Rok Thok | ଖୋଲୁଛି ପିସି କେଳେଙ୍କାରୀ ପେଡି | 12 Aug 2024 | Argus News

  Рет қаралды 107,283

Argus News

Argus News

Күн бұрын

Пікірлер: 252
@anasuyamohapatra931
@anasuyamohapatra931 2 ай бұрын
Thank you for the news durgashis Babu
@dillipkumarkumar1959
@dillipkumarkumar1959 2 ай бұрын
Sabasa argus midiya
@brahmanandaroul3193
@brahmanandaroul3193 2 ай бұрын
ସବୁ ମନ୍ତ୍ରୀ MLA ଙ୍କୁ vizilance inquari କରିବା ପାଇଁ ସହଯୋଗ କରନ୍ତୁ l
@LokanathPradhan-vr5hz
@LokanathPradhan-vr5hz 2 ай бұрын
ରାଜ୍ୟର ସମସ୍ତ ପଞ୍ଚାୟତକୁ ହଠାତ୍ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଉ ନାହିଁ କାହିଁକି ଏବଂ ସମସ୍ତ ପଞ୍ଚାୟତକୁ ଭିଜିଲାନ୍ସ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଉ ତାହେଲେ ଜିରୋ (ଠ)ଟଲେରାନ୍ସ ବୋଲି କୁହାଯିବ ।
@Mr.07official07
@Mr.07official07 2 ай бұрын
Pandian upare ଭିଜିଲାନ୍ସ ରେଡ କରାଯାଉ
@RajanaNayak-r6t
@RajanaNayak-r6t 2 ай бұрын
ମୋହନ ସର କାର ଧର୍ମର ସରକାର, ଜୟ ଶ୍ରୀ ରାମ
@SureshPusti
@SureshPusti 2 ай бұрын
ବିଜେଡି, ପାଣ୍ଡୁର ଚାଟୁକାର୍ କିଶୋର ହୋତା, ଏ ନିଲ୍ଲଜ ଟାକୁ ଡିବେଡ୍ ରେ କାହିଁକି ଡାକୁଛନ୍ତି,
@manojpagal8991
@manojpagal8991 2 ай бұрын
You are a great .ptoo
@saratkumarram6543
@saratkumarram6543 2 ай бұрын
Thanks a lot
@ratnakarbarik7186
@ratnakarbarik7186 2 ай бұрын
ଏମାନଙ୍କ ବ୍ୟତୀତ ଓଡ଼ିଶାରେ ଆହୁରି ବଡବଡ କୁବେର ଅଫିସର ଅଛନ୍ତି, ସେମାନଙ୍କୁ ପର୍ଯ୍ୟୟ କ୍ରମେ ଧରାଗଲେ ଓଡିଶାର ଲୋକମାନେ ଅପେକ୍ଷାରେ ଅଛନ୍ତି, ଯାହାକି ନବୀନ ସରକାର ଘଣ୍ଟ ଘୋଡାଇ ରଖିଥିଲା ll
@urmilatripathy6826
@urmilatripathy6826 2 ай бұрын
Many Many thanks to Durgasis babu for your valuable khulasha.❤❤❤❤
@jeetendrakumarmohanty2963
@jeetendrakumarmohanty2963 2 ай бұрын
ବିଜେଡି ର ମେମ୍ବର ମାନେ ଡିବେଟ୍ ସମୟରେ ପ୍ରସଂଗକୁ ଗୁରୁତ୍ୱ ନ ଦେଇ ସମୟ ନଷ୍ଟ କରୁଛନ୍ତି ଓ ପ୍ରସଂଗ ବିଷୟରେ prepare ହୋଇ ଆସୁ ନାହାଁନ୍ତି।
@Prabhat.bishoyi
@Prabhat.bishoyi 2 ай бұрын
ନବିନ ସରକାର ସମୟରେ ଯେତେ କରପ୍ସନ ହୋଇଛି, ଓଡ଼ିଶା ରେ ଆଗରୁ ଯେତେ ସରକାର ଯାଇଛି ସେତିକି କରପ୍ସନ କାହା ସମୟରେ ବି ହୋଇନଥିଲା। ତେଣୁ ମୁଖ୍ଯ ଅଭିଯୁକ୍ତ ନବିନ ପଟନାୟକ।
@SaudaminiDas-t8i
@SaudaminiDas-t8i 2 ай бұрын
Bou ghartar dhan sabu flas bili karuthile
@SaudaminiDas-t8i
@SaudaminiDas-t8i 2 ай бұрын
Se chhodi pua Mane bjd MALdheluchhanti
@dharanidharnayak7728
@dharanidharnayak7728 2 ай бұрын
ଓଡ଼ିଶାବାସୀ ଅନେଇଛେନ୍ତି ଏଭଳି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ଉପରେ କି ପ୍ରକାର ପଦକ୍ଷେପ ବର୍ତ୍ତମାନର ସରକାର ନେଉଛନ୍ତି?
