କାଳିଆର ଲୀଳା କିଏବା ବୁଝିବ! Jagannath Mahima | Dr. Ashutosh Prasad Mishra | 2016 Niladri Bije Incident

  Рет қаралды 235,108

ODISHA 365

ODISHA 365

Күн бұрын

Пікірлер
@biratparida2289
@biratparida2289 8 ай бұрын
ସେ ତ ଭକତ ଭାବରେ ବିନ୍ଧାରେ ସେ ତ ଭକତ ଜୀବନ ଧନ❤❤❤❤❤
@arunsahoo175
@arunsahoo175 Жыл бұрын
ଭାଇ କି ସୁନ୍ଦର ତୁମେ, କି ଭାଷା, କି ସବ୍ଦ, କି ପରିପ୍ରକାଶ,ଜୟ ଜଗନ୍ନାଥ
@pranatiification
@pranatiification 2 жыл бұрын
ଆପଣଂକ ବକ୍ତବ୍ଯ ଅତୀବ ହୃଦୟ ସ୍ପର୍ଶୀ। ଅନୁଭୂତି ଶ୍ରବଣ କରି ବିହ୍ବଳିତା ହେଲି। ଜୟ ଜଗନ୍ନାଥ ସ୍ବାମୀ 💐🌹🙏🏼🙏🏼🌹💐
@rakeshkumarchandel9970
@rakeshkumarchandel9970 Жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🌹🙏🙏🙏
@SpeakwithDivyanka
@SpeakwithDivyanka 3 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ... 🙏🙏🙏 ODISHA 365 ଙ୍କୁ ଅନେକ ଅନେକ ଧନ୍ୟବାଦ. ଅତି ସୁନ୍ଦର ଆପଣଙ୍କ ପ୍ରୟାସ..
@banacreations1102
@banacreations1102 2 жыл бұрын
ମହାଶୟ ଶ୍ରୀଯୁକ୍ତ ଆଶୁତୋଷ ବାପା.. ଆପଣଙ୍କର ବିବରଣୀ ହେଉ ଯେ କୌଣସି ଉପସ୍ଥାପନା ହେଉ ମୋତେ ସବୁ କିଛି ଶୁଣିବାକୁ ବହୁତ ଭଲ ଲାଗେ.. ଆଜି ନ ତାରିଖ ଶୁକ୍ରବାର.. ଆମେ ବା ମୁଁ u. S. A. ରେ ବର୍ତ୍ତମାନ ରହୁଥିବାରୁ. Okla homa. Still water.. ରେ ଆଠ ତାରିଖ ରାତି ଦଶଟା ପୂର୍ବରୁ ଜଗନ୍ନାଥ ଙ୍କ ବିଷୟରେ ଶୁଣି ଲି. ବହୁତ ଖୁସି ଲାଗିଲା ଜଗନ୍ନାଥ ଙ୍କ କୃପାର ଅନୁଭୂତିକୁ ପ୍ରକାଶ କରିବା ଉଚିତ କି ପ୍ରଶ୍ନ ଟି ଅବଚେତନ ମନରେ ଉଙ୍କି ମାରୁ ଥିଲା. ଆପଣଙ୍କ ଠାରୁ ଉତ୍ତର ପାଇଗଲି.. ଗୋରା ଭକ୍ତ ମାନଙ୍କ ବିଷୟରେ ଶୁଣିଲି. ଆପଣ ଙ୍କର ଅନୁଭୂତି ଚେତନା ରାଜିକୁ ରସାଣିତ କଲା. ଅପୂର୍ବ ମହାପ୍ରଭୁଙ୍କର ଲୀଳା ଶୁଣି ଧନ୍ୟ ହେଲି. ଏ ଉତ୍ତରଣ ବୟସରେ ପ୍ରଭୁଙ୍କକଥାମୃତ ଏ କର୍ଣ୍ଣ ଶୁଣୁଥାଉ. ଜୟ ଜଗନ୍ନାଥ.. ବନ ଲତା ମିଶ୍ର..7855043349
@snehalatasahu5163
@snehalatasahu5163 3 жыл бұрын
ସେ ତ ଭକତ ଭାବରେ ବନ୍ଧା ରେ ସେ ତ ଭକତ ଜୀବନ ଧନ
@diptirekhagouda3089
@diptirekhagouda3089 3 жыл бұрын
ମହାଶୟ ଆପଣଙ୍କ ଉପସ୍ଥାପନ ଶୈଳୀ ବହୁତ ସୁନ୍ଦର ଥିଲା, ଆଉ ପ୍ରଭୁ ଜଗନ୍ନାଥ ତ ମଧୁଆ ଦିଅଁ, ଭକ୍ତ ର ମନକୁ କେମିତି ଜାଣିପାରିବେ ନି କୁହତ,
