ପ୍ରଚୁର ଫୁଲ ଫଳ ପାଇଁ Boron ମାଟିରେ ପ୍ରୟୋଗ କରିବା ନା ସ୍ପ୍ରେକରିବା

  Рет қаралды 55,936

KRUSHI SAMPADA

KRUSHI SAMPADA

Күн бұрын

Пікірлер: 135
@shibanaik4983
@shibanaik4983 3 ай бұрын
Bahut informative thila. Thank you sir.
@nityanandarana2280
@nityanandarana2280 26 күн бұрын
Boron sahita horman misaile kana asubidha heba ki sir
@trailokyanathbehera802
@trailokyanathbehera802 4 сағат бұрын
sir very useful video. please tell how to treat beans i.e fertiliser insecticide pesticide or boron etc at what interval ??
@jkvlogs3252
@jkvlogs3252 9 ай бұрын
ବହୁତ ବଢିଆ , ଜାଣି ନଥିବା କଥା ଜାଣିଲୁ ।
@digambarrout375
@digambarrout375 6 ай бұрын
ସାର ଏବେ ଆମ୍ବଗଛ ଲଗେଇଦେଲି ପତ୍ର ଲାଲ ପଡିଯାଉଛି କଣକରିବି ଦୟା କରି କୁହନ୍ତୁ
@nimaincharanparida4057
@nimaincharanparida4057 8 ай бұрын
Sir please dedicate a video about diseases of coconut farming
@ଅନ୍ତର୍ମନସାହିତ୍ୟମଞ୍ଚପାଟଣାଗଡ଼
@ଅନ୍ତର୍ମନସାହିତ୍ୟମଞ୍ଚପାଟଣାଗଡ଼ 9 ай бұрын
ସୁନ୍ଦର କାର୍ଯକ୍ରମ
@krushisampada
@krushisampada 9 ай бұрын
ଧନ୍ୟବାଦ
@pkchanel4456
@pkchanel4456 9 ай бұрын
Sir ଚିନାବାଦାମ ଚାଷ ବିଷୟରେ କିଛି ତଥ୍ୟ ଦିଅନ୍ତୁ କିପରି ଫୁଲ ଆଉ ଫଳ ଅଧିକ ଆସିବ🙏🙏🙏🙏🙏🙏🙏🙏
@susantjena3558
@susantjena3558 8 ай бұрын
Good news
@Ritik_behera
@Ritik_behera 9 ай бұрын
Sir boron 10.5%ku ame alu, bhendi, kakudi, re kete matrare au ketethara pakeiba
@LaluPrasad-u3x
@LaluPrasad-u3x 4 күн бұрын
Thank you sir
@krushisampada
@krushisampada 4 күн бұрын
So nice of you
@SeshadevMahar
@SeshadevMahar 9 ай бұрын
ଧନ୍ୟବାବଦ୍ ଆଜ୍ଞା
@digambarrout375
@digambarrout375 8 ай бұрын
ସାର ସପେତା ଓ ଆମ୍ବ ବଉଳ ରେ ବୋରନ spryକରିହେବକି
@krushisampada
@krushisampada 8 ай бұрын
ହଁ ଫୁଲ ଆସିବା ପୂର୍ବରୁ ଥରେ ଓ 15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@skashwini1713
@skashwini1713 8 ай бұрын
Sir tarabhuja chasa au alu chasa upare details video banantu
@simanchaladhikari1999
@simanchaladhikari1999 6 ай бұрын
Sir namaste, Saguani gachha kemiti mularu binasa heba. Saguani gachha mulare kana dele gachha pura mularu mariba. Dayakari kite kuhantu
@balarambhoi1185
@balarambhoi1185 9 ай бұрын
Very nice information sir . .
