ରାହୁଲଙ୍କ ଭାଷଣରେ ରାଗି ଗଲେ ମୋଦି; ସଂସଦରେ ଏମିତି କହିଲେ ପ୍ରଧାନମନ୍ତ୍ରୀ

  Рет қаралды 343,084

Sunstar TV

Sunstar TV

9 күн бұрын

ରାହୁଲଙ୍କ କଥାରେ ଲୋକସଭାରେ ହଙ୍ଗାମା;ବିଜେପି କର୍ମୀ ଦେଲେ ଜବାବ
#latestnews #newsupdate #loksabhaelection2024 #lokasabha #rahulgandhi #bjp #modi # ruckusinloksabha #bhubaneswarnews #sunstarnews #sunstartv
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/odia/
➠KZbin: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 422
@babulubariha2098
@babulubariha2098 8 күн бұрын
ମୋଦି ନିଜ କୁ ହିନ୍ଦୁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ କାହିଁକି ନା ସେ ନିଜେ ଦେଶରେ ୧୦୦ଟି ଗୋ ମାଂସ company କୁ ସରକାରି ଲାଇସେନ୍ସ୍ ଦେଇଛନ୍ତି ।
@mani.com123
@mani.com123 6 күн бұрын
😢
@preetidivine4054
@preetidivine4054 3 күн бұрын
Yes
@sandeshdas1690
@sandeshdas1690 7 күн бұрын
ମୋଦି ମିଛୁଆ ଗର୍ବୀ ଅଂହଜାରୀ ନିଜକୁ ଦେଖେଇହେବା ପାଈଁ ମିଡ଼ିଆ କୁ ଆୟତ୍ତ କରିଛନ୍ତି
@stylestar486
@stylestar486 6 күн бұрын
କେବଳ BJP ନିଜକୁ ହିନ୍ଦୁ ହିନ୍ଦୁ କହିକି ରାଜନୀତି କରୁଚି, ବିବାଦ ସୃଷ୍ଟି କରୁଚି , ଭଗବାନ ନାମରେ ରାଜନୀତି କରୁଚି , ଶଳା ମହାପାପୀ ହେଲେ BJP
@Sibaram12370
@Sibaram12370 8 күн бұрын
ସୁପର ରାହୁଲ ଗାନ୍ଧୀ❤❤❤ଭାରତ ର ପ୍ରଧାନ ମତ୍ରୀ ହେଲେ ଭାରତ କିଛି ଡେବେଲ୍ଫ ହୋଇଥାଆନ୍ତା କି ରିପ୍ଲେଇ ଦିଅ
@mrbikramblogs
@mrbikramblogs 8 күн бұрын
Papu kebehele pm heiparibani😂😂
@yogisribijaykumar3733
@yogisribijaykumar3733 7 күн бұрын
ଦେଶ ଭାଗ ଭାଗ ହୋଇ ବିକ୍ରି ହୋଇ ସାରନ୍ତାଣି l
@localmastitime5262
@localmastitime5262 7 күн бұрын
Muslim mananka devlope hebo
@pabitranayak3445
@pabitranayak3445 7 күн бұрын
Rahul is best🇮🇳
@baijayantisamantaray778
@baijayantisamantaray778 7 күн бұрын
Papu desh ka band bja deti... thank god...hamari pm Modi ji ban gye...i am so happy...jo Papu ko support karte hai...mujhe lagta hai wo bhi ek ek pappu hai
@SarojiniSarojinisahoo-pi3um
@SarojiniSarojinisahoo-pi3um 8 күн бұрын
ସତ ଶୁଣିବା ସାହସ ନାହିଁ ଆଉ
@RangaJani-ge3fb
@RangaJani-ge3fb 7 күн бұрын
ରାହୁଲ ଗାନ୍ଧୀ ଠିକି କତା କହିଁଚନ୍ତି
@AsishKumarDalai
@AsishKumarDalai 7 күн бұрын