@shyamapriyaju4977
@shyamapriyaju4977 2 жыл бұрын
ଜୟ ଜଗନ୍ନାଥ 🙏🌹💐 ରାଧେ ରାଧେ 🙏🙏💐 ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏💐🌿☘️🌹
@aadhikari7615
@aadhikari7615 2 жыл бұрын
ଆଶୁତୋଷ ଭାଇ ନମସ୍କାର🙏 ଆପଣଙ୍କ ମୁହଁରୁ ମହାପ୍ରଭୁଙ୍କ କଥା ଯେତେ ଶୁଣିଲେ ଆହୁରି ଅଧିକ ଶୁଣିବାକୁ ଇଛା। ଦୟାକରି ପ୍ରେତ୍ୟକ ଦିନ ଏହି ଭଳି ସୁନ୍ଦର କଥା ଆମକୁ ଶୁଣାନ୍ତୁ। ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@gourishankarmishra929
@gourishankarmishra929 3 жыл бұрын
ପ୍ରକୃତରେ ସେ ଭାବଗ୍ରାହୀ ଭକ୍ତ ର ଜଗନ୍ନାଥ। ବହୁତ ଚମତ୍କାର। ଜୟ ଜଗନ୍ନାଥ।
@jharanapradhan7836
@jharanapradhan7836 3 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ🙏🙏🙏............. କାଳିଆରେ ତୋର ଲୀଳା ତୋତେ ହିଁ ଜଣା।ସମସ୍ତଙ୍କ ଉପରେ ତୋର କୃପା ଦୃଷ୍ଟି ଏମିତି ରହିଥାଉ।
@sabitapanigrahi4406
@sabitapanigrahi4406 3 жыл бұрын
Jai jagannath 🙏🙏🙏🙏 କୃପାମୟ କାହା ଉପରେ କେତେବେଳେ କୃପା କରିବେ ସେକଥା ତାଙ୍କୁ ହିଁ ଜଣା.
@nrupatiniharsial3286
@nrupatiniharsial3286 3 жыл бұрын
ଅପାର ତୁମ୍ଭର ମହିମା ନାମ କୃପା ବାରିଧି, ଅଖିଳ ବ୍ରହ୍ମାଣ୍ଡ ମଧ୍ୟରେ ତୁମ୍ଭ ନାମ ପ୍ରସିଦ୍ଧି।। ନାହିଁ ନାହିଁ କାହିଁ ନାହିଁ, ଏମିତି ସାଆନ୍ତ ଆଉ କୋଉଠି ନାହିଁ। କୋଉଠି ଅଛି ଏମିତିକା ଠାକୁର ♥️♥️♥️
@bharatidhir7454
@bharatidhir7454 2 жыл бұрын
ହେ ପ୍ରଭୁ ଜଗନ୍ନାଥ ବଡ଼ ବିପଦ ରୁ ରକ୍ଷା କରିଦେଲ
@agneyasahoo8697
@agneyasahoo8697 Жыл бұрын
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା
@sabitaprusty5240
@sabitaprusty5240 3 жыл бұрын
ଜୟ ଜଗନ୍ନାଥ ଜୀବନ ଉପରେ କରୁଣାର ବାରି ବରଷି ଦିଅ ହେ କଳା ଗୋସାଇଁ
@ranjankumarsethy7184
@ranjankumarsethy7184 3 жыл бұрын
ତୁମେ ଲୀଳାମୟ l ତୁମ ବିନା ଗତିନାହିଁ କି ମୁକ୍ତିନାହିଁ l ଜୟ ଜଗନ୍ନାଥ ମହାପ୍ରଭୁ l🙏🙏🙏🙏🙏
@sarojinidas3352
@sarojinidas3352 3 жыл бұрын
ହୃଦୟ ର ଭାବ ରାଜ୍ୟ ରେ ମହାପ୍ରଭୁ ଏକନିଷ୍ଠ ଭାବ ବିଳୋଦିଆ ଅଧିଶ୍ବର। ସେ ମୂରଲୀ ଫୁଙ୍କା, ତୁଳସୀ ରସିଆ ,ଭକତରଙ୍କା।ଜୟ ଜଗନ୍ନାଥ ।
@sanghamitradas8419
