Gajapati Maharaj Shares His First Chhera Pahanra Experience | EP 20 | Podcast With Gajapati Maharaj

  Рет қаралды 789,976

Argus Digital

Argus Digital

Күн бұрын

୭୦ ବର୍ଷରେ ବି ଚମକୁଛନ୍ତି ଗଜପତି I କଣ ଖାଆନ୍ତି, କେତେ ସମୟ ବ୍ୟାୟାମ କରନ୍ତି ?
#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #GajapatimaharajaDibyasinghaDeba #InterviewWithGajapatiMaharaj
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Gajapati Divya Singha Deva Shares The Experience of First His Chhera Pahanra | EP 21 | Argus Podcast
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNew...
Android App: bit.ly/ArgusNew...
Live TV: argusnews.in/l...
Facebook: / argustvdigital
KZbin- / @argusdigital.official
Instagram: / argustvdigital

Пікірлер: 700
@madhusmitajali7257
@madhusmitajali7257 3 ай бұрын
ଗଜପତି ଗୌଡେଶ୍ୱର ନବକୋଟି କର୍ଣାଟ କଲେବର୍ଗେଶ୍ୱୋର ଅଭିରାୟ ଭୂତଭୈରବ ଦୁଃସହ ଦୁଃଶାସନ ଅନିକରଣରାଉତରୟ ଅତୁଳ ବଳ ପରାକ୍ରମ ସଂଗ୍ରାମ ବିରୋଧ ବୀରବର ଶ୍ରୀ ଶ୍ରୀ ଦିବ୍ୟସଂହ ଦେବ ଙ୍କୁ ମୋର ହୃଦୟରୁ ପ୍ରଣାମ।
@swetalinanayak62
@swetalinanayak62 2 ай бұрын
Good
@aparna9484
@aparna9484 2 ай бұрын
😂 excellent
@patrasunil1332
@patrasunil1332 2 ай бұрын
Jay jagannath 🙏🙏🙏
@diptimayanayak3944
@diptimayanayak3944 2 ай бұрын
Very nice
@satyashivaroul9971
@satyashivaroul9971 2 ай бұрын
Ati sundar 🙏❤️💐
@HrudayaraGito
@HrudayaraGito 3 ай бұрын
ଦେଖ ରେ ଓଡ଼ିଆ, ଆମ ମହାରାଜ କେମିତି ନିଜ ଓଡ଼ିଆ ଭାଷାଙ୍କୁ ସମ୍ମାନ ଦେଉଛନ୍ତି, ହେଲେ ଆଜିକାଲିକା ଓଡ଼ିଆ ନିଜ ଓଡ଼ିଆ ଭାଷା କହିବାକୁ ବି ଲାଜ଼ କରୁଛନ୍ତି 🥹🥹🥹🥹
@SibaBehera-hx9oi
@SibaBehera-hx9oi 2 ай бұрын
Hn ଭାଇ
@trinathpradhan532
@trinathpradhan532 3 ай бұрын
ଆଜି ଯଦି ଶ୍ରୀମନ୍ଦିର ଗଜପତି ମହାରାଜ ଙ୍କ ଅଧୀନରେ ଥାଆନ୍ତା....??? ତେବେ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିର କୁ ନେଇ ଏତେ ରାଜନୀତି ନେତା ଅଫିସର ମାନେ କରିପାରନ୍ତେ ନାହିଁ... ତାସହ ଚାରିଦ୍ୱାର ହେଉ କି ରତ୍ନ ଭଣ୍ଡାର. ବଡଦାଣ୍ଡ କୁ ନେଇ ନେତା ଅଫିସର ମାନେ ଲକ୍ଷ୍ ଲକ୍ଷ ଭକ୍ତ ମାନେ ଆଜି ହଇରାଣ ହରକତ ହେବାକୁ ପଡ଼ନ୍ତାନି.. ପରୀତାପ ତା ବିଷୟ ଯେ ଜଗନ୍ନାଥ ଙ୍କ ପ୍ରଥମ ସେବକ ବି ଆଜି ଏଇସବୁ ହୀନ ରାଜନୀତି କୁ ଦେଖି ମର୍ମାହତ ହେଉଥିବେ.. ଜୟ ଜଗନ୍ନାଥ
@bishnupriyapradhan3106
@bishnupriyapradhan3106 2 ай бұрын
Your right
@hansujahimalini5249
@hansujahimalini5249 Ай бұрын
Kamya jani
@Evil_Jivan
@Evil_Jivan 3 ай бұрын
ଶ୍ରୀ ଶ୍ରୀ ଗଜପତି ମହାରାଜ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ।
@jrboxi2301
@jrboxi2301 2 ай бұрын
ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ କୋଟି କୋଟି ପ୍ରଣାମ। ଖୁବ୍ ସୁନ୍ଦର ଉପସ୍ଥାପନା।🙏🙏
@rashmiranimajhi4942
@rashmiranimajhi4942 2 ай бұрын
Pranam
@pratimapattanaik407
@pratimapattanaik407 3 ай бұрын
ଶ୍ରୀ ଗଜପତି ଙ୍କ ସହ ସାକ୍ଷାତକାର ଖୁବ୍ ବଢ଼ିଆ ଥିଲା। ସେ କେତେ ସଂଯତ, କେତେ ନମ୍ର ଏବଂ ଜଣେ ଗୁଣି, ପ୍ରଭାବଶାଳୀ ବ୍ୟକ୍ତି। ଦୀର୍ଘାୟୁ ହୁଅନ୍ତୁ।🙏
@Arunkumar-jc8lo
@Arunkumar-jc8lo Ай бұрын
Jay Jagannath 🙏🙏
@kishorebiswal4298
@kishorebiswal4298 3 ай бұрын
ଗଜପତି ମହାରାଜ ଅତି ଭଦ୍ର, ନମ୍ର | ତାଙ୍କ କଥାରେ ସତ୍ୟ ମାର୍ଜିତ ଓ ତତ୍ତ୍ୱ ଭିତିକ ବାର୍ତା ସମସ୍ତେ ଅନୁଭବ କରନ୍ତୁ |🙏🙏🙏
@avimanyupatri4365
@avimanyupatri4365 3 ай бұрын
🙏🙏🙏🙏 ସ୍ପଷ୍ଟ ବାର୍ତ୍ତାଳାପ. ଅଦ୍ଵିତୀୟ ଅନୁଭୁତି. ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘା୍ୟୁ କରନ୍ତୁ.
