Petrol Scam in Bhubaneswar | ପେଟ୍ରୋଲ୍ ପମ୍ପରେ ଠକେଇ,ମାପ ଓଜନରେ ଠକୁଛନ୍ତି ବ୍ୟବସାୟୀ | PrameyaNews7

  Рет қаралды 247,364

Prameya News7

Prameya News7

Күн бұрын

Пікірлер
@Bharatcomedy-apb4
@Bharatcomedy-apb4 Ай бұрын
ଏମିତି ତେଲ ଟାଙ୍କିକୁ ତଦନ୍ତ ପ୍ରକ୍ରିୟାରେ ଅନୁସାରେ ସିଲ କରାଯାଉ
@chintamanijena7885
@chintamanijena7885 Ай бұрын
Kia kariba prasasan support karuchi😅😅😅
@nilamanisahu4910
@nilamanisahu4910 Ай бұрын
❤❤❤❤ ପୋଲିସ ନ୍ୟାୟ ଦେବେ କଣ ଅନ୍ୟାୟ କୁ ସହଯୋଗ କରୁଛି
@haradhanbehera9681
@haradhanbehera9681 Ай бұрын
ଠୋକେଇ ହେଇଥିବା ଲୋକ 100 ଟଙ୍କା ନବ ପୋଲିସ ବାବୁ 10000 ନେଇଥିବ
@loneeswain4332
@loneeswain4332 Ай бұрын
ଏବେବି ପୋଲିସ ଚାମଚା ଗିରି କରୁଛନ୍ତି।
@biswojitnayak5975
@biswojitnayak5975 Ай бұрын
ebe ta bjp karuchi kana chhoduni dekhiba​@@galaxyboy6873
@DharniDharJaypuria-tq8gp
@DharniDharJaypuria-tq8gp Ай бұрын
Very good dada 👍👍
@R.NMURMU-js7sc
@R.NMURMU-js7sc Ай бұрын
ଏଇଟା ସବୁ ଆଡ଼େ ହେଉଛି ଏହାକୁ ଯଥା ଶୀଘ୍ର ସବୁ pertol ପମ୍ପ କୁ ଯାଞ୍ଚ କରାଯାଉ
@kailashnayak7643
@kailashnayak7643 Ай бұрын
Right
@nikhilsahoo3200
@nikhilsahoo3200 Ай бұрын
Thanks to News7
@MINIMOTIVATION6242
@MINIMOTIVATION6242 Ай бұрын
ସରକାର ଙ୍କୁ ଅନୁରୋଧ ଏହା ଏକ ମହା ଦୁର୍ନୀତି, କାରଣ ସବୁଠାରୁ ଅଧିକ ଚାନ୍ଦା ମିଳୁଥିବା ସଂସ୍ଥା ମଧ୍ୟରୁ ପେଟ୍ରୋଲ ପମ୍ପ ମାଲିକ ମାନେ ହେଲ ସେଥିରୁ ଜଣେ ଜଣେ। ସବୁ ପେଟ୍ରୋଲ ପମ୍ପ ଚେକ୍ ହେବା ନିହାତି ଦରକାର୍।।
@jaydhanraj8864
@jaydhanraj8864 Ай бұрын
ସବୁ ପେଟ୍ରୋଲ ପମ୍ପ ରେ ସେଇୟା କହିଲେ ତେଲ ଦେବା ପିଲା ଝଗଡ଼ା କରୁଛନ୍ତି ।
@anupeditz4089
@anupeditz4089 Ай бұрын
ବିଶେଷ କରିକି ଭାରତ ପେଟ୍ରୋଲ ପମ୍ପ ସବୁଆଡେ ସେମିତି କରୁଛି 😡😡😡😡😡😡
@ScavengerYT9
@ScavengerYT9 Ай бұрын
Bhai re Indian ta thu bada chora
@rpsvlog01
@rpsvlog01 Ай бұрын
Hm bhai
@umakantadash762
@umakantadash762 Ай бұрын
@@anupeditz4089 HPCL bi kaam nuhen bhai
@SPD1206
@SPD1206 Ай бұрын