@sanghamitradas8419 2 жыл бұрын
Jay Jagannath
@smitapattnaik3000
@smitapattnaik3000 3 жыл бұрын
ହେ ମହାପ୍ରଭୁ ଆପଣ ଅନନ୍ୟ🙏🙏 ଜୟ ଜଗନ୍ନାଥ ସ୍ୱାମୀ🙏🙏🙏🙏
@sagarparida9090
@sagarparida9090 3 жыл бұрын
ଜୟ ଜଗନ୍ନାଥ ଜୟ ମଣିମା
@pujabehera8025
@pujabehera8025 Жыл бұрын
ମୋ ହୃଦୟ ଆପଣଙ୍କୁ ନମସ୍କାର ଆସୁତୋସ ଭାଇ ,ଜଗନ୍ନାଥ ଙ୍କ ରଚନା ଶୁଣି ହୃଦୟ କୁ ଛୁଇଁଲା ମୋ ଆଖିରେ ଲୁହ ଆସିଗଲା 🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ
@roshnimohapatra1523
@roshnimohapatra1523 Жыл бұрын
ଜୟ ଜଗନ୍ନାଥ 🙏 ସବୁରି ମନର ସେ ଯେ କାଳିଆ ଠାକୁର, ତାର ଶ୍ରୀ ଚରଣେ ମୋର କୋଟିଏ ଜୁହାର।🙏
@subhalaxmi.dezy.5647
@subhalaxmi.dezy.5647 2 жыл бұрын
ମୋ ପ୍ରଭୁ ଜଗନ୍ନାଥ 🙏🏻🙏🏻🙏🏻ସେ ଯେ କମଳା କାନ୍ତ 🙏🏻🙏🏻🙏🏻🙏🏻ଜୟ ଜଗନ୍ନାଥ 😥😭😢🙏🏻🙏🏻🙏🏻
@chinmayeepradhan2806
@chinmayeepradhan2806 3 жыл бұрын
Bhaina apana jebe jagannath mahima upasthapana karanti mora bhakti re munda nai pade au mu bi apananka mukha nishruta bani sunibi boli aneiki basuchi Jai jagannath
@soumyaranjanojha7466
@soumyaranjanojha7466 3 жыл бұрын
କରି କରାଉ ଥାଏ ସେହି, ତା ବିନୁ ଆନ ଗତି ନାହିଁ! 🙏🙏🙏
@meghnatgarnayak7039
@meghnatgarnayak7039 3 жыл бұрын
ମହାପ୍ରଭୁ ସବୁ କରି ପାରିବେ।
@Shyemshyama
@Shyemshyama 2 жыл бұрын
ଧନ୍ୟ ! ଧନ୍ୟ ! ଧନ୍ୟ ! ଲୋମହର୍ଷଣକାରୀ ଲୀଳା , ଯୁଗେ ଯୁଗେ ଭକ୍ତ ପାଇଁ ଏମିତି ଲୀଳାଖେଳା କରୁଥାନ୍ତୁ ପ୍ରଭୁ , ଆପଣଙ୍କୁ କୋଟି ପ୍ରଣାମ l ଏ ଚ୍ୟାନେଲ ମାଧ୍ୟମରେ ମହାପ୍ରଭୁଙ୍କର ଏ ଅପୂର୍ବ ଲୀଳା ଗାଥା ଶ୍ରବଣ କରିପାରିଥିବାରୁ ପ୍ରସାରଣକାରୀଙ୍କୁ ମଧ୍ୟ ବିନମ୍ର ପ୍ରଣାମ 🙏
@jagannathmahima2023
@jagannathmahima2023 3 жыл бұрын
ମୁଁ ବହୁତ୍ ଦିନ ଧରି ଅପେକ୍ଷା କରିଥିଲି, ଆଶୁତୋଷ ଭାଇନା ଙ୍କୁ, ତାଙ୍କ କଥା ରେ ମହା ପ୍ରଭୁ ଙ୍କ ଉପସ୍ଥିତି ସ୍ପଷ୍ଟ ବାରି ହୁଏ, ଓଡ଼ିଶା ୩୬୫ ଚାନେଲ କୁ ଅଶେଷ ଅଶେଷ ଧନ୍ୟବାଦ, 🙏🙏🙏🙏🙏🙏🙏🙏👍
@subhammishra1801
@subhammishra1801 3 жыл бұрын
ସତରେ ପ୍ରଭୁଙ୍କ ଲୀଳା ମହାନ 🙏🙏🙏🙏🙏
@soumyaranjannayak7980
@soumyaranjannayak7980 3 жыл бұрын