Rahul ta pathana jie thakuranka Pujabi kariasena sibaji maharaj nku sammana diena mahadeva phota dekhei style maruchi chhi chhi🤬
@GaneshNag-jt6yo
@GaneshNag-jt6yo 5 күн бұрын
ଆରେ ପାଗଳ ତୂ ବୁଝି ବା ବହୁତ ଭୁଲ ଵୁଝିଛୁ
@SindhuKhara
@SindhuKhara 8 күн бұрын
ରାହୁଲ ଗାନ୍ଧୀ ୧୦୦ percent ରାଈଟ କଥା କହି ଛନ୍ତି
@stylestar486
@stylestar486 6 күн бұрын
ଠିକକଥା ✅
@LalatenduPatnaik-dc5ts
@LalatenduPatnaik-dc5ts 6 күн бұрын
Thik katha
@rudraprasadbehera3153
@rudraprasadbehera3153 8 күн бұрын
ବିଜେପି RSS ହିନ୍ଦୁ ଓ ସାଧାରଣ ଭାରତୀୟ ହିନ୍ଦୁ ମଧ୍ୟରେ ବହୁତ ତଫାତ୍ ।
@preetidivine4054
@preetidivine4054 3 күн бұрын
Yes
@PrabakarMajhi-xj4it
@PrabakarMajhi-xj4it 8 күн бұрын
ରାହୁଲ ଗାନ୍ଧି ଠିକ୍ କହିଛନ୍ତି । ମଣିପୁର କଥା ଚିନ୍ତା କରୁଛନ୍ତୁ ।କୈ ଲୋକ ମାନେ ଖ୍ରୀଷ୍ଟିୟାନ ଲୋକଙ୍କୁ ମାରିଦେଲେ । କିନ୍ତୁ ଖ୍ରୀଷ୍ଟିଆନ ଲୋକ ନିରବ ସହିଲେ।
@user-eo4jx9zo6t
@user-eo4jx9zo6t 8 күн бұрын
ଏହାର କାରଣ congres ନିଜେ
@ghanashyambuthi
@ghanashyambuthi 8 күн бұрын
Tui Kia oure. Magiha
@btspurpleheart5758
@btspurpleheart5758 8 күн бұрын
Munda bika
@hariharpanda6412
@hariharpanda6412 8 күн бұрын
@@ghanashyambuthi ଭାଷା ଜମା ହୁଡ଼ନି ଭାଇ ମୋର ତୁମ ପାଟି ଖରାପ ହବ
@user-wn5uy6nl4l
@user-wn5uy6nl4l 8 күн бұрын
​@@hariharpanda6412hau bhai bhasa kahibu nahi kintu taa muha re kala bolibu ta
@reetap4008
@reetap4008 8 күн бұрын
ରାହୁଲ ଗାନ୍ଧୀ ଠିକ୍ କହିଛନ୍ତି ମୁଁ ବି ହିନ୍ଦୁ କିନ୍ତୁ ବିଜେପି ବାଲେ ହିନ୍ଦୁ ନୁହଁ 😡 ମୋଦି ରାହୁଲ ଗାନ୍ଧୀଙ୍କ ଉନ୍ନତି ସହି ନ ପାରି ନାଟକ କରୁଛି
@sukulalkandankel2566
@sukulalkandankel2566 6 күн бұрын
RSS Hindu atankwadi sangthon hai...Bjp Hindu dharma ku Nehi rajniti koruchi
@anjimauka-gv3ed
@anjimauka-gv3ed 6 күн бұрын
ରାହୁଲ କଣ କଣ ଉନ୍ନତି କରିଛି riplsi
@androidstudent760
@androidstudent760 6 күн бұрын
ଯାହା କଂଗ୍ରେସ କରିଛି ତାହା ହିଁ ମୋଦି କରିଛି ଆଉ କାନ କରିଛି 😂
@dr.doremon7883
@dr.doremon7883 6 күн бұрын
​@@androidstudent760e bhai jou phone use karuchha। Na। Se phone dine made in china mode ଆସୁଥିଲା । କଣ oukat ଥିଲା India ra samste janichhanti
@preetidivine4054
@preetidivine4054 3 күн бұрын
Yes 💯
@Sanjaymashilover..
@Sanjaymashilover.. 8 күн бұрын
Thank you Rahul ji.. God bless you..