@krushisampada
@krushisampada 9 ай бұрын
Thank you
@amitpradhan1814
@amitpradhan1814 9 ай бұрын
ଶୀତ ଦିନେ ବିନସ୍ ଚାଷ ବିଷୟରେ କୁହନ୍ତୁ ସାର୍,
@sanjaypanda3444
@sanjaypanda3444 9 ай бұрын
Very nice information
@krushisampada
@krushisampada 9 ай бұрын
Thank you
@RubiPradhan-g5o
@RubiPradhan-g5o 9 ай бұрын
Sir kalara ,vendi ,kakudi ,vendi re planofix harmon diajaeparibaki
@krushisampada
@krushisampada 9 ай бұрын
Planofix hormone ସ୍ପ୍ରେ କରି ପାରିବେ।କିନ୍ତୁ ତା ପୂର୍ବରୁ ଜଳସେଚନ କରନ୍ତୁ।4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। କିମ୍ବା Fantac plus lit ପ୍ରତି 1ml ହିସାବରେ ସ୍ପ୍ରେ କଲେ ମଧ୍ୟ ଭଲ ହେବ।
@giridharidandasena4034
@giridharidandasena4034 9 ай бұрын
Lal mankadia matire keun sara dele fasala bhal heba sir
@sapankumarmahakud4316
@sapankumarmahakud4316 6 ай бұрын
କେଉଁ ସମୟରେ ପ୍ରୋୟଗ କରିବା
@jeetendrakumarswain513
@jeetendrakumarswain513 9 ай бұрын
Sir , dhan ra root re alu pari ka dibi dibi heichi kan prayag kariba
@sudhirmishra7837
@sudhirmishra7837 5 ай бұрын
Make a video for mealybug sir
@krushisampada
@krushisampada 5 ай бұрын
Mealy bug ର video ଅଛି ଦେଖି ପାରିବେ
@Shankarsan800
@Shankarsan800 9 ай бұрын
Ameti Sabu prakara ra Nutrients babada Re Video Banantu sir,Kahi Ki na Nua Chashi bhai mane sabu Jani Paribe.❤
@nirmalabehera4771
@nirmalabehera4771 9 ай бұрын
Very nice
@krushisampada
@krushisampada 9 ай бұрын
Thank you
@mstylishlybabu1896
@mstylishlybabu1896 8 ай бұрын
Sir amara dalimba gachha re bahut fula futuchhi kintu gote hele fala rahuni sabu fula jhari paduchhi kan kariba abashyaka please tike kuhantu!!
@krushisampada
@krushisampada 8 ай бұрын
ଡାଳିମ୍ବ ଫସଲ ରେ ପ୍ରତି ବର୍ଷ ସାର ଓ ଅଣୁସାର ପରିଚାଳନା କରନ୍ତୁ।ବର୍ତ୍ତମାନ NPK 0:52:34 lit ପ୍ରତି 5gm ସହିତ ବୋରନ 20%lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac Plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।
@mstylishlybabu1896
@mstylishlybabu1896 8 ай бұрын
@@krushisampada ବହୁତ୍ ବହୁତ୍ ଧନ୍ୟବାଦ୍ sir 🙏🙏🙏
@pradyumnanayak9844
@pradyumnanayak9844 9 ай бұрын
🙏
@pamodpatra2044
@pamodpatra2044 8 ай бұрын
Sir mu 10litar panire kete gobar ,gomutra nimbapatra Debi kuhantu jibamruta tiaripain
@krushisampada
@krushisampada 8 ай бұрын
ଏଥି ପାଇଁ video ପ୍ରସ୍ତୁତ ହୋଇଛି, ଦେଖିପାରିବେ
@birendrabehera-qc7me
@birendrabehera-qc7me 7 ай бұрын
Boran ଅଣୁ ସାର ବିହନ ଭଣ୍ଡାର ରେ ମିଳିପାରିବ କି,?
@deepakseth9006
@deepakseth9006 8 ай бұрын
Sir baegana chash upare gote video karantu
@krushisampada
@krushisampada 8 ай бұрын
ନିଶ୍ଚିନ୍ତ video କରାଯିବ
@SanjayGajendra-sk7wq
@SanjayGajendra-sk7wq 5 ай бұрын
​@@krushisampadasir 🙏ବାଇଗଣ ଗଛ ର କାଣ୍ଡ ବିନ୍ଧା ଆଉ ଫଳ ବିନ୍ଧା ପାଇଁ କୋଉ ମେଡ଼ିସିନ କୁହନ୍ତୁ
@sukanta240
@sukanta240 7 ай бұрын
@simanchalpareda3546
@simanchalpareda3546 9 ай бұрын
Sir kuhantu
@phakirkumarbhue5875
@phakirkumarbhue5875 9 ай бұрын
Sir mun tamatar 1000 Chara lagei chi 25 din heigala n Ken ken sar vitamin dele Val ful fal darba
@krushisampada
@krushisampada 9 ай бұрын
ମୂଳ ସାର ପ୍ରୟୋଗ କରି ଥିଲେ କି ?
