ରାଜଭବନକୁ ନେଇ ତେଜୁଛି ରାଜନୀତି! ପୋଲିସ କାହିଁକି ମାନୁନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ? | ତେରଛା ବାଣ |

  Рет қаралды 9,701

Terachha Baana

Terachha Baana

Күн бұрын

Join this channel to get access to perks:
/ @terachhabaana

Пікірлер: 102
@Skgbul470
@Skgbul470 3 ай бұрын
ମଦୁଆ ଗୁଣ୍ଡା ଲମ୍ପଟ ମାନେ ଯଦି ସୁପୁତ୍ର ହୁଅନ୍ତି କୁ ପୁତ୍ର କାହାକୁ କୁହାଯିବ କିଛି ବୁଝା ପଡ଼ୁ ନାହିଁରେ ନାରଣ,
@Ajohn-zy5yr
@Ajohn-zy5yr 3 ай бұрын
ଆପଣ ଜଣେ ଅନ୍ଧ ଭକ୍ତ
@AnantaMohanty-bl3sv
@AnantaMohanty-bl3sv 3 ай бұрын
ଏକ ତରଫା କୁହନା।ତୁମର କିଛି ଜ୍ଞାନ ନାହିଁ।ରାଜ୍ୟପାଳ କଣ ନ୍ୟାୟ ଦେବେ।କିଛି ନ୍ୟାୟ ପାଇବେ ନାହିଁ।
@jullysamal6626
@jullysamal6626 3 ай бұрын
ମାନ୍ୟବର୍ ରଘୁବର ଙ୍କ କୁ ପୁତ୍ର ବୋଲି କୁହ
@bhaktimarga853
@bhaktimarga853 3 ай бұрын
ଦୁଃଖର କଥା ଏଠି ଦ୍ୱିପ୍ରକାରର ଆଇନ ଚାଲିଛି.
@sadasivadash1713
@sadasivadash1713 3 ай бұрын
ଆପଣ କଣ ଏ ଘଟଣା ର ତଦନ୍ତ କରିଥିଲେ, ଯଦି ନ କରିଛନ୍ତି ଏପରି ମନ୍ତବ୍ୟ ଦେବା କଣ ଠିକ୍, ଆପଣ ଜଣେ paid media ଭଳି ଲାଗୁଛି,
@Skgbul470
@Skgbul470 3 ай бұрын
ସାମାନ୍ୟ କର୍ମ ଚାରି ହେଇ ଲୋଗଜୁରି ଗାଡ଼ି କଥା ବୁଝିବେ,ଧନ୍ୟ ରେ ନାରଣ,
@purnachandrapradhan2399
@purnachandrapradhan2399 3 ай бұрын
ମୋହନ ମାଝି ତୁମକୁ ଲାଜ ଲାଗୁନି କେମିତି ଯେ ପୋଲିସ କମ କଥା ମାନୁନି କେମିତି ? ତମର କି ମାହି ଆ ପୋଲି ସ?
@purnachandrapradhan2399
@purnachandrapradhan2399 3 ай бұрын
Sir ! Don’t patch up the matter. We want justice. Do not give one sided statement. We want justice not compromise. ତୁ ଗୋଟେ ବଡ କାଡୁଆ ତେଲି କଥା କହନି
@duryodhanmahanta5728
@duryodhanmahanta5728 3 ай бұрын
ଆପଣକୁ ମାଡ଼ ହେଲେ ବୁଝିବେ ଆପଣ
@dwarikanath1958
@dwarikanath1958 3 ай бұрын
କୁକୁର ଲାଞ୍ଜ ବାର ବର୍ଷ ବାଉଁଶ ନଳିରେ ପୁରାଇଲେ ମଧ୍ୟ ସେଇ ବାଙ୍କ |ଏମାନେ ସବୁ ସରକାରୀ ସୁବିଧା ପାଇଲେ କାଳେ ବଦଳିବେ ପରା |
@arabindamishra4045
@arabindamishra4045 3 ай бұрын