@user-gv4mh8xh2t
@user-gv4mh8xh2t 8 күн бұрын
ଜୟ ରାହୁଲ
@hemantamalik4185
@hemantamalik4185 8 күн бұрын
LION OF INDIAN DEMOCRACY RAHULJI JINDABAD ❤❤❤
@PABITRAJEEVAN
@PABITRAJEEVAN 8 күн бұрын
ଯେଉଁମାନେ ସତ କଥାରେ ମୁଣ୍ଡବ୍ୟଥା କରନ୍ତି କେବେବି ସେମାନେ କୌଣସି ସ୍ୱପ୍ନ ସଫଳ କରିପାରିବେ ନାହିଁ ଏହା ହିଁ ସତ୍ୟ ଅଟେ। ସତ୍ୟର ହିଁ ବିଜୟୀ ହେବ। ରାହୁଲ୍ ଗାନ୍ଧୀସାର ଜୀବନ ପଛେ ଚାଲି ଯାଉ ହେଲେ ସତ କହିବାକୁ ଭୟ କରନ୍ତୁ ନାହିଁ କାରଣ ପବିତ୍ରଈଶ୍ଵର ଆପଣଙ୍କ ସାଥିରେ.....
@hariharpanda6412
@hariharpanda6412 8 күн бұрын
@@PABITRAJEEVAN ତାହାଲେ କଣ ହିନ୍ଦୁ ମାନେ ହିଁ ବୋମା ମାଡ଼ କରୁଛ, ଆତଙ୍କ ବାଦୀ ତମେ ସବୁ, 60ବର୍ଷ ଦେଶ କୂ ସ୍ୱାଧୀନ କଲା କଂଗ୍ରେସ କଣ, ଦେଇଛି, କୋଟା ସଂସ୍ଥା ବନ୍ଧ କରଉନ,
@amirkumarsenapati5781
@amirkumarsenapati5781 8 күн бұрын
ବିରୋଧୀ ସଶକ୍ତ ହେବାରୁ ବର୍ତମାନ ପ୍ରଧାନମନ୍ତ୍ରୀଙ୍କର ଶ୍ବୋର ବଦଳିବା ଆରମ୍ଭ ହେଲା। ସଶକ୍ତ ଗଣତନ୍ତ୍ର ପାଇଁ ବିରୋଧୀ ସବୁବେଳେ ଓ ସବୁ ସମୟରେ ଦେଶର ମୂଲ୍ୟବୋଧ ପ୍ରସଙ୍ଗ ରେ ସରକାରୀ ଦଳକୁ ଘେରିବା ଓ ବିରୋଧ କରିବା ଉଚିତ୍ । ଏହା ହିଁ ପ୍ରକୃତ ଗଣତନ୍ତ୍ର କୁହାଯାଏ।
@RasmitaSwain-ke4tt
@RasmitaSwain-ke4tt 8 күн бұрын
Right 👍
@PrabakarMajhi-xj4it
@PrabakarMajhi-xj4it 8 күн бұрын
କିନ୍ତୁ ରାହୁଲ ଗାନ୍ଧୀ ହିନ୍ଦୁ ହେଲେ ମଧ୍ୟ ସବୁ ଧର୍ମର ଲୋକଙ୍କୁ ଧୟା କରନ୍ତି ।
@ghanashyambuthi
@ghanashyambuthi 8 күн бұрын
Magiha. Ya cangress paty
@Tulsi-ru1ur
@Tulsi-ru1ur 8 күн бұрын
Question leak hela Kain gala Modi thaka Kain gala education minister
@user-bu7wu5ti4f
@user-bu7wu5ti4f 8 күн бұрын
Tu janichhu Rahul gandhi hindu boli............se jadi hindu hoi thanta tahele kahithanta hindu mane hinsra boli.se jebe ye desare raj kariba ame sabu boma mada kahi mariba........
