ଯାଜପୁର ବିନାଶ ପଛରେ ୩ ପରିବାର, ପଚାରିଲେ ମୋହନ, ଏକସଙ୍ଗେ ଜବାବ୍ ଦେଲେ ଲୋକ। 3 families have looted Jajpur; CM.

  Рет қаралды 74,989

Pratidin TV

Pratidin TV

Күн бұрын

Пікірлер: 211
@brajeswarisingh909
@brajeswarisingh909 Ай бұрын
ସୁନ୍ଦର ଭାଷଣ, ତିନି ମାସରେ ଅନେକ କାମ କଲେଣି, କିଂତୁ କିଛି ସହି ପାରୁନଥିବା ଲୋକେ ଆପଣଙ୍କୁ ସହି ପାରୁ ନାହାନ୍ତି, ଆପଣ ଆପଣଙ୍କ କାମ କରି ଚାଲନ୍ତୁ, ଈଶ୍ୱର ଅଛନ୍ତି ଆପଣଙ୍କ ପାଇଁ ସାର 🙏
@pabankumarluha3016
@pabankumarluha3016 Ай бұрын
ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ ସାହେଵ୍, ଆପଣଙ୍କ ମୁହଁରୁ ବାହାରୁଥିବା ହରିଜନ ଶବ୍ଦ। ଏହି ଶବ୍ଦ ଅସାମ୍ବିଧାନିକ, ଆପଣ ଯେଉଁ ସମ୍ପ୍ରଦାୟରୁ ଆସୁଛନ୍ତି, ତାଙ୍କ ଠାରୁ ଏଭଳି ଭାଷା ଆସା କରାଯାଏ ନାହିଁ।
@ejitapradhan3186
@ejitapradhan3186 Ай бұрын
ବହୁତ ବହୁତ ଧନ୍ୟବାଦ cm ମୋହନ sir ଜୟ ଜଗନ୍ନାଥ ଜୟ ବିଜେପି
@prakashkumarjena.babusan.n3760
@prakashkumarjena.babusan.n3760 Ай бұрын
ଜୟ ଜଗନ୍ନାଥ ଜୟ ମୋହନ ସରକାର 🙏❤️🙏
@bijayakumarsahu-dy2wh
@bijayakumarsahu-dy2wh Ай бұрын
ସାର ଆପଣଙ୍କ ଦଳ ସବୁ ସମୟ ରେ ପୂର୍ଵ ସରକାର କିଛି କଲାଣି ଆପଣଙ୍କ ଦଳ ବା ଆପଣ କଣ କରୁଛନ୍ତି
@s.b.gamerlovefromindia2541
@s.b.gamerlovefromindia2541 Ай бұрын
ପ୍ରକୃତ ଗେହ୍ଲାପୁଅ ହରୀଜନ ଆଦୀ ବାସୀର ପୁଅ ଆମ ମୋହନ ମାଝୀ ,ଆମ ପାଈଁ ଗର୍ବ ଗ୍ୟୈରବ
@ashwinisahu6584
@ashwinisahu6584 Ай бұрын
MOHAN SARKAR 🎉 JAY JO ...
@drgoutambiswal6717
@drgoutambiswal6717 Ай бұрын
ଅମର ଶତପଥୀ 😢 ବବି ଦାସ ଅଶୋକ ଦାସ 😢 ପ୍ରଫୁଲ୍ଲ ଘଡେ଼ଇ 😢 ନିଜ ନିଜ ସ୍ୱାର୍ଥକୁ ଦେଖି ଯାଜପୁର ଜିଲ୍ଲାର ବିନାଶ ପାଇଁ ଦାୟୀ
@MRShark7
@MRShark7 Ай бұрын
ଆଉ ଗୋଟେ ମାଗିଆ ଥିଲା କଳ୍ପତରୁ ଦାସ
@drgoutambiswal6717
@drgoutambiswal6717 Ай бұрын
@@MRShark7 you are right sir
@BikaskumarSwain-jf3em
@BikaskumarSwain-jf3em Ай бұрын
Tu bi param maa giha bodhe​@@MRShark7
@BikaskumarSwain-jf3em
@BikaskumarSwain-jf3em Ай бұрын
Are sala jajpur re jaha hoichi odisha re hoini sala dakayat
@BikaskumarSwain-jf3em
@BikaskumarSwain-jf3em Ай бұрын
Tote sala hisab debi ki bjp sarkar chora boli
@ARCHANAKANHAR-sq4ot
@ARCHANAKANHAR-sq4ot Ай бұрын
