ଚିଟ୍ ଯୁଗ ସରିଲା, ମେରିଟ୍ ରେ ଏବେ ଚାକିରୀ ମିଳିବ ! CM Mohan Majhi, gives appointments to 476 candidates.

  Рет қаралды 47,927

Pratidin TV

Pratidin TV

Күн бұрын

Пікірлер: 190
@sanjeebbagh4217
@sanjeebbagh4217 Ай бұрын
ଛି ଛି ଲାଜ ଲାଗୁନି ପଗୋଲ RI EXAMକୁ ଟିକେ ଦେଖେ ତୁ ଶିକ୍ଷିତ ହେଇଥିଲେ ଜାଣି ଥାଆନ୍ତୁ
@PRAKASHMOHANTY-x1x
@PRAKASHMOHANTY-x1x Ай бұрын
ଏବେ ଆପଣ ଚିଟ୍ ନକରି ମେରିଟ୍ ଅନୁସାରେ ଚାକିରୀ କରିବା ଯୋଗ୍ୟତା ସ୍ଥିର କରାଇବେ।ଏହା ଅତ୍ୟନ୍ତ ଆନନ୍ଦର କଥା। କିନ୍ତୁ ଆଜ୍ଞା,ଆଉ ଗୋଟିଏ କଥା;ଏହା ଘୋଷଣା କରିବା ପୂର୍ବରୁ ଧର୍ମେନ୍ଦ୍ର ବାବୁଙ୍କ ଅନୁମତି ନେଇଛନ୍ତି ତ? ଯଦି ନେଇ ନାହାଁନ୍ତି ତା'ହେଲେ ଏହା ଉପରେ ତାଙ୍କର ଅନୁମତି/ ମତାମତ ନେଇ ଘୋଷଣା କରିଥିଲେ ଭଲ ହୋଇଥାନ୍ତା।କାରଣ ଆପଣଙ୍କୁ ଭବିଷ୍ୟତରେ ରାଜ୍ୟବାସୀଙ୍କ ସାମ୍ନାରେ ଆଉ ଅପଦସ୍ତ ହେବାକୁ ପଡି ନ ଥାନ୍ତା। ଧର୍ମେନ୍ଦ୍ର ବାବୁ ବିନା ଚିଟ୍ ରେ ଚାକିରିର ଯୋଗ୍ୟତା ସ୍ଥିର କରିବାକୁ କେବେହେଲେ ସମ୍ମତି ପ୍ରଦାନ କରିବେ ନାହିଁ। ନିର୍ବାଚନ ଖର୍ଚ୍ଚ ଉଠାଇବାକୁ ସେ ନିଶ୍ଚୟ ଚିଟ୍ ର ବ୍ୟବସ୍ଥା ରଖିବେ।ଦେଖାଯାଉ ଆପଣଙ୍କ ମୂଖ୍ୟ ମନ୍ତ୍ରୀତ୍ୱର ଶକ୍ତି କେତେ।
@prasantamahanta8210
@prasantamahanta8210 Ай бұрын
@@PRAKASHMOHANTY-x1x Sala naveen fan
@RudraKumarnayak-g7v
@RudraKumarnayak-g7v Ай бұрын
ଠିକ୍ କଥା କହିଛନ୍ତି .............💯
@Hjkh3855
@Hjkh3855 Ай бұрын
Yeh ta bas katputli bhai.