@user-wn5uy6nl4l
@user-wn5uy6nl4l 8 күн бұрын
Se kau mundi hindu dharam bisayare kahiba be
@alisay322
@alisay322 8 күн бұрын
​@@ghanashyambuthibalo na aau😂
@user-se5mp8yi9s
@user-se5mp8yi9s 8 күн бұрын
ରାହୁଲ ଗାନ୍ଧିଙ୍କ କଥା ସତ। ଯଦି ମିଛ ଅହିତହତା ତାହାହେଲେ ଖ୍ରୀଷ୍ଟିଆନ ମାନଙ୍କୁ ଗୃଣା କରି ନ ତାହାନ୍ତେ
@PrahalladGochhayat
@PrahalladGochhayat 8 күн бұрын
ଧର୍ମ ଏକା ସିନା ମହତ୍ ପଣିଆ ଆଉ ସବୁ ପଣ ଅଢେଇ ଦିନିଆ
@RubinaMalik-hd8jk
@RubinaMalik-hd8jk 8 күн бұрын
Nice❤
@debabratamohanty3321
@debabratamohanty3321 8 күн бұрын
Rahul Gandhi is right on his way , Nice
@lovelylife4151
@lovelylife4151 8 күн бұрын
ରାହୁଲ ଗାନ୍ଧି ଜିନ୍ଦାବାଦ
@PrahalladGochhayat
@PrahalladGochhayat 8 күн бұрын
ରାହୁଲଙ୍କ କଥା ସତ ଆମେ ହିନ୍ଦୁ ନିଜ କୁ କହୁଛୁ ଅନ୍ୟ ଧର୍ମ ବିରୋଧରେ କାହିଁ କି ଯାଉଛୁ
@hariharpanda6412
@hariharpanda6412 8 күн бұрын
@@PrahalladGochhayat ଆପଣ ମୋତେ କହିପାରିବେ କୋୖଣସି ମୁସଲିମ୍ ତୁମକୁ ଦିୱାଲୀ ର ବଧାଇ ଦେଇଛନ୍ତି କୀ, କେବେ, କିନ୍ତୁ ଆମେ ହିନ୍ଦୁ ଆଗେ ଦୌଡ଼ି ଯିବା ଆଗେ ଇଦ୍ଧ ମୁବାରକ କହିକି କୁଣ୍ଢେଇ ପକେଇବା କିନ୍ତୁ ସେମାନେ କରିବେ ନି କାରଣ ତାଙ୍କର ଏକତା ଅଛି ଆଊ ଆମେ କଙ୍କଡା ଙ୍କ ଭଳିଆ ନିଜର ଗୋଡ଼କୁ ଟାଣୁଛ, ସୁଧୁରି ଜାଅ ସମୟ ଅଛି 👍👍
@preetidivine4054
@preetidivine4054 3 күн бұрын
​@@hariharpanda6412 muslim Mane b wish karanti hindu mananku au mote b Kari chhanti
@hariharpanda6412
@hariharpanda6412 2 күн бұрын
ଆପଣ ଙ୍କୁ ଘରେ ଆସି କରିଥିଲେ ବୋଧେ, ଭଲ କଥା, ଆପଣ ଜାଣିବାକୁ ଚେଷ୍ଟା କର, କେତେ ଟା ଆରେ ଆମେ ପ୍ରସାଦ ଦେଇଥିବୁ ଖା ଖାନ୍ତିନି ସେମାନେ ଆପଣଙ୍କ ଅଯଥା ଯୁକ୍ତି କରି କିଛି ଲାଭ ନାହିଁ 😊😊
@user-mq4sk3zb8g
@user-mq4sk3zb8g 6 күн бұрын
ଯଦି ମୋଦି ହିନ୍ଦୁ ତାହାଲେ ତାଙ୍କ ମାଆ ଙ୍କର ଦେହାନ୍ତ ହେଲାପରେ ସେ ନଣ୍ଡା କାହିଁକି ହେଲେନି ମୁଁ ଗର୍ବରେ କୋଗୁଛି ମୁ ହିନ୍ଦୁ କିନ୍ତୁ ମୁ bjp ହିନ୍ଦୁ ନୁହେଁ ଧନ୍ୟବାଦ୍ 🙏
@prabhatsahu4210
@prabhatsahu4210 8 күн бұрын
ରାହୁଲ ଗାନ୍ଧୀ ଠିକ୍ କହିଛନ୍ତି
@ghanashyambuthi
@ghanashyambuthi 8 күн бұрын
Tui Kana ou re kukur
@PadmanSoura-js9zm
@PadmanSoura-js9zm 7 күн бұрын
Mᴏ ʙᴀɴᴅᴏ
@DIPUSOUND2
@DIPUSOUND2 3 күн бұрын
To bando kn heichi pachi jaichi ki😂😂😂
@RajuMajhi-gm7zw
@RajuMajhi-gm7zw 8 күн бұрын
ରାହୁଳ ଯାହା କହୁଛନ୍ତି ଠିକ୍ କଥା ତାହା ଅନ୍ୟକୁ କରିବା ଲକ ସହି ପାରିବ ନାହିଁ💪👌
@ghanashyambuthi
@ghanashyambuthi 8 күн бұрын
Chuhila re magihe
@user-wn5uy6nl4l
@user-wn5uy6nl4l 8 күн бұрын
Bhai tame hindu nuha muslim bodhe
@Aajjjj_xyz
@Aajjjj_xyz 6 күн бұрын
​@@user-wn5uy6nl4lkahin badhuchhi kiii ...sata katha ta hajam heu nahi badhe. Nahi kii .....