ଧନ୍ୟବାଦ ମହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ସାର ବହୁତ ବଢିଆ କଥା କହିଲେ ଆମର ନୂତନ ମୁଖ୍ୟମନ୍ତ୍ରୀ ସାର ନଗଢା ର ଏବେ କଥା ପଢ଼ିଲ ନବୀନ ବାବୁକୁ ଏଇ ଟା ଦେଖା ଯାଉନି ଥିଲା ନବୀନ ବାବୁକୁ ମହନ ସାର ଆପଣକୁ ମର ଧନ୍ୟବାଦ
@rajendramahalik8384
@rajendramahalik8384 Ай бұрын
Right କହିଲେ sir
@PiyushKumar-mq2mx
@PiyushKumar-mq2mx Ай бұрын
Jay, mohan,sir
@ashokpattanik6945
@ashokpattanik6945 Ай бұрын
ଆଜ୍ଞା ପାରିବାରିକ ରାଜନୀତି ପୂର୍ବରୁ ଥିଲା ରହିବ।ଯାଜପୁର କଥା ଛାଡ଼ି ପୁରା ରାଜ୍ୟ କଥା କୁହନ୍ତୁ।ଗରିବ ପାଇଁ ସମସ୍ତେ କାନ୍ଦନ୍ତି। କାରଣ ଗରିବ ପାଇଁ କାନ୍ଦିଲେ ସୁନ୍ଦର୍ ଲାଗେ।।ଧନୀ ମାନଙ୍କୁ ସବୁ ସୁବିଧା ମିଳୁ।ମାତ୍ର ତାଙ୍କ ପାଇଁ ଜନସଭାରେ କାନ୍ଦିଲେ ଆଦୌ ଶୋଭା ଦେଖାଯିବ ନାହିଁ।ତେଣୁ ଗରିବ କୁ ନେଇ ସମସ୍ତେ ରାଜନୀତି କରନ୍ତି।ପ୍ରକୃତ ରେ ଗରିବ ର ଉନ୍ନତି କେହି ଚାହାନ୍ତି ନାହିଁ।ଦର ଦାମ୍ ବହୁତ୍ ବଢିଗଲାଣିଁ।ଦୟା କରି ଟିକେ ଦୃଷ୍ଟି ଦିଅନ୍ତୁ।ଏ ଯାଜପୁର ମାଟି ନବକୃଷ୍ଣ ଚୌଧୁରୀ ଙ୍କ ପରି ମହା ମାନବ ଙ୍କୁ ବିଧାନସଭା କୁ ପଠାଇ ଥିଲା।ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।ଯାଜପୁର ର ଉନ୍ନତି ନିଶ୍ଚିନ୍ତ ଯାଜପୁର ର ନେତା ମାନେ କରିବେ।
@panchanannayak6014
@panchanannayak6014 Ай бұрын
Super Sir❤
@Bibhutibhusanrout-bc4zy
@Bibhutibhusanrout-bc4zy Ай бұрын
ରାଜନେତା ମାନେ ଯେଉଁ ଠିସଭାକଲେସେଠିଖାଲିଦେଖିବାକୁବହୁତମହିଳାଯାଇଥାନ୍ତିଏହାରକାରଣକଣକିଏକହିପାରିବକି🎉
@suryanarayansahu5375
@suryanarayansahu5375 Ай бұрын
କୁଟିଆ କଥା ବିଚାରକୁ ନିଆଯିବ ବିଶେଷ ଖବର ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ମାଲକାନଗିରି ମୋଟୁରେ ବାହାରୁ ଅଣ ଓଡ଼ିଆ ଲୋକଙ୍କୁ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ଓଡ଼ିଶା ସରକାର ଏମାନଙ୍କୁ ଯାଞ୍ଚ କରି କାର୍ଯ୍ୟନୁଷ୍ଠାନ ନିଆଯାଉ।
@brajasundarsahoo1590
@brajasundarsahoo1590 Ай бұрын
ପୂର୍ବ ସରକାରକୁ କିମ୍ବା କୌଣସି ବ୍ୟକ୍ତିବିଶେଷଙ୍କୁ ଦୋଷାରୋପ କରିବା ପରିବର୍ତ୍ତେ ନିଜେ ଆଗ କରିକି ଦେଖେଇଦିଅ l ତୁମ କାମ କଥା କହିବ । ଝlଳନାଳ ହେଇ ଭାଷଣ ଦେବାକୁ ପଡ଼ିବ ନାହିଁ କିମ୍ବା ରlଜକୋଷରୁ ଅର୍ଥ ଅପଚୟ ହେବ ନାହିଁ l ନଚେତ୍ ଲୋକହସା ହେବା ସାର ହେବ l
@ashwinisahu6584
@ashwinisahu6584 Ай бұрын
Kariba start karichhanti 🎉🎉🎉
@AnisatMunda
@AnisatMunda Ай бұрын
M,c,m, jindabad jindabad jindabad jindabad BJP zindabad zindabad zindabad bahut bahut thankyou very good Bharat mata ki jai
@aprameya6623
@aprameya6623 Ай бұрын
Jay Jaganath 🙏❤️🙏
@suryanarayansahu5375
