No video

ରାଗିଗଲେ ସୁଭାଶିଷ, ଆଗରୁ SP ମାଡ଼ ଖାଇଥିଲେ ଏବେ ASO ବୈକୁଣ୍ଠ କମ୍ପ୍ରମାଇଜ୍ କରିଦେଲେ ଆମ ମୁହଁ ଚୁପ୍ ।

  Рет қаралды 90,012

Pratidin TV

Pratidin TV

Ай бұрын

ରାଗିଗଲେ ସୁଭାଶିଷ, ଆଗରୁ SP ମାଡ଼ ଖାଇଥିଲେ ଏବେ ASO ବୈକୁଣ୍ଠ କମ୍ପ୍ରମାଇଜ୍ କରିଦେଲେ ଆମ ମୁହଁ ଚୁପ୍ ।#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 277
@srikantsahoo6563
@srikantsahoo6563 Ай бұрын
ମାଗଣା ଖାଇବାକୁ ପିଇବାକୁ ମିଳୁଛି ସେଥିପାଇଁ ବଦମାସୀ ହେଉଛି।ରାଜ୍ୟପାଳ ଙ୍କୁ କଣ ଲଜ୍ୟା ଲାଗୁନି।ଧନ୍ୟ ରାଜ୍ୟପାଳ।
@bibhuprasadmohapatra6941
@bibhuprasadmohapatra6941 Ай бұрын
ଧନ୍ୟବାଦ ସୁବାଶିଷ ବାବୁ. AFO ମହାପାତ୍ର (ଯାହାଙ୍କୁ ଜାଳି ଦିଆଯାଇଥିଲା)ଙ୍କ CASE କୁ REOPEN କରିଲେ ଭଲ ହୁଅନ୍ତା.
@LokanathBehera-ip3ll
@LokanathBehera-ip3ll Ай бұрын
ଆପଣଙ୍କୁ ଅନେକ। ଥର ବିଭିନ୍ନ। ଚାନାଲରେ ଦେଖିଛି। ରାଇଟ। କଥା। କୁହନ୍ତି। ତୁମକୁ। ଧନ୍ୟବାଦ୍
@tapasswain3231
@tapasswain3231 Ай бұрын
Toka ra Paisa nahin but rati 2re call Kara asi pahanchiba.
@AjayakumarGochhi
@AjayakumarGochhi Ай бұрын
ଠିକ କଥା 😂😂😂
@fatefaith5147
@fatefaith5147 Ай бұрын
ଏଇ ସବୁ ଷ୍ଟେଜ ରେ କମ୍ପର ମାଇଜ୍ ହେବାରୁ ସାଧାରଣ ଅବସ୍ଥାରେ କ୍ରାଇମ୍ ବଢୁଛି।
@motilalmunda2816
@motilalmunda2816 Ай бұрын
ଆପଣ ବହୁତ ବଢିଆଁ କଥା କହିଛନ୍ତି
@deepakacharya3892
@deepakacharya3892 Ай бұрын
ଯେତେବେଳେ ଅନ୍ୟାୟର ଶିକାର ହୋଇ ଆପଣ CAMERA FRONT ରେ ପୋଲିସ ଠୁ ନିସ୍ତୁକ ମାଡ଼ ଖାଇଥିଲେ। ଆପଣଙ୍କ ପାଖରେ କଣ ଶକ୍ତି ନ ଥିଲା ? ପୋଲିସ ବାଲା ଙ୍କର ମୁଣ୍ଡ ଗଡ଼େଇ ଦେଇ EX ସୃଷ୍ଟି କଲେନି କଣ ପାଇଁ ? କେବଳ କୁହଳିଆ କପିଳା 😂
@subaldas3254
@subaldas3254 Ай бұрын
No compromise. ଜୟ ଜଗନ୍ନାଥ। ରାଜ୍ୟପାଳ ନିଜେ ଲଜ୍ଜିତ ହେବା ଉଚିତ।
@user-sf7ep6sh8o
@user-sf7ep6sh8o Ай бұрын
