ପୁଅକୁ ଚିଠି | Letter to Son | Bhitiri Katha 55 | Narayan Mishra | Odisha365

  Рет қаралды 458,323

ODISHA 365

ODISHA 365

Күн бұрын

Пікірлер: 462
@sanjaypandaias9981
@sanjaypandaias9981 3 ай бұрын
ଅତି ସୁନ୍ଦର ଉପାଦେୟ ପ୍ରସ୍ତାବନା ବହୁତ୍ ପ୍ରାସଙ୍ଗିକ। ଏହା ନିସନ୍ଦେହ ଯେ ଆପଣଙ୍କ ଉପଡେଶ ଶ୍ରୋତା ମାନଙ୍କୁ ବ୍ୟକ୍ତିଗତ ଜୀବନ ଯାପନ ରେ ବିଶେଷ ସହାୟକ ହେବ। ବହୁତ୍ ଧନ୍ୟବାଦ୍ ଓ ଶୁଭ କାମନା
@sambhasita_sahitya_prustha
@sambhasita_sahitya_prustha 2 жыл бұрын
ଚିଠି ମାଧ୍ୟମ ରେ ଖୁବ୍ ଶିକ୍ଷଣୀୟ ଭିଡିଓ.. . 👍 👍 🙏 🙏
@subashmishra5616
@subashmishra5616 3 ай бұрын
❤ ବହୁତ ସୁନ୍ଦର ପ୍ରେରଣା ପ୍ରଦ ଉପାଖ୍ୟାନ ପାଇଁ ଧନ୍ୟବାଦ ପ୍ରଣାମ ଜୟ ଜଗନ୍ନାଥ
@ranjanapanda6538
@ranjanapanda6538 2 жыл бұрын
ବହୁତ ସୁନ୍ଦର ସାର୍‌ ଆପଣଂକ ଚିଠି ଲେଖା। ଅତ୍ଯନ୍ତ ଶିକ୍ଷଣୀୟ ସାର୍‌। ଧନ୍ୟବାଦ
@artbysradha3772
@artbysradha3772 2 жыл бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ସତ୍ୟ ଆଧାରିତ ତଥା ମନଛୁଆଁ ଚିଠିଟି ହେଇଛି ସାର। ସମସ୍ତଂକ ପାଇଁ ନିହାତି ପଢ଼ିବା ଆବଶ୍ୟକ।
@mimanshasatapathy9434
@mimanshasatapathy9434 2 ай бұрын
ବହୁତ ଧନ୍ୟବାଦ ପ୍ରଭୁ,ଭଗବାନ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ।
@rajuabadan1268
@rajuabadan1268 2 жыл бұрын
ଅତି ସୁନ୍ଦର ଭାବରେ ଲେଖିଛନ୍ତି ସେ ଓଡ଼ିଆ ଭାଷା ପାଇଁ 🙏🙏🙏
@SuryakantiSatpathy
@SuryakantiSatpathy 5 ай бұрын
Ati sundar katha. Sabu pua a katha mane rakhiba nihati jaruri
@sindhublogsfoodeatingshow9736
@sindhublogsfoodeatingshow9736 2 жыл бұрын
ଭଲ ଲାଗିଲା, ମୋତେ ଲାଗୁଛି ଆପଣ ହି ସେ ବାପା
@sujatamallik9657
@sujatamallik9657 3 ай бұрын
Thank you sir very nice story
@jagadishchandrasahoo5047
@jagadishchandrasahoo5047 2 жыл бұрын
ପ୍ରଣାମ ସାର୍ । 🙏🙏🙏 ବହୁତ ବହୁତ ଧନ୍ୟବାଦ ସାର୍ ।
@pravakarparida3042
@pravakarparida3042 2 жыл бұрын
ପ୍ରଣାମ, ବହୁତ ଭଲ ବିଷୟ ବସ୍ତୁ ଅଟେ, ଜୟ ଶ୍ରୀ ଜଗନ୍ନାଥ
@birakishorenayak1690
@birakishorenayak1690 2 жыл бұрын
" ପୁଅକୁ ଚିଠି" ଉପସ୍ଥାପନାଟି ଅତ୍ୟନ୍ତ ଉଚ୍ଚକୋଟିର ଓ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ଅତ୍ୟନ୍ତ ଉପାଦେୟ । ଧନ୍ୟବାଦ ଉପସ୍ଥାପକ ମହୋଦୟ । ଆପଣଙ୍କୁ ମୋର ହୃଦୟରୁ ପ୍ରଣାମ ।
@laxmipriyaswain9672
@laxmipriyaswain9672 2 жыл бұрын