@soumyadas7203
@soumyadas7203 3 ай бұрын
ଆମ ଠାକୁର ରାଜା ଙ୍କ ଠାରୁ ଏକ ନିଦର୍ଶନ ମିଳୁଛି କି ସେ ନିଜକୁ କେତେବେଳେ ଵି ମୁଁ ଵୋଲି ସମ୍ବୋଧନ କରୁନାହାନ୍ତି, କାରଣ ସେ ଶବ୍ଦ ରୁ ଅହଂ ଭାବ ଜାତ ହୁଏ
@arcreation6405
@arcreation6405 3 ай бұрын
Right
@anitagouda4246
@anitagouda4246 2 ай бұрын
Right
@Nkalyani5518
@Nkalyani5518 2 ай бұрын
Correct
@gajendrasethi8795
@gajendrasethi8795 3 ай бұрын
ଵହୁତ ଭଲ ଲାଗିଲା, ଏମିତି ମଝିରେ ମଝିରେ ଗଜପତିଂକର interview ଦେଖାନ୍ତୁ
@jitendra33453
@jitendra33453 3 ай бұрын
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କଥା ଶୁଣି ମୁଁ ବହୁତ ଖୁସି ହୋଇଗଲି 🎉 ଆପଣଙ୍କୁ ଜଗନ୍ନାଥ ମୋହା ପ୍ରଭୁ ଦ୍ରିଘାୟୋ କରନ୍ତୁ
@s.kbehera2828
@s.kbehera2828 3 ай бұрын
ଅତିସୁନ୍ଦର। 🎉ମହାପ୍ରଭୁଙ୍କ କୃପା ରୁ ଏ ପ୍ରାଣୀଜଗତର କଲ୍ୟାଣ ହେଉ ପ୍ରଭୁ ।
@amarbhoi8373
@amarbhoi8373 2 ай бұрын
Dibyasinghmaharajetoojayajagannathnamoha...❤😢😮😅🎉...
@SurendraDas-f1f
@SurendraDas-f1f 2 ай бұрын
😅😅😅😅ur​@@s.kbehera2828
@Hindutwa829
@Hindutwa829 2 ай бұрын
​@@amarbhoi8373kn lekhi janinu
@SureshKumar-bi2sk
@SureshKumar-bi2sk 2 ай бұрын
A​@@s.kbehera2828
@magsirasahu2050
@magsirasahu2050 3 ай бұрын
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଜୟ ହୋ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🛕🚩🪷🌄🕉️🔔🔔👣🛐📿🦚🐚☸️🪔🪔🪔🪔🪔💐🌹🏵️🌼🌷⭕‼️⭕🍍🍈🍐🍇🥭🍓🌿🍏🍌🥥🍎🌿🙏🚩🪷🪷🪷🪷🪷🪷🪷🪷🪷🪷🪷🪷🪷🪷🐚🐚🐚🐚🐚🐚🐚🐚🐚🐚🐚🐚
@mandeeppatel7220
@mandeeppatel7220 3 ай бұрын
ଗଜପତି ମହାରାଜ ଜଗନ୍ନାଥ ଙ୍କ କଥା କହି ଶୁଣାଇ ଥିବରୁ ମୁଁ ବହୁତ ଖୁସି ଓ ତାଙ୍କୁ ମୋର ପ୍ରଣାମ.