@prakashkumarpanda3024
@prakashkumarpanda3024 5 ай бұрын
Sir namaste
@krushisampada
@krushisampada 5 ай бұрын
ନମସ୍କାର
@benudharmohanty7653
@benudharmohanty7653 7 ай бұрын
Sir boran ku dhana bilare kau time re spray karajiba
@krushisampada
@krushisampada 7 ай бұрын
Boron 20% କୁ lit ପ୍ରତି 1gm ହିସାବରେ ଥୋଡ ଆସିବା ପୂର୍ବରୁ ଥରେ ଓ 15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@sukantachandrakhuntia8258
@sukantachandrakhuntia8258 21 күн бұрын
ମାଟି ରେ ବ୍ଳିଚଂ ପ୍ରୟୋଗ କରାଯାଏ କି । ପ୍ରୟୋଗ କରିବାର କେତେ ଦିନ ପରେ ଚାରା ଲଗାଯିବ ।
@krushisampada
@krushisampada 21 күн бұрын
ଜମି ପ୍ରସ୍ତୁତ ସମୟ ରେ ଏକର ପ୍ରତି 4kg Bleaching powder ପ୍ରୟୋଗ କରନ୍ତୁ।ଏହାର 7ଦିନ ପରେ ଚାରା ଲଗାନ୍ତୁ।
@susilkumarpatra1048
@susilkumarpatra1048 9 ай бұрын
Sir fantac plus re boron mix kariki spray karile hebakie ta sahit insecticide
@krushisampada
@krushisampada 9 ай бұрын
Fantac Plus କୁ Boron ରେ ମିଶାଇ ସ୍ପ୍ରେ କରି ପାରିବେ କିନ୍ତୁ ଅଲଗା ସ୍ପ୍ରେ କଲେ ଭଲ ଫାଇଦା ଦେଇଥାଏ।
@susilkumarpatra1048
@susilkumarpatra1048 9 ай бұрын
Sir tomato re adhika phula phala pain kn spray karile heba
@bishnucharansahu8633
@bishnucharansahu8633 9 ай бұрын
ବ ଇ ତାଳୁ ଫୁଲ୍ ଝ୍ ଡୁ ଛି ସାର୍
@krushisampada
@krushisampada 9 ай бұрын
କଖାରୁ ଫସଲ ରେ ମାଈ ଫୁଲ ଓ ଅଣ୍ଡିରା ଫୁଲ ଅଲଗା ଅଲଗା ଫୁଟିଥାଏ।ତେଣୁ ପରାଗ ସଙ୍ଗମ ଠିକ୍ ରେ ନହେଲେ କଷି ଝଡି ଥାଏ।ତେଣୁ ସକାଳ 7-1 0ଟା ସମୟର କୃତିମ୍ ପରାଗ ସଙ୍ଗମ କରନ୍ତୁ। ଏହାକୁ ପରିଚାଳନା କରିବା ପାଇଁ ଫସଲରେ ସାର ଓ ଅଣୁସାର ପରିଚାଳନ କରନ୍ତୁ। NPK 0:52:34 lit ପ୍ରତି 5gm ସହିତ CHAMAK ଅଣୁସାର lit ପ୍ରତି 3gm ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।2ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।ମାଟି ର ବତର ଦେଖି ନିୟମିତ ଜଳସେଚନ କରନ୍ତୁ।ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ପ୍ରୟୋଗ କରନ୍ତୁ।
@simanchalpareda3546
@simanchalpareda3546 9 ай бұрын
ଦେଶି କାଙ୍କଡ ଚାଷ କରାଯାଏ କେମିତୀ କୁହ
@neheruputel4024
@neheruputel4024 9 ай бұрын
Panasa fala sabu jhadi jauchhi upay kuhantu sir 🙏🙏
@krushisampada
@krushisampada 9 ай бұрын
SAAF lit ପ୍ରତି 2gm ବା Amistar top lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ। 2ଦିନ ପରେ Hormone Planofix କୁ 4lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।
@amulyagadatia1569
@amulyagadatia1569 25 күн бұрын
Boron +npk+pojon Mila sktahe
@krushisampada
@krushisampada 24 күн бұрын
ମିଶାଇ ସ୍ପ୍ରେ କରି ପାରିବେ କିନ୍ତୁ ଅଲଗା ସ୍ପ୍ରେ କଲେ ଅଧିକ ଫାଇଦା ମିଳିଥାଏ