Jkskssksksllskskdkddkdkdkdkksksdkkddkkdlddldlkeeododoekeoekdkdkekdkd
@laxmipriyaswain9672
@laxmipriyaswain9672 2 жыл бұрын
Sjsjskksskskskskssnsjskskskekekkwkkwwkwkwowkw emekekeleelwksk fosvqv lzosk hzpskkyxpdpfxsgigsmsmkklwwzbvdwpkalaoamzvccjeqpjsoqbdpqm ddpshsbbsxkqpaoakksskskkskk aj lalslalslssllsllllzlslsllslskssllsskskksvhueuenanKaksks
@laxmipriyaswain9672
@laxmipriyaswain9672 2 жыл бұрын
U
@panchanansahoo6559
@panchanansahoo6559 2 жыл бұрын
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ। ଜୟ ଜଗନ୍ନାଥ।
@gayatripadhi7811
@gayatripadhi7811 2 жыл бұрын
ଅତି ମନଛୁଆଁ ଉପଦେଶ ସମସ୍ତେ ଗ୍ରହଣ କରିବା ଉଚିତ 🙏🙏🙏
@prafullatandi2054
@prafullatandi2054 2 жыл бұрын
ସମ୍ମାନୀୟ ସାର୍, ସତ କଥା ବେଳେବେଳେ ସମାଲୋଚନା ପରି ଲାଗେ। ନିଜେ ଆନୁଗତ୍ୟ ପାଇବା ପାଇଁଁ କେବଳ ବହୁ ପ୍ରତି ଆନୁଗତ୍ୟ ପ୍ରକାଶ ର ବିରୋଧ କରୁଛନ୍ତି। ମାନେ ପକାନ୍ତୁ ଆମ ଝିଅ ଆମ ଯୁ୍ୟାଇଁ ଠାରୁ ପ୍ରଚୁର ଆନୁଗତ୍ୟ ପାଉ ବୋଲି ଦିନେ ପ୍ରାର୍ଥନା କରି ଥିବେ।
@rinaranisutar7455
@rinaranisutar7455 18 күн бұрын
ବହୁତ ସୁନ୍ଦର,ଉପାଦ୍ୟେୟ କଥା,ଆଜିର ସମାଜ ପାଇଁ,ବହୁତ ବହୁତ ଧନ୍ଯବାଦ
@padmanabhorath7288
@padmanabhorath7288 2 жыл бұрын
ମହାଶୟ ନମସ୍କାର ,ଚିଠି ଟି ଅତି ସୁନ୍ଦର ଏବଂ ଶିକ୍ଷଣୀୟ। ଉପଦେଶ ଗୁଡିକ ମହତ୍ତ୍ୱପୂର୍ଣ୍ଣ ଏବଂ ଗ୍ରହଣୀୟ। ଧନ୍ୟବାଦ।
@purnachandranayak3376
@purnachandranayak3376 2 жыл бұрын
Very nice
@NirupamaDevi24
@NirupamaDevi24 7 ай бұрын
ଚମତ୍କାର ଉପସ୍ଥାପନା, ଆପଣଙ୍କ ଭଳି ପୂଜ୍ୟ ପିତା ପ୍ରତ୍ୟେକ ସନ୍ତାନଙ୍କୁ ପ୍ରାପ୍ତ ହେଉ, ଜୟ ଜଗନ୍ନାଥ 🙏🙏💐
@bhabagrahisahoo8224
@bhabagrahisahoo8224 8 ай бұрын
ଚିଠି ମାଧ୍ୟମରେ ସୁନ୍ଦର ଉପଦେଶ ବହୁତ ଭଲ ଲାଗିଲା
@aadhikari7615
@aadhikari7615 2 жыл бұрын
ନମସ୍କାର ଆଜ୍ଞା🙏 ଅତି ସୁନ୍ଦର କଥା (ଚିଠି)। ଏହିଭଳି ସୁନ୍ଦର ଚିଠି ମୁ ଯଦି ୧୮ବର୍ଷ ଆଗରୁ ପାଇଥାନ୍ତି ତାହେଲେ ମୁ ଆଜି ଶାନ୍ତିରେ ଥାନ୍ତି। ଜୟ ଜଗନ୍ନାଥ🙏🙏🙏🙏🙏
@bidyutpravapattnaik5759
@bidyutpravapattnaik5759 2 жыл бұрын
.ବହୁତ୍ ସୁନ୍ଦର ଉପାଦେୟ ଚିଠିଟିଏ
@gopeswarisahu7576
@gopeswarisahu7576 2 жыл бұрын
Heart touching example not only for son but for each and everyone in all times. Thanks to the RlTER
@sanjulatanayak7218
@sanjulatanayak7218 8 ай бұрын
SirNamaskar. Chithiti bahut bhalalagila.Bahut dhanyabad.
