ସାମନା କୁ ଆସିଲା ବିଜେଡି ସହ ସୁର ରାଉତ ଙ୍କ ଭିତିରିଆ ସମ୍ପର୍କ

  Рет қаралды 126,947

Odia Hungama

Odia Hungama

6 күн бұрын

ସାମନା କୁ ଆସିଲା ବିଜେଡି ସହ ସୁର ରାଉତ ଙ୍କ ଭିତିରିଆ ସମ୍ପର୍କ

Пікірлер: 284
@lokaltokarinku8259
@lokaltokarinku8259 4 күн бұрын
ବହୁତ ବଢିଆ ଭିଡିଓ ଭାଈ ସୁର ରାଉତ ଖାଲି ପାଗଳ ନୁହଁ ସେ ଶଳା ଗୋଟେ ବେହିଆ ଟା ତାକୁ ଖାଲି ଜୋତା ମାଳ ପିନ୍ଧେଇ ଗୋବର ପାଣି ପିଆଇ ଜୋତା ରେ ମାଡ଼ ଦରକାର
@panditmoharaj2687
@panditmoharaj2687 4 күн бұрын
ଏ ସୁର ରାଉତ ଗୋଟେ ବଦ୍ଧ ପାଗଳ 😂😂😂 ଏଇଟାକୁ ଶିଘ୍ର ପାଗଳଖାନା ରେ ଛାଡ଼
@user-mn8km7sq4x
@user-mn8km7sq4x 4 күн бұрын
ସୁର କୁ ସିଘ୍ର ପାଗଳ ଖାନାକୁ ନିଆଁ ଯାଉ
@tribikrambehera3945
@tribikrambehera3945 4 күн бұрын
୧୦୦% ସତ କଥା କହୁଛ ଭାଇ, ଏଇ ସୁର ବୁଢ଼ା ଜଣେ କଥା କୁହା କପିଳା,ଏହାର କଥାର ଗୋଟିଏ ପଇସାର ବି ମୁଲ୍ୟ ନାହିଁ ।
@ajaybadjena6799
@ajaybadjena6799 4 күн бұрын
ସୁରେଶ ରାଉତରାୟ ମାସିକିଆ ଵଟି ଆଣେ,ଗାଲୁଆ ଙ୍କ ବାରବାଟି ଚାଷ,
@user-xt5pp3ez6d
@user-xt5pp3ez6d 4 күн бұрын
ସୁର ମୁଣ୍ଡ ମାଡ ହେଇଯାଇଛି
@user-yy4qy5mm2k
@user-yy4qy5mm2k 2 күн бұрын
ସୁର ରାଉତ ଭଳି ପାଗଳ ଯଦି ରାଜନୀତି କରିବେ , ଜନସାଧରଣ ଙ୍କର କଣ ହେବ
@JNetwork8506
@JNetwork8506 4 күн бұрын
ସୁର ପାଗଳ
@user-su7md3pu9l
@user-su7md3pu9l 4 күн бұрын
ସୁର ରାଉତୁ ସଳାଟି ପାଗଳ, ପାଗଳ ପାଇଁ ବଡ଼ ପୁଅ ସିଦ୍ଧାର୍ଥ ରାଉତ ରାୟ ହାରିଲେ ! ଜୟ ଜଗନ୍ନାଥ 🌹🙏 ଜୟ ଶ୍ରୀ ରାମ 🌹🙏
@subaraomajhi6495
@subaraomajhi6495 23 сағат бұрын
ରାମ୍ କୁ ନାଁ ଧରଣୀ ରାମ୍ ଅହୁଛି ଭଗବାନ୍ ମଣିପୁର୍ ବାଲେଶର ଜଗତସିଗ୍ଂପୁର ଭୁବନେଶର ରାବଣ ଏହିଯାଇଛି ବିଜେପି
@baradaprasannabhuyan4723
@baradaprasannabhuyan4723 4 күн бұрын
ସୁର ରାଉତ ହେଲା ଗୋଟେ ଚଢ଼ା,
@chaitanyabariki810
@chaitanyabariki810 4 күн бұрын
❤ ସୁର ରାଉତ ଗୋଟିଏ ହିଷଟରିଆ ପାଗଳ
@srikantsahoo6563
@srikantsahoo6563 4 күн бұрын
ସୁର ଭାଇ ଙ୍କର୍ bjd ସାଙ୍ଗରେ କେତେ ଦିନ ର ସମ୍ପର୍କ?କଂଗ୍ରେସ ସେଥିପାଇଁ ବେକିଆ ମାରିକ କଢ଼ିଛି।
@subodhabarik8278
@subodhabarik8278 4 күн бұрын
ଅସହାୟ ପାଗଳ
@manasruchismita3856
@manasruchismita3856 4 күн бұрын
Bhai apana epate aau odia bhaina sepate maja asuchi bhaina aauri darkar bhaina bhasa darkar bhaina... Thanks
@user-ug8ii1fo2k
@user-ug8ii1fo2k 2 күн бұрын
ଭ୍ରଷ୍ଟାଚାରର ଜନନୀ କଂଗ୍ରେସ।
@prashantpatra9883
@prashantpatra9883 4 күн бұрын
ହ ଇ ରେ ସୁର 😅😅😅
@prakashchandrapattnaik9214
@prakashchandrapattnaik9214 4 күн бұрын
Sura. Bhai. Pokhata. Tautar. Hoigaleni.