ଆ ଭାଇ ତମେ ଯେଉଁଟା କହିଲ ସତ କଥା, ହେଲେ ଓଡିଶା ରେ ବଡ ବାବୁ ମାନେ ଗୋଟେ ଗୋଟେ ଚୋର,
@user-jl9ge4jk9g
@user-jl9ge4jk9g Ай бұрын
ଵି ଜେ ପି ପାଇଂ ଚାମଚା ଗିରି କର ଓଡିସାର ଅସ୍କିତା
@gopabandhubehera453
@gopabandhubehera453 Ай бұрын
ଆରେଭାଇ ରାଜ୍ଯପାଳ ପୁଅର ପାଞ୍ଚ ସାଙ୍ଗଥିଲେ ସାଥିରେ ସେମାନେ ହୁଏତ ମଦ ପିଇଥିବେ?ସେ ଅବସ୍ଥାରେ ଜଣେ ଲୋକ କଣ କରିପାରିବ ତାଛଡା ଏ କର୍ମଚାରୀଟି ଜଦି ହାତ ଉଠେଇ ଥାଆନ୍ତା ଆଜି ତମେମାନେ ବିଜେପିର ଅନ୍ଧ ଭକ୍ତମାନେ କହିଥାନ୍ତ କର୍ମଚାରୀଟି ଆଇନିର ଆଶ୍ରୟ ନ ନେଇକି ଆଇନିକୁ କାହିଁକି ହାତକୁନେଲା। ତମ ମାନଙ୍କ ପାଟିରେ ଉଆ ତମମାନଙ୍କ ପାଟିରେ ଉସୁନା
@gulachibahaproduction8901
@gulachibahaproduction8901 26 күн бұрын
Right
@user-ir2kj6lf3z
@user-ir2kj6lf3z Ай бұрын
ଆରେ ବାବୁ ଏଟା ହେଲା ।ଆମ ସରକାର ର ଓଡ଼ିଆ ଅସ୍ମିତା ।
@user-nt4vl6yp3g
@user-nt4vl6yp3g 29 күн бұрын
ସୁଭାସିସ ଭାଇ ଶଳା କୂ ଆରେଷ୍ଟ କରାଯାଉ
@GyanOoo-i1n
@GyanOoo-i1n Ай бұрын
ବାଳ କଥା କହୁଛି l ବିଜେପି ର ଚାମଚl
@user-qd6hl3le4q
@user-qd6hl3le4q 25 күн бұрын
Tu sala. Camacha
@bhabaranjanraut4929
@bhabaranjanraut4929 29 күн бұрын
ଏବାବୁ ଆଗରୁ ଭଲ କଥା କହୁଥିଲେ. ଏବେ ତାଙ୍କ ଭାଷାରୁ ଜଣାପଡୁଛି ସେ BJP ସପଟ କରୁଛି
@nageswarnews7508
@nageswarnews7508 Ай бұрын
Subhasis babu apananka katha tike touteria vali laguchhi
@srinibashpradhan6683
@srinibashpradhan6683 Ай бұрын
Why OTV Argus Channel r silent and not reporting
@rabindrakumarmohanty9415
@rabindrakumarmohanty9415 Ай бұрын
ଆଇନ୍ ଠାରୁ ଉର୍ଦ୍ଧ୍ବ ରେ କେହି ନୁହନ୍ତି, ଠିକ୍ କଥା କହିଛନ୍ତି,ରଫା ସେ ଦଫା ନେହି।
@SatyaOdia-um5ii
@SatyaOdia-um5ii Ай бұрын
Right katha bhai
@ramakantasahoo5597
@ramakantasahoo5597 Ай бұрын
ଏ ଭଳି ଯୁକ୍ତି ଦୋଷୀ ସପକ୍ଷରେ ଯିବା ଭଳି ଲାଗୁଛି।