@ArupaSahu-me7nr
@ArupaSahu-me7nr Ай бұрын
କଣ କହିଲୁ ରେ ଭାଇ 😊😅
@subhendunayak7207
@subhendunayak7207 Ай бұрын
😂😂
@jyoshminniharika5702
@jyoshminniharika5702 Ай бұрын
ଆଗ reservation ଉଠାଅ ।ଆମେ ଜେନେରାଲ ପିଲା entrance ରେ 90% ରଖି ପାଉନୁ sc st ପିଲା ବିନା ପରିଶ୍ରମ ରେ seat ପାଇଁ ଯାଉଛନ୍ତି ।
@ranjankumarmohali2329
@ranjankumarmohali2329 Ай бұрын
Tame st heijaoo job paijiba
@PurnimaSethy-zl9kk
@PurnimaSethy-zl9kk Ай бұрын
ଆପଣଙ୍କୁ ଦେଖାଯାଉନିବୋଧେ ଆର୍‌ଆଇ ପରୀକ୍ଷାରେ କେମିତି ଦୁର୍ନୀତି ହଉଛି I ଖାଲି ଭାଷଣ ଦେବା ଜାଣନ୍ତି। ଛିଛି ଲଜ୍ଜା ଲାଗୁନି। ଗରିବ ପିଲାଙ୍କ ଦୁଃଖକେହି ବୁଝିବେନି।
@KehKeLoonga
@KehKeLoonga Ай бұрын
Sir ଫରେଷ୍ଟ ଗାର୍ଡ, ଫରେଷ୍ଟର EXAM କୁ RE EXAM କର, ପୁରା ଦୁର୍ନୀତି ହେଇଛି
@narensahu6522
@narensahu6522 Ай бұрын
Kete sodha khaile jain to peta Purina re galuaa
@jagannathdefenceacademy
@jagannathdefenceacademy Ай бұрын
Thik re exam haba darkar
@privateranjanbehera2227
@privateranjanbehera2227 Ай бұрын
ଦମ୍ ଅଛି ଯଦି ସବୁ ଦଳ ର ଯୋଗ୍ୟ କୁଂ ଉପଯୁକ୍ତ ଚାକିରୀ ଦିଅ
@Odia798
@Odia798 Ай бұрын
ଖାଲି ଭାଷଣ , ଏ ନିଯୁକ୍ତି ସବୁ ବିଜେଡି govt ବାହାର କରିଥିଲା , ବିଜେପି ଗୋଟେ କିଛି ବି ନୂଆ job ବାହାର କରିନି କିନ୍ତୁ କହୁଛି ୧୦୦ ଦିନ ନ ପୂରୁଣୁ ନିଯୁକ୍ତି ମେଳା କରି ଆମେ ଆପୋଇଣ୍ଟମେଣ୍ଟ ଲେର୍ଟର ଦଉଛୁ .. BJD ନେତା ବି ଭକୁଆ ଚୁପଚାପ ବସିଛନ୍ତି .. ବିଜେପି କଉ କାମକୁ ନୁହଁ ଖାଲି ମେଡିଆ ରେ ପ୍ରଚାର ତା ଛଡ଼ା କିଛି କାମ ରେ ନୁହଁ . ପୁରା ତ ମୋଦି policy ଆଉ
@RajaNayak-i3x
@RajaNayak-i3x Ай бұрын
BJP upare no garenty 😂😂😂
@sudamcharanprusty
@sudamcharanprusty Ай бұрын
ତୁମ ଗାଲୁଆ ଭାଷଣ ଶୁଣିବାକୁ ଆମେ ଆସିନାହୁଁ ଚାକିରୀ ଆଗେ ଦିଅ
@rajkumarhembram1303
@rajkumarhembram1303 Ай бұрын
Hmm ସେମିତି ହିଁ ହେଉଛି 80 ମାର୍କ୍ସ ରଖିକି 50 percentile au 60 ମାର୍କ୍ସ ରଖିକି 99percetile
@soubhagyasamal3507
@soubhagyasamal3507 Ай бұрын
କଥା କୁହା କପିଳା ,କାମ ଶୂନ।
@StatusWorld-mp6gj
@StatusWorld-mp6gj Ай бұрын
ନିଜ ମନକୁ କେବେ କିଛି ଭାଷଣ କହିଲଣି... ସବୁବେଳେ ପଢି ପଢି କହୁଚ
@satyasovonsingh6612
@satyasovonsingh6612 Ай бұрын
ଏହି ମୋହନର ମେରୀଟ କଣ ଜଳ ଜଳ ଦେଖା ଯାଉଚି ।
@AbhisekMandalnayak
@AbhisekMandalnayak Ай бұрын
ଆଉ କେତେ ଦିନ ପଢିକି ଭାଷଣ ଦେବ । ପଢିକି ବି ଭାଷଣ ଦେଇ ଆସେନି ଆଉ କ'ଣ ରାଜ୍ୟକୁ ପରିଚାଳନା କରିବ.......
