ଜୁନିୟର ବାବା ଚଢ଼ୁଛନ୍ତି KTM, ଖାଉଛନ୍ତି ଚିକେନ୍! Junior Sarathi baba loves KTM bike and nonveg, Bbsr.

  Рет қаралды 101,010

Pratidin TV

Pratidin TV

Күн бұрын

Пікірлер: 458
@prakashbal1616
@prakashbal1616 7 сағат бұрын
ସୁନ୍ଦର ପ୍ରୟାସ ଭଉଣୀ ଅନ୍ଧ ବିଶ୍ବାସ ବିରୋଧରେ ଆପଣଙ୍କ ସ୍ୱର ଉତ୍ତୋଳନ କୁ ମୁଁ ସ୍ବାଗତ କରୁଛି
@snehasworld5882
@snehasworld5882 6 сағат бұрын
ପୁରୀ ଜଣେ ମୂର୍ଖ ମହିଳା ଯିଏ କ anything ଣସି ବିଷୟରେ ଚିନ୍ତା କରେ ନାହିଁ ଏବଂ ତୁମେମାନେ ମଧ୍ୟ ତାଙ୍କ ପରି girl ିଅର ଶବ୍ଦ ଦ୍ୱାରା ପ୍ରଭାବିତ ହେବା ପାଇଁ ପାଗଳ |
@RamakantaPadhan-ui4pe
@RamakantaPadhan-ui4pe 11 сағат бұрын
ମନେ ରଖନ୍ତୁ ଜଣେ ଲୋକ କେବେ ବି ଭଗବାନ ହେଇ ପାରନ୍ତି ନାହିଁ କର୍ମ ଭଗବାନ ଜୟ ଜଗନ୍ନାଥ
@sorotoka9717
@sorotoka9717 11 сағат бұрын
କଣ ସବୁ ଧନ୍ଦା ଚାଲି ଛି.... ସରକାର ଏମିତି ବାବା ମାନ ଙ୍କୁ ଜେଲ ରେ ପୁରା ଯାଉ...
@jagadishdhan7830
@jagadishdhan7830 11 сағат бұрын
ବାପା ମା କୁ ସେବା କର ତାଠାରୁ ଅନ୍ୟ ସେବା ନାହିଁ
@hemantakumar007
@hemantakumar007 12 сағат бұрын
ଜୟ ଜଗନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ
@lalitmohanmohapatra8761
@lalitmohanmohapatra8761 11 сағат бұрын
ବାପା ଓ ପୁଅକୁ ଆଗ ଜେଲରେ ପୁରାଓ । ତାପରେ ବିଚାର ?
@snehasworld5882
@snehasworld5882 6 сағат бұрын
ସେମାନେ ତୁମ ଘର ଲୁଟି ନେଇଛନ୍ତି କି? ସତ୍ୟ ନ ଜାଣି କିଛି କହିବା ଭୁଲ୍ |
@Chittaranjan2001-p2t
@Chittaranjan2001-p2t 9 минут бұрын
​@@snehasworld5882କଣ ତମେ ସେ ଭଣ୍ଡୁଆ ର ଭକ୍ତ କି 😂😂😂?
@sareshdahar_2006
@sareshdahar_2006 10 сағат бұрын
ପୂଣ୍ଯ ହବ...ରେ ନିଜ ବାବା ମାଆ ଙ୍କୁ ସେବା କର ରେ ଭାଇଭଉଣୀ ମାନେ ...ଯଦି ସେବା ମନ ଭାବ ଆସୁଛି 🙏🙏🙏
@HPrasadÇhhura
@HPrasadÇhhura 10 сағат бұрын
ଭଉଣୀ ତ ପୁରା ସଂସ୍କାରିତ ପୋଷାକ ପିନ୍ଧିଛନ୍ତି ତାଂକୁ ଅପମାନ କରିବା ଠିକ୍ ହେଲା ନାହିଁ
@KamarajKumar-d2y
@KamarajKumar-d2y 10 сағат бұрын
ମାଗିଆ ବାପାପୁଅଙ୍କୁ ଆଗ ଜେଲ ରେ ପୁରା ଅ ଶୀଘ୍ର ଡେରି କରନ୍ତୁ ନାହିଁ
@sareshdahar_2006
@sareshdahar_2006 10 сағат бұрын
ପୂଣ୍ଯ ହବ.. ନିଜ ବାବା ମାଆ ଙ୍କୁ ସେବା କର ରେ ଭାଇଭଉଣୀ ମାନେ ...ଯଦି ସେବା ମନ ଭାବ ଆସୁଛି 🙏🙏🙏
@Arihant-i6z
@Arihant-i6z 9 сағат бұрын
ସମସ୍ତେ ଅନ୍ଧଭକ୍ତ ହେଲେ ଏଭଳି ନୂଆଁ ନୂଆଁ ଭଣ୍ଡବାବା ଆବିଷ୍କାର ହେବା ଅବଶ୍ୟ😅😅😅
@ଜୟଜଗନ୍ନାଥ-ଠ8ଡ
@ଜୟଜଗନ୍ନାଥ-ଠ8ଡ 12 сағат бұрын
ପୋଲିସ ର ଏଥିରେ ଲେନ ଦେନ ନାହିଁ କେବଳ ବାଧ୍ୟ ରେ ଆସିଛନ୍ତି ଜଣାପଡୁଛି...
