Pranab Pattnaik sings ''Re Atman Nidra Parihari....'' in Odia Movie ''Mamata''(1975)

  Рет қаралды 467,581

odia melody

odia melody

9 жыл бұрын

Pranab Pattnaik sings ''Re Atman Nidra Parihari....'' in Odia Movie ''Mamata''(1975)...from original soundtrack
Lyrics : Bhaktakavi Madhusudan Rao
Composer : Prafulla Kar

Пікірлер: 112
@hemantadash1911
@hemantadash1911 Жыл бұрын
ପୁରୁଣା ଗୀତ ଗୁଡ଼ିକ ଅତ୍ୟନ୍ତ ମାର୍ମିକ ଓ ସୃତିମଧୁର | କଳାକାର ମାନେ ତାଙ୍କର କଳା ମାଧ୍ୟମରେ ଚିରଞ୍ଜିବୀ ହୋଇଥାନ୍ତି |
@simanchaltripathy6066
@simanchaltripathy6066 8 ай бұрын
❤❤❤
@sreemantripathy7982
@sreemantripathy7982 9 ай бұрын
The lyrics, the voice, the music - every second of this music defines perfection
@nukulchandrasahoo9318
@nukulchandrasahoo9318 4 жыл бұрын
ଅତ୍ୟନ୍ତ ସୁନ୍ଦର ଏବଂ ହୃଦୟସ୍ପର୍ଷୀ । ପ୍ରଣବ ପଟ୍ଟନାୟକଙ୍କ କଣ୍ଠସ୍ବର ଏକ ସ୍ବତନ୍ତ୍ର ଏବଂ ଅନନ୍ଯ ।
@debabratamishra9633
@debabratamishra9633 2 жыл бұрын
କୋଟି ପ୍ରଣାମ ଏହି ଗୀତ ସହ ଜଡ଼ିତ ମହା ମନିଷୀଗଣଙ୍କୁ ✍✍👌👍👍🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@ramkrishnasahu8125
@ramkrishnasahu8125 2 жыл бұрын
ଓଡ଼ିଆ ସିନେମା ଜଗତରେ ଏକ ଅତି ମଧୁର ଗୀତ ଟିଏ।
@jyotiprakashrath3432
@jyotiprakashrath3432 2 жыл бұрын
Matchless writing, matchless composition matchless singing.. touched...
@pranabmishra5290
@pranabmishra5290 2 жыл бұрын
Evergreen song of Khoka VAI🙏🏼❤️🙏🏼
@nrusinghbiswal4981
@nrusinghbiswal4981 2 жыл бұрын
Really a masterpiece song of India. It should be stored for the generations to come.
@jimivarout9878
@jimivarout9878 Жыл бұрын
Mr. Pranab sir, apan git bha la laguchi 🙏🙏💐👍 music composition by MD very nice 👌🙏🙏Prafulla Pranab patnanakak is the greatest singer and talent ed hed 🙏
@ParthTune
@ParthTune 4 жыл бұрын
Now a days no one can sing with that feel except Guruji Pranab Proud to be odia as we have such jewels In this era we can't have such great composer like Prafulla Sir.
@Subham1947
@Subham1947 5 жыл бұрын
ବେଶ୍ ହୃଦୟସ୍ପର୍ଶୀ ହୋଇଛି ଗୀତ ସହିତ ସଙ୍ଗୀତ ନିର୍ଦ୍ଦେଶନା 🎶🎶🎶🎶🎶🎶
@pramodkumarmohanty7583
@pramodkumarmohanty7583 11 ай бұрын
Only P Pattanayak can sing this type of song. very melodious and heart touching Song.
@ArunBehera-cg7ku
@ArunBehera-cg7ku 7 сағат бұрын
Legendary singer in all aspects of music composition&unique achievement so far.
@madanmohanparida3873
@madanmohanparida3873 3 ай бұрын
ମନମୁଗ୍ଧକର ଅଭୁଲା ଗୀତ ❤❤❤
@sagarkumarmohanty8208
@sagarkumarmohanty8208 11 ай бұрын
master piece. priceless.
@lalitendurout2940
@lalitendurout2940 6 жыл бұрын
Immortal odia song I have grown up by listening to.
@purnachandradash175
@purnachandradash175 8 ай бұрын
An eye opening song.
@arabindadas1903
@arabindadas1903 7 жыл бұрын
Pranab Patnaik stands a pedestal ahead of the contemporary Odia singers.