@aranyadiscodance
@aranyadiscodance Ай бұрын
Thank sir very good messg
@debasishmeher7942
@debasishmeher7942 Ай бұрын
ସାର ଆପଣ ରାଇଟ୍ କଥା କହୁଛନ୍ତି
@anshumanchanel1042
@anshumanchanel1042 Ай бұрын
Right brother ❤❤
@dillippradhan3536
@dillippradhan3536 Ай бұрын
you are right sir
@ALEKHACHANDRASAHOO-kj2mx
@ALEKHACHANDRASAHOO-kj2mx 29 күн бұрын
ଠିକ୍ କଥା କହିଛନ୍ତି ଭାଇ ବହୁତ ସୁନ୍ଦର ଆଇନ ଶମସ୍ତ୍ ଙ୍କ ପାଇଁ ସମାନ 😂😂
@prasantakumarbisoyi4231
@prasantakumarbisoyi4231 Ай бұрын
ଆପଣ କଣକହିବାକୁ ଚାହୁଁଛନ୍ତି ଆମେ ବୁଝିଗଲୁ । ଆଗରୁ ବିଜେଡି ସରକାରରେ କାହାକୁ ନ୍ୟାୟ ମିଳିନି ଏବେବି କାହାକୁ ନ୍ୟାୟ ନମିଳୁ (ମାରିବ ରେ ସବୁ ମାରିବ ଛଟ ପଟ ହେଇ ମାରିବ) ଏମିତି ଅନ୍ୟାୟ କଥାକୁହନି। ଭଗବାନ୍ ସବୁ ହିସାବ ରଖିଛନ୍ତି ସେଦିନକୁ ଅପେକ୍ଷା କର।
@amitpradhan5052
@amitpradhan5052 Ай бұрын
ଏଇଟା ଆମ ଓଡ଼ିଆ ଅସ୍ମିତା ।
@subratmadgul5375
@subratmadgul5375 Ай бұрын
ତ ବପା ନବୀନ ଶାସନ କାଳରେ ବହୁତ ଅସ୍ମିତା ଥିଲା ନାରେ ବେଧ ଛୁଆ....
@amitpradhan5052
@amitpradhan5052 Ай бұрын
@@subratmadgul5375 ତମ ଭଳି ଲୋକ ମାନଙ୍କୁ ବିହାରୀ ଠୁ ମାଡ଼ ଖାଇବାକୁ ଭଲ ଲାଗୁଥିବ ।ସମସ୍ତଙ୍କୁ ନୁହେଁ। ଏଠି ନବୀନ ହେଉ କି ମୋହନ ହେଉ
@amitpradhan5052
@amitpradhan5052 Ай бұрын
ତମ ଭଳି ମାଡୁଆ ଲୋକଙ୍କୁ ବିହାରୀ ଠୁ ମାଡ଼ ଖାଇବାକୁ ଭଲ ଭଲାଗୁଥିବ ।ସମସ୍ତଙ୍କୁ ନୁହେଁ। ନବୀନ ହେଉ କି ମୋହନ ହେଉ।
@subratmadgul5375
@subratmadgul5375 Ай бұрын
@@amitpradhan5052 ତୁ କିଏ କିରେ
@tusarkantasahu1064
@tusarkantasahu1064 Ай бұрын
ଆମ ଦେଶରେ 2 ଟି କାନୁନ୍ ଅଛି ବୋଲି ଆପଣ ମାନେ ଜାଣି ନାହିଁ କି!? ସାଧାରଣ ଲୋକଙ୍କ ପାଇଁ ଭାରତୀୟ ନ୍ୟାୟ ସଂହିତା, କିନ୍ତୁ ଧନୀ, ପ୍ରଭାବ ଶାଳୀ ଙ୍କ ପାଇଁ ଅଲଗା ଆଇନ୍... ଏହା କୌଣସି ନୁଆ କଥା ନୂହେଁ...