@shreedipti1988
@shreedipti1988 9 сағат бұрын
ଭଉଣୀ ଠିକ୍ କହିଛନ୍ତି । ଥାନା ଭିତରେ ପୁରେଇ ଦେଲେ ସବୁ ଠିକ୍ ହେଇଯିବ ବାପା ପୁଅକୁ।
@santoshpatra7019
@santoshpatra7019 11 сағат бұрын
ଭଉଣୀ ଜଣଙ୍କୁ ଅପମାନ କରିବା ଠିକ ହେଇନି. ତାଙ୍କ କଥା ଯୁକ୍ତିଯୁକ୍ତ ବି. ସତ ସାମ୍ନାକୁ ଆସୁ....
@purnachandramahanty8798
@purnachandramahanty8798 11 сағат бұрын
ତୁଳସୀ ର ଅପମାନ କରି କେହି ଭଲଫଳ ପାଇନାହାନ୍ତି ।
@pradipbiswal7586
@pradipbiswal7586 11 сағат бұрын
Correct, salute you, dear sister ❤
@SumanSahoo-ig6ox
@SumanSahoo-ig6ox 11 сағат бұрын
Right
@OdiyaAllvideosrzz
@OdiyaAllvideosrzz 10 сағат бұрын
To vari pandito be
@unknown_starlight
@unknown_starlight 9 сағат бұрын
ଟାହି ଟାପରାରେ ସଂସାର ପୂରିବ, ଟୋକାଏ ମାରିବେ ତାଳି ଦେଉଳ ଦୁଆରେ କଣ୍ଟା ବାଡ଼ ପୋତି ବୋଲିବେ ନଗଡ଼ାମାଳି ।
@ShaktiPal-xj5pk
@ShaktiPal-xj5pk 11 сағат бұрын
ବିନାଶ କାଳେ ବିପରୀତ ବୁଦ୍ଧି, ଆମର ଓଡ଼ିଆ ରେ କଥା ଅଛି,
@samalAgadhu9
@samalAgadhu9 11 сағат бұрын
ଭୁଉଣୀ ଯେଉଁ କଥା କହୁଛନ୍ତି ତାହା ଠିକ୍। ଯଦି ତାଙ୍କୁ ସ୍ବପ୍ନାଦେଶ ହୋଇଛି, ତା'ହେଲେ ପ୍ରମାଣ କରି ଦେଖାନ୍ତୁ।
@swati22_9
@swati22_9 8 сағат бұрын
ଯେତେବେଳେ ମାନବଙ୍କର ମନ ବିକୃତ ହୋଇଥାଏ, ସେତେବେଳେ ସତ୍ୟ ମଧ୍ୟ ତାକୁ ଭୁଲ ଲାଗିଥାଏ। Jai jagannath 🙏 ✨
@hariharapanda678
@hariharapanda678 9 сағат бұрын
ଧନ୍ୟବାଦ ଭଉଣୀ
@ମଧୁ..ମଧୁ
@ମଧୁ..ମଧୁ 10 сағат бұрын
ସାରଥୀ ପରେ ଆଉ ଜଣେ ବାବା ଆଗକୁ ଆସିଲେ.. ଏମିତି ଆଉ କେତେ କୋଠି ବିଭିନ୍ନ ପ୍ରକାର ର ବାବା ଅଛନ୍ତି ଟିକେ ସର୍ଭେ କରି ରିପୋର୍ଟ ଦିଅନ୍ତୁ..
@KITCHEN143
@KITCHEN143 11 сағат бұрын
ବାଡ ବାବା ମାଗିହା😂😂
@user-TRADE-WITH-ADK
@user-TRADE-WITH-ADK 11 сағат бұрын
😂😂
@RukminiDas-tq1eb
@RukminiDas-tq1eb 11 сағат бұрын
ଶୀଘ୍ର ଏହାର ତଦନ୍ତ ହେଉ,ଏହାପରେ ବାବା ଆର୍ତ୍ତତ୍ରାଣ ଉପରେ ଅନୁସନ୍ଧାନ କରନ୍ତୁ ।
@ACHARYAADITVA
@ACHARYAADITVA 11 сағат бұрын
Agaru jajpur ra politician thile
@PRAKASHTRIPATHY-hf5pz
@PRAKASHTRIPATHY-hf5pz 11 сағат бұрын
e ଭଳିଆ ଭଣ୍ଡ ବାବା ମାନଙ୍କୁ ତଦନ୍ତ ନୁହ ମାଡ଼ ମାରି ମୁହଁରେ କାଳୀ ମାରି ଗଧ ପିଠିରେ ବସେଇ ବୁଲେଇବା କଥା ।
@KahnumajhiNamitamajhi
@KahnumajhiNamitamajhi 3 сағат бұрын
ବାବା ନା ରଣ୍ଡୁଆ ବାବା ମାଗିଆ ଧନ୍ଦା ଚଲେଇଚ
@MN.Creation9
@MN.Creation9 53 минут бұрын
Odisharo new trending baba 😀😀😀
@SubhadaSahoo
@SubhadaSahoo 12 сағат бұрын
Right kahile jhia
@ALLINONESRP92k
@ALLINONESRP92k 9 сағат бұрын
କୁନୀ ବାବା ଯଦି ଲୋକ ଙ୍କର ମଙ୍ଗଳ ଚାହୁଁଛନ୍ତି ତ ମାଗଣାରେ ସେବା କରନ୍ତୁ ଦେଖିବା ବାବାର କେତେ ପାୱାର