@manasirath-sh8py
@manasirath-sh8py Жыл бұрын
Superb👌 🙏❤🙏💐
@abanisahoo4948
@abanisahoo4948 10 ай бұрын
Ever green song singer pranab Babu long live
@debasissarangi7521
@debasissarangi7521 7 жыл бұрын
A great singer. ....A great voice of India. ....No words
@lalatendukanungo5013
@lalatendukanungo5013 4 жыл бұрын
A great Odia Singer whom I have all love & affection in my heart always.
@tapanrout4138
@tapanrout4138 6 жыл бұрын
Unique combination of both lyric,singer & music director.I salut all.
@gksahoo
@gksahoo 7 жыл бұрын
Re Atman Nidra Parihari - Lyrics in Odia ଜୀବନ ଚିନ୍ତା - ଭକ୍ତକବି ମଧୁସୂଦନ ରାଓ ରେ ଆତ୍ମନ୍! ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ, ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ-ସିନ୍ଧୁ-କରାଳ-ଲହରୀ|୧| କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି, ଯାହାର ସ୍ମରଣେ ନର ଶୋକଶ୍ଵାସ ଢାଳି ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି|୨| ସ୍ଵପ୍ନ ସମ ନିଦ୍ରା-ପାରାବାରେ କ୍ଷଣକେ ହୁଅଇ ଲୀନ ଗର୍ବ ଦମ୍ଭ ଅଭିମାନ ସଂସାରରେ ଆଡମ୍ବର ବୁଦ୍‌ବୁଦ ଆକାରେ ସକଳ ଗ୍ରାସଇ କାଳ-ମୁଖ ନିର୍ବିଚାରେ|୩| ସେ ସିନ୍ଧ-ତରଙ୍ଗ ମୁଖ ପ୍ରତି ଆକୃଷ୍ଟ ଅଦୃଶ୍ୟଭାବେ ହେଉଅଛି ସବୁ ଭବେ, ମୃଦୁ ନିର୍ଝରିଣୀ, ମହାବେଗା ସ୍ରୋତସ୍ଵତୀ, ସୁଦୀନ ମନୁଷ୍ୟ, ମହାଯଶା ମହୀପତି|୪| ଭବସିନ୍ଧୁ ମାୟାଶୈଳମୟ, ସମସ୍ତ ଛଳନାପୂର୍ଣ୍ଣ, ସେ ଶୈଳେ ସର୍ବଦା ଚୂର୍ଣ୍ଣ ହୁଅଇ ଆଶାର ତରୀ, କାମନାନିଚୟ ବିଫଳ ସତତ, ଚିତ୍ତ ନୈରାଶ୍ୟ-ଆଳୟ|୫| ଜଗତର ଲୋଚନନନ୍ଦନ ଯୁବତୀର ରକ୍ତାଧାର, ରମ୍ୟ ଜ୍ୟୋତି ନୟନର ସ୍ଵର୍ଣ୍ଣ ଗନ ସମ ବକ୍ଷ, ଚାରୁ ପଦ୍ମାନନ, ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ|୬| ଯୁବକର ତେଜ ବୀର୍ଯ୍ୟ ବଳ ପୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ କାଳର ପ୍ରଭାବେ ଦିନେ ହୋଇବ ବିଫଳ, କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ! |୭| ଧନ ମାନ ଯଶ ଆଦି ଯାହା ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ କାଳଚକ୍ର ଆବର୍ତ୍ତନେ କି ବେଗରେଆହା ପଳାନ୍ତିରେ ଅନୁସରି ନିଜ ନିଜ ରାହା! |୮| ବିମୋହନ ମନ୍ମଥ ବିଳାସ ଟାଣେ ମନ ମାୟାଯନ୍ତ୍ରେ, ଭୁଲାଏ କପଟ ମନ୍ତ୍ରେ, କୌଶଳେ ଜନ୍ମଇ ଚିତ୍ତେ, କ୍ଷଣିକ ଉଲ୍ଲାସ ରିପୁକୁଳ ବିପ୍ଳବକୁ କରାଏ ପ୍ରକାଶ|୯| ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ ଧର୍ମର ପୂଣ୍ୟ ରାଜତ୍ବ ପ୍ରଜ୍ଞାର ମହତ ତତ୍ତ୍ବ ହୁଏ ପରହତ, ପାପ ଗର୍ଜ୍ଜଇ ଭୈରବେ, ପଳାୟନ କରେ ଶାନ୍ତି ସେହି ଉପଦ୍ରବେ|୧୦| ମୁକୁଟମଣ୍ଡିତ ରାଜଶିର ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ ନିରନ୍ତର ରାଜ ମନ କରଇ ଅସ୍ଥିର| ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର|୧୧| ଏ ସଂସାରେ ନାହିଁ ସୁଖ ଶାନ୍ତି ଅହଙ୍କାର ଦ୍ବେଷ ରୋଷ ଲୋଭ ମୋହ ଅସନ୍ତୋଷ ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି, ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି|୧୨| କାହିଁ ଶାନ୍ତି, କାହିଁ ନିତ୍ୟସୁଖ, ଯାହା ଲଭିବାର ଲାଗି ଅଛି ଅବିରତ ଜାଗି ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ବଳମୟୁଖ, କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ|୧୩| ରେ ହୃଦୟ! ନ ହୁଅ କାତର, ସଂସାରର ବିଡମ୍ବନା ପାପ ସନ୍ତାପ ଯାତନା ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର ନିରେଖି ନିରାଶାବିଷେ ନ ହୁଅ ଜର୍ଜ୍ଜର|୧୪| ଧର ଧୈର୍ଯ୍ୟ ଘେନ ରେ ସାନ୍ତ୍ବନା, ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ, ସେ ଅମୃତ ମହୌଷଧ, ଯାହାର କାମନା ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା|୧୫| ସ୍ଥିର ହୁଅ ରେ ଚଞ୍ଚଳ ମନ, ଘେନ ମହାତତ୍ତ୍ବ ଦୀକ୍ଷା, ଜୀବନ ପରମ ଶିକ୍ଷା, ତେବେ ରେ ଲଭିବୁ ସେହି ପ୍ରାଣାରାମ ଧନ, ଆକୁଳ ହୃଦୟ କରେ ଯାହାର ଅନ୍ବେଷଣ|୧୬| ଧୂଳିର ଏ ମର କଳେବର, ଆହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ! ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ, କମଳ ଶୋଭଇ ଯଥା ପଙ୍କମୟ ସରେ|୧୭| ଏ ସଂସାର ଅନ୍ଧକାର ସ୍ଥାନ ଅନ୍ଧାରେ ହେଲେ ଜଡିତ ନ ହୁଅଇ ବିକଶିତ ଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣ ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ|୧୮| ଦିବାକରେ ନିରେଖି ଗଗନେ ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ ଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେ ପୂଣ୍ୟର ତପନ ଯେହୁ ପାପର ଭୁବନେ|୧୯| ଯହିଁ ତେବେ ଭୁଞ୍ଜନ୍ତି ଅମୃତ ବିଭୁପାଦପଦ୍ମ ପାଶେ, ପୁଣ୍ୟ ଜୋତିର୍ମୟ ବାସେ ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ, ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ|୨୦| ଏ ପିପାସା ନୁହଇ ନିବାରି ଅସାର ସଂସାର ଜଳେ, ରିପୁଚୟ କୋଳାହଳେ ନୋହେ ନିର୍ବାପିତ କେଭେ; ଏକା ଧର୍ମବାରି ଶମଇ ଏ ମହା ଅଗ୍ନି ଅମୃତ ସଞ୍ଚାରି|୨୧| ତେବେ ଆରେ ଅସ୍ଥିର ହୃଦୟ, ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ-ଆଳୟ, ଅମୃତଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ|୨୨| ପରିହରି ପାପ ପ୍ରଲୋଭନ ଉଜ୍ଜ୍ବଳ କର ବିଶ୍ବାସ, ସ୍ବାର୍ଥ ଅହଙ୍କାର ନାଶ, କର ରେ ହୃଦୟାକାଶ ନିର୍ମଳ ବହନ, ତେବେରେ ଲଭିବୁ ଧର୍ମରସ ଆସ୍ବାଦନ|୨୩| ପ୍ରୀତିମୟ ଜୀବନରତନ ତେବେ ତୋତେ ପରମେଶ, ତାଙ୍କର ପବିତ୍ରାଦେଶ ନିଃସ୍ବାର୍ଥ ପବିତ୍ର ଚିତ୍ତେ କରରେ ସାଧନ, ଜଗତର ହିତ ଅର୍ଥେ ଦିଅରେ ଜୀବନ|୨୪| ହେ ଇଶ୍ବର ପରିତତାରଣ, ପ୍ରାଣର ମୋ ନିରଞ୍ଜନ, ଭୟ ବିଘ୍ନବିନାଶନ, ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ, ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ|୨୫| ଆସ ନାଥ ଅଗତିର ଗତି, ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ ତାର ମୋତେ ମହାପ୍ରଭୁ ଦେଇଣ ସୁମତି, ଅନନ୍ତ ଦୟା ତୁମ୍ଭର, ଅନନ୍ତ ଶକତି|୨୬| **************ସମାପ୍ତ***************
@surajitdash
@surajitdash 7 жыл бұрын
Ashesa Dhanyabad.
@adyashadas6183
@adyashadas6183 6 жыл бұрын
Gajendra Kumar Sahoo thnk uu so much
@CANVASODISHA
@CANVASODISHA 5 жыл бұрын
kzbin.info/www/bejne/fqqrqKihqLhreaM
@saileshchandradasgupta7753
@saileshchandradasgupta7753 4 жыл бұрын
@@adyashadas6183C bn nb. ସୁନ୍ଦର ଗୀତ, ଶୁଣି ବାକୁ କାହାକୁ ଭଲ ନ ଲାଗେ।.
@alokrout8544
@alokrout8544 3 жыл бұрын
00q⁰0q0⁰⁰⁰⁰⁰⁰⁰⁰
@trailokyatripathy7088
@trailokyatripathy7088 5 жыл бұрын
My salutes to those who preserve these old songs for posteriety which would otherwise be lost for ever. I am still searching for some akash vani sugam sangeets which are probably already lost.
@sandhyamohanty9953
@sandhyamohanty9953 Жыл бұрын
Masterpiece
@MrSwarajdas
@MrSwarajdas 6 жыл бұрын
Another beautiful song sang so beautifully by Pranab pattnaik
@bamadevmishra8244
@bamadevmishra8244 7 ай бұрын
Old is gold. But this song is alive for ever
@umeshchandrabehera4936
@umeshchandrabehera4936 2 жыл бұрын
Very cencetiv and 💖 touching old is gold
@pranabmishra5290
@pranabmishra5290 2 жыл бұрын
EVER GREEN SONG🙏🏼🙏🏼🙏🏼KHOKA 🇮🇳🇮🇳🇮🇳❤️❤️❤️🙏🏼
@premanandamishra7059
@premanandamishra7059 6 жыл бұрын
Marvelous music composition by MD Prafulla Kara and he deserves our praise. Pranab Pattnaik was a great singer then singing in his masterful voice. No other singer could have done justice to this wonderful song. What a glorious period there was in Odia cinema. Salute to these legends.
@user-yo7dj2bq4f
@user-yo7dj2bq4f 8 жыл бұрын
bahut badhia rachana, swara sanjojana o kantha
@gourkishoretripathy9784
@gourkishoretripathy9784 4 жыл бұрын
This song is soul searching and mediating, try listening again and again.. what a composition, music and singing.. same year it got 2 awards- best music director (Prafula Kar), best singer (Prannab Patnaik)
@SitakantaSahoo-zz8ew
@SitakantaSahoo-zz8ew 2 ай бұрын
Very beautiful song 🎉🎉❤❤
@manomishra
@manomishra Жыл бұрын
Absolute masterpiece- lyrics, composition and singing - all world class .
@rpsingh457
@rpsingh457 3 жыл бұрын
What a masterpiece. Big tribute to the great artists.
@sushirkumarmahapatra6196
@sushirkumarmahapatra6196 7 жыл бұрын
respected atman. may god bless you all ,this is very best devotional song which brings divine bliss to every body irrespective of religion ,,this is flow of love from supreme soul,[almighty,].....namste to our odia veteran musician,singer and ,lover of GOD
@satyajeetdas3277
@satyajeetdas3277 5 жыл бұрын
real classic Pranab simply great.
@rrparida4018
@rrparida4018 9 жыл бұрын
One of the greatest songs sung by the legend Pranab . Salutations to the Poet Bhakta Kabi MadushudanRao
@chinmaya313
@chinmaya313 6 жыл бұрын
great song
@pramilabarik3626
@pramilabarik3626 10 ай бұрын
Pranama❤❤
@bkumaranimerababa5715
@bkumaranimerababa5715 11 ай бұрын
Om Shanti ❤❤
@brahmanand7584
@brahmanand7584 2 жыл бұрын
Very sad song what a rythmical classical song.Man life philosophy express feeling.
@brahmanand7584
@brahmanand7584 2 жыл бұрын
Legend play back singer Pranab Pattnaik.I Nobody can sing such a high level scale song. Many many thank you.
@MrSoumitra78
@MrSoumitra78 3 жыл бұрын
Wonderful is a simple word. It is much more than that it can ever mean. Thanks for uploading....
@cuteprincessacharya9362
@cuteprincessacharya9362 4 жыл бұрын
Bahut badia song mo baba kahile boli mu sunili bahut vala lagila heart touching.........
@TheUnknown79
@TheUnknown79 Жыл бұрын
Dhanyabad paramatman
@brahmanand7584
@brahmanand7584 2 жыл бұрын
What a beautiful sad song really heart touching in golden song in Odia Film which Nobody can forget in mind.Thank to legend play back singer Pranab Pattnaik.
@satpathy8825
@satpathy8825 6 жыл бұрын
Khub sunder song
@panchananbarai3149
@panchananbarai3149 3 жыл бұрын
Superb. No words to explain.
@dolagobindagardiaofficial6539
@dolagobindagardiaofficial6539 6 жыл бұрын
Chamatkar excellent excellent excellent!!!!👍👍👍👍👍👍👍👌👌👌👌👌
@lokanathtripathy372
@lokanathtripathy372 7 жыл бұрын
very beautiful song.Thanks for upload best odiya song collection.
@TheUnknown79
@TheUnknown79 Жыл бұрын
Re atmaraman nidra parihari Kara abalokana sehi rupe shrihari Phedi chakanayana Kara nirikshan nishabde jauchi kipari atmaraman Jhari Jhari
@sgoutham8705
@sgoutham8705 3 жыл бұрын
I don't know from which time this epic is.... May be my grandparents time But i still listen it in 2021
@aratikumarimahapatra5179
@aratikumarimahapatra5179 2 жыл бұрын
Very heart touching n meaningful song
@adhirasahoo4294
@adhirasahoo4294 4 жыл бұрын
An all time hit music of Odia cinema.
@aratikumarimahapatra5179
@aratikumarimahapatra5179 3 жыл бұрын
So so so nice n heart touching song. Most of time I listening this song🙏🙏🙏
@drashokpatnaik6468
@drashokpatnaik6468 2 жыл бұрын
Superb composition
@sitakantahotta6261
@sitakantahotta6261 3 жыл бұрын
Bahut Sundara gita !
@ajayaparhi709
@ajayaparhi709 7 жыл бұрын
let the old days of mine come back
@sanjaypandaias9981
@sanjaypandaias9981 7 жыл бұрын
very touching and meaningful odiya song on life
@premkumarmohanty2444
@premkumarmohanty2444 5 жыл бұрын
nice song beautifully sang by Pranab Patnaik.
@narendrakacharya974
@narendrakacharya974 4 жыл бұрын
ଚିରନ୍ତନ ସୃଷ୍ଟି
@aratikumarimahapatra5179
@aratikumarimahapatra5179 3 жыл бұрын
My favorite song. I liked it.
@QueengirlNG
@QueengirlNG 2 жыл бұрын
Very nice song
@krishnapattnaik5130
@krishnapattnaik5130 7 жыл бұрын
Great singer
@ajayaparhi709
@ajayaparhi709 8 жыл бұрын
touches heart
@subhashishdash2534
@subhashishdash2534 8 жыл бұрын
thanks for uploading such a great song
@drsamirkumarnanda4011
@drsamirkumarnanda4011 Жыл бұрын
ଦୟାକରି ସଂପୂର୍ଣ୍ଣ ସିନେମା କୁ upload କଲେ ଦେଖି ହୁଅନ୍ତା
@premkumarmohanty2444
@premkumarmohanty2444 6 жыл бұрын
great song .
@saikatbohidar7745
@saikatbohidar7745 2 жыл бұрын
Very soulful song.
@nirmalasubudhisinger5694
@nirmalasubudhisinger5694 6 жыл бұрын
outstanding dimond unic voice
@prof.debashishhota3922
@prof.debashishhota3922 3 жыл бұрын
evergreen song
@jnanaranjannayak1005
@jnanaranjannayak1005 6 ай бұрын
Interested to watch this film. Kindly upload it in KZbin. ❤
@sandhyamohanty9953
@sandhyamohanty9953 2 ай бұрын
Kindly upload the film in youtube
@girishchandratripathy1678
@girishchandratripathy1678 3 жыл бұрын
A warning to Mankind.