@truptinayak8188
@truptinayak8188 8 ай бұрын
@@bidyutpravapattnaik5759 zz22z 2zz2zs22221zzzz2212z2😁222zzzzz222zzzzzs2z22Azazel s2zzzzzzzzzzzzzzzzzzzz22222q44'
@NarayanBarik-be3kt
@NarayanBarik-be3kt 4 ай бұрын
8:28
@suryakantamohanti2866
@suryakantamohanti2866 2 жыл бұрын
ସାର ଙ୍କ କଥା ୧୦୦କୁ୧୦୦ ଗ୍ରହଣ ଯୋଗ୍ଯ ଯାହାଠରେ ମାନବିକତା ଥିବ ସେ ନିଶ୍ଚୟ ମାନିବ। ନଚତ୍___ ___ ___---!!!
@BijoyS-i5d
@BijoyS-i5d 8 ай бұрын
Superb, befitting to the present society, children to learn a lot from it. Thanks .
@glakshmitayaru6306
@glakshmitayaru6306 2 жыл бұрын
ଅତ୍ୟଧିକ ଶିକ୍ଷାପ୍ରଦ ଏବଂ ହୃଦୟସ୍ପର୍ଶୀ ହୋଇପାରିଛି ।🙏🏻🙌🌹🌹🌹
@GadadharaMohanty-hq4hu
@GadadharaMohanty-hq4hu 8 ай бұрын
ସାର୍ ନମସ୍କାର,ଶୁଣି କାମରେ,ଲଗାଇଲେ ଭଲ, ଅତିସୁନ୍ଦର କଥା, ଜୟଶ୍ରୀ ରାମ
@ashokmalik2675
@ashokmalik2675 2 жыл бұрын
E chithite samajar pratek Manisha manaka ra hrudayagam karibar darkar.thank you sir ,emte aneka sikhaniya dristanta deichalantu .
@shyamsundarkar9657
@shyamsundarkar9657 2 жыл бұрын
ସାର, ଆପଣଙ୍କ ଉପସ୍ଥାପନା ସୁନ୍ଦର ! ଯଦି ପୁଅମାନେ ଝିଅଙ୍କ ଘରକୁ ବିବାହ ପରେ ଯିବାର ବ୍ୟବସ୍ଥା ଥାନ୍ତା, ତେବେ ସେମାନେ ଝିଅମାନଙ୍କ ଦୁଃଖକୁ ଠିକ ବୁଝିପାରନ୍ତେ ! ନିଜ ବାପା ମାଙ୍କ ପ୍ରତି ଯେତିକି କର୍ତବ୍ୟ ରହିଛି, ଶାଶୁ ଶାଶୁରଙ୍କ ପ୍ରତି ସେତିକି ରହିବା ଆବଶ୍ୟକ ! ଆମ ସମାଜରେ ଏହା ଏକ ବିଡମ୍ବନା !
@prafulladash748
@prafulladash748 5 ай бұрын
ବହୁତ ସୁନ୍ଦର ଶିକ୍ଷା ସମାଜ ପାଇଁ ଚିଠି ଟି.... ଯୁବ ସମାନ ବାର ମ୍ବା ର ଏହି ବାର୍ତା କୁ ପଢନ୍ତୁ
@arabindasahoo2042
@arabindasahoo2042 2 жыл бұрын
ଅତ୍ୟନ୍ତ ଶିକ୍ଷଣୀୟ ଓ ଉପଯୋଗୀ ଚିଠି ସବୁ ପୁଅଙ୍କ ପାଇଁ.. ଧନ୍ୟବାଦ sir 🙏
@NiranjanSirOdisha
@NiranjanSirOdisha 2 жыл бұрын
କୋଟି କୋଟି ପ୍ରଣାମ🙏🙏🙏
@dhaneswardas548
@dhaneswardas548 2 жыл бұрын
ଅତି ସୁନ୍ଦର ଉପସ୍ଥାପନା ଟିଏ। ହୃଦୟ କୁ ଛୁଇଁଲା ଭଳି ।ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ
@GOUTAMMEHER-w8g
@GOUTAMMEHER-w8g 6 ай бұрын
Best findings & advices to needy people Thanks Sir.