ବହୁତ ସୁନ୍ଦର ଲାଗିଲା,, ସତରେ ଜଗନ୍ନାଥଙ୍କ ମହିମା ସମ୍ପୂର୍ଣ୍ଣ ଅଲଗା 🙏🙏🌷🌷ଧନ୍ୟ ତୁମର ଲୀଳା ଭାବ ବିନୋଦିଆ ପ୍ରଭୁ
@susamabalakamila7163
@susamabalakamila7163 2 жыл бұрын
FyfyfyfyfyfyffyfyyfyyfyyfyyyfyfyyyfyfyfyfyyfyfyyyyfydyyyyyfyfyyyfyfyyyyyfyyyfyfyyfyyyffyyfyyyffyYfdffyyy Yffyyyyyfyyyyfyyyfyyyyfyfyfyfyfffyffyfyf
@manmathghosal2397
@manmathghosal2397 3 жыл бұрын
Sir nice story and nice information ...... Jay Jagannath 🙏🙏🙏
@rasmitamaharathy6734
@rasmitamaharathy6734 3 жыл бұрын
Jai Jagannath swami nayan patha gami bhaba tume 🙏🙏🙏🙏🌹🌹🌹🙏🙏🙏🙏🙏
@bibhutipradhan2289
@bibhutipradhan2289 2 жыл бұрын
ପ୍ରଭୁ ଆପଣଙ୍କ ଭାଷା, ଶବ୍ଦାବଳି, ପରିବେକ୍ଷଣ, ହୃଦୟସ୍ପର୍ଶୀ
@NiranjanSethi-e3i
@NiranjanSethi-e3i 10 ай бұрын
ଆଶୁତୋଷ ବାବୁ ଆପଣଭାଗ୍ୟବାନ ଆମ ଭଳିପାପି ମାନଙ୍କୁ ମହାପ୍ରଭୁ ଙ୍କକଥା ଶୁଣାଉ ଛନ୍ତି ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
@madhuchhandamishra8449
@madhuchhandamishra8449 Жыл бұрын
Your expression and tone is very sweet.I like your way of description about lord Jagannath
@kanhudas6736
@kanhudas6736 3 ай бұрын
ଶତରେ ଭାଇ ମହାପ୍ରଭୁ ଜଗନ୍ନାଥ ଙ୍କ କଥା ଆପଣଙ୍କ ମୁହଁରୁ ଶୁଣି ବାକୁ ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ 🚩🚩🚩
@studypoint1280
@studypoint1280 3 жыл бұрын
Ati sundar upastapan 👌👌
@hemalinbiswal472
@hemalinbiswal472 3 жыл бұрын
Mahaprabhu hey tuma shreepayara're koti koti pranam🙏🙏🌹🌹
@mamatapattanayak5854
@mamatapattanayak5854 3 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏
@shrikhetrabhumi5526
@shrikhetrabhumi5526 3 жыл бұрын
Jay Jagannath mahaprabhu🙏🙏🙏🙏
@ODISHA365
@ODISHA365 3 жыл бұрын
ଜୟ ଜଗନ୍ନାଥ ଭଲ ଲାଗିଲେ ଆପଣଙ୍କ ପ୍ରିୟଜନଙ୍କୁ ସେୟାର କରିବାକୁ ଭୁଲିବେନି।
@pranabbarik9521
@pranabbarik9521 3 жыл бұрын
Jay Jagannath🙏🙏🙏
@jagannathbaba4035