@santoshkumarmukhi1056
@santoshkumarmukhi1056 3 ай бұрын
ଆମ ଓଡିଶା ଜଗନ୍ନାଥ ସଂକୃତି ର ଗୌରବ ଗଜପତି ମହାରାଜ ❤️🙏🔥
@santoshkumarmishra2620
@santoshkumarmishra2620 3 ай бұрын
ଗଜପତି ଠିକ୍ କହୁଛନ୍ତି. ରତ୍ନ ଭଣ୍ଡାର ରେ ସାପ ନାହାନ୍ତି. ରତ୍ନ ଚୋରିକରିବାପାଇଁ କିଛି ସେବକ ସାପ ଅଛିବୋଲି ଗୋଟେ ଗୁଜବ ଆଜିଯାଏ ଓଡିଶାବାସୀଙ୍କୁ ଶୁଣାଇଆସୁଛନ୍ତି.ଶୁଣେଇଚାଲିଛନ୍ତି.
@saikrishnagm09
@saikrishnagm09 3 ай бұрын
ଶ୍ରୀ ଶ୍ରୀ ଗଜପତି ଗରୁଡେଶ୍ଵର ନବକୋଟି କର୍ଣ୍ଣାଟକଳବର୍ଗେସ୍ଵର ଶ୍ରୀ ଶ୍ରୀ ବୀରାଧି ବୀରବର ଶ୍ରୀ ଗଜପତି ମହାରାଜଙ୍କର ଜୟ ହେଉ 🙏 ଜୟ ଜଗନ୍ନାଥ 🙏💐
@mereprabhu__krishna__
@mereprabhu__krishna__ Ай бұрын
ୠଷି ମଣିଷ ଜଣେ।ସତରେ ମହାପ୍ରଭୁ ଙ୍କ ଚଳନ୍ତି ପ୍ରତିମାକୁ କୋଟି କୋଟି ଦଣ୍ଡବତ 🙏🏻🙏🏻🙏🏻 ଜୟ ଜଗନ୍ନାଥ 🙏🏻
@simplescienceoftemplesjdrc4928
@simplescienceoftemplesjdrc4928 3 ай бұрын
ଆମ କାଳିଆ ସାଆନ୍ତେ, ଆମ ଠାକୁର ରାଜା ଏବଂ ଆମ ସମସ୍ତ ଓଡ଼ିଆ ଜାତିର ସମ୍ପର୍କ ଜନ୍ମ ଜନ୍ମାନ୍ତର ର, କଳ୍ପ କଳ୍ପାନ୍ତର ର, ଏତେବଡ ଖୁସି ର ସୌଭାଗ୍ୟ ଆଉ କାହାରି ନାହିଁ। କେବଳ ଏତିକି ବୁଝିଲାବାଲାଙ୍କ ଖୁସି ଅସରନ୍ତି , ଅନନ୍ତ। ଖୁବ୍ ମିଠା ଉପସ୍ଥାପନା। ମଣିମାଙ୍କର ଜୟ ହେଉ। ଜୟ ଜଗନ୍ନାଥ। 🎉❤🎉❤🎉❤
@prasanta-jg1vd
@prasanta-jg1vd 2 ай бұрын
ଲକ୍ଷେ ରାଜାଙ୍କ ମଉଡ ମଣୀ , ଶ୍ରୀଶ୍ରୀ ଶ୍ରୀ ଦିବ୍ଯସିଂହ ଦେବ , ଆମ ଓଡିଆ ମାନଙ୍କ ଅସ୍ମିତା
@Thegamer.65
@Thegamer.65 Ай бұрын
ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ ମୋର କୋଟି କୋଟି ଭୂମିଷ୍ଠ ପ୍ରଣାମ 🙏🙏🙏 ମହାରାଜା ଙ୍କ କଥା ଶୁଣି ବହୁତ ଖୁସି ଲାଗିଲା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ଙ୍କୁ ଦୀର୍ଘାୟୁ କରନ୍ତୁ 🙏🙏🙏🌹🌹ଜୟ ଜଗନ୍ନାଥ ଜୟ ଶ୍ରୀ ରାମ 🙏🙏🙏🙏🙏
@prafulasingh2267
@prafulasingh2267 3 ай бұрын
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ , ଚଳନ୍ତି ପ୍ରତିମା ଆମର ମହାରାଜ ଗଜପତିଙ୍କ ସହିତ ବାର୍ତ୍ତାଳାପ ମାଧ୍ୟମରେ ସିଧା ପ୍ରସାରଣ ଦ୍ଵାରା ସିଧାସଳଖ ଆମ ଗଜପତିଙ୍କ ଦର୍ଶନ ସହିତ ତାଙ୍କର କଥା ବା ବାର୍ତ୍ତା ପ୍ରଦର୍ଶନ କରିଥିବାରୁ ଅର୍ଗସ ଟିଭି ନିୟୁଜ ତଥା ବାର୍ତ୍ତାଳାପ ର ମାଧ୍ୟମ ସଂଗ୍ରାମ ଷଡ଼ଙ୍ଗୀ ଙ୍କୁ ବହୁତ ବହୁତ ଶୁଭେଚ୍ଛା , ଅଭିନନ୍ଦନ ଓ ଧନ୍ୟବାଦ। ଜୟ ଶ୍ରୀଜଗନ୍ନାଥ
@saibimalbiswal9214
@saibimalbiswal9214 Ай бұрын
ଶ୍ରୀ ଶ୍ରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏🙏🙏🙏
@skrushnareddy6796
@skrushnareddy6796 3 ай бұрын
ପୂଜ୍ୟ ଶ୍ରୀ ସମ୍ରାଟ ଦିବ୍ୟ ନରସିଂହ ଦେବ ମୋର ଅନନ୍ତ କୋଟି କୋଟି ପ୍ରଣାମ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🍁🍁🌸🌺🌺🍂💮🌻🥀🌷🪔🌿🏵️🌼🌼⭕‼️⭕
@jayaramkandi8797
@jayaramkandi8797 3 ай бұрын
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏
@sarojsahoo2039
@sarojsahoo2039 3 ай бұрын