@goutamdas3505
@goutamdas3505 7 жыл бұрын
Very good
@ajayaparhi709
@ajayaparhi709 3 жыл бұрын
so calm so meaningful
@bijayakumarsahu7790
@bijayakumarsahu7790 3 жыл бұрын
Beautiful song.Please upload the full movie MAMATA if you can.
@debasishsinghdeo6806
@debasishsinghdeo6806 4 жыл бұрын
Nice bhajan good job
@subashchandrabehera9167
@subashchandrabehera9167 6 жыл бұрын
nice bhakti geet
@kahnusahu6345
@kahnusahu6345 4 жыл бұрын
Super song
@sarojpradhan6861
@sarojpradhan6861 2 жыл бұрын
👍👍👍👍👍👍
@ramakantpadhi5301
@ramakantpadhi5301 5 жыл бұрын
ever green.....
@souryaacharya5876
@souryaacharya5876 4 жыл бұрын
Eternal...
@odiajhianandinivlogs2440
@odiajhianandinivlogs2440 4 жыл бұрын
Truth of life
@pramadatripathy4142
@pramadatripathy4142 6 жыл бұрын
The eternal truth.
@anilkumardas2564
@anilkumardas2564 5 жыл бұрын
Excelent
@cuteprincessacharya9362
@cuteprincessacharya9362 4 жыл бұрын
Jou mane dislike karuchhanti semane a song ra mahanta jani nahanti bad people
@ajayaparhi709
@ajayaparhi709 5 жыл бұрын
excellent
@ankitadas8949
@ankitadas8949 3 жыл бұрын
The 91 dislikers r dhinchak pooja fans😂😂
@sahoo579
@sahoo579 4 жыл бұрын
How to get the old oriya movie collection..nice movies in those days.. now all dubbing..no originality
@suv413
@suv413 4 жыл бұрын
What's a song , at 52 year I m understand the meaning.
@rupanwitaswain2076
@rupanwitaswain2076 3 жыл бұрын
Age does not matter. If u understand with your feelings it will fantasies you at the age of 25 also. Thank you.
@bhawaniprasadmisra1086
@bhawaniprasadmisra1086 6 жыл бұрын
SURILA KANTHA SUMADHURA SANGEETA.
@gourisankarbehera2733
@gourisankarbehera2733 5 жыл бұрын
Superior song
@klingchandi2085
@klingchandi2085 5 жыл бұрын
bad voice of pranab
@anilkumardas2564
@anilkumardas2564 5 жыл бұрын
Excelent
Mom's Unique Approach to Teaching Kids Hygiene #shorts
00:16
Fabiosa Stories
Рет қаралды 32 МЛН
A clash of kindness and indifference #shorts
00:17
Fabiosa Best Lifehacks
Рет қаралды 129 МЛН
Каха заблудился в горах
00:57
К-Media
Рет қаралды 4,7 МЛН
Sondura Mata Samudenna Original
3:03
Sisira Athuraliyage
Рет қаралды 55 М.
Maajhi Re by Pranab Patnaik the Legend
10:16
Whole Sky
Рет қаралды 69 М.
Shiv Kumar Batalvi - Live Interview
8:52
Sukhdev Dhanjal
Рет қаралды 1,6 МЛН
Jibana Patra Mo Bharichha Kete Mate
4:43
Sunanda Patnaik - Topic
Рет қаралды 47 М.
Nida Bhara Rati  | Oriya Song | Nirmala Mishra
3:08
Saregama Regional
Рет қаралды 462 М.
Seemahina daria sathi hina duniya by Pranab Pattnaik
10:16
Whole Sky
Рет қаралды 15 М.
Serik Ibragimov ft IL'HAN - Жарығым (official video) 2024
3:08
Serik Ibragimov
Рет қаралды 49 М.
Jaloliddin Ahmadaliyev - Kuydurgi (Official Music Video)
4:49
NevoMusic
Рет қаралды 9 МЛН
Erkesh Khasen -  Bir qyz bar M|V
2:43
Еркеш Хасен
Рет қаралды 887 М.
Әділет Жауғашар & SUNDET MUSLIM - Бір оқиға [M/V]
3:05
Әділет Жауғашар
Рет қаралды 138 М.
IL’HAN - Pai-pai (lyric video) 2024
3:24
Ilhan Ihsanov
Рет қаралды 684 М.
KeshYou x Snoop Dogg - Forever Sunday (Official Music Video)
3:06
BM PRODUCTION
Рет қаралды 135 М.