ସମସ୍ତଙ୍କୁ ଦେଖି ଛୁ ମାରିଲେ ଖଣିମାଫିଆ... ବିଧାୟକ ନେଲେ ଆକ୍ସନ ଲୋକ ଲଗାଇ ଖାଦନ ଭିତରୁ ବୋହି ଆଣିଲେ ବଡ଼ ବଡ଼ ମେସିନ

  Рет қаралды 222,982

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #Jajpur #Rais #DepartmentofSteelandMines #MLA #Odisha

Пікірлер: 194
@gobindachandranayak9576
@gobindachandranayak9576 2 ай бұрын
ବିଧାୟକଙ୍କର ସୁନ୍ଦର ଚିନ୍ତାଧାରା
@bijaymohanty756
@bijaymohanty756 2 ай бұрын
ଭାଇ ଯାହା କରୁଛନ୍ତି ଵହୁତ ଭଲ । ଏହିପରି କଲେ ଖାଲି ଖଣି ମାଫିଆ ନୁହେଁ ଵାଲି ମାଫିଆମାନେ ମଧ୍ୟ ସାଵଧାନ ହୋଇଯିଵେ।
@padmalayaprusty4526
@padmalayaprusty4526 2 ай бұрын
ବିଧାୟକ ଙ୍କୁ ଅନେକ ଧନ୍ୟବାଦ ।ଅନ୍ତତଃ ପାଞ୍ଚ ବର୍ଷ ହେଉ।
@BhagaNaik-fr1mh
@BhagaNaik-fr1mh 2 ай бұрын
ବହୁତ ବଢିଆଁ
@hrudayaranjan8217
@hrudayaranjan8217 2 ай бұрын
ବହୁତ, ବହୁତ , ବହୁତ ଭଲ ଶଳାଙ୍କୁ ଧରି ସେଇ ଖଣିରେ ପୋତି ଦିଆଯାଉ ବାହାରି ପାରିବେନି କି ଖଣି ଲୁଟ କରିପାରିବେ ନାହିଁ ଲିକୁ ଭାଇ କି ଜୟ🎉🎉🎉🎉
@umeshrout3599
@umeshrout3599 2 ай бұрын
ଧନ୍ୟବାଦ ଆପଣଙ୍କୁ ଭଗବାନ ସାହାଯ୍ଯ କରନ୍ତୁ।
@aratiparida2736
@aratiparida2736 2 ай бұрын
😢😢😢😢ବହୁତ ଖୁସି ଲାଗୁଛି
@biswaranjanparida297
@biswaranjanparida297 2 ай бұрын
ବିଧାୟକ ଙ୍କ କାର୍ଯ୍ଯାନୁଷ୍ଠାନ ପାଇଁ ଧନ୍ଯବାଦ।
@ashokkumarsahoo7041
@ashokkumarsahoo7041 2 ай бұрын
We Welcome. Pls ଚଢ଼ାଉ କରି ସମସ୍ତ ଙ୍କୁ ଧରନ୍ତୁ. We support Mohan sir our CM
@shreenibashkuanr6598
@shreenibashkuanr6598 2 ай бұрын
👍
@pradeepkumarsinha803
@pradeepkumarsinha803 2 ай бұрын
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଦୁଃଖିତ। ଦୁଃଖିତ। ଦୁଃଖିତ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ, କିନ୍ତୁ ବର୍ତ୍ତମାନ 40ଦିନ ଅତିବାହିତ ହୋଇଥିଲେ ସୁଦ୍ଧା ତାହାର 1 ପ୍ରତିଶତ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଆମ୍ଭେ ନିଶ୍ଚିତ। କାରଣ ବର୍ତ୍ତମାନ ସୁଦ୍ଧା ଖଣି ମାଫିଆ, ବାଲି ମାଫିଆ, ପାଣି ମାଫିଆ, ଚମଡା ରାକ୍ଷସ ମାଫିଆ, ଜମି ମାଫିଆ, ଜଙ୍ଗଳ ମାଫିଆ, ମନ୍ଦିର ଲୁଟେରା ମାଫିଆ, ପାହାଡ ମାଫିଆ ବଡ ବଡ ଡକାୟତ ଇତ୍ୟାଦି ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ଥିଲେ/ଅଛନ୍ତି ଏବଂ ରହିଛନ୍ତି ମଧ୍ଯ। ଯେ ପର୍ଯ୍ୟନ୍ତ ସେମାନେ ନିଶ୍ଚିହ୍ନ ନ ହେବେ ସେ ପର୍ଯ୍ୟନ୍ତ ଆମ୍ଭେମାନେ କହିପାରିବୁ ନାହିଁ BJP GOVERNMENT କିଛି କାର୍ଯ୍ୟ କରିଲାବୋଲି!!! ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@bikashKumar-vg9fh