ବିପିନ ବାବୁ, ଆପଣଙ୍କ ବିଶ୍ଳେଷଣ ରେ ନିରପେକ୍ଷତା ଆଶା କରାଯାଏ। ରାଜ୍ୟପାଳ ଙ୍କ ପୁଅ ବିରୁଦ୍ଧରେ ମାରପିଟ ପରି ସଂଗୀନ ଅଭିଯୋଗ ଏବଂ ତାହା ପୁଣି ଖୋଦ ରାଜ୍ୟପାଳଙ୍କ ର ବ୍ୟକ୍ତିଗତ ସହାୟକ କର୍ମଚାରୀ ଆଣିଛନ୍ତି। ଯାହା ଜଣା ପଡୁଛି ଏ ଘଟଣାକୁ ଦଫାରଫା କରିବା ପାଇଁ ଉଦ୍ୟମ ହେଉଛି। କାରଣ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉଭୟ ଅଭିଯୋଗକାରୀଙ୍କ ପରିବାରର ସଦସ୍ୟ ମାନଙ୍କୁ ଡାକି କଥାବାର୍ତା କରୁଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ ଏଭଳି କଥାବାର୍ତା କିମ୍ବା ବ୍ୟକ୍ତିଗତ ସ୍ତରର ତଦନ୍ତ ର ସୁଯୋଗ ଆଇନ ରେ ବ୍ୟବସ୍ଥା ଅଛିକି ? ଯାହା ପଚରା ଉଚରା କରିବା କଥା ତାହା ପୋଲିସ କରିବା କଥା। ତାହା ଏ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ହେଲାଣି କି ? ଯଦି ହୋଇ ନାହିଁ ତେବେ କାହିଁକି ହୋଇନାହିଁ ? ଜଣେ ସାଧାରଣ ବ୍ୟକ୍ତି ବିରୁଦ୍ଧରେ ଯଦି ଏଭଳି ସାଙ୍ଘାତିକ ଅଭିଯୋଗ ଆସିଥାଆନ୍ତା ତେବେ ସେ ଆଜି ଯାଏ କଣ ମୁକ୍ତ ଭାବେ ବାହାରେ ବୁଲୁଥାଆନ୍ତା ? ଆପଣଙ୍କ ବିଶ୍ଳେଷଣ ରେ ଏହି ଦାବି ଦୃଢ଼ ଓ ଶାଣିତ ଭାବେ କରାଯିବା ଅପେକ୍ଷିତ ଥିଲା ଯାହା ଆପଣ କରି ପାରି ନାହାନ୍ତି। ମୁଁ ବିଜେପି ର ଜଣେ ଦୃଢ଼ ସମର୍ଥକ ହେଲେବି ଏହି ନିନ୍ଦନୀୟ ଅଭିଯୋଗ ଉପରେ ହୋଇଥିବା ନିଷିକ୍ରିୟତା କୁ କେବେ ହେଲେ ସମର୍ଥନ କରି ପାରିବି ନାହିଁ। ସାରା ଓଡିଶା ବାସି ଦେଖୁଛନ୍ତି। ଏ ଘଟଣାର ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥାଶୀଘ୍ର ଗ୍ରହଣ ନ କରାଗଲେ ଓଡ଼ିଶାରେ ବିଜେପି ସରକାର ର ଭାବମୂର୍ତ୍ତି ମଳିନ ହେବ। ପୁଣି ଓଡ଼ିଆ ଅସ୍ମିତା ର ପ୍ରଶ୍ନ ଉଠିବ। ଏହା ନିଶ୍ଚିତ।
@jullysamal6626
@jullysamal6626 3 ай бұрын
ତମେ ଖାଲି bjp କୁ ତୁଳରେ ଛପା ଆଇନ ସମ୍ମାନ ସଭିଙ୍କ ଲାଗି ପୁଣି କଣ ଅସୁବିଧା ତମେ କି ଭଦ୍ରଲୋକ ହେ
@gopabandhubehera453
@gopabandhubehera453 3 ай бұрын
ସାମ୍ବାଦିକ ଭାଈ ଆପଣ ବୁଢା ହେଲେଣି ଏ,ବର୍ଷରେ ବି,ବିଜେପିର,ପାଦଚାଟୁଛ,ଛିଃ,ଟିକିଏ,ବି,ଲାଜ,ନାହି,ଟଙ୍କାପାଇଁ ସାମ୍ବାଦିକ ମାନେ,କୋଉ,ସ୍ତରକୁ ଗଲେଣି,ଏମାନଙ୍କର କଥା,ଶୁଣିବାକୁ,ଲାଜ,ଲାଗୁଛି,
@swadhikarbetaj3768
@swadhikarbetaj3768 3 ай бұрын
ଠିକ୍ ଯେମିତି ଆପଣଙ୍କ କେଦାର ମିଶ୍ର ପାଦ ଚାଟନ୍ତି।
@Kanharez9sb
@Kanharez9sb 3 ай бұрын
ବିଲକୁଲ ଠିକ ଆଜ୍ଞା ବିଲକୁଲ ଠିକ କହୁଛନ୍ତି ଏବଂ କହୁଥାଆନ୍ତୁ ଜୟେ ଜଗନ୍ନାଥ ।
@jullysamal6626
@jullysamal6626 3 ай бұрын
ତୁ କିଏ କିରେ ହାରାମି
@srinibashpradhan6683
@srinibashpradhan6683 3 ай бұрын
U should admit that Governor's son is not Governor. Mere compromise is not the solution. This goes against Odia Asmita
@subaldas3254