@samarendramohanty1038
@samarendramohanty1038 2 ай бұрын
ଦୁର୍ନୀତି ଲୋକଙ୍କୁ ଜେଲ ପଠାଓ
@debendradhal5935
@debendradhal5935 2 ай бұрын
ସରକାର ସଠିକ୍ ତଦାରଖ କରି ତାଙ୍କ ଠାରୁ ଆଦାୟ କରାଯିବା ଉଚିତ୍
@ashokkumarpal596
@ashokkumarpal596 2 ай бұрын
ଭିଜିଲାନ୍ସ ବିଭାଗରେ ଆହୁରି ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଇ ଜୋରଦାର ଚଢ଼ଊ କରାଯାଉ .
@Prabhat.bishoyi
@Prabhat.bishoyi 2 ай бұрын
ଘର ଭିତରେ ଯାହା ଭୁଲ୍ ହୁଏ, ସେଥିପାଇଁ ଘର ମାଲିକ ଦାୟି। ତେଣୁ ଓଡ଼ିଶା ରେ ଯାହା ହୋଇଛି ସେଥିପାଇଁ ନବିନ ପଟନାୟକ ଦାୟି, ସେହିଁ ମୁଖ୍ଯ ଅଭିଯୁକ୍ତ।
@munakumar5538
@munakumar5538 2 ай бұрын
ତାହେଲେ ନବୀନ ବିରୁଦ୍ଧରେ ଏଯାଏ ତଦନ୍ତ ନିର୍ଦେଶ ବି ଦେଇ ନାହାନ୍ତି ମୋହନ ସରକାର
@MithaliNaik-yp6bt
@MithaliNaik-yp6bt 2 ай бұрын
​@@munakumar553800❤
@SumantaNayak-pf4cf
@SumantaNayak-pf4cf 2 ай бұрын
ଜୟ ଜଗନ୍ନାଥ,,, ବଡ଼ମ୍ବା ନରସିଂହପୁର,, ରେ ଭିଜିଲାନ୍ସ ନଜର ପଡୁ
@kahnucharanbhola3634
@kahnucharanbhola3634 2 ай бұрын
Nabin patnaik ku jail kebe ?
@Sabdhan24
@Sabdhan24 2 ай бұрын
ଆମ ପଶ୍ଚିମ ଓଡିଶା ଆସନ୍ତୁ କୁବେର ନୁହଁ ମହାକୁବେର ମିଳିବେ..
@gokulmeher6168
@gokulmeher6168 2 ай бұрын
୨୪ବର୍ଷର ସରକାର ଅଟେ।bjd ନେତା ବିଭିନ୍ନ କଥା କହି ସମୟ ବରବାଦ୍ କରୁଛନ୍ତି
@prakashkumarjena.babusan.n3760
@prakashkumarjena.babusan.n3760 2 ай бұрын
5t ନାମରେ କେତେ ଲୁଟିଛ ? ଜଗନ୍ନାଥଙ୍କୁ ଭଡାଗାଡି,ରିକ୍ସା, ଟ୍ରାକ୍ଟର,ଡମ୍ଫରରେ ବୁଲେଇ ସଂସ୍କାର, ସଂସ୍କୃତି କୁ ଚୁରମାର କରିଛ
@SunilMishra-rw1wi
@SunilMishra-rw1wi 2 ай бұрын
ଧୀରେ ଧୀରେ ମୁଳୁ ମାଇଲେ ଯିବ ସରି ଦେବଙ୍କ ସଂଗେ କିମ୍ପା କଳି ଆରମ୍ଭ ହୋଇ ଗଲା ବବି ପାଣ୍ଡୁ ହୁସିଆର ଥାଅ କେତେ ବେଳେ ତୁମ ପାଳି ଆସିବ ତାହା ଭଗବାନ ଙ୍କୁ ଜଣା ସାବଧାନ ତୁମ କୁ ଧରିଲେ ଏ ଛୋଟ ଛୋଟ କୁବେର ପଳେଇ ଯିବେ ସେଥିପାଇଁ ମୋହନ ସରକାର ଏମାନଙ୍କ ଠାରୁ ଆରମ୍ଭ କରୁଛି ପାଞ୍ଚ ମାସରେ ସବୁ ସଫା
@jagdishkumarrath4631