@jagannathbaba4035 3 жыл бұрын
Jay Jagannath baba
@satyanayak4271
@satyanayak4271 3 жыл бұрын
😭😭😭😭😭😭😭😭😭🙏🙏🙏
@ranjeetpradhan6275
@ranjeetpradhan6275 3 жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙌 ହେ... ମହାପ୍ରଭୁ 🌷🛐🌷
@prasadpradhan2463
@prasadpradhan2463 3 жыл бұрын
ଜୟ ଶ୍ରୀ ଜଗନ୍ନାଥ 🌺🙏🌺
@srikantaparija2054
@srikantaparija2054 3 жыл бұрын
Sana Bhai U make my tears out ..U r altime so sweet for my Mahapravu and myself . Stay Blessed with the holy Blessings of Mahapravu Shree Jagannath
@bhupendudas9349
@bhupendudas9349 2 жыл бұрын
@bhaskarprasad5271
@bhaskarprasad5271 3 жыл бұрын
ଆପଣ ଙ୍କ ର ଅଭୟ ଶ୍ରୀ ଚରଣାରବିନ୍ଦେ କୋଟି କୋଟି ବାର ପ୍ରଣାମ ମୋହର 🙏🙏
@swarnalatasahoo8760
@swarnalatasahoo8760 3 жыл бұрын
Jay jagannath sir pranaam
@rajlaxminayak235
@rajlaxminayak235 2 жыл бұрын
Thanksgiving to Odisha 365 Apankar upasthapana saili bahutta he sunder Thank u so much guru bhai.God bless u bhai 🙏🙏🙏 Jai Jagannath swami 🙏🙏🙏❤💐💐💐❤
@anmoldalai5197
@anmoldalai5197 3 жыл бұрын
Se ek matra satya jiye bhakta ra bhabha ku bhala bhabhe bujhiparanti....Jay Jagannath... 🙏🙏🙏🙏🙏
@rajeshmahali7135
@rajeshmahali7135 2 жыл бұрын
ସତରେ ଆଖିରୁ ଅଶ୍ରୁ ବୋହିଗଲା 🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🚩🚩
@rabindranathpradhan4378
@rabindranathpradhan4378 3 жыл бұрын
Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏🙏
@soumyaranjanpradhan552
@soumyaranjanpradhan552 2 жыл бұрын
Uchhakoti ra sabda sanjojana kari bahut sundar bhabare Mahaprabhunka mahimaku byakhya kale aapana. Aapananku bahut bahut dhanyabad bhai
@snehalatasahu5163
@snehalatasahu5163 3 жыл бұрын
ସୁନ୍ଦର ଅନୁଭୂତିର ବହୁତ ସୁନ୍ଦର ଉପସ୍ଥାପନା🙏
@rinkudash9478
@rinkudash9478 2 жыл бұрын