@jhunumandal6864
@jhunumandal6864 Ай бұрын
Right
@subratanayak-tc4kx
@subratanayak-tc4kx Ай бұрын
Right bro
@CreationOdia1234
@CreationOdia1234 Ай бұрын
ରାଜ୍ୟ ପାଳ ପୁଅ ଅଭଦ୍ର ହେଇ ହାତ ଉଠେଲା ବୋଲି। କଣ ASO ହାତ ଉଠେଇ ଆଇନି କୁ ହାତକୁ ନେଇ ଥାନ୍ତା ସବୁ ତ ସେମିତି ହାତ ଉଠା ଉଠି ହେଇ ମର୍ଡର ହେଇଯିବେ ଆଉ ଆଇନ୍ କାନୁନ୍ କଣ ପାଇଁ ଅଛି ତୁମେ ହଉ ବୁଦ୍ଧି ଦଉଛ Criminal ବୁଦ୍ଧି ର କଥା କହୁଛ ତୁମ କଥା ଗ୍ରହଣ ଯୋଗ୍ୟ ନୁହଁ
@ratikantanaik7183
@ratikantanaik7183 Ай бұрын
Self defense.
@Dillip-dm1hh
@Dillip-dm1hh Ай бұрын
ମାଝିଵାଵୁ କଣ ହେଲା ସୁଣିନାହାନ୍ତି ରାଯ୍ୟପାଳଙ୍କ ପୁଅ କଣକଲେ ଏକ ଓଡ଼ିଆ କବିତା ଉଡିବା ଚଢେଇର ପେଟ ଚିହ୍ନନ୍ତି/ଡେଣା କାଟନ୍ତି😂😂😂😂😂😂😢
@susantpaikray439
@susantpaikray439 Ай бұрын
Salute sir
@user-ph5hv9zb3y
@user-ph5hv9zb3y Ай бұрын
Really, it is a befitting analysis. Thank🌹 you.
@ganeswarbehera-fj6yu
@ganeswarbehera-fj6yu 26 күн бұрын
ଆପଣ ଠିକ୍ କଥା କହିଛନ୍ତି ଭାଇ । ନିଜ ଫାଇଦା ପାଇଁ ରାଜନୀତି । ଏମିତି ଅନେକ ଘଟଣା ଘଟିଲାଣି ପିଡିତା ସବୁ ହରେଇ, ନ୍ୟାୟ ପାଇଁ ଲଢ଼ି ଲଢ଼ି ଆଣ୍ଠେଇ ଗଲାଣି ।କେବଳ ପ୍ରଭୁ ଜଗନ୍ନାଥ ବିଚାରକ । ଜୟ ଜଗନ୍ନାଥ ।
@mohanraoladi523
@mohanraoladi523 Ай бұрын
Right statement dear,God bless you.
@satyasankar1
@satyasankar1 Ай бұрын
ଆପଣ ଯେତେ କହିଲେ କିଛି ହେବନାହିଁ, ସବୁ ଶଳା ଏକ। କାହିଁ Governor ପୁଅକୁ Arrest କରି ଦେଖାଅ , ସେ Captain ଦିବ୍ୟଶଙ୍କର , ପ୍ରତାପ ଜେନା, ବବି ଦାସ କୁ Arrest କରି ଦେଖାଅ । ସେଥିରେ ଜଣାପଡିବ ସରକାର ଙ୍କର କେତେ .... ରେ ପାଣି ଅଛି। କିଛି ହେବନାହିଁ ଏଠି।
@RanjanPrusty-lp7hg
@RanjanPrusty-lp7hg Ай бұрын
Every one should accept your theory. Thank U
@sauravkumarpuhan
@sauravkumarpuhan Ай бұрын
Right Bhai ❤❤❤❤❤❤❤
@kshirodripradhan1031
@kshirodripradhan1031 Ай бұрын
Aso ଆମର ଇଜ୍ଜତ ଗଲା ପଧାନ ପାଟି ତୁ ଦୁରବଲ ମନେ ଭାବିଲୁ
@HappyBirchForest-bp8jg
@HappyBirchForest-bp8jg 21 күн бұрын
ସେ ମାଗିହା ମାନଙ୍କୁ ଓଡ଼ିଶାରୁ ବାହାର କରାଯାଉ
@susantrait6176
@susantrait6176 Ай бұрын
Jaya Jaya Modi Jaya BJP Jaya Bharat Jaya odisha Jaya BJP Jaya Bharat Jaya
@SatyamebaJayate-ml8qx
@SatyamebaJayate-ml8qx Ай бұрын
ମାଡ ଖାଇଲେ ଲୋକେ ତାଙ୍କ ସପକ୍ଷରେ ଠିଆ ହେଲାବେଳକୁ ମହାଶୟ ମୁହଁ ଲୁଚେଇ ଦେଲେ.....