@RMranju
@RMranju Сағат бұрын
Media ର କାମ ହେଲା ଟଙ୍କା ରୋଜଗାର ଆଉ ସେଥି ପାଇଁ ସେ ମିଥ୍ୟାର ଚରମ ସୀମା ବି ଡେଇଁଯିବ। ଆମେ କେବେ ପ୍ରଭୁଙ୍କ ପାଦରେ ତୁଳସୀ ପତ୍ର ଦେଖିନୁ ହେଲେ ମିଥ୍ୟା ଗୁଜବ ପ୍ରଚାର କରିବାରେ ମିଡିଆ କେତେ ମିଛର ସାହାରା ନେଉଛି।
@Mr24811
@Mr24811 11 сағат бұрын
ରାସନ ଦୋକାନୀଙ୍କ ବେପାର ଅନଲାଇନ୍ ମାଡ଼ ହେବାରୁ ବାପା ତା'ର ପୁଅକୁ କଳକୀ ଜଗନ୍ନାଥ ବନେଇ ଛନ୍ତି,
@akshaysontakke69
@akshaysontakke69 8 сағат бұрын
ଆଜି ସୋସିଆଲ ମିଡିଆ, ନ୍ୟୁଜ୍ ଚ୍ୟାନେଲ ଏବଂ ପ୍ରିଣ୍ଟ ମିଡିଆ ମାଧ୍ୟମରେ ପ୍ରସାରିତ କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମିଥ୍ୟା ଅଟେ | ଗଣମାଧ୍ୟମ, ଯାହା ସତ୍ୟ ଏବଂ ଧାର୍ମିକତାକୁ ପ୍ରୋତ୍ସାହିତ ତଥା ଆଲୋକିତ କରିବା ପାଇଁ ଉଦ୍ଦିଷ୍ଟ, ଦୁର୍ଭାଗ୍ୟବଶତ commercial ବାଣିଜ୍ୟିକ ସ୍ୱାର୍ଥ ଏବଂ ସ୍ୱାର୍ଥପର ଉଦ୍ଦେଶ୍ୟର ଭ୍ରମରେ ପଡ଼ି ମିଥ୍ୟା ପ୍ରଚାର କରୁଛି | ଆମେ ନମ୍ରତାର ସହିତ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ସତ୍ୟ ଖୋଜ, ଶାନ୍ତ ରୁହ ଏବଂ ମାଧବା ନାମ ଜପ ଜାରି ରଖ | Divine ଶ୍ୱରଙ୍କ ପ୍ରକାଶ ପାଇଁ ସମୟ ଆସିଛି, ଏବଂ ଏହି ଲୀଲା ବର୍ତ୍ତମାନ ଖୋଲୁଛି | ଜୟ ଶ୍ରୀ ମାଧବା 🙏
@snehasworld5882
@snehasworld5882 6 сағат бұрын
ନିଜକୁ ସନାତନ ବୋଲି କହିବା ପୂର୍ବରୁ ଏହି ମହିଳା ଶାସ୍ତ୍ର ପ read ିବା ଉଚିତ୍ କେବଳ ନିଜକୁ ସନାତନ ବୋଲି କହିବା ଦ୍ୱାରା ସେ ସନାଟାନି ହୋଇନଥାଏ… ଆମେ କାଲିଗୁଗାର ସମାପ୍ତିର ସମସ୍ତ ପ୍ରମାଣ ପାଇଥାଉ… ନିଜେ ଓଡ଼ିଶାର ବାସିନ୍ଦା ହୋଇଥିବାରୁ ସେ ଜାଣନ୍ତି ନାହିଁ ଯେ ମଲାଇକାଙ୍କ ନାମ ଅଛି | ପ୍ରଭୁ କାଲ୍କି ଜନ୍ମ ସମ୍ବନ୍ଧୀୟ ସମସ୍ତ ପ୍ରମାଣ ଦିଆଯାଇଛି !!
@jagadishdhan7830
@jagadishdhan7830 11 сағат бұрын
କଳି ଯୁଗରେ ବାବା ନାହାନ୍ତି ଏସବୁଚୋର
@akshaysontakke69
@akshaysontakke69 8 сағат бұрын
ଯଦି ଏହା ଅସତ୍ୟ ତେବେ ଏହାକୁ ପ୍ରମାଣ କର | ଆପଣ ପ୍ରଥମେ ସତ୍ୟ ଜାଣିବା ଜରୁରୀ | ତା’ପରେ ଜଣେ ଯୁକ୍ତି କରିବା ଉଚିତ୍ | ମଲିକାରେ ଲେଖାଯାଇଛି ଯେ ପ୍ରଭାସ ଖଣ୍ଡଗିରିରେ ଗୁପ୍ତରେ ଲୀଳା କରିବେ। ଏଥିରେ କ’ଣ ଭୁଲ୍ ଅଛି?
@SipraDas-mv4id
@SipraDas-mv4id 4 сағат бұрын
Malikare lekha hechi Paisa neiki. Manasika purana haba nahale habani lokamane Puri jibeni nuhe
@Jashobantasahoo1998
@Jashobantasahoo1998 9 сағат бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।
@Muktbhav
@Muktbhav 10 сағат бұрын
ବାବା ଶବ୍ଦ କୁ ଅପମାନ କରୁଛନ୍ତି. କର୍ମ କୁ ବିଶ୍ୱାସ କର କିଛି ପ୍ରବଲମ ନାହିଁ. କର୍ମ ଧର୍ମ ଯୁକ୍ତ ହେବା ଦରକାର. ଦୁନିଆ ରେ ବହୁତ୍ ଭଲ ଆଉ ପ୍ରକୃତ ବାବା ବି ଅଛନ୍ତି. କିନ୍ତୁ ଏଭଳି ପୁଅ କୁ ବ୍ୟବହାର ଯୋଉ ଡ୍ରାମା ଚାଲିଛି ତାକୁ ବହୁତ୍ କଠୋରତା ର ସହିତ ବନ୍ଦ କରାଯିବା ଦରକାର.
