
@mamunikundu9309 Ай бұрын
Chaitra shukla astami
@hifystore4553
@hifystore4553 Ай бұрын
Jai Shree Jagannath🙏🙏🙏
@shekharmahapatra6067
@shekharmahapatra6067 Ай бұрын
Jay jagannath🙏🙏🙏
@bhagyalatapanda2910
@bhagyalatapanda2910 Ай бұрын
Jay jagannath 🙏🏻🙏🏻
New model rc bird unboxing and testing
00:10
Ruhul Shorts
Рет қаралды 27 МЛН
Пранк пошел не по плану…🥲
00:59
Саша Квашеная
Рет қаралды 6 МЛН
Why Is He Unhappy…?
00:26
Alan Chikin Chow
Рет қаралды 29 МЛН
New model rc bird unboxing and testing
00:10
Ruhul Shorts
Рет қаралды 27 МЛН