@kabitamohapatra5530
@kabitamohapatra5530 Ай бұрын
Correct
@subodhabarik7707
@subodhabarik7707 Ай бұрын
Ak dam right
@user-tm1kk4sd3q
@user-tm1kk4sd3q Ай бұрын
କ'ଣ କହିଲ ଭାଇ । ଆପଣଙ୍କୁ ଧନ୍ୟବାଦ। ସତ କଥା । ଜୟ ଜଗନ୍ନାଥ।
@chaskamisantalbhasate4149
@chaskamisantalbhasate4149 Ай бұрын
କହିବା ସହଜ କିନ୍ତୁ କରିବା ଟିକେ ଚିନ୍ତା କୋରିକି କରାଯାଏ କୁକୁର କାମୁଡ଼ିଲେ କଣ ମଣିଷ କୁକୁର କୁ କାମୁଡି ବ ଏହା ଉଚିତ୍ ନୁହେଁ ? ସାଧାରଣ ଲୋକ ଏହି ସବୁ କେବେ ଭାବି ନୋ ଥାଆନ୍ତି । ନ୍ୟାୟ ଏଇଠି ସାତ ସୋପୋନୋ..... ଗରିବ ମୋଳି ମୁଣ୍ଡିଆ ମାନଙ୍କ ପାଇଁ ରୁଲ୍ ଅନ୍ୟ ଧୋନି ଲୋକ ପାଇଁ ଖେଳ
@bijayswain4460
@bijayswain4460 Ай бұрын
ଧନ୍ୟ ବାଦ ସୁଭାସିସ ଭାଇ।ସୁନ୍ଦର କଥା କହିଲେ।ଲୋକମାନେ କିଛି ଶିଖନ୍ତୁ।
@parsuramsahoo7509
@parsuramsahoo7509 Ай бұрын
କୌ ବାଲ କଥା କହିଲେ, ଲୋକ କଣ ଶିଖିବେ ସେଥିରୁ ,
@GaneshJena-mr1hf
@GaneshJena-mr1hf Ай бұрын
Alright .It is a true fact.Thanks.
@debendrakumar5560
@debendrakumar5560 Ай бұрын
Really right dear brother 🙏🙏🙏👍
@bhubanmohanta743
@bhubanmohanta743 24 күн бұрын
ସିଏ କହୁଛନ୍ତି ରାଜ୍ୟ ପାଳ ର ପୁଅକୁ ସିଏ ମାରିଲା ନାହିଁ।ଯଦି aso ତାଙ୍କ ପୁଅକୁ ମରିଥାନ୍ତା ଏଇ ଦେବାଶିଷ ବାବୁ ମିଡିଆରେ କହି ଥାନ୍ତେ କାହିଁକି ମରିଲ ଆଇନ ର ଆଶ୍ରୟ ନେଲ ନି।ଭଲ ରାଜନୀତି କରୁଛୋ ଭାଇ
@dambrudharnayak7809
@dambrudharnayak7809 Ай бұрын
ଆମ ଓଡିଆ ଲୋକ ମାନଙ୍କର ଏକତା ନାହିଁ ଆମ ଓଡିଆ ଲୋକଙ୍କୁ ଗଧ ଭାବୁଛନ୍ତି ଅନ୍ୟ ରାଜ୍ୟର ଲୋକ ନିଦରୁ ଉଠ ନହେଲେ ଏମିତି ମାଡ଼ ଖାଉଥିବା ଆମେ
@kishorbehera3267
@kishorbehera3267 20 күн бұрын