@bikashKumar-vg9fh 2 ай бұрын
ଯଦି ଆଘରୁ ଥିବା ସରକାର ଏମିତି ଚଢ଼ାଉ ହୋଇଥାନ୍ତା ଓଡିଶା ରେ ଏମିତି ଅପରାଧି ଙ୍କ ଗୋଡ଼ ଭାଙ୍ଗି ଯାଆନ୍ତାଣୀ ଜୟ ଜଗନ୍ନାଥ ⭕❗⭕🙏🚩🙏🚩🙏🚩🙏🚩🙏🚩
@himansudash9149
@himansudash9149 2 ай бұрын
ଏଗୁଡିକ ପୁରୁଣା ଅଭ୍ୟାସ ନୁଆ ନୁଆ ଧମକ ଦିଆଗଲା କିଛି ହବନି,କମିସନ୍ ମିଳିଲା ପରେ ଆଉ ଏପରି ହବନି। ସବୁ ଠିକ୍ ଅଛି ବୋଲି ବିଧାୟକ କହିବେ, ଅବଶ୍ୟ ଏଗୁଡିକ ସାଧାରଣ ଲୋକ ଜାଣିବେନି।
@sanjayamahalik9802
@sanjayamahalik9802 2 ай бұрын
Welcome ❤
@umakantbag4800
@umakantbag4800 2 ай бұрын
Bahut badhiya 👍🏾
@satyabehera9431
@satyabehera9431 2 ай бұрын
ବିଧାୟକ ସାର ପ୍ରଥମ ଖଣି ବିଭାଗ ର ଅଫିସର ଘରେ ଭିଜିଲାନ୍ସ ରେଡ଼ ହଉ ।ଯିଏ ଜାଜପୁର ଜିଲ୍ଲାର ଦାୟିତ୍ୱ ଥିଲେ ।
@dilipkumarsinha780
@dilipkumarsinha780 2 ай бұрын
Veri good dicision. 🙏🙏🙏immidiet actaion. No compramise.
@PraffullaKumar
@PraffullaKumar 2 ай бұрын
ବହୁତ ଭଲ ଡିସିସନ, ବାକିରହିଲା ମାଫିଆ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର
@sarojmalikmalik7712
@sarojmalikmalik7712 2 ай бұрын
Hi 6
@sarojmalikmalik7712
@sarojmalikmalik7712 2 ай бұрын
Hmm
@bairagicharansahoo7419
@bairagicharansahoo7419 2 ай бұрын
Congratulations
@suryanarayannaik1992
@suryanarayannaik1992 2 ай бұрын
Very good step sir keep it up
@nabaghananaik7953
@nabaghananaik7953 2 ай бұрын
Very good 👍
@SubashJhankar-vf2ee
@SubashJhankar-vf2ee 2 ай бұрын
ଖଣି ଖନନ କାର୍ଯ୍ୟ ରାଜ୍ୟ ରେ ସୋଭାପାଉନାହିଁ *****ବନ୍ଦ କରିବା ଉଚିତ୍ ******🌾🇮🇳✔️⌚
@ChristadanKhara
@ChristadanKhara 2 ай бұрын
Dhanyawad MLA Sir. Aponko pari sabu MLA heba darkar
@ArabindaSahoo-r5q
@ArabindaSahoo-r5q 2 ай бұрын
Thank you Himanshu Bhai Jindabad
@BudhuDandpat
@BudhuDandpat 2 ай бұрын
ଜମା ଛାଡିବାର ନାହିଁ ଧର ଶଳା ମାନଙ୍କୁ
@thanadisari9173
@thanadisari9173 2 ай бұрын
ଯେତେ ଖାଇ ଛନ୍ତି ସେତେ ବାନ୍ତିକରାଇ ବାକୁ ପଡିବ ଜୟ ବିଜେପି
@amareshamohanty69
@amareshamohanty69 2 ай бұрын
ବିଧାୟକ ହେବ ତ ଏମିତି ?