ବହୁତ୍ ସୁନ୍ଦର୍ ବ୍ୟାଖ୍ୟା କରୁଛନ୍ତି ଆଜ୍ଞା 🙏🙏
@sujatahota3169
@sujatahota3169 3 жыл бұрын
JAYA JAGANNATH 🙏🙏🌹 seta vakata vaba re bandha re se ta vakata jeebana dhana😘😘
@ashutoshbehura9635
@ashutoshbehura9635 2 жыл бұрын
Very nice. Apanka Vali loka pai odisha mati garbita.jay jagannath 🙏
@dillipguruji2460
@dillipguruji2460 3 жыл бұрын
ଶ୍ରୀ ଜଗନ୍ନାଥ ଙ୍କ ମହିମା କିଏ ବା ଜାଣିପାରେ । ଉପସ୍ଥାପନା ବହୁତ୍ ସୁନ୍ଦର । ଜୟ ଶ୍ରୀ ଜଗନ୍ନାଥ
@paras1prihan
@paras1prihan 3 жыл бұрын
ଧନ୍ୟ ତୁମେ ଜଗନ୍ନାଥ,ଧନ୍ୟ ତୁମ ଲୀଳା ହେ ପତିତପାବନ ହେ ଦିନଦୟାଲ କୃପାସିନ୍ଧୁ ତୁମ ଲୀଳା ଶୁଣି କୁତାର୍ଥ ମନେକଲି ଧନ୍ୟବାଦ୍ sir
@samantaraysambitdash4330
@samantaraysambitdash4330 Жыл бұрын
Jay Jagannath 🙏🙏.apankara ei bhali Prabhu nka mahima sabu bele sunibaaku milu.🙏
@shantisahoo5652
@shantisahoo5652 Жыл бұрын
🙏🙏Jay Jagannath....bahut sunder anubhuti...Prabhu nkara Jay heu
@abhayamishrs5836
@abhayamishrs5836 3 жыл бұрын
ଜୟ ଜଗନ୍ନାଥ। ଧନ୍ୟ ଆପଣଙ୍କ ନିଳା 🙏🙏🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ
@ଗୁରୁକୃପା
@ଗୁରୁକୃପା 3 жыл бұрын
ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏
@tarinisenmohapatra1293
@tarinisenmohapatra1293 3 жыл бұрын
Jai Mahaprabhu Jay Jagannath
@gbnayak6121
@gbnayak6121 3 жыл бұрын
Sir Thank you , prabhu n ka mahima suni mana gad- gad hoi gala. Jai jaggarnath .🙏🙏🙏
@basantipanda7986
@basantipanda7986 2 жыл бұрын
ଆଶୁତୋଷ ଭାଇନା ଭକ୍ତି ପୁତ୍ତ ପ୍ରାଣାମ ! ଆପଣ ଙ୍କ ପ୍ରତି ଟି ଏପିସଡ଼ କୁ ମୂଁ ଧ୍ୟାନ ନାଁ ସହିତ ଶ୍ରବଣ କରେ ଏବଂ ଭାବ ବିହଳ ହୋଇ ଯାଏଁ!! ଜଣେ ଆପଣ ଆଉ ଜଣେ ମୋର ପରମ ଆରାଧ୍ୟ "ସୂର୍ଯ୍ୟ ନାରାୟନ ରଥ ଶର୍ମା " ଙ୍କୁ ମୋର ହୃଦୟରୁ ସନମାନ ଜଣାଉଛି!" ପ୍ରଭୁଙ୍କ କୃପା ଏଇଟା ଭଳି ବର୍ଣ୍ଣନା କରୁ ଥାନ୍ତୁ! 🎉❤🎉*🎉❤ 🎉 🙏🙏🙏🙏🙏🎉
@bhagyalatapradhan4061
@bhagyalatapradhan4061 Жыл бұрын
ଆପଣଙ୍କ ହସ ହସ ମୁଖରେ ଉପସ୍ଥାପନା ଖୁବ୍ ଆନନ୍ଦ ଦାୟକ। ପ୍ରଣାମ!