@SuvankarPatra-g8c
@SuvankarPatra-g8c 9 ай бұрын
Sar pan fashalara patra bada kariba pani agri humik pakaiba
@krushisampada
@krushisampada 9 ай бұрын
Agri humic spray କରନ୍ତୁ
@kamalalochansahoo8016
@kamalalochansahoo8016 9 ай бұрын
Odc 3 ସଜନା ରେ ଫୁଲ ହୋଇ ଛି ସ୍ପ୍ରେ କଲେ ହବ କି
@krushisampada
@krushisampada 9 ай бұрын
ଅପରାହ୍ନ ସମୟ ରେ Npk ସହିତ ସ୍ପ୍ରେ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@sachidanandapadhan3743
@sachidanandapadhan3743 9 ай бұрын
Sita dinia muga Patra haladia hoiki gachha badhi paruni, au Patra bi chhidra kana hau6i. Kou medicine best use karile bhala heba.
@krushisampada
@krushisampada 9 ай бұрын
ମୁଗ ଫସଲରେ ସହେବି ରୋଗ ଲାଗିଲେ ପତ୍ର ହଳଦିଆ ହୋଇଥାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହାର ବାହକ ଧଳା ମାଛି କୁ ନିୟନ୍ତ୍ରଣ କରନ୍ତୁ।ଅଧିକ ଆକ୍ରାନ୍ତ ଗଛ କୁ ଓପାଡି ନଷ୍ଟ କରନ୍ତୁ। Diafenthuron 50%WP lit ପ୍ରତି 2gm ବା MOVENTO lit ପ୍ରତି 1ml ବା Imidachloprid 30.5%SC lit ପ୍ରତି 0.5ml ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone JIVRAS କୁ lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।ଫୁଲ ଆସିବା ସମୟ ରେ Hormone Fantac Plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@sunilbehera9253
@sunilbehera9253 9 ай бұрын
Muga o china badam phasalare 1acar re 2 kg mula sara rupe prayag karichhu
@raj_odia_shayari
@raj_odia_shayari 6 ай бұрын
Sir lanka fasal re kaanda sadhi jauchi
@krushisampada
@krushisampada 6 ай бұрын
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Amistar top lit ପ୍ରତି 1ml ବା Cuatodia lit ପ୍ରତି 1ml ବା Taqat lit ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@rashmiranjanbehera8944
@rashmiranjanbehera8944 9 ай бұрын
ଗେଣ୍ଡୁ ଚାଷ ପାଇଁ କୋଉ ସାର ଦେବା
@anadidora1803
@anadidora1803 8 ай бұрын
Rasi chasa pai video banantu
@Akshay-q7n
@Akshay-q7n 9 ай бұрын
Sandha guru muga biri surakha kan
@sarojpradhan6095
@sarojpradhan6095 8 ай бұрын
Ambagachhare boron keu samaya re diajiba
@krushisampada
@krushisampada 8 ай бұрын
ବଉଳ ପୂର୍ବରୁ ସ୍ପ୍ରେ କରନ୍ତୁ
@md3300
@md3300 18 күн бұрын
Boron 10.5% dhanaresparekaripariba
@krushisampada
@krushisampada 18 күн бұрын
ଲିଟର ପ୍ରତି 2gm ହିସାବରେ ସ୍ପ୍ରେ କରନ୍ତୁ
@BikashMaharana-w9j
@BikashMaharana-w9j 5 ай бұрын
Sir, Nadia gotama khasi paduchi & Nadia size Chhota heuchhi.Is there any solution for this problem in organic way.please make a vedio.