@bhagabatsoren249
@bhagabatsoren249 2 ай бұрын
ଭାଗ ପାଇଲେ ବିଧାୟକ ପୋଲିସ ପାଟି ଚୁପ 😂😂😂😂
@BISWARANJANMALLIK-mr8jd
@BISWARANJANMALLIK-mr8jd 2 ай бұрын
​@@bhagabatsoren249 tu kn bhabilu sie kn bjd pranab
@Odiaranjan848
@Odiaranjan848 2 ай бұрын
​@@bhagabatsoren249tu bhabuchu ki bjd neta Paisa khai loka nku hairan kariba
@bhagabatsoren249
@bhagabatsoren249 2 ай бұрын
@@BISWARANJANMALLIK-mr8jd ରାଜନିତି ଚୁରନିତି । ତୁ ଜାଣିଛୁ ଭଲ କିଏ ଖରାପ କିଏ । ମୁଁ ଜାଣିଛି ରାଜନିତିୟା ଜେତେ ସବୁ ଚୁର ।
@bhagabatsoren249
@bhagabatsoren249 2 ай бұрын
@@Odiaranjan848 ଚୋର ଦୋଳ ବିଜେପି ଜିନ୍ଦାବାଦ୍
@bidyabhusanmohanty387
@bidyabhusanmohanty387 2 ай бұрын
ଯେଉଁ ମାନଙ୍କୁ କିଛି ମିଳୁ ନ ଥିଲା ସେମାନେ ରାଗିବା ସ୍ବଭାବିକ
@harekrishnatripathy7344
@harekrishnatripathy7344 2 ай бұрын
25 ବର୍ଷ ହେଲା ଏତେ ଖଣି ପଇସା କାହା କାହା ପାଖକୁ ଯାଉଥିଲା
@prashantachandrapanda
@prashantachandrapanda 2 ай бұрын
Good work Himanshu. Let him be given Ministry for Mines
@sanjaykumamarbehera4727
@sanjaykumamarbehera4727 2 ай бұрын
Good working
@missdishapanday
@missdishapanday 2 ай бұрын
Very very good habo
@GupteswarMajhi-c5v
@GupteswarMajhi-c5v 2 ай бұрын
କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରାଣିଗୁଡା ଠାରେ ସବୁଠାରୁ ବଡ଼ ପଥର ଖଣି ଅଛି ଆଉ ପାଖରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଓଉଛି ମାତ୍ର ୧୦୦ ଦୁରରେ ରହିଛି ବ୍ଲାସଟିଙ୍ଗ ଏବା ଦ୍ଵାରା ଏକଲବ୍ୟ school ପାଟ ସୃଷ୍ଟି ଓଉଚି ସାର୍ ଆପଣ ତର୍ଜମା କରନ୍ତୁ please
@pk5993
@pk5993 2 ай бұрын
ବିଧାୟକ ହବତ ଏମିତି
@ajaysamal1195
@ajaysamal1195 2 ай бұрын
ଯାହା ହଉ ବିଜେଡି ସରକାର ନବିନ ପଟନାୟକ ଯାହା ଚବିଶ ବରଷ କରିପାରି ନଥିଲା ତାହା ବିଜେପି ସରକାର ମୋହନ ଚରଣ ମାଝି ସମୟ ହେଉଛି ଜଗନାଥ 🙏🙏🙏🙏🙏
@Paaat2-fu2cz
@Paaat2-fu2cz 2 ай бұрын
Thank you sir
@Sibaram12370
@Sibaram12370 2 ай бұрын
ଆକ୍ସନ ମୋଡ଼ ମାଫିଆ ଘାଇଲା😂
@jagannathdandasena9795
@jagannathdandasena9795 2 ай бұрын
Bahut bhalo karuchhanti
@Krish-n4i
@Krish-n4i 2 ай бұрын
ହେଡିଂ ଗୋଟେ....ରିପୋର୍ଟ ଆଉ ଗୋଟେ....