ଏଇଟା ହେଉଛି ଓଡିଶା ର ସବଠୁ ବଡ଼ ଟାଙ୍କି 👌 ଯଦି ଗୋଟେ ପମ୍ପ ରେ 300 ରେ 100 ଲାଭ ତେବେ ଯେତେ ପମ୍ପ ଅଛି କେତେ ଠକେଇ ହେଉନଥିବ??? ଗରାଖ ସାବଧାନ 👍ଆଉ ଗୋଟେ କଥା ଅନ୍ୟ ଟାଙ୍କି ଅପେକ୍ଷା ଏଠି ଲିଟର ପିଛା କିଛି ପଇସା ଏମାନେ ଅଧିକ ନିଅନ୍ତି କାରଣ କଣ ନା ଆମେ ସିଧା ପାରାଦ୍ୱୀପ ରୁ ତେଲ ଆଣୁଛୁ ଧର୍ମ ନସହୁ 👍 କେବଳ ଅଭିଶାପ ଛଡା ଆଉ କିଛି ନାହିଁ 😊
@saiprasannadas9873
@saiprasannadas9873 Ай бұрын
ଏ ଟାଙ୍କି ସବୁଠୁ ଠକ ଟାଙ୍କି, ଥରେ seize ହେଇଥିଲା
@DREAMSTTAR
@DREAMSTTAR Ай бұрын
Bhubaneswar ra kou area
@nilamadhabajena9091
@nilamadhabajena9091 Ай бұрын
ଡମଣା ​@@DREAMSTTAR
@gokulanandabag7447
@gokulanandabag7447 Ай бұрын
ପୁରା ଓଡିଶା ରେ ସମାନ ଅବସ୍ଥା ସବୁ fuel station re ଠକେଇ ହଉଛି ଏହା ଉପରେ ପଦକ୍ଷେପ ନେବା ଦରକାର😢😢😢
@amitavsarangi1883
@amitavsarangi1883 Ай бұрын
ସବୁ ⛽️ pump ରେ scam ଚାଲିଛି.... ନେତା ଓ ମନ୍ତ୍ରୀ ଙ୍କ petrol pump maximum. ସେଥିପାଇଁ ଏସବୁ ଘଟିବାର କାରଣ... officer ମାନେ ସବୁ misichanti
@asutosh501
@asutosh501 Ай бұрын
ସେଥିପାଇଁ ବୋଧେ ପେଟ୍ରୋଲ ପମ୍ପ ଵାଲା ବୋତଲରେ ଦବାକୁ ମନା କରୁଛନ୍ତି
@sanjayseerjansamong4502
@sanjayseerjansamong4502 Ай бұрын
Exactly
@user-mh2py2nc7f
@user-mh2py2nc7f Ай бұрын
କିଛି ଉପାୟ ନାହିଁ ବୋତଲ ଧରି ଯିବାକୁ ପଡିବ
@p.n.mishra8799
@p.n.mishra8799 Ай бұрын
ସବୁଠାରେ ଏହିପରି ଠକାମିର ଶିକାର ହୋଉଛନ୍ତି ଜନସାଧାରଣ। । କିଏ ଜଗିବ 😢😢
@p.n.mishra8799
@p.n.mishra8799 Ай бұрын
ମାପ ଓଜନ ବିଭାଗ ଅଛି ଓଡିଶାରେ ?? ସବୁଠାରେ ଓଜନ ଓ ମାପରେ ଜନସାଧାରଣ ଠକେଇ ଶିକାର ହଉଛନ୍ତି😢😢
@SailendraPaikray
@SailendraPaikray Ай бұрын
Petrol pump owner very well known about this type of fraud as well as govt
@HariSahu-wb4tt
@HariSahu-wb4tt Ай бұрын
ପୋଲିସ ର ପିସି ଅଛି ତୁମେ ଠିକ୍ ତେଲ ଦେଇଛ ୧୦୦ ଟଙ୍କା ଫେରସ୍ତ କରୁଛ କେମିତି ବେଇମାନ ଗୁଡିକ
@mohammedfiroj9333
@mohammedfiroj9333 Ай бұрын
Most of the same cheating accure in most petrol pumps. This is with the knowledge of department of OIL COMPANIES...
@Enthusiast563
@Enthusiast563 Ай бұрын
Sabash bhai. Emiti pratibad hau.