@Npradhann
@Npradhann 3 жыл бұрын
ଜୟ ଜଗନ୍ନାଥ.... 🙏 sir ଆପଣ ଙ୍କ ଅନୁଭୁତି ଶୁଣି ଆଖିରେ ଖୁସିରେ ଲୁହ ଆସିଗଲା. ଆପଣ ପୁଣି ଶୀଘ୍ର ନୂଆ ଅନୁଭୁତି ନେଇ ଆସନ୍ତୁ. ମହାପ୍ରଭୁ ଙ୍କର କଥା..... କି ଆନନ୍ଦ
@sukantamallick4230
@sukantamallick4230 Жыл бұрын
Jay jagannath sir. Plz give me your contact number. I have important peace of work with you. Jay jagannath
@rajbajaj9815
@rajbajaj9815 Жыл бұрын
Jay Jagannath
@magsirasahu2050
@magsirasahu2050 Жыл бұрын
Jay shree jagannath Swami 🚩🙏🏻🚩🙏🏻🚩🙏🏻🚩🪷🪷🪷🪷🪷📿🛕🪔🔔🌼🌹🌿💗⭕❗⭕🪷🪷🪷
@PGP1985
@PGP1985 Жыл бұрын
Tears came out.. Who can be better than my sweet lord
@krishnamastivlogs3144
@krishnamastivlogs3144 3 жыл бұрын
Apanku bahuta bahuta dhanyabad🙏🙏🙏ehipari ahuri anubhuti mahaprabhu nkar anantu🙏heartly request Odisha 365🙏🙏 jay jagananath jay jagananath jay jagananath 🙏🙏🙏
@birakishorenayak1690
@birakishorenayak1690 3 жыл бұрын
ଅନୁଭୂତିର ଉପସ୍ଥାପନାଟି ହୃଦୟକୁ ଛୁଇଁଲା । ହେ କାଳିଆ ସାଆନ୍ତ ତୁମର ଯୁଗେ ଯୁଗେ ଜୟ ହେଉ ।
@jaydebjena8514
@jaydebjena8514 2 жыл бұрын
ମହାବାହୁ ଜଗତ ଉଦ୍ଧାର ହେଉ...... 🙏💞
@nibeditaswain9843
@nibeditaswain9843 3 жыл бұрын
Really appreciate it🙏
@sikhavlogs3396
@sikhavlogs3396 3 жыл бұрын
Prabhu jay Jagannath 🙏
@binodinimishra4976
@binodinimishra4976 3 жыл бұрын
Sidharth vakti ru"sangita gitika"programme ra description mu regular sunuchhi. Kaliara lila suni bahut bahut vala lagila. Pravu nkara emiti sundar barnanaa dei mugdha karantu
@mamtamahapatro6637
@mamtamahapatro6637 2 жыл бұрын
ATI Sundar Jay Jagannath swami nayan path Gami vhaba tume 🙏🙏🙏
@bhagyabatigantayat297
@bhagyabatigantayat297 Жыл бұрын
Bahut hurdayaswarshi kathamruta.. Eimiti amaku srabana karanntu ⭕❗⭕❤🙏❤Jay Jagannath⭕❗⭕🙏❤🙏❤
@nishikantapal6481
@nishikantapal6481 3 жыл бұрын
ମାୟା ପତି ଙ୍କ ମାୟା କିଏ ବା ବୁଝିବ 🙏🙏🙏🌹🌹❤️❤️❤️
@shibaneepany9958
@shibaneepany9958 7 ай бұрын
ଆଶୁତୋଷ ଭାଇ ତୁମ ଅନୁଭୂତି ଶ୍ରବଣ କରି ବିହ୍ଵଳିତ ହେଲି.ଜୟ ଜଗନ୍ନାଥ ଭାଇ 🙏
@ନରେଶବରାଳ
@ନରେଶବରାଳ 3 жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏♥️🙏♥️🙏♥️♥️♥️🙏🙏🙏🙏
@amitmahalik3521
@amitmahalik3521 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@asispati3701
@asispati3701 3 жыл бұрын
ଚମତ୍କାର ପରିବେଷଣ, ଜୟ ଜଗନ୍ନାଥ 🙏🙏
@pratapkumarpradhan8452
@pratapkumarpradhan8452 2 жыл бұрын
ଧନ୍ଯ ମହାପ୍ରଭୁ🙏🥰🙏 ଧନ୍ଯ ଆପଣ 🙏🥰🙏
@milankumar6181
@milankumar6181 Жыл бұрын
ଜୟ ଜଗନ୍ନାଥ 🙏 ଭାଇ ବିବାହର ଅନେକ ଅନେକ ଶୁଭେଚ୍ଛା🙏
@sujatahota3169
@sujatahota3169 Жыл бұрын
JAYA JAYA SHREE JAGANNATH SWAMI 🙏🌹 Krupasagara karunakara Mahabahu 🙏🙏🌹🌹
@Abinaschannel
@Abinaschannel 3 жыл бұрын
Jay Shree Jagannath Mahaprabhu
@nabakishore4297
@nabakishore4297 3 жыл бұрын
ଜୟ ଜଗନ୍ନାଥ , ମୋ କାଳିଆ ସାଆନ୍ତ କଳା ମଣୀମା ର ମହିମା କାହାକୁ ଅଜଣା ।
@sushreesanjitatripathy3691
@sushreesanjitatripathy3691 2 жыл бұрын
JAY JAGANNATH PRAVU...TUMA LEELA KHALI TUMAKU JANAA PRAVU🙏🙏🙏😭😭😭
@gopalkishoresahoo9338
@gopalkishoresahoo9338 3 жыл бұрын
ଭାଵ ବିନୋଦିଆ ହରି ସେ ତ ଭକ୍ତ ଭାବରେ ବନ୍ଧା🙏🙏🙏♥️♥️♥️♥️♥️🙏🙏♥️♥️♥️
@anilkumardash5926
@anilkumardash5926 3 жыл бұрын
Description of his actions is though secret but not for his followers to tell it before the followers is very very nice.