@tutupanda4831
@tutupanda4831 2 ай бұрын
Himanshu Bhai God bless you, you are great
@anuanushka2003
@anuanushka2003 2 ай бұрын
Jai himanshu vai
@tufanchandradas1060
@tufanchandradas1060 2 ай бұрын
ସେଠିକାର ତହସିଲଦାର, collector କଣ କିଛି ଜାଣି ନ ଥିଲେ? ଏହା କଣ ସମ୍ଭବ ? ସେମାନଙ୍କ ସମ୍ପୃକ୍ତି ନାହିଁ କହିଲେ ବିଶ୍ବାସ କରି ହେବ ନାହିଁ!
@bhagabatsoren249
@bhagabatsoren249 2 ай бұрын
ଖଣି ମାଫିଆ ଚାନ୍ଦା ନ ଦେବାରୁ ଚଢଉ😂 ଭାଗ ପାଇଲେ ବିଧାୟକ ପୋଲିସ ଚୁପ ହେଇଯିବେ 😂😂ଏଇ କୁଂଥେଇ କରି କହୁଥିବା ନିୟୂଜ ବାଲା ବି ଆଗାମି ଦିନରେ କମ୍ବଲ ଘୋଡେଇ ଘୋର୍ ନିନ୍ଦ୍ରାରେ ସୁଇ ଯିବ 😂😂😂
@pranabmohanty4400
@pranabmohanty4400 2 ай бұрын
ତୁମ ବିଜେଡି mla ଭାବିଲୁ କି
@bhagabatsoren249
@bhagabatsoren249 2 ай бұрын
@@pranabmohanty4400 ଏ ବାଳ,,,ଚୋର କହିଲେ କୁକୁର କୁ ବାଧୁଛି।
@bhagabatsoren249
@bhagabatsoren249 2 ай бұрын
@@pranabmohanty4400 ନା ମୁଁ ବିଜେପି ଭାବିଛି
@bhagabatsoren249
@bhagabatsoren249 2 ай бұрын
@@pranabmohanty4400 ନା ମୁଁ ବିଜେପି କୁ ଭାବୁଛି
@aditya_das_343
@aditya_das_343 2 ай бұрын
100 percent ✅ katha
@tripatisahu3783
@tripatisahu3783 2 ай бұрын
Excellent work. Carry-on. God bless you.
@AamarendraChand
@AamarendraChand 2 ай бұрын
Bhai kichi Paisa maguthile mililani boli ete raga
@sureshdash8597
@sureshdash8597 2 ай бұрын
Liku bhai zabardast action nia salanku suspend kara khani bibhaga durniti officer ku
@siba84
@siba84 2 ай бұрын
Joda, badbil,keonjhar ,Talcher,Laxnpur,coal mines main
@ganapatimajhi3556
@ganapatimajhi3556 2 ай бұрын
Bahut jaruri
@pradeeepkumar9196
@pradeeepkumar9196 2 ай бұрын
Love u brother... ❤❤❤❤❤
@AshokKumarBhoi-g3t
@AshokKumarBhoi-g3t 2 ай бұрын
M L A Jee God bless you Ashok ku.Bhoi Bord kld. Very very nice.
@Odiaranjan848
@Odiaranjan848 2 ай бұрын
Bahut badhia liku bhai good job
@laxminarayanbehera2467
@laxminarayanbehera2467 2 ай бұрын
Bidhayanku sadhubada sradha purna naman.
@dhirennaik6444
@dhirennaik6444 2 ай бұрын
Ok. 100/100
@PalkaMinz
@PalkaMinz 2 ай бұрын
Vheri nace sar odisha sundargarh rajgangpur jaraikela bahiam hindustan jindabad JAEHINDEH
@ashishnaik6450
@ashishnaik6450 2 ай бұрын
Arrest karajau
@goutamagoutama4565
@goutamagoutama4565 2 ай бұрын
Perfect MLA God bless You .❤
@rajkishormohanty3243
@rajkishormohanty3243 2 ай бұрын
100. %. Right
@narayandalai8414
@narayandalai8414 2 ай бұрын
very good thank u MLA mahodaya and entire Administration,Police
@akshayrana5252
@akshayrana5252 2 ай бұрын
ଭାଇ କରୁଛ ତ ଭଳକରିକର ଏକଡିସମିଳ ବି ଛାଡତୁନୀ ନହେଳେ ତତେଚଢେଦେମି
@tunabehera6353
@tunabehera6353 2 ай бұрын
ଆଗରୁ ପ୍ରଶାସନିକ ଅଧିକାରୀ କୁଆଡେ ଗଲେ ଆଗ ପ୍ରଶାସନିକ ଅଧିକାରୀ ତାଗିଦ୍ କରାଯାଉ ଯେଉଁ ଅଧିକାରୀ ମାନେ ସାମିଲ ଥିଲେ ତଦନ୍ତ ଅନ୍ତର୍ଭୁକ୍ତ କରାଯାଉ ଏଠାରେ ଖଣି ମାଫିଆ ନାହିଁ ଏଠାରେ ପ୍ରଶାସନିକ ଅଧିକାରୀ ଖଣି ମାଫିଆଙ୍କ ସହ ମିଶି ସମସ୍ତ ପ୍ରକୃତି ସଂଶୋଧନ ଲୁଟ କରୁଥିଲେ ବିନା ପ୍ରଶାସନିକ ଅଧିକାରୀ ନହେଲେ ଖଣି କେମିତି ଲୁଟ ହେବ
@sanjibakumardash7246
@sanjibakumardash7246 2 ай бұрын
Save Odisha, save its natural resources.
@PrashantDas-gs6eq
@PrashantDas-gs6eq 2 ай бұрын
Right
@SubratoKaran
@SubratoKaran 2 ай бұрын
Mafianku encounter
@SHORTSCITY99
@SHORTSCITY99 2 ай бұрын
Very 👍👍👍👍👍👍👍
@hariharpandapanda4798
@hariharpandapanda4798 2 ай бұрын
Very good
@biranchinarayanbiswal4509
@biranchinarayanbiswal4509 2 ай бұрын
Himanshu bhai congratulations. Collector/tashildar upare najar rakhithiba.adeta bada maphia
@pankajjena1233
@pankajjena1233 2 ай бұрын
Bhai. Good
@EtishriMohanty-s2g
@EtishriMohanty-s2g 2 ай бұрын
Nice sir
@bijayanayak1713
@bijayanayak1713 2 ай бұрын
ବିଧାୟକ ଠିକ୍ କରିଛନ୍ତି।
@GolapRoutray
@GolapRoutray 2 ай бұрын
❤❤❤❤❤❤❤❤
@ggbrotherlegend8669
@ggbrotherlegend8669 2 ай бұрын
Khali Jajpurinku dharile kn heba
@SatyabanMaharana-hs6oy
@SatyabanMaharana-hs6oy 2 ай бұрын
The real hero himansu ଭାଇ
@RabinarayanaSwain-jh9pf
@RabinarayanaSwain-jh9pf 2 ай бұрын
More than one most
@sakarsansarafsankar9235
@sakarsansarafsankar9235 2 ай бұрын
ଭତା,ସୁଭଦ୍ରା ଯୋଜନା ରେ ସବୁ ବିକି ଖାଇବା
@BabuluBaeiha
@BabuluBaeiha 2 ай бұрын
ଭାଈ ମାଡି ଚାଲ
@budhadebmahantamahanta2953
@budhadebmahantamahanta2953 2 ай бұрын
Kenjhar Patna Tahasil. Adhhina Badadhanurjaypur Ahesan industries 😢😢 Lokal hudi sabu sarilani Aha tadanta hehu Malika staff salari deunahi kahile staff ku Michha bahana dekhei out karuchi Aharatadanta karajau
@chhatraymajhi9424
@chhatraymajhi9424 2 ай бұрын
Atiranjanjit khabar
@NahedaPr-fr8ni
@NahedaPr-fr8ni 2 ай бұрын
Very good liku Bhai jindabad tame bhagaban antarjaami nka srusti sarjana ku rakhya karuchha dharamsala ku sundar surakhita karuchha thanks ame samaste tama sangare achhu dusta sakti ku binasha karantu thanks god bless you and your lovely family members ❤️❤️🙏🙏
@Blacktiger248
@Blacktiger248 2 ай бұрын
Good Sir 🙏🙏🙏🙏👌👌💕💕💕 Emitika Dhariba Katha Chora Magia ku
@santoshshoo7664
@santoshshoo7664 2 ай бұрын
ବିଜେପି ଯିବ
@Karma-jb4je
@Karma-jb4je 2 ай бұрын
Only Liku Sahoo ❤❤❤❤❤❤
@ramakantapradhan6288
@ramakantapradhan6288 2 ай бұрын
ଉଚିତ୍ ପଦକ୍ଷେପ ନେଇଛନ୍ତି
@ganapatimajhi3556
@ganapatimajhi3556 2 ай бұрын
Sabu tahasildar mananku jana
@h2kshorts152
@h2kshorts152 2 ай бұрын
Mo bala News 😂
@tapassahu9730
@tapassahu9730 2 ай бұрын
Dhenkanal re kebe hab,,chadhao
@swagatdas1412
@swagatdas1412 2 ай бұрын
Mohan sarkar jindabad 🎉evali padakhiyapa swagatjogiya🎉
@hariharnath4029
@hariharnath4029 2 ай бұрын
ସୋର ଥାନା ଅନ୍ତର୍ଗତ ବାଗୁଡ଼ି ପାହାଡ ଉପରେ କେବେ ତଦନ୍ତ ଆରମ୍ଭ ହୋଇଛି,
@balanmajhi7165
@balanmajhi7165 2 ай бұрын
bjd sasan time re tahasildar kn koruthile
@kanhudas3308
@kanhudas3308 2 ай бұрын
ଖାଲି ଖଣି ନୁହେଁ ଆଉ କଛି କର 🤣🤣
@ChristadanKhara
@ChristadanKhara 2 ай бұрын
Koraput re kebe heba
@PravatKumarChoudhury-m8u
@PravatKumarChoudhury-m8u 2 ай бұрын
Jay bjp
@sankarlove5613
@sankarlove5613 2 ай бұрын
ବେକାର ଡ୍ରାମା କରୋନି ଯାଓ କାମ କରିବ ଏହି ଖାଦାନ ବହୁତ୍ ଦିନରୁ ଜେଇ ସାରିଲେ ତାପରେ ତୁମେ କଲେ କଣ ହେବ
@sarbeswarpradhan9427
@sarbeswarpradhan9427 2 ай бұрын
👌🏻👌🏻👌🏻👍🏻w👍🏻
@NarendraJani-ry5er
@NarendraJani-ry5er 2 ай бұрын
😮nabarangapur, re kebe
@AshokBehera-d4b
@AshokBehera-d4b 2 ай бұрын
Biçhakhandi re kebe heba
@pramodpradhan8792
@pramodpradhan8792 2 ай бұрын
Jai ho bjp MLA for saving odisha
@bireswarbishi7980
@bireswarbishi7980 2 ай бұрын
ଜବାବ ଦିଅନ୍ତୁ ନବୀନ ପାଣ୍ଡୁ ବିଜେଡ଼ି ସରକାର କେତେ ଲୁଟି ଅଛନ୍ତି।
@prakashkumarpanda5952
@prakashkumarpanda5952 2 ай бұрын
khordha re kebe heba ?
@ganapatimajhi3556
@ganapatimajhi3556 2 ай бұрын
Ati sighra Sabu ade
@prabirkumarjena1363
@prabirkumarjena1363 2 ай бұрын
ନିଜେ ବିଧାୟକ ତ ଜଣେ ମାଫିଆ ଓ ପ୍ରବଳ କଳା ଧନ ର ଅଧିକାରୀ
@odiaknowledgehubranjit4985
@odiaknowledgehubranjit4985 2 ай бұрын
Kou bidhayak purba t
Зу-зу Күлпаш 2. Интернет мошенник
40:13
ASTANATV Movie
Рет қаралды 460 М.
А что бы ты сделал? @LimbLossBoss
00:17
История одного вокалиста
Рет қаралды 8 МЛН
Un coup venu de l’espace 😂😂😂
00:19
Nicocapone
Рет қаралды 10 МЛН
Smart Sigma Kid #funny #sigma
00:14
CRAZY GREAPA
Рет қаралды 2,7 МЛН
ସ୍ତ୍ରୀଙ୍କୁ ନେଇ ଗାଡ଼ି ଚୋରି
6:43
Puri Jagannath Story !! Puri Ratha Yatra Story !! Odisha Temple Story
23:09
DIBYABRAMHA PRODUCTION
Рет қаралды 2,9 МЛН
Pakistan need 14 runs from 11 balls against india |  2004 | WHO GONNA WIN
12:30
Master Class Cricket_IN
Рет қаралды 43 МЛН
Зу-зу Күлпаш 2. Интернет мошенник
40:13
ASTANATV Movie
Рет қаралды 460 М.