Ei Matira Itihas || ବିଶର ମହାନ୍ତି || Bisara Mahanty || Radio Choklate ||

  Рет қаралды 79,630

Radio Choklate

Radio Choklate

Күн бұрын

Пікірлер: 129
@asishkumardas2598
@asishkumardas2598 7 ай бұрын
ପୋଲସରା ବ୍ଲକ୍ ମଥୁରା ସ୍ଥିତ ହାତିବାରି ପାହାଡ ମାରଦା ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ରଖା ଯାଇଥିଲା। ଏବେ ବି ଶୂନ୍ୟ ପିଣ୍ଡି ଓ ମନ୍ଦିର ଅକ୍ଷୁର୍ଣ୍ଣ ରହିଛି। ଏହି ସ୍ଥାନ ଶରଣ ଶ୍ରୀକ୍ଷେତ୍ର ନାମରେ ପରିଚତ
@rabindrakumarmohanty9415
@rabindrakumarmohanty9415 3 жыл бұрын
ତୋତେ ହିଁ ତୁହି ରଯାକର। ମୁଁ ଛାର ମଣିଷ ମାତର। ଯବନ ମାନେ ବାରମ୍ବାର ଜଗନ୍ନାଥ ମନ୍ଦିର ଆକ୍ରମଣ କରିଛନ୍ତି। ହେଲେ ଏ ଧର୍ମ ଏ ଜାତି ଆଜି ବିଜୟ ବାନା ଉଡାଉଛି। ପରବର୍ତ୍ତୀ ସମୟରେ ଯବନ ମାନକଂ ରକ୍ତ ରେ ହୋରି ଖେଳ କରି ଓଡିଶା ର ରାଜା ମାନେ ଗଙ୍ଗା ଠାରୁ ଗୋଦାବରୀ ଯାଏ ରାଜ୍ୟ ବିସ୍ତାର କରିଥିଲେ। ଏହା ହିଁ ଉତ୍କଳର ଗାରିମା ମଯ ଐତିହ୍ୟ।
@prakashpradhan4317
@prakashpradhan4317 Жыл бұрын
ମୁକୁନ୍ଦ ଦେବଙ୍କ ପରେ ଓଡ଼ିଶାରେ କୋଉ ରାଜା ଆଉ ଥିଲେ ଯେ ସେ ଗଙ୍ଗାଠୁ ଗୋଜା କରୀ ଜୟକରିଥିଲେ ? ଇତିହାସ ଜ୍ଞାନ ଅଛିଟି ?
@kubernayak5737
@kubernayak5737 11 ай бұрын
ଜୟ ଜଗନ୍ନାଥ 🙏🙏
@srijogendraacharya8356
@srijogendraacharya8356 4 ай бұрын
ଜୟ ଜଗନ୍ନାଥ
@pabitramohanta8964
@pabitramohanta8964 3 ай бұрын
Joy jagnnath ❤🙏🙏🙏
@Shri_krishna1818
@Shri_krishna1818 3 ай бұрын
ଧନ୍ୟ ପ୍ରଭୁ ତୁମେ ଧନ୍ୟ ତୁମ ଭକ୍ତ 🙏🏻 ଜୟ ଜଗନ୍ନାଥ ସ୍ୱାମୀ 🙏🏻🌹🙌🏻🙌🏻
@DAKOTA1940s
@DAKOTA1940s 2 жыл бұрын
ଜୟ ଜଗନ୍ନାଥ🙏🏻🙂💚.....ହୃଦୟସ୍ପର୍ଶୀ ,ଶୁଣିବା ସମୟ ରେ ଲୋମ ଟାଙ୍କୁରି ଉଠିଲା ଓ ଆଖିରେ ଲୁହ ଆସିଗଲା 🙏🏻😥💚...ଧନ୍ୟ ସେ ଭକ୍ତ ଧନ୍ୟ ତା ଭାବ🙏🏻💚🙂...
@beupdate7733
@beupdate7733 2 жыл бұрын
ଏହି ଭିଡିଓ ରେ ମିଲିୟନ view କାହିଁକି ନାହିଁ..? It deserves... ବୋଧହୁଏ ବିଶର ମହାନ୍ତି ଙ୍କ ଭଳି ଧର୍ଯ୍ୟ ଏଠି କାହାର ନାହିଁ...😘👍
@rakeshdash6725
@rakeshdash6725 2 жыл бұрын
ହରେ କୃଷ୍ଣ ଭିଡିଓ ପ୍ରସ୍ତୁତ କରିଥିବା ସମସ୍ତ ଭାଇମାନଙ୍କୁ ଶତକୋଟି ପ୍ରଣାମ,ଜୟ ଜଗନ୍ନାଥ
@narayanmohanty4947
@narayanmohanty4947 2 жыл бұрын
ରାମ ଧନୁ କିଏ ଭାଙ୍ଗିଲା ଭଳି ଉପାଖ୍ୟାନ ବ୍ୟାଖ୍ୟା କରୁଛ ମୋ ଭାଇ ତମକୁ ଜୁହାର।
@pt.abhayakumartripathyshar3496
@pt.abhayakumartripathyshar3496 2 жыл бұрын
ନବକଳେବର ହେଲାବେଳେ ବ୍ରହ୍ମଙ୍କୁ ଯେଉଁ ବ୍ୟକ୍ତି ନୂତନ ବିଗ୍ରହରେ ପ୍ରତିଷ୍ଠା କରିବେ ସେ ମହାପ୍ରଭୁଙ୍କ ଦ୍ୱାରା ଚୟନ ହୁଅନ୍ତି, ବୋଲି ଆମେ ଶୁଣିଛୁ l ବ୍ରହ୍ମଙ୍କୁ ଯେ ସ୍ପର୍ଶ କରିବେ ତାପରେ ତାଙ୍କର ମୃତ୍ୟୁ ହୁଏ l ଉପରୋକ୍ତ କଥାରୁ ଯାହା ଜଣାପଡିଲା ତାହା ସମ୍ପୂର୍ଣ୍ଣ ମିଥ୍ୟା....... ଜୟ ଜଗନ୍ନାଥ...... 🙏🏻🕉️
@ranjankumarpatra2284
@ranjankumarpatra2284 Жыл бұрын
ପ୍ରଥମେ ବିଶରମାହାନ୍ତି ବ୍ରହ୍ମ ଙ୍କୁ ଆଣି କୁଜଙ୍ଗ ଗଡ଼ ରାଜାଙ୍କୁ ବ୍ରହ୍ମ ଦେଇଥିଲେ , କୁଜଙ୍ଗରେ ପ୍ରଭୁ ବହୁ ବର୍ଷ ରହି ପୂଜା ପାଇଲେ , ଏହାର ଖୋଜଖବର କାହାକୁ ଜଣା ନଥିଲା, ପ୍ରଭୁ ଗୁପ୍ତରେ ରହି ପୂଜା ପାଉଥିଲେ, ପରେ ପୁରୀକୁ ଅଣାଯାଇ ନବକଳେବର କରାଯାଇ ବିଗ୍ରହ ସ୍ଥାପନ ହୋଇ ରତ୍ନ ରତ୍ନ ସିଂହାସନ ରେ ପୂଜା ପାଇଲେ ଏହାହିଁ ସତ୍ୟ , ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ 🙏
@sanjaypanda8984
@sanjaypanda8984 3 ай бұрын
Right 👍
@amazingarya193
@amazingarya193 Жыл бұрын
ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ। ବହୁତ କିଛି ଜାଣିଲି । ଜୟ ଜଗନ୍ନାଥ
@mantuphotography4080
@mantuphotography4080 2 жыл бұрын
Apankau ashes ashes Dhanyabada 🙏🙏🙏 Mo nija janama mati ra ithsha ku apna pani mu aji janiparilii
@jeebanbarik5819
@jeebanbarik5819 Жыл бұрын
Jai Jagatsinghpur,Jai Jagannath
@kumudinidash1481
@kumudinidash1481 2 жыл бұрын
🚩जय महाप्रभु श्रीजगन्नाथ स्वामी🚩🌺🙏
@sunomama2096
@sunomama2096 Жыл бұрын
Aama thakura ❤aama kanha aama jagganath 🎉
@sashikantabehera9124
@sashikantabehera9124 15 күн бұрын
ଜୟ ଜଗନ୍ନାଥ | ❤❤
@Reenabehera0
@Reenabehera0 Жыл бұрын
Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏♥️♥️😭😭😭😭😭😭😭
@GaneshJena-mr1hf
@GaneshJena-mr1hf 3 ай бұрын
ତମ ମାନଂକୁ ଜୁହାର, ଜୟ ଶ୍ରୀ ଜଗନ୍ନାଥ ।
@satyabratadash1586
@satyabratadash1586 3 ай бұрын
Jay Jagannath Swami 🌺🙏🌺
@naturegamer3815
@naturegamer3815 4 жыл бұрын
jai jagannath
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@subashmishra5616
@subashmishra5616 2 жыл бұрын
ବିଶର ମହାନ୍ତି ବିଶ୍ୱସୂନ୍ଦର୍ ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଅଲୌକିକ ଶକ୍ତି ବ୍ରହ୍ମ କୌଶଳରେ ଜୀବନ ପାଣି ଛଡ଼ାଇ ଆଣିପାରିଥିଲେ ବ୍ରହ୍ମ ସତ୍ତା କୁ ଧରା ଧାମ ଉତ୍କଳର ପ୍ରଣପ୍ରୀୟ ସ୍ପନ୍ଦନ ଇତିହାସ ନୀରବ କାହିଁକି । ଓଡ଼ିଆ ଜାତିର ଗର୍ବ ଗୌରବ ଇତିହାସ ରଚିଲେ ଜଗନ୍ନାଥ ପ୍ରେମୀ ଅମର ଆତ୍ମା ବିଶର୍ ମହାନ୍ତି ଯବନ ହସ୍ତରୁ ମୁକୁଲାଇଲେ ପରମ ବ୍ରହ୍ମ ପରମାତ୍ମା ଜଗନ୍ନାଥ । ବିଶର ମହାନ୍ତି ଅଦ୍ଭୁତ ଆଜ୍ଞତ ସାଧାରଣ ମଣିଷ ଟିଏ ଉତ୍କଳ ଜାତୀୟ ଜୀବନର ରହସ୍ୟ ବ୍ରହ୍ମ ଦାରୁ ଉଦ୍ଧାର କରି ଅମର ଚୀର ଶାଶ୍ଵତ। ଜୟ ଜଗନ୍ନାଥ
@jagannathkrupa9310
@jagannathkrupa9310 2 жыл бұрын
setebele kn sabu utkal basi chahinthile se kalapahada ku roki parinathante
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@Bharat-INDIA29
@Bharat-INDIA29 Жыл бұрын
ଏହି channel ଗୋଟେ podcast channel ଖୋଲିବା କଥା, ବହୁତ୍ ସୁନ୍ଦର୍ ଲାଗୁଛି
@mahabirpadhi7629
@mahabirpadhi7629 Жыл бұрын
Se bisara Mahanti hi Jagannath kun Rupa. Taku o Prabhu Jagannath Nath kun mora koti koti pranam
@dibyaranjanpatra2994
@dibyaranjanpatra2994 Жыл бұрын
ସିଏ ମୋ ଜଗନ୍ନାଥ 😭😭❤️❤️
@utkalalokdash6662
@utkalalokdash6662 3 ай бұрын
Nilasaila khali gotie upanyas nuhe gote adamya jati ra haji jaithiba Itihas ❤
@bipinamallik2803
@bipinamallik2803 3 ай бұрын
Jaya Sree Jagannatha Jaya Jara Mayare Deba Agochara, Kalapahahada Ketekamatara
@panchananbehera6434
@panchananbehera6434 2 жыл бұрын
miraculous achievement of Bisara Mohanty. Everyone has no idea about this . Now who are their offsprings in Odisha .
@rakeshmahapatra7646
@rakeshmahapatra7646 2 жыл бұрын
Odisha has its own great history but it has no valuation in front of other states history because other state peoples try to make remember their history every one at any point but we Odisha people always try to show themselves in front of other as non odia and always talk on others history not on self Odisha history any way Praise to Great Soul Bisara Mohanty and Jai Jagannath
@ramachandrajayasingh1277
@ramachandrajayasingh1277 2 жыл бұрын
L
@uttameducation7466
@uttameducation7466 2 жыл бұрын
Thik kahile
@pritimusic3690
@pritimusic3690 2 жыл бұрын
Jaga pain jibana chaligale v chinta nahi......jai jagannath swamy 🙏😭😭😭
@tapanbehera9006
@tapanbehera9006 11 ай бұрын
Srijukata Bisara mohanty ku koti koti pranam 🙏🙏🙏
@chitaranjansahoo9939
@chitaranjansahoo9939 3 жыл бұрын
Mahaprabhu dhanya tumar lila Prati janmre moar mati dande nchhadu tumbh bhakti🙏🙏🙏
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@niranjanrout5025
@niranjanrout5025 Жыл бұрын
ସେ କଳାପାହାଡ଼ ର ଭାଗ୍ୟ ଭଲ ଥିଲା କି ମୁଁ ସେତେ ବେଳେ ଜନ୍ମ ହୋଇ ନଥିଲି ...... ତାର ଜୀବନ ନେଇ ଯାଇଥାନ୍ତି 🙏🙏🙏🙏 JAY JAGANNATH 🙏 🙏🙏
@gyanendrabiswal2169
@gyanendrabiswal2169 2 жыл бұрын
Jay Jagannath swami,nayana pathagami vaba tume vaba tume...
@SkFitZone117
@SkFitZone117 2 жыл бұрын
ଜୟ ଜଗନ୍ନାଥ 🙏🙏🙏🙏
@sujatapanda9240
@sujatapanda9240 2 жыл бұрын
Nice video jayajagarnathswami Naynapath game bhaba tume
@debasishmohanty1226
@debasishmohanty1226 Жыл бұрын
Bisara mohanty prabhu nkra bhakta
@Lina-Lisacreation
@Lina-Lisacreation Жыл бұрын
Jay jagannath 🙏🏻🙏🏻🙏🏻⭕❗⭕mo kalia
@gopabandhubariha9783
@gopabandhubariha9783 2 жыл бұрын
ଜୟ ଜଗନ୍ନାଥ ସ୍ୱାମୀ
@kabudas8617
@kabudas8617 4 жыл бұрын
ଖୁବ୍ ସୁନ୍ଦର
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@manineemishra9694
@manineemishra9694 Жыл бұрын
Ahi story ku syllabus re include kariba katha.. Kala pahada ra story au b bht kichi .. Future generations bht kichi jnibaku paibe..
@prakashpradhan4317
@prakashpradhan4317 Жыл бұрын
ଗୋଟିଏ ଶବ୍ଦରେ କହିଲେ ,ଏହା ଅନ୍ଧତ୍ୱ ଛଡ଼ା ଆଉ କିଛି ନୁହେଁ।
@mousumimaharana6909
@mousumimaharana6909 Жыл бұрын
Tu ethiku b paleiasilu negative comment deba pain
@prakashpradhan4317
@prakashpradhan4317 Жыл бұрын
@@mousumimaharana6909 ନେଗେଟିଭ ଖବରକୁ କଣ ପଜିଟିଭ୍ କହିହେବ ଭାଇ ? ଖାଲି ଭାଣ୍ଡା ମି ।
@GirishParida-pq3ws
@GirishParida-pq3ws 4 ай бұрын
Right 🤣​@@mousumimaharana6909
@basantabhaibms3913
@basantabhaibms3913 4 ай бұрын
ଧନ୍ୟବାଦ
@whatisthis1900
@whatisthis1900 3 жыл бұрын
chamatkar
@manaswinidas8260
@manaswinidas8260 Жыл бұрын
Om Shri Jagannathaya namoh🙏🌹
@niranjansahoo8288
@niranjansahoo8288 11 ай бұрын
Great story of bisara mohanty
@maa__ki__parry__manusi9867
@maa__ki__parry__manusi9867 Жыл бұрын
🙏🙏🙏🙏🙏🙏jay jagannatha
@manojsahoo4755
@manojsahoo4755 4 жыл бұрын
ଜୟ ଜଗନ୍ନାଥ
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@debasishmohanty1226
@debasishmohanty1226 Жыл бұрын
Se ta hauchi tar icha sethipain se brahamanda thakura sabu icha tankara
@uttammohanty464
@uttammohanty464 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@sanjaysahoo2060
@sanjaysahoo2060 4 жыл бұрын
Jay Jagannath
@prabhatprankforodisha9733
@prabhatprankforodisha9733 4 жыл бұрын
ଲକ୍ ଡାଉନ୍ ରେ ଗୋଟେ କାହାଣୀ ଟି କହିପାରିଵି
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@Susantss-c4l
@Susantss-c4l 4 ай бұрын
Ekatha suni bahut kasta laguchhi Jay Jagannath
@Manoj.1989
@Manoj.1989 2 жыл бұрын
Jai jagannath swami 🙏🙏🙏🙏🚩🚩🚩🚩🚩
@jaynayak2011
@jaynayak2011 2 жыл бұрын
Jay jagannath Jay jagannath Jay jagannath
@manashpalai5238
@manashpalai5238 Жыл бұрын
Jay shree Jagannath mahaprabhu 😭🙏
@nirajanadas1565
@nirajanadas1565 11 ай бұрын
Jay Jagannath ,ati sundar film tie ama thakura nka upare asu..gote odiya rea seyi guhari
@Gameworld123-z1k
@Gameworld123-z1k 3 жыл бұрын
Jay khandayath jay jaganath🚩🚩🚩
@khireswarPradhan
@khireswarPradhan 7 ай бұрын
Jaí,jagannath
@utkalalokdash6662
@utkalalokdash6662 3 ай бұрын
Hela bahuda bijaya by surendra mohanty
@Bhairavism808
@Bhairavism808 2 жыл бұрын
🙏jai jagannath 🙏
@pradhan3056
@pradhan3056 Жыл бұрын
Very nice. Ganga ra srota Odisha re ?
@manasamuduli5017
@manasamuduli5017 3 жыл бұрын
jai jagannatha....
@hareshkumarpatel4586
@hareshkumarpatel4586 2 жыл бұрын
ସତରେ ଇତିହାସ ନା କିମ୍ବଦନ୍ତୀ
@Daibishakti
@Daibishakti Жыл бұрын
ଇତିହାସ । କିମ୍ବଦନ୍ତୀ ନୁହେଁ
@pramilapani9960
@pramilapani9960 2 жыл бұрын
JAY JAGANNATH🙏❤🙏❤
@ashismohapatra9159
@ashismohapatra9159 Жыл бұрын
ବିସର ମହାନ୍ତି ଓଡିଶାରୁ ଗଙ୍ଗା ନଦୀ କୂଳକୁ କିପରି ଯାଇଥିଲା???ଉତ୍ତର ଦେବେ
@rudradetyarudra5818
@rudradetyarudra5818 3 жыл бұрын
Jay Jagannath 🙏 🙏🙏
@rabinarayan8882
@rabinarayan8882 3 жыл бұрын
Jaya Jagannath, 🙏🚩
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@ajitpanda27
@ajitpanda27 4 ай бұрын
The meaning of word Asmita was not known to our forefathers n kalachand fulked them like anything. Now, after centuries in circa 2024 odia pelei pua's understanding it.
@niranjanmohanty6543
@niranjanmohanty6543 3 жыл бұрын
Jay Jagannath 🙏🙏🙏🌺 ଆହୁରି ଅଲଗା ଅଲଗା ଇତିହାସ ଭିଡିଓ ପୋଷ୍ଟ କରନ୍ତୁ
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@tanmaytapas1768
@tanmaytapas1768 Жыл бұрын
Speed 1.25 kar ke suno.
@susantamahunta5286
@susantamahunta5286 2 жыл бұрын
Bhai bisara mohanti vdo Banantu
@prabhatprankforodisha9733
@prabhatprankforodisha9733 4 жыл бұрын
ପୁଅ ଯାଇଛି ବାହାରି ଦେଶ କୋରନା ଭୟରେ ଆସି ପାରୁନି ମାଁ ଦୁଃଖ ରେ କାନ୍ଦୁଛନ୍ତି ମାଁ କୁ କହୁଛନ୍ତି ପୁଅ ମାଁ ମୁଁ ଜଲ୍ଦୀ ଆସି ବି। ପୁଅ କହୁନି ମୋତେ କୋରନା ହୋଇଛି। ବୋଲି ପୁଅ ଯଦି କହିଦବ ମାଁ ବହୁତ୍ କାନ୍ଦିବ
@rasmitasamal1810
@rasmitasamal1810 2 жыл бұрын
Odia nku kana nija veera itihasa ra gouraba gatha bhala laguni? marta 478 likes!!!!!
@techconcepts4you850
@techconcepts4you850 2 жыл бұрын
Who is the singer of initial song. Excellent
@mohapatraful
@mohapatraful Жыл бұрын
Had our ancestors able to protect hindukush so there might be no Muslim invasion and all would be hindu this things would have not written in history of India
@ajitpanda27
@ajitpanda27 4 ай бұрын
Odia Asmita perhaps a forgone folklore at that time. Few Gujaratis came and inculcated that word in our mind. We stupids.....lol. can any intellectual translate the exact meaning of Asmita into English.