@jivanswarupberdhan6410
@jivanswarupberdhan6410 Ай бұрын
Sabu pretrol pump bala thaku chhanti
@BIJAYKUMANTU
@BIJAYKUMANTU Ай бұрын
ଭୁବନେଶ୍ୱର ରେ ଯେତେ ପେଟ୍ରୋଲ tanki ଅଛି ସବୁ ଠାରୁ ବେକାର tanki ମୁଁ ବି ନିଜେ ଥରେ scam ଶିକାର ହେଇଚି
@akgframe4677
@akgframe4677 Ай бұрын
ଠକେଇ ପେଟ୍ରୋଲ ପୋମ୍ପ ମାନଙ୍କୁ ଲାଇସେନ୍ସ କେନ୍ସେଲ୍ କଲେ ହେବେନି news ଦେଖେଇଲେ କଣ ହେବା
@thefmzproduction1835
@thefmzproduction1835 Ай бұрын
ମାଘିୟ ଓଡିଶା ସରକାର
@tushardas2471
@tushardas2471 Ай бұрын
To bou bia na maghia
@abhishekpattnaikab4388
@abhishekpattnaikab4388 Ай бұрын
ଭାଇ ବାରିପଦା ରେ ବି ଏମିତି ହେଉଛି
@kalyanpanda5885
@kalyanpanda5885 Ай бұрын
ଧନ୍ୟରେ ପୋଲିସ
@manasranjan3418
@manasranjan3418 Ай бұрын
Max petrol pump emiti karuchhanti
@RanjitKumarSingh-v1l
@RanjitKumarSingh-v1l Ай бұрын
ପେଟ୍ରୋଲ ପମ୍ପ ରେ ଯୋଉ କଳା ରଙ୍ଗର ପାଇପ୍ ରେ ତେଲ ଦିଆ ଯାଉଚି ସେଇ କଳା ପାଇପ୍ କୁ change କରା ଯାଉ
@HiralalSahu-bb3hl
@HiralalSahu-bb3hl Ай бұрын
Right Government Chaking Now
@SomnathRout-rc4gu
@SomnathRout-rc4gu Ай бұрын
Consumer court re case file against petrol pump
@asutosh501
@asutosh501 Ай бұрын
ସବୁବେଳେ ନ୍ୟୁଜ ରେ ବାହାରୁଚି କିନ୍ତୁ ଦୁର୍ନୀତି ରୋକାଯାଇପାରୁନାହିଁ ସରକାର କଡା ପଦକ୍ଷେପ ନେବା ଦରକାର
@jyotiprakashnayakjyotiprak5086
@jyotiprakashnayakjyotiprak5086 Ай бұрын
Emiti sachetan heba darkar ❤
@BhimesenMajhi
@BhimesenMajhi Ай бұрын
ଏହି ଘଟଣା ସବୁ ଟାଙ୍କିରେ ହେଉଛି ଆମ ନବାରଙ୍ଗ ପୁର ଜିଲ୍ଲାରେ ମଧ୍ୟ୍ୟ ଏମିତି ଲୁଟୁ ଛନ୍ତି
@srikantasahu1211
@srikantasahu1211 Ай бұрын
କଟକରେ ଥିବା Petrol pump ରେ ମଧ୍ୟ ଏହି ପରି ଲୋକେ ଠକେଇର ଶିକାର ହେଉଛନ୍ତି।
@sivasivasiva098-
@sivasivasiva098- Ай бұрын
ମୋର ଗୋଟେ ଦିନ ବାଇକି ରୁ ତେଲ ସରିଗଲା ହେଲେ ମୁଁ ବୋତଲ ଧରିକି ଗଲି ଭାଇମାନେ ଏ ମାଗିହା ପେଟ୍ରୋଲ ପମ୍ପ ମୋତେ ମନା କରିଲା ମୁଁ ବହୁତ ହେଇରାନ ହେଲି hp ରୁ ଯାଇକି ଚାଲିକି ଆଣିଲି 😭😭 ପୁରା ବଦମାସ ଏ
@dknodiaboy6477
@dknodiaboy6477 Ай бұрын
ମାଗିଆ petrol pump ରେ କେହି କର୍ମଚାରୀ ନଥିଲା ବେଳେ ନିଆଁ ମାରିଦିଅ
@Traveler_RK_7077.