@preeti32-d5h
@preeti32-d5h Ай бұрын
Thank you sir 😊🎉🎉
@subratkumarpatra5818
@subratkumarpatra5818 Ай бұрын
ସେଇଠି ପାଇଁ RI Ari Exam ହୋଟେଲ ରେ ଚାଉଳ ଗୋଦାମ ରେ ପରୀକ୍ଷା କରାଉଛ ଖାଲି ବଡ଼ ବଡ଼ କଥା କୁହ
@shashidharhansdah4335
@shashidharhansdah4335 Ай бұрын
Mohan babu jaha karuchanti bhala karuchanti❤
@satyaenter000
@satyaenter000 Ай бұрын
OSSSC ର RI,AMIN EXAM ପାଇଁ ଭଲ COMPANY କୁ ଦାୟିତ୍ଵ ନ ଦେଇ ଗୋଟେ CORRUPTED କମ୍ପାନୀ କୁ ଦେଇ ଆଉ ଏଇଠି ଭାଷଣ ମାରୁଚ!
@sudhansusekhardash9010
@sudhansusekhardash9010 Ай бұрын
ମହାଶୟ, କେନ୍ଦ୍ର ରେ କଣ ମେରିଟ ରେ କିଛି ହେଉନଥିଲା କି, କାହିଁକି କେନ୍ଦ୍ର ରେ ଗ୍ରହଣ ଲାଗିଲା ବୋଲି ଚର୍ଚ୍ଚା ଚାଲିଛି ଦୁଇଟା ଆଶା ବାଡ଼ିରେ ସରକାର ଚାଲିଛି ଗୋଟେ ଭାଙ୍ଗି ଗଲେ ଗଳି ପଡ଼ିବ କେନ୍ଦ୍ର ସରକାର ବୋଲି ଚର୍ଚ୍ଚା।
@rajukisan85
@rajukisan85 Ай бұрын
Thank you very much sir 🎉🎉🎉
@AbinashBaa
@AbinashBaa Ай бұрын
Corruption corruption corruption.....
@satyasovonsingh6612
@satyasovonsingh6612 Ай бұрын
ଆରେ ଭାଇ ମୋହନ ବାବୁ ତୁମେ ଏତେ ମିଛ କହୁଛ କାହିଁକି ? ତୁମେ ମେରିଟ କଥା କହିକି R I ପରୀକ୍ଷା ସାଇବର କେଫ ରେ କରିବାର ଉଦ୍ଦେଶ୍ୟ କଣ ? ୧୮ ଲକ୍ଷ, ୧୫ ଲକ୍ଷ,ରେ ବିକ୍ରି କରୁଚ ଚାକିରି, ଲାଜ ଲାଗୁନି ଭାଷଣ ମାରୁଚ । ପିଲା ମାନେ କେତେ କଷ୍ଟ ପାଉଛନ୍ତି ତୁମ ଆଖିକୁ ଦେଖାଯାଉ ନାହିଁ ?
@TanvikaSethi
@TanvikaSethi Ай бұрын
Merit base re chakiri bohut bhala haba
@sankarsanadandasena9400
@sankarsanadandasena9400 Ай бұрын
ଜିଲ୍ଲା ଭିତ୍ତିକ ନିଯୁକ୍ତି କର
@mrdurgaodisha
@mrdurgaodisha Ай бұрын
Thik katha
@Pratima278
@Pratima278 Ай бұрын
ଦେଖି ଦେଖି ବି ଭୁଲ୍ ଭାଲ୍ ପଢୁଛନ୍ତି 😢 ମୁଖ୍ୟମନ୍ତ୍ରୀ ଭାଷଣ ପରି ଲାଗୁନି 😶‍🌫️
@Mayurbhanj355odisha
@Mayurbhanj355odisha Ай бұрын
Sir kahiba sahaja kintu kari ki dekheiba ta bahut kasta
@balaramjhankar9002
@balaramjhankar9002 Ай бұрын
Thank you sir...🙏🙏🙏
@sasmitaamat2931
@sasmitaamat2931 Ай бұрын
Mphw female ANM nku keve deba
@AshokKumarBhoi-g3t
@AshokKumarBhoi-g3t Ай бұрын
OBC students kuadejibe. Samasta ku saman subidha Chakiri re dia jao.