ଉତ୍କଳ ସମ୍ରାଟ ଶ୍ରୀ ଗଜପତି ମହାରାଜାଙ୍କ ଜୟ ହେଉ 🙏
@rashmiranjansamantray2636
@rashmiranjansamantray2636 3 ай бұрын
ରତ୍ନଭଣ୍ଡାରରେ ସିନା ସାପ ନଥାଇ ପାରନ୍ତି କିନ୍ତୁ ଚିଡ଼ିଆଖାନାରେ ସାପ କୁମ୍ଭୀର ବାଘ ଭାଲୁ ଅଛନ୍ତି, ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ହେଉ ଯଦି କିଛି ଚୋରି କିମ୍ବା ବାଟମାରଣା ହୋଇଥିବ ଚୋରକୁ ଧରି ଚିଡ଼ିଆଖାନା ଭିତରେ ଛାଡି ଦିଆଯାଉ।
@NarayanRaita-id3lg
@NarayanRaita-id3lg Ай бұрын
ଶ୍ରୀ ଶ୍ରୀ ଶ୍ରୀ ଗଜପତି ମହାରାଜ ଙ୍କୁ ମୋର ଆନ୍ତରୀକ ପ୍ରଣାମ
@kamaladhawajapradhan6952
@kamaladhawajapradhan6952 3 ай бұрын
ରାଜାଧିରାଜ ବିରାଧି ବିରବର ପ୍ରବଳ ପରାକ୍ରମୀ କର୍ଣ୍ଣାଟୋତ୍କଳ ବର୍ଗେଶ୍ବର ଶ୍ରୀ ଶ୍ରୀ ଗଜପତି ମହାରାଜା ଙ୍କୁ ଏକ ତୁଳସୀ ମାଳି ପ୍ରଦାନ କରି ତାଙ୍କ ହସ୍ତ ସ୍ପର୍ଶ ଲାଭକରିଛି ଏବଂ କେଇପଦ ଅମୃତ ବଚନ ଶୁଣି ନିଜକୁ ଧନ୍ୟ ମନେକରୁଛି ।ଜୟ ଜଗନ୍ନାଥ
@jitendranahak4645
@jitendranahak4645 2 ай бұрын
ଶ୍ରୀ ଗଜପତି ମହାରାଜା ଙ୍କୁ ମୋର ନତ ମସ୍ତକପ୍ରଣାମ
@ManojMalik-e9g
@ManojMalik-e9g 2 ай бұрын
Apana nka katha ete madhura ..ichha jauchi bas emiti sabubele sunu thiba ku..mahaprabhu aapana nku emiti susta au khusi thantu,🙏🙏
@pratikmohapatra7293
@pratikmohapatra7293 2 ай бұрын
ଠାକୁର ରାଜା 🙇🏽‍♂️
@jaijagannath8844
@jaijagannath8844 3 ай бұрын
ଗଜପତି ମହାରାଜାଙ୍କୁ କୋଟି କୋଟି ପ୍ରଣାମ
@bikrammallick8776
@bikrammallick8776 3 ай бұрын
ସତରେ ଆମ ଠାକୁର ରାଜ କେତେ ମହାନ୍ କଥା ତାଙ୍କର କେତେ ମଧୁର ସତରେ ଆପଣ ମହାନ୍ ଅପଣଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ ଜୟ ଜଗନ୍ନାଥ
@GouriDas-qg1tw
@GouriDas-qg1tw 3 ай бұрын
ଆମ ଗଜପତିଙ୍କ ପ୍ରତିକ୍ରିୟା ରେ ମୁଁ ବହୁତ୍ ଅନୁପ୍ରାଣିତ ଆମ ଗଜପତି ମହାରାଜାଙ୍କୁ ମୋର କୋଟି କୋଟି ପ୍ରଣାମ.....ସେ ଦୀର୍ଘାୟୁ ହୁଅନ୍ତୁ ଆମ ପ୍ରଭୁ ଜଗନ୍ନାଥ ଓ ତାଙ୍କର ଭାଇ ଭଉଣି ଙ୍କ ର ଏମିତି ସେବା କରୁଥାନ୍ତୁ...ଜୟ ଜଗନ୍ନାଥ ❤❤❤❤
@bjprusti4498
@bjprusti4498 2 ай бұрын
ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଙ୍କୁ ମୋର ଭୂମିଷ୍ଟ ପ୍ରଣାମ 🙏🙏🙏
@srslifescience4721
@srslifescience4721 3 ай бұрын
ଠାକୁର ରାଜାଙ୍କୁ ମୋର ପ୍ରଣାମ
@silusahoo5911
@silusahoo5911 3 ай бұрын
Jay Jagannath gajapati maharaj ki jay
@12253swarna
@12253swarna 2 ай бұрын
ପୂଜ୍ୟ ଶ୍ରୀ ସମ୍ରାଟ ଦିବ୍ୟ ନରସିଂହ ଦେବ ଙ୍କୁ ମୋର କୋଟି କୋଟି ପ୍ରଣାମ 👏🏻👏🏻👏🏻👏🏻👏🏻👏🏻👏🏻
@lilibagh6059
@lilibagh6059 3 ай бұрын
ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏🌻ଗଜପତି ମହାରାଜାଙ୍କୁ ମୋର ପ୍ରଣାମ୍ 🙏 ଆପଣଙ୍କ ଭାବନା ଜେ ଭଳି ଆପଣ ସେଭଳି ମହା ପ୍ରଭୁଙ୍କର ଜୟ ହେଉ ଆପଣଙ୍କରବି ଜୟହେଉ
@laluprasadkhatoi8581