@Traveler_RK_7077. Ай бұрын
Street action against petrol pump... Sabu ade emiti hi hauchii
@tusarpanda5148
@tusarpanda5148 Ай бұрын
ଆରେ ଭାଈ ମାନେ ଭୁବନେଶ୍ୱର ରେ ଗୋଟିଏ ପେଟ୍ରୋଲ ପମ୍ପ ଠକେ ନାହିଁ ବାଣୀବିହାର.... ବାଣୀବିହାର ପେଟ୍ରୋଲ ପମ୍ପ ରେ ସମସ୍ତେ ତେଲ ପକାନ୍ତୁ 😮😮😮😮😮
@SanjibBagarti-d6h
@SanjibBagarti-d6h Ай бұрын
ଏଇ ଅଲାଜୁକ ମନ୍ତ୍ରୀ ମାନଙ୍କ ପାଇଁ ଦଲାଲ୍ ମାନେ ଲୋକଙ୍କୁ ଠକୁଛନ୍ତି
@Bedhuacuttackia
@Bedhuacuttackia Ай бұрын
Thaka Petrol Pumps in Bhubaneswar: 1. Rasulgarh Bharat Petrol Pump ( Petrol pakeibu but petrol padi nathiba ). 2. Soubhagya Nagar Bharat Petrol Pump ( Meter Starts from 10 )
@bibhuprasadmohapatra6941
@bibhuprasadmohapatra6941 Ай бұрын
ପେଟ୍ରୋଲ pump ରେ ପେଟ୍ରୋଲ pipe ଟ୍ରାନ୍ସପରେଣ୍ଟ pipe ହେବା ଦରକାର.
@swetaschabanayak5241
@swetaschabanayak5241 Ай бұрын
There's Corruption Every where. Govt should Strict to them, Not to Cheat Customer
@AsishKumar-qw2xu
@AsishKumar-qw2xu Ай бұрын
ଯୋଉଠି ରକ୍ଷକ ଭକ୍ଷକ ସାଜିବ ସେଠି ଆଉ କିଛି ଉପାୟ ନାହିଁ
@AshalataPati-z5u
@AshalataPati-z5u Ай бұрын
Nice brother
@ShivaaycsVlogs
@ShivaaycsVlogs Ай бұрын
Semana nka agaru fitting thae price ku neiki kete maribe. Sethi lagi mu sabu bele manual re pakae( Tanku kahiba pakao mu jouthi kahibi rakhibaku sethi stop kariba ) nahele Tanki full kare ( Better option)
@rabindradas2952
@rabindradas2952 Ай бұрын
ଯଦିଠକିନ କଣପାଇଁ 100ଟକା ଦେଲ
@MrLikun-sd8vo
@MrLikun-sd8vo Ай бұрын
2:49 dekho bhai eithi pai police bodnam Setelment koribare agua police loko nko problem solve koribare nuho 😢
@umakantadash762
@umakantadash762 Ай бұрын
Same thing happened with me in KAPILESWAR FST-KALAPATHER
@Ctech-v5v
@Ctech-v5v Ай бұрын
ପୋଖରୀପୁଟ DAV ପାଖ pertol pump ରେ ବି ସମାନ ଅବସ୍ଥା ମୋର ସହ ଦୁଇ ଥର ହେଇଛି Petrol pump କୁ ବୋଟଲ ନେଇକି ଗଲେ ଡାଇରେକ୍ଟ ମନା କରିଦେବ
@mpanda80
@mpanda80 Ай бұрын
Tumaku bahut dhanyawad tume ae choranku dharicha
@BestTVshow579
@BestTVshow579 Ай бұрын
Chandrashekharpur Bharat Petrol re Rs.300/- petrol jagare Rs.150 dele. Ekdam fraud karuchhanti.
@mastitime2937
@mastitime2937 Ай бұрын
Welldone bhai ❤❤❤
@debasisDB
@debasisDB Ай бұрын
Enquiry required then strong action. Before some years this petrol pump was ceased for the same.