@nityaomshanti
@nityaomshanti Ай бұрын
Oh Sethi paine neet paper leak 2 core job har sal Bijli free kebe karuchha bhai 2028 dec ku
@SukadevBhuyan-v4m
@SukadevBhuyan-v4m Ай бұрын
ସାର୍ ନମସ୍କାର। ଅନ୍ତେବାସ ଓ ଅନ୍ତେବାସୀ ପରିଚାଳିତ ବିଦ୍ୟାଳୟରେ ଥିବା ରୋଷେୟା ମାନଙ୍କର ରେଗୁଲାର ଓ ଦରମା ବର୍ଦ୍ଧିତ କରନ୍ତୁ।
@Vijaya070
@Vijaya070 Ай бұрын
ଭାଇ ବେପାରୀ ଜନତା ପାର୍ଟି ର ଲୋକଙ୍କୁ ବିଶ୍ବାସ ମାନେ ନିଜ ଗାଡରେ କରାଡି ମାରିବା ପରି
@IswarchandraGhadei
@IswarchandraGhadei Ай бұрын
Saraswati shishu mandira ra guruji nka katha tike mane pakantu Guruji..
@sohan8475
@sohan8475 Ай бұрын
CM sir, jt ro doroma kom, tenu teacher nku subhadra tonka diajau.
@Prinkipradhan1234
@Prinkipradhan1234 Ай бұрын
Merit anusare debe tahele cutoff kan pani mention karunahanti
@subhashreedas3382
@subhashreedas3382 Ай бұрын
High school teacher requirement process start karantu 2023 re asibar thila
@shibamnayakshibamnayak4447
@shibamnayakshibamnayak4447 Ай бұрын
ସାବାସ
@CarevantisMedicare
@CarevantisMedicare Ай бұрын
Very good sir BJp will be bright
@asturambhatra2241
@asturambhatra2241 Ай бұрын
Yes
@prasantamahanta8210
@prasantamahanta8210 Ай бұрын
Thank you sir
@purnanandabarik1562
@purnanandabarik1562 Ай бұрын
ବିଜେଡି ସରକାରରେ ଚାକିରି ବିକ୍ରି ହେଉଥିଲା
@debiprasadmishra2699
@debiprasadmishra2699 Ай бұрын
ମାନନୀୟ ମୁଖ୍ଯମନ୍ତ୍ରୀ ମହୋଦୟ ଆପଣଙ୍କ ନଜରରେ ଗତ ୨୪ ବର୍ଷ ରେ ସରକାରି ଚାକିରି ପାଇଥିବା ସମସ୍ତ ବ୍ଯକ୍ତିମାନେ କ'ଣ ଅଜ୍ଞାନୀ,କର୍ମକୁଣ୍ଠ,ଦୁର୍ନୀତିଖୋର , ଯେହେତୁ ଆରୋପ ରହୁଛି ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ରେ " ମେରିଟ" ଗୌଣ ," ଚିଟ୍" ପ୍ରମୁଖ ଆଧାର ଥିଲା !!
@chaturamahanta013
@chaturamahanta013 Ай бұрын
Yes, aso example.
@prafullamohantakumar8941
@prafullamohantakumar8941 Ай бұрын
Good job sir
@itishreekanhar1792
@itishreekanhar1792 Ай бұрын
MPHW female posting jaldi dio ....
@mahendranathtudu9105
@mahendranathtudu9105 Ай бұрын
Rubber stamp
@pujaandbhasanistation4546
@pujaandbhasanistation4546 Ай бұрын
ସରକାର କୁ 3 ମାସ ହେଇନି ଚିଟ୍ କରିସାରିଲାଣି। ଫରେଷ୍ଟର ପରୀକ୍ଷା ରେ 3 ମାସ ସମୟ ନେଇକି ସବୁ ଚିଟ୍ କରିଦେଲା ମୋହନ। ଯଦି ମୋହନ ମାଝୀ କରିନି ତାହେଲେ ପରୀକ୍ଷା କ୍ୟନ୍ସେଲ କରିଦଉ
@SanjuktaNaik-w5p
@SanjuktaNaik-w5p Ай бұрын
Justice for mphw f
@khusiandmiki5922
@khusiandmiki5922 Ай бұрын
Sir Kota utha jau
@GopiGopi-o3m
@GopiGopi-o3m Ай бұрын
Naveen is the best CM of our odisha
@basantajena3220
@basantajena3220 Ай бұрын
Ago se osssc re staff change karantu
@AshokNaik-q2g
@AshokNaik-q2g Ай бұрын
Okay sir thank you
@akshayakumarrath4296
@akshayakumarrath4296 Ай бұрын
ସେ ଭିତରେ କେତୋଟି ଚୋର ବସିଛନ୍ତି ସଵୁ ମାଲ୍ ଦେଇକି ଚାକିରୀ କରିଛନ୍ତି
@prasantakumar1456
@prasantakumar1456 Ай бұрын
OPTCL outsoursing electrical enggs re entry & regular ?