@subaldas3254 3 ай бұрын
ଜୟ ଜଗନ୍ନାଥ। ରାଜଭବନ ଦଳିୟ କାର୍ଯ୍ୟାଳୟ ନୁହଁ। ଏହା ରାଜନୈତିକଦଳ ର ଅଫିସ ନୁହଁ।
@pratapjena1193
@pratapjena1193 3 ай бұрын
ମାଡ଼ ହେବା ଠିକ୍ ଏହା ଜାଂଚ ହେବା ଦରକାର। କିନ୍ତୁ ବୈକୁଣ୍ଠ ବାବୁ ନିରପେକ୍ଷ ନୁହନ୍ତି, ୨୪ ବର୍ଷ ର ମହୁ ମୁଁହ ରୁ ଛାଡ଼ି ନାହିଁ
@manojkumarbehera2861
@manojkumarbehera2861 3 ай бұрын
ଛୋଟିଆ କର୍ମଚାରୀ ମାନେ କଣ। ବୋଧହୁଏ ଆପଣ ଜଣେ ଛୋଟ ଲୋକ ଏବଂ ବଡ଼ ହାରାମି।
@gangadhardash3430
@gangadhardash3430 3 ай бұрын
🎉🎉🎉
@RanjanBeura-h5z
@RanjanBeura-h5z 2 ай бұрын
ଇଏ ଜୁମଲା ପାର୍ଟି ର ଗୁଇନ୍ଦା ରାଜ୍ୟପାଳ କୁ ଓଡିଶା ରୁ ହଟାଯାଇ
@sadasivadash1713
@sadasivadash1713 3 ай бұрын
ଆପଣ ଙ୍କ ବିଶ୍ଳେଷଣ ଠିକ୍, ହେଲେ ବିରୋଧ କରିବା କଣ ଭୁଲ,
@subaljena2069
@subaljena2069 3 ай бұрын
ତମେ ବିହାରୀ ଝାଡଖଣ୍ଡୀ ପାଦଚଟା କୁକୁର
@mangalaprasad2193
@mangalaprasad2193 3 ай бұрын
ତେରେଛା ବାଳ ମହାଶୟ ..... ଆପଣଙ୍କର ତର୍ଜମା ଠିକ୍ ନୁହେଁ ... ବୈକୁଣ୍ଠ ପ୍ରଧାନ ଜଣେ ASO .... ଛୋଟିଆ କର୍ମଚାରୀ ନୁହନ୍ତି.... He is working in Governors house means he is under the direct control of hon'ble governor...if it takes almost 7 days to initiate action in his case....they in how many days law will be served in case of common people. ଆପଣ ଙ୍କୁ analyasis କରିବାକୁ 8 ଦିନ ଲାଗିଗଲା.... Talwachat sambadikata karantu nahi.... violation of law heichi aau governor nka pua dwara heichi mane immediate justice serve heba katha....so that future pain precedent fix hei pariba....and where is your so called ଓଡ଼ିଆ ଅସ୍ମିତା 😢
@Manoranjansahoo34680
@Manoranjansahoo34680 3 ай бұрын
ଅବଶ୍ୟ,, ସେ କେହି ବି ହେଉ ଛୋଟ କିମ୍ବା ବଡ କର୍ମଚାରୀ ହେଉ ତାର ଅର୍ଥ ନୁହେଁ ଯେ ତା ସହିତ ଏପରି ବ୍ୟବହାର କରିବା ମାଡ ମାରିବା ଉଚ୍ଚିତ ନୁହେଁ, ତେଣୁ ସେ ଦଣ୍ଡିତ ହେବା ଉଚ୍ଚିତ, କିନ୍ତୁ ବିଜେଡି ଦଳ ଯେପରି ରାଜନୀତି କରୁଛି ତାହା ଉଚ୍ଚିତ ନୁହେଁ, ଅତୀତରେ ସେମାନେ ଯାହା କରିଛନ୍ତି ତାହା ତ ଚାଲୁଣି ସଦୃଶ, ଧନ୍ୟବାଦ
@sikanartstudio
@sikanartstudio 3 ай бұрын
Total unsubscribe karantu Bhai .... Ebe au ame sarakari dalara Jana padigala ...