ଆରେ ସୁବାସ ସେତିକିରେ ତ ନ୍ୟାୟ ନାହିଁ ମାରି ଥିଲେ କଣ ତୁ ନ୍ୟାୟ ତେଇ ଥାଆନ୍ତୁ
@SinuDasOdiaVlogs
@SinuDasOdiaVlogs 26 күн бұрын
ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବ ନାହିଁ
@sabirpadhi1234
@sabirpadhi1234 Ай бұрын
Yes
@khirodchandrarauta2095
@khirodchandrarauta2095 Ай бұрын
Thank you 😮😮
@DhanapatiNayak-gv3xl
@DhanapatiNayak-gv3xl Ай бұрын
Yes sir very very right speech sir go ahead and odisha support sir
@hareshkumarpatel7452
@hareshkumarpatel7452 Ай бұрын
ସବୁକ୍ଷେତ୍ରରେ ପରିବାର ବାଦ ଦେଶ କୁ ଖତମ କରିଦେବ
@geetasrijena6566
@geetasrijena6566 Ай бұрын
Subhasish babu headsup
@PadanHarijan-t5s
@PadanHarijan-t5s 29 күн бұрын
ଭାଇ ଆପଣ ଭାବୁଛନ୍ତି କି ବହୁତ ଭଲ କଥା କହୁଛି ବୋଲି ? ହଁ ବୈକୁଣ୍ଠ ମାରି ପାରିଥାଆନ୍ତା ରାଜ୍ୟପାଳ ପୁଅକୁ ଯଦି ସେ ମାରିଥାନ୍ତା ଓଏସମାରିଥି🎉ଲେ ଆପଣଙ୍କ ଭଳିଆ ନେତା ମାନେ କହିଥାଆନ୍ତେ କାହିଁକି ମାରିଲ ଆଇନ୍ ଅଛି ଆଇନ୍ ତା ବାଟରେଯାଇଥାଆନ୍ତା ବୋଲି ❤ ସେ ଚାହୁଁଥିଲେ ଗୁଳି କରିଥାଆନ୍ତି
@prahalladtripathy4287
@prahalladtripathy4287 Ай бұрын
I have seen many of your bytes earlier but found this one to be quite justified and refined
@gayadhar05
@gayadhar05 Ай бұрын
You are saying right things
@shyama4185
@shyama4185 Ай бұрын
ASO କଣ ଚୁଡ଼ି ପିନ୍ଧି ଥିଲାକି ସେ ଜଣକୁ ବାଡେଇ ପାରିଥାନ୍ତl ଯେହେତୁ ରାଜ୍ୟ ପାଳ ପୁଅ .... ସେ comprosemise କରିସାରିଲେଣି
@abhinnakumarsahoo3384
@abhinnakumarsahoo3384 Ай бұрын
NANA-Thik OK Savas-Thank U.