@karismabehera9108
@karismabehera9108 2 жыл бұрын
ହୃଦୟସ୍ପର୍ଶୀ 🌹କେବଳ ପୁଅ ପାଇଁ ନୁହଁତ ସଭିଙ୍କ ମଙ୍ଗଳ ସାଧନ କରିବା ଭଳି ବାର୍ତ୍ତା ଟିଏ ❤️🙏
@rabindradas1456
@rabindradas1456 2 жыл бұрын
ଆପଣଙ୍କ ପ୍ରତ୍ୟେକ କଥା Dad ମତେ ଆନନ୍ଦ ଦେଇଛି ବାବା, love you dad love you dad, love you dad ❤️🙏❤️🙏❤️❤️🥰🙏🙏🙏🙏
@rakeshsamantaray9698
@rakeshsamantaray9698 2 ай бұрын
Presentation is so beautiful that it can be effective on any every body
@rameshchandranayak7768
@rameshchandranayak7768 2 ай бұрын
🙏🇳🇪🌹ସୁନ୍ଦର ଶିକ୍ଷଣୀୟ କଥାବସ୍ତୁ ଉପରେ ଚିଠି ହୃଦୟସ୍ପର୍ଶୀ !ସମାଜ ପ୍ରତି ଏକ ଆହ୍ବାନ !🙏🌹🌈🌶️
@jayantaprusty3191
@jayantaprusty3191 5 ай бұрын
ବହୁତ ସୁନ୍ଦର ଗଳ୍ପ ଟିଏ, ଅତୀବ ଶିଖଣିଅ 🙏🏻
@jasodadei8956
@jasodadei8956 2 ай бұрын
Bahut sundar upasthapana sir Jay jagannath
@pramoddas5783
@pramoddas5783 2 жыл бұрын
ଆଜ୍ଞା 🙏ନମସ୍କାର ।ବହୁତ ସୁନ୍ଦର ଉପଦେଶ,ସୁନ୍ଦର ପ୍ରେରଣା 🙏🙏
@birendrakumarrout8918
@birendrakumarrout8918 3 ай бұрын
Congratulations , really very nice presentation Thank you 🎉
@henaranibehera4658
@henaranibehera4658 6 ай бұрын
ସାର୍ ଆଜି ର ଜୁବପିଡି ଯଦି ଆପଣ ଙ୍କ ଚିଠି ଟିକୁ ହୃଦୟଙ୍ଗମ କରନ୍ତେ ତାହେଲେ ପୁତ୍ର ପ୍ରାପ୍ତି କରିଥିବା ବାପା ମାଆ ମାନେ ନିଶହାୟ ହୋଇ କାନ୍ଦି ବାକୁ ପଡନ୍ତାନି,🙏🙏🙏
@jeetendrakumarmohanty2963
@jeetendrakumarmohanty2963 2 ай бұрын
ଅତି ସୁନ୍ଦର ବର୍ଣନା, ଧନ୍ୟବାଦ୍।
@NepalPradhan-eg9mj
@NepalPradhan-eg9mj 3 ай бұрын
Thanks a lot sir for bringing the matter of most essential pieces of advice to the notice of the present day societies on spending a peaceful life.
@bkbarik2322
@bkbarik2322 2 жыл бұрын
ବହୁତ ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ଆଜ୍ଞା🙏
@bhabaniprasadmahapatra8829
@bhabaniprasadmahapatra8829 2 жыл бұрын
ନମସ୍କାର।ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର।
@JRSahoo135
@JRSahoo135 22 күн бұрын
ବହୁତ୍ ସୁନ୍ଦର୍ ଉପସ୍ଥାପନା ❤
@minakhidas8858
@minakhidas8858 8 ай бұрын
ସୁନ୍ଦର ଉପସ୍ଥାପନା।ଯଦି ପୁଅମାନେ ପଢ଼ିବେ ତେବେ ସେମାନଙ୍କ ମଙ୍ଗଳ ହେବ। ଆଜିକାଲି ସମୟର ପୁଅ ତ ସ୍ତ୍ରୈଣ। ସ୍ତ୍ରୀ କୁ ଖୁସି କରିବାକୁ ବାପାମାକୁ ବିଷ ଦେବାକୁ ପଛାଉନାହାନ୍ତି।କାରଣ ସେମାନଙ୍କ ସଂପତ୍ତି ବିକି ସ୍ତ୍ରୀ ହାତରେ ଧରାଇବେ। ଟଙ୍କା ପାଇଁ ଡହଳବିକଳ ହେଉଛନ୍ତି।ଆଉ କଣ କରାଯିବ? ଭଗବାନ୍ ଭରସା।
@HrushikeshSahu-i1x
@HrushikeshSahu-i1x 6 ай бұрын
ବହୁତ ଗୁରୁତ୍ବପୁର୍ଣ ଓ ଶିକ୍ଷଣୀୟ ଚିଠି
@basantray4723
@basantray4723 5 ай бұрын
IT IS A MORAL LESSON.
@taranginipanda9663
@taranginipanda9663 2 ай бұрын
Ati sundar sata katha.lekhichanti
@odiatravelvlogger
@odiatravelvlogger 8 ай бұрын
ବହୁତ ବହୁତ ଧନ୍ୟବାଦ ଆପଣ କର ସାର | ଏଇ ଚିଠି ଟି ପଢି କରି ବହୁତ ମୂଲ୍ୟବାନ କଥା ଆପଣ ଜଣାଇଛନ୍ତି |🙏
@sureshchandramohapatra9571
@sureshchandramohapatra9571 2 жыл бұрын
Great thoughts apan gavira chinta kari accurate katha letter re prakas karithibaru many many thanks Sir Sabu pua mane ehi letter padhi badali jaantu
@NilimaRautray
@NilimaRautray 4 ай бұрын
Bahut upadeya katha agyan...thank u so much Sir... exllent bhabsna.
@NilimaRautray
@NilimaRautray 4 ай бұрын
Bhabana.*
@kamalakantamaharana7911
@kamalakantamaharana7911 6 ай бұрын
Pranam sir. Bahut sundar Katha. Sabu pua mane e Katha bujhantu. Many many thanks sir
@JAYAGOPALBARIK-d7l
@JAYAGOPALBARIK-d7l 2 ай бұрын
Bahut sundra bhai
@swamiblessing6356
@swamiblessing6356 2 жыл бұрын
ଆପଣଙ୍କୁ ହୃଦୟରୁ କୃତଜ୍ଞତା
@madanmohanpatra6106
@madanmohanpatra6106 2 жыл бұрын
ଖୁବ୍ ଭଲ ଲାଗିଲା ଚିଠି ଟି
@gitamohanty8670
@gitamohanty8670 3 ай бұрын
Bahut bhala lagila
@Paribhraman
@Paribhraman 2 жыл бұрын
ବହୁତ ଭଲ କଥା ଶୁଣିଲି ଜାଣିଲି । ଧନ୍ୟବାଦ 🙏🙏🙏🙏🙏
@ramkrishnapatra8425
@ramkrishnapatra8425 8 ай бұрын
Sir namaskar 🙏🏼bahut sundar au mulyaban lekha ebang upasthapana. Kahani re jaha achi nirat sata katha sir bahut bahut dhanyabad a bhali lekha upasthapana kari thibaru
@claxmi9920
@claxmi9920 8 ай бұрын
Heart touching .A good advise to young generation
@jai_baba_maa
@jai_baba_maa 2 жыл бұрын
🙏dhanyabad sir 👌👌👌bahut badhia chithi nija puo pain ... 🙏🙏
@saratkumarbarik9331
@saratkumarbarik9331 5 ай бұрын
Sir akhare akhare sata bahut bhala lagila
@chandrapravabal1589
@chandrapravabal1589 5 ай бұрын
Mahashaya Namaskar bahut sundar and yugopyogi trajedi
@krishnaprasadrath
@krishnaprasadrath 8 ай бұрын
Bahut hi sunder kahani aau upasthapana madhya Sir.Sarbada pujaniya 🙏 Jai ♥️🇮🇳🔥 Hind 🙏 Jai Srikrishna 🙏
@laxmidharsahoo522
@laxmidharsahoo522 2 жыл бұрын
Respected upastak mohadaya pranam. Very nice poem & that is true fact.