@trilochanpatnaik6321
@trilochanpatnaik6321 3 ай бұрын
ପ୍ରତାପ ଦେବ ଜଣେ ବେଲଜ୍ୟା ନେତା।
@ajitkumarpanda6388
@ajitkumarpanda6388 3 ай бұрын
ଆପଣଙ୍କ ବିଶ୍ଳେଷଣ ଠିକ୍ ଅଛି ଯେ ହେଲେ bjd ସରକାର ଯାହା କରୁଥିଲେ bjp ସରକାର ପାଖରୁ କଣ ସେୟା ଆଶା କରିବା ଠିକ୍ କି ?ଯିଏ ବି ଦୋଷ କରିଛି ଦଣ୍ଡ ପାଇବା ଦରକାର ,ପୋଲିସ କଣ କରୁଛି ? ଯଦି ASO ଭୁଲ କରିଛନ୍ତି inquiry ତ ହେବା ଦରକାର,,,,ରାଜ୍ୟପାଳ ମଧ୍ୟ ନିଜ ର ଗରିମା ରକ୍ଷା କରିବା ଉଚିତ୍,,,,,
@BabanBagh-f8d
@BabanBagh-f8d 3 ай бұрын
ବିରୋଧୀ କିଛି ରାଜନୀତି କrunahañanti ନୟକଠା କହୁଇ
@kandarpsahoo4571
@kandarpsahoo4571 3 ай бұрын
Chief minister mohan majhi ajogya boli pramanita heuchhi. Tuma odia asmita gala kuade. Tumaku laja nahi. Chhi chhi. Tume istafa dia. Au jane nua cm huantu.
@jullysamal6626
@jullysamal6626 3 ай бұрын
ତୁ ହାରାମି bal ଚଟା ତତେ ଲଜ୍ଜ୍ୟା ନାହିଁ ବେଶି gapuchu ଏବେ କଣ କରିବ ଉଚିତ୍ କଣ ହୋଉଛି କହ ଏତେ କଥା କଁ କହୁଚୁ bjd ବିରୁଦ୍ଧରେ ତୁ ନବୀନ ପଦାକୁ ସରି ହେବୁ ବେ
@alokaranjandash9853
@alokaranjandash9853 3 ай бұрын
ସେ ସୁପୁତ୍ର ହେଲେ କିପରି ?
@narendrahembram4495
@narendrahembram4495 3 ай бұрын
Abhadra Kulangara Putra .
@Manoranjansahoo34680
@Manoranjansahoo34680 3 ай бұрын
ଆପଣଙ୍କ ମତ ଠିକ, ସେ ସୁପୁତ୍ର ନୁହେଁ କୁପୁତ୍ର
@hrudanandaparamanik9416
@hrudanandaparamanik9416 3 ай бұрын
କେବେ ନ୍ୟାୟ ମିଳିବ ରଘୁବର ବାବୁ ଙ୍କୁ। ତେଲମରା କଥା କୁହ୍ନ୍ତୁନାହି । Bjp କଲେ ଲୀଳା bt bjd କଲେ କିଲା। Sir ଏଠି ଯଦି ର ପ୍ରଶ୍ନ ଉଠୁଛି କାହିଁକି।
@gangadhardash3430
@gangadhardash3430 3 ай бұрын
ସତ୍ୟ ର ଜୟ 😢 ହେଉ
@trilochanpatnaik6321
@trilochanpatnaik6321 3 ай бұрын
ଯେଉଁ ମାନେ Pandian ର କ୍ରୀତଦାସ ଓ Pandian ର ଟ୍ରାଫିକ ପୁଲିସ ର duty କରୁଥିଲେ ସେଗୁଡା ଅନ୍ୟର ଦୋଷ ଦେଖାଇବା ମାନେ ଜଗତେ କେବଳ ଜନେ ହସିବେ।
@jullysamal6626
@jullysamal6626 3 ай бұрын
Bjp ଦେହେ ମନ୍ଦlକିନୀ ରଜ ଲଗାଇ ଗ୍ରାମ ସୁକରି କି ହୋଇବ ଗାଈ
@subaljena2069
@subaljena2069 3 ай бұрын
ଆପଣଙ୍କ ତର୍ଜମା ଏକପାଖିଆ, ଏହା ଗ୍ରହଣ ଯୋଗ୍ୟ ନୁହେଁ। ଆପଣଙ୍କ ବାଳ ତର୍ଜମା ଶୁଣି ମୋତେ ଲାଗୁଚି ଆମେ ରାଜା ରାଜୁଡା ଅମଳରେ ଅଛୁ। ଧିକ୍ ତମ ସାମ୍ବାଦିକତା। ଲଜ୍ଜା ଲଜ୍ଜା ଘୋର ଲଜ୍ଜା
@gourangasa6027
@gourangasa6027 3 ай бұрын
BJD ଦଳ ର ଚାଟୁକାର।
@swadhikarbetaj3768
@swadhikarbetaj3768 3 ай бұрын
ହଁ ଆପଣଙ୍କ ବିଜେଡିର କେଦାର ମିଶ୍ର ଭଳିଆ।
@prafullamohanty5557