@jagdishkumarrath4631 2 ай бұрын
ବିଜେଡି ସରକାର ର ଅନେକ ଦୁର୍ନୀତି ଲୋକ ଲୋଚନ କୁ ଆସୁଛି।କିନ୍ତୁ ଲାଗୁନାହିଁ ମୋହନ ସରକାର କିଛି ପଦକ୍ଷେପ ନେଇ ପାରିବେ? pandian କୁ ଏବେ ବି Z security ଦେବାର ରହସ୍ୟ କିଛି ବୁଝି ହେଉନାହିଁ।
@Panchananmuduli-o8o
@Panchananmuduli-o8o 2 ай бұрын
Amanku fasi diaa jiba katha
@prakashkumarjena.babusan.n3760
@prakashkumarjena.babusan.n3760 2 ай бұрын
ଖାଲି ଅପେକ୍ଷା କରନ୍ତୁ ଖାଲି ତ କନ.. କନ.... 🤣🤣
@MrSubash4321
@MrSubash4321 2 ай бұрын
Odisha ku pura khola Kari sarichhanti
@Babaphakiryoutube
@Babaphakiryoutube 2 ай бұрын
ଯାଜପୁରରେ ସବୁ ରାଜ୍ୟସଭା ସଦସ୍ୟ ଟଙ୍କା ଖର୍ଚ୍ଚ କରାଯାଇ ନାହିଁ ସେ ସବୁ ଟଙ୍କା ଖାଇଦେଲେ bjd MLA ସବୁ
@debendranathpal813
@debendranathpal813 2 ай бұрын
କି ପ୍ରକାରଭେଦ ଦୃଶ୍ୟ! କି ଭଳି ବିଜେଡି ଶାସନ କାଳରେ, ନବିନ ବାବୁ ଙ୍କ ଦୁର୍ବଳ ଅପାରଗ ଶାସନ ସତ୍ତା ତାହା ଅନୁମେୟ। ନବୀନ ନିଜେ ଭଲ ଲୋକ ଟିଏ ହୋଇ ପାରନ୍ତି କିନ୍ତୁ ନିଜର ଦାଇତ୍ଵ ରେ ସନ୍ନ୍ୟାସ ଆହୁରି ଆଗରୁ ନେବା ଦରକାର୍ ଥିଲା। ନଚେତ୍ ଚାଣକ୍ୟ ଭଳି ଗୁପ୍ତ ଚତୁର ପାରଦର୍ଶତା ରେ ରାଜ୍ୟ ର ସେବା ଅଧିକାରୀ ଙ୍କ କ୍ରିୟା କଲାପ କୁ ତୀକ୍ଷ୍ମ ଦୃଷ୍ଟି ଦେବା ଆବଶ୍ୟକ। ନଚେତ୍ ଏଇ ଅଧିକାରୀ ସବୁ ଲୁଟି ନେଲେ କେବଳ ମୁଖିଆ (ନବୀନ) ଙ୍କ ଅପାରଗ ଓ ଅଣ ଦକ୍ଷ ରାଜନୀତି ଯୋଗୁଁ।
@MaheshKumar-te6wz
@MaheshKumar-te6wz 2 ай бұрын
ଆପଣ ଯେବେ ଡିବେଟକରୁଛନ୍ତି କଂଗ୍ରେସ ବିଜେଡି ଓ ବିଜେପି ନେଇ କରନ୍ତୁ ଭଲ ହେବ
@munakumar5538
@munakumar5538 2 ай бұрын
ଓଡ଼ିଶାରେ ବିଜେପି ଆଉ କିଛିଦିନ ପରେ ତାର ସତ୍ତା ହରାଇବ ଓ କଂଗ୍ରେସ କ୍ଷମତlକୁ ଆସିଯିବ କାରଣ ଅମିତ ଶାହା ହିଁ ପାଣ୍ଡିଆନକୁ ଶରଣ ଦେଇ z secirity ଯୋଗାଇଛନ୍ତି l ଏହି ଅମିତ ଶାହା ହିଁ UP ରେ ବିଜେପି ର ପଟ୍ଟନ ର କାରଣ. ଆମେ ଶୁଣି ଆଶ୍ଚର୍ଯ୍ୟ ଯେ ବିଜେପି ଜନlଦେଶ କୁ ଜଳାଞ୍ଜଳି ଦେଇ ପାଣ୍ଡିଆନ କୁ ଦୁଇମାସ ଗଲାଣି, ତଥାପି ବି ତଦନ୍ତ କରି ନାହାନ୍ତି l 450 ସ୍ଥାନକୁ helicopter ରେ 2020 ରୁ 2023 ଭିତରେ ଏ ଲୋକ ଯାଇଛି l ତୁମେ ଆଜି ତାକୁ z security ଦେଇଛ?
