Ruhi Fish Recipe||Rohu Machli sabji||ରୋହୀ ମାଛ ଝୋଳ

  Рет қаралды 3,933

Village Cooking Traditional

Village Cooking Traditional

Күн бұрын

Ruhi Fish Recipe||Rohu Machli sabji|| ରୋହୀ ମାଛ ଝୋଳ#viral #village #trending #cooking #video
your Queries
rohi fish recipe
fish curry cooking
rohu machli sabji
ରୋହୀ ମାଛ ଝୋଳ
desi rohi fish recipe
rohi fish recipe kese banate Hain
kese banate Hain rohi fish recipe
testy desi rohi fish recipe
testy fish recipe
swadist fish recipe kese banate Hain
swadist fish recipe
delicious fish recipe
traditional style fish recipe
masala fish recipe
INGREDIENTS
1=rohi fish
2=potato
3=tomato 🍅
4=coriander leaves
5=onion 🧅
6=ginger
7=garlic 🧄
8=turmeric powder
9=chilli powder
10=kashmiri chilli powder
11=cumin powder
12=salt
13=mustard oil
14=Sugar
15=water
IN ODIA LANGUAGE
୧=ରୋହୀ ମାଛ
୨=ଆଳୁ
୩=ବିଲାତି
୪=ଧଣିଆ ପତ୍ର
୫=ପିଆଜ
୬=ରସୁଣ
୭=ଅଦା
୮=ହଳଦୀ ଗୁଣ୍ଡ
୯=ଜିରା ଗୁଣ୍ଡ
୧୦=ଲଙ୍କା ଗୁଣ୍ଡ
୧୧=କାଶ୍ମୀର ଲଙ୍କା ଗୁଣ୍ଡ
୧୨=ଲୁଣ
୧୩=ସୋରିଷ ତେଲ
୧୪=ଚିନି
୧୫=ପାଣି
Cooking Procedure-
ପ୍ରଥମେ ମାଛକୁ କାଟି ଧୋଇ ନେବା। ତାପରେ ଲୁଣ ଓ ହଳଦୀ ପକେଇ ଭଲସେ ଗୋଳାଇ ଦେବା ତାପରେ କରେଇରେ ସୋରିଷ ତେଲ ପକେଇ ମାଛ କୁ ଭଲଭାବରେ
ଭାଜି ନେବା।ତାପରେ କରେଇରେ ସୋରିଷ ତେଲପକେଇ ସେଥିରେ ଦୁଇ ଚାମଚ ଚିନି ପକେଇବା। ଚିନି ପକେଇବା ର
ଲାଭ ହେଉଛି ତରକାରୀ ର କଲର ବହୁତ୍ ଭଲ ଆସିବ।ତା
ପରେ ଚିନିର କଲର ଆସିବା ମାତ୍ରେ ସେଥିରେ କଟା ପିଆଜ
ପକେଇ ମିକ୍ସ କରିବା। ପିଆଜ ର କଲର ଆସିଲାପରେ ବିଟି
ରଖିଥିବା ପିଆଜ, ରସୁଣ, ଅଦା ଵଟା କୁ ସେଥିରେ ମିସେଇ ଦେବା ଓ ଭଲଭାବରେ ମିକ୍ସ କରିବା ଓ ତାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କାଶ୍ମୀର ଲଙ୍କା ଗୁଣ୍ଡ ପକାଇ ମିକ୍ସ କରି ଅଳ୍ପ ପାଣି ଦେଇ ଭଲ ଭାବରେ ଗୋଳାଇ ଚାଲିବା। ତାପରେ କାଟି ରଖିଥିବା ବିଲାତି କୁ ସେଥିରେ ପକେଇ ମିକ୍ସ କରିବା। ବିଲାତି ସଂପୂର୍ଣ୍ଣ ରୂପେ ମିକ୍ସ ହେଇଗଲା ପରେ ସେଥିରେ ଦୁଇ କପ୍ ପାଣି ଦେଇ ଭଲକରି ଗୋଳାଇ ଦେବା।
ତାପରେ ସେଥିରେ ଧଣିଆପତ୍ର ପକାଇ ମିକ୍ସ କରିବା ଓ ସିଝା
ଇ ରଖିଥିବା ଆଳୁକୁ ପକାଇ ଭଲଭାବରେ ମିକ୍ସ କରିବା ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଦଵା ତାପରେ ସେଥିରେ ଭାଜି ରଖିଥିବା ମାଛ କୁ ପକାଇ ଦେଇ ତରକାରୀ ଝୋଳ
ରେ ମାଛ ପିସ୍ ଗୁଡ଼ିକୁ ବୁଡାଇ ଦେବା ଓ କିଛି ସମୟ ପର୍ଯ୍ୟନ୍ତ ଚୁଲିରେ ଫୁଟାଇ ସେଥିରୁ କିଛି ପାଣି ମାରିଦେବା ତାପରେ ତରକାରୀ ହେଇଗଲା ପରେ କିଛି ଧଣିଆ ପତ୍ର
କାଟି ସେଥିରେ ପକାଇ ଦେବା। ଏବେ ରେଡି ହେଇଗଲା ରୋହୀ ମାଛ ଝୋଳ।
Thanks 🙏 for watching my video
Village Cooking Traditional
Basta,Balasore,Odisha, India
Like, Subscribe, Share & Comment please 🙏

Пікірлер: 4
@user-bm6jj7wf8o
@user-bm6jj7wf8o 7 ай бұрын
Nice cooking ❤️
@Villagecookingtraditionall
@Villagecookingtraditionall 7 ай бұрын
Thanks ଭାଇ
@user-bm6jj7wf8o
@user-bm6jj7wf8o 8 ай бұрын
Badi ଦିଦି ଆପଣଂକ ରନ୍ଧା bohut ସୁନ୍ଦର 🙏❤️
@Villagecookingtraditionall
@Villagecookingtraditionall 8 ай бұрын
Thanks 🙏
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 45 МЛН
ବୋତୋକ ମାଂସ|| Duck 🦆 Recipe 😋
11:57
Village Cooking Traditional
Рет қаралды 6 М.
ଛୋଟ ମାଛ ତରକାରୀ |Small fish Curry|Chuna macha Tarkari
8:53
Sumitra's Tasty Recipes
Рет қаралды 77 М.
Chuna Machha Patua||Desi Fish Recipe
9:44
Village Cooking Traditional
Рет қаралды 1 М.
He bought this so I can drive too🥹😭 #tiktok #elsarca
00:22
Elsa Arca
Рет қаралды 45 МЛН