@laluprasadkhatoi8581 Ай бұрын
ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏
@skrushnareddy6796
@skrushnareddy6796 3 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ 🕉️🙏🕉️🙏🕉️🙏🕉️🙏🍁🍁🌸🌺🍂🌹💮🌻🥀🌷🪔🪔🌿🏵️🌼⭕‼️⭕
@muralidhardash-o3e
@muralidhardash-o3e 3 ай бұрын
ଗଜପତି ମହାରାଜାଙ୍କ ର ଜୟ ହେଉ, ଜୟ ଜଗନ୍ନାଥ ସ୍ଵାମୀ 🙏
@pratisekdash4461
@pratisekdash4461 3 ай бұрын
ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@nibeditadas3791
@nibeditadas3791 Ай бұрын
ଭଗବାନ ଙ୍କ ପ୍ରକୃତ ଭକ୍ତ ଗଜପତି ମହାରାଜା ଓଡ଼ିଆ ଙ୍କ ର ପ୍ରତୀକ ବା ଚଳନ୍ତି ପ୍ରତିମା
@gayadharsahoo2922
@gayadharsahoo2922 Ай бұрын
ଶ୍ରୀ ଗଜପତି ମହାରାଜା ଙ୍କୁ ମୋର କୋଟି ନମସ୍କାର ,🙏
@pravatirath9750
@pravatirath9750 Ай бұрын
ଆମ ଗଜପତି ରାଜା ଦିବ୍ୟସିଂ ହ ଦେବଙ୍କର ଜୟ ହେଉ ଭଗବାନ ଘଣ୍ଟ ଘୋଡାଇ ରଖିଥାନ୍ତୁ. ଏତେ ସରଳ ଏତେ ଭଲ ହୃଦୟ ରୁ କୋଟି କୋଟି ପ୍ରଣିପାତ 🙏🙏🙏🙏🪷🪷🪷
@deenakrishnadalabehera5334
@deenakrishnadalabehera5334 3 ай бұрын
ଜୟ ଜଗନ୍ନାଥ 🙏
@SagarSahu-ez9lk
@SagarSahu-ez9lk Ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻
@trinathjena5209
@trinathjena5209 3 ай бұрын
ଏ ହେଉଛି ପ୍ରଭୁ ଜଗନ୍ନାଥଙ୍କର କଥା। ଯେଉଁ ପ୍ରଭୁ ଏତେ ମହାନ ତା' ର ଭକ୍ତ ନିଶ୍ଚିନ୍ତ ମହାନ । ଜୟ ଜଗନ୍ନାଥ । କୋଟି କୋଟି ପ୍ରଣାମ।
@BenudharSethi-k5q
@BenudharSethi-k5q Ай бұрын
ଗଜପତି ଙ୍କ ସ୍ପଷ୍ଟ ଓଡ଼ିଆ ଉଚ୍ଚାରଣ ଏବଂ ଭାଷା ପ୍ରତି ସନମାନ ଓ ସୁ ଚିନ୍ତିତ ମତାମତ ମୋତେ ଆନନ୍ଦିତ କରୁଛି। ପ୍ରଣାମ
@papunadethi9371
@papunadethi9371 3 ай бұрын
ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଜଗତର ଦୁଃଖ ବୁଝିଥିବ ହେ ମହା ବାହୁ
@sibanarayanpanda-fx6fb
@sibanarayanpanda-fx6fb 3 ай бұрын
ବହୁତ୍ ଆନନ୍ଦ ଶିକ୍ଷଣୀୟ ଧନ୍ୟବାଦ୍
@jayantkumarjena2507
@jayantkumarjena2507 2 ай бұрын
ରାଜାଧିରାଜ ମହାରାଜ‌୍ ଦିବ୍ୟସିଂହ ଦେବ ମହୋଦୟ ଙ୍କୁ ବିଶ୍ଵ ବାସି ତରଫରୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ
@K.KrushnaChandraPatro-cx3mi
@K.KrushnaChandraPatro-cx3mi Ай бұрын
ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଗଜପତି ମହାରାଜଙ୍କ କଥା ଶୁଣିବାକୁ ମୋତେ ବହୁତ ଭଲ ଲାଗେ.. କାହିଁକି ନା ଗଜପତି ମହାରାଜ ଏକାଧାରରେ ଜଣେ ରାଜା, ଆଇନଜ୍ଞ, ବିଦ୍ୱାନ ବ୍ୟକ୍ତି, ଶାନ୍ତ ଶିଷ୍ଟ ବ୍ୟକ୍ତି, ଧର୍ମ ଶାସ୍ତ୍ରରେ ନିପୁଣ, ଚତୁର୍ଦ୍ଧା ବିଗ୍ରହ ଙ୍କ ଆଦ୍ୟ ସେବକ...... ଏମିତି ଅନେକ..... ସେହି ଭଳି ବ୍ୟକ୍ତି ବିଶେଷ ଙ୍କ ମୁଖରୁ ସର୍ବଦା ଭଲ ଏବଂ ସମାଜ ମଙ୍ଗଳ କାରି ବାକ୍ୟ ହିଁ ଉଚ୍ଚାରିତ ହୋଇଥାଏ.... ତେଣୁ ଗଜପତି ମହାରାଜ ଙ୍କୁ ମୁ କୋଟି କୋଟି ପ୍ରଣାମ ଜଣାଉଛି 🙏🙏🙏
@Gurujiinlive