@LusiSwain-j6s
@LusiSwain-j6s Ай бұрын
Thankscmsir
@SauravBadhei-w9u
@SauravBadhei-w9u Ай бұрын
Love you mohan ji❤❤
@sudhansubarik469
@sudhansubarik469 Ай бұрын
Thanku bjp government chi fe mahon of odisha
@himanshushekharmohanta7657
@himanshushekharmohanta7657 Ай бұрын
Thank you
@sureshkanhar1251
@sureshkanhar1251 Ай бұрын
ବାଳ ନା କୁ ସରକାର
@khusiandmiki5922
@khusiandmiki5922 Ай бұрын
Ame general ki papa karichu ji
@riyabiswas633
@riyabiswas633 Ай бұрын
Amara cm ku gate thara ri exam deba pai kuha jau
@omsankarswain4520
@omsankarswain4520 Ай бұрын
Not possible
@jyoshminniharika5702
@jyoshminniharika5702 Ай бұрын
ଯଦି ଚିଟ ଯୁଗ ଗଲା ତାହେଲେ 16 ଲକ୍ଷ ଦେଇ କାଇଁ ସିଟ ବିକ୍ରି କରୁଛ
@jayrampradhan7004
@jayrampradhan7004 Ай бұрын
ଭଲ ସରକାର
@subhrajeetsahoo8271
@subhrajeetsahoo8271 Ай бұрын
5 barasa pare dekha haba
@itishreekanhar1792
@itishreekanhar1792 Ай бұрын
Sir aapana kn thik karibe... Dekhi dekhi vasana kahu chonti seita bi bhul padhu chonti ..... Kn hebo amo 5year
@ManitaBhatra-wr6wo
@ManitaBhatra-wr6wo Ай бұрын
Sabu takucha mitiya sarkhar BJP
@MsAnjaliyoutube
@MsAnjaliyoutube Ай бұрын
Sir jete job re paisha karbar chalichi seita band kara jau nahele aama bhalai gariba jhia mane kebe job paibu nahi mahan sir ku anurodh karuchi
@Tikemaja
@Tikemaja Ай бұрын
Sir double engine କଣ ତମ ପାଖରେ ତ engine ନାଇଁ...... ପୁରା ଟାଉଟର ଗୁଡାକ ତମେ Bjp ନେତା.....
@tarunkumarmohanta2023
@tarunkumarmohanta2023 Ай бұрын
bhai mane next 5 yr pare Congress ku support kariba, dekhiba sie kn karuchi😅
@khusiandmiki5922
@khusiandmiki5922 Ай бұрын
Ame general ki papa karichu
@sohan8475
@sohan8475 Ай бұрын
Adibasi ke bad general ka bikash
@GopiGopi-o3m
@GopiGopi-o3m Ай бұрын
Not the mohana majhhi
@manaskumarsuna4423
@manaskumarsuna4423 Ай бұрын
Pls first investigate forest guard exam
@ranjankumarsahu4219
@ranjankumarsahu4219 Ай бұрын
Okay sir
@SaidebidattaRay
@SaidebidattaRay Ай бұрын
Jeumane ebe job karichhanti outsourcing pila achanti samastanku regular karantu.ta pare nijukti debe
@raghupujari969
@raghupujari969 Ай бұрын
Outsearching Bala ku kebe niyya debe mohan babu
@MahendraSingh-i9b4e
@MahendraSingh-i9b4e Ай бұрын
ଚୋର ମାଗି ଏ ବାଳ କଥା କହୁଚ ନା ତମ କଥାର ବାସ୍ତବ ନାହିଁ
@OnlyVideo0363
@OnlyVideo0363 Ай бұрын
RI exam thik time re heiparuni aniki chit model re nijukti dianajai merit re result diajina 😂😂😂 laza laguni 😅😅😅
@Laluisbestactor
@Laluisbestactor Ай бұрын
Sabu thaka katha sir apana kichhi bhi karun
@purnachandrabiswal1159
@purnachandrabiswal1159 Ай бұрын
Primary teacher bjd 20k pare, puni 10k job kadhithila job kain. ଖାଲି job ଦେବୁ, job ଦେବୁ, job ନାହିଁ
@KABIRKHILAI
@KABIRKHILAI Ай бұрын
It’s should not be in Speech, We have to practical in the field.