@tularampradhani2633
@tularampradhani2633 2 жыл бұрын
Bujhi hau ni kana kahucha
@rudradetyarudra5818
@rudradetyarudra5818 3 жыл бұрын
Kathare bahuthu bhul rahechi
@rudradetyarudra5818
@rudradetyarudra5818 3 жыл бұрын
Kaheki bi story kahe padelani kichi Katha huata apana janinatheba
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@rudradetyarudra5818
@rudradetyarudra5818 3 жыл бұрын
Pura Rong story
@dhrutinayak
@dhrutinayak Жыл бұрын
Jai jagannath prabhu tume kete kasta paichha prabhu, tume hi saha bharassa 🙏🙏🙏
@jitendrapallai8085
@jitendrapallai8085 Жыл бұрын
Jay jaganath swaami nayana patha gaami bhaba tume 🙏🙏🙏🙏🙏
@jscreations3363
@jscreations3363 4 жыл бұрын
ଜୟ ଜଗନ୍ନାଥ
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@pratapchhotaray7984
@pratapchhotaray7984 4 жыл бұрын
Jay jagannath
@rajendrrana2838
@rajendrrana2838 2 жыл бұрын
Jai jagannath
@ଗୁରୁକୃପା
@ଗୁରୁକୃପା 2 жыл бұрын
ଜୟ ଜଗନ୍ନାଥ 🙏
@susantain
@susantain 2 жыл бұрын
Jai jagannath 🙏🙏🙏
@anilkumarbehera4950
@anilkumarbehera4950 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏
@rakeshjena2776
@rakeshjena2776 Жыл бұрын
Jaya jagannth
@kamaldibyajyotibiswal5254
@kamaldibyajyotibiswal5254 2 жыл бұрын
Jay jagannath
@birabhadraparidaparida3270
@birabhadraparidaparida3270 Жыл бұрын
Jay jaganath 🙏🙏🙏
@pratimajena1167
@pratimajena1167 Жыл бұрын
Jay Jagannath ❤❤
@satyachintan5804
@satyachintan5804 3 жыл бұрын
ଜୟ ଜଗନ୍ନାଥ
@Aadarsh_Vidyarthi
@Aadarsh_Vidyarthi 3 жыл бұрын
ଭାଇ ଜବନଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାର ଥିଲା ଓଡିଶା ର ହିନ୍ଦୁ ସେନା ଦ୍ୱାରା, କଳିଙ୍ଗ ସେନା ଦ୍ୱାରା, ପୁରା ଛାରଖାର କରି ତାଙ୍କୁ ସମାପ୍ତ କରିବାର ଥିଲା, ବାସ ଇତିହାସ ରୁ ଶିଖି ଭବିଷ୍ୟତ ପାଇଁ ନିଜ ଖଣ୍ଡା କୁ ପଝେଇ ରଖିଦିଅ, ଭୁଜ ରେ ବାହୁ ରେ ବଳ ରଖିଦିଅ, ଯେମିତି ରଣଭୂମି କୁ ଶତ୍ରୁ ରକ୍ତରେ ରକ୍ତରଞ୍ଜିତ କରିଦେବା | ଦୃଢ଼ ପ୍ରତିଜ୍ଞ କଳିଙ୍ଗ ପୁତ୍ର | 🇮🇳🚩⚔️
@ajitkumarpatra8483
@ajitkumarpatra8483 2 жыл бұрын
Jay jagannatha 🙏
@stalinsamantaray4191
@stalinsamantaray4191 Ай бұрын
ଜୟ ଜଗନ୍ନାଥ 🙏🙏🙏
@charulata6741
@charulata6741 Жыл бұрын
Jay Jagannath Swami
@srijogendraacharya8356
@srijogendraacharya8356 4 ай бұрын
ଜୟ ଜଗନ୍ନାଥ
@pratimapaikaray7112
@pratimapaikaray7112 2 жыл бұрын
Jay jagannath
@blackheart5350
@blackheart5350 2 жыл бұрын
Jay Jagannath
@pradipkumardasdas7184
@pradipkumardasdas7184 Жыл бұрын
Jay shree Jagannath 🙏
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 3,1 МЛН
Из какого города смотришь? 😃
00:34
МЯТНАЯ ФАНТА
Рет қаралды 2,2 МЛН
Baji Rout : Ei Matira Itihas
15:12
Radio Choklate
Рет қаралды 107 М.
ଛୋଟ ଏକ ଭୁଲ  || Love Story with RJ Sangram ||
37:24
Radio Choklate
Рет қаралды 256 М.
СКОЛЬКО ПАЛЬЦЕВ ТУТ?
00:16
Masomka
Рет қаралды 3,1 МЛН