@prasadnayak5396
@prasadnayak5396 3 жыл бұрын
Jay Jagannath, apananka bhaba, bhakti bhara upasthapana atyanta hrudaysparshi.Abinaswar Shree Jagannath book re apanankar article mu padhichi ae prasanga upare.Mahapravu nka apar krupa prapta apan.
@skbehera8580
@skbehera8580 Жыл бұрын
Explanation of Dr. Ashutosh is excellent 👍
@jyotsnamallick7197
@jyotsnamallick7197 Жыл бұрын
Satare apanaku bahut dhanyawad....jay Jagannath ❤️❤️❤️
@PuspanjaliPandaIAS
@PuspanjaliPandaIAS Жыл бұрын
କେଜାଣି କାହିଁକି ସେ କଳା ମଡ଼ା ଆଖୀ କୁ ଦେଖି ଆଉ କିଛି ଜଣାଣ କରିପାରିଲିନି ସେ ଭାବ ର ଠାକୁର ଶବ୍ଦ ର ନୁହେଁ❤
@debashisguru8101
@debashisguru8101 Жыл бұрын
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@nibeditanayak416
@nibeditanayak416 Жыл бұрын
ଧନ୍ୟ ତୁମେ ଲୀଳାମୟ ଠାକୁର ❤ ତୁମରି ଲୀଳା ରେ ସଂସାର ଚଲେଇଛ
@chhabindramansingh73
@chhabindramansingh73 5 ай бұрын
ଯେଉଁମାନେ କାଳିଆ ମହିମା ଗୁଣ ପ୍ରଚାର ପ୍ରସାର କରି, ଜୀବଜଗତକୁ ଭକ୍ତି ଭାବ ବିତରଣ କରି ଉଦ୍ଧାର କରିବାର ପ୍ରୟାସ କରନ୍ତି ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ 🙏🌹🙏♥️
@prananathshreejagannath5653
@prananathshreejagannath5653 2 жыл бұрын
🙏💘JAY LAKSHMI JAGANNATH 💘🙏 🙏💘HARE KRISHNA 💘🙏
@studypoint1280
@studypoint1280 3 жыл бұрын
Jay jagannath mahaprabhu🙏💕🙏
@Ramsubhalaxmi
@Ramsubhalaxmi 2 жыл бұрын
Bhai Ashutosh mishra tamamu koti koti pranam jay jagannath jay jagannath Jay jagannath
@amarkatha90
@amarkatha90 2 жыл бұрын
He pravu... Tame a sabu gote vakta pain karucha... Dhanya pravu tame... Dhanya tama leela... Koti koti pranam tama vali vakta nku ( dr.) Apana nka e anuvuti mo aakhi ru luha asigala... Dhanyavaad a vdo pain... 🙏😢
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
REAL or FAKE? #beatbox #tiktok
01:03
BeatboxJCOP
Рет қаралды 18 МЛН
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН