ରୁଦ୍ରଙ୍କ ହାତଧରି ପାଠ ପଢାଇଲେ ଭୋଟର | Odisha Reporter

  Рет қаралды 239,121

Odisha Reporter

Odisha Reporter

Күн бұрын

Пікірлер: 570
@durgaprasadsahu6737
@durgaprasadsahu6737 3 жыл бұрын
ନୋଟ ବଦଳରେ ଭୋଟ ଗ୍ରହଣ କରାଯିବାର ବିଷମ ପରିସ୍ଥିତି ଆଜି ସାରା ରାଜ୍ୟରେ ପରିଦୃଷ୍ଟ।
@atarajamdas8739
@atarajamdas8739 3 жыл бұрын
Bjd katha kam kama besi
@biswanathchoudhury5362
@biswanathchoudhury5362 3 жыл бұрын
🙏🌼🙏🌼🌹b j p rinku bhai 🌹🌼🙏🌼🙏
@Satakhabar90
@Satakhabar90 3 жыл бұрын
Right
@Bharecagroworld2894
@Bharecagroworld2894 3 жыл бұрын
ଏଧର 2024 ସରକାର ଓଡିଶାରୁ ହଟାଅ
@gyanendrajena7315
@gyanendrajena7315 3 жыл бұрын
ବାପ ଖାଇଥିଲେ ତାଳ , ପୁଅକୁ ପଡିଲା କାଳ।
@sushantpatra7405
@sushantpatra7405 3 жыл бұрын
Right
@Bkp888
@Bkp888 3 жыл бұрын
ଉପୁଡ଼ିଗଲା ବୋପାର ବାଳ , ଅଧା ବୟସରେ ହେଲା କାଳ ।
@amitavsarangi1883
@amitavsarangi1883 3 жыл бұрын
500ଟଙ୍କା ଆଉ ମଦ ମାଂସ ଖାଇକି ଭୋଟ ଦେଇଛ ଏବେ ବାଧୁଛି
@kumarpapun2588
@kumarpapun2588 3 жыл бұрын
ଲଙ୍କା ରେ ଯେତେ ଜନ୍ମ ସବୁ ଅସୁର ସମାନ
@Umadbehera
@Umadbehera 3 жыл бұрын
ବିଭୀଷଣ କୁ chhadi
@kumarpapun2588
@kumarpapun2588 3 жыл бұрын
@@Umadbehera Ram ଭକ୍ତ
@amitavsarangi1883
@amitavsarangi1883 3 жыл бұрын
ମଦୁଆ ନବୀନ ପଟନାୟକ government ହଟାଓ ଓଡିଶା ବଚାଓ...
@gajaboy3498
@gajaboy3498 3 жыл бұрын
Bhi mada smaste piuchnti seta Katha nuha Katha bjd tik nahi
@amitavsarangi1883
@amitavsarangi1883 3 жыл бұрын
@@gajaboy3498 ଭାଇ ପୁରା ଓଡିଶା କୁ ମଦୁଆ କରିସାରିଲେଣି.... ବୁଝିଲେ କି...
@ashokkumarbaghar2436
@ashokkumarbaghar2436 3 жыл бұрын
Good
@murlidharsahu3797
@murlidharsahu3797 3 жыл бұрын
Election time re tuhme mane hin gan gain tanka bantibare niyojit haba bjd ra
@srimanayak2951
@srimanayak2951 3 жыл бұрын
@@amitavsarangi1883 bhai apana tanku kn pain blem karuchanti thiki nuha bhai
@ranjanpradhan6104
@ranjanpradhan6104 3 жыл бұрын
ରୁଦ୍ରକୁ ମିଳିଗଲା ପ୍ରକୃତ ମାଷ୍ଟର
@sanghamitradas371
@sanghamitradas371 3 жыл бұрын
😂😂😂👍
@Umadbehera
@Umadbehera 3 жыл бұрын
😅😅😅
@ranjitkumar992
@ranjitkumar992 3 жыл бұрын
ମଉସା. ମାଉସୀ, ଭାଇ. ଭଉଣୀ ଆପଣ ମାନେ ଏଇ BJD ସରକାର କୁ ଭୋଟ ଦିଅ ନି ଆଗାମୀ ପିଢ଼ି ପାଇଁ ଏ ସରକାର କୁ ହଟାଓ ଓଡିଶା ବଞ୍ଚାଓ 🙏
@binayakdash9489
@binayakdash9489 3 жыл бұрын
Sabu bjd bala chora
@raazmandangi1943
@raazmandangi1943 3 жыл бұрын
No 1 chor BJP leader modi
@rameshjena41
@rameshjena41 3 жыл бұрын
Only congress
@jyotidas9190
@jyotidas9190 3 жыл бұрын
@@raazmandangi1943 bjp kan Kari chheki
@He-Pramod
@He-Pramod 3 жыл бұрын
Right broo
@nirakarsahoo7004
@nirakarsahoo7004 3 жыл бұрын
ନବୀନ ବାବୁଙ୍କ ସୁଶାସନ ର ମୁଖା ଖୋଲି ଦିଅନ୍ତୁ ସଚେତନ ପିପିଲି ବାସୀ ।
@sambhunathmahapatra1528
@sambhunathmahapatra1528 3 жыл бұрын
ଜେତେ କହିଲେ କଣ ହେବ କିଛି ହବନି ବିଜେଡ଼ିକୁ ଭୋଟ ଦିଅନ୍ତୁ ଆଗେ ମାଗିମୁ ପଛରେ ଦେବୁ ଅନେଇକି ବସିଥାଏ କାହିଁକି ନାଁ ଆମେ ବିଜେଡି ପରା
@tuknusahu7692
@tuknusahu7692 3 жыл бұрын
ନବୀନ କିଛି କାମ କୁ ନୁହଁ ସେ ହିଞ୍ଜିଡା କୁ ଓଡିଶା ହିଞ୍ଜିଡା ହେଇଗଲାଣି
@srmishravedios
@srmishravedios 3 жыл бұрын
😁😁😁😁
@prashantasethi9922
@prashantasethi9922 3 жыл бұрын
Tor maal baharuni
@gagansahu494
@gagansahu494 3 жыл бұрын
Jai Naveen jai bjd
@rrsgamer5810
@rrsgamer5810 Жыл бұрын
@@gagansahu494 sata Nabin Hinjida
@rasmikantasenapati5855
@rasmikantasenapati5855 3 жыл бұрын
ବାପା ଯାହା ପୁଅ ବି ସେୟା.. ନବୀନ ବାବୁ ଏ ରାଜନୀତି ଛାଡ଼ନ୍ତୁ... ସିମ୍ପାଥି ରେ ଯିଏ ଭୋଟ ପାଏ ସେ ନେତା ନୁହଁ... ସେ କେବେ ଲୋକଙ୍କ କଥା ବୁଝିପାରିବନି
@nirakarsahoo7004
@nirakarsahoo7004 3 жыл бұрын
ରୁଦ୍ର ମହାରଥୀ ହୁଏତ ତାଙ୍କ ବାପା ପ୍ରଦୀପ ମହାରଥୀ ଭଳି ହୋଇ ଥାଇପାରନ୍ତି , କିନ୍ତୁ ଅସଲ ଦୋଷୀ ଯେ ନବୀନ ବାବୁ , ଏକଥା କାହିଁକି ଭୂଲି ଯାଉଛନ୍ତି ଯେ । ନବୀନ ପଟ୍ଟନାୟକଙ୍କ ପାଖରେ ସେ ଆଦର୍ଶ ପିତା ବିଜୁ ପଟ୍ଟନାୟକଙ୍କ ର କାଣିଚାଏ ମଧ୍ୟ ଗୁଣ ନାହିଁ । ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ନବୀନ ବାବୁ ଙ୍କର ଏହି ବାଇଶି ବର୍ଷ ରୁ ଉର୍ଦ୍ଧ୍ବ କଳା ଶାସନ , ଯାହା ଆମେ ଆଜି ଭୋଗୁଛନ୍ତି । ଇତିଶ୍ରୀ ବେବୀନା ମାଧବୀଲତା କୁନ୍ଦୁଲି ପିଡିତା ନୟାଗଡ଼ ର ସେ କୁନି ଝିଅ ପରୀ ହେଉ ବା ଜଣେ ସରକାର ଙ୍କ ସଚ୍ଚୋଟ ତଥା କର୍ତ୍ତବ୍ୟନିଷ୍ଠ ଯୁବ ଅଧିକାରୀ ସୋମ୍ୟରଞ୍ଜନ ଙ୍କ କେଶ୍ ହେଉ , ଓଡ଼ିଶା ସରକାର ଙ୍କ ଭୂମିକା କୁ ଜନସାଧାରଣ ଅନୁଭବ କରି ପାରିଛନ୍ତି । ଆଉ ଆଜି ଏକାଦିକ୍ରମେ ବାଇଶି ବର୍ଷ ଶାସନ ପରେ ମଧ୍ୟ ଓଡ଼ିଆ ପୁଅ ଆଜି ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛି ।
@sudarshansoren8632
@sudarshansoren8632 3 жыл бұрын
BJD ଭିକାରୀ ଭଳି ଭୋଟ ମାଗୁଛି
@saktirout158
@saktirout158 3 жыл бұрын
BJP bala
@Umadbehera
@Umadbehera 3 жыл бұрын
Bjp....
@ramapujari99
@ramapujari99 3 жыл бұрын
Bhikari pori nuho. vote kini kari neba. Eha m.g B.j.d ra chal
@smita5075
@smita5075 3 жыл бұрын
Bjp nahele bhari bhala
@smita5075
@smita5075 3 жыл бұрын
Se rinku gapa kahuchi
@spectrovision7466
@spectrovision7466 3 жыл бұрын
ଆହୁରି ମହାରଥୀ କୁ ଭୋଟ୍ ଦିଅ ଭାଇ । ତମକୁ ଏମିତି ଶାସନ ଦରକାର । ତମକୁ ଠିକ୍ ହେଇଛି ।
@Gemrworld2024
@Gemrworld2024 3 жыл бұрын
BJD HATAO
@kanhahomedecorating6602
@kanhahomedecorating6602 3 жыл бұрын
ଏଇ ସବୁ ନୀତି ସବୁ ବ୍ଲକ ସବୁ ପଞ୍ଚାୟତ ରେ ଚାଲୁଛି ଯିଏ 20ହଜାର ଦବ ତାକୁ ଘର ମିଳିବ
@sanatanmajhi6232
@sanatanmajhi6232 3 жыл бұрын
ଭୋଟବେଳେହିଁ ଆସନ୍ତି ଏଇଟାସତ ତାପରେ କାହାରି ଦେଖାମିଳିବ ନାହିଁ ଆଉସବୁ ପ୍ରତିଶ୍ରୁତି ମିଛହେଇରହିଯାଏ ।
@stvodia073
@stvodia073 3 жыл бұрын
ଆରେ ନବୀନ ପଟ୍ଟନାୟକ କୁ ଭୋଟ ଦିଅନା ସବୁ ଠିକ ହେଇ ଜିବ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଖୋଲିବା ପାଇଁ ପ୍ରତିଜ୍ଞା କରିଛି
@saralamulti9742
@saralamulti9742 3 жыл бұрын
Govt should be changed. One party rules many times in odisha.
@genda2030
@genda2030 3 жыл бұрын
Sahi kaha aapne 🙏 Here more than 70% people mentally yet not mature.
@Bkp888
@Bkp888 3 жыл бұрын
ଭାଇମାନେ ଭଲ ପଦକ୍ଷେପ ହଟାଓ ବିଜେଡି । ଆଉ ବାକି ସବୁ ଠିକ
@adyapratyushswain1321
@adyapratyushswain1321 3 жыл бұрын
Bjd out
@Kunal-uj8gk
@Kunal-uj8gk 3 жыл бұрын
ତା ବାପା ପାୱାରେ ଥିଲାବେଳେ କିଛି କରି ପାରିଲା ନାହିଁ, ଏ ତ ଛୋଟ ପିଲା ଏ କଣ କରିବ। ତାକୁ କୁହ ତା ବାପା କମେଇଥିବା ଧନ ରେ ମଉଜ୍ କର।
@AjayKumar-rr2mv
@AjayKumar-rr2mv 3 жыл бұрын
ଉପଯୁକ୍ତ ପାର୍ଥି କୁ ଭୋଟ ଦିୟନ୍ତୁ, ଦଳ ଦେଖି ଦିୟନ୍ତୁନି, ଯେଉଁ ଦିନ ଭୋଟର ପାର୍ଥି କୁ ଦେଖି ଭୋଟ ଦେବେ ସେଇଦିନ ଉର୍ନ୍ନତି ହେବ l
@banditajena8735
@banditajena8735 3 жыл бұрын
BHI BOUTA UPADESA LOKA BUCHIBA DARAKAR JOY HIND
@spectrovision7466
@spectrovision7466 3 жыл бұрын
ଏମିତି କାନ୍ଦିଵେ ଆଉ ମହାରଥୀକୁ ଚାଟୁଥିଵେ ଶଳେ , ଦେଖିବ ଏ ଭୋଟ୍ ବି ସେମିତି ଦେବେ ପାଁଶ ନୋଟ୍ ନେଇକି । ରେପ୍ ମଡର୍ ୟାଙ୍କୁ ମଜା ଲାଗେ ।
@ladigudi.vlog7278
@ladigudi.vlog7278 3 жыл бұрын
ପ୍ରଥମେ କାମ ଦେଖାଅ, ତା ପରେ ବୋଟ ନିଅ ।
@krushnamohansahoo5633
@krushnamohansahoo5633 3 жыл бұрын
ମୁଁ ଭାବୁଛି ଭୋଟ ବଦଳରେ ଯଦି ଚପଲ ମାଡ଼ ହେଲେ ଭାରି ଭଲ ହୁଅନ୍ତା
@sanghamitradas371
@sanghamitradas371 3 жыл бұрын
Right 👍
@amitkumarjena9857
@amitkumarjena9857 3 жыл бұрын
ଏ ଭାଇ ତୁମେ ସତ କଥା କହିଲ କେତେ ଟଙ୍କା ରୋଜଗାର କରି ସଞ୍ଚୟ କରିଛନ୍ତି, ଯାହା ରୋଜଗାର କରିଛନ୍ତି ତାକୁ ତ ମଦ ପିଇ udechhanti
@prabirjena2147
@prabirjena2147 3 жыл бұрын
ମାଉଁସ ଝୋଳ, ନାଲି ପାଣି ପାଇଁ ଭୋଟ ଦେଇଥିଲ ପା
@patitakumar4902
@patitakumar4902 3 жыл бұрын
ଆଉ ଫୁଲ ମାଳ ନାହିଁକି ? ବଳି ବୋଦା ଭଳି ଫୁଲ ମାଳ ପକେଇ ବୁଲୁଛୁ 😄😄😄😄😄
@saishreesindhuja1159
@saishreesindhuja1159 3 жыл бұрын
ସବୁ ନିର୍ବାଚନ ମଣ୍ଡଳୀ ରେ ଆବାସ ଯୋଜନା ପାଇଁ 20,000 ଟଙ୍କା ଦେବାକୁ ପଡୁଛି
@rameshjena41
@rameshjena41 3 жыл бұрын
Bhai mu gote katha kahuchhi ame kn election re paisa alcohol Amish neune tahele kn pain badhuchhi bhai kichhi chinta kariki kuh
@akupatro8802
@akupatro8802 3 жыл бұрын
ଭାଇ ଏମାନେ ନବୀନ ପଟ୍ଟନାୟକ ର ପୁଅ ମାନେ।
@r.screationsodisha9256
@r.screationsodisha9256 3 жыл бұрын
କିଛି ଲାଭ ନାହିଁ ଏମାନେ ପୁଣି ଟଙ୍କା ନେଇ ବିଜେଡି ରେ ଭୋଟ ଦେବେ
@santoshbarik146
@santoshbarik146 3 жыл бұрын
Good Janata
@bibhunayak9709
@bibhunayak9709 3 жыл бұрын
BJD ମୁକ୍ତ ଓଡିଶା ।
@YSKANHAOFFICIAL8249
@YSKANHAOFFICIAL8249 3 жыл бұрын
U r wrong, total ରାଜନୀତି ମୁକ୍ତ ଓଡ଼ିଶା ହଉ ଆମେ ସମର୍ଥନ କରିବୁ 🙏
@bibhunayak9709
@bibhunayak9709 3 жыл бұрын
@@YSKANHAOFFICIAL8249 I agree.
@ashokbadajena733
@ashokbadajena733 3 жыл бұрын
ଠିକ କଥା,, ଆଗକୁ ଦେଖିକି ଭୋଟ ଦିଅ,,
@mitubhatta7269
@mitubhatta7269 3 жыл бұрын
ଲୋକ କେବେ ସୁଧୂରିବେ
@subashchandramallick7696
@subashchandramallick7696 3 жыл бұрын
ନବୀନ କୁ ଘୋଷାଡି କି ଆଣ ରାସ୍ତାରେ ଘୋସାଡ
@Naresh_Behera
@Naresh_Behera 3 жыл бұрын
ରୁଦ୍ର ବାବୁ ଦେଖିଛନ୍ତି ମାନେ ଏଥର ପକ୍କା ଘର ନିଶ୍ଚିତ 😁😁😁😁😁 ଖାଲି ଭୋଟ ଟା ଦେଇଦିଅ
@baidharajena6147
@baidharajena6147 3 жыл бұрын
ମାଂସ ଖାଅ ଭୋଟ ଦିଅ କ୍ରମ ଆଦୁରୀ କେନ୍ଦୁ ଖାଇ ହଗି ନ ପାରୋଇ 😭 କାଦୁଥାଇ
@pabitrajena3476
@pabitrajena3476 3 жыл бұрын
Mahagia BJD ku vote diantu nahin
@gagansahu494
@gagansahu494 3 жыл бұрын
Bjp ku bhot dionai petrol 110 helani aau sabu mahanga heuchi
@nabakrushkunda5573
@nabakrushkunda5573 3 жыл бұрын
Very good news
@jiyamishra7777
@jiyamishra7777 3 жыл бұрын
ବିକାଶ ଓ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସରକାର ଶୁନ। ପରିବର୍ତ୍ତନ ଆବଶ୍ୟକ।
@bichitrananda6436
@bichitrananda6436 3 жыл бұрын
ଯଦି ଭଲ ଦଶା ଅଛି ତାହଲେ ଵ ଜେ ପି କୁ ଭୋଟ୍ ଦେଇ ରାଜ୍ଯ ଵଞ୍ଚାଅ .
@rameshjena41
@rameshjena41 3 жыл бұрын
Bhai bjp ku vote Devaku kahuchha je thik achhi tum chhatire hata rakhiki kuh bjp ra 5ta jana hitalar kam kuh
@yudhisthirsingh9911
@yudhisthirsingh9911 3 жыл бұрын
ଶଳା ସବୁ ଚୋର ଗେଣ୍ଡା ଦଳ ରେ
@smita5075
@smita5075 3 жыл бұрын
Suna bhai sei genda jadi na bajiba tamara kichhi subha karjya hoi paribani ok u understand that
@birojnayak4571
@birojnayak4571 3 жыл бұрын
AURI BJD KO VOTE DIA
@dosomegoodwork5286
@dosomegoodwork5286 3 жыл бұрын
ତୋ ବାପା ର ବିକାଶ ଜଣା ପଡୁଛି । ଲାଜ ଲାଗୁନି ବିକାଶ କରିବୁ । ରାଜ୍ୟ ଲୁଟିଲେନି ବିଜେଡ଼ି ବାଲା । ତୋ ବାପାର ବହୁତ୍ ଗୁଣ୍ଡା ଗର୍ଦି କରି ମଲା ।
@sujitkumarbehura1058
@sujitkumarbehura1058 3 жыл бұрын
ଏମାନେ ବିଜେପି ଆଉ କଂଗ୍ରେସ ଲୋକ ତାଙ୍କୁ କାହିଁକି କଣ ଦିଆଯିବ ସେମାନେ କଣ ବିଜେଡିକୁ ଭୋଟ ଦେଇଛନ୍ତି । ଚୋର ସବୁତକ ।
@birasoren5704
@birasoren5704 3 жыл бұрын
BJD hatao odisha bachao 🙏
@iitknowledge928
@iitknowledge928 3 жыл бұрын
Absolutely right
@sushantasethy2332
@sushantasethy2332 3 жыл бұрын
His father was a dramebaaz, see the pathetic condition of people
@amitkumarjena9857
@amitkumarjena9857 3 жыл бұрын
ଆପଣ ଯୋଉ news ସବୁ ପବ୍ଲିକ୍ କରୁଛ,ସେଥିରୁ ମୋତେ ଲାଗୁଛି ଆପଣ ଙ୍କ ଭଳି ମୂର୍ଖ news ଏଡ଼ିଟର ଆଉ କେହି ନଥିବେ ବୋଧହୁଏ। ଆପଣ କହୁଛନ୍ତି ଓଡିଶା ରେ ବେକାରୀ ବଢୁଛି, ଆପଣ ଚିନ୍ତା କରିଛନ୍ତି କେବେ ଏ ବିଷୟ ରେ why the unemployment increase in odisha?? ମୁଁ ତ କହୁଛି ଓଡିଶା ଲୋକ ତ ନିଜ ସେଲ୍ଫ respect କରିଛନ୍ତି ମାନେ ସେମାନେ ଯଦି ମାଟି ଖୋଳିବା କୁ ଗଲେ ସେମାନଙ୍କୁ ଲାଜ ଲାଗୁଛି, ସେମାନେ ଭାବନ୍ତି ଯେ ରାତାରାତି ଯେମିତି ସବୁ କିଛି ସମ୍ଭବ କରିଦେବେ, ଏ ଚିନ୍ତା ଯେବେ ଓଡିଶା ରୁ ହଟିବ ତେବେ ଓଡ଼ିଶା ଯାଇ ଡେଭେଲପମେଣ୍ଟ ହେବ, ପ୍ରଥମେ ନବୀନ ପଟ୍ଟନାୟକ ଙ୍କୁ ମୋର ଅନୁରୋଧ ଯେ ଏ 1 ଟଙ୍କିଆ ଚାଉଳ ବଣ୍ଟନ ବନ୍ଦ କର, ସେଥିପାଇଁ ମଧ୍ଯ ଅନେକ ଲୋକ କର୍ମ kodhia ହୋଇଯାଉଛନ୍ତି, ଆଉ ବୈଜୟନ୍ତ ପଣ୍ଡା ତୁମେ ତ no 1 ମୂର୍ଖ ଓଡିଶା ର ମୋତେ ବି ଲାଗୁଛି, ଆପଣ ସାଂସଦ ଥିଲା ବେଳେ କେନ୍ଦ୍ରାପଡା ର କଣ development କରିଥିଲେ ଆମେ ଜାଣିଛୁ, ପ୍ରଥମେ ତୁମର ଏ ପୋଷା କୁକୁର ସମାନ ତୁମ ମୂର୍ଖ news ଏଡ଼ିଟର ମାନଙ୍କୁ ବୁଝା କେମିତି ସବୁ ବେକାର news କୁ avoid karibe😡😡😡
@Bkp888
@Bkp888 3 жыл бұрын
ତମେ ଟଙ୍କିକିଆ ଚାଉଳ ଖାଉଛ ପରା ।
@gktutorial6361
@gktutorial6361 3 жыл бұрын
Naveen kichi bikas kariboni
@jameswarnaik8464
@jameswarnaik8464 3 жыл бұрын
Maharathi sir, Naam Bada, Kaam Chhida..
@mks2640
@mks2640 3 жыл бұрын
Mazza aagaya vedu 😁😁😁
@BikashVlogs38448
@BikashVlogs38448 3 жыл бұрын
ପରିବର୍ତ୍ତନ ହିଁ ଉନ୍ନତି ର ମାର୍ଗ ଦର୍ଶକ... 👍🏻
@ManojSingh-qc1lb
@ManojSingh-qc1lb 3 жыл бұрын
ଜନତା ଠିକ କହୁଛନ୍ତି
@ManojSingh-qc1lb
@ManojSingh-qc1lb 3 жыл бұрын
ଏକ ଦମ ଠିକ
@dhirendradas1745
@dhirendradas1745 3 жыл бұрын
Best performance of voter
@Singh-df8vm
@Singh-df8vm 3 жыл бұрын
ତଥାପି ଏଇ ଲୋକ ମାନେ ହିଁ ସେଇ ବିଜେଡି କୁ ଭୋଟ ଦେବେ ଏଇଟା 100% ସତ୍ୟ...
@kalandicharanjena2728
@kalandicharanjena2728 3 жыл бұрын
Curroption Odisha
@akupatro8802
@akupatro8802 3 жыл бұрын
ଏମାନଙ୍କୁ ଦେଖାଇବା ଅର୍ଥ ଅନ୍ଧକୁ ଲଂଠନ ଦେଖାଇବା।
@dipti_ranjan_official2595
@dipti_ranjan_official2595 3 жыл бұрын
BJD ଏ ଥର ଗାଣ୍ଡି ମରେଇଲା
@saugatabarada2676
@saugatabarada2676 3 жыл бұрын
Good job votar
@lokeshswain7840
@lokeshswain7840 3 жыл бұрын
Aaau thare vote dei de ....sabu pai jibu
@susantakumarnayak9865
@susantakumarnayak9865 3 жыл бұрын
ନିଜ ଗ୍ରାମ ର ସରପଞ୍ଚ ଏଥିପାଇଁ ପ୍ରଥମ ଦାଈ, କାରଣ ଏହି ସବୁ ଜିନିଷ ସେମାନେ ଜାଣି ଥିବେ
@defenceaspirant462
@defenceaspirant462 3 жыл бұрын
ଓଡ଼ିଶା ବାସୀ ସୁଧୁରି ଯାଅରେ
@jagatkrishna1543
@jagatkrishna1543 3 жыл бұрын
Haaa Haaaa 🙏 Vote ଦେଇଦିଅ
@ajaymohanty5137
@ajaymohanty5137 3 жыл бұрын
ନଗାଅ ସଳାଙ୍କୁ
@Bk-tw3nq
@Bk-tw3nq 3 жыл бұрын
Loko maane chetile hin Odisha sudhuribo....
@pintukhuntiakattarhindurss3697
@pintukhuntiakattarhindurss3697 3 жыл бұрын
Hataooooo, hataoooo ,,,,,hataooooooo , hataoooo , pipil Ru bjd hatoooooo
@bikashranjanbehera9690
@bikashranjanbehera9690 3 жыл бұрын
Ethara dekheidia Janata power
@samadubhatra5349
@samadubhatra5349 3 жыл бұрын
Tik katha
@tutubehera4331
@tutubehera4331 3 жыл бұрын
Right
@Meherbabu1
@Meherbabu1 3 жыл бұрын
Bhal se seka..chora ku
@Life_with_Utkalika
@Life_with_Utkalika 3 жыл бұрын
Don't be sold by only 500/-rupees ..you have rights to choose the right government..
@thakurpatra4058
@thakurpatra4058 3 жыл бұрын
BJD SARKAR MURDABAD
@ganadevdas7821
@ganadevdas7821 3 жыл бұрын
BUT BHAI BJD BAJI MARIBA PIPILIRE
@ranjitmohanty335
@ranjitmohanty335 3 жыл бұрын
Hinjida SARKAR Bjd ku vote Dia
@kunakisku6389
@kunakisku6389 3 жыл бұрын
Apana mane khushi ta
@RANJITSINGH-jt1zd
@RANJITSINGH-jt1zd 3 жыл бұрын
କଂଗ୍ରେସ
@sudarsankhatua7619
@sudarsankhatua7619 3 жыл бұрын
Aau 20 bars vote dia
@dashbabu1990
@dashbabu1990 3 жыл бұрын
Very good. Thanks
@MadMax-zl4nj
@MadMax-zl4nj 3 жыл бұрын
Wake up Odisha before its too late! Odisha needs a Change.
@birendramunda5435
@birendramunda5435 3 жыл бұрын
Its true...
@gopinathrana7365
@gopinathrana7365 3 жыл бұрын
B J D KU VOTE DIANA PLEASE
@dhaneswarmallik8150
@dhaneswarmallik8150 3 жыл бұрын
ଦେଖ ଓଡ଼ିଶାରେ‌ ଏମିତି ବିକାଶ
@paramanandajena676
@paramanandajena676 3 жыл бұрын
ଠିକ ଠିକ.... ଏବେ ଭାବି ବାର ସମୟ.... 👌👌👌 ଏମିତି ସମସ୍ତେ ହେବା ଦରକାର
@Umadbehera
@Umadbehera 3 жыл бұрын
ପିପିଲି ବାସୀ ଏଡ଼େ ମୂର୍ଖ କିରେ ?? BJD କୁ vote ଦେଉଛ ??? BJD ହଟାଇ BJP ku vote diare
@bittunayak5059
@bittunayak5059 3 жыл бұрын
Same problem attanu Sabyasachi nayak badakul panchayat Mr kherodchandra swain 20year bekash hoiche dakhiba
@pkraut1550
@pkraut1550 3 жыл бұрын
ସୁନ୍ଦର ପ୍ରାୟୋଜିତ କାର୍ଯ୍ୟକ୍ରମ
@Meherbabu1
@Meherbabu1 3 жыл бұрын
Neba election time re mada aau mansa.... Aau pare kahiba... Asubidha
@prasantadas87
@prasantadas87 3 жыл бұрын
Right now
@rakeshbaral8837
@rakeshbaral8837 3 жыл бұрын
500 na rater vote dea
@surendramoharana6643
@surendramoharana6643 3 жыл бұрын
Jago public jago.
@saishreesindhuja1159
@saishreesindhuja1159 3 жыл бұрын
ସବୁ ଆଡେ ସ୍ଥିତି ସେଇଆ
@rameshbehera1010
@rameshbehera1010 3 жыл бұрын
BJD chora party ,vote for BJP
@panchananpradhan9432
@panchananpradhan9432 3 жыл бұрын
ଠିକ ଭାଇ
@kkthefurious5252
@kkthefurious5252 3 жыл бұрын
ବିଜେଡ଼ି ହଟାଓ ପିପିଲି ବଞ୍ଚାଅ ।
@giricreation6567
@giricreation6567 3 жыл бұрын
ବେସ୍ତ ହୁଅନି ପବନାର ଚେନାଲ ଵାଲା 100/100 ରୁଦ୍ର ଜିତିବ
@jagannathsabar9588
@jagannathsabar9588 3 жыл бұрын
ଏବେ ଠାରୁ ସଚେତନ ହୁଅ ପିପିଲି ବାସୀ ନିଜେ ଯଦି ଚେଞ୍ଜ ହେବୁ ସବୁ ଚେଞ୍ଜ ହୋଇଯିବ ତୁମ ପାଇଁ
@rasminaik7851
@rasminaik7851 3 жыл бұрын
Note nebe vote debe Jay Nabeen
@tapankumar2796
@tapankumar2796 3 жыл бұрын
Kn dekhile 💯 ru 💯 bikash
@tusarkumar9901
@tusarkumar9901 3 жыл бұрын
Jama Rudra ku vote dinana
Enceinte et en Bazard: Les Chroniques du Nettoyage ! 🚽✨
00:21
Two More French
Рет қаралды 42 МЛН
It works #beatbox #tiktok
00:34
BeatboxJCOP
Рет қаралды 41 МЛН
ଜମି ଅସଲି ମାଲିକ ନକଲି  | Odisha Reporter
7:34