@suryanarayansahu5375 Ай бұрын
ଗତ ସରକାର ଯାହାସବୁ ରାଜକୋଷକୁ ଅପଚୟ କରି ଅଜଥା ରାଜକୋଷରୁ ଚଳୁ ସରକାର ତୁରନ୍ତ ସିଧାସଳଖ ହାତକୁ ନେବା ଆବଶ୍ୟକ।
@ashwinisahu6584
@ashwinisahu6584 Ай бұрын
MOHAN SARKAR ZINDABAD 🎉🎉🎉
@harekrushnabehera3138
@harekrushnabehera3138 Ай бұрын
ଆହେ ବିଜେପି ସରକାର କଥା ନ କହି କାମ କର ।
@sambray.baskeysambray2535
@sambray.baskeysambray2535 Ай бұрын
ନଗଡା ଏବେବିହୁଗୁଡା ଏ ପର୍ଯ୍ୟନ୍ତ କୋୖଣସି ପରିବର୍ତ୍ତନ ହେଇନାହିଁ
@ASISH_JENA
@ASISH_JENA Ай бұрын
ଜୟ ଶ୍ରୀ ରାମ ଜୟ ବିଜେପି ମାଡିଚାଲ
@mantuttpradhan3846
@mantuttpradhan3846 Ай бұрын
Great CM of Odisha Jay Jagannath
@anandamohakuda4943
@anandamohakuda4943 Ай бұрын
😅😅
@Bibhutibhusanrout-bc4zy
@Bibhutibhusanrout-bc4zy Ай бұрын
ଏସଭାରେଯେତେମହିଳାବସିଛନ୍ତିକେତେଜଣଙ୍କମୁଣ୍ଡରେଓଢଣାଅଛି🎉 ସବୁ ଚଣ୍ଡୀ ଏକାଠି ହୋଇରକ୍ତପିଇବାକୁବୁଲିଲେଣିପ୍ରଭୁରଖ୍ୟାକର🎉 ଜୟହୋଜୟଜୟ 🎉🎉🎉
@homundaaarsi9489
@homundaaarsi9489 Ай бұрын
ସବୁଟୁ ବୋକା ଯାଜପୁର ଜିଲ୍ଲା ଲୋକ, କାରଣ ସବୁବେଳେ ଏମାନେ ସେମାନଙ୍କୁ ଭୋଟ ଦେଇ ଆସୁଥିବା ରୁ,
@ashoksahoo5442
@ashoksahoo5442 Ай бұрын
Election sarigalani kama kariki dekhantu sir
@litumajhi9223
@litumajhi9223 Ай бұрын
ଜୟ ଜଗନ୍ନାଥ ଜୟ ନବୀନ
@karanhansdah9551
@karanhansdah9551 Ай бұрын
ତୋ ଗାଣ୍ଡୀ ରେ ନବୀନ ବୁଢ଼ା 😂😂😂
@BhosagarNanda
@BhosagarNanda Ай бұрын
Good your thinking fullfill your words
@AJAYAKUMARNayak-xx5kv
@AJAYAKUMARNayak-xx5kv Ай бұрын
Congratulations 👏👏👏👏 sir
@sushilbhoi7248
@sushilbhoi7248 Ай бұрын
Love to hear from you sir
@udaynathray4251
@udaynathray4251 Ай бұрын
ଚତୁର୍ଥ ଶ୍ରେଣୀ ଛାତ୍ର ଙ୍କ ଭାଷଣ ଭଳି ଲାଗୁଚି
@krishnahembram2585
@krishnahembram2585 28 күн бұрын
Tu bhandara band
@dusmantsethy6835
@dusmantsethy6835 Ай бұрын
Right Katha Sir
@kailashpatra6450
@kailashpatra6450 Ай бұрын
Thank you mohan sir, proud of you
@NiranjanMohanty-w5g
@NiranjanMohanty-w5g Ай бұрын
ଆରେ ମାନ୍ୟବର ଗରିବ ଖାଇବା ପାଇଁ ଛଟପଟ ହେଇ ମଲେଣି ବଜାର ଦର ଉପରେ ନଜର ଦେଲେ ଭଲ ହେବ ଏ ବଜେ କଥା ପୂର୍ବ ସରକାର କଣ କଲା ତା ବିଷୟରେ ନ ବଖାଣି ଖାଲି ନଗଡା ନୁହେଁ ସାରା ରାଜ୍ୟ କଥା କୁହ
@sarojde9808
@sarojde9808 Ай бұрын
Good statement....A Good leader..
@pitambarbalua9235
@pitambarbalua9235 Ай бұрын
Mohan king of odisha
@santoshkumarswain6547
@santoshkumarswain6547 Ай бұрын
କେତେବେଳେ ରଚନା ସବୁ ଲେଖୁଛ ମୌନ sir
@Bibhutibhusanrout-bc4zy
@Bibhutibhusanrout-bc4zy Ай бұрын
ମୁଖ୍ୟମନ୍ତ୍ରୀ୫ ବର୍ଷରେ୫୦ ହଜାର ଦେବେ🎉ଧନ୍ୟରେଓଡିଆମେଣ୍ଢାପଲ🎉 ସୁଦର୍ଶନ ଚକ୍ରକିଜୟଜୟ🎉🎉🎉
@PitambarNag-d9e
@PitambarNag-d9e Ай бұрын
tui kamaeki dei thilu ki Navin kana dei thila
@Dhonimusic-l1g
@Dhonimusic-l1g Ай бұрын
Ajamheuni badhe
@SasmitaBadmali
@SasmitaBadmali Ай бұрын
Cm sir🙏🙏🙏🙏
@apurbadas8809
@apurbadas8809 Ай бұрын
Good ❤❤❤
@DsPujhari
@DsPujhari Ай бұрын
ପ୍ରଭୁ ଜୀ ଆପଣ ଭି ବହୁତ ଜ୍ଞାନ ବାଣ୍ଟିଲେଣି କିଛି କାମ କରନ୍ତୁ କିଏ କ'ଣ କଲା କଣ ନାହିଁ ତାହା ଜ୍ଞାନ ନଦେଇ ଆପଣ ଆମ ଓଡ଼ିଶା ପାଇଁ କ'ଣ କଲେ ପ୍ରଜା ସୁଖଶାନ୍ତି ରେ ରହିବେ ତାହା କରନ୍ତୁ ବିଶେଷ ଅନୁରୋଧ .....
@ghanashyamnaik2171
@ghanashyamnaik2171 Ай бұрын
Wow 🎉
@suvendukumardash1976
@suvendukumardash1976 Ай бұрын
Jay Jay Our CM Mohan Sir 🙏🙏
@kaliprasannapattnaik5191
@kaliprasannapattnaik5191 Ай бұрын
Gurujee good Orator 😢
@motilaltudu7275
@motilaltudu7275 Ай бұрын
ଆଦିବାସୀ ଙ୍କ ବିକାଶ ନାଁରେ ଶରକାରଙ୍କ ପାଇସାଆଣି ନିଜେ ମାଲାମାଲ୍ ହେଉଛନ୍ତି ରାଜନୈତିକ ଦଳ ଆଦିବାସୀ ଆଗାମୀ ଦିନରେ ଜେମିତି ଥିଲେ ଆଜିକା ଡେଟରେ ଭି ସେଇମିତି ପରିସ୍ତିଥି ରେ ଅଛନ୍ତି 😂😂😂
@PrasantKumar-w4i
@PrasantKumar-w4i Ай бұрын
ଜୟ ଜଗନ୍ନାଥ ଜୟ ବିଜେପି
@KunujaniKunujani
@KunujaniKunujani Ай бұрын
ଗରିବ ଚାଷୀ ଲୋକଙ୍କୁ କଣ୍ ଦେଉଚ 100ଦିନ ହେଲା,।
@Bharatdas431
@Bharatdas431 Ай бұрын
Dhanyabad bad manyabar c m 26year pare mun c m nka bhasan sunili. Mun bhut bhut khusi
@NanadaGouda
@NanadaGouda Ай бұрын
👍👍👍👍👍👍
@akshayakumarbehera4781
@akshayakumarbehera4781 Ай бұрын
କାମ କମ୍ କଥା ଅଧିକ
@pitambarbalua9235
@pitambarbalua9235 Ай бұрын
Mohan king of odisha 8:06
@RajuKumar-u2z8r
@RajuKumar-u2z8r Ай бұрын
My 🐅 cm❤❤❤
@aprameya6623
@aprameya6623 Ай бұрын
Badhiya speech ❤
@susantakumar4602
@susantakumar4602 Ай бұрын
Mohana maji next PM of india
@meghanrout4845
@meghanrout4845 Ай бұрын
Sir kn Rachana bolche
@anandamohakuda4943
@anandamohakuda4943 Ай бұрын
😅😅
@Coolsusant
@Coolsusant Ай бұрын
ରାତି ରେ ଭାଷଣ ଘୋଷିକି ଦିନରେ କହିବା ୧୦୦ ଦିନ ପରେ ହେଇ ଗଲାଣି କାମ କର ଭାଷଣ ଦେଲେ ଖାଲି କଣ ହବ ତୋ remote ତ ଗୁଜୁରାଟ ରେ ଜଣା ପଡିଗଲାଣି ଦରଦାମ ଉପରେ ଟିକେ କହ
@anandamohakuda4943
@anandamohakuda4943 Ай бұрын
Right 👍
@eodia6475
@eodia6475 Ай бұрын
ବିଜେପିକୁ ମାନି ବାକୁ ପଡ଼ିବ ଭାଷଣ ମାରି ପାରୁଥିବା ମଣିଷ ଗୋଟେ ବାଛିଛନ୍ତି ବିଜେପି କେମିତି ସରକାର ଓଡ଼ିଶା ବାସି ବୁଝିବା କଷ୍ଟ ଅଛି। ଝାଡ଼ଖଣ୍ଡ ଆଉ ହରିଆଣା ରେ ଏମାନଙ୍କୁ ମୂଳ ପଛ କରିଦେବେ ସେଠିକାର ଜନତା ,ଏଇଟା sure
@Rnayak-r1o
@Rnayak-r1o Ай бұрын
ଅସୁବିଧା କଣ
@SurendraMohanta-v3s
@SurendraMohanta-v3s Ай бұрын
Dr to see😢
@ganesnayak6248
@ganesnayak6248 Ай бұрын
🙏🙏🙏
@ashokkumardas6003
@ashokkumardas6003 Ай бұрын
ସେମାନେ କ୍ରିତ ଦାସ ସାଜି କିଛି କରି ପାରିଲେ ନାହିଁ, ତମେ ବାଳ କଣ ତାଡି ପକେଇଛ, ଶଳା ପନିପରିବା ଠୁ ନେଇ ରାଇସିନି ଜିନିଷ ସବୁଠାରେ rate ଅଧିକା, ବାଳ କୁ କଥା ବଡ ବଡ କାମ ବା...... ବାଳ
@SukadevMohanta-k2m
@SukadevMohanta-k2m 19 күн бұрын
Bjp ସରକାର 5 ବର୍ଷରେ 50 ହଜାର ଦେଲେ BJD ସରକାର 24 ବର୍ଷରେ କେତେ ଦେଲ । ଖାଲି ଭାଷଣ ମାରିବାରେ 1 ନମ୍ୱର।
@BiswanthaSahu
@BiswanthaSahu Ай бұрын
Tame sabu Thadiba
@sureshmeher9026
@sureshmeher9026 Ай бұрын
Eata pandu
@sarojkumarjena9052
@sarojkumarjena9052 Ай бұрын
ତୁରନ୍ତ ଆକ୍ସନ ed sbi ଭିଜିଲାନ୍ସ ଶୀଘ୍ର ଲଗେଇ ଚୋର ଙ୍କୁ ଧର ଭିତରେ ପୁରା
@pradeep9108
@pradeep9108 Ай бұрын
Murkhamantri
@GaluRamMajhi
@GaluRamMajhi Ай бұрын
ଏ ବୋକା ମୂର୍ଖ ନୁହଁ, ମୂଖ୍ୟ ମନ୍ତ୍ରୀ କହ ମହୋନ ମାଝୀ
@deepess_deepu83
@deepess_deepu83 Ай бұрын
​@@GaluRamMajhitu kaha mukhya mantri boli ame kahuchu gujrati remote control CM mohan majhi...... Odia lekhiparuni bharat mata ku lekhuchi darat mata aita hauchi Narendra khan remote control mukha mantri...... Narendra khan beef supply karuchi electoral bond re paisa nauchi andha bhakt Khushi ta
@arr-h7v
@arr-h7v Ай бұрын
@@deepess_deepu83 Tamil remote control ra abasta kana hela
@bijayapppradhan4563
@bijayapppradhan4563 Ай бұрын
​@@GaluRamMajhiପେଲେଇପୁଅ ମୂର୍ଖ ଚୋଦା କି?
@GaluRamMajhi
@GaluRamMajhi Ай бұрын
@@deepess_deepu83 ୨୫ବର୍ଷ ତାମିଲ୍ ହାତରେ ରିମର୍ଟ ଥିଲା ବେଳେ ଭାଷା ସଂଯଥ କରିବୁ, ଗେଣ୍ଡା ବାସ୍ନା, ନିଶା ଛାଡୁନି ତତେ ମାଗ୍ନଖିଆ
@chintamanidas3249
@chintamanidas3249 Ай бұрын
Kia lekhiki deichi.
@trinathnayak6505
@trinathnayak6505 Ай бұрын
Narasingha
@sanjibkar7495
@sanjibkar7495 Ай бұрын
At here people may know what is the difference between Nabin & today CM, Mohan Majhi ! We just listen the perfect sweet voice of our chief minister after a long decades !😂
@laxminarayanpadhy6820
@laxminarayanpadhy6820 Ай бұрын
Agaru jajpur world level famous thila
@Sidheswar80
@Sidheswar80 Ай бұрын
Jajpur re jaha unnati heichhi Bobby Das karichhi jaha heba b Bobby Das kariba
@mahabirmajhi2683
@mahabirmajhi2683 Ай бұрын
Just like Kusuma cottage , Bolle Bolle Dhaba and Swad restaurant etc which are of no use for the general public ! 😅
@eodia6475
@eodia6475 Ай бұрын
@@Sidheswar80 ସତ କଥା ଭାଇ
@s.b.gamerlovefromindia2541
@s.b.gamerlovefromindia2541 Ай бұрын
12:07 1 10:21 10:43
@s.b.gamerlovefromindia2541
@s.b.gamerlovefromindia2541 Ай бұрын
11:18 11:24 11:28
@Anantadas-wz1dj
@Anantadas-wz1dj Ай бұрын
🙏🙏🌹🌹🙏🙏👍👍
@AjayaKumar-c2l
@AjayaKumar-c2l 27 күн бұрын
🚩🚩
@LaxmanTudu-t7c
@LaxmanTudu-t7c Ай бұрын
Jay sri ram
@chhabisamal6494
@chhabisamal6494 Ай бұрын
ନଗଡାକୁ ପକାରାସ୍ତା କରାଇଦିଅ ତୁରନ୍ତ
@pranabaswain9900
@pranabaswain9900 Ай бұрын
Kaha birodhara na kahi kemiti bhala kama Kariba chinta a bhasanaru kn miliba Naveen Sir kaha birodhara kichi kahantini tanka bhali kama karibaku chesta a magana bhasana ru kn miliba
@kirtibalapatra4550
@kirtibalapatra4550 Ай бұрын
ସବୁ ତ ଦେଖି ଦେଖି କହିଲେ
@ajitbehera8863
@ajitbehera8863 Ай бұрын
Au kana akhi Buji kahithanta ki
@maheshpattanayak1798
@maheshpattanayak1798 Ай бұрын
​@@ajitbehera8863Naveen ta pura ghosiki Mane rakhuthila au
@eodia6475
@eodia6475 Ай бұрын
@@ajitbehera8863 ନା ନା ରାତିରେ କହିବା pratice ବହୁତ୍ ମାତ୍ରା ରେ କରନ୍ତି ଆମ ମୁଖ୍ୟ ମନ୍ତ୍ରୀ କାରଣ ପରିଶ୍ରମୀ ମଣିଷ ଟେ ।କେତେ କଷ୍ଟ ରେ ଆମେ ପାଇଛୁ ତାଙ୍କୁ ଆଉ।
@bikashkumarmohapatra7578
@bikashkumarmohapatra7578 Ай бұрын
Honourable chief minister sir. Nabin sir kana kari thile taku chhadiki .apana kana karibe se bisayare kuhantu.and kariki dekhantu.tebe loka mane khusi hebe
@sarojmohanty1617
@sarojmohanty1617 Ай бұрын
CM nka bhasana prabala action pura durbala.