@manishapattanayak2152
@manishapattanayak2152 28 күн бұрын
ଆଜି ବିଜେପି ର ଓଡ଼ିଶାର ଅସ୍ମିତା କଣ ଚୂଲିକି ଗଲା ଆରେ ମାତାଲି
@user-kf8xq2zx6f
@user-kf8xq2zx6f Ай бұрын
Excellent message
@AchyutSamantaray
@AchyutSamantaray Ай бұрын
Absolutely right
@user-wk5pc6qr7r
@user-wk5pc6qr7r Ай бұрын
Odia ashmita katha kuade gala.bahut kahu thila agaru.dress change katha change
@shusantakumarsahu6448
@shusantakumarsahu6448 Ай бұрын
ସୁଭାଶିଷ ବାବୁ, ଆପଣ ଭଲ କ୍କୁହଲିଆ କଥା କହୁଛନ୍ତି
@kaminisuna4521
@kaminisuna4521 29 күн бұрын
U r a good answer sir 🙏🙌
@user-wk5pc6qr7r
@user-wk5pc6qr7r Ай бұрын
Are agaru gote prakar abe kn change .besha poshaka bi.kichhi milila nahi ki Padma dala ru
@ଅଭୟ
@ଅଭୟ Ай бұрын
କଣ ପାଇଁ ମାଡ଼ ହେଲା ସେ ବିଷୟରେ ଜଣା ପଡୁ ନାହିଁ
@parsuramsahoo7509
@parsuramsahoo7509 Ай бұрын
ବିଳାସ ପୂର୍ଣ୍ଣ ଦମି କାର ତାଙ୍କୁ ଯୋଗାଇ ପାରିଲେ ନାହିଁ ,ତେଣୁ ମାଡ ଖାଇଲେ ,
@jyotirmayasamal3207
@jyotirmayasamal3207 21 күн бұрын
ଭାଇ ମୁ ଆପଣଙ୍କ କଥାରେ ଏକମତ ଆଇନ ଅଛିନା ଆଇନକୁ ତା ବାଟରେ ଯିବାକୁଦିଆ ଯିଏ ଚିଲାଉଛନ ସେମାନେ କଣ ନାୟମୂରତି
@saroj1296
@saroj1296 22 күн бұрын
ଆମ ଦେଶରେ ସଲାସୁତୁରା ବିନା investigation ରେ ଅପରାଧ ବଢ଼ାଉଛି
@kapurchandramajhi963
@kapurchandramajhi963 26 күн бұрын
ଆପଣ ଠିକ୍ କହିଛନ୍ତି ବଡ଼ ଭାଇ ।
@pramodpanda8976
@pramodpanda8976 Ай бұрын
Pratapdev sunantu. Right
@user-sd4bk9ty3f
@user-sd4bk9ty3f Ай бұрын
ତୁ ପକା ସିଆଣିଆ!A S O ପ୍ରତି ଆକ୍ରମଣ କରିଥାଆନ୍ତା,ତା ଚାକିରି ଯାଇଥାନ୍ତା,ସେ ମୁହଁ ଫଟାଇଥାନ୍ତା,ତୁ ତା ପରିବାର କୁ ପୋଷିଥାନ୍ତୁ,ତୋ ଭଳି ମୁର୍ଖ ଆଉ ଚାମଚା ମୁଁ ଆଜିପର୍ଯେନ୍ତ ଦେଖିନାହିଁ!
@haladharpanda1175
@haladharpanda1175 27 күн бұрын
ଦୋଷ ସ୍ଵୀକାର କରି ପାରିଲେ ଓଡିଆ କ୍ଷମା କରିଦେଇ ପାରେ
@bhagbanbehera5601
@bhagbanbehera5601 Ай бұрын
ଭାଇ ଆପଣ ଏକଦମ right କଥା କହିଛନ୍ତି
@sudarsansethy7309
@sudarsansethy7309 Ай бұрын
ଜୟ ବଜେପି.
@user-ps4iq1ys3w
@user-ps4iq1ys3w Ай бұрын
ଧନ୍ୟବାଦ
@asitdash279
@asitdash279 Ай бұрын
ଶିବାଶିଷ ବାବୁ ତୁମେ 😂😂😂😂😂
@adityaprasadtripathy8812
@adityaprasadtripathy8812 Ай бұрын
ଆପଣଙ୍କ କଥା ବାସ୍ତବିକ୍ ଓ ଉପସ୍ଥିତି ବୁଦ୍ଧି କଥା ।
@prashantmalik1823
@prashantmalik1823 24 күн бұрын
Right sir
@abhinandansutar197
@abhinandansutar197 Ай бұрын
ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ
@raghunathrout6349
@raghunathrout6349 Ай бұрын
Jay jagannath.