@nababarika4028
@nababarika4028 8 күн бұрын
BJP always uses Hindu card.
@ChandrasekharSanta-mt1bj
@ChandrasekharSanta-mt1bj 8 күн бұрын
କଂଗ୍ରେସ ସବୁବେଳେ ଲୋକଙ୍କୁ ସମାନ ଦେଖେ
@hariharpanda6412
@hariharpanda6412 8 күн бұрын
କେତେ ଚାଟିବାରେ
@user-wn5uy6nl4l
@user-wn5uy6nl4l 8 күн бұрын
Khali ta congress ru mahu jharuchi aau 🤣🤣🤣🤣 mora tike chati diye
@Aajjjj_xyz
@Aajjjj_xyz 6 күн бұрын
​@@user-wn5uy6nl4lete tor ete jharauchhi hele tu gote kama kar bread Ane seithi logeiki breakfast re khaaa 😂😂😂😂😂
@himansubhusanpanda5913
@himansubhusanpanda5913 8 күн бұрын
ମୋଦୀ ମିଛୁଆ
@JKCREATION672
@JKCREATION672 6 күн бұрын
ଅନ୍ଧୁଭକ୍ତ ଏବେ ରାଗୁତିବେ 😂😂😂😂
@akshayabhoi2802
@akshayabhoi2802 8 күн бұрын
ରାହୁଲ ଗାନ୍ଧିଙ୍କ ଠିକ୍ କଥା କହୁଛନ୍ତି
@santoshluha2452
@santoshluha2452 2 күн бұрын
ପ୍ରକୃତ ଧର୍ମବଳମ୍ବି ସବୁ ଧର୍ମ କୁ ସମ୍ମାନ କରେ...ଆଉ ଯିଏ ହିଂସା କରେ ସେ କଂସେଇ ଧର୍ମ ର ଅଟେ l
@user-ke3fv4hl8f
@user-ke3fv4hl8f 8 күн бұрын
Good news for Congress party odisha Congress party
@BanshidharaGiri
@BanshidharaGiri 2 күн бұрын
Very good rahul sir
@nareshnachika3547
@nareshnachika3547 5 күн бұрын
ରାହୁଲ ଗାନ୍ଧୀ ଯୋଉଟା କହି ଛନ୍ତି 100% ଠିକ ❤❤❤
@gobindamahabhoi1200
@gobindamahabhoi1200 6 күн бұрын
ଜୟ ଶ୍ରୀରାମ 🚩🚩🚩
@jummanaryan6337
@jummanaryan6337 7 күн бұрын
Raga ❤
@n.c.mvlogs8504
@n.c.mvlogs8504 8 күн бұрын
Very Very Nice 👍.