@prafullamohanty5557 3 ай бұрын
ସବୁ ଯାକ ସମାନ ଚୋର ଚୋର ମାଉସୀ ପୁଅ ଭାଇ।
@adwaitaprasadbiswal9801
@adwaitaprasadbiswal9801 3 ай бұрын
I like your every political analysis that is logical & impartial.
@purnachandrapradhan2399
@purnachandrapradhan2399 3 ай бұрын
ତୁ କଣ ଗୋଟେ ବଡ ବିଚାରପତି !
@chakradharsahoo3684
@chakradharsahoo3684 3 ай бұрын
Thank you sir for your valuable comments. All the best.
@nilamanisethi9211
@nilamanisethi9211 3 ай бұрын
Tosamodakari journalist
@Mishkasgarden
@Mishkasgarden 3 ай бұрын
BJP BALA SARKAR POLIC KANA SADHARANA JANATA BI MUTIBE NAHIN
@pramodmalik7917
@pramodmalik7917 3 ай бұрын
Mohanmaji ajogya c m
@motilalmunda2816
@motilalmunda2816 3 ай бұрын
ଭଲ ହେଲା ବିଜେଡି ହାରିଲା
@jullysamal6626
@jullysamal6626 3 ай бұрын
Bjp ଜିତିଥିଲା କି 24yr ହେଲା EVM ଖେଳରେ bjp jitila boli bjd ହାରିଲା
@Manoranjansahoo34680
@Manoranjansahoo34680 3 ай бұрын
ଆପଣଙ୍କର ଉପସ୍ଥାପନା ଏକଦମ ସଠିକ, ରହିଲା ପ୍ରତାପ ଦେବ ସେ କ୍ୟାବିନେଟ ମନ୍ତ୍ରୀ ଥାଇ ଜଣେ ସାଧାରଣ ଦଳୀୟକର୍ମୀଙ୍କ ଗାଡିକୁ ସାଇଡ କରାଉଥିଲେ ସେତେବେଳେ ଆଳି ର ଜନତାଙ୍କ ପ୍ରତି କୁଠାରଘାତ ହୋଇନାହିଁକି?ସେମାନଙ୍କୁ କିଏ ନ୍ୟାୟ ଦେଇଥିଲା?ହୋଇନଥିଲାକି?
@pramodpradhan3395
@pramodpradhan3395 3 ай бұрын
ତେବେ ପ୍ରତାପ ଦେବ ତ ହାରିବା କଥା ? ଏଟା ଗଣତନ୍ତ୍ର ଆଳି ଲୋକ ହିଁ ତାଙ୍କୁ ଜିତେଇ ଛନ୍ତି !
@ksheerodmishra8544
@ksheerodmishra8544 3 ай бұрын
We wish that all the ODIAS should join hands irrespective their political affiliations caste etc and take of this issue for delivering justice to sree Baikuntha pradhan ASO
@BabanBagh-f8d
@BabanBagh-f8d 3 ай бұрын
Andamadakatha ଅଲଗା ବୁଦ୍ଧ କିଛି ଜାଣିନାହିଁ
@pramodmalik7917
@pramodmalik7917 3 ай бұрын
Bala alochana karanahi odiaasmita kuade gala
@santoshprasadmishra4977
@santoshprasadmishra4977 3 ай бұрын
Bipin Babu, Please tell why Lalit Kumar has beaten the concerned ASO ? Why action has not been initiated against Lalit Kumar till today ? Congress & BJD have got chance to demonstrate against Rajbhawan for the lapse of administration by BJP Government. So Opposition should not be blamed, BJP to be blamed. For such type of behavior, BJP is loosing votes in Odisha.