@subham7782
@subham7782 Ай бұрын
Odishar asmita
@manishapattanayak2152
@manishapattanayak2152 28 күн бұрын
ବିଜେପି ମାତାଲି ର ବହୁତ୍ ଜୋର୍ ରେ ଭାଷଣ ବାଜି ଚାଲିଚି ତୁ କେତେ ମାଡ଼ ଖଇଛୁ ହେଲେ କେତେ ଜଣକୁ ପିଟି କି ଆସିଚୁ ମାତାଲି
@GyanedraBaraj-pw4dq
@GyanedraBaraj-pw4dq Ай бұрын
Right Bhai
@user-dg6pj4wf8u
@user-dg6pj4wf8u Ай бұрын
Right👍
@ShukruDalabehera
@ShukruDalabehera Ай бұрын
Good right 🎉🎉🎉
@AshisKumarDas-j5o
@AshisKumarDas-j5o Ай бұрын
Gopala pakhare training deya jau.
@Suresh-kj7ky
@Suresh-kj7ky Ай бұрын
ଏ ଗୋଟେ ଭାଷଣ ବାଜି ଟା
@Aaddddgggg
@Aaddddgggg Ай бұрын
ସେତିକି ବି ତମେ କରିପାରିବ ନାହିଁ
@babajeesamal6821
@babajeesamal6821 Ай бұрын
ତୁମେ ବହୁତ ଗପଛ । ଆମେ ବର୍ତମାନ ରାଜ୍ୟପାଳ ଙ୍କୁ ମାରିବା ତେବେ କଣ ସେ ସମାଧାନ କରିବେକି ? ଏ ଓଡ଼ିଶାର ଅସ୍ମିତା କଥା। ଏଥିରେ ରାଜନୀତି ନକରି ଅପରାଧୀ କେମିତି ଦଣ୍ଡ ପାଇବ ସେ ବାବଦରେ ଚିନ୍ତା କଲେ ଓଡ଼ିଶାର ଅସ୍ମିତା ବଂଚିବା।
@Kalandicharansahoo-pz6gj
@Kalandicharansahoo-pz6gj Ай бұрын
Right 👍👍👍
@TrilochanRaiChetty
@TrilochanRaiChetty Ай бұрын
Excellent
@jitendramahananda6157
@jitendramahananda6157 Ай бұрын
100 percent toubter Katha kahuchhi bcoz aso madhya governor ra pua ku marithile bechara aso suspend nuhen remove from service hei saranta Ki Katha Ki statement dauchha bhai
@user-fi6zk1hy3h
@user-fi6zk1hy3h 25 күн бұрын
Super bro
@SanatanchattarChattar
@SanatanchattarChattar Ай бұрын
ଠିକ୍ କଥା କହିଛନ୍ତି
@MadhabBhola-oo9ud
@MadhabBhola-oo9ud Ай бұрын
Odia Asmita
@kshirodripradhan1031
@kshirodripradhan1031 Ай бұрын
President, cm, BJP mantri, ex cm କୁ car ଦିଆଗଲା Governorର ପିଲା ପାଟି କୁ z pius security High class vip ଗାଡି ନ ଥିଲା ତେଣୁmaruti company ଗାଡି ପଠାଇଲେ ତାର ପିଲା ତା ବାପା ଠାରୁ କେ କେତେ ବଡ ଏହା କୁ ପାନେ ଦରକାର
@surabasa3113
@surabasa3113 Ай бұрын
Governor should be resigned.
Kind Waiter's Gesture to Homeless Boy #shorts
00:32
I migliori trucchetti di Fabiosa
Рет қаралды 7 МЛН
ПОМОГЛА НАЗЫВАЕТСЯ😂
00:20
Chapitosiki
Рет қаралды 26 МЛН
A little girl was shy at her first ballet lesson #shorts
00:35
Fabiosa Animated
Рет қаралды 22 МЛН
Fortunately, Ultraman protects me  #shorts #ultraman #ultramantiga #liveaction
00:10
Kind Waiter's Gesture to Homeless Boy #shorts
00:32
I migliori trucchetti di Fabiosa
Рет қаралды 7 МЛН