@KhirodJena-ge8wb
@KhirodJena-ge8wb 3 күн бұрын
Great
@lukashdigal425
@lukashdigal425 8 күн бұрын
Rahul Gandhi right speech
@AepsServices30
@AepsServices30 5 күн бұрын
(Rahul Gandhi) ji Modi Se Best Hai I love Rahul Gandhi ❤❤❤❤
@MahantiBhatra
@MahantiBhatra 8 күн бұрын
ରାହୁଲ ଗାନ୍ଧି ମୋଦୀ ଟୁ 100 ଗୁଣ ଭଲ
@AepsServices30
@AepsServices30 5 күн бұрын
@MahantiBhatra, Absolutely Right ✅
@ajitakar4373
@ajitakar4373 3 күн бұрын
Modi galua.😀😀
@AnliSahoo-pr7th
@AnliSahoo-pr7th 8 күн бұрын
ରାହୁଲ ଗାନ୍ଧି ଠକ୍ କହିଥିଲେ। ସତ ସବୁବେଳେ ସତ
@user-hq4vq9su6k
@user-hq4vq9su6k 8 күн бұрын
May god bless and protect you Rahul sir to stand to protect people's rights
@MukteshwarBhoi-im4wc
@MukteshwarBhoi-im4wc 3 күн бұрын
ପୁଣି ଥରେ ଦେଶ ବିକିବାର plan କରୁଛି ମାଘିଆ ରାହୁଲ ଗାନ୍ଧୀ
@panchananpradhan8828
@panchananpradhan8828 5 күн бұрын
ଆଉ ଯଉ ମୁସିଲିମ କହୁଛନ୍ତି ସେ କଣ
@anadipradhan3825
@anadipradhan3825 5 күн бұрын
ରାହୁଳ ଗାନ୍ଧୀ ହିନ୍ଦୁ କୁ ଅପମାନ କରୁଛି ଅତେ ଗର୍ବ କରିବା ଓଛିତ ନୁହେଁ କାରଣ ଏହି ଗର୍ବ ରହିବନି
@Sunilfixofficial26
@Sunilfixofficial26 6 күн бұрын
ଯଦି ରାହୁଲ ଗାନ୍ଧୀ ଏତେ ଜ୍ଞାନି ତେବେ ଏତେ ବର୍ଷ ହେଲା ସେ କାହିଁକି ପ୍ରଧାନମନ୍ତ୍ରୀ ହେଲା ନି ବାଳ ରାହୁଲ ଗାନ୍ଧୀ
@preetidivine4054
@preetidivine4054 3 күн бұрын
RAGA is best
@pravatsahoo9231
@pravatsahoo9231 Сағат бұрын
thike,,rahulu
@Ugresonmahanta43
@Ugresonmahanta43 3 күн бұрын
ରାହୁଲ ତୁ ବାଚ। ତୁ କଥା କହିବା ଶି😂ଖ ତୋ ଧର୍ମ ତୁ ଜାଣିଛୁ
@JitenJitu-gn7xp
@JitenJitu-gn7xp 5 күн бұрын
Rahul sir you right 👍
@mrskbhanja4765
@mrskbhanja4765 8 күн бұрын
Rahul jee next PM
@user-ny5xo3sj2u
@user-ny5xo3sj2u 8 күн бұрын
Rahul ji is right speaker of india
@madhupanda2684
@madhupanda2684 6 күн бұрын
rahul Gandhi best leader
@harizKhan506
@harizKhan506 7 күн бұрын
Rahul gandhi jindabad
@BibunaBibhuti
@BibunaBibhuti 8 күн бұрын
Joy congress thanks
@user-uz2mn3fm4q
@user-uz2mn3fm4q 6 күн бұрын
Rahul.gandhi.jinda.bad.right.jabab.
@sambudas7106
@sambudas7106 8 күн бұрын
Jay congress
@hrushikeshkhuntuli5439
@hrushikeshkhuntuli5439 6 күн бұрын
ସତ କଥାର ଆଲୋଚନା ଯେତେବେଳେ ହୁଏ ସେତେବେଳେ ରାହୁଲଙ୍କ ସ୍ପିକର୍ ବନ୍ଦ୍ କରି ଦିଅନ୍ତି ନ ହେଲେ ଏମିତି ପଳେଇ ଯାଆନ୍ତି । ଯେଉଁମାନେ ସତକୁ ଡରନ୍ତି ।
@RasmitaSwain-ke4tt
@RasmitaSwain-ke4tt 8 күн бұрын
ରାହୁଲ ଗାନ୍ଧି ହିନ୍ଦୁ ହେଲେ ମଧ୍ୟ ସବୁ ଧର୍ମ ର ଲୋକଙ୍କୁ ଭଲ ପାଆନ୍ତି
@hariharpanda6412
@hariharpanda6412 8 күн бұрын
@@RasmitaSwain-ke4tt ହଁ ସେଥି ମଧ୍ୟରେ ଆପଣଂକୁ ବେଶୀ ଭଲ ପାନ୍ତି ସେ, ଯାଉନା
@user-qx1sz2kw4e
@user-qx1sz2kw4e 8 күн бұрын
ତମେ ରାହୁଲ ଗାନ୍ଧୀ ଓ ତାଙ୍କ ପରିବାର ର ଇତିହାସ ପଢ଼ ତା ପରେ କହିବ ସିଏ ହିନ୍ଦୁ ନା ନାହିଁ. ମତେ ତା କାଇଁ ଲାଗୁନି ସେ ହିନ୍ଦୁ ବୋଲି.