@krushisampada
@krushisampada 5 ай бұрын
ନଡ଼ିଆ ଗଛ ରେ ପ୍ରତି ବର୍ଷ ଜୈବିକ ସାର, ସାର ଓ ଅଣୁସାର ପରିଚାଳନା କରାଗଲେ ନଡ଼ିଆ କଷି ଝାଡିବ ନାହିଁ ଓ ଭଲ ଫଳ ଆସିବ। ସେଥିପାଇଁ ଗଛ ମୂଳରୁ 2.5ft ଛାଡ଼ି 1ft ଓସାର ଓ 6ଇଞ୍ଚ ଗଭୀର ନାଳ କରନ୍ତୁ।ଗଛ ପ୍ରତି 2ଝୁଡ଼ି ଗୋବର ଖତ ଓ 1kg ନିମ୍ବପଡିଆ ପ୍ରୟୋଗ କରନ୍ତୁ। ସାର ହିସାବରେ ଗଛ ପ୍ରତି DAP 600gm Urea 600gm ଓ Potash 1kg କୁ 2ଭାଗ କରି June -July ରେ ଥରେ ଓ September -october ରେ ଥରେ ପ୍ରୟୋଗ କରନ୍ତୁ।Boron ଅଣୁସାର ଗଛ ପ୍ରତି 200gm ହିସାବରେ ବର୍ତ୍ତମାନ ପ୍ରୟୋଗ କରନ୍ତୁ ।3ବର୍ଷରେ ଥରେ ପ୍ରୟୋଗ କରନ୍ତୁ।ମାଟିର ବତର ଦେଖି ନିୟମିତ ଜଳସେଚନ କରନ୍ତୁ। ଫୁଲ ଆସିବା ସମୟ ରେ Hormone Planofix କୁ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@narottamparida3948
@narottamparida3948 9 ай бұрын
Kakharu adhik pula pai kichi pranali kuhantu
@krushisampada
@krushisampada 9 ай бұрын
ଏଥିପାଇଁ video ପ୍ରସ୍ତୁତ ହୋଇଛି।
@sushilbehera3583
@sushilbehera3583 9 ай бұрын
ଧାନ ଚାଷ ରେ କେବେ ଓ କେତେ ପରିମାଣ ଦରକାର
@krushisampada
@krushisampada 9 ай бұрын
ଧାନ ଫୁଲ ଆସିବା ପୂର୍ବରୁ NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।15ଦିନ ପରେ Boron 20% କୂ lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@bhojarajluhar4105
@bhojarajluhar4105 9 ай бұрын
Kapa chasa re baibahar kari hebaki boron sar
@krushisampada
@krushisampada 9 ай бұрын
ଫୁଲ ଆସିବା ପୂର୍ବରୁ ସ୍ପ୍ରେ କରନ୍ତୁ
@luckymahapatra8184
@luckymahapatra8184 9 ай бұрын
ଯେ କୌଣସି ଅନୁ ସାର spry କରି ହେବ ପରିବା ରେ sir
@krushisampada
@krushisampada 9 ай бұрын
ଆବଶ୍ୟକତା ଅନୁଯାୟୀ ଅଣୁସାର ସ୍ପ୍ରେ କରନ୍ତୁ ବା ମିଳିତ ଅଣୁସାର ସ୍ପ୍ରେ କରନ୍ତୁ।
@anandamahananda-cq7hd
@anandamahananda-cq7hd 9 ай бұрын
ଚିନାବାଦାମ ରେ baron କେତେ ସ୍ପ୍ରେ କରିବା
@krushisampada
@krushisampada 9 ай бұрын
ଫୁଲ ଆସିବା ପୂର୍ବରୁ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
@sameersahu4604
@sameersahu4604 9 ай бұрын
Sir dap urea mop sahita misay ki muga ray spray kari hayba ki
@krushisampada
@krushisampada 9 ай бұрын
Urea ସାର drum ପ୍ରତି 150gm, DAP drum ପ୍ରତି 300gm ଓ potash 150gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ମୁଗ ଫସଲ ର 30-35ଦିନରେ ସ୍ପ୍ରେ କରନ୍ତୁ।ଛୋଟ ଅବସ୍ଥାରେ ସ୍ପ୍ରେ କରନ୍ତୁ ନାହିଁ।
@sameersahu4604
@sameersahu4604 9 ай бұрын
Boron misasy hayba ki
@krushisampada
@krushisampada 9 ай бұрын
@@sameersahu4604 ହଁ Boron ଅଣୁସାର ମିଶାଇ ସ୍ପ୍ରେ କରି ପାରିବେ।
@mitrakisan1433
@mitrakisan1433 9 ай бұрын
Nice video
@krushisampada
@krushisampada 9 ай бұрын
Thanks
@kalpataruswain4970
@kalpataruswain4970 9 ай бұрын
Tamato sahoo March re lagile hebaki?