@AkshayaKumarRath
@AkshayaKumarRath 3 ай бұрын
ପୋଲିସ କାହିଁକି ଏଫ୍,ଆଇ, ଆର୍, ସନ୍ଗେ ସନ୍ଗେ ନେଲାନି ?
@smitaranipradhan5245
@smitaranipradhan5245 3 ай бұрын
Congress, bjd jaha kari chanti thick karichanti baikuntha pradhan jaha complation karicjanti e katha pura thick baharu jai oriya ku mari ben rajyapal ki nya debe jaldi estapa deu apana BJP ku support karuchanti pratap deba jaha kahichanti thick bartaman raghubar pua pain ki punishment darkar kuha
@smitaranipradhan5245
@smitaranipradhan5245 3 ай бұрын
Rajyapal jaldi estapa deu immediadely
@pramodpradhan3395
@pramodpradhan3395 3 ай бұрын
Tame sanbadika na alajuka sanbaluaa
@PKJENA1210
@PKJENA1210 3 ай бұрын
LAW SHOULD TAKE ITS OWN COURSE, WHY GOVERNOR INTERFERES.
@subhadabehera3586
@subhadabehera3586 3 ай бұрын
ASO aaji jae samnaku aasi media ku bite na daba karana kana... ASO nka jagare tanka stree media samnaku aasiba katha hazam hauni
@sikanartstudio
@sikanartstudio 3 ай бұрын
Apanka katha au terechha bana hoi nai ... Sarakari bana heigalani ????!!!!! Unsubscribe this channel now .... No more see your channel.
@bijoykumarnayakcongratulat5733
@bijoykumarnayakcongratulat5733 3 ай бұрын
ଆପଣଙ୍କ ଜରିଆରେ ମୁଂ ମୋହନ ସରକାରକୁଂ ନିବେଦନ କରିବାକୁ ଚାହୁଁଛି ପୁର୍ବତନ ସରକାରଙ୍କ ସବୁ ଚେଲାମାନେ ବର୍ତ୍ତମାନ ସରକାରଙ୍କ ସବୁ ବିଭାଗ ରେ ଉପସ୍ଥିତ ଅଛନ୍ତି ଓ ଏହି ସରକାରଙ୍କର ପରିବର୍ତ୍ତିତ ନିୟମ କାନୁନ କୁ କାର୍ଯକାରୀ କରିବାରେ ଭିତିରିଆ ବାଧାସୃଷ୍ଟି କରୁଛନ୍ତି। ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
@gokulendumishra1281
@gokulendumishra1281 3 ай бұрын
Aso ku madare BJD Bhati byasta kintu mahanga double murder, Pari au mamita Meher bele kouthi soithila bjd au pratap deb?
@nalinikantamahalik9704
@nalinikantamahalik9704 3 ай бұрын
Are madata apananka upare habara thila ..tebe ..thik heithanta... apananka..bahut.gyana achhi... apananka age hisabare.. kichhi kahi heunai...na hele..bahut..bhasa..sunibaku padi thanta..apana..Gyan deba band karantu..nai ta authare .bhasan asile sunibe..... please.. stop.. stop....
@mr.ashok678
@mr.ashok678 3 ай бұрын
Better not to expect any positive thing from police .
@hariharsahoo6234
@hariharsahoo6234 3 ай бұрын
Your discussion is very bad.
@SasankaSekharMisra
@SasankaSekharMisra 3 ай бұрын
In previous episods , TERECHHA BANA's presentation of news regarding assult on ASO at PURI RAJ BHAWAN was very aggresive;now,it seems the tone of presentation seems mild.
@santoshprasadmishra4977
@santoshprasadmishra4977 3 ай бұрын
You are trying to support BJP.
@rajiblochansahoo9863
@rajiblochansahoo9863 3 ай бұрын
Pratap dev gote pandu ra chala, traffic jagiba loka sei ta kana kahiba
@himansusekhar3325
@himansusekhar3325 3 ай бұрын
Tame bjp sportar Tama video mote dekhibaku echha nahi tamaku madam khaithile janiparitanta
@purnachandrapradhan2399
@purnachandrapradhan2399 3 ай бұрын
Don’t say faltu katha.