@narenbhoibhoi-kl5pl
@narenbhoibhoi-kl5pl 6 күн бұрын
@@RasmitaSwain-ke4tt very nice..
@narenbhoibhoi-kl5pl
@narenbhoibhoi-kl5pl 6 күн бұрын
@@hariharpanda6412 right
@reetap4008
@reetap4008 8 күн бұрын
Modi ଯେତେ ଚେଷ୍ଟା କଲେ ବି ରାହୁଲ ଗାନ୍ଧୀ କୁ ଅଉ ପପୁ ବନେଇ ପାରିବ ନାହିଁ 😡 I hate ମୋଦି
@rabindrakumarmohanty9415
@rabindrakumarmohanty9415 7 күн бұрын
@@reetap4008 ପପୁ ନୁହେଁ ଜାତୀୟ ଜୋକର,
@baijayantisamantaray778
@baijayantisamantaray778 7 күн бұрын
I love modi
@nirmalrout5223
@nirmalrout5223 6 күн бұрын
Ilov.you.modi
@user-ye3gw5oq3q
@user-ye3gw5oq3q 8 күн бұрын
Rahul Ji ❤️❤️❤️❤️❤️❤️
@dibakarjani5788
@dibakarjani5788 4 күн бұрын
ରାହୁଲ ଗାନ୍ଧି ଟିକ୍ କହିଛନ୍ତି
@Jotrimay
@Jotrimay 6 күн бұрын
🙏🙏ରାହୁଲୁ ଗାନ୍ଧୀ 🙏🙏❤️❤️🙏
@sudammalik5725
@sudammalik5725 7 күн бұрын
Right
@anibagartti9102
@anibagartti9102 3 күн бұрын
Rahul ji Jai Shree Ram .Yea Bol Haar Hindustani ke Bol haei Jai ....Shree Ram.
@dillippradhan3536
@dillippradhan3536 8 күн бұрын
Jay Ho Rahul ji
@Padmantandi-wo1rl
@Padmantandi-wo1rl 3 күн бұрын
Rahul is great mam
@pujasuperstar3478
@pujasuperstar3478 6 күн бұрын
Super hero Rahul Gandhi ❤❤❤
@LovelyCamel-bs1fl
@LovelyCamel-bs1fl 4 күн бұрын
Sir apana hi a desa tik karnawala good Rahul ji sir
@PratapJena-ct3sh
@PratapJena-ct3sh 5 күн бұрын
Suppr Rahul Gandhi
@ramdasbag4779
@ramdasbag4779 4 күн бұрын
Right ରାମ ଭଗବାନ୍ କୁ ନେଇ ରାଜନୀତି କରିବା ମହାପାପ ଏଣୁ ଉଚିତ୍ ଦଣ୍ଡ ଦେଲେ ଅଯୋଧ୍ୟାବାସୀ ଭୋଟ ଦେଇ,,କରି,,,, ସମ୍ବିଧାନ କୁ ଦିନେ ଖାଇଯିବେ BJP 😂😂😂😂
@AshokMahanta-i4f
@AshokMahanta-i4f 6 күн бұрын
I love Modi ❤
@bayarkadaofficialchannel8424
@bayarkadaofficialchannel8424 3 күн бұрын
Rahul is great person
@KoyelPalakia
@KoyelPalakia 6 күн бұрын
Right 👍👍👍 Rahul Gandhi right 👍
@jehoslima4590
@jehoslima4590 8 күн бұрын
Very heart touching speech of rahul gandhi, sir
@timepasswithguruji3636
@timepasswithguruji3636 8 күн бұрын
ତୁମ ପରି ଦୋଗଲା ଲୋକ ପାଇଁ ଆଜି ହିନ୍ଦୁ ଧର୍ମ ବଦନାମ
@ManojJena-oy3yv
@ManojJena-oy3yv 8 күн бұрын
Rahul god bless you
@sanjayrout9136
@sanjayrout9136 5 күн бұрын
Right rahul❤
@user-ch4pm4ig7v
@user-ch4pm4ig7v 6 күн бұрын
very good rahu dandi
@birenbehera5571
@birenbehera5571 7 күн бұрын
Fight for public rahul gandhi
@manasranjanmohanty3270
@manasranjanmohanty3270 8 күн бұрын
ଚା ଵାଲା ଗଲା 😄😄😄
@user-ob2yt2bq8w
@user-ob2yt2bq8w 6 күн бұрын
Please ban anti Hindu party
@Rozalineyt
@Rozalineyt 7 күн бұрын
Right Rahul gandhi
@bagsarathi1332
@bagsarathi1332 7 күн бұрын
Thank R Gandhi
@dadaguliaofficel561
@dadaguliaofficel561 3 күн бұрын
Rahul Gandhi thik kahichanti
@RkmajhiSumi-oz1xj
@RkmajhiSumi-oz1xj 7 күн бұрын
Badhia Jay Rahul
@Musical_Tune_.