@LSCGupta
@LSCGupta 31 минут бұрын
ଭଗବାନ ହେଉଛନ୍ତି ମା, ବାବା , ok baba,maa ku sebakarantu ok
@MasterGulu1
@MasterGulu1 9 сағат бұрын
ଶାଢୀ କାହିଁ ନିଜେ ଓଡ଼ିଶା ର ସଂସ୍କୃତ ଜଗନ୍ନାଥ ସମ୍ମାନ ନାହିଁ l କହୁଛ ଓଡିଆ ତମେ ଅଲଗା ଧର୍ମ ନାରୀ ହେଇଥିବ❤❤ ଅପମାନ କୁ ଜୋର୍ ଧରୁଛ ସତ ରେ ତମେ ସମାଜ ସେବୀ ତେବେ ଏମିତି କହିଁ ନୋ ଥାଆନ୍ତ। 😂😂😅😅😢🎉😂
@_Mishra556
@_Mishra556 11 сағат бұрын
ମିଡିଆ ଏଠାରେ ସତ୍ୟ କୁ ଲୁଚାଇ ମିଥ୍ୟା କୁ ପ୍ରଚାର କରୁଛି ଏବଂ ପ୍ରସୟ ମଧ୍ୟ ଦେଉଛି।
@ayushityagi3003
@ayushityagi3003 10 сағат бұрын
EXACTLY
@anshulsharma2143
@anshulsharma2143 10 сағат бұрын
💯
@itasingh5013
@itasingh5013 9 сағат бұрын
Exactly 💯
@pranshupatel11
@pranshupatel11 9 сағат бұрын
"TRP" ପାଇଁ ମିଥ୍ୟା ପ୍ରଚାର କରିବା ବନ୍ଦ କର | ପଣ୍ଡିତ କାଶୀନାଥ ଜୀ ବିଷୟରେ ଭୁଲ କଥା କୁହାଯାଉଛି ଏବଂ ସଂପୂର୍ଣ୍ଣ ସୂଚନା ବିନା ଅଭିଯୋଗ କରାଯାଉଛି କାରଣ ପଣ୍ଡିତଜୀଙ୍କ ନାମ "ଭବିଷ୍ୟ ମାଳିକା" ରେ ଲେଖା ହୋଇଛି ଏବଂ ଏହା ମଧ୍ୟ ଲେଖାଯାଇଛି ଯେ ପ୍ରଭୁ କାଲ୍କି ତାଙ୍କ ଘରେ ଜନ୍ମ ହେବେ।
@DRPcharitytrust
@DRPcharitytrust 9 сағат бұрын
କଣ କହୁଛନ୍ତି ଭାଈ ଆପଣ,, ବାପ୍ ରେ
@AnilJalli-ji3fy
@AnilJalli-ji3fy 8 сағат бұрын
Hmm pandit ji gandi debe Tote kahichanti
@entertainmentplus3766
@entertainmentplus3766 7 сағат бұрын
ସେ ମାଳିକା ବୋଧେ ତମ ଭଳି ଅନ୍ଧ ଭକ୍ତ ଲେଖିଛନ୍ତି
@_Mishra556
@_Mishra556 11 сағат бұрын
ଆମେ ନିଜେ ସୁଧର୍ମା ମହା ମହା ସଙ୍ଘ ସହିତ ଜଡିତ ମିଡିଆ ପ୍ରଚାର କରୁଛି ଯେ ଏହି ସଙ୍ଘ ଟଙ୍କା ପଇସା ଚାର୍ଜ କରେ କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା।।
@pradipbiswal7586
@pradipbiswal7586 11 сағат бұрын
Salute you, Dear sister 🎉
@binayakumarmohanty8486
@binayakumarmohanty8486 11 сағат бұрын
ଭୁବନେଶ୍ୱର ରେ ଏହିଭଳି ଭଣ୍ଡମି ଚାଲିଛି କେମିତି।ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍
@bsn8527
@bsn8527 10 сағат бұрын
Politician Under re Prasasana😂😂 Politician mane hi Emiti Dhanda Karuchanti😂 Prasanna Badhya hei Security Douchi😂😂Loko Tautor Loko Mananku Neta Kari Vote Dele Emiti Phala Miliba😂😂
@rameshsethi1280
@rameshsethi1280 11 сағат бұрын
ଭଉଣୀ ଆପଣ, ଙ୍କୁ 🙏🙏🙏, ସମାଜରେ ଏମିତି, କିଛି ପାଗଳ, ଅଛନ୍ତି, ଏଇପାଗଳ ମାନ ଙ୍କ ପାଇଁ, ଆଜି ହିନ୍ଦୁ ଧର୍ମ ଧୁନ୍ସ ହେବାକୁ ଯାଉଛି, ଖାଇଲା ପିଇଲା, ହଗିଲା ସିଏ କୀ ପ୍ରକାର ଭଗବନେ, 😄😄😄😄🤣🤣🤣
@prasantapattanaik862
@prasantapattanaik862 11 сағат бұрын
ଏତେ ଯୁକ୍ତିତର୍କ ,ବୁଝାଵୁଝି ବନ୍ଦ କରି ଏମାନଙ୍କ ବ୍ୟବସାୟ ବନ୍ଦ କରି ଗିରଫ କରୁ ପୋଲିସ୍। କେହି ପ୍ରଭୁ ଯଦି ଅନେକ ଚିହ୍ନ ଓ ଗୁଣ ଦରକାର ଯାହାକୁ କିଛି ଲୋକ କହିଲେ ହେବ ନାହିଁ, ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ , ଶଙ୍କରାଚାର୍ଯ୍ୟ ଓ ସମସ୍ତ ସାଧୁସନ୍ଥମାନେ ସ୍ଵୀକୃତି ଦେବା ବାଧ୍ୟ।
@ishwarchandramohanta3374
@ishwarchandramohanta3374 11 сағат бұрын
ଆପଣମାନେ କାହିଁକି ସେ ବାବାଙ୍କ ପଛରେ ପଡୁଛନ୍ତି? ଠିକ୍ କର୍ମ କରନ୍ତୁ, ସବୁ ରିଷ୍ଟ କଟିଯିବ।
@smartcollection..3098