@sikanartstudio
@sikanartstudio 3 ай бұрын
Now unsubscribe this channel... This is only for bjp no terchha bana ....
@scdas01
@scdas01 3 ай бұрын
ପୁରୀ ରାଜଭବନ ରେ ଘଟିଥିବା ଅଘଟଣ ଅନ୍ୟ କେତେକ ପ୍ରସଙ୍ଗକୁ ଲୋକ ଲୋଚନ କୁ ଆଣିପାରିଛି.l ସେଥିରୁ ଗୋଟିଏ ହେଲା,ଆମ ରାଜ୍ୟରେ ମଧ୍ୟ ଗୋଦିମେଡିଆ ରୋଗ ପ୍ରବେଶ କରି ସାରିଲାଣି l Argus News , ବିପିନ ଦାସ ଙ୍କ Terchha Bana , ନବୀନ ଦାସ ଙ୍କ Nirbhaya ଇତ୍ୟାଦି ଏ ରୋଗରେ ଆକ୍ରାନ୍ତ ହୋଈ ସାରିଲେଣି.l ଆଗରୁ ଓଡିଶା ଟିଭି ଏ ରୋଗରେ ଆକ୍ରାନ୍ତ ହଜ଼ୀଇସାରିଛି l ଏମାଙ୍କ ପାଈଁ ରାଜ୍ୟ, ରାଜ୍ୟର ଅସ୍ମିତା ପଛରେ l ଗୋଦି ମେଡିଆ ରୋଗରେ ଆଡମିଟ ହୋଈ ବକ୍ସିସ ପାଇବା କୁ ଏମାନେ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଛନ୍ତି l ମନରୁ ବାହାର କରି ଏମାନେ ପ୍ରସଙ୍ଗ ସୃଷ୍ଟି କରୁଛନ୍ତି ଓ ସରକାରୀ ଦଳୀୟ କର୍ମ-କାଣ୍ଡରେ ମାତି ଏ ମାନେ ପିଇସା ରୋଜଗାର ନିଶା ରେ ନିଜର ବିବେକ ବୁଧି ଓ ସ୍ୱାଭିମାନ ହରାଇ ସାରିଲେଣି l ଏ ପରିସ୍ଥିତିରେ ଓଡିଶା ଅସ୍ମିତା ନେଇ ଆଙ୍କ ଠାରୁ କାଣ ଆଶା କରିବା ? ରାଜନୀତି ରେ ଦଳ ଆସିବ ଓ ଯିବା.l ସରକାର ବଦଳିବ l ଏହି ଗୋଦୀ ମେଡିଆ ଆକ୍ରାନ୍ତ ରୋଗୀମାନେ ବୁଝିବା ଦରକାର l ଚରିତ୍ର ଗଲେ ଆଉ ଆସିବା ନାହିଁ l ଥରେ ଚରିତ୍ର ହୀନ ହେଲାପରେ ଲୋକେ ଏମାନଂକୁ ଆଉ ବିଶ୍ୱାସକୁ ନେବେନାହିଁ l ତମେ ଚରିତ୍ର ବିକି ଯେତେ ଅର୍ଥ ଉପାର୍ଜନ କର , କାମରେ ଆସିବ ନାହିଁ l ମୋ ଜାଣିବାରେ ଜଣେ ମହିଳା ମନ୍ଦ ଉପାୟରେ କୋଟି -କୋଟି ଟଙ୍କା ରୋଜଗାର କଲା l ସବୁ ସମ୍ପତି ରୋଗ ଉପଚାର କରିବାରେ ଡାକ୍ତରଖାନା ରେ ଗଲା l ମଲାବେଳକୁ କେହି ଗୋତିଏବି ପୁରୁଷ ବନ୍ଧୁ ତାକୁ ଦେଖିବାକୁ ଆସିନଥିଲେ l
@gourangasa6027
@gourangasa6027 3 ай бұрын
ତମ ଲେଖା ରୁ ଜଣା ପଡିଲା ତମେ ଜଣେ BJD ଦଳ ର ବଡ ଦଲାଲ ।
@sujitsamal694
@sujitsamal694 3 ай бұрын
Right.​@@gourangasa6027
@scdas01
@scdas01 3 ай бұрын
Governor met ASO family after 7-days. Bipin Das makes a video after 09 days. The video is not about Odisha Prida(ODISHA ASHMITA), nor about the incident in which son of the governor attacked violently on the officer's incharge of the Puri Rajbhaban. Bipin Das has made this video, perhaps under the instruction & sponsership of govt. & Rajbhaban, to safe-guard the govt. & Governor's son. You listen the video, how political it is, so openly & so shamelessly Bipin babu has made it? You listen to his counter arguments, no way less than that of BJP spokespersons' .