@ashwinisahu6584
@ashwinisahu6584 Ай бұрын
ACTION START HOICHHI ...BAHU OFFICER KU TRANFER ...JOICHHII BODHE🎉🎉
@eodia6475
@eodia6475 Ай бұрын
@@sarojmohanty1617 ଆହୁରି ବହୁତ୍ କିଛି ଦେଖିବ ଓଡ଼ିଶା ବାସି । ଏବେ ଟ୍ରେଲର ଚାଲିଛି ପୁରା ଫିଲ୍ମ ବାକି ଅଛି ,ଆଗକୁ ଝାଡ଼ଖଣ୍ଡ ଆଉ ହରିଆଣା ରେ ଫିଲ୍ମ ଟା ରିଲିଜ ହବ ଆଉ ପୁରା ଫ୍ଲପ ହେଲା ପରେ ଆଉ ଗୋଟେ ଅବତାର ଓଡ଼ିଶା ଦେଖିବ। wait and watch
@tikchandisari3648
@tikchandisari3648 Ай бұрын
Basi Katha kahuchu kama re nahi 0 kama kari dakaa mahan majhi loke like karibe gariba loka nku help kara imandari bana
@sadanandasenapati8116
@sadanandasenapati8116 Ай бұрын
କଥା ବହୁତ କାମ ନାହିଁ
@tapaswinikhutuli5227
@tapaswinikhutuli5227 Ай бұрын
ସବୁ ଛାଞ୍ଚି ଦେବ ତୁମ ଦଳ
@subasdehuri2290
@subasdehuri2290 Ай бұрын
ବେ ମହନା ଚୁ ବେଶୀ ଗେହେନା କିଏ ଲେଖିଦେଛି ତୁ ପଢିକି କହୁଚୁ ତୁ ନିଜେ କହ ଦେଖିବା ତ ବାଣ୍ଡର କେତେ ପାଣି ଅଛି
@HrusikeshSwain-es2gw
@HrusikeshSwain-es2gw Ай бұрын
Remote control cm
@BishnupriyaSahu-sp8xw
@BishnupriyaSahu-sp8xw Ай бұрын
Manoj Sahu BJP 3000
@PrasantaPattanayak-d8s
@PrasantaPattanayak-d8s Ай бұрын
Purba sarakar atnka aparadha ku biswasha kare nahinki gariba majurianka katha bujheni jahaku tatkal CM kahuthile apanmane khushi ta mu bhi khushi
@SubashPanda-i8v
@SubashPanda-i8v Ай бұрын
A 3 Family ko against re 3ta Court Heyi Sobu Inqy heyu
@BipinPattanaik
@BipinPattanaik Ай бұрын
Jay Jagannath🙏Jay Nila Madhab🙏Omm🕉️Jay Maa Samaleswari🙏Jay Maa Tarini🙏Jay BJP🙏Jay Modi ji🙏Jay Yogi ji🙏Jay Shah ji🙏Jay Rajnath ji🙏 Jay ABVP🙏Jay RSS🙏Time came to understand the dark story of black rose by 4.4cr Odia's.SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT
@PradeepNayak-h3r
@PradeepNayak-h3r 22 күн бұрын
BJP👍✍️🫂💐🌹💯
@PrasantaPattanayak-d8s
@PrasantaPattanayak-d8s Ай бұрын
Sir kichi kahile hebani sidha aparadhinku encounter kara
@taranisennaik8656
@taranisennaik8656 Ай бұрын
Gote dina b mu dekhini odisha cm odia re bhasan dauthiba but iam great odisha cm odia re suni mu khusi . But apana mane Khusi ta genda dala
@suniltanty2811
@suniltanty2811 Ай бұрын
Katha kam.kam besi..hau thila... Ye alaku cm..nija manu kichhi kahini sabu lekha haichhe seta dekhi dekhi...padhindauchhu...handia pia mukhya mantri paiki odisha ...sara varat re..lajit....no1 cm navin babu. .. Au tmer orth bjp jumla
@taranisennaik8656
@taranisennaik8656 Ай бұрын
@@suniltanty2811 genda dala
@amulyajena6027
@amulyajena6027 Ай бұрын
ମୋହନ ବାବୁ ଆପଣ ଜାଣନ୍ତି ଯାଜପୁର ନେତା ଓଡିଶା ରେ ବାଘ ତୁମେ କଥା କୁଆ କପିଳା ତୁମେ ଯାଜପୁର ପାଇଁ କରିଛ କଣ
@taranisennaik8656
@taranisennaik8656 Ай бұрын
Bagha ra gandi fati gala jajpur re
@Laxmanbari-s6t
@Laxmanbari-s6t Ай бұрын
😭😭😭😭💯✅🙏
@akankshyapriyadarsinimallick63
@akankshyapriyadarsinimallick63 Ай бұрын
Scripted 🤣🤣🤣🤣😂
@ParamanandasunaParamanandasuna
@ParamanandasunaParamanandasuna Ай бұрын
ଗପସୂଣିଵାକୁ ଭଟ ଦେଇନାହି
@kumar__prakashsibu
@kumar__prakashsibu Ай бұрын
Ktha besi km km .....odisa basi kn chahunyanty tke Jani pain try kr😮
@kumar__prakashsibu
@kumar__prakashsibu Ай бұрын
Cm sir apna vuli jau6anty apan jne cm boli ate over smart vl nuhe tke km kuha apanka pain vl hba....Bahut kahu6anty km ki6i nhi
@prasantakumarpanda4701
@prasantakumarpanda4701 Ай бұрын
Khali gapa na kahi kichi kara ame bahuta gapa sunichu
@rajeshbastia4391
@rajeshbastia4391 Ай бұрын
Gujurati chakar muhare sabubele kritadasa word baharuchi ,jharipoka aji parjyanta adibasi loka khauchhanti.chakunda patra sabuthu nirog.