@DEEPAKKumar-yq1be
@DEEPAKKumar-yq1be 4 күн бұрын
SURA AZA PUA HARIBA DUKHA RE FULL PAGALA HEIGALENI....😂😂😂
@ganeswarbehera-fj6yu
@ganeswarbehera-fj6yu 4 күн бұрын
ଧନ୍ୟବାଦ ଭାଇ। ଆମ ଜାଣି ବୁଝି ଗଲୁ ବରବାଦ ।ହେ ପ୍ରଭୁ ଜଗନ୍ନାଥ ରକ୍ଷା କର ।
@DivyasinghSoren
@DivyasinghSoren 4 күн бұрын
Dhanda gote sapa na Sura aja gote neta
@user-zl3ly7hj5u
@user-zl3ly7hj5u 4 күн бұрын
ଗୁରୁଜନ ହିସାବ ରେ କାହିବାକୁ ଭଲ ଲାଗୁନି ଏତିକ ରୁ ବୁଝି ଯିବେ ଲୋକ କଣ କାହିବାକୁ ଚାହଁଉଛନ୍ତି.
@sambhunathjena7178
@sambhunathjena7178 2 күн бұрын
ଧନ୍ୟବାଦ ❤ଜୟ ଜଗନ୍ନାଥ 🙏🙏🙏
@tejrajmi4640
@tejrajmi4640 4 күн бұрын
ରାଧେ ରାଧେ
@prakashpaikaray9051
@prakashpaikaray9051 4 күн бұрын
ସୁର ଗୋଟେ ଝାବଡଟା
@sisutakara6298
@sisutakara6298 4 күн бұрын
Bhai u r great 👍 sura your & yr son's political carrier the END.
@user-ou7oh4wd9z
@user-ou7oh4wd9z 10 сағат бұрын
ଆରେ ଭାଇ ବର୍ତ୍ତମାନ ସମସ୍ତେ ବିରୋଧ ରେ କହୁଛନ୍ତି l ସେଇ ସୁର ମରିଗଲା ପରେ ସବୁ କହିବେ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ ଏମିତି ସେମିତି ଲଗେଇ ଯୋଖେଇ ଟେକି ଟାକିକି କହିବେ l
@bijaypanda1843
@bijaypanda1843 4 күн бұрын
ଯଦି ସୁର ଅଜା ଙ୍କ କଥା ରେ ବବି ତା ପକେଟ ରୁ ଖର୍ଚ୍ଚ କରିଛନ୍ତି.. ତାହାଲେ ସରକାରୀ ବାସ ଭବନ ରେ କାହିଁକି..? ତାଙ୍କ ପୈତୃକ ବାସ ଭବନ ରେ କଲେଣି 😄
@geetaranisamal6638
@geetaranisamal6638 4 күн бұрын
ସିଏ ତ ଭାଙ୍ଗ ପକେଇ ଦେଇ ଚୁର, ତାକୁ କଣ କିଛି ଜଣା ପଡେ??
@nrusinghsahoo414
@nrusinghsahoo414 4 күн бұрын
ସୁର ର କ'ଣ ଦେଖି ଖୋର୍ଦ୍ଧା ଏବଂ ଜଟଣୀ ଲୋକ ଏପରି ପାଗଳ ଟାକୁ ଭୋଟ ଦେଉଥିଲେ ? ଏହା ଯିତାଉ ଥିଲେ ।
@user-bb1ws8cz8x
@user-bb1ws8cz8x 2 күн бұрын
Balle balle daba ke bare mein ek comedy video banaaiye. बहुत वायरल हो गया बल्लेबल्ले होटल
@Bharathpingua-rp5tm
@Bharathpingua-rp5tm 2 күн бұрын
Bhai Baut bhalo
@rajeswarsahoo5010
@rajeswarsahoo5010 4 күн бұрын
Thankyou..Bhai...bestopluck....godblessyou
@basantmalick9799
@basantmalick9799 4 күн бұрын
ସୁରବାବୁ ବରଝାନ୍ଝି ଦଳ । ସିଏକଣ କହିବେ ଲାଜ ଲାଗୁନି ଛି ଛି ଛି ଥୁ---
@subodhabarik8278
@subodhabarik8278 4 күн бұрын
ଏପଟ ମାଉସୀ ସେପଟେ ପିଉସୀ ଲଜ୍ୟା 😂😅😊
@user-ij4jb6uv3y
@user-ij4jb6uv3y 2 күн бұрын
ଆରେ ସୁର ତୁ ରାଞ୍ଚି ଯିବୁ କାଲି. ଯା କାଲି ସକାଳୁ ରେଡି ହୋ..😅😅😅
@bhaskarprasadmishra6639
@bhaskarprasadmishra6639 21 сағат бұрын
ସୁର ରାଉତ ର ସୁର ବଦଳିବା ର କାରଣ କଣ 😢
@pradeeptamallick298
@pradeeptamallick298 2 күн бұрын
Excellent topic
@kumarnitu4203
@kumarnitu4203 4 күн бұрын
Sura babu jemiti BJD pain okilati karuchhanti , congress tanku tadi thhik karichhi
@bhaskarprasadmishra6639
@bhaskarprasadmishra6639 21 сағат бұрын
ତାମିଲ ବାବୁ ର କ୍ରୀତଦାସ ବବି ଦାସ ଓ ବବି ଦାସ ର କ୍ରୀତଦାସ ରବି ଦାସ 😢
@Mishkasgarden
@Mishkasgarden 4 күн бұрын
Sura ma...ghia ta toungue kati dele se bujhiba
@ramanathnanda5995
@ramanathnanda5995 2 күн бұрын
Kete bele kahara heuchhanti kichhi Jana padunahin ranga badalau thiba endua. Dhanya sura Bhai dhanya tuma mahima bolo anande ekbar haribole ,
@prafullakumarsahoo9056
@prafullakumarsahoo9056 Күн бұрын
ଅତ୍ୟଧିକ ପ ଇସା ହେଲେ ଏ ନେତା କୁତା ମାନଙ୍କ୍ ଏମିତି ହୁଏ।
@jayshreeram5477
@jayshreeram5477 2 күн бұрын
କଂଗ୍ରେସ ବାଲା ଶଳା ସବୁ ଗୋଟେ ଗୋଟେ ଯୋକର୍ 😂😂😂😂
@sachinsahoo7831
@sachinsahoo7831 4 күн бұрын
Sura parisra nuhen Nala drain Kari thila
@ramakantasahoo9438
@ramakantasahoo9438 4 күн бұрын
Badhia kahila bhai mast
@Murmufamilylife
@Murmufamilylife 4 күн бұрын
Nirlaja ମିଡ଼ିଆ ବାଲାଙ୍ଗକର କିଛି କାମ ନାହିଁ ଏ dahara-ମିଛୁଆ-ଚୁଟିଆ ସୁର ପାଖକୁ କାହିଁକି ଚୁଙ୍ଗା ଧରିକି ଯାଉଛନ୍ତି???
@user-sq9no6jz7d
@user-sq9no6jz7d 2 күн бұрын
ସୁରଭାଇ ବହୁତ ବୟସ ହେଲାଣି ସମାଜ ର ଉନ୍ନତି ହେଲା ଭଳି କଥା କୁହନ୍ତୁ ବାଚଳିଆମୀ କଥା କହି କିଛି ଲାଭ ନାହିଁ
@pabitramohandas6101
@pabitramohandas6101 2 күн бұрын
ସୁର ଭାଇ ଦୟାକରି ମିଡିଆରେ ବାଇଟି ଦିଅନି ,ତୁମର ମେମୋରି ଠିକି ନାହିଁ ।ଆପଣ ଆଉ ଜଣକୁ ଉତରା ଧିକରି କରନ୍ତୁ bjp ରେ ଷ୍ଟାଣ୍ଡ କରିବ,ଯାହା ଫଳରେ ସବୁ ଖୋଳ ବଜିବାକୁ ସୁବିଧା ହେବ ,,, ଜୟ ଜଗନ୍ନାଥ
@gyanendrakumardas6221
@gyanendrakumardas6221 4 күн бұрын
Phampa mathi ara sabda besi.
@manasdalai4028
@manasdalai4028 2 күн бұрын
ସୁର ଶଳା ଅସୁର ପରି ଟାଊଟର
@bhaskarprasadmishra6639
@bhaskarprasadmishra6639 21 сағат бұрын
ସୁର ରାଉତ ତାମିଲ୍ ପାଣ୍ଡୁ ର କ୍ରୀତଦାସ ନା ବବି ଦାସ ର କ୍ରୀତଦାସ 😢
@soumendraprasadmohanty8469
@soumendraprasadmohanty8469 22 сағат бұрын
ସୁର ସାର କୌଣସି ନେତା ସରକାରୀ ବାସଭବନରେ ନିଜ ପକେଟରୁ ୧ ଟଙ୍କା ଖର୍ଚ କରିଥିବା ଆପଣଙ୍କ ଜୀବନନକାଳ ଭିତରେ ଦେଖୁଛନ୍ତି କି, ସାର ଆପଣ ଜଣେ ଗାଲୁଆ ମଣିଷ ଆପଣଙ୍କ ମୁଣ୍ଡ କାମକରୁନାହିଁ ,ଆପଣଙ୍କ ପାଗଳାମି କଥାଶୁଣି ଲୋକେ ହସି ହସି ବେଦମ ତଥାପି ଆପଣଙ୍କୁ ଲଜ୍ୟା ନାହିଁ
@ramakantapradhan6288
@ramakantapradhan6288 Сағат бұрын
ଶୁର ପାଗଳ କୁ ଆଗ ଧର
@umakantapanda192
@umakantapanda192 Күн бұрын
Right bro
@RamachandraPradhan-pg5nw
@RamachandraPradhan-pg5nw 3 күн бұрын
Super ❤❤
@birajablogger
@birajablogger 4 күн бұрын
Super
@umakantadash2650
@umakantadash2650 3 сағат бұрын
ସୁର ବାବୁ ବୟସ ବଢିଲେ ଟିକେ ପଗୁଳୁ ଭଳିଆ ସବୁ ଲୋକ ଏମିତି କଥା କୁହନ୍ତି
@rupakkrushnapattanaik98
@rupakkrushnapattanaik98 4 күн бұрын
suraaa bhai gote kabadian...
@prafullpal8878
@prafullpal8878 Күн бұрын
ଝାଡା ବସିବା ପାଇଁ ସୁଡ଼ଙ୍ଗ ଭିତରେ ଗାମୁଛା କିଏ ପିନ୍ଧୁଥିଲା ଟୋକା ନା ଟୋକି
@user-co4ob8fx8q
@user-co4ob8fx8q 4 күн бұрын
ଖାପା ଖାପା କରିଛନ୍ତି ସୁର ରାଉତ
@satyabratapujhari5258
@satyabratapujhari5258 4 сағат бұрын
Sura bhai sabu janichhanti Tanku jera karajiba darakar
@Rkd6122
@Rkd6122 2 күн бұрын
ସୁର ଭାଇ ଖାଲି କାମୁଡି ହେଉଛନ୍ତି କାହିଁକି ? ପୁଅ ହାରିଗଲା ବୋଲି ନା କଣ 😮
@rajukhatua7116
@rajukhatua7116 Күн бұрын
ସୁର ଭାଇ କଣ ତମେ ଟଙ୍କା ଦେଇଥିଲକି ଏତେ ଦେହକୁ ନଉଚ, କଣ b j d, ମିଶୁ ମିଶୁ B j p ବିରୁଦ୍ଧରେ କହୁଛ, କାଲି ଗଂଗ୍ରେସ ଥିଲ b j d ବିରୁଦ୍ଧରେ କହୁଥିଲ ଆଜି b j p ସରକାର କୁ କହୁଛ ତମର କେଇଟା ମୁହଁ କେଇଟା କଥା, ତମେ ମଣିଷ ନା ଅମଣିଷ
@chittaranjandas5018
@chittaranjandas5018 Күн бұрын
Sura rout odisha ra development work katha kuha currption ra support karani dosi ku punishment heba darkar aau kete din lokanku bhua bulaiba
@TapanroseBTR
@TapanroseBTR 4 күн бұрын
ସୁର ରେ ତୋ ମା କି ଭୋଲି ଚେହେରା 😂
@abhirampanda5462
@abhirampanda5462 Күн бұрын
ଆଉ ସୁର କଥା ଫାଲତୁ ଆଲୋଚନା, ସୁର ଏକ ପାଗଳ, ଏଇଥି ପାଇଁ ପୁଅ ହାରିଲେ
@Ranjit27426
@Ranjit27426 3 күн бұрын
Bhai balle balle dhaba upare gote video karantu,hotel malikani Elina dash nku tike bhalse roast kara
@subodhabarik8278
@subodhabarik8278 4 күн бұрын
ପାଗଳ 😄🥰💀
@Kumarbasant9938
@Kumarbasant9938 Күн бұрын
ଏ ମାଗିହାଟି ପୁଲ ପାଗଳ କେତେବେଳେ କହୁଛି ସେଟା ସୁଡ଼ଙ୍ଗ ନୁହଁ କେତେବେଳେ କହୁଛି ସେ ସୁଡ଼ଙ୍ଗ ରେ ମୁଁ ଏକ ଯାଇ ଥିଲି ମାଗିହା ପାଗଳ ବୁଢା
@karamjitsatpathy5404
@karamjitsatpathy5404 3 күн бұрын
ଯୋଗୋନୀ ଖିଆ ସୁର ଯୁଆଡେ ବର୍ଷା ସିଆଡେ ଛତା ସେ ପାଗଳ ନୁହ ମହା ଚାଲୁ
@raghabsahu8331
@raghabsahu8331 3 күн бұрын
ରଷିଆନ ୬୦୦୦ ଓଡ଼ିଆ ଚିକେନ୍ + No1 ଭୋଟ ବିକି କି ଏତେ ଆଶା କଲେ ହବ ଭୋଟ ବିକିବା ଲୋକ ଗୋଟେ ଦିନ ମଜୁରିଆ ଠୁ ହୀନ
@pradoshrath1035
@pradoshrath1035 4 күн бұрын
Bahuta Bhala upastapana
@sanjeebpanigrahi747
@sanjeebpanigrahi747 4 күн бұрын
ନବୀନ ବାବୁ ଙ୍କୁ ବବି ର ଆଳିସନ୍ ବଙ୍ଗଳା ଉପରେ ପ୍ରଶ୍ନ କାହିଁକି କରୁନାହାନ୍ତି, ନବୀନ କୁ ପଚାର
@gangadharpatra8104
@gangadharpatra8104 4 күн бұрын
Eithi pain nabin Babu nku prabhu jagnnath hareile
@JayakrushnaDehury-es4hb
@JayakrushnaDehury-es4hb 3 күн бұрын
ସୁର ପାଗଳ ଭାବିଥିଲା ଓଡ଼ିଶାର ଅର୍ଥ କୁ ଆତ୍ମସାତ କରିବାପାଇଁ ଦୁଇ ପୁଅକୁ ଦୁଇଟି ଦଳରେ ଭାର୍ତ୍ତି କରିଥିଲେ. ସେ ଅନ୍ୟକୁ ଥୁ ଥୁ କରୁଥିଲେ. ତାଙ୍କୁ ସମସ୍ତେ ଛି ଛି କରୁଛନ୍ତି. ତୋ ବୋପାର ଓଡିଶା ନା?
@bijaylaxmitripathy934
@bijaylaxmitripathy934 Күн бұрын
ସୁର ତାଙ୍କ ଜାଲରେ ପଡ଼ିଯାଇଛି
@KailashAbi-qt9mj
@KailashAbi-qt9mj 4 күн бұрын
Babi bhai welcome
@user-hj1yl6ch2h
@user-hj1yl6ch2h 7 сағат бұрын
Sura Babu Boby Babu nk Alishan Bangala re kaan karu thile?
@ajaykumarbehera5018
@ajaykumarbehera5018 4 күн бұрын
Sura,barabulla,bihana,ru,urdhuta
@workout696
@workout696 4 күн бұрын
ଶେଷରେ କ'ଣ, ପ୍ରଥମରୁ ଜଣା ଥିଲା।😂😂😂
@surendranathrath504
@surendranathrath504 3 күн бұрын
ନିର୍ଲଜ ଟିଏ,ତା ବିଷୟରେ ଆଲୋଚନା କାହିଁକି ?
@biswaranjanparida297
@biswaranjanparida297 2 күн бұрын
ସୁର ପାଗଳ ନୁହେଁ, ସେ ମୁର୍ଖ ଟା। ସୁର ରାଉତ ମାନେ ଦଲାଲ୍ ଟା ।
@gadadharbehera2520
@gadadharbehera2520 3 күн бұрын
ସୁର ରାଉତ ହେଉଛି, ଝାଞ୍ଜି ବୋରୁଅ
@lalabiswajitray3387
@lalabiswajitray3387 4 күн бұрын
ରାକ୍ଷୀ ମହାନ୍ତି ଙ୍କ ଭିଡିଓ ଟିକେ ଦେଖନ୍ତୁ
@tariniprasad3036
@tariniprasad3036 2 күн бұрын
Barsha Priyadarshani pai se ghara ta heithila... Seithi pai taku ticket dia heithila Jajpur area re
@HariharMohanty-ys2sj
@HariharMohanty-ys2sj 4 күн бұрын
ସରକାରି ଅଧରେ ଦୁନିତି ଚାଲିଧିଲା
@user-Jantursundhi1990
@user-Jantursundhi1990 4 күн бұрын
Bahuta bhala katha sura bhai shala mahapagal
@pabitranayak4405
@pabitranayak4405 4 күн бұрын
ପାଗଳ
@Drime570
@Drime570 2 күн бұрын
Bhai bole bole dhaba ku ana
@santoshmallick1955
@santoshmallick1955 2 күн бұрын
ଇଏ ଏବେ ସୁର ନୁହଁନ୍ତି ସୁରା,
@bijaylaxmitripathy934
@bijaylaxmitripathy934 Күн бұрын
ଝାଡା ନା ଆଉ କଣ😊
@cutykumari8648
@cutykumari8648 2 күн бұрын
Suru bhai seti halau thila hathare dhari😂😂😂
@Bharathpingua-rp5tm
@Bharathpingua-rp5tm 2 күн бұрын
❤❤❤❤
@jayanarayanpadhan3384
@jayanarayanpadhan3384 Күн бұрын
E a heuchi leader of party kouta bhala manda bichar nahi
@kabichandrasethi9432
@kabichandrasethi9432 2 күн бұрын
ପାଗଳ ପାଗଳ
@atv1295
@atv1295 3 күн бұрын
ପାଣ୍ଡିଆ ଜାପାନ ରୁ ଆଣିଥିବା ତେଲ ସେଇଠି ମାଲିଶି ହେଉଥିଲେ (ସେବିକା ଥିଲେ ମୁଖ୍ୟ ସୁଜାତା ପାଣ୍ଡିଆ)SHG members କହିଲେଣି 🤪 ଧୀରେ ଧୀରେ ବଲେ ବଲେ 👍
@trilochansatapathy7860
@trilochansatapathy7860 23 сағат бұрын
Mid gehi tile❤😢😮😅
@Babubadnaam
@Babubadnaam 4 күн бұрын
Sura bhai kahuchanti je babi das ku govt quater milithila.... Bt babi das kahuchi.. Party office karmi pain... Bt ethi sata kahuchi kie
@saratchandrapati9804
@saratchandrapati9804 2 күн бұрын
ସୁର ଏକ ଅସୁର
@user-kq9du3fh9c
@user-kq9du3fh9c 4 күн бұрын
ସୁର ଭାଇ ଚୋର ଗାଲୁଆ
ОСКАР ИСПОРТИЛ ДЖОНИ ЖИЗНЬ 😢 @lenta_com
01:01
MEGA BOXES ARE BACK!!!
08:53
Brawl Stars
Рет қаралды 35 МЛН
КАРМАНЧИК 2 СЕЗОН 7 СЕРИЯ ФИНАЛ
21:37
Inter Production
Рет қаралды 495 М.
DO YOU HAVE FRIENDS LIKE THIS?
00:17
dednahype
Рет қаралды 64 МЛН
Спутниковый телефон #обзор #товары
0:35
Product show
Рет қаралды 2 МЛН
Хотела заскамить на Айфон!😱📱(@gertieinar)
0:21
Взрывная История
Рет қаралды 5 МЛН
В России ускорили интернет в 1000 раз
0:18
Короче, новости
Рет қаралды 1,6 МЛН