@giridharisahoo523
@giridharisahoo523 Ай бұрын
ଅଧିକାଂଶ ପେଟ୍ରୋଲ ପମ୍ପ ରେ ଏଭଳି ପରିସ୍ଥିତି। ଏଠାରେ ପୋଲିସ ମାନେ ଟଙ୍କା ଖାଇ ସବୁ ଠିକ ଠାକ୍ ହୋଇ ଯାଉଛି। ତଦନ୍ତ କଣ ପୋଲିସ ପ୍ରଶାସନ ତ ଚୋର ଟଙ୍କା ଯୋଉଠି ସବୁ ଠିକ ଠାକ୍ ସେଇଠି
@SandeepKumar-gp8sf
@SandeepKumar-gp8sf Ай бұрын
Sa janiba pain puni setiki tanka ra petrol dispense kariki dekhiba katha on the spot sei pump ru turant
@manjitpanda3069
@manjitpanda3069 Ай бұрын
Petrol pump re 5 liter ra jar thae... Sethire fill kariki check kari niantu jana padi jiba
@shakti2rupu
@shakti2rupu Ай бұрын
Haan sata katha
@sridharpatel2459
@sridharpatel2459 Ай бұрын
ସବୁ ପେଟ୍ରୋଲ ପମ୍ପ ଠକୁ ଛନ୍ତି । ପୋଲିସ ଲାଞ୍ଚ ଖାଉଛି
@ratnakarpradhan1262
@ratnakarpradhan1262 Ай бұрын
Staf behavior is very bad this petrol pump
@sumeet7633
@sumeet7633 Ай бұрын
Buy in Bottles.
@NarottamKanhar-nx2ft
@NarottamKanhar-nx2ft Ай бұрын
Petrol pump banned କରାଯିବା ଦରକାର ଅଟେ
@jibanketanpradhan2978
@jibanketanpradhan2978 Ай бұрын
Jai odisha police😂😂😂
@prafullabiswal9489
@prafullabiswal9489 Ай бұрын
New role to transparent bottle fill and show to coustomer and filup
@chakadolafashion5205
@chakadolafashion5205 Ай бұрын
ସବୁ ପେଟ୍ରୋଲ ଟାଙ୍କି ଚେକ କରାଯାଉ l dept କଣ କରୁଛି l
@ramanujpanda1237
@ramanujpanda1237 Ай бұрын
Odisha police shall look into it
@im_MrD
@im_MrD Ай бұрын
ଆମର ବ୍ୟାଟେରୀ ଗାଡ଼ି ଜିନ୍ଦାବାଦ
@lopabarik428
@lopabarik428 Ай бұрын
Right
@CAREWORLDNGONEWS
@CAREWORLDNGONEWS Ай бұрын
100%chandrasekharpur-BharatPetrolPump Bhubaneswar THAKUCHHANTI-IAM the complaint since long&Argument,Quality with Operators -Action Niajau
@competitivedost8578
@competitivedost8578 Ай бұрын
Bharat petrol pump sabu tharu thaka... Sara Odisha re thaku chhanty...ଏହାର ତଦନ୍ତ ହେବା ଦରକାର
@supermechanic9392
@supermechanic9392 Ай бұрын
ଏମିତି ହଉଚି
@jeetendramalik2620
@jeetendramalik2620 Ай бұрын
Immediately action neba Katha
@babusing1247
@babusing1247 Ай бұрын
ଆଜ୍ଞା ଚପତି ପେଟ୍ରୋଲ ଟାଙ୍କିରେ ଠକେଇ ହୋଉଚୀ
@suryamohapatra4834
@suryamohapatra4834 Ай бұрын
Eei petrol pump re mu bahut thara oil pakeichi.. Mote bi doubt hauchi ki ethi thakami chalichi 😡
@kalandicharanpani6789
@kalandicharanpani6789 Ай бұрын
ଗ୍ରାହକ କୁ ଯଦି ୧୦୦ଟଙ୍କା ପୋଲିସ ଵାଲା ଦେଲେ ତାହେଲେ ପେଟ୍ରୋଲ ଟାଙ୍କି ମ୍ୟାନେଜର ପୋଲିସ ବାବୁଙ୍କୁ କେତେ ଦେଲେ ଏ ଆମ ଓଡିଶା ରାଜଧାନୀ
@kanhasahoo2821
@kanhasahoo2821 Ай бұрын
Bhai kichi Kari pari bani police bi tankara😂😂😂 Bhai kichi Kari pari bani. Plz contact Mohan Majid.❤
@pradeepkumarjena7665
@pradeepkumarjena7665 Ай бұрын
Govt.karuchi kn
@santoshkumarpanda7520
@santoshkumarpanda7520 Ай бұрын
Chandrashekhar pur petrol pump nihati gote thaka petrol pump....mu nije 2 thara problem face karichi
@dayanidhikeshi8501
@dayanidhikeshi8501 Ай бұрын
TV re asiba pare be kichi lava nahin.. Karan emiti bahut thar same petro pump ⛽ problem asiba pare kichi kari pariba nahin.. Karan sarkar kn kichi Jani nahi
@alksml
@alksml Ай бұрын
Mostly bharat petrol pump re hauchi semiti. Pls avoid bharat petrol pumps
@sudhansubehera1875
@sudhansubehera1875 Ай бұрын
ମାର୍କ କରିବ ଗୋଟେ ଛୋଟ triangle thiba metre ra centre re ସେଥିରେ ସେ adjust karuchanti kete ତେଲ ମାରିବେ
@VishalBhagat-mz8kl
@VishalBhagat-mz8kl Ай бұрын
Shame shame.....chi....chi..... All this happening in Odisha. Govt should take immediate action
@sarojkumarbose1846
@sarojkumarbose1846 Ай бұрын
Police haichi sabuthu ଠକ
@amiyaranjansahu8008
@amiyaranjansahu8008 Ай бұрын
Why govt is not taking any action?