@krushnachandrapatra5656
@krushnachandrapatra5656 2 ай бұрын
Take. Action
@prakashswain8674
@prakashswain8674 2 ай бұрын
ଏପରି ଜଣେ କ୍ରୀତଦାସ କେବେ ରାଜ୍ଯ କିମ୍ବା ରାଜ୍ଯ ବାସୀଙ୍କର ସ୍ବାର୍ଥ ପାଇଁ ତଥ୍ଯ ଭିତ୍ତିକ ଯୁକ୍ତି ରଖିବାକୁ ସମର୍ଥ ନୁହଁନ୍ତି ।ବରଂ ଅଣ ଓଡିଆଙ୍କର ସ୍ବାର୍ଥ ରକ୍ଷା ପାଇଁ ଗେନ୍ଦିରି ଯୁକ୍ତି ରଖିବାକୁ ଯାଇ, ବାସ୍ତବ ବିଷୟ ଠାରୁ ଦୂରେଇବେ ।
@aratadash5311
@aratadash5311 2 ай бұрын
ନିର୍ଲଜ୍ଜ ବିଜେଡି ସରକାରି ଦଳର ଲୋକ ଛି ଛି ଛି
@SatrughanNayak-qf1rt
@SatrughanNayak-qf1rt 2 ай бұрын
ବିଜେଡ଼ି ମୁଖିଆ ଆଉ ବିଜେଡ଼ି ନେତା ମାନେ କେବେ ଜେଲ୍ ରେ ଭର୍ତ୍ତି ହେବେ କୁହନ୍ତୁ, ୟେ ବିଜେଡ଼ି ନେତାଙ୍କୁ ପଚାରନ୍ତୁ ୟା ପୂର୍ବରୁ କେଉଁ ସରକାର୍ ଶାସନ କରୁଥିଲା, ଯଦି ବିଜେଡ଼ି ଶାସନ କରୁଥିଲା ତେବେ ବିଜେଡ଼ି କୁ ଟାର୍ଗେଟ କରିବେ ନାହିଁ ତ କାହାକୁ କହିବେ ବେଲାଜ୍ୟା ବିଜେଡ଼ି ନେତା,
@SrikrishnaMahanta
@SrikrishnaMahanta 2 ай бұрын
ଆମେ ଓଡ଼ିଶା ବାସି ଅପେକ୍ଷା କରି ଚାହିଁ ବସିଛୁ, ଦୁର୍ନୀତି ଗ୍ରସ୍ତ ବଡ଼ ବଡ଼ କୁବେର ନେତା ମାନେ କେବେ ବନ୍ଧା ହେବେ। ନିର୍ଲଜ କିଶୋର ବାବୁଙ୍କୁ ଡିବେଟକୁ ନଡାକି ମୁଖପାତ୍ର ପରିବର୍ତ୍ତନ କରାଯାଉ
@ashokkumarmishra6186
@ashokkumarmishra6186 2 ай бұрын
ଭାଇ ପୂର୍ବରୁ ଭିଜିଲାନ୍ସ ଧରୁଥିଲା ଯେ ଛୋଟଛୋଟିଆଙ୍କୁ ଧରି ବାହାବାହା ନେଉଥିଲେ କିନ୍ତୁ ଏ କୁବେର ବାବୁ ମାନଙ୍କୁଠୂ ଚାନ୍ଦା ନେଇ ଘଣ୍ଟାଘୋଡାଉଥିଲେ
@kabitasahoo8385
@kabitasahoo8385 2 ай бұрын
Lots of Odiyas have visited America. Some I know some I don't. When I asked my mausa to come to America. He said I can't because I am a govt employee. That is when he explained what was going on. Odiya society made me smarter. God, what is happening in our world. 🙏
@umeshrout3599
@umeshrout3599 2 ай бұрын
ନବୀନ ସରକାର ଏକ ଅଂଧ ମୂକ ବଧିର ସରକାର ଥିଲା ନବୀନ ସେମାନଙ୍କର ମାଷ୍ଟର l
@tapannayak4187
@tapannayak4187 2 ай бұрын
କିଛି ହବନି ଏମିତି କେତେ କେସ ଗଲାଣି ଏହା ପରେ ଦୋଷୀ କଣ ଦଣ୍ଡ ପାଉଛି ଜାଣି ହେଉନି ତେଣୁ ମିଡିଆ କୁ ଅନୁରୋଧ ପୁରା କେସ୍ ଦେଖାନ୍ତୁ, ଜିଏ ମାରି ଖାଇ ପାରିଲା ସେ ବୁଦ୍ଧିଆ କଣ ହବ ରିଟାୟାର୍ଡ ଲୋକ ଜୀବନରେ ଥାଇଲ୍ୟାଣ୍ଡ ସେବା ଉପଭୋଗ କଲେ ଆଉ କଣ କିଛି ଦିନ ପରେ ରଫା ଦଫା ହେଇଜିବ ଆମ ଦେଶରେ ଆଇନ କାନୁନ ଦୁର୍ବଳ ଜଦି ଦଣ୍ଡ କଠୋର ହୁଅନ୍ତା ଦୁର୍ନୀତି ଆପେ ଆପେ ଲୋପ ପାଇଯାନ୍ତା
@niharpalai3774
@niharpalai3774 2 ай бұрын
ଖାଲି ଖୋଲିଲେ ହେବନି, BJD ra ଦୁର୍ନିତୀ ସବୁ ପର୍ଦ୍ଦାଫାଶ କରି ଦଣ୍ଡିତ କରାଯାଉ
@ashokkumarpal596
@ashokkumarpal596 2 ай бұрын
ସ୍ୱଳ୍ପ ପାରିଶ୍ରିମିକ ରେ stipendiary engineer ରେ ଚାକିରୀ ଆରମ୍ଭ କରିଥିବା ଲୋକ ପାଖରେ ଏତେ ସମ୍ପତି .
@tsggurukul2197
@tsggurukul2197 2 ай бұрын
Kichi hebani, all is well setting
@gabinnaik5985
@gabinnaik5985 2 ай бұрын
Apan mane khusi ta
@harikendu2553
@harikendu2553 2 ай бұрын
Trp pai new koraput asantu sir new Kara bauth samasiya achi bhala bi new Kara sarbebabantu
@netajidash9367
@netajidash9367 2 ай бұрын
କିଶୋର ବାବୁଙ୍କୁ ବାଧିଯାଉଚି। ତାଙ୍କ ବେଳେ ଧରା ପଡ଼ୁଥଲେ ସତ କିନ୍ତୁ କିଏ? କରାଣ୍ଡି ଗଡ଼ିସ । ଭାକୁଡ଼ କାହିଁକି ଧରା ପଡ଼ୁନଥିଲେ? କିଶୋର ବାବୁ,ଜାଣିରଖ ଲୋକ ହେଉଛନ୍ତି ସମ୍ବଳ। ଆଉ ଲୋକେ ଜଣିଲେଣି ସତ। ଧଳା କୁର୍ତା ପିନ୍ଧି "ଦୁର୍ନୀତି ର ଛାଇ ମାଡ଼ନ୍ତି ନାହିଁ" ଡାଇଲଗ ମାରି କାମ ହୁଏ ନି
@MNMP2024
@MNMP2024 2 ай бұрын
ସେ ବାବୁ। ଷଣ୍ଢକୁ ଭାଗବତ ପଢାଉଛନ୍ତି !!
@PrakashTarai-q9u
@PrakashTarai-q9u 2 ай бұрын
ଏ ମାଗିହା ଚୋରୋ ମାନେ ଗରିବଙ୍କୁ ଲୁଟିଛନ୍ତି, ଏମାନଙ୍କୁ ଘରୁ ଟାଣିଆଣି ବିଚ୍ ଆଡ଼କରେ ଲଙ୍ଗଳା କରେଇ ବୁଲେବା ଦରକାର,
@debendranathpal813
@debendranathpal813 2 ай бұрын
Mr pandiyan ସର୍ବ ଗୀଳ ଅଭିଯାନ ଅନ୍ତର୍ଗତ କେତେ ନମ୍ୱର ଏହି ବାବୁ ଙ୍କ ନମ୍ୱର? ଆପଣ ମୁଖ୍ୟ ସଚିବ? ଆପଣ ଙ୍କ ପୋଖରୀରେ କେତେ ରୋହି? ଏହା ଜାଣିବାକୁ ଓଡ଼ିଶା ବାସୀ ଉତ୍ସୁକ।
@pradiptaku.singhpradipta5086
@pradiptaku.singhpradipta5086 2 ай бұрын
Wait for action against corrupt officer
@santoshdakua6698
@santoshdakua6698 2 ай бұрын
ସବୁ ଚୋର ଙ୍କ ଦଳ ବିଜୁଜନତା ଦଳ 👍
@sanjeebkusahu6355
@sanjeebkusahu6355 2 ай бұрын
ପାଖ ଲୋକଙ୍କୁ କେହି ଧରେ?
@padmanava3754
@padmanava3754 2 ай бұрын
Khojile Ahuri baharibe ...
@rameshchandrabehera9435
@rameshchandrabehera9435 2 ай бұрын
କୁବେରବାବୁ ମାନେ। ନବୀନ ବାବୁଙ୍କ ଅବଦାନ ପାଣ୍ଡୁ ଓ ବବି ତାଙ୍କର ଦୁଇ ହାତ
@raghubirdas7621
@raghubirdas7621 2 ай бұрын
Nabin babu is the main culprit He has encouraged these officers to loot the property
@hemantsamant8993
@hemantsamant8993 2 ай бұрын
ଅନ୍ୟ ଦୁଇ ଜଣ ଯାହାଙ୍କ ନା ନେଲେ ସେମାନଙ୍କର କଣ
@sanu3983
@sanu3983 2 ай бұрын
ମାଗିହା ନବୀନ ଶଳା ତତେ ଲଙ୍ଗଳା କରି ପିଟିବା କଥା
@raghumaninayak9593
@raghumaninayak9593 2 ай бұрын
କିଶୋର ହୋତା ବିଜେଡି ଦଳର ମୁହଁ ଇସ୍ପାତ ପଛ ସାନିପାତ ନେତା , ବିଜେଡି ଦଳର ନୀତି ଆଦର୍ଶ ଆଇନ ତା ବାଟରେ ଯିବ, ଏତିକିରେ କାମ ସରି ଯାଉଥିଲା, ନବୀନ ସରକାର ଓଡିଶା ଇତିହାସରେ ଏକ କଳା ଇତିହାସ ଯୁଗ ଯୁଗ ରହିବ, ସେଥିପାଇଁ କୁହାଯାଏ ବଂଶ ବୁଡ଼ିଲା ବେଳକୁ ଘୋଡା ମୁହାଁ ପୁଅ ହୁଅନ୍ତି,ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ସୁନେଲି ଇତିହାସକୁ ନବୀନ ବାବୁ ନଷ୍ଟ ଭ୍ରଷ୍ଟ କରି ଧୂଳିସାତ କରିଦେଲେ 😄😄😄
@debendrakumaracharya4581
@debendrakumaracharya4581 2 ай бұрын
ଯୋଉ ପେଡ଼ି ଖୋଲିଲେ ବି ମୋହନ ସରକାର ପାଣ୍ତିଆଁ ଙ୍କ କିଛି ବଙ୍କା କରିପାରିବେନି। ଏ ପର୍ଯ୍ୟନ୍ତ ପାଣ୍ଡିଆନଙ୍କ ଠାରୁ z security ହଟାଇବାକୁ ମୋହନ ସରକାରଙ୍କ ସାହସ ନାହିଁ।ଆଉ ତଦନ୍ତ କରିବେ କଣ? ଏ ଗୁଡାକ ଖାଲି ଟିଭି ଚ୍ୟାନେଲ ର trp ବଢେଇବା ପାଇଁ ଉଦ୍ଦିଷ୍ଟ।
@khageswersahoo3140
@khageswersahoo3140 2 ай бұрын
ଏବେ ଵି ପାଣ୍ଡୀଆନ ତ ଦିନରେ ନବୀନ ନିବାସ ରେ ରାତିରେ ପାଣ୍ଡୀ ଆନ ନିଜ କ୍ଵାଟର ରହୁଛନ୍ତି ସେଥିପାଇଁ ରାତିରେ ଜଗିବାକୁ ୬ PCO ଅଛନ୍ତି ପାଣ୍ଡୀ ଆନ ପାଇଁ ମାଇଚିଆ ମନ୍ତ୍ରୀ କୁ ମାଇଚିଆ ସରକାର
@ashoknanda1170
@ashoknanda1170 2 ай бұрын
Gariba Odisha Dhani Officer
@trilochanpatnaik6321
@trilochanpatnaik6321 2 ай бұрын
ପାଣ୍ଡିଆ ନବୀନ ଯୋଡ଼ି କେବେ ଆଇନ ଜାଲ କୁ ଆସିବେ ଓଡ଼ିଶା ବାସୀ ଅନେଇ ଛନ୍ତି।
@pranaya3971
@pranaya3971 2 ай бұрын
All BDO Also
@dolagobindasahu4917
@dolagobindasahu4917 2 ай бұрын
ସମସ୍ତ vigilance trap ହୋଇଥିବା ଅଫିସରଙ୍କର ସମସ୍ତ ସମ୍ପତ୍ତି ସରକାର ବ୍ୟାଯାପ୍ତି କରିବା ସହ ଏମାନଙ୍କୁ ଫାଶୀ ଦଣ୍ଡ ଓ ଏମାନଙ୍କ ସହ ସମ୍ପୃକ୍ତ ସରକାର ଅଧିକାରୀ ଙ୍କୁ ଚାକିରିରୁ ବହିଷ୍କାର କରିବା ଉଚିତ।BJD ନେତା କିଶୋର ହୋତା କିଛି ଜାଣି ନାହାଁନ୍ତି, ତାଙ୍କୁ debateକୁ ଡାକିବା ନିଜର ଇଜ୍ଜତ ଯିବ।
@harekrishnamahanta7592
@harekrishnamahanta7592 2 ай бұрын
Nks new govts
@kishorchandra2531
@kishorchandra2531 2 ай бұрын
ନିର୍ଲଜ୍ଜ କିଶୋର ହୋତା।
@sridharroul5490
@sridharroul5490 2 ай бұрын
Kaharikicaadani
@ashokkumarpal596
@ashokkumarpal596 2 ай бұрын
ବିଜେଡି ର ଦୁର୍ନୀତି ମୁକ୍ତ ଶାସନ .