@Gurujiinlive 2 ай бұрын
Love You Gajapati Maharaja
@godabarimangaraj5027
@godabarimangaraj5027 3 ай бұрын
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏⚫️🔻⚫️🙏🙏🙏🙏🛐🛐🛐🛐🛐🛐🛐🛐🛐
@pratimasahu5092
@pratimasahu5092 3 ай бұрын
🙏🙏🙏ଜୟ ଜଗନ୍ନାଥ. ପ୍ରଣାମ ଗଜପତି ମହାରାଜ.
@prafullakumarsahoo2639
@prafullakumarsahoo2639 3 ай бұрын
ମଣିମାଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ ।
@juipattnayak8730
@juipattnayak8730 2 ай бұрын
Wish Sri Gajapati a very long life. Koti pranam ଗଜପତିଙ୍କୁ
@spmoviodia
@spmoviodia Ай бұрын
❤❤❤ଆମ ଗଜପତି ମହାରାଜା ମହୋଦୟ ଙ୍କୁ ଏଇଠି ମୁଣ୍ଡିଆ ମାରୁଛି ଅତି ଚମତ୍କାର ଦୃଶ୍ୟ ର ଭିଡିଓ 🙏🙏🙏
@rabinarayan651
@rabinarayan651 2 ай бұрын
ଚଳନ୍ତି ପ୍ରତିମା ମଣୀମା ଙ୍କର ଦିବ୍ୟ ଅନୁଭୂତି ଜୟ ଜଗନ୍ନାଥ 🙏🙏🙏❤
@jasminlifeforhope9325
@jasminlifeforhope9325 2 ай бұрын
କେତେ ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କଲେ 🙏🙏
@satyakrishnaroutray9724
@satyakrishnaroutray9724 2 ай бұрын
His thoughts, words, condescension , civility, speaks a lot of walking god Shee Gajapati Maharaj.....🙏🙏🙏
@priyankadhal7809
@priyankadhal7809 3 ай бұрын
Bahut khusi lagila .jay jagannath
@prashantamohanty9136
@prashantamohanty9136 2 ай бұрын
ମୋ ଜଗନ୍ନାଥ ମହାନ୍ ତାଙ୍କ ଭକ୍ତ ବି ମହାନ୍ 🙏❤️🙏
@sushamarout2598
@sushamarout2598 3 ай бұрын
ମହାରାଜ ଙ୍କୁ ଶୁଣି ବହୁତ୍ ଆନନ୍ଦ ଅନୁଭବ କଲୁ।ପ୍ରଭୁ ଙ୍କ କଲ୍ୟାଣ ରୁ ମହାଭାଗ ଦୀର୍ଘ ଆୟୁ ତଥା ଆଶୀର୍ବାଦମୟ ଜୀବନ କାମନା କରେ ।
@kalyanimuduli..2763
@kalyanimuduli..2763 3 ай бұрын
ଗଜପତି ମହାରାଜା ଙ୍କ କଥା ଶୁଣି ବହୁତ୍ ଖୁସୀ ଲାଗିଲା..ଜୟ ଜଗନ୍ନାଥ ⚫‼️⚫🙏
@PadmanBhatra-vv8wj
@PadmanBhatra-vv8wj 3 ай бұрын
ଜୟ ଜଗନ୍ନାଥ 🙏🙏🙏🌹
@laxmipriya4378
@laxmipriya4378 3 ай бұрын
Jay shree Jagannath 🙏❤️
@gangadharsahu5898
@gangadharsahu5898 2 ай бұрын
ଶ୍ରୀଶ୍ରୀ ଗଜପତି ମହାରାଜଙ୍କୁ ମୋର ଭୂମଷ୍ଠ ପ୍ରଣାମ
@skaifoundation8120
@skaifoundation8120 3 ай бұрын
Prabhu amara best friend, guide everything. 🙏❤
@surendrabarad5260
@surendrabarad5260 3 ай бұрын
ଜୟ ଜଗନ୍ନାଥ🙏🙏💐💐
@aryaayushmanjena7214
@aryaayushmanjena7214 3 ай бұрын
ଜୟ ଶ୍ରୀ ଜଗନ୍ନାଥ। ଗଜପତି ମହାରାଜା ଙ୍କୁ କୋଟି ପ୍ରଣାମ । ଆମ ଗଜପତି ମହାରାଜା ବହୁତ ସରଳ ମଣିଷ
@himanshusekharmajhi4268
@himanshusekharmajhi4268 2 ай бұрын
ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମୋର ଭୂମିଷ୍ଟ ପ୍ରଣାମ 🙏🙏🙏🙏🙏
@jnanadiptasamantaray1562