@AdarshGroupOfComapny
@AdarshGroupOfComapny Ай бұрын
Consumer court case kara bhai
@soumyaranjanmohapatra7933
@soumyaranjanmohapatra7933 Ай бұрын
Khalsi petrol pump near ram mandir is doing the same thing since years..
@jyotiranjanparidajrp9537
@jyotiranjanparidajrp9537 Ай бұрын
Eaha upara Turanta kajia anustana. Niajau
@bikeandcarpoint8825
@bikeandcarpoint8825 Ай бұрын
Need new software with strict features
@CAREWORLDNGONEWS
@CAREWORLDNGONEWS Ай бұрын
Many times quaral with Operators of Bharat petrolPumpChandrasekharapurBhubaneswar
@biswanathmohapatra1836
@biswanathmohapatra1836 Ай бұрын
Sadly Nothing will happen... thanks to our judiciary system...heartfull thanks to Odisha Police for doing nothing.
@pujaranipanda16
@pujaranipanda16 Ай бұрын
Sata katha..sabuthi seya houchi..
@LinkanAhir
@LinkanAhir Ай бұрын
Setting heigala police au pump ra😂
@alekhachandramalika8155
@alekhachandramalika8155 Ай бұрын
Table ତଳିଆ କାର ବର୍
@subhammallick4111
@subhammallick4111 Ай бұрын
Chandrasekhar pur petrol pump re jama pakeiba katha nuhe ......seithi scam hauchi.....mu bi kebe kebe yehara sikhar heiche....je hetu mu besta re thea seti pain palei jae firr bhi mu bbsr re rahiba tharu 20 ru 25 thara valiaa petrol pakeiche
@sujitchampatray8530
@sujitchampatray8530 Ай бұрын
I still dont get d fact y automobile makers don’t equip automobiles wid digital flowmeters in the age of digital odometers !! Huge pressure on automobile makers by oil companies
@MotilalSwain-r9m
@MotilalSwain-r9m Ай бұрын
Government should take action against this petrol pump
@PrinceAnishk
@PrinceAnishk Ай бұрын
Bhai pura thik karuchanti
@SarojDas-n3n
@SarojDas-n3n Ай бұрын
Mu like kalli news perfect darkar ...
@HemantaBhatra-k9r
@HemantaBhatra-k9r Ай бұрын
Sabu petrol pompre chalichi sobuti chek korajahu
@hariharamishra3735
@hariharamishra3735 Ай бұрын
Are he ethi paien mora kam time re tela sarijauchhi aau mu bhabuchhi clutch plate kharap heijaichji bodhe tela kam millage dauchhi 😮
It works #beatbox #tiktok
00:34
BeatboxJCOP
Рет қаралды 41 МЛН
To Brawl AND BEYOND!
00:51
Brawl Stars
Рет қаралды 17 МЛН
How Ship Plates Become Millions of Nails: A Complete Manufacturing Process
23:02
Manufacture Garage
Рет қаралды 2,1 МЛН
It works #beatbox #tiktok
00:34
BeatboxJCOP
Рет қаралды 41 МЛН