@prakashghose7518
@prakashghose7518 2 ай бұрын
Etaka 10%....90% pandu pakhare...taaku dhara....
@sukantadas1857
@sukantadas1857 2 ай бұрын
Jay argus chanel
@sandipbharati372
@sandipbharati372 2 ай бұрын
ପାଣ୍ଡିଆନ କୁ ନିହାତି ଧର
@harekrishnamahanta7592
@harekrishnamahanta7592 2 ай бұрын
Neta mantri ku dhara
@naraharimishra7098
@naraharimishra7098 2 ай бұрын
Kishore babu you are correct because mohan govt can not reach at the real culprit.
@sasthakumarpurohit2580
@sasthakumarpurohit2580 2 ай бұрын
ଗରିବ ଓ ମଧ୍ୟମ ଙ୍କ ପାଇଁ ଆଇନ ତିଆରି ହୋଇଛି, ବଡ ବଡିଆ ଙ୍କ ଆଇନ ମଉଳିଯାଇଛି,୯୭୭୭୯୯୫୯୧୪ m ଆରେଷ୍ଟ କର। ଯାଉ ନି କି ପଦ୍ଖେପ ନିଆଯାଉ ନାହିଁ,,,,
@ashokkumarpal596
@ashokkumarpal596 2 ай бұрын
ଗାଲୁଆ ବିଜେଡି ନେତା .
@trilochanpatnaik6321
@trilochanpatnaik6321 2 ай бұрын
ଏ medium size ମାଛ ମାନଙ୍କୁ ଧରୁଛ। ତିମି ମାଛ ମାନଙ୍କୁ କାହିଁକି ଛାଡ଼ି ଦେଉଛ। ପାଣ୍ଡିଆ, ବବି ଓଗେର କୁଆଡେ଼ ଗଲେ। ସେ ମାନଙ୍କୁ ଲୋକ ଲୋଚନ କୁ ଆଣି ଦଣ୍ଡ ର ବ୍ୟବସ୍ଥା କରିବେ କେବେ ମୋହନ ସରକାର।
@lakshmanachhuria9379
@lakshmanachhuria9379 2 ай бұрын
LaccMI Bus Stop ra estimate kete?Kete tankare 5T bag kina hoithila?Kahiki 750 koti tax payer money kharcha hela?
@harekrushnapradhan3453
@harekrushnapradhan3453 2 ай бұрын
Jai Hind
@dillipkumarsahoo1133
@dillipkumarsahoo1133 2 ай бұрын
ବିଜେପି ର ପୋଷ୍ୟ ପୁତ୍ର ଏମାନେ, କିଛି ହେବନି ମାନକର 👎😭😂🤣🤪
@anonymousan5063
@anonymousan5063 2 ай бұрын
Nothing will happen .only media show .he has already enjoyed his life like a king
@BhagyabantaAdbang
@BhagyabantaAdbang 2 ай бұрын
କିଶୋର ହୋତା କୁ ଡାକିବାର ନ ଥିଲା ସେ ଗୋଟେ ଟାଉଟର 😢😢😢😢😢😢😢😂😂😂😂😂😂😮😮😮😮😮😅😅😅😅😅😅😅😅😅😅😮😮😮😢😢😢😢😅😅😅😅😂😂😂😂
@ajnnathnath4070
@ajnnathnath4070 2 ай бұрын
ବିଜେଡି ଏଥର ଆମ ଗାଁକୁ ଆସୁ ଜୁତାରେ ପିଟିବୁ
@alokkumarbehera3945
@alokkumarbehera3945 2 ай бұрын
Jay🕉️🕉️🕉️🕉️🕉️🕉️🕉️🕉️🕉️🕉️ ho🕉️🕉️🕉️🕉️🕉️ BJP
@sujitsahu8382
@sujitsahu8382 2 ай бұрын
Bjp ku vote dei aama odisha baasi bahut bhul karichu.ae bjp b kichhi Karibani pandu aau Bobby aau sabu bjd kelenkari neta mananku.