@krushisampada
@krushisampada 9 ай бұрын
February ମାସରେ ତଳି ପକାଇ ମାର୍ଚ୍ଚ ମାସରେ ଲଗାନ୍ତୁ।
@Prataphati3756
@Prataphati3756 9 ай бұрын
Gua gachharu fala jhadi padibar karan kan?
@krushisampada
@krushisampada 9 ай бұрын
ସାର ଓ Boron ଅଣୁସାର ଅଭାବ।ପ୍ରତି ବର୍ଷ ସାର ଓ Boron ଅଣୁସାର ବ୍ୟବହାର କରନ୍ତୁ।
@KalishBhatra-ot3bg
@KalishBhatra-ot3bg 9 ай бұрын
boron 15 liter panire kete dhokar sir
@krushisampada
@krushisampada 9 ай бұрын
Video ରେ detail ଦିଆଯାଇଛି।Boron 20% 15lit ପ୍ରତି 15gm ବା Boron 10.5% 15lit ପ୍ରତି 30gm
@gulsonmajhi125
@gulsonmajhi125 9 ай бұрын
କମଲା ଗଛରେ ଫୁଲ ସମୟରେ କଣ ସ୍ପେ୍ରେ କରିବା
@krushisampada
@krushisampada 9 ай бұрын
ଫୁଲ ଆସିବା ପୂର୍ବରୁ NPK 0:5234 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac Plus lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@rutuparnasahoo6695
@rutuparnasahoo6695 9 ай бұрын
Moongrea ketea thara pani deba tikea kahibea❤❤❤
@krushisampada
@krushisampada 9 ай бұрын
ମୁଗ ରେ ଅତି କମ ରେ 3ଥର ବା 4ଥର ପାଣି ଦରକାର।ବୁଣିବା ପୂର୍ବରୁ ଥରେ ଫୁଲ ସମୟ ରେ ଫଳ ସମୟର ଥରେ ,ଯଦି ପାଣି ଦେଇ ପାରିବେ 20-25ଦିନରେ ଥରେ ଦିଅନ୍ତୁ।sprinkler irrigation ଭଲ।
@rutuparnasahoo6695
@rutuparnasahoo6695 9 ай бұрын
Very very thanks sir
@manoramapanda4761
@manoramapanda4761 9 ай бұрын
Sir apanka watsp no diantu,kichi question thile answer paibaku subidha heba 🙏🏻
@rashmishikhamuduli243
@rashmishikhamuduli243 9 ай бұрын
ବରନକୁ ପୋକ ମରା ସହ ମିଶାଇ sprey କଲେ ହବ ତ ସାର
@krushisampada
@krushisampada 9 ай бұрын
ହଁ କୀଟନାଶକ ବା fungicide ରେ Boron କୁ ମିଶାଇ ସ୍ପ୍ରେ କରି ପାରିବେ।
@manasranjanbiswal1888
@manasranjanbiswal1888 9 ай бұрын
Apple ଗଛ ଦୁଇ ବର୍ଷ ହେଲାଣି କିନ୍ତୁ ଫୁଲ ଆସୁ ନହିଁ
@krushisampada
@krushisampada 9 ай бұрын
Apple ଗଛ ରେ ପ୍ରତି ବର୍ଷ ସାର ଓ ଅଣୁସାର ପ୍ରୟୋଗ କରନ୍ତୁ ବର୍ତ୍ତମାନ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।3ଦିନ ପରେ Hormone Fantac plus lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସାର ଓ hormone ସ୍ପ୍ରେ କରନ୍ତୁ।
@jyotiranjanpradhan1772
@jyotiranjanpradhan1772 9 ай бұрын
ମୋର ବି ଆପଲ ଗଛ ଅଛି ହେଲେ ମୋର ଗଛ ଲାଗିବାର ଠିକ୍ ୧୧ ମାସ ମାନେ ୨୦୨୩ ମେ ମାସରେ ଫୁଲ ଆସିଥିଲା ହେଲେ ଫଳ ଆସିଲାଣି ।ଦେଖ ଏ ବର୍ଷ କଣ ହେଉଛି
@birendrabhue4908
@birendrabhue4908 14 күн бұрын
Fluning karantu
@bijay529
@bijay529 9 ай бұрын
Sir ଆପଣଙ୍କ ନମ୍ବର ମିଳିବ କି
@mitrabhanusahu5479
@mitrabhanusahu5479 9 ай бұрын
Sir, apnonka ph number tike mili paribo ki??