@basantapradhan9806
@basantapradhan9806 6 ай бұрын
ଅତି ଉତ୍ତମ ବିଚାର ଚିଠି ।
@pramilabehera7354
@pramilabehera7354 7 ай бұрын
Khub Sundar Katha sir.Emiti episode sabu bele sunau thaantu sir Thank u.
@monoranjanmohapatra9889
@monoranjanmohapatra9889 8 ай бұрын
Sir you are so great your letter is most essential for every people l will remember you r letter life long
@prakashchandraacharya119
@prakashchandraacharya119 6 ай бұрын
ବହୁତ ବହୁତ ବଢିଆ ଭିଡ଼ିଓ
@lalitnarayandas9753
@lalitnarayandas9753 2 жыл бұрын
Pranam 🙏 Beautiful presentation to society..🙏
@sabitadas5726
@sabitadas5726 8 ай бұрын
Pranam sir Beautiful presention to society.🎉
@newlifewithnewhope369
@newlifewithnewhope369 2 жыл бұрын
ଅତି ସୁନ୍ଦର ମଉସା ଆପଣଙ୍କ ଲେଖା ସହ ଉପଦେସ🙏🙏🙏
@choudhuryajayakumarpattnai3497
@choudhuryajayakumarpattnai3497 8 ай бұрын
Perhaps the best letter of the world,❤ly. All must forward it maximum..
@deepakjalli9819
@deepakjalli9819 2 ай бұрын
Thanks sir for nice story
@ranjitbehera4815
@ranjitbehera4815 2 жыл бұрын
ବହୁତ ଭଲ ଲାଗିଲା ସାର୍ ଙ୍କ ଚିଠି 🙏❤️
@kanakpanda2961
@kanakpanda2961 2 жыл бұрын
Tank yau sie
@bairagaipradhan8206
@bairagaipradhan8206 2 жыл бұрын
ସାର, ନମସ୍କାର. ଚିଠି ଟି ବହୁତ ହୃଦୟ ସ୍ପର୍ଶି. ବହୁତ ଭଲ ଲାଗିଲା. ଚିଠିଟିକୁ ସାଇତି ରଖିଲି. ସାଦର ପ୍ରଣାମ =ବୈରାଗୀ
@bimalmishra3240
@bimalmishra3240 2 жыл бұрын
Very good advice to all young newly married son.pl. continue this topic. Thanks
@bibhutidas3799
@bibhutidas3799 2 жыл бұрын
000
@sabitaswain5513
@sabitaswain5513 2 жыл бұрын
ଆଜ୍ଞା ପ୍ରଣାମ ବହୁତ୍ ସୁନ୍ଦର୍ 🙏🙏🙏🙏
@usharanidas8148
@usharanidas8148 8 ай бұрын
Sir Jay Jagannath bahut bhal MSG thila a samaj r Manisha mananka pian
@PramilaAcharya-j4l
@PramilaAcharya-j4l 18 күн бұрын
Valuable advice for the young mass.
@abhiramsutar3502
@abhiramsutar3502 2 ай бұрын
Ati sundar sirr
@kishoresamal2799
@kishoresamal2799 3 ай бұрын
Very nice Jay jagannath
@jchoudhury274
@jchoudhury274 2 жыл бұрын
Thankyou SIR BAHUT bhala upadash samaj PAI
@anjanadwibedi877
@anjanadwibedi877 6 ай бұрын
Bahut sundar mulyaban chithi agyan.🙏
@pkparhi8204
@pkparhi8204 8 ай бұрын
ଆଜ୍ଞା, ନମସ୍କାର, ଆପଣଙ୍କ ଚିଠି ଉପାକ୍ଷନ୍ ତି ଅତୀବ ସୁନ୍ଦର ଓ ଶିକ୍ଷଣୀୟ , ଧନ୍ୟବାଦ୍
@ChittaranjanSahoo-iu8ei
@ChittaranjanSahoo-iu8ei 8 ай бұрын
ଆଜ୍ଞା ନମସ୍କାର ବହୁତ ସୁନ୍ଦର କଥା ଭଲ ଲାଗିଲା
@ashokkumarpanda5127
@ashokkumarpanda5127 2 жыл бұрын
A good advice to youngsters with a set of examples. 🙏
@sarojakanta281
@sarojakanta281 2 жыл бұрын
Mu
@rajendrakumarpanigrahi7353
@rajendrakumarpanigrahi7353 2 жыл бұрын
Congratulations for nice comments.