@jnanadiptasamantaray1562 3 ай бұрын
ଗଜପତି ମହାରାଜ ଚାହିଁଲେ ଆମର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଆଧ୍ୟାତ୍ମିକ ଶିକ୍ଷାର ପ୍ରଣୟନ ପାଇଁ ମହାରାଜ କାହିଁକି ଚେଷ୍ଟା କରୁ ନାହାନ୍ତି । ଓଡ଼ିଶାର ଶାସନ ଭାର ନଥିଲେ ବି ଓଡ଼ିଆଙ୍କ ହୃଦୟରେ । ଆପଣେ ଚାହିଁଲେ ମହାପ୍ରଭୁଙ୍କ ଇଛା କ'ଣ ଜାଣି ପାରୁ ନଥିବେ ।
@aproudjagannathbhaktkaling6054
@aproudjagannathbhaktkaling6054 12 күн бұрын
ସେଟା ସେ କରି ପାରିବେନି ପ୍ରଶାସନିକ କ୍ଷମତା ନାହିଁ ତାଙ୍କର
@madhusudansahu1210
@madhusudansahu1210 3 ай бұрын
ବହୁତ ଭଲ।
@kirtanbhandar9780
@kirtanbhandar9780 2 ай бұрын
ଜଗତର ନାଥ ଜଗନ୍ନାଥ ଙ୍କୁ ମୋର କୋଟି ପ୍ରଣାମ 🙏🙏🙏 ଗଜପତି ମହାରାଜା ଙ୍କୁ ସେବକ ରୂପେ ଭି ମୋର ପ୍ରଣାମ
@mr.miniketan9311
@mr.miniketan9311 2 ай бұрын
ବହୁତ୍ ସୁନ୍ଦର୍ ବିଷୟର ଆଲୋଚନା,,,, ରାଜା ହେବ ତୋ ଆମ ରାଜାଙ୍କ ପରି Jai jagannath 🙏🙏🙏
@daitaryjena6661
@daitaryjena6661 3 ай бұрын
ରତ୍ନ ଭଣ୍ଡାର ସାପ ନାହାନ୍ତି ଏସବୁ କାହାଣି ଚୋରି କରି ନେଇଛନ୍ତି ଯେଉଁ ମାନେ ସେହିମାନେ କହନ୍ତି ।
@suryacreationandvlogs
@suryacreationandvlogs 2 ай бұрын
ବାବୁସାନ୍ ମହାନ୍ତି,ଅନୁଗୁଳିଆ ବଣ୍ଟି,ରାଜୁ ଦାସ ,ଆମ ସାଂସଦ ସମ୍ବିତ ପାତ୍ର କୁ ଡାକନ୍ତୁ ❤
@Bibhutibhusanrout-bc4zy
@Bibhutibhusanrout-bc4zy 3 ай бұрын
ଜୟଶ୍ରୀ ଗଜପତି ମହାରାଜଙ୍କ ପାଦତଳେ କୋଟିକୋଟି ପ୍ଣଣାମ🎉 ଜୟଜଗନାଥଜୟ 🎉🎉
@anandyoga5637
@anandyoga5637 2 ай бұрын
ଗଜପତି ମହାରାଜ ଆଧ୍ୟାତ୍ମିକ ଜ୍ଞାନ ଅତି ସରଳ ଭାଷାରେ ବର୍ଣ୍ଣନା କରି ଆମ୍ଭମାନଙ୍କୁ ଉପକୃତ କଲେ l ଜୟ ଜଗନ୍ନାଥ 🙏🏼
@mitamanjaribehera3263
@mitamanjaribehera3263 Ай бұрын
Jay Jagannath 🙏🙏🙏
@SucharitaAcharya-v7k
@SucharitaAcharya-v7k 3 ай бұрын
Gajapati maharaj ama pain thakura saman 🙏🏼 bahut vala lagila gajapati nka pratiti prasna ra utara hrudaya sparsi
@ratnamanjari5804
@ratnamanjari5804 3 ай бұрын
Gajapati Maharaj nku mora kotikoti 2 pranam ❤🙏 .Sia amara chalanti thakura 🙏 . 🙏🙏🌹 Jai Jagannath prabhu 🌹🙏🙏
@Liger0999
@Liger0999 3 ай бұрын
ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଗଜପତି ମହାରାଜ ଦୀର୍ଘାୟୁ ହୁଅନ୍ତୁ❤❤❤❤❤❤❤❤❤❤ଜୟ ଜଗନ୍ନାଥ
@pitambarsahoo6171
@pitambarsahoo6171 Ай бұрын
ଅତି ପ୍ରlଣସ୍ପର୍ଶି ସlଖାତକlର ,ମହାପ୍ରଭୁ ଙ୍କ ଲୀଳା ଅବର୍ଣ୍ଣନୀୟ।
@birakishoresahoo3080
@birakishoresahoo3080 3 ай бұрын
Gajapati Maharaja nka katha bahut upadeya.Raghunandan library damage heba jaha media ru sunajae taha thik ki.Library ra bahu puratan pustak/pothi ebe surakhita ki.Maharaj sethiprati padakhep neithibe boli asha.