@lokanathbishoyi7456
@lokanathbishoyi7456 2 ай бұрын
KISHRA. JANA. CHURA SIAKANAKHAIBA 😂😂😂😂😂😂😂😂
@arunrout7986
@arunrout7986 2 ай бұрын
ମୋର କହିବା କଥା,ଆଗକୁ ବହୁତ ମନ୍ତ୍ରୀ, ନେତା ଏବଂ ଅଫିସର ଧରା ହେବେ,ତେଣୁ ଧରା ପଡ଼ିବା ପୂର୍ବରୁ କିଛି କିଛି ସୁନା ଆଉ ଟଙ୍କା ଆମକୁ ବା ଗରିବ ମାନଙ୍କୁ ଦେଇଦେଲେ ଭଗବାନ୍ ତୁମକୁ ମାପ କରିଦେବେ
@santashsahu462
@santashsahu462 2 ай бұрын
ଆମକୁ ପଚାର ଚରି କାଉଟି
@SudarsonSingh-jb6dn
@SudarsonSingh-jb6dn 2 ай бұрын
ବିଜେଡ଼ି ର ଇଏ ସବୁ ପୁଶା କୁକୁର ମାନେ
@Anshu-dg5st
@Anshu-dg5st 2 ай бұрын
Pandian nirdosh
@simitapatnaik8202
@simitapatnaik8202 2 ай бұрын
When ll action taken be against ministers of bjd govt
@UstanMedia
@UstanMedia 2 ай бұрын
ସରକାର ନିର୍ମାଣ କାର୍ଯ୍ୟ ରେ ବହୁତ କମ ବଜେଟ ହେବା କଥା ।
@kartiksahoo62
@kartiksahoo62 2 ай бұрын
Sabu pandu dosa😮😮😮😮😅😅😅
@SitaramPattanayak
@SitaramPattanayak 2 ай бұрын
Odisàsarakarardayareamankucjakirirepetposuthileehèleahibeimanmamankusarbasadharanarecchapalapitantuamanknujharpadajelpathajau 10:42
@prakashrao3341
@prakashrao3341 2 ай бұрын
What not happened during Naveen CM?
@tecnicalacademy2147
@tecnicalacademy2147 2 ай бұрын
Nabinku dhara
@BhawaniPrasad-b9c
@BhawaniPrasad-b9c 2 ай бұрын
SABU SUBREGISTER OFFICE PC THIRD FLOR JAITHILA.
@SubratBal-uj2qb
@SubratBal-uj2qb 2 ай бұрын
Big fish koudina dharapadibe.
@verynice1484
@verynice1484 2 ай бұрын
କିଛି ହେବ ନି ନବୀନ ଅଛି।।।।।।😂😂😂🎉😂😂😂😂😂😂😂😂😂😂ଜାଣି ଲ।।।।
@bibhutibhusanmahapatra4662
@bibhutibhusanmahapatra4662 2 ай бұрын
What about the Chief Engineer turned politician ? Will he be nabbed ? When ? What about the then R&B Minister ?
@thedancinggirlmeenakshimah7408
@thedancinggirlmeenakshimah7408 2 ай бұрын
Any govt stays for decades will result in deep rooted corruption. May it be bjd or bjp or Congress. Let's see maximum 2 terms or 10 years for any party. Fault of Odisha people to elect a corrupt government for 25 years continuously.
@ashiskumardash2538
@ashiskumardash2538 2 ай бұрын
ଇଲେକ୍ସନ ପୂର୍ବରୁ ପଣ୍ଡିଆନ ଓଡ଼ିଶା ସାରା ହେଲିକେପ୍ଟରରେ ବୁଲି ଯେଉଁ ଲକ୍ଷ ଲକ୍ଷ ଟଙ୍କା ବାଣ୍ଟୁ ଥିଲା ସେ ଟଙ୍କା କେଉଁଠାରୁ ଆସୁ ଥିଲା ? ସେ ଟଙ୍କା ରାଜ୍ୟ ରାଜ କୋଷର ଥିଲା ନା ଆଉ କେଉଁ ଠାରୁ ଆସୁଥିଲା ତାହା ମଧ୍ୟ ସ୍ପଷ୍ଟ ହେବା ଦରକାର ।
@kapilacharanjena9669
@kapilacharanjena9669 2 ай бұрын
Panduku.kebe.cbi.red.heba.taha.dekhibaku.odissabasi.apekshya.karichhanti
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 2,9 МЛН
the balloon deflated while it was flying #tiktok
00:19
Анастасия Тарасова
Рет қаралды 31 МЛН
Smart Sigma Kid #funny #sigma
00:14
CRAZY GREAPA
Рет қаралды 79 МЛН
What's in the clown's bag? #clown #angel #bunnypolice
00:19
超人夫妇
Рет қаралды 33 МЛН
News Fuse 14 AUG 2024
23:28
OTV
Рет қаралды 411 М.
News Fuse 09 AUG 2024
23:56
OTV
Рет қаралды 52 М.
НИКИТА ПОДСТАВИЛ ДЖОНИ 😡
01:00
HOOOTDOGS
Рет қаралды 2,9 МЛН