@smartcollection..3098 10 сағат бұрын
Maam ଠିକକ କହିଛନ୍ତି ଏ ଶଳା କୁ ଆଗ ମାଡ ଏ ଶଳା ଗୁଡା ପଇଶା ପାଇଁ ପାଲା କରୁଛନ୍ତି
@soumyaranjan3614
@soumyaranjan3614 12 сағат бұрын
Bhala Bepara karuchanti Baba Nare kali juga Saribaku Aselani 😢😢😢😢😢 Tulasi Patra Kebala Sri Jagannath Nka Ra Adhikar Tanka Pada Tale Rahiba Jay Jagannath 🙏🙏🙏🙏🙏
@mitanjalipati6504
@mitanjalipati6504 11 сағат бұрын
Thik katha kahile Madam...bohut Dina hela mu ei vdo ra apekhya karithili Mu Jagannath mahaprabhu nku bohut bhala paae,sie ama bada thakura Kintu dukha lage dekhiki esabu ki thakura nka naa neiki ei jou sabu business chaleichanti ama sanskruti ku apaman kara jauchi
@rajendrapanda39
@rajendrapanda39 11 сағат бұрын
ସେ ପୁଅର ବାପ'ମା ତା ଜୀବନ କୁ ନଷ୍ଟ କରୁଛନ୍ତି! ଟଙ୍କା ଲୋଭରେ ମଣିସ କେତେ ତଳକୁ ଜାଇ ପାରେ
@ayushityagi3003
@ayushityagi3003 10 сағат бұрын
Esa kuch bhi nahi hai bhai !! You are totally wrong!! What media is actually showing is not true! And it's all improper information!
@bsn8527
@bsn8527 10 сағат бұрын
​@@ayushityagi3003Reality is Reality😂😂Your Fake Comment Can't Divert Reality😂 Don't try to Fool Public😂
@ayushityagi3003
@ayushityagi3003 10 сағат бұрын
@bsn8527 just wait and watch for God's sake mann!!
@dipani45
@dipani45 10 сағат бұрын
​@@ayushityagi3003 abe tu andh bhakt na??...tanka paisa re tu chaluchu i think...tote lazya nai na tk😂😂😂
@trilochanmishra2130
@trilochanmishra2130 7 сағат бұрын
FIR judge ମାନେ କଣ? କାହିଁକି ଏମିତି ହଉଛନ୍ତି, ଅଧା ପାଠୁଆମାନେ ସମାଜସେବୀ ବନିଲେ ଯାହା ଫଳ
@sachidanandamishra4778
@sachidanandamishra4778 9 сағат бұрын
ଆପଣ ସେ ଭଡୁଆକୁ ପଚାରନ୍ତୁ ସେ କେଉଁ ଡ୍ରେସ୍ ପିନ୍ଧିଛି,ସେ ଯେଉଁ ଡ୍ରେସ୍ ପିନ୍ଧିଛି ତାହା କେଉଁ ସଂସ୍କୃତି ର ଡ୍ରେସ୍।
@kishorchandralenka9919
@kishorchandralenka9919 9 сағат бұрын
Right Answer bhai
@kalpanaparida3178
@kalpanaparida3178 12 сағат бұрын
2nd sarathi😊😊😊
@bhagabanpradhan7500
@bhagabanpradhan7500 12 сағат бұрын
Thanks 💯 Madam
@lipinabarik1467
@lipinabarik1467 9 сағат бұрын
Bahut badhiya bite ❤️❤️
@Donbrunkshat
@Donbrunkshat 6 сағат бұрын
ଜଗନ୍ନାଥ ମନ୍ଦିରରେ ରକ୍ତ କାହିଁକି ଦେଖିଲା? ତ୍ରିଶୂଳରେ ଅଗ୍ନି କାହିଁକି ଜ୍ୱାଲା? ପତାକାରେ ଗୃଧ୍ର କାହିଁକି ବସିଲା? ମନ୍ଦିରରୁ ବିଶାଳ ପାଥର କାହିଁକି ଖସିଲା? ଦେବଳୟର ଦେଉଳରେ ଫାଟ ନାହିଁ କାହିଁ? ମନ୍ଦିରର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ କାହିଁକି ଘୋଘଣା ଘଟୁଛି? ଏବଂ ବଳଭଦ୍ର ଭାଇ କାହିଁକି ପଡିଗଲେ? ଏହା ସବୁ ପ୍ରମାଣ ଯେ ପ୍ରଭୁ ଜଗନ୍ନାଥ ଆମ ପାଇଁ ସଂକେତ ଦେଉଛନ୍ତି ଯେ କଳିଯୁଗ ଶେଷ ହୋଇଛି।
@debasishmishra9415
@debasishmishra9415 11 сағат бұрын
ଆମେ ସୁଧାର୍ମା ମୋହା ମହାସଙ୍ଗ ସହ ବହୁତ ଦିନରୁ ଜଡିତ ହେଲେ ଗଣମାଧ୍ୟମ ଯେପରି ଅପପ୍ରଚାର କରୁଛନ୍ତି ଜଣାପଡୁଛି ସେମାନେ କାହାର ପ୍ରରୋଚନା ରେ ଏ ସବୁ କାର୍ଯ୍ୟ କରୁଛନ୍ତି | କୌଣସି ଏଥିରେ ସତ୍ୟା ସତ୍ୟ ନାହିଁ