@NirupamaChaudhury
@NirupamaChaudhury Ай бұрын
Dekhiba ama CM kete kadhua
@ManojKumarSatapathy-u9d
@ManojKumarSatapathy-u9d Ай бұрын
Ata katha kuha cm
@RamaSwami-k2s
@RamaSwami-k2s Ай бұрын
Kota re kete qualify ଅଛନ୍ତି
@MadhumitaDeep-uj5mn
@MadhumitaDeep-uj5mn Ай бұрын
Anm ka katha kebe debe mphw ku keve debe sir
@babusethibabusethi1213
@babusethibabusethi1213 Ай бұрын
Matric label
@Itish43
@Itish43 Ай бұрын
Line connection katidia bijilu bill free haba jaha use karucha taha kincha haa bijuli hill hrasa kara jau sarkaranku dabi kara 0 -100 unit 3 tanka bhitare hau
@gelhimiridia3874
@gelhimiridia3874 Ай бұрын
Mphw female result bi published heiparuni
@chatasali8137
@chatasali8137 Ай бұрын
Forest au LI exam kn hoichhi
@soumyajitsahoo3945
@soumyajitsahoo3945 Ай бұрын
Sir ITI pilanku merit list re job dia jau please?
@ArnapurnaRout-w9h
@ArnapurnaRout-w9h Ай бұрын
Merit list re nama thaiki b chakiri nahin jts re
@gelhimiridia3874
@gelhimiridia3874 Ай бұрын
Thau ago mphw female ra posting diontu
@tanujasatapathy198
@tanujasatapathy198 Ай бұрын
General pila ke vika daun sir
@Deva5577-i3c
@Deva5577-i3c Ай бұрын
ଆରେ ମୋହନ ତୋର କି merit ଅଛି ଯେ ତୁ ମୁଖ୍ୟମନ୍ତ୍ରୀ ହୋଇଛୁ ? ଅ ଆ କହିବାକୁ ହେଲେ ବି ତୁ କାଗଜ ଦେଖି କହୁଛୁ ତା ବି ଭୁଲ୍ ଭାଲ୍ ପଢୁଛୁ 😅😅😅
@jeetendraswain8921
@jeetendraswain8921 Ай бұрын
Maghia se jane MLA hele maghia to okat kn
@niharikabiswal7590
@niharikabiswal7590 Ай бұрын
Jou mane khub kama daramare pribara chalauchanti semanaka prati tike dhyana diantu ...
@PradhanMajhi-l3t
@PradhanMajhi-l3t Ай бұрын
Apana nka ei sabu katha ku kichi guarentee nanhi
@kailashnayak3775
@kailashnayak3775 Ай бұрын
Majhi kichhi kariparibani dhara sabu khela karidaba
@tulasirampujari2474
@tulasirampujari2474 Ай бұрын
Sir amo sait bahut anit heuchi
@SanjeetaSabar-vt2bi
@SanjeetaSabar-vt2bi Ай бұрын
qualify ame 161 pila merit list re ochu h &f department re but chakiri nahi😢😢😢😢
@babusethibabusethi1213
@babusethibabusethi1213 Ай бұрын
Housewife pain job kadha
@tulasibarik4912
@tulasibarik4912 Ай бұрын
Outsourcing pratha ku banda karantu.... 🙏🙏🙏🙏
БУ, ИСПУГАЛСЯ?? #shorts
00:22
Паша Осадчий
Рет қаралды 1,1 МЛН
Motorbike Smashes Into Porsche! 😱
00:15
Caters Clips
Рет қаралды 22 МЛН