@Mishkasgarden
@Mishkasgarden 3 ай бұрын
BJP SARKAR KU POLICE MANIBA NAHIN KARANA EHI MICHHUA SARKAR RA AKHA BIRI NAHIN, KEBALA BHAGYA BASATA EMANE POWER UPA BHOGA KARUCHHANTI
@jullysamal6626
@jullysamal6626 3 ай бұрын
EVM ଖେଳ କରି ଜିତିଛି bjp
@trideeparout1481
@trideeparout1481 3 ай бұрын
Terechhabana BJP ra star pracharaka
@rajiblochansahoo9863
@rajiblochansahoo9863 3 ай бұрын
Pratap dev gote chora tautor ta katha sabu valueless.sei ta kana kahiba
@nilamanisethi9211
@nilamanisethi9211 3 ай бұрын
Mulyahin tarajamab j p tharu tanka pauch
@santoshprasadmishra4977
@santoshprasadmishra4977 3 ай бұрын
BJD bhool kala boli kana BJP bhool Kariba ki ?
@Manoranjansahoo34680
@Manoranjansahoo34680 3 ай бұрын
ବିଲକୁଲ ନୁହେଁ, କିନ୍ତୁ ସମୟ ଅବଧି ପରେ ଜଣାପଡିବ ଯେ ପ୍ରକୃତ ଘଟଣା କଣ, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ, ଧନ୍ୟବାଦ
@yudhisthiramohanta1193
@yudhisthiramohanta1193 3 ай бұрын
Andhabhakt journalist
@pramodmalik7917
@pramodmalik7917 3 ай бұрын
Rosaia bhul kahiki mgi ba rajya pala pua mada matlab bala ate chatu kara huanahi
@kamalakantabaug6375
@kamalakantabaug6375 3 ай бұрын
Budha kale pada chatiba bhala nuhen
@jitendranaik9979
@jitendranaik9979 3 ай бұрын
Pradhan michha kahuchhanti tu behia satiA ta
@AbhimanyuMalik-k8w
@AbhimanyuMalik-k8w 3 ай бұрын
Tama tarjamaku kukura bi sunibeni
@akshaykumarbehera1964
@akshaykumarbehera1964 3 ай бұрын
Aeita b j p ch...
@purnachandramohanty9184
@purnachandramohanty9184 3 ай бұрын
Mr Terecha Bana Babu. Baikuntha babu is a Previous Airforce personel. You are telling correct. Your heart is not telling good things. Do not try to act. why FIR is not registered. We work dedicatly 20 years for nation. Why U all not sending your son in Military. Mind is he is a previous military man. Why you telling about politician. why are U making vidio ance You do not any things other than politics. Tame help alajuka. Do not pull us to politics. Make a law that who want to become politician they should serve for military and for nation then only they will illegible for a politician.
@gopalkrushnapradhan1723
@gopalkrushnapradhan1723 3 ай бұрын
Apananka tarjama thik laguni
@prananathnayak6690
@prananathnayak6690 3 ай бұрын
Tu ta muturi mu ta muturi
@akshayakumarnayak8275
@akshayakumarnayak8275 3 ай бұрын
100% RIGHT ANALESIS
@SuvendraDwibedi
@SuvendraDwibedi 3 ай бұрын
Very good advice
@pranabeshmohanty9455
@pranabeshmohanty9455 3 ай бұрын
Tumara education kete murkha Vali katha heichha. Tume Bjp ra word member heba pai jogya
@pranabeshmohanty9455
@pranabeshmohanty9455 3 ай бұрын
Gujrat company bisayare kuha
@pranabeshmohanty9455
@pranabeshmohanty9455 3 ай бұрын
Tumaku laja lagiba katha. Jane hele commend re vala kahunahanti
Seja Gentil com os Pequenos Animais 😿
00:20
Los Wagners
Рет қаралды 26 МЛН
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 10 МЛН
怎么能插队呢!#火影忍者 #佐助 #家庭
00:12
火影忍者一家
Рет қаралды 14 МЛН
Nabin Nka Charcha With Berhampur MP Pradeep Panigrahi
45:16
Nirbhay
Рет қаралды 261 М.
Seja Gentil com os Pequenos Animais 😿
00:20
Los Wagners
Рет қаралды 26 МЛН