@krushisampada
@krushisampada 9 ай бұрын
7008498896
@kshitishsamanta7283
@kshitishsamanta7283 8 ай бұрын
Sir mobile number ta dabe ki
@krushisampada
@krushisampada 8 ай бұрын
7008498896
@ajayamalik5976
@ajayamalik5976 2 ай бұрын
Namaskar 🙏 sir Apn nk mob no ta pls send sir
@adarshsantuka007
@adarshsantuka007 9 ай бұрын
How much should be used per acre ?
@krushisampada
@krushisampada 9 ай бұрын
Boron 20% ଏକର ପ୍ରତି 150-200gm ଓ Boron 10.5% ଏକର ପ୍ରତି 300-400gm ସ୍ପ୍ରେ କରନ୍ତୁ।
@adarshsantuka007
@adarshsantuka007 9 ай бұрын
@@krushisampada thank you sir for replying , please make videos on every component used in agriculture farom start to end ,, god bless you
@sanatanswain53
@sanatanswain53 9 ай бұрын
Thank you sir
@krushisampada
@krushisampada 9 ай бұрын
Welcome
@minaketansahoo6642
@minaketansahoo6642 9 ай бұрын
sir sorisa chasa re boron kebe spray kariba
@prabhashbal3453
@prabhashbal3453 8 ай бұрын
Sir dhana tali re total pila aanunahi kana karibi
@krushisampada
@krushisampada 8 ай бұрын
ଏହି video ଦେଖନ୍ତି kzbin.info/www/bejne/mYDVoaWtqZpkjZYfeature=shared
@birendrabehera-qc7me
@birendrabehera-qc7me 7 ай бұрын
Boran ଅଣୁ ସାର ବିହନ ଭଣ୍ଡାର ରେ ମିଳିପାରିବ କି ?
@krushisampada
@krushisampada 7 ай бұрын
Pesticide ଦୋକାନ ରେ ମିଳି ପାରିବ
SISTER EXPOSED MY MAGIC @Whoispelagheya
00:45
MasomkaMagic
Рет қаралды 18 МЛН
Kluster Duo #настольныеигры #boardgames #игры #games #настолки #настольные_игры
00:47
This dad wins Halloween! 🎃💀
01:00
Justin Flom
Рет қаралды 33 МЛН
Ryzen 7 7800X3D больше не топ? #ryzen #AMD
0:54
CompShop Shorts
Рет қаралды 107 М.
Ноутбуки за 50-100$... с нюансом. Что такое Хромбук?
17:40
Рома, Просто Рома
Рет қаралды 138 М.
Кольцо Всевластия от Samsung
1:00
Rozetked
Рет қаралды 844 М.
Gaming phone
0:19
Zain Artifolio
Рет қаралды 8 МЛН
Если вы видите этот USB, бегите! 😨
0:32
EpicShortsRussia
Рет қаралды 95 М.
Самый дорогой iPHONE 16 PRO MAX #shorts
0:58
Арсений Петров
Рет қаралды 3,4 МЛН