@gourangacharanmaharana9161
@gourangacharanmaharana9161 3 ай бұрын
ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ଶାସ୍ତ୍ର କହେ। ଆମ ଉତ୍କଳ ର ଗୌରବ ତେଣୁ ଉତ୍କଳ ବାସୀଙ୍କ ଅନେକ ସମ୍ମାନ
@sapankumarmohanta6136
@sapankumarmohanta6136 2 ай бұрын
Jay jagannath
@srikantamohanta4554
@srikantamohanta4554 3 ай бұрын
Jay jagannathjaypanchasakha Jayguruswami kesabanarayan jaygurubhi
@abinashpradhan1118
@abinashpradhan1118 2 ай бұрын
Bahut sarala manisha jane ama priya gajapati maha raja sabu bele khushi au mahaprabhu ka agyandhina ruhantu
@subhaprasadpradhan2093
@subhaprasadpradhan2093 3 ай бұрын
ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆପଣ କୋଟି ଓଡ଼ିଆଙ୍କ ମୌଡ ମଣି ଚଳନ୍ତି ଜଗନ୍ନାଥ। ଆପଣଙ୍କ ପ୍ରତ୍ୟେକ ବାର୍ତ୍ତା ଆମ ପାଇଁ ସ୍ୱୟଂ ଜଗନ୍ନାଥଙ୍କ ଆଶୀର୍ବାଦ। ଜୟ ଜଗନ୍ନାଥ 🙏🙏🙏
@lovingsujatacreationvideo8346
@lovingsujatacreationvideo8346 2 ай бұрын
ଶ୍ରୀ ଶ୍ରୀ ଗଜପତି ମହାରାଜା ଙ୍କୁ ମୋର ଭୂମିଷ୍ଠ ପ୍ରଣାମ 🙏
@usharanigouda879
@usharanigouda879 3 ай бұрын
Atma srunkhala, salinata, santasista and bhdra byakti amara gajapati maharaj and sambadika sir we are respect both of you🙏🙏🙏
@LazyTurtle587
@LazyTurtle587 2 ай бұрын
ସବୁ ରତ୍ନ ଲୁଣ୍ଠନ ହେଇଚି....ବାସ୍କ ମାନଙ୍କରେ କୌଣସି ଧନରତ୍ନ ନାହିଁ...ସବୁ ଚୋରି ହେଇଚି....ଜନସାଧାରଣଙ୍କୁ କେବଳ ଭୁଆଁ ବୁଲାଯାଉଛି....
@SarojBishi-bw1rt
@SarojBishi-bw1rt 3 ай бұрын
He mahabahu Jagannath Apananku koti koti Pranam
@smitadarsininayak3948
@smitadarsininayak3948 3 ай бұрын
ଗଜପତି ମହାରାଜାଙ୍କ କଥା ଆଉ ଉପସ୍ଥାପନ ବହୁତ୍ ଭଲ ଲାଗିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହିତ ଆମ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ରେ ସହାୟକ ହୁଅନ୍ତୁ । 🙏 ଜୟ ଜଗନ୍ନାଥ 🙏
@nalitdas2597
@nalitdas2597 3 ай бұрын
By 1❤:20
@bijoyparida5720
@bijoyparida5720 3 ай бұрын
ଶ୍ରୀ ଶ୍ରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଙ୍କୁ ଶତ ଶତ କୋଟି ପ୍ରଣାମ 🙏🙏🙏 ଜୟ ଜଗନ୍ନାଥ 🌹🌹🌹
@Sinusahoowd2dm
@Sinusahoowd2dm 3 ай бұрын
ବହୁତ୍ ଶିଖିବା କଥା ଆଉ ଜାଣିବା କଥା ଅଛି 🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🚩
Please Help This Poor Boy 🙏
00:40
Alan Chikin Chow
Рет қаралды 23 МЛН
How do Cats Eat Watermelon? 🍉
00:21
One More
Рет қаралды 11 МЛН
🔵 Unveiling The Truth With Jatra Actress Rani Panda || Kanak News
23:22