@silusahoo6433
@silusahoo6433 11 сағат бұрын
ଆଜି ମିଡ଼ିଆରେ ଯେଉଁ ଅପପ୍ରଚାର ଚାଲିଛି ତାହା ସମ୍ପୁର୍ଣ୍ଣ ମିଥ୍ୟା ଅଟେ । ସତ୍ୟକୁ ଜାଣନ୍ତୁ । ନିଜ ଚ୍ୟାନେଲ୍ ର ରୋଜଗାର ପାଇଁ ଏହିଭଳି ପ୍ରଚାର କରୁଛନ୍ତି ।
@Abhi-panda
@Abhi-panda 10 сағат бұрын
ହାଁ ହାଁ ଠିକ୍ କହିଛ ସୁଲୁ
@Sahoo-u2e
@Sahoo-u2e 11 сағат бұрын
ତୁଳସୀ ପାଦରେ ଲଗାଇଲେ ବିନାଶ ଘଟିବ
@prasannkumardash1951
@prasannkumardash1951 26 минут бұрын
ଅନାବାଦି ଗୋଚର ଜବର ଦଖଲ ପଥର ମୂର୍ତ୍ତି ରେ ରଂଗ ମାରି ଅର୍ଥ ରୋଜଗାର କରିବା ନିଜକୁ ନିଜେ ଦିଅଁ ସଜେଇ ବା ତୃଣ ଭୋଜି ପ୍ରାଣୀ ଙ୍କ ଦାନା ପାଣି ମାରି ଅନାବାଦି ଗୋଚର ଜବର ଦଖଲ କରି ମନ୍ଦିର ତୋଳିବା ଇଏ କେଉଁ ଧର୍ମ ଯଦି ଧର୍ମ ର ପ୍ରଚାରକରିବାକୁ ଚାହୁଁ ଛ ଜଗତର ନାଥ ଶ୍ରୀ ଜଗନ୍ନାଥ ଧାମ କୁ ଯାଅ ମା ଶାରଳା ଧାମକୁ ଯାଅ ତୁ ଉଷସୀ କ୍ଷେତ୍ର କୁ ଯାଅ ମା ବିରଜା କ୍ଷେତ୍ର କୁ ଯାଅ ଏପ୍ରହସନ ଠାକୁରଙ୍କୁ ଅପମାନ ଧର୍ମ କୁ ଅପମାନ ଏମାନଙ୍କୁ ଉଚିତ୍ ଶାସ୍ତିଦରକାର ଜୟ ଶ୍ରୀ ପର୍ଶୁରାମ 🎉🎉🎉
@swapnilraja1409
@swapnilraja1409 11 сағат бұрын
😂😂😂 ମୁର୍ଖ ମଣିଷ ସାଧାରଣ ମଣିଷକୁ ବି ପ୍ରଭୂ କହି ଦେଉଛନ୍ତି 😂ଯୋଉ ମାନେ ସୋସିଆଲ ମିଡ଼ିଆ ରେ ଜଣକୁ ଦେଖିକି ପ୍ରଭୁ କୁହନ୍ତି 😂😂😂ସେମାନେ ସମ୍ପୂର୍ଣ ପଣ୍ଡିତ। ଜୟ ପ୍ରଭୂ ସାରଥି ବୋଲି ଜଣେ ଥିଲେ
@InnocentPradosh
@InnocentPradosh 8 сағат бұрын
ମାନ୍ୟବର 😆😆😆😆😁😁😁
@lipshamishra2778
@lipshamishra2778 12 сағат бұрын
Right right right right right right right right 100 ru 100 right right kahile madam🙏
@JayramSanta-b9j
@JayramSanta-b9j 2 сағат бұрын
କଳିଯୁଗରେ ପାପୀ ମଣିଷ ଭଗବାନ ହେଉଛନ୍ତି 😂😂
@mdsamiwalaansari2878
@mdsamiwalaansari2878 12 сағат бұрын
Junior sarathi Baba
@kamakshyanayak4058
@kamakshyanayak4058 5 сағат бұрын
Kalki Bhagwan ku dekhiba pain se chahunchanti dekheidele kana ta kharab heba... Jai Kalki Bhagwan
@SardaBehera-x2e
@SardaBehera-x2e 9 сағат бұрын
ଯେତେବେଳେ ଜଗନ୍ନାଥ ଙ୍କୁ ବଙ୍ଗଳା ଦେଶରେ ପଡ଼ୁଥିଲେ ସେତେବେଳେ ଆପଣ କେଉଁଠି ଥିଲେ, ନା ଓଡ଼ିଆରେ ଗୋଟେ ପ୍ରବାଦ ଅଛି ସାଗଖିଆ କୁ ପେଜ ଖିଆ ସାହିପାରେନି, ଆମ ଓଡ଼ିଆ ଜାତିଟା ହେଉଛି ତାହା
@harekrushnabehera5851
@harekrushnabehera5851 32 минут бұрын
ଆଗ ସେବାପା ପୁଅଙ୍କୁ ହେପାଜତକୁ ନେଇ ଛେଞ୍ଚ।
@dhananjaya7060
@dhananjaya7060 11 сағат бұрын
ଦୁଃଖ ର କଥା ହେଲା ସିଏ ଏକା ଲଢ଼ୁଛି..... ବାକି ସବୁ ହିନ୍ଦୁ ସନାତନ ହିନ୍ଦୁ ସନାତନ ହିନ୍ଦୁ ହିନ୍ଦୁ କହିଲା ଲୋକ ସବୁ କୁଆଡେ ଗଲେ..... କାହିଁକି କାହା ପାଟି ଫିଟୁନୀ
@_Mishra556
@_Mishra556 11 сағат бұрын
ପଣ୍ଡିତ କାଶିନାଥ ମିଶ୍ର ଏବଂ ତାଙ୍କ ପରିବାର ଏବଂ ବୈକୁଣ୍ଠ ଧାମ ଆଶ୍ରମ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସଂପୂର୍ଣ୍ଣ ସତ୍ୟ ଏହା ନୁହଁ । ମିଡିଆ ନିଜର ପ୍ରଚାର ପାଇଁ ମିଥ୍ୟା ନ ଦେଖାଇ । ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ।
@ruchita1985-on1jm
@ruchita1985-on1jm 10 сағат бұрын
College re non beg khauthiba students nka bhitare kemiti basuchanti ?
@tusardas3006
@tusardas3006 11 сағат бұрын
Thank you mam. Go ahead.
@divine_blessings00
@divine_blessings00 19 минут бұрын
Absolutely false.... I have been following pandit kashinath ji from a very long time and i have attended some of his bhagwat sabhas also but no one asked for money even they offered us free food and stay in bhagwat katha
@snehasworld5882
@snehasworld5882 6 сағат бұрын
ଆମେ କେତେଥର ଆଶ୍ରମକୁ ଯାଇଥିଲୁ, କିନ୍ତୁ ତୁଲସୀଙ୍କୁ ପ୍ରଭୁଙ୍କ ପାଦତଳେ ରଖିଥିବାର ଆମେ କେବେ ଦେଖିନାହୁଁ | ମିଥ୍ୟା ପାଇଁ ଏକ ସୀମା ଅଛି, ତୁମେ ସମସ୍ତେ କେତେ ଦୂର ପଡ଼ିବ?
@saileshmishra75
@saileshmishra75 7 сағат бұрын
First କଥା ହେଲା ତମେ ସେଠୁକୁ ଯାଇଥିଲ କାହିଁକି ,ତମକୁ ଲାଜ ନାହିଁ ଶିକ୍ଷିତ ହେଇକି ମଧ୍ୟ ଅନ୍ଧ ବିଶ୍ୱାସ ରେ ପଡିଛ.... ତମେ ସେଠୁକୁ ଯାଉଛ କାହିଁକି ଆଉ ଅପମାନିତ ହେଉଛ କାହିଁକି, ସବୁ ଭାଣ୍ଡମି ଚାଲିଛି
@Rintupradhan34
@Rintupradhan34 7 сағат бұрын
Emiti bhandua baba nku expose kariki jail patheibaku madam jaichanti.. ethire bhul kana ??
@BiswanathJani-yy9te
@BiswanathJani-yy9te 2 сағат бұрын
ଏମିତି ବାବା ଙ୍କୁ ହାଟ ରେ ଲଙ୍ଗଳା କରି ଭୁଲେଇ ବା କଥା
@santoshkumarmishra2620
@santoshkumarmishra2620 12 сағат бұрын
ଅସୁବିଧା କେଉଁଠି ? ଏଠାରେ ଅବିବାହିତ ଝିଅ ମଧ୍ଯ ଛୁଆ ପାଇପାରିବ. ତେଣୁ ଡେରି ନକରି ଶୀଘ୍ର ଏଠାକୁ ଆସି ପଲଙ୍କ ସେବାର ସୁଯୋଗ ଲାଭ କରନ୍ତୁ
@susanta659
@susanta659 20 минут бұрын
Sister thik kahicha ti ❤❤❤
@UPENDRABHUE-tp1vi
@UPENDRABHUE-tp1vi 9 сағат бұрын
Thank you madam, very good .
@suryanarayanmohanty9022
@suryanarayanmohanty9022 7 сағат бұрын
ଶାଢୀ ପିନ୍ଧା ମହୀଳା ମାନଙ୍କୁ ସମାଳ ସେବି ଜଣଙ୍କ ପେଟ ଦେଖା ଓ ପିଠି ଦେଖା କହିଛନ୍ତି, ସଂସ୍କାର ଓ ଜଗନ୍ନାଥ ସଂସ୍କୃତିରେ ନିଜେ ପିନ୍ଧି ଥିବା ପୋଷାକ ରେ ଯଦି ବିଶେଷ ସଂସ୍କାର ଥାଏ ତେବେ ଠିକ୍।
@Dillipvlog-708
@Dillipvlog-708 8 сағат бұрын
Bhauni nku dhanyabad
@studywithnayak6590
@studywithnayak6590 10 сағат бұрын
Ehi baba organisation chaleiba pain Minister,Mp,MLA mane hi back support rahi ehi bhalia bhanda,pakhandi mana nku grow karanti....first neta mananku badeile jae ehi baba mana nka gandi phatiba
@lochanbehera2186
@lochanbehera2186 11 сағат бұрын
Right madam 100%
@susantakumarmahunta1936
@susantakumarmahunta1936 Сағат бұрын
Good work madam
@pradiptabiswal485
@pradiptabiswal485 9 сағат бұрын
Madam ekdum correct thik kahichanti....ama odisha loka andha bhakta kebe b sudhuri be nahi
@nitesh4483
@nitesh4483 8 сағат бұрын
ନିଜକୁ ସମାଜ ସେବୀ କହୁଛନ୍ତି କିନ୍ତୁ କାହା ପ୍ରତି ସମ୍ମାନ ଦେବା ଜଣା ନାହିଁ....
@lalitmohanmohapatra8761
@lalitmohanmohapatra8761 11 сағат бұрын
Right madam.
@TrinathGuru-ir5ph
@TrinathGuru-ir5ph 11 сағат бұрын
Heart touching reporting
@ramakantasahoo5597
@ramakantasahoo5597 10 сағат бұрын
ସରକାର ଏବେଠାରୁ ସଜାଗ ହୁଅନ୍ତୁ। ନଚେତ୍ ଭବିଷ୍ୟତରେ ଅନ୍ୟ ଭଣ୍ଡବାବାଙ୍କ ପରି ଅବସ୍ଥା ଭୋଗିବାକୁ ପଡ଼ିବ।
@KahnumajhiNamitamajhi
@KahnumajhiNamitamajhi 3 сағат бұрын
Right 👍👍 didi
@nityanandapanda6987
@nityanandapanda6987 Сағат бұрын
ଘୋଡା ମିଳିଲାନି ତେଣୁ ବାଇକ ରେଗଲେ ଚିକେନ ତ ମହାପ୍ରସାଦ ରୋଜଗାର ଜୋର ହଉଚି ଅସୁବିଧା କଣ
@pabitramalik6800
@pabitramalik6800 9 сағат бұрын
ହିନ୍ଦୁ ନୁହନ୍ତି ଆପଣଙ୍କ ପୋଷାକ କହୁଛି ଆପଣ ଜଣେ ମୁସଲିମ ଶାଡି ବଦଳରେ ହିନ୍ଦୁନାରୀ ଡ୍ରେସ କାହିଁକି ଡ୍ରେସ ପିନ୍ଧୁଛନ୍ତି
@AnilJalli-ji3fy
@AnilJalli-ji3fy 8 сағат бұрын
Ta chhodi heigala se bedhua pila ku mada
@Rintupradhan34
@Rintupradhan34 7 сағат бұрын
To bhauni bia bala save karuchi ko nai??? Jadi shave karuchi then to bhauni kou dharma ??? Mg katha kahuchi.. pabitra mallick.
@litaramsoren6649
@litaramsoren6649 12 сағат бұрын
Au gote Sarathi Baba.
@SainBhoi
@SainBhoi 10 сағат бұрын
Right sister❤❤❤❤
@DebendraDas-n8f
@DebendraDas-n8f 10 сағат бұрын
ଏମିତି ବି ହୁଏ !ଆଉ ଧର୍ମ ନାହିଁ।
@surinam1583
@surinam1583 9 сағат бұрын
Emiti ghare ghare kalki avatar asile deshra bekari samasya dura heba.... Jai kashinath jai karmanijukti
@pramodajena1514
@pramodajena1514 10 сағат бұрын
ଗେଟ୍ ଭାଙ୍ଗି ପଶ ପୋଲିସ୍ କ'ଣ ବାଳ କରୁଛି
@karttikapradhan9951
@karttikapradhan9951 11 сағат бұрын
Right didi
@rabindrasingh2385
@rabindrasingh2385 9 сағат бұрын
ଏକ ନମ୍ବର ବାବା ସିଏ।
@Chittaranjan2001-p2t
@Chittaranjan2001-p2t 5 минут бұрын
ଓଡ଼ିଶା ରେ ଇଏ second ସାରଥି ବାହାରିଲା 😂😂😂😂. ସେ ଶଳା କୁ first dhariki ତାକୁ ଖାସୁ କରିଦିଅ😂😂😂
@swadistkitchen-l2e
@swadistkitchen-l2e 12 сағат бұрын
Gate re jie jagichhanti ,taanku prathhame arest karantu ,taanka bapa ,maa nka upastitire puaku tulashi dei alati kariki puja karajae sabu praman nasta karibapain kahariku bhitaraku chhadunahanti
@mahaveergurukul5138
@mahaveergurukul5138 7 сағат бұрын
ଫସି ଗଲେ କଳ୍କୀ.... 😭😭
@panchananmahapatra2796
@panchananmahapatra2796 10 сағат бұрын
ପ୍ରକୃତ କଳ୍କୀରାମ ଲୁକାୟିତ ଅଛନ୍ତି ସମୟ ଆସିବ ପ୍ରକଟ ହେବେ
@vishwanathsharma1183
@vishwanathsharma1183 7 сағат бұрын
Pandit ji is right
@bijayabadhei-jh3nc
@bijayabadhei-jh3nc 8 сағат бұрын
Right 👍👍👍
Кто круче, как думаешь?
00:44
МЯТНАЯ ФАНТА
Рет қаралды 4,4 МЛН
Players vs Pitch 🤯
00:26
LE FOOT EN VIDÉO
Рет қаралды 127 МЛН
Disrespect or Respect 💔❤️
00:27
Thiago Productions
Рет қаралды 38 МЛН
The Taj Mahal - Masterpiece Of Engineering   - 3D Animation
16:06
Odisha Releases List of Holidays // PM Modi's Nigeria Visit
19:23
OdiaTechBulletin
Рет қаралды 19 М.