@satyajibandash4481
@satyajibandash4481 2 жыл бұрын
Thanks Sir, for your valuable & life changing message sharing the society.
@debashishjenaful
@debashishjenaful 2 жыл бұрын
My marriage is on next 10th day, Am glad that my father found a relatable advising thought, which he wasn't able to discuss with me directly. I hope I'll take away all the advises and try to make it work right for the rest of my life . Thank you sir, for speaking my Baba's words from your mouth .
@sukantacharansahoo1639
@sukantacharansahoo1639 2 жыл бұрын
F f
@madhusmitaswain8982
@madhusmitaswain8982 2 жыл бұрын
TX
@satrughanasahoo1118
@satrughanasahoo1118 2 жыл бұрын
Nice letter to son, thanks for your valuable letter, heart touching.
@sindhuprasaddubey5789
@sindhuprasaddubey5789 2 жыл бұрын
Bahut dina pare Sir bahut bhala video heichhi Keep uploading new videos like this. Thank you Narayan Sir ❤ you
@kishorechandrabehera8807
@kishorechandrabehera8807 7 ай бұрын
ଅତି ସୁନ୍ଦର
@TheSitu2010
@TheSitu2010 2 жыл бұрын
1000 of thanks.... For giving tricks for simple life.....
@KailashChandraNayak-su7ss
@KailashChandraNayak-su7ss 8 ай бұрын
Really true fact, highly appreciated.Thanks...
@alekhachandramalika8155
@alekhachandramalika8155 8 ай бұрын
100 to 100 Right
@ruchikabehera5775
@ruchikabehera5775 8 ай бұрын
Ati sundar mahasaya.🙏
@BallavBhue
@BallavBhue 8 ай бұрын
Namaskar Dada,bahhut bhalaheichhi
@manassethi8929
@manassethi8929 2 жыл бұрын
Thank you sir. I learned something precious word that one day going to be a part of every youngsters life.
@musiclover3791
@musiclover3791 2 жыл бұрын
Sir pranaam, lekhati ati hrudayasparsi ate. Aji r jhia mane kipari bohu heba darakara ta upare gote lekha prastuta karantu apekhya re rahili, many many thnx.
@ashokkumarrout5664
@ashokkumarrout5664 2 жыл бұрын
Really it is wonderful one and it can provide good lesson to everyone. Thank you very much.
@pradipmishra1042
@pradipmishra1042 16 күн бұрын
Beautiful letter to his son.
@saumyaranjanpradhan4489
@saumyaranjanpradhan4489 2 жыл бұрын
ଅତି ମୂଲ୍ୟବାନ ଚିଠି। ଶିକ୍ଷଣୀୟ
@subasinibehera4805
@subasinibehera4805 8 ай бұрын
Guru bapa nku Kati juhar bahut Sundar katha gurubapa very nice 🙏❤️🙏
@gangadharsatapathy316
@gangadharsatapathy316 2 жыл бұрын
ଓଁ ଶାନ୍ତି 🇲🇰🇲🇰 ଆଞା ପ୍ରଣାମ୍। ଆଞା !! ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ। ଆଞା !! କେମିତି ଜାଣିଲେ ?? ମୋ ମନର ଭାଷା କୁ ??⚜️⚜️🍁🍁🌿🌿 କେବଳ ମଝିଅଂଶ ଟି ବ୍ୟତୀତ ଅନ୍ୟ ସମସ୍ତ ବକ୍ତବ୍ୟ ଗୁଡିକ ଶତ ପ୍ରତିଶତ ବାସ୍ତବରେ ମୋ ପରିସ୍ଥିତି ସହିତ ଖାପ୍ ଖାଉଛି। ନିରାଟ ସତ୍ୟ ଘଟଣା। ରହୁଛି ଆଞା ଆପଣଙ୍କୁ ଅନୁରୋଧ ଏହିଭଳି ସନ୍ଦେଶ୍ ମାନ ଦିଅନ୍ତୁ। 🙏🙏⚜️⚜️🍁🍁🇲🇰🇲🇰🌺🌺🌿🌿
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
Сестра обхитрила!
00:17
Victoria Portfolio
Рет қаралды 958 М.
Sigma Kid Mistake #funny #sigma
00:17
CRAZY GREAPA
Рет қаралды 30 МЛН