@amitabsamal4118
@amitabsamal4118 Ай бұрын
Gujrati nka kritadash kiya?? Bihari Governor ra pua kaba artest haba Odia Ashmita ra contractor khua.
@sanjibkar7495
@sanjibkar7495 Ай бұрын
Gujarati man is now our Prime minister ,all power & resources of nation are with his hand , means he is our today's perspective leader of national building .Till now nobody opposition leader is equal with him & gladly we accept that our CM, Mohan Majhi is selected by him as BJP is a national party & we get a national entity .😂
@amitabsamal4118
@amitabsamal4118 Ай бұрын
@@sanjibkar7495 Andha bhakti reflecting only. For Andha bhakta Modi is God. Crore of money is spending for fake image bulding for a faku . Modi is not a milestone PM for all Indian lot of PM are there who work good and more effective then faku. Adani Ambani looted India by Modi Government. Majhi is just a rubber stamp. India is not invented in 2014. Grown up Andha bhakta.
@amitabsamal4118
@amitabsamal4118 Ай бұрын
@@sanjibkar7495 No rule to be act like a rubber stamp for Gujrati to promote Gujrati lootera in state. Crore of rupees spending for fake image bulding In india lots of person are there more effective than Modi ji and not having fake image For Andha bhakta Modi ji is God despite of all type of corruption. Majhi is just a rubber stamp as all BJP ruled state BJP national party or Hum dono party. India is not invented in 2014 lot of great PM seen India. Modi ji giving Govt asset to their Gujrati mitro. That's national wealth. Andha bhakta age only 10 yeta 4 months .
@sanjibkar7495
@sanjibkar7495 Ай бұрын
@@amitabsamal4118 Due to your intelligence as like your scribing narration,you probably may an expert for bringing the people towards limelight because you have a pair of splendid eyes, which can able to open closing eyes of people , but we people hard to say our eyes are totally sticked with a whirlwind of MODI cyclone- cum-deep depression . Thanks God for chatting with a people's friendly kind-hearted man !
@amitabsamal4118
@amitabsamal4118 Ай бұрын
@@sanjibkar7495 Modi is just a title not a Strom or Non Bilogical. He is just a PM like other. Job done minimum prachar Maximum. Today people are believing in paid Godi Mefda prachar tantra . By paying tax payer money to Publicity for image bulding of a single man . Fake certificate fake image faku. Every one thier own choice . Modi ji loot jhoot corruption comes under Rastra bhakti. Andha bhakti is a matter of their blind choice.
@satyabratanayak8968
@satyabratanayak8968 Ай бұрын
tume kn kariba se katha kuha besi bhasn baji thik nuha
ТЮРЕМЩИК В БОКСЕ! #shorts
00:58
HARD_MMA
Рет қаралды 2,2 МЛН
Perfect Pitch Challenge? Easy! 🎤😎| Free Fire Official
00:13
Garena Free Fire Global
Рет қаралды 90 МЛН
HELP!!!
00:46
Natan por Aí
Рет қаралды 66 МЛН
ТЮРЕМЩИК В БОКСЕ! #shorts
00:58
HARD_MMA
Рет қаралды 2,2 МЛН