@Musical_Tune_. 6 күн бұрын
ଆଗରୁ କଣ କରୁ ଥିଲେ। ପ୍ରାଇଭେଟ୍ କମ୍ପାନୀରେ କାମ କରୁ ଥିବା କର୍ମଚାରୀ ମାନଙ୍କୁ ବର୍ଦ୍ଧିତ ପେନ୍ଶନ କେବେ ମିଳିବ?
@PrasantaBhuyan-ww2hm
@PrasantaBhuyan-ww2hm 6 күн бұрын
Right katha kaile Rahul Gandhi Sir,,modi hebe to bhalo re soi paribeni, modi India to out karo
@svs5526
@svs5526 4 күн бұрын
India alliance 👍👍
@SusantaPatra-mc1or
@SusantaPatra-mc1or 7 күн бұрын
Jay Congress
@priyanshi8797
@priyanshi8797 6 күн бұрын
Rahul zindabad 🎉 next PM
@youthforsurvesankhua3781
@youthforsurvesankhua3781 7 күн бұрын
Good Rahul Gandhi amiri darkar thila bjp ku
@dibyaturuk2673
@dibyaturuk2673 6 күн бұрын
Rahul Gandhi jindabad next PM Rahul Gandhi jindabad next PM Rahul Gandhi BJP char Sarkar
@Ugresonmahanta43
@Ugresonmahanta43 3 күн бұрын
ରାହୁଲ ତୋ ଜେଜେ କିଏ? ତୋ ବଂଶ କଣ ତୁ ଜାଣିଛୁ ?
@maapournamasitkpd1723
@maapournamasitkpd1723 7 күн бұрын
ଭାରତ ଧର୍ମ ନିରପେକ୍ଷ ରାଷ୍ଟ୍ର
@bindastokasubhankar00
@bindastokasubhankar00 8 күн бұрын
Rahul Gandhi joi 🎉
@laxmanbagh4704
@laxmanbagh4704 7 күн бұрын
Rahulu Gandhi jindabad
@mangirunnisha7466
@mangirunnisha7466 3 күн бұрын
Rahul Gandhi apana thik katha kahichhanti
@crmallick4945
@crmallick4945 6 күн бұрын
Rahul Gandhi jindabad 💯💯💯💯💯💯💯💯💯💯💯💯💯💯💯💯👍
THE POLICE TAKES ME! feat @PANDAGIRLOFFICIAL #shorts
00:31
PANDA BOI
Рет қаралды 24 МЛН
The child was abused by the clown#Short #Officer Rabbit #angel
00:55
兔子警官
Рет қаралды 24 МЛН
DO YOU HAVE FRIENDS LIKE THIS?
00:17
dednahype
Рет қаралды 85 МЛН
I Was Targeted To Be Killed: CM Mohan Majhi
3:57
Kanak News
Рет қаралды 286 М.
THE POLICE TAKES ME! feat @PANDAGIRLOFFICIAL #shorts
00:31
PANDA BOI